Advertisment

PNB Recruitment 2024: PNBରେ ବାହାରିଲା ଅଫିସର୍ ପଦବୀ; ଚୟନ ହେଲେ ଦରମା ୭୮ ହଜାର

ବ୍ୟାଙ୍କରେ ଚାକିରି କରିବାକୁ ଅପେକ୍ଷା କରିଥିବା ପ୍ରାର୍ଥୀଙ୍କ ପାଇଁ ଏହି ଖବର। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB)ରେ ବାହାରିଛି ଅନେକଗୁଡିଏ ପଦବୀ। ଏହି ପଦଗୁଡିକୁ ପୂରଣ କରିବା ନେଇ PNB ବିଜ୍ଞପ୍ତି ପ୍ରକାଶ କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
PNB Recruitment 2024

PNB Specialist Officer Recruitment Apply for 1025 SO posts

ବ୍ୟାଙ୍କରେ ଚାକିରି କରିବାକୁ ଅପେକ୍ଷା କରିଥିବା ପ୍ରାର୍ଥୀଙ୍କ ପାଇଁ ଏହି ଖବର। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB)ରେ ବାହାରିଛି ଅନେକଗୁଡିଏ ପଦବୀ। ଏହି ପଦଗୁଡିକୁ ପୂରଣ କରିବା ନେଇ PNB ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଏହାର ଆବେଦନ ପ୍ରକ୍ରିୟା ଅନ୍‌ଲାଇନ୍ ମାଧ୍ୟମରେ ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ମାଧ୍ୟମରେ ବିଭିନ୍ନ ଅଫିସର୍ ପଦବୀ ପୂରଣ ହେବ। ଏଇ ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୧୦୨୫ ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍‌ସାଇଟ୍ https://www.pnbindia.in/ କୁ ଯାଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ PNB Specialist Officer Recruitment Apply for 1025 SO posts Notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ - ୦୭ ଫେବୃଆରୀ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ - ୨୫ ଫେବୃଆରୀ ୨୦୨୪

ଅଧିକ ପଢ଼ନ୍ତୁ: ରେଳବାଇରେ ଅନେକ ପଦବୀରେ ହେବ ଦମଦାର ନିଯୁକ୍ତି, ଜାଣନ୍ତୁ କେବେ ହେବ ଆରମ୍ଭ

ଖାଲି ପଦବୀ:

  • ଅଫିସର-କ୍ରେଡିଟ୍ – ୧୦୦୦ ପଦବୀ
  • ମ୍ୟାନେଜର୍-ଫରେକ୍ସ – ୧୫ ପଦବୀ
  • ମ୍ୟାନେଜର୍-ସାଇବର୍‌ ସିକ୍ୟୁରିଟି – ୦୫ ପଦବୀ
  • ସିନିୟର୍ ମ୍ୟାନେଜର୍-ସାଇବର୍‌ ସିକ୍ୟୁରିଟି – ୦୫ପଦବୀ
  • ମୋଟ୍ ପଦବୀ – ୧୦୨୫ଟି ପୋଷ୍ଟ୍

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ମାନ୍ୟତାପ୍ରାପ୍ତ ଅନୁଷ୍ଠାନ/ବିଶ୍ୱବିଦ୍ୟାଳୟରୁ ସ୍ନାତକ ବା ସ୍ନାତକୋତ୍ତର
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ଅଫିସର-କ୍ରେଡିଟ୍ – ସର୍ବନିମ୍ନ ବୟସ ୨୧ ବର୍ଷ, ସର୍ବାଧିକ ୨୮ ବର୍ଷ
  • ମ୍ୟାନେଜର୍-ଫରେକ୍ସ – ସର୍ବନିମ୍ନ ବୟସ ୨୫ବର୍ଷ, ସର୍ବାଧିକ ୩୫ ବର୍ଷ 
  • ମ୍ୟାନେଜର-ସାଇବର ସିକ୍ୟୁରିଟି – ସର୍ବନିମ୍ନ ବୟସ ୨୫ ବର୍ଷ, ସର୍ବାଧିକ ୩୫ ବର୍ଷ 
  • ସିନିୟର ମ୍ୟାନେଜର-ସାଇବର ସିକ୍ୟୁରିଟି – ସର୍ବନିମ୍ନ ବୟସ ୨୫ ବର୍ଷ, ସର୍ବାଧିକ ୩୫ ବର୍ଷ

ମାସିକ ଦରମା:

  • ସର୍ବନିମ୍ନ ଦରମା – ୩୬ ହଜାର
  • ସର୍ବାଧିକ ଦରମା – ୭୮ ହଜାର

ଆବେଦନ ଶୁଳ୍କ:

  • SC/ST/PwBD – ୫୯ ଟଙ୍କା
  • ଅନ୍ୟାନ୍ୟ ବର୍ଗ – ୧୧୮୦ ଟଙ୍କା

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା(ଅନଲାଇନ୍ ମୋଡ୍)
  • ସାକ୍ଷାତକାର

ଅଧିକ ପଢ଼ନ୍ତୁ: ୟୁନିଅନ୍ ବ୍ୟାଙ୍କରେ ପୂରଣ ହେବେ ୬୦୬ ସ୍ପେଶାଲିଷ୍ଟ ଅଫିସର୍‌

Govt Jobs Bank Jobs
Advertisment
Advertisment