• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

why is 25 december called big day know the things related to it
Christmas 2023: ଖ୍ରୀଷ୍ଟମାସକୁ କାହିଁକି ବଡଦିନ ଭାବେ କରାଯାଏ ପାଳନ

ଖ୍ରୀଷ୍ଟମାସ ପର୍ବ ୨୫ ଡିସେମ୍ବରରେ ପାଳନ କରାଯାଏ, ଯାହା ଖ୍ରୀଷ୍ଟିଆନ ଧର୍ମର ସବୁଠାରୁ ବଡ ପର୍ବ। ଏହାକୁ ଖୁବ ଧୂମଧାମର ସହିତ ପାଳନ କରାଯାଏ। ଏହାକୁ ବଡଦିନ ମଧ୍ୟ କୁହାଯାଏ, ହେଲେ କାହିଁକି ଆସନ୍ତୁ ଜାଣିବା।

Atal bihari vajpayee birth anniversary 2023
Atal Bihari Vajpayee Birthday 2023: ସିନେମା ପ୍ରିୟ ଥିଲେ ଅଟଳ ବିହାରୀ; ଜାଣନ୍ତୁ କ’ଣ ଥିଲା ତାଙ୍କ ପ୍ରିୟ ସିନେମା

ଭାରତ ଇତିହାସରେ ୨୫ ଡିସେମ୍ବରକୁ କେବଳ ଖ୍ରୀଷ୍ଟମାସ ଦିବସ ନୁହେଁ ବରଂ ଏହିଦିନ ‘ସୁଶାସନ ଦିବସ’ ଭାବରେ ମଧ୍ୟ ଜଣାଶୁଣା। ଭାରତୀୟମାନେ ପ୍ରତିବର୍ଷ ୨୫ ଡିସେମ୍ବରକୁ ‘ସୁଶାସନ ଦିବସ’ ଭାବେ ପାଳନ କରନ୍ତି। ଏହା ସହ ଅଟଳ ବିହାରୀ ବାଜପେୟୀଙ୍କ ରହିଛି ବିଶେଷ ସମ୍ବନ୍ଧ। ଆସନ୍ତୁ ଜାଣିବା।

OMC Recruitment 2024 For Manager Posts
OMC Recruitment: ଓଡିଶାରେ ସରକାରୀ ଚାକିରି; ଦରମା ୨ ଲକ୍ଷ ପରେ

ଯେଉଁମାନେ ଓଡିଶାରେ ସରକାରୀ ଚାକିରି କରିବାକୁ ଚାହାନ୍ତି ସେମାନଙ୍କ ପାଇଁ ଏହା ନିଶ୍ଚିତ ଏକ ଖୁସି ଖବର। ଓଡ଼ିଶା ମାଇନିଙ୍ଗ କର୍ପୋରେସନ୍ (OMC) ସିନିୟର ମ୍ୟାନେଜର, ଡେପୁଟି ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଏନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Prabhas film broke pathaan jawan leo and jailer record in 2 days
Salaar 2 Days Collection: ଦୁଇ ଦିନରେ ଭାଙ୍ଗିଦେଲା ଜବାନ, ପଠାନ୍, ଜେଲର୍ ଆଉ ଲିଓର ରେକର୍ଡ

ସାଲାର ରିଲିଜ୍ ହେବାର ଦୁଇ ଦିନ ଭିତରେ ରୋଜଗାର କେବଳ ୧୦୦ କୋଟି ନୁହେଁ ବରଂ ୨୫୦କୋଟି ଟଙ୍କା ଅତିକ୍ରମ କରିଛି। ଫଳରେ ଏହା ୨୦୨୩ରେ ରିଜିଜ୍ ହୋଇଥିବା ପଠାନ, ଜବାନ, ଲିଓ ଏବଂ ଜେଲର ଭଳି ଫିଲ୍ମର ରେକର୍ଡ ଭାଙ୍ଗିଛି।

The top 5 films of 2023 changed the fortunes of bollywood
Year Ender 2023: ଆସି ନ ଥିଲେ ଏହି ୫ ଫିଲ୍ମ, ଆଜି ବଲିଉଡ୍‌ର ଅବସ୍ଥା କ’ଣ ଯେ ହୋଇଥାନ୍ତା!

ବୟକଟ୍ ଧାରା ମଧ୍ୟରେ ୨୦୨୩ ଆରମ୍ଭ ପର୍ଯ୍ୟନ୍ତ ବଲିଉଡ ଜଗତ ସଂଘର୍ଷ କରୁଥିଲା। ଏହାରି ମଧ୍ୟରେ ବର୍ଷ ଶେଷ ସୁଦ୍ଧା ରିଲିଜ୍ ହୋଇଥିବା ୫ଟି ଫିଲ୍ମ ଅଛି ଯାହା ବଲିଉଡର ରୋଜଗାରରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଆସନ୍ତୁ ୨୦୨୩ର ଏହି ଟପ୍ ୫ଟି ଫିଲ୍ମ ଉପରେ ନଜର...

National Consumer Rights Day 2023 six rights for Consumer
National Consumer Rights Day 2023: ଭାରତୀୟ ଗ୍ରାହକଙ୍କ ପାଇଁ ଥିବା ୬ଟି ସାମ୍ବିଧାନିକ ଅଧିକାର

ପ୍ରତିବର୍ଷ ୨୪ ଡିସେମ୍ବରରେ ‘ଜାତୀୟ ଉପଭୋକ୍ତା ଅଧିକାର ଦିବସ’ ପାଳନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ପ୍ରକାରର ଶୋଷଣ ଯେପରିକି ତ୍ରୁଟିପୂର୍ଣ୍ଣ ଦ୍ରବ୍ୟ, ସେବାରେ ଅଭାବ ଏବଂ ଅନ୍ୟାୟ ବାଣିଜ୍ୟ ପ୍ରଥା ବିରୁଦ୍ଧରେ ଗ୍ରାହକମାନଙ୍କୁ ପ୍ରଭାବଶାଳୀ ସୁରକ୍ଷା ଯୋଗାଇବା।

National Farmer’s Day 2023
National Farmer’s Day 2023: ଚାଷୀ ଭାଇର ହାତରେ କୋଟି କୋଟି ଜନତାଙ୍କ ପେଟର ଭାର

ଦେଶର ଅର୍ଥନୀତିକୁ ମଜବୁତ କରିବା ନେଇ କୃଷକ ଭୂମିକା ଅତୁଳନୀୟ। କୋଟି କୋଟି ଜନତାଙ୍କ ପେଟର ଚିନ୍ତା ହିଁ ଚାଷୀ ଭାଇଟିଏ କରିଥାଏ। ଚାଷୀଙ୍କ ଯୋଗୁଁ ସାରା ଦେଶର ଭୋକ ମେଣ୍ଟିଥାଏ। ସେଥିପାଇଁ ସେମାନଙ୍କୁ ସମ୍ମାନ ଦେବା ନେଇ ପ୍ରତି ବର୍ଷ ୨୩ ଡିସେମ୍ବରରେ ‘ଜାତୀୟ କୃଷଜ ଦିସବ’...

National Mathematics Day 2023
National Mathematics Day 2023: ରାମାନୁଜନ କିଏ, ଯାହାଙ୍କ ପାଇଁ ପାଳନ ହୁଏ ‘ଜାତୀୟ ଗଣିତ ଦିବସ’

ଗଣିତ କ୍ଷେତ୍ରରେ ଶ୍ରୀନିବାସ ରାମାନୁଜନଙ୍କ ଅବଦାନ ପାଇଁ ଭାରତ ସରକାର ତାଙ୍କ ଜନ୍ମଦିନକୁ ଗଣିତ ଦିବସ ଭାବେ ଘୋଷଣା କରିଥିଲେ। ଆଜି ୨୨ ଡିସେମ୍ବର, ‘ଜାତୀୟ ଗଣିତ ଦିବସ’ରେ ଆସନ୍ତୁ ଜାଣିବା ଗଣିତଜ୍ଞ ରାମାନୁଜନ କିଏ ? ଗଣିତ କ୍ଷେତ୍ରରେ ସେ କିପରି ଏତେ ବଡ଼ ସଫଳତା ହାସଲ...

Man bought rarest dog with 20 crore
କୁକୁରର ଦାମ ୨୦ କୋଟି; ଖାସ୍ କ’ଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଭାରତର ଜଣେ ଲୋକ ଏମିତି ଏକ ପ୍ରଜାତିର କୁକୁର ରଖିଛନ୍ତି ଯାହାର ଦାମ୍ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ। ଆପଣ ହୁଏତ ଭାବୁଥିବେ, ହଁ… ହେଇ ହେଇ ଆଉ କେତେ ହେବ ୧୦ ଲକ୍ଷ କି ୨୦ ଲକ୍ଷ। ଆପଣ ଯଦି ଏମିତି ଭାବୁଥାନ୍ତି ତେବେ ଏହା ଭୁଲ୍।...

Marigold flower cures many diseases
Health Tips: ରୁପି ହେଉଥିଲେ, ଚୁଟି ଝଡୁଥିଲେ ଏମିତି ବ୍ୟବହାର କରନ୍ତୁ ଗେଣ୍ଡୁ ଫୁଲ; ଦୂର ହେବ ସମସ୍ୟା

ଲୋକମାନେ ସାଧାରଣତଃ ଘର ସଜାଇବା ପାଇଁ ଫୁଲ ବ୍ୟବହାର କରନ୍ତି। କିନ୍ତୁ ଏଠାରେ ଏମିତି ଅନେକ ଫୁଲ ଅଛି ଯାହା ଔଷଧୀୟ ଗୁଣରେ ଭରପୂର। କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ଏହା ବିଷୟରେ ଜାଣନ୍ତି ନାହିଁ। ସେଥିମଧ୍ୟରୁ ଗେଣ୍ଡୁଫୁଲ ଗୋଟିଏ।

Know which team need how many slot vacant in ipl auction
IPL Auction 2024: ଏହିଦିନ IPL ନିଲାମ; ଜାଣନ୍ତୁ କାହା ପାଇଁ କେତେ ସ୍ଲଟ୍

ଆଇପିଏଲ୍ ୨୦୨୪ ନିଲାମ ଉପରେ ଏବେ ସମସ୍ତଙ୍କର ନଜର। କିଏ କାହାର ହେବ ତାଙ୍କୁ ନେଇ ସମସ୍ତଙ୍କ ମନରେ ଉତ୍ସାହ। ତେବେ ଆସନ୍ତୁ ଜାଣିବ କେଉଁ ଟିମ୍ କେତେ ଖେଳାଳି ଆବଶ୍ୟକ କରନ୍ତି ଆଉ କେତେ ରହିଛି ବିଦେଶୀଙ୍କ ପାଇଁ।

Five young cricketers who cemented their position in the IPL auction 2024
IPL Auction 2024: ପାଞ୍ଚ ଯୁବ କ୍ରିକେଟର ଯେଉଁମାନେ IPL ନିଲାମରେ ଜାହିର୍ କରିଛନ୍ତି ନିଜର ଦବ୍‌ଦବା

IPLର ଆଗାମୀ ସିଜନ ପାଇଁ ଖେଳାଳିଙ୍କ ନିଲାମ ଡିସେମ୍ବର ୧୯ରେ ଅନୁଷ୍ଠିତ ହେଉଛି। ଏଥର ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଆସନ୍ତୁ ସେହି ପାଞ୍ଚ ଜଣ କ୍ରିକେଟରଙ୍କ ବିଷୟରେ ଜାଣିନେବା ଯେଉଁମାନେ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି ନିଲାମ ପାଇଁ ସେମାନଙ୍କର...

IPL Auction 2024
IPL Auction 2024: ଅଶ୍ୱିନ୍‌ଙ୍କ ପୂର୍ବାନୁମାନ ; ଏହି ଖେଳାଳିଙ୍କ ଉପରେ ହେବ ଟଙ୍କାର ବର୍ଷା

ଆଇପିଏଲ୍ ନିଲାମକୁ ନେଇ ରବିଚନ୍ଦ୍ରନ୍ ଅଶ୍ୱିନ୍ ଏକ ପୂର୍ବାନୁମାନ କରିଛନ୍ତି। ଭିଡିଓରେ ଶେୟାର କରି ସେ ଏକ ନିଆରା ଢଙ୍ଗରେ ଖେଳାଳିଙ୍କ ବିଷୟରେ ପୂର୍ବାନୁମାନ କରିଛନ୍ତି। କେଉଁମାନେ କେତେ ଟଙ୍କାରେ କିଣାହେବ ସେ କହିଛନ୍ତି।

70 percent of Indian multiplexes housefull for dunki
Dunki Advance Booking: ରିଲିଜ୍ ହେବାକୁ ଆଉ ତିନି ଦିନ ବାକି; ଏବେଠାରୁ ୭୦ ଭାଗ ମଲ୍ଟିପ୍ଲେକ୍ସ ହାଉସ୍‌ଫୁଲ୍

‘ଡଙ୍କି’ର ଆଡଭାନ୍ସ ବୁକିଂକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଶାହରୁଖ ଖାନଙ୍କ ‘ଡଙ୍କି’ର ଆଗୁଆ ବୁକିଂ ହେତୁ ଭାରତରେ ୭୦ ପ୍ରତିଶତ ମଲ୍ଟିପ୍ଲେକ୍ସ ହାଉସଫୁଲ୍ ହୋଇଗଲାଣି। ଏହା ସହିତ ଏହି ଫିଲ୍ମ କେତେ ରୋଜଗାର କରିବାକୁ ଯାଉଛି ତାହା ମଧ୍ୟ ପ୍ରକାଶ ପାଇଛି।

know jamal kudu viral girl from bobby deol entry song from movie animal
Animal: 'ଜମାଲ କୁଡୁ' ଗୀତରେ ନାଚି ରାତାରାତି ହେଇଗଲେ ଭାଇରାଲ୍; କିଏ ଏହି ସୁନ୍ଦରୀ

'ଆନିମଲ୍'ର ଗୀତ 'ଜମାଲ କୁଡୁ' ଭାଇରାଲ ହେବା ପରେ ଏଥିରେ ଅଭିନୟ କରିଥିବା ଏକ ସୁନ୍ଦର ଯୁବତୀ ରାତାରାତି ନେସ୍‌ନାଲ୍ କ୍ରସ୍‌ରେ ପରିଣତ ହୋଇଛନ୍ତି। ଲୋକମାନେ ଏହି ଭାଇରାଲ୍ ଯୁବତୀଙ୍କ ବିଷୟରେ ଜାଣିବାକୁ ଖୁବ ଆଗ୍ରହୀ ହୋଇପଡିଛନ୍ତି। ଇନଷ୍ଟାଗ୍ରାମରେ ଏହି ସୁନ୍ଦରୀଙ୍କ ଫଲୋର୍ସ ଏବେ ୨୫ ଗୁଣ ବଢିଯାଇଛି।

minorities right day in india know history and work
National Minorities Right Day 2023: ଅଳ୍ପସଂଖ୍ୟକଙ୍କ ପାଇଁ ଜାତୀୟ ସଂଖ୍ୟାଲଘୁ ଆୟୋଗ; ଜାଣନ୍ତୁ କ’ଣ ଏହାର କାମ

ବିଭିନ୍ନ ରାଜ୍ୟ ନିଜ ନିଜ ରାଜ୍ୟରେ ରାଜ୍ୟ ସଂଖ୍ୟାଲଘୁ କମିଶନ ଗଠନ କରିଛନ୍ତି। ସଂଖ୍ୟାଲଘୁ ସମ୍ପ୍ରଦାୟର ଯେକୌଣସି ପିଡ଼ିତ ବ୍ୟକ୍ତି ନିଜ ଅଭିଯୋଗର ସମାଧାନ ପାଇଁ ସମ୍ପୃକ୍ତ ରାଜ୍ୟ ସଂଖ୍ୟାଲଘୁ ଆୟୋଗଙ୍କ ନିକଟକୁ ଯାଇପାରିବେ।

Railway Recruitment 2023
Railway Recruitment 2023: ଦଶମ ସହିତ ITI କରିଛନ୍ତି କି, ବିନା ପରୀକ୍ଷାରେ ରେଳବାଇରେ ଚାକିରି

ଭାରତୀୟ ରେଳ, ପଶ୍ଚିମ କେନ୍ଦ୍ରୀୟ ବିଭାଗ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ପଶ୍ଚିମ କେନ୍ଦ୍ରୀୟ ରେଳବାଇ (WCR) ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ୩ ହଜାରରୁ ଅଧିକ ପଦବୀ ପୂରଣ ହେବ।

Bagheera official teaser release
Teaser Release: ପୁଣି ହଇଚଇ କରିବ କନ୍ନଡ ଫିଲ୍ମ; ଟିଜର ଦେଖିଲେ ଆପଣ ବି କହିବେ ୱା ସେ ୱା…

ପୁଣି କନ୍ନଡ ଜଲ୍‌ୱା। ନୂଆ ଫିଲ୍ମ ‘ବଘିରା’ର ଟିଜର ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ପ୍ରଶଂସକମାନେ ଏହା ଦେଖିବା ପରେ କହୁଛନ୍ତି ଯେ ସେମାନଙ୍କ ରୋମ ଟାଙ୍କୁରି ଉଠୁଛି।

Salaar tickets sold more than dunki in 24 hours in advance booking
Advance Booking: ଆରମ୍ଭ ହେଲାଣି ‘ଡଙ୍କି ’- ‘ସାଲାର’ର ଆଡଭାନ୍ସ ବୁକିଂ; ଜାଣନ୍ତୁ କିଏ ଆଗରେ…

୨୧ ଏବଂ ୨୨ ଡିସେମ୍ବରକୁ ସମସ୍ତଙ୍କ ଅପେକ୍ଷା। କାରଣ ୨୦୨୩ର ଶାହରୁଖ ଖାନଙ୍କ ତୃତୀୟ ଫିଲ୍ମ ‘ଡଙ୍କି’ ଏବଂ ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର’ ମୁକ୍ତିଲାଭ କରିବାକୁ ଯାଉଛି। ଏନେଇ ଆରମ୍ଭ ହୋଇଯାଇଛି ଆଡଭାନ୍ସ ବୁକିଂ। ଜାଣନ୍ତୁ କିଏ ରହିଛି ଆଗରେ…

5 yogasana for height increase
Yogasana: ଆପଣ କମ ଉଚ୍ଚତାକୁ ନେଇ ଚିନ୍ତାରେ ପଡିଛନ୍ତି କି; କରନ୍ତୁ ଏହି ୫ ଆସନ… ବଢିଯିବ ଉଚ୍ଚତା

କିଶୋର ଅବସ୍ଥାରେ ଥିବା ପ୍ରତ୍ୟେକ ବ୍ୟକ୍ତି ନିଶ୍ଚିତ ଭାବରେ ତାଙ୍କର ଉଚ୍ଚତା ବଢେଇବା ପାଇଁ ଚିନ୍ତା କରନ୍ତି। କାରଣ ଲମ୍ବା ଲୋକମାନେ ଅଧିକ ଆକର୍ଷଣୀୟ ଲାଗନ୍ତି। ତେବେ ଆସନ୍ତୁ ଏମିତି ୫ଟି ସହଜ ଓ ଚମତ୍କାର ଯୋଗାସନା ବିଷୟରେ ଜାଣିବାଯାହା ଉଚ୍ଚତା ବୃଦ୍ଧିରେ ସାହାଯ୍ୟ କରେ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।