• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

5 amazing benefit of betel leaf
Health Tips: ୟୁରିକ୍ ଏସିଡ୍, ଥଣ୍ଡା ଭଳି ସମସ୍ୟାକୁ ଦୂର କରେ ପାନ ପତ୍ର

ଯଦି ଆପଣ ନିୟମିତ ପାନପତ୍ର ଚୋବାନ୍ତି ତେବେ ଆପଣ ଅନେକ ରୋଗରୁ ସୁରକ୍ଷିତ ରହିପାରିବେ। ଆୟୁର୍ବେଦରେ ଏହାକୁ ଏକ ଔଷଧ ଭାବରେ ବ୍ୟବହାର ମଧ୍ୟ କରାଯାଏ। ତେବେ ଆସନ୍ତୁ ଏହାର ୫ଟି ଉପକାର ବିଷୟରେ ଜାଣିନେବା।

Indian Air Force Recruitment for Flying and Ground Duty
Indian Air Force Recruitment: ଏୟାର୍‌ଫୋର୍ସରେ ଫ୍ଲାଇଙ୍ଗ୍‌ ବ୍ରାଞ୍ଚ୍ ଓ ଗ୍ରାଉଣ୍ଡ ଡ୍ୟୁଟି ପଦବୀ; ଦରମା ଦେଢ ଲକ୍ଷ ପରେ

AFCAT ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଫ୍ଲାଇଙ୍ଗ୍‌ ବ୍ରାଞ୍ଚ୍ ଓ ଗ୍ରାଉଣ୍ଡ ଡ୍ୟୁଟି(ଟେକ୍ନିକାଲ୍ ଓ ନନ୍‌ଟେକ୍ନିକାଲ୍) ପଦବୀ ପୂରଣ ହେବ। ଚୟନ ହେଲେ ମାସକୁ ଦେଢ ଲକ୍ଷ ଟଙ୍କା ପରେ ଦରମା ମିଳିବ।

Cyber fraud of 11 lakh by name of digital arrest case
ନଜରବନ୍ଦୀରେ ରଖିଲେ ୯ ଘଣ୍ଟା; ପଚରାଉଚରା କରି ନେଇଗଲେ ୧୧ ଲକ୍ଷ

ଡିଜିଟାଲ୍ ଗିରଫ ନାଁରେ ସାଇବର ଠକେଇ। ନୋଏଡାର ଜଣେ ମହିଳା ଇଞ୍ଜିନିୟରଙ୍କୁ ପାଖାପାଖି ୯ ଘଣ୍ଟା ନଜରବନ୍ଦୀ ରଖି ତାଙ୍କଠାରୁ ୧୧ ଲକ୍ଷ ଟଙ୍କା ଠକି ନିଆଯାଇଛି । ମହିଳାଙ୍କ ଅଭିଯୋଗ ଉପରେ କ୍ରାଇମ୍‌ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

On Second day ranbir kapoor film earned more than srk jawan
Animal: ‘ଜବାନ’କୁ ପଛରେ ପକେଇଲା ‘ଆନିମଲ୍’; ଦୁଇ ଦିନରେ ଦୁଇ ଗୁଣା ରୋଜଗାର

‘ଆନିମଲ୍’ର ଦ୍ୱିତୀୟ ଦିନର ରୋଜଗାର ସାମ୍ନାକୁ ଆସିଛି, ଯାହା ‘ଜବାନ’କୁ ପଛରେ ପକେଇ ଦେଇଛି। ମାତ୍ର ଦୁଇ ଦିନ ଭିତରେ ଫିଲ୍ମ ତା’ର ମୋଟ୍ ବଜେଟ୍‌ର ଦୁଇ ଗୁଣାରୁ ଅଧିକ ରୋଜଗାର କରିନେଇଛି। ତେବେ ଆସନ୍ତୁ ଜାଣିବା ‘ଆନିମଲ୍’ର ଦ୍ୱିତୀୟ ଦିନର ବକ୍ସ ଅଫିସ୍ ରୋଜଗାର କେତେ?

Some tips How You Can Cope With Homesickness
Tips and Tricks: ଆପଣ ହୋମ୍‌ସିକ୍‌ନେସ୍‌ରେ ପୀଡ଼ିତ କି ? ଆପଣଙ୍କ ପାଇଁ ୬ଟି ଟିପ୍ସ...

ଯେତେବେଳେ ଜଣେ ନିଜ ପରିବାର ଛାଡି ଘର ବାହାରେ ରୁହେ ସେତେବେଳେ ବାପା-ମା’ଙ୍କ ସ୍ନେହ, ମା’ ହାତ ରନ୍ଧା ଖାଇବା, ଭଉଣୀର ଭଲ ପାଇବା, ସାଙ୍ଗମାନଙ୍କର ଥଟ୍ଟା-ମଜ୍ଜା ସବୁ ମନେପଡିବା ଏକ ସ୍ୱାଭାବିକ କଥା। ତେବେ ଏଥିରୁ କିପରି ମୁକୁଳିବେ ସେଥିପାଇଁ ୬ଟି ଟିପ୍ସ।

World Handicapped Day 2023 6 rights for them
World Handicapped Day 2023: ଆଜି ‘ବିଶ୍ୱ ଭିନ୍ନକ୍ଷମ ଦିବସ’; ଆସନ୍ତୁ ଜାଣିବା ସେମାନେ ପାଉଥିବା ୬ଟି ଅଧିକାର

ସମାଜ ତଥା ବିକାଶର ପ୍ରତ୍ୟେକ ସ୍ତରରେ ଭିନ୍ନକ୍ଷମଙ୍କ ଅଧିକାର ତଥା କଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ୩ ଡିସେମ୍ବରରେ ‘ବିଶ୍ୱ ଭିନ୍ନକ୍ଷମ ଦିବସ’ ପାଳନ କରାଯାଏ। ଏହା ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ ଭାବରେ ମଧ୍ୟ ଜଣାଶୁଣା। ଏହି ଅବସରରେ ଆସନ୍ତୁ ଜାଣିନେବା ସେମାନେ ଉପଭୋଗ କରୁଥିବା ୬ଟି...

6,000 invitations being sent out for Ayodhya's Ram Temple consecration
ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ ଆରମ୍ଭ ; ଜାଣନ୍ତୁ କ’ଣ ହୋଇଛି ଲେଖା

ଅଯୋଧ୍ୟା ରାମ ମନ୍ଦିରରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ପତ୍ର ପଠାଯିବା ଆରମ୍ଭ ହୋଇଯାଇଛି। ଏହାରି ଭିତରେ କାର୍ଡର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ନିମନ୍ତ୍ରଣ ପତ୍ରର ଲଫାପା ଭିତରେ ଏକ ଚିଠି ମଧ୍ୟ ଅଛି। ଏଥିରେ କ’ଣ ଲେଖାଯାଇଛି ଜାଣିବା ପାଇଁ ପଢନ୍ତୁ।

AAI Recruitment 2023
AAI Recruitment: AAI ରେ ପୂରଣ ହେବ ୯୦୬ଟି ପଦବୀ; ଗ୍ରାଜୁଏସନ କରିଥିଲେ ଆବେଦନ କରିପାରିବେ

AAI କାର୍ଗୋ ଲଜିଷ୍ଟିକ୍ସ ଏବଂ ଆଲିଏଡ୍ ସର୍ଭିସେସ୍ କମ୍ପାନୀ ଲିମିଟେଡ୍ (AAICLAS) ସାରା ଭାରତରେ ସିକ୍ୟୁରିଟି ସ୍କ୍ରିନର୍ (ଫ୍ରେଶର୍) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ପୋଷ୍ଟଗୁଡିକରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Animal real worldwide collection crossed 100 crore
Day 1 Collection: ‘ଆନିମଲ’ ଭାଙ୍ଗିଲା ‘ଗଦର ୨’, ‘ଜେଲର’, ‘ଟାଇଗର ୩’ର ପ୍ରଥମ ଦିନର ରେକର୍ଡ

ବର୍ତ୍ତମାନ ରଣବୀର କପୁରଙ୍କ ଏହି ଫିଲ୍ମର ଲକ୍ଷ୍ୟ ହେଉଛି ଶାହରୁଖ ଖାନଙ୍କ ଦୁଇଟି ବ୍ଲକ୍‌ବଷ୍ଟର ଫିଲ୍ମ ‘ପଠାନ’ ଏବଂ ‘ଜବାନ’ ଉପରେ। ଏଭଳି ପରିସ୍ଥିତିରେ ‘ଆନିମଲ୍‌’ର ପ୍ରଥମ ଦିନର ବକ୍ସ ଅଫିସ୍ ରୋଜଗାର ସାମ୍ନାକୁ ଆସିଛି। ଫିଲ୍ମ ‘ଗଦର ୨’, ‘ଜେଲର’, ‘ଟାଇଗର ୩’ ସମେତ ଚଳିତ ବର୍ଷର...

Prabhas film Salaar trailer is masterpiece as got so many views
Salaar Trailer: ଟ୍ରେଲର୍ ପୂରା ମାଷ୍ଟର୍‌ପିସ୍; ବଢୁଛି ଭିୟୁ ପରେ ଭିୟୁ

ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର’ର ଟ୍ରେଲର୍ ରିଲିଜ୍ ହୋଇଛି। ସୋସିଆଲ ମିଡିଆରେ ପ୍ରତି ମୁହୂର୍ତ୍ତରେ ଏହାର ଭିୟୁ ବଢିବାରେ ଲାଗିଛି। ପ୍ରଶଂସକମାନେ ଏହାକୁ ଏକ ମାଷ୍ଟରପିସ୍ ବୋଲି କହୁଛନ୍ତି।

Slapping therapy can treat diabetes blood sugar
Slapping Therapy: ଅଜବ ଚିକିତ୍ସା; ମଧୁମେହ ଓ ରକ୍ତଚାପକୁ ଦୂର କରୁଛି ଶକ୍ତ ଚାପୁଡ଼ା !

ମଧୁମେହ - ରକ୍ତଚାପର ଚିକିତ୍ସା ଭଲ କରିବାକୁ ଅଦ୍ଭୁତ ଉପାୟ। ତେବେ ଏହା କ’ଣ କେବଳ ଅନ୍ଧବିଶ୍ୱାସ ନା ଏହା ପଛରେ କିଛି ବିଜ୍ଞାନ ରହିଛି? ଆସନ୍ତୁ ଜାଣିବା…

World Computer Literacy Day 2023
World Computer Literacy Day: ବ୍ୟକ୍ତି ଏବଂ ସମ୍ପ୍ରଦାୟକୁ କିପରି ସଶକ୍ତ କରେ କମ୍ପ୍ୟୁଟର ଶିକ୍ଷା...

ଆଜିର ଯୁବ ପିଢିଙ୍କ ପାଇଁ କମ୍ପ୍ୟୁଟର ବିଷୟରେ ଜ୍ଞାନ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ କମ୍ପ୍ୟୁଟର ବିଷୟରେ ମୌଳିକ ଜ୍ଞାନ ବିନା ଜଣେ ଯେତେ ସାକ୍ଷର ହେଲେ ମଧ୍ୟ ଜୀବନରେ କିଛି ବି କରିପାରିବେ ନାହିଁ। ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି ଛୋଟରୁ ବଡ କ୍ଷେତ୍ର ପର୍ଯ୍ୟନ୍ତ କମ୍ପ୍ୟୁଟରର...

four ways how to reduce air pollution
National Pollution Control Day: ପରିବେଶକୁ ସ୍ୱଚ୍ଛ ରଖିବାର ୪ଟି ସହଜ ଉପାୟ

ଆମ ପରିବେଶ ଦିନକୁ ଦିନ ନଷ୍ଟ ହେବାରେ ଲାଗିଛି, ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ସ୍ୱଚ୍ଛ କରିବା ସମସ୍ତଙ୍କ ଦାୟିତ୍ୱ। ତେବେ ଆସନ୍ତୁ ଏମିତି ୪ଟି ସହଜ ଉପାୟ ଜାଣିନେବା ଯାହାକୁ ନିଜ ହିସାବରେ ଗ୍ରହଣ କରି ପରିବେଶକୁ ସ୍ୱଚ୍ଛ ରଖିବାକୁ ଚେଷ୍ଟା କରିବା।

85 year old dadi is winning internet with her cooking
Viral Video: ୟୁଟ୍ୟୁବ୍ ଚ୍ୟାନେଲ୍ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ୮୫ ବର୍ଷର ଜେଜେମା’

ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହା ସମସ୍ତଙ୍କ ହୃଦୟ ଜୁତୁଛି। ସୋସିଆଲ ମିଡିଆରେ ପ୍ରାଧାନ୍ୟ ବିସ୍ତାର କରୁଥିବା ଜଣେ ଜେଜେମା’ଙ୍କ ଷ୍ଟାଇଲ୍ ଦେଖି ଲକ୍ଷ ଲକ୍ଷ ଲୋକ ତାଙ୍କ ପ୍ରଶଂସକ ପାଲଟିଯାଇଛନ୍ତି। ଏହି ଜେଜେମା’ ଏବେ ‘ରୋଷେୟା ଦାଦି’ ନାମରେ ବେଶ ପରିଚିତ।

know how is ranbir kapoor film animal
‘ଆନିମଲ୍’ ଦେଖିବାକୁ ଇଛା କରିଛନ୍ତି କି; ଥରେ ପଢିନିଅନ୍ତୁ ଏହି ଲେଖାଟି

ଏଥର ସନ୍ଦୀପ ତାଙ୍କ ଫିଲ୍ମ ‘ଆନିମଲ୍’ରେ ବାପା-ପୁଅର ପ୍ରେମ କାହାଣୀକୁ ଦେଖେଇଛନ୍ତି। ଖାଲି ସେତିକି ନୁହେଁ, ସନ୍ଦୀପ ମଧ୍ୟ ଫିଲ୍ମରେ ଦମଦାର ଆକ୍ସନ୍‌କୁ ସ୍ଥାନ ଦେଇଛନ୍ତି। ଫିଲ୍ମରେ ଏମିତି କିଛି ଭାବନାତ୍ମକ କଥା ରହିଛି ଯାହା ଛାତିରେ କୋହ ଭରିଦିଏ। ଏହିପରି, ସେ ‘ଆନିମଲ୍‌’ରେ ସବୁକିଛି ଏଖି ଫିଲ୍ମକୁ...

baba vanga seven predictions for 2024
Prediction: ୨୦୨୪ ପାଇଁ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ; ଗୋଟିଏ ଅଛି ଖୁସି ଖବର

ନୂଆବର୍ଷକୁ ନେଇ ଅନେକ ଆଶାବାଦୀ ଥିବା ବେଳେ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ ସମସ୍ତଙ୍କୁ ନିରାଶା କରୁଛି। ୨୦୨୪ ପାଇଁ ସେ ଏମିତି କିଛି ଭବିଷ୍ୟବାଣୀ କରିଛନ୍ତି ଯାହା ଖୁବ ଭୟଙ୍କର। ଏହାରି ଭିତରେ କିନ୍ତୁ ସେ ଏମିତି ଏକ କଥା କହିଛନ୍ତି ଯାହା ସମସ୍ତଙ୍କୁ ଖୁସି କରିଦେବ।

know hiv aids causes symptoms and prevention
World AIDS Day 2023: କାହିଁକି ହୁଏ AIDS, କେଉଁସବୁ ଲକ୍ଷଣରୁ ଏହାକୁ ଜାଣିବେ...

ଏଡ୍‌ସ୍ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଲୋକଙ୍କୁ ଏହି ରୋଗ ପ୍ରତିରୋଧ ବିଷୟରେ ସଚେତନ କରାଇବା ଲକ୍ଷ୍ୟରେ ପ୍ରତିବର୍ଷ ଡିସେମ୍ବର ୦୧ ରେ ‘ବିଶ୍ୱ ଏଡ୍‌ସ୍ ଦିବସ’ ପାଳନ କରାଯାଏ। ଏଡ୍‌ସ୍ ମୁଖ୍ୟତଃ ଏକ ଯୌନ ସଂକ୍ରମଣ ରୋଗ ହୋଇଥିଲେ ବି ଅନ୍ୟ କେତେକ କାରଣ...

cbfc orders ranbir kapoor film animal to delete close-up steamy scenes and replace some words
ରଣବୀର କପୁରଙ୍କୁ ସେନ୍ସର୍ ବୋର୍ଡ ଝଟ୍‌କା; 'ଆନିମଲ୍'ରୁ ଉଠିବ କିଛି ଶବ୍ଦ, କଟିବ ଏହି ସିନ୍

ରଣବୀର କପୁରଙ୍କ ଫିଲ୍ମ 'ଆନିମଲ୍'କୁ ଲାଗିଲା ସେନ୍ସର୍ ବୋର୍ଡ ଝଟ୍‌କା। ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ବର୍ଷର ଏହି ବହୁ ପ୍ରତୀକ୍ଷିତ ଫିଲ୍ମକୁ ସେନ୍ସର ବୋର୍ଡ ପକ୍ଷରୁ 'ଏ' ପ୍ରମାଣପତ୍ର ଦିଆଯାଇଛି। ବୋର୍ଡ ଦ୍ୱାରା ଫିଲ୍ମରେ ଅନେକ ପରିବର୍ତ୍ତନ କରାଯାଇଛି ଏବଂ କିଛି ସିନ୍ ଉପରେ କଟ୍ ନିର୍ଦ୍ଦେଶ...

Woman finds 13,000 nude photos of herself on boyfriend's phone
ପ୍ରେମିକର ଫୋନ୍‌ରେ ନିଜର ୧୩ ହଜାର ନଗ୍ନ ଫଟୋ ଦେଖି ଆଶ୍ଚର୍ଯ୍ୟ ହେଲେ ଯୁବତୀ

ଜଣେ ଯୁବତୀ ନିଜ ପୂର୍ବତନ ପ୍ରେମିକର ମୋବାଇଲରେ ୧୩ ହଜାରରୁ ଅଧିକ ନଗ୍ନ ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେହି ଯୁବତୀଙ୍କ ବ୍ୟତୀତ ଅଭିଯୁକ୍ତଙ୍କ ମୋବାଇଲରେ ଅନ୍ୟ କେତେକ ଝିଅଙ୍କ ଆପତ୍ତିଜନକ ଫଟୋ ମଧ୍ୟ ରହିଥିଲା। ସେମାନେ ସମସ୍ତେ ଏହି ଯୁବତୀଙ୍କ ସହକର୍ମୀ। ଏହି ଯୁବତୀ ଜଣଙ୍କ ଏକ...

Rubina Dilaik pregnant with twins share  complications she has facing in accident
ଯାଆଁଳା ଶିଶୁର ମା’ ହେବେ ଏହି ଅଭିନେତ୍ରୀ; ୩ ମାସର ଗର୍ଭଧାରଣ ବେଳେ ହୋଇଥିଲା ଆକ୍ସିଡେଣ୍ଟ୍

ଖୁବ୍ ଶୀଘ୍ର ଟିଭି ଦମ୍ପତି ରୁବିନା ଦିଲୈକ ଏବଂ ଅଭିନଭ ଶୁକ୍ଳାଙ୍କ ଘରେ ଶୁଭିବ କୁଆଁକୁଆଁ। ବାପାମାଆ ହେବା ନେଇ ଏହି ଦମ୍ପତି ବହୁତ ଉତ୍ସାହିତ ଅଛନ୍ତି। ଏହି ସମୟରେ ଅଭିନେତ୍ରୀଙ୍କ ଗର୍ଭଧାରଣ ସହ ଜଡିତ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି। ଖବର ଅଛି ଯେ...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।