ଆମୀର ଖାନଙ୍କ ଘରେ ଆଜି ବାଜୁଛି ଶାହାନାଇ। ତାଙ୍କର ପ୍ରିୟ ଝିଅ ଆୟରା ଖାନ୍ ଆଜି ବିବାହ କରୁଛନ୍ତି। ଆୟରା ତାଙ୍କ ବାପାଙ୍କ ଫିଟ୍ନେସ୍ କୋଚ୍ ନୁପୁର ଶିଖରେଙ୍କୁ ତାଙ୍କ ଜୀବନସାଥୀ ଭାବରେ ବାଛିଛନ୍ତି। ତେବେ ନୁପୁର କିଏ? ସେ ଏବଂ ଆୟାରଙ୍କ ପ୍ରେମ କାହାଣୀ କିପରି ଆରମ୍ଭ...
ଅଯୋଧ୍ୟାରେ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖ୍ଲିଆ ଉତ୍ସାହିତ ହେବା ସହ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି। ଏଠାରେ କିଛି ବ୍ୟତିକ୍ରମକୁ ଉପଲବ୍ଧି କରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି। ଜାଣନ୍ତୁ ସେ କ’ଣ କହିଛନ୍ତି…
ଯେତେବେଳେ ଆକାଶରେ ଶଙ୍କରଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ଅଦ୍ଭୁତ ଭାବରେ ପ୍ରକାଶ ପାଇଥିଲା ଦର୍ଶକଙ୍କ ମନରେ ଭକ୍ତିର ଲହରୀ ଖେଳିଯିବା ସହିତ ସମସ୍ତେ ରୋମାଞ୍ଚିତ ହୋଇପଡିଥିଲେ ଏବଂ ପାଟିରୁ ବାହାରି ପଡିଥିଲା ‘ହର ହର ମହାଦେବ’। ଦେଖନ୍ତୁ ଏହି ଭିଡିଓ।
ଆଜିର ଅସନ୍ତୁଳିତ ଜୀବନଶୈଳୀ ଯୋଗୁଁ ପ୍ରାୟ ସମସ୍ତେ ଏକ ଅସୁସ୍ଥ ଶରୀର ସହିତ ଏକ ଅସନ୍ତୁଳିତ ମନ ନେଇ ଜୀବନ ଜୀଉଛନ୍ତି। ଏନେଇ ସଚେତନତା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁଆରୀ ୩ ତାରିଖରେ ‘ଆନ୍ତର୍ଜାତୀୟ ମନ-ଶରୀର କଲ୍ୟାଣ ଦିବସ’ ପାଳନ କରାଯାଏ। ଏହି ଦିନ କ’ଣ କରିବେ ଜାଣନ୍ତୁ…
ଓଡ଼ିଶା ଜନସେବା ଆୟୋଗ(OPSC) PGT ବା ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ମୋଟ୍ ୧୩୭୫ ଖାଲି ପଦବୀ ପୂରଣ ହେବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି।
ଗାୟିକା ଚିନ୍ମୟୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ଶେୟାର କରି କମଲ୍ ହାସନ୍କୁ ଟାର୍ଗେଟ୍ କରିଛନ୍ତି। ଏଥିରେ ସେ ‘ମି ଠୁ’ କଥା ଉଠେଇଛନ୍ତି। କମଲ୍ ହାସନ୍କୁ ଏମିତି କହିଛନ୍ତି ଚିନ୍ମୟୀ।
ନୂଆବର୍ଷ ୨୦୨୪ ଆରମ୍ଭ ହୋଇଯାଇଛି। ନୂଆ ବର୍ଷ ସହିତ ବି ଟାଉନ୍ ସେଲିବ୍ରେଟିମାନଙ୍କର ନୂଆ ପାର୍ଟିର ଫଟୋ ମଧ୍ୟ ସାମ୍ନାକୁ ଆସିଛି। କେହି କେହି ସେମାନଙ୍କ ପରିବାର ସହିତ ସମୟ ବିତାଇଥିବାବେଳେ ଆଉ କେହି ସେମାନଙ୍କ ପାର୍ଟନର୍ମାନଙ୍କ ସହିତ ନୂଆବର୍ଷକୁ ସ୍ୱାଗତ କରିଛନ୍ତି। ସେ କରୀନା କପୁର ଖାନ...
ମଲାଇକା ଅରୋରାଙ୍କ ପୂର୍ବତନ ସ୍ୱାମୀ ଅରବାଜ୍ ଖାନଙ୍କ ନିକଟରେ ଦ୍ୱିତୀୟ ବିବାହ ହୋଇଯାଇଛି। ଏହା ପରେ ମଲାଇକା ମଧ୍ୟ ବିବାହର ପ୍ରସ୍ତୁତି କରୁଥିବା ଖବର ସାମ୍ନାକୁ ଆସିଛି। ତେବେ ସେ କାହାକୁ ବିବାହ କରିବେ, ତାକୁ ନେଇ ଏମିତି ପ୍ରତିକ୍ରିୟା ଦେଇଛନ୍ତି।
ଜଣେ ଶିକ୍ଷୟିତ୍ରୀ ଏବଂ ତାଙ୍କର ଜଣେ ଛାତ୍ରଙ୍କ ରୋମାଣ୍ଟିକ୍ ଫଟୋସୁଟ୍ର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହା ଏବେ ସୋସିଆଲ୍ ମିଡିଆରେ ଆଲୋଡ଼ନ ସୃଷ୍ଟି କରୁଛି। ଶିକ୍ଷୟିତ୍ରୀ ଏବଂ ଛାତ୍ରଙ୍କ ଏହି ଫଟୋସୁଟକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।
୨୨ ଜାନୁଆରୀରେ ଶ୍ରୀରାମ ଜନ୍ମଭୂମି ମନ୍ଦିରର ଭବ୍ୟ 'ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ' ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି ଭବ୍ୟ କାର୍ଯ୍ୟକ୍ରମ'କୁ ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ୧୯ ଜଣ ବଡ ବଡ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି। ହେଲେ ବାଦ ପଡିଛନ୍ତି ରାମାୟଣର ଲକ୍ଷ୍ମଣ। ଏନେଇ ସେ ପ୍ରକାଶ କରିଛନ୍ତି...
ଅନେକ ଝିଅ ରାଜେଶ ଖାନ୍ନାଙ୍କ ଏମିତି ପ୍ରଶଂସକ ଥିଲେ ସେ ସେମାନେ ରକ୍ତରେ ଚିଠି ଲେଖି ନିଜ ପ୍ରେମକୁ ପ୍ରକାଶ କରୁଥିଲେ। କେବଳ ଏତିକି ନୁହେଁ, ଝିଅମାନେ ତାଙ୍କର ଫଟୋକୁ ବିବାହ କରୁଥିରେ ଆଉ ରକ୍ତରେ ରାଜେଶ ଖାନ୍ନାଙ୍କ ନାମରେ ସିନ୍ଦୁର ମଧ୍ୟ ପିନ୍ଧୁଥିଲେ।
ସୋସିଆଲ୍ ମିଡିଆ X ରେ ଜଣେ ବ୍ୟକ୍ତି ଆନନ୍ଦ ମହିନ୍ଦ୍ରାଙ୍କଠାରୁ ଟଙ୍କା ମାଗିଛନ୍ତି। ସେହି ବ୍ୟକ୍ତି ଜଣଙ୍କ ଆନନ୍ଦ ମହିନ୍ଦ୍ରାଙ୍କୁ ଏକ ଟୁଇଟ୍ ପୋଷ୍ଟ କରି ଏକ ଲକ୍ଷ ଟଙ୍କା ମାଗିଛନ୍ତି। କିନ୍ତୁ ଯେଉଁ କାମ ପାଇଁ ବ୍ୟକ୍ତି ଜଣଙ୍କ ଏହି ଟଙ୍କା ମାଗିଛନ୍ତି ତାହା ଜାଣିବା ପରେ...
ଇନ୍କମ୍ ଟ୍ୟାକ୍ସ ବିଭାଗରେ ବାହାରିଛି ଚାକିରି। ମୁମ୍ବାଇର ଇନ୍କମ୍ ଟାକ୍ସ ବିଭାଗରେ ମଲ୍ଟି ଟାସ୍କିଂ ଷ୍ଟାଫ୍, ଟ୍ୟାକ୍ସ ଆସିଷ୍ଟାଣ୍ଟ, ଷ୍ଟେନୋଗ୍ରାଫର ଗ୍ରେଡ ୨, କ୍ୟାଣ୍ଟିନ ଆଟେଣ୍ଡାଣ୍ଟ୍ ଏବଂ ଇନ୍କମ୍ ଟ୍ୟାକ୍ସ ଇନ୍ସପେକ୍ଟର ପଦବୀ ଖାଲି ଅଛି। ତେବେ ବିଭାଗରେ ଏହି ନିଯୁକ୍ତି କ୍ରୀଡା କୋଟା ଅନୁଯାୟୀ କରାଯିବ।
ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ହୋମ୍ବଲେ ଫିଲ୍ମସର ‘ସାଲାର ପାର୍ଟ ୱାନ୍ : ସିଜ୍ଫାୟାର’ ପ୍ରକୃତରେ ପ୍ରଶଂସକ ଏବଂ ଦର୍ଶକଙ୍କ ପାଇଁ ଏକ ଉପହାର ପରି ଆସିଛି। ଏହି ଫିଲ୍ମ ଲୋକଙ୍କୁ ନିଜ ସିଟ୍ରେ ବାନ୍ଧି ରଖୁଛି ଏବଂ ଫିଲ୍ମ ନିର୍ମାତା ସଫଳତାର ସହ ଦର୍ଶକଙ୍କୁ...
ବବି ବର୍ଷ ବର୍ଷ ଧରି ହିରୋ ହୋଇ ଯେଉଁ ଖ୍ୟାତି ଅର୍ଜନ କରି ନ ଥିଲେ, ସେ ବର୍ତ୍ତମାନ ମଧ୍ୟ ଜଣେ ଭିଲେନ୍ ହୋଇ ଏହାକୁ ହାସଲ କରିପାରିଛନ୍ତି। ତାଙ୍କ ଭାଗ୍ୟ ଖୋଲିଯାଇଛି। ତାଙ୍କ ହାତରେ ଏବେ ବଡ଼ ବଡ଼ ପ୍ରୋଜେକ୍ଟ।
ସଲମାନ ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଶିଳ୍ପ ସହିତ ଲୋକଙ୍କ ହୃଦୟରେ ରାଜ୍ କରିଆସୁଛନ୍ତି। ଯେତେବେଳେ ବି ସଲମାନଙ୍କ ଫିଲ୍ମ କିମ୍ବା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କୌଣସି ଆଲୋଚନା ହୁଏ, ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଯାଆନ୍ତି। ତେବେ ଆସନ୍ତୁ ଆଜି ତାଙ୍କ ଜନ୍ମଦିନରେ ତାଙ୍କ ସହିତ...
ଫୋନରେ କଥା ହେଉଥିବା ବେଳେ ଜଣେ କାର୍ ଡ୍ରାଇଭର ତିନି ବର୍ଷର ଏକ ଶିଶୁକୁ ଧକ୍କା ଦେଇଥିଲା, ଯେଉଁ କାରଣରୁ ସେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା। ଡ୍ରାଇଭର ପଳାଇବାକୁ ଚେଷ୍ଟା କଲାବେଳେ ଲୋକମାନେ ତାଙ୍କୁ ଧରି ପିଟିଥିଲେ ଏବଂ ପୋଲିସକୁ ହସ୍ତାନ୍ତର କରିଥିଲେ।
OPHWC ବାହାର କରିଛି ଏକ ନିଯୁକ୍ତି ବିଜ୍ଞପ୍ତି। ଜୁନିଅର ଆସିଷ୍ଟାଣ୍ଟ ପୋଷ୍ଟଗୁଡିକରେ ଥିବା ଖାଲି ପଦବୀ ପୂରଣ ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ଲାଇନ୍ ମୋଡ୍ରେ ଆବେଦନ ଚାଲିଛି।
ବିବାଦୀୟ ବଲିଉଡ ଏବଂ ଭୋଜପୁରୀ ଅଭିନେତା-ନିର୍ମାତା କମଲ ରସିଦ ଖାନ(KRK) ସୋମବାର ଦୁବାଇ ଅଭିମୁଖେ ଯାତ୍ରା କରୁଥିବା ବେଳେ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରୁ ତାଙ୍କୁ ଗିରଫ କରାଯାଇଛି।
ପାକିସ୍ତାନରେ ୮ ଫେବୃଆରୀ ୨୦୨୪ରେ ସାଧାରଣ ନିର୍ବାଚନ ହେବ। ୧୬ ଫେବୃଆରୀରେ ୧୬ତମ ଜାତୀୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ନାମାଙ୍କନ ପ୍ରକ୍ରିୟା ଚାଲିଛି। ପାକିସ୍ତାନରେ ପ୍ରଥମ ଥର ପାଇଁ ଜଣେ ହିନ୍ଦୁ ମହିଳା ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି।