• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

National Tourism Day 2024
National Tourism Day 2024: କାଶ୍ମୀରରୁ କନ୍ନ୍ୟାକୁମାରୀ ଭିତରେ ଥିବା ୪ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ

ଯଦି ଆପଣ ଦେଶର ସବୁଠାରୁ ଭଲ ପର୍ଯ୍ୟଟନ ସ୍ଥାନ ପରିଦର୍ଶନ କରିବାକୁ ଚାହାଁନ୍ତି, ତେବେ ଆପଣ କାଶ୍ମୀରରୁ କନ୍ୟାକୁମାରୀ ଭିତରେ ଅନେକ ପ୍ରସିଦ୍ଧ ଏବଂ ପ୍ରିୟ ସ୍ଥାନ ପାଇପାରିବେ। ଆସନ୍ତୁ ଦେଶର ସବୁଠାରୁ ଚାରି ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ବିଷୟରେ ନଜର ପକେଇବା।

Delhi invites applications for 10285 Home Guards
Home Guards Job: ଦଶମ ପାଶ୍ କରିଥିଲେ ହୋମ୍ ଗାର୍ଡ ଚାକିରି; ପୂରଣ ହେବ ୧୦୨୮୫ ପଦବୀ

ଦିଲ୍ଲୀ ଡିରେକ୍ଟୋରେଟ୍ ଜେନେରାଲ୍ ଅଫ୍ ହୋମ୍ ଗାର୍ଡ (DGHG) ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଦଶମ ପାଶ୍ କରିଥିଲେ ବି ପ୍ରାର୍ଥୀ ଏହାର ସୁଯୋଗ ନେଇପାରିବେ। ଏନେଇ ଆବେଦନ ଆରମ୍ଭ ହୋଇଯାଇଛି।

Indian film nominated in best documentary  feature category for oscar
Oscar Nomination 2024: ଓସ୍କାର ପାଇଁ ନାମାଙ୍କନ ହେଲା ଭାରତର ଏହି ଫିଲ୍ମ; କାହାଣୀ କହେ ଗାଁର କଥା

ଓସ୍କାର ନାମାଙ୍କନ ପାଇଁ ସାରା ବିଶ୍ୱରୁ ଅନେକ ଚଳଚ୍ଚିତ୍ର ପଠାଯାଇଥିଲା। ବର୍ତ୍ତମାନ ଏହାର ନାମାଙ୍କନ ତାଲିକା ବାହାରିଛି। କେତେକ ଚଳଚ୍ଚିତ୍ର ଭାରତରୁ ଓସ୍କାରକୁ ମଧ୍ୟ ପଠାଯାଇଥିଲା, ଯେଉଁଥିରୁ ଫିଲ୍ମ 'ଟୁ କିଲ୍‌ ଏ ଟାଇଗର୍‌' ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ବର୍ଗରେ ନାମାଙ୍କନ ପାଇଛି।

Hrithik roshan deepika padukone film fighter banned in gulf countries
Fighter: 'ଫାଇଟର୍' ରିଲିଜ୍ ପୂର୍ବରୁ ହ୍ରିତିକ୍‌ଙ୍କୁ ବଡ଼ ଝଟ୍‌କା; ଏଠି ହୋଇପାରିବନି ରିଲିଜ୍ !

ହ୍ରିତିକ୍ ରୋଶନ୍‌ଙ୍କ ଫିଲ୍ମ 'ଫାଇଟର୍' ରିଲିଜ୍ ପାଇଁ କେବଳ ଗୋଟିଏ ଦିନ ବାକି ଅଛି। ଏହି ସମୟରେ 'ଫାଇଟର୍'ର ନିର୍ମାତା ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ହ୍ରିତିକ ରୋଶନଙ୍କ ଏହି ଫିଲ୍ମକୁ ମଧ୍ୟ-ପୂର୍ବର ଅନେକ ଦେଶ ବ୍ୟାନ୍ କରିଛନ୍ତି।

Society's attitude towards women not changed
National Girl Child Day 2024: କନ୍ୟା ରତ୍ନ ସୁରକ୍ଷା ପାଇଁ ଯୋଜନା ପରେ ଯୋଜନା: ବଦଳିଛି କି ମାନସିକତା

ଆଜି ଭାରତରେ ପାଳନ ହେଉଛି ବାଳିକା ଦିବସ। ‘ବେଟି ବାଚାଓ, ବେଟି ପଢାଓ’ ପରି ଭାରତ ସରକାରଙ୍କ ବହୁଚର୍ଚ୍ଚିତ ଯୋଜନା ଚାଲିଛି। ଏତେ ସବୁ ଯୋଜନା ପରେ ବି ଭାରତରେ କ’ଣ ଝିଅମାନେ ସୁରକ୍ଷିତ? ଆସନ୍ତୁ ଏ ବିଷୟରେ ନଜର ପକେଇବା।

Britain woman hold funeral for nose
ମହିଳାଙ୍କ ଅଜବ କାରନାମା; ନାକର କଲେ ଅନ୍ତିମ ସଂସ୍କାର, ଦେଲେ ଭୋଜି

ଯେତେବେଳେ ଜଣେ ବ୍ୟକ୍ତି ଶେଷ ନିଶ୍ୱାସ ତ୍ୟାଗକରେ, ପ୍ରତ୍ୟେକ ଧର୍ମରେ ଅନ୍ତିମ ସଂସ୍କାର ପାଇଁ ବ୍ୟବସ୍ଥା ଅଛି, କିନ୍ତୁ ଏହାର ପଦ୍ଧତି ଭିନ୍ନ ହୋଇଥାଏ। କିନ୍ତୁ ଆପଣ କେବେ ଜୀବିତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ବିଷୟରେ ଶୁଣିଛନ୍ତି କି? ଆଜିକାଲି କିନ୍ତୁ ଜଣେ ମହିଳା ଅଛନ୍ତି ଯିଏ ଏକ...

Kangana ranaut shares emergency new poster with release date
ଏହିଦିନ ରିଲିଜ୍ ହେବ କଙ୍ଗନାଙ୍କ 'ଏମର୍‌ଜେନ୍‌ସୀ'; ଫ୍ଲପ୍ ହେବ ନି ତ…

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଏମର୍‌ଜେନ୍‌ସୀ' ପାଇଁ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ସେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ତାଙ୍କ ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲରେ ଫିଲ୍ମର ନୂଆ ପୋଷ୍ଟରର ଝଲକ ଦେଖାଇଛନ୍ତି ଯେଉଁଥିରେ...

Rapper yo yo honey singh love his old house at karmpura delhi
ଯୁବକଙ୍କ ପ୍ରଥମ ପସନ୍ଦ… ଗୋଟିଏ ଗୀତର ଚାର୍ଜ ୭୦ ଲକ୍ଷ… ହେଲେ ଭୁଲି ନାହାନ୍ତି ପୁରୁଣା ଘର

ବଲିଉଡ୍‌ର ଜଣାଶୁଣା ଗାୟକ ୟୋ ୟୋ ହନି ସିଂହ ଭାରତରେ ରେପ୍ ମ୍ୟୁଜିକ୍‌କୁ ଫ୍ରଣ୍ଟ ଲାଇନ୍ ଇଣ୍ଡଷ୍ଟ୍ରିକୁ ଆଣିବା ପାଇଁ ଜଣାଶୁଣା। ଆଜି ସେ କୋଟି କୋଟି ଭାରତୀୟ ହୃଦୟର ସ୍ପନ୍ଦନ। ସେ ଆଜି ଗୋଟିଏ ଗୀତ ପାଇଁ ୭୦ ଲକ୍ଷ ଟଙ୍କା ନେଉଛନ୍ତି। ତଥାପି ସେ ତାଙ୍କର...

rec recruitment 2024 released for 127 posts
REC Recruitment 2024: RECରେ ଖାଲି ପଡିଛି ଅନେକ ପଦବୀ; ଦରମା ୨ ଲକ୍ଷ ୬୦ ହଜାର

ରୁରାଲ୍ ଇଲେକ୍ଟ୍ରିଫିକେସନ କର୍‌ପୋରେସନ୍ ଲିମିଟେଡ୍(REC)ରେ ଅନେକ ପଦବୀ ଖାଲି ପଡିଛି। ଏ ସବୁର ପୂରଣ ପାଇଁ REC ଏକ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି। ଏହା ହେଉଛି କେନ୍ଦ୍ର ସରକାର ଅଧିନରେ ଥିବା ନିୟମିତ ଚାକିରି।

There is a temple of netaji subhash Chandra bose in kashi
Subhash Chandra Bose Jayanti 2024: ଏଇଠି ଅଛି ନେତାଜୀଙ୍କ ଭବ୍ୟ ମନ୍ଦିର; ନୀତିକାନ୍ତି ସହ ପୂଜା ପାଆନ୍ତି ସୁଭାଷ

ଏମିତିରେ ତ ଘରେ ହେଉ କି ଶିକ୍ଷାନୁଷ୍ଠାନ ବା ଅଫିସ ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‌ଙ୍କ ଫଟୋ ଥାଏ ଆଉ ପୂଜା ମଧ୍ୟ କରାଯାଏ। କିନ୍ତୁ ଭାରତରେ ଏମିତି ଏକ ଜାଗା ଅଛି ଯେଉଁଠି ତାଙ୍କର ଅଛି ସ୍ୱତନ୍ତ୍ର ମନ୍ଦିର ଆଉ ସେଠାରେ ପୂଜା ପାଆନ୍ତି ନେତାଜୀ। ଆସନ୍ତୁ...

America woman dance on ram aayenge bhajan
Viral Video: ରାମ ଭକ୍ତିରେ ଉଲ୍ଲସିତ ହେଲେ ମହିଳା; -୧୪ ଡିଗ୍ରୀ ଥଣ୍ଡାରେ ବାହାରେ ନାଚିଲେ

ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଭଗବାନ ଶ୍ରୀରାମଙ୍କ ସହ ଜଡିତ ଅନେକ ଗୀତ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭବ୍ୟ ମୁହୂର୍ତ୍ତକୁ ବିଭିନ୍ନ ମାଧ୍ୟମରେ ଉପଭୋଗ କରି ଲୋକଙ୍କ ଖୁସି ଆକାଶଛୁଆଁ ହେଉଛି। ଏଭଳି ଦୃଶ୍ୟ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ...

Ayodhya old ram mandir interesting facts
Ayodhya Ram Mandir: ଅଯୋଧ୍ୟାରେ କିଏ ଆଉ କେବେ କରିଥିଲେ ପ୍ରଥମ ରାମ ମନ୍ଦିର; ପୁରୁଣା ମୂର୍ତ୍ତି ଏବେ କେଉଁଠି

ଏବେ ଅଯୋଧ୍ୟାରେ ରାମଲାଲାଙ୍କ ଏକ ବିଶାଳ ମନ୍ଦିର ଠିଆ ହୋଇଛି। ଅତୀତରେ ଶ୍ରୀରାମଙ୍କ ମନ୍ଦିର ତାଙ୍କ ଜନ୍ମସ୍ଥାନରେ କେଉଁଠାରେ ଥିଲା, ଏହାକୁ କିପରି ପୂଜା କରାଯାଉଥିଲା ଏବଂ ଏହାକୁ କିଏ ନିର୍ମାଣ କରିଥିଲେ ତାହା ସମସ୍ତଙ୍କ ଭିତରେ କୌତୁହଳ ସୃଷ୍ଟି କରେ। ତେବେ ଆସନ୍ତୁ ସେ ବିଷୟରେ ଜାଣିବା।

CISF ASI Recruitment Apply For 836 Assistant Sub-inspector Posts
CISF ASI Recruitment: ଗ୍ରାଜୁଏସନ୍‌ କରିଥିଲେ କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି; ପୂରଣ ହେବ ୮୩୬ଟି ପଦବୀ

ଆପଣ ଯଦି କେନ୍ଦ୍ର ସରକାର ଅଧିନରେ ଚାକିରି କରିବାକୁ ଚାହାନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି।

teja sajja hanuman donates more than 2.6 crore to ram mandir
Ayodhya Ram Mandir: ପ୍ରତିଶ୍ରୁତି ରଖିଲେ ‘ହନୁମାନ’ର ନିର୍ମାତା; ରାମ ମନ୍ଦିରକୁ ଦେଲେ ଏତେ କୋଟି

‘ହନୁମାନ’ ସାରା ବିଶ୍ୱରେ ବକ୍ସ ଅଫିସରେ ଜବରଦସ୍ତ ରୋଜଗାର କରୁଛି। ନିର୍ମାତା ଅଯୋଧ୍ୟା ରାମ ମନ୍ଦିର ପାଇଁ ପ୍ରତ୍ୟେକ ଟିକେଟ୍ ବିକ୍ରିରେ ୫ ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲେ ଏବଂ ବର୍ତ୍ତମାନ ସେ ତାଙ୍କ ପ୍ରତିଶ୍ରୁତି ପାଳନ କରିଛନ୍ତି।

in ayodhya anupam kher taunted opposition leaders they are not destined to come
Ayodhya Ram Mandir: ବିରୋଧୀଙ୍କୁ ପରିହାସ କଲେ ଅନୁପମ୍; କହିଲେ ସେମାନଙ୍କ ଭାଗ୍ୟରେ ନାହିଁ

ଅନୁପମ ଖେର ରବିବାର ଦିନ ରାମଲାଲାଙ୍କ ସହରରେ ପହଞ୍ଚି ଆଜି ହନୁମାନ ଗଡୀ ମନ୍ଦିରରେ ପହଞ୍ଚି ସେଠାରେ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ତେବେ ଏହି ଭବ୍ୟ ସମାରୋହରେ ଯୋଗ ଦେଇ ନଥିବା ବିରୋଧୀମାନଙ୍କୁ ସେ ଟାର୍ଗେଟ୍ କରି ପରିହାସ କରିଛନ୍ତି।

unique devotee wrote world largest ram naam book
Ayodhya Ram Mandir: ରାମଙ୍କ ନାମରେ ସବୁଠାରୁ ବଡ଼ ବହି ଲେଖି ଗିନିଜ୍‌ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ

ଜଣେ ଅନନ୍ୟ ରାମ ଭକ୍ତ ରାମଙ୍କ ନାମରେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ କରିଛନ୍ତି। ସତନାର ରାକେଶ ସାହୁ କହିଛନ୍ତି ଯେ ସେ ବିଶ୍ୱର ସର୍ବବୃହତ ରାମ ନାମ ପୁସ୍ତକ ଲେଖିଛନ୍ତି, ଯେଉଁଥିରେ ୮୪ ଲକ୍ଷ ଶବ୍ଦ, ୩ ଲକ୍ଷ ଧାଡ଼ି, ୮,୬୫୨ ପୃଷ୍ଠା ଅଛି। ଏହି...

Why all ram devotee say ram ram two times
Ayodhya Ram Mandir: ସମସ୍ତଙ୍କ ମୁହଁରେ ‘ରାମ ରାମ’; କାହିଁକି ଦୁଇ ଥର କୁହାଯାଏ ରାମ ନାମ

ଏବେ ସାରା ଭାରତ ରାମମୟ। ସମସ୍ତଙ୍କ ମୁହଁରେ ‘ରାମ ରାମ’। ଯେଉଁଠି ଦେଖ ସେଠି ରାମଙ୍କୁ ନେଇ ଉତ୍ସାହ ଆଉ ଉତ୍ସବ। କେଉଁଠି ଭଜନ ସମାରୋହ ତ ଆଉ କେଉଁଠି ହୋମ ଯଜ୍ଞ। ଆଜି ଯିଏ ଯାହାକୁ ଯେଉଁଠି ଦେଖୁଛି କହୁଛି ‘ରାମ-ରାମ’। କାହିଁ ରାମ-ରାମ ଦୁଇ ଥର...

Nepali women abusing lord ram as their son in law
Viral Video: ଭଗବାନ ରାମଙ୍କୁ ଗାଳି ଶୁଣେଇଲେ ନେପାଳି ମହିଳା, ଖୁସିରେ ନାଚିଲେ

ସାରାଦେଶ ଏବେ ପ୍ରଭୁ ରାମଙ୍କୁ ଆରାଧନା କରିବାରେ ବ୍ୟସ୍ତ। ଏହାକୁ ନେଇ ଅନେକ ଭିଡିଓ ଭାଇରାଲ୍ ହେଉଛି। ଏହିପରି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳା ପ୍ରଭୁ ରାମଙ୍କୁ ଗାଳି କରୁଛନ୍ତି ଏବଂ ଖୁସିରେ ନାଚୁଛନ୍ତି।

Nayanthara in Controversy for insulted Shriram in the film Annapoorani
Ayodhya Ram Mandir: ବିବାଦରେ ନୟନତାରା; ଫିଲ୍ମରେ ଶ୍ରୀରାମଙ୍କୁ ଅପମାନ ନେଇ ପସ୍ତେଇଲେ ଅଭିନେତ୍ରୀ

ଶ୍ରୀରାମଙ୍କୁ ନେଇ ଚାରିଆଡେ ଉତ୍ସବ ଦେଖାଦେଇଥିବା ବେଳେ ଦକ୍ଷିଣ ସୁନ୍ଦରୀ ନୟନତାରା ତାଙ୍କର ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଅନ୍ନପୂର୍ଣ୍ଣାନୀ’କୁ ନେଇ ବିବାଦରେ ରହିଛନ୍ତି। ଏଥିରେ ଶ୍ରୀରାମଙ୍କୁ ଅପମାନ କରାଯାଇଥିବାରୁ ତାଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ପଡିଛି।

gurmeet choudhary feels it was destiny he got to play ram in ramayan
Ayodhya Ram Mandir: ଗୁରମିତଙ୍କ ଜୀବନ ସହିତ ରାମଙ୍କର ଏକ ବିଶେଷ ସମ୍ପର୍କ ରହିଛି; ଅଭିନେତା କାହିଁକି କହିଲେ ଏମିତି

ଗୁରମିତ ଚୌଧୁରୀ ଅନୁଭବ କରିଛନ୍ତି ଯେ ଏହାର ତାଙ୍କର ଭାଗ୍ୟ ଥିଲା ଯେ ‘ରାମାୟଣ’ରେ ସେ ରାମଙ୍କ ଚରିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ଏହାକୁ ନେଇ ସେ ଆଉ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।