• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

UPSC recruitment for 120 assistant director and other posts
UPSC Recruitment: UPSC ବାହାର କଲା ନୂଆ ବିଜ୍ଞପ୍ତି; ପୂରଣ ହେବ ଅନେକ ପଦବୀ

କେନ୍ଦ୍ର ସରକାରରେ ଚାକିରି କରିବାକୁ ଅପେକ୍ଷା କରିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ(UPSC) ଏନେଇ ବିଜ୍ଞପ୍ତି ବାହାର କରିଛି।

vidyut jammwal arjun rampal starrer high voltage action movie crakk
ଏକାଠି ହେବେ ଅର୍ଜୁନ-ବିଦ୍ୟୁତ; 'କ୍ରାକ୍‌’ରେ କରିବେ ଦମଦାର ଆକ୍ସନ

ଆଗାମୀ ଚଳଚ୍ଚିତ୍ର 'କ୍ରାକ୍‌’ ପାଇଁ ଅର୍ଜୁନ ରାମପାଲ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତାଙ୍କ ଫିଲ୍ମ 'କ୍ରାକ୍‌'ର ବିସ୍ଫୋରକ ଟ୍ରେଲର୍‌ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରର ଟ୍ରେଲରକୁ ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ମିଳିଛି।

Mithun chakraborty diagnosed with ischemic cerebrovascular
ଏମିତି ଏକ ସାଂଘାତିକ ରୋଗରେ ପୀଡିତ ମିଥୁନ; କ’ଣ ଏହି ରୋଗ, କିପରି କରିବେ ନିୟନ୍ତ୍ରଣ

ବରିଷ୍ଠ ଅଭିନେତା-ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଖବର ସାମ୍ନାକୁ ଆସିଛି। ତେବେ ତାଙ୍କ ବୋହୂ ମଦାଲସା ଶର୍ମା ଏହି ରିପୋର୍ଟକୁ ଖଣ୍ଡନ କରି ଆଉ କିଛି କହିଛନ୍ତି। ଡାକ୍ତରୀ ରିପୋର୍ଟ କହୁଛି ତାଙ୍କୁ ହୋଇଛି ଏହି ରୋଗ।

Toxic relationship signs and behaviors
Relationship Tips: ସାଂଘାତିକ ହୋଇଥାଏ ବିଷାକ୍ତ ସଂପର୍କ; କିପରି ଜାଣିବେ ଆପଣଙ୍କ ସାଥୀ ପାଖରେ ଏହି ଗୁଣ ଅଛି କି ନାହିଁ…

ଯେ କୌଣସି ସମ୍ପର୍କକୁ ଆଗକୁ ନେବାକୁ କେବଳ ପ୍ରେମ ଆବଶ୍ୟକ ନୁହେଁ, ଅନ୍ୟ କିଛି ଜିନିଷର ଭୂମିକା ମଧ୍ୟ ଅତ୍ୟନ୍ତ ଜରୁରୀ। ଛୋଟ ଛୋଟ କଥାକୁ ନେଇ ଝଗଡା କରିବା, ସର୍ବଦା ସନ୍ଦେହ କରିବା ଏମିତି କିଛି ଅଭ୍ୟାସ ଯଦି ଆପଣଙ୍କ ସାଥୀ ପାଖରେ ଥାଏ, ତେବେ ଏହାର...

East Cost Railway Bhubaneswar Recruitment Apply For Group C & D Post
Railway Bhubaneswar Recruitment: ଓଡ଼ିଶାରେ ଚାକିରି; ଇଷ୍ଟକୋଷ୍ଟ ରେଳବାଇ ବାହାର କରିଛି ବିଜ୍ଞପ୍ତି, ଚୟନ ହେଲେ ଦରମା ୬୩ ହଜାର

ଓଡ଼ିଶାରେ ବାହାରିଲା ରେଳବାଇରେ ନିଯୁକ୍ତି। ଇଷ୍ଟକୋଷ୍ଟ ରେଳବାଇ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି। ରେଲୱେ ନିଯୁକ୍ତି ସେଲ୍ ସ୍କାଉଟ୍ ଏବଂ ଗାଇଡ୍ କୋଟା ପାଇଁ ଗ୍ରୁପ୍ C ଏବଂ ଗ୍ରୁପ୍ D ରେ କେତୋଟି ପଦବୀ ପୂରଣ ହେବ। ପ୍ରାର୍ଥୀ ଭୁବନେଶ୍ୱରରେ ରହି ଚାକିରି କରିବାର ସୁଯୋଗ ନେଇ...

World Pulses Day 2024 health benefits of eating pulses daily
World Pulses Day 2024: ଡାଲିରେ ରହିଛି ଅନେକ ଗୁଣ; ହୃଦୟକୁ ରଖେ ସୁସ୍ଥ, ସୁଗାରକୁ କରେ ନିୟନ୍ତ୍ରଣ

ଶାକାହାରୀମାନଙ୍କ ପାଇଁ ଡାଲି ପ୍ରୋଟିନ୍‌ର ସବୁଠାରୁ ବଡ଼ ଉତ୍ସ। ପ୍ରତିଦିନ ଖାଦ୍ୟ ଉତ୍ପାଦନର ଏକ ଅଂଶ ଭାବରେ ଡାଲିର ପୁଷ୍ଟିକର ଏବଂ ପରିବେଶ ଉପକାରିତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ‘ବିଶ୍ୱ ଡାଲି ଦିବସ’ ପାଳନ କରାଯାଏ। ଏହି ଅବସରରେ ଆସନ୍ତୁ ଡାଲିରେ ଥିବା ଉପକାରିତା ବିଷୟରେ...

Valentines Day 2024 In this day enjoy these 5 films with your beloved
Valentines Day 2024: ଆପଣ ଯଦି ସଚ୍ଚା ଯୋଡ଼ି, ଭାଲେଣ୍ଟାଇନ୍ସ ଡେ’ରେ ପାର୍ଟନର ସହ ଦେଖନ୍ତୁ ଏହି ୫ ଫିଲ୍ମ

ଚାଲିଛି ପ୍ରେମର ସପ୍ତାହ। ଉତ୍ସାହିତ ପ୍ରେମୀ ଯୁଗଳ। କିଏ ସାଥୀକୁ ନେଇ ପାର୍କ ଯାଉଛି ତ ଆଉ କିଏ ପ୍ରାକୃତିକ ଦୃଶ୍ୟ ଉପଭୋଗ କରିବାକୁ କୌଣସି ନୂଆ ଜାଗାକୁ ଭ୍ରମଣ କରୁଛି। କେହି କେହି ମଧ୍ୟ ଦୂର ଜାଗାକୁ ଯିବାକୁ ଯୋଜନା କରୁଛନ୍ତି। ଆପଣ ଯଦି ଭାଲେଣ୍ଟାଇନ୍ସ ଡେ’...

why valentines day celebrating on 14 february story behind it
Valentines Day 2024: ପ୍ରେମ ପାଇଁ ଲଢି ଫାଶିରେ ଲଟକି ଯାଇଥିଲେ ଏହି ସନ୍ଥ; ପ୍ରେମକୁ କରିଦେଲେ ଚିର ସବୁଜ

ଭାଲେଣ୍ଟାଇନ୍ସ ଡେ’ ଆସିଗଲେ ସବୁ ପ୍ରେମୀଙ୍କ ମନ ଉତ୍ସାହରେ ଭରିଯାଏ। ଏହିଦିନ ସେମାନେ ନିଜ ମନ କଥାକୁ ମନର ମଣିଷ ଆଗରେ କହିବେ ବୋଲି ଗୋଟିଏ ବର୍ଷ ଅପେକ୍ଷା କରିଥାନ୍ତି। ହେଲେ ଆପଣ ଜାଣନ୍ତି କି ଫେବୃଆରୀ ୧୪କୁ କାହିଁକି ଭାଲେଣ୍ଟାଇନ୍ସ ଡେ’ ଭାବେ ପାଳନ କରାଯାଏ। ପଛରେ...

Do not give this gift to your partner even by mistake on valentines day
Valentines Day 2024: ଆପଣଙ୍କ ସାଥୀଙ୍କୁ କେବେ ବି ଦିଅନ୍ତୁ ନାହିଁ ଏହି ୬ଟି ଉପହାର; ସଂପର୍କରେ ଆସିବ ଫାଟ

ଭାଲେଣ୍ଟାଇନ୍ସ ଡେ’କୁ ସ୍ମରଣୀୟ କରିବା ପାଇଁ ସମସ୍ତେ କିଛି ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି। କିଛି ଲୋକ ନିଜ ସାଥୀମାନଙ୍କୁ କିଛି ବିଶେଷ ଉପହାର ମଧ୍ୟ ଦିଅନ୍ତି, କିନ୍ତୁ ବେଳେବେଳେ ଲୋକମାନେ ଜାଣିଶୁଣି ହେଉ କିମ୍ବା ଅଜାଣତରେ ଏମିତି କିଛି ଉପହାର ବାଛନ୍ତି ଯାହା ଶୁଭ ନ ହୋଇ ଅଶୁଭ...

Aashram 4 coming soon bobby deol again to create ruckus on ott
ଆସୁଛି 'ଆଶ୍ରମ ୪'; ବାବା ନିରାଲା ହୋଇ ପୁଣି ହଙ୍ଗାମା କରିବେ ବବି

ପ୍ରକାଶ ଝା’ଙ୍କ ନିର୍ଦ୍ଦେଶିତ 'ଆଶ୍ରମ'ର ଏପର୍ଯ୍ୟନ୍ତ ତିନୋଟି ସିଜନ୍ ମୁକ୍ତିଲାଭ କରିଛି। ବର୍ତ୍ତମାନ ପ୍ରଶଂସକମାନେ ଦୀର୍ଘ ସମୟ ଧରି ଚତୁର୍ଥ ସିଜନ୍‌କୁ ଅପେକ୍ଷା କରିଛନ୍ତି। ତେବେ ରିପୋର୍ଟକୁ ଅନୁସାରେ ଏହାର ଚତୁର୍ଥ ସିଜନ୍ ଖୁବ ଶୀଘ୍ର ଦର୍ଶକଙ୍କ ନିକଟକୁ ଆସିବ ବୋଲି କୁହାଯାଇଛି।

Rajinikanth movie lal salaam was cancelled
କ୍ୟାନ୍‌ସେଲ୍ ହେଲା ରଜନୀକାନ୍ତଙ୍କ ଏହି ଫିଲ୍ମ; ଦର୍ଶକଙ୍କୁ ଫେରେଇଦିଆଗଲା ଟଙ୍କା

ରଜନୀକାନ୍ତଙ୍କ ‘ଲାଲ୍‌ ସଲାମ୍‌’ର ପ୍ରଥମ ଦିନର ଶୋ’ ବହୁତ ଖରାପ ଥିବା ଦେଖାଯାଇଛି। ତେଲୁଗୁ ଭାଷାଭାଷୀ ଅଞ୍ଚଳର ଅନେକ ପ୍ରେକ୍ଷାଳୟରେ ‘ଲାଲ୍‌ ସଲାମ୍‌’ର ଦର୍ଶକ କମ୍ ଥିବାରୁ ପ୍ରଥମ ଦିନର ପ୍ରଥମ ଶୋ’କୁ ବାତିଲ କରାଯାଇଛି। ତେବେ, ଯେଉଁମାନେ ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକ୍ କରିଥିଲେ ସେମାନଙ୍କୁ ଟଙ୍କା ଫେରେଇ...

How to stop a runny nose instantly know best home remedy
Health Tips: ନାକରୁ ପାଣି ବାହାରୁଥିଲେ ଆପଣାନ୍ତୁ ଏହି ଉପାୟ, ସାଙ୍ଗେ ସାଙ୍ଗେ ହୋଇଯିବ ବନ୍ଦ

ଖରାଦିନେ ସାଇନସ୍ କିମ୍ବା ନାକରୁ ପାଣି ବାହାରିବା ସମସ୍ୟା ହେଲେ, ତେବେ ଏହା ଥଣ୍ଡାଜନିତ ନୁହେଁ ବରଂ ଭୂତାଣୁ ବା ଜୀବାଣୁ କିମ୍ବା ଫଙ୍ଗସ୍ ଦ୍ୱାରା ହୋଇଥାଏ। ଏହି ସମସ୍ୟା ହେଲେ ପ୍ରାୟ ଆଧୁନିକ ଔଷଧ ଏହାକୁ ଭଲ କରିପାରେ ନାହିଁ। ଏହାକୁ କିନ୍ତୁ ଦୂର କରିବା ପାଇଁ...

6 bad habits before sleep in night you will lose sleep
Sleeping Tips: ଶୋଇବା ପୂର୍ବରୁ କେବେବି କରନ୍ତୁ ନାହିଁ ଏହି କାମ; ନିଦରେ ହେବ ବାଧା

କିଛି ଖରାପ ଅଭ୍ୟାସ ହିଁ ନିଦ୍ରାହିନତାର କାରଣ ହୋଇ ଠିଆ ହୁଏ। ଏହି ସମସ୍ୟାରେ ଲୋକେ ଅନେକ ପ୍ରକାର ଚିକିତ୍ସା କରିବାକୁ ଚେଷ୍ଟା କରି ବିଫଳ ହୁଅନ୍ତି। କିନ୍ତୁ କେବଳ ଜୀବନଶୈଳୀକୁ ସଜାଡି ଦେଲେ ହିଁ ଏହି ସମସ୍ୟା ଦୂର ହୋଇଯିବ। ତେବେ ଆସନ୍ତୁ ଶୋଇବା ପୂର୍ବରୁ କ’ଣ...

PNB Specialist Officer Recruitment Apply for 1025 SO posts
PNB Recruitment 2024: PNBରେ ବାହାରିଲା ଅଫିସର୍ ପଦବୀ; ଚୟନ ହେଲେ ଦରମା ୭୮ ହଜାର

ବ୍ୟାଙ୍କରେ ଚାକିରି କରିବାକୁ ଅପେକ୍ଷା କରିଥିବା ପ୍ରାର୍ଥୀଙ୍କ ପାଇଁ ଏହି ଖବର। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB)ରେ ବାହାରିଛି ଅନେକଗୁଡିଏ ପଦବୀ। ଏହି ପଦଗୁଡିକୁ ପୂରଣ କରିବା ନେଇ PNB ବିଜ୍ଞପ୍ତି ପ୍ରକାଶ କରିଛି।

Who will play goddess sita in nitesh tiwari Ramayana
ରଣବୀରଙ୍କ 'ରାମାୟଣ'ରେ କିଏ ହେବ ସୀତା… ସାଇ ପଲ୍ଲଭୀ ନା ଜାହ୍ନବୀ କପୁର

ରଣବୀରଙ୍କ 'ରାମାୟଣ'ରେ ସାଇ ପଲ୍ଲଭୀ ମାତା ସୀତା ଭୂମିକାରେ ନଜର ଆସିବେ ବୋଲି ପୂର୍ବରୁ କୁହାଯାଇଥିଲା। ନିକଟରେ ଆଉ ଏକ ଖବର ଆସିଥିଲା ଯେ ନିର୍ମାତା ସାଇ ପାଲ୍ଲଭୀଙ୍କୁ ରିପ୍ଲେସ୍ କରି ଜାହ୍ନବୀ କପୁରଙ୍କୁ ମାତା ସୀତାଙ୍କ ଭୂମିକା ପାଇଁ ଚୟନ କରିଛନ୍ତି। ଦର୍ଶକ ଦ୍ୱନ୍ଦ୍ୱରେ ଥିବାବେଳେ ଏମିତି...

Emraan hashmi play once again villain role in 250 crore movie
ପୁଣି ଭିଲେନ ହେବେ ଇମ୍ରାନ୍‌ ହାଶ୍‌ମି; ୨୫୦ କୋଟିର ଏହି ଫିଲ୍ମରେ ଆସିବେ ନଜର

ଗ୍ୟାଙ୍ଗଷ୍ଟର ଡ୍ରାମା ଫିଲ୍ମ 'ଓଜି'ର ରିଲିଜ୍ ତାରିଖ ଚୂଡାନ୍ତ ହୋଇଛି। ଏହି ଚଳଚ୍ଚିତ୍ରରେ ପୱନ ମୁଖ୍ୟ ନାୟକରେ ନଜର ଆସିବେ, ଯେଉଁଠାରେ ବଡିଉଡ୍‌ର ରୋମାଣ୍ଟିକ୍ ବୟ ଇମ୍ରାନ ହାଶ୍‌ମୀଙ୍କୁ ଏକ ଖଳ ଭୂମିକାରେ ଦେଖିବାକୁ ମିଳିବ।

tips for daughter in law and mother in law to make strong bonding
Relationship Tips: ଶାଶୁ-ବୋହୂଙ୍କ ମଧ୍ୟରେ ସବୁବେଳେ ଝଗଡା ହେଉଛି କି… ଏହି ସମ୍ପର୍କକୁ ଦୃଢ କରିବ ୪ ଟିପ୍ସ

ଆଜିକାଲି ପ୍ରାୟ ଶାଶୁ-ବୋହୂଙ୍କ ମଧ୍ୟରେ ଦୈନନ୍ଦିନ ଝଗଡା ଦେଖିବାକୁ ମିଳେ। ଅଧିକାଂଶ ସମୟରେ ଛୋଟ ଛୋଟ କଥାକୁ ନେଇ ଶାଶୁ ଏବଂ ବୋହୂ ମଧ୍ୟରେ ମତଭେଦ ସୃଷ୍ଟି ହୁଏ। ଏହା ଘରର ପରିବେଶକୁ ମଧ୍ୟ ନଷ୍ଟ କରିଦିଏ। ଏହି ସମ୍ପର୍କକୁ ଦୃଢ କରିବା ପାଇଁ ଜାଣନ୍ତୁ ୪ଟି ଟିପ୍ସ।

These tips will help you save money in smart ways
Tricks and Tips: ଭଲ ଟଙ୍କା ରୋଜଗାର କରୁଛନ୍ତି, ହେଲେ ସଞ୍ଚୟ କରିପାରୁ ନାହାନ୍ତି; ଆପଣଙ୍କ ପାଇଁ ୫ ଟିପ୍ସ

ଯଦି ଆପଣଙ୍କର ଖର୍ଚ୍ଚ କରିବାର ଅଭ୍ୟାସ ଅଛି ଏବଂ ଆପଣ ଆବଶ୍ୟକତା ବିନା କୌଣସି ସାମଗ୍ରୀ କିମ୍ବା ଅନ୍ୟ କୌଣସି ସର୍ଭିସ୍ କିଣିବାରେ ଅଭ୍ୟସ୍ତ, ତେବେ ଏହି ଅଭ୍ୟାସକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ ସାହାଯ୍ୟ କରିବାକୁ ଯାଉଛୁ। ଜାଣନ୍ତୁ ଏହିସବୁ ଟିପ୍ସ।

brain needs a break here five tips to improve mental health
Health Tips: ଆପଣ ସବୁବେଳେ ମାନସିକ ଚାପରେ ରହୁଛନ୍ତି କି… ଜାଣନ୍ତୁ ମୁକ୍ତି ପାଇବାର ଉପାୟ

ଆପଣ ବି କ’ଣ ଚାପଗ୍ରସ୍ତ ଓ କ୍ଳାନ୍ତ ଅନୁଭବ କରୁଛନ୍ତି କି? ଆପଣ ଚାହୁଁଛନ୍ତି କି ଅଧିକ ସକରାତ୍ମକ ଏବଂ ଶକ୍ତିଶାଳୀ ଅନୁଭବ କରିବାକୁ? ଏଠାରେ ଆପଣଙ୍କ ପାଇଁ କିଛି ଉପାୟ ଦିଆଗଲା, ଏହାକୁ ପଢନ୍ତୁ ଆଉ ଗ୍ରହଣ କରନ୍ତୁ ଯାହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ।

Deepika hrithik kissing moment in fighter created controversy
କିସ୍ କରି ଫସିଲେ ହ୍ରିତିକ୍-ଦୀପିକା; ମିଳିଲା ଲିଗାଲ୍ ନୋଟିସ୍

କିସ୍ କରି ଫସିଲେ ହ୍ରିତିକ୍-ଦୀପିକା। ହିନ୍ଦୀ ଫିଲ୍ମ ‘ଫାଇଟର’କୁ ଲିଗାଲ୍ ନୋଟିସ। ପଠାଇଛନ୍ତି ୱିଙ୍ଗ୍ କମାଣ୍ଡର ସୌମ୍ୟ ଦୀପ ଦାସ। ଅଭିନେତା, ଅଭିନେତ୍ରୀ ତଥା ପ୍ରଯୋଜନା ସଂସ୍ଥାକୁ ଏହି ନୋଟିସ୍ ପହଞ୍ଚିଛି।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।