ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଦେଖିଲେ ଆପଣ ନହସି ରହିପାରିବେନି। ଏହି ଭିଡିଓରେ ଦେଖିବାକୁ ମିଳେ ଯେ, ଜଣେ କୁନି ଝିଅ ଭୋଜପୁରୀରେ ତା’ ମା ସହିତ କଥା ହେଉଛି। ଏହି କୁନି ଝିଅଟିକୁ ପଚରାଯାଉଛି ଯେ ପାଠ ପଢିବାକୁ...
ହଳଦିଆ ଦାନ୍ତ ଚେହେରାର ସୌନ୍ଦର୍ଯ୍ୟକୁ ଖରାପ କରିଥାଏ। ଏହି କାରଣରୁ କାଭିଟିଜ୍ ମଧ୍ୟ ହେବା ଆରମ୍ଭ ହୁଏ ଯାହା ଦାନ୍ତକୁ ନଷ୍ଟ କରିଥାଏ। ଆପଣ ଯଦି ଏହି ସମସ୍ୟାରେ ପୀଡ଼ିତ ଆଉ ହଳଦିଆ ଦାନ୍ତରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଆପଣ ଲେମ୍ବୁ ବ୍ୟବହାର କରିପାରିବେ। କିପରି ଜାଣନ୍ତୁ।...
ଓଡ଼ିଶାରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ନୀଳାଚଳ ପ୍ରତିଷ୍ଠାନ ବିଭିନ୍ନ ପୋଷ୍ଟ୍ ପାଇଁ ବିଜ୍ଞପ୍ତି ବାହାର କରିଛି। ଆବେଦନ ପ୍ରକ୍ରିୟା ଉଭୟ ଅନ୍ଲାଇନ୍ / ଅଫ୍ଲାଇନ୍ ମୋଡ୍ରେ ହେବ।
ଫିଲ୍ମ ‘ଆନିମଲ୍’କୁ ନେଇ ହାଇଦ୍ରାବାଦରେ ଏହା ଏକ ପ୍ରି-ରିଲିଜ୍ ଇଭେଣ୍ଟ ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନା ଶ୍ରମ ଓ ରୋଜଗାର ମନ୍ତ୍ରୀ ମଲ୍ଲା ରେଡ୍ଡୀ ମଧ୍ୟ ସାମିଲ ହୋଇଥିଲେ। ଏଠି ମଲ୍ଲା ରେଡ୍ଡୀ ଭାରତ ଉପରେ ତେଲୁଗୁ ଶାସନ ସହ ଜଡିତ ମତ ଦେଇ ବିବାଦକୁ ଆସିଛନ୍ତି।
ଶିକ୍ଷାଗତ ଭିତ୍ତିଭୂମିରେ ପରିବର୍ତ୍ତନ ଆଣି ଚାଇନାର କେତେକ ବିଦ୍ୟାଳୟ କିଛି ନୂଆ ତରିକା ଆପଣେଇଛନ୍ତି। କ୍ଲାସ୍ ରୁମ୍ରେ ପଡିଥିବା ଡେସ୍କଗୁଡିକୁ ଏକ ଫୋଲ୍ଡେବଲ୍ ମେକାନିଜିମ୍ ସହିତ ତିଆରି କରାଯାଇଛି, ଯାହା ଦୁଇଟି କାମ କରିପାରିବ। କିଛି ନିର୍ଦ୍ଦିଷ୍ଟ ସମୟ ପାଇଁ ପିଲାମାନଙ୍କୁ ଶୋଇବାକୁ ଅନୁମତି ଦିଆଯାଇଛି।
‘ଟାଇଗର ୩’ କାଟ୍ରିନା କୈଫ୍ଙ୍କ ଏକ ଫାଇଟ୍ ସିନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ। ଏହି ସିନ୍ରେ ସେ ନିଜ ଦେହକୁ ଟାୱେଲ୍ରେ ଢାଙ୍କି ଫାଇଟ୍ କରିବା ଦେଖାଯାଏ। ଏହି ସିନ୍କୁ ଦେଖି ତାଙ୍କ ସ୍ୱାମୀ ଭିକି କୌଶଲ ତାଙ୍କ କାନରେ ଏମିତି କିଛି କହିଥିଲେ। ଜାଣନ୍ତୁ ସେ...
ଏକ ସନ୍ତାନ ଜନ୍ମ ପାଇଁ ଗୋଟିଏ ପୁରୁଷ ଆଉ ଜଣେ ମହିଳାଙ୍କ ସମ୍ପର୍କ ଆବଶ୍ୟକ। କିନ୍ତୁ ଦୁଇ ଜଣ ପୁରୁଷ କିମ୍ବା ଦୁଇ ଜଣ ମହିଳା ଏକତ୍ର ଏକ ସନ୍ତାନ ଜନ୍ମ କରିବା ଅସମ୍ଭବ। ଏହା ଆଶ୍ଚର୍ଯ୍ୟଜନକ ହେଲେ ମଧ୍ୟ ଏମିତି ହେବା ସମ୍ଭବ ହୋଇଛି। ଆପଣ ହୁଏତ...
ବୃଦ୍ଧାବସ୍ଥାରେ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ପ୍ରେମ ହୋଇଛି। ୮୦ ବର୍ଷର ଆଇମା’ ତାଙ୍କଠାରୁ ୨୩ ବର୍ଷ ସାନ ୫୭ ବର୍ଷର ଜଣେ ବ୍ୟକ୍ତିଙ୍କୁ ହୃଦୟ ଦେଇବସିଛନ୍ତି। ପୁରୁଷ ଜଣଙ୍କ ଭୂମିହୀନ ଥିବାରୁ ପରିବାର ଲୋକେ ଖେଳିଲେ ଏମିତି ଗେମ୍।
ଲୋକଙ୍କ ବିଶ୍ୱାସ ରହିଛି ଯେ, କାର୍ତ୍ତିକ ମାସ ଏକ ପବିତ୍ର ମାସ। ଏହି ମାସରେ ସେବା ଧର୍ମ କଲେ ପୁଣ୍ୟ ମିଳେ। ସେଥିପାଇଁ କାର୍ତ୍ତିକ ବ୍ରତ ପାଳନ କରୁଥିବା ଲୋକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆମିଷ ଖାଆନ୍ତି ନାହିଁ। କିନ୍ତୁ ଛାଡଖାଇ ଦିନ ଆମିଷ ବଜାରରେ ଦେଖାଦିଏ ଭିଡ। ତେବେ...
ଯଦି ଆପଣ ନିଜ ଶରୀରକୁ ଫିଟ୍ ରଖିବାକୁ ଚାହୁଁଛ, ତେବେ ଫୁଲକୋବି ଖାଇବା ଜରୁରୀ। ଏହା ଶରୀରରେ ସୃଷ୍ଟି ହେଉଥିବା ବିଷକୁ ଦୂର କରିଥାଏ। ଖାଲି ସେତିକି ନୁହେଁ, ଲଗାତର ଫୁଲକୋବି ଖାଇବା ଦ୍ୱାରା ଦେହରେ ଚର୍ବି ମଧ୍ୟ ବଢେ ନାହିଁ। ଜାଣନ୍ତୁ ଅନ୍ୟାନ୍ୟ ଲାଭ।
DRDO ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। DRDO ଏକ ନୂଆ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ପ୍ରୋଜେକ୍ଟ ଆଡମିନି ଆସିଷ୍ଟାଣ୍ଟ ଏବଂ ପ୍ରୋଜେକ୍ଟ ଷ୍ଟୋର୍ ଅଫିସର ପଦବୀ ପୂରଣ ହେବ।
'କାନ୍ତାରା: ଏ ଲିଜେଣ୍ଡ'ର ସିକ୍ୱେଲ୍ ଲାଇନ୍ରେ ଅଛି। ନିକଟରେ ଫିଲ୍ମର ଏକ ଝଲକ ସାମ୍ନାକୁ ଆସିଛି ଏବଂ ଏହା ଅତ୍ୟନ୍ତ ରୋମାଞ୍ଚକର ଏବଂ ସ୍ୱତନ୍ତ୍ର ହେବ ବୋଲି ଅନୁମାନ କରାଯାଉଛି। କୁହାଯାଉଛି ଫିଲ୍ମ କେଜିଏଫ ଏବଂ ବାହୁବଲୀ ଭଳି ଫିଲ୍ମକୁ କଡ଼ା ଟକ୍କର ଦେଇପାରେ।
ପ୍ରଶଂସକମାନେ ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଆନିମଲ୍' ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଥିବାବେଳେ ଚରିତ୍ର ଏବଂ ଏହାର ଟାଇଟଲ୍କୁ ନେଇ ଅନେକ କୌତୁହଳ ରହିଛି। ଏହାରି ଭିତରେ ଏହାର ଟାଇଟଲ୍କୁ ନେଇ ରଣବୀର କପୁର ଏମିତି କହିଛନ୍ତି।
ଧାର୍ମିକ ଭାବନା ଦୃଷ୍ଟିରୁ କାର୍ତ୍ତିକର ଶେଷ ପାଞ୍ଚ ଦିନ ଅତ୍ୟନ୍ତ ପବିତ୍ର। ଓଡ଼ିଶାରେ କାର୍ତ୍ତିକ ପୂର୍ଣ୍ଣିମାକୁ ‘ବୋଇତ ବନ୍ଦାଣ’ ଦିବସ ଭାବରେ ପାଳନ କରାଯାଏ ଆଉ ସବୁ ଜଳାଶୟ ଡଙ୍ଗାରେ ପୂରିଉଠେ। କ’ଣ ରହିଛି ଏହାର ମହତ୍ତ୍ୱ ଆସନ୍ତୁ ଜାଣିବା।
ବାଲିଯାତ୍ରା ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନ କରେ। ତଅପୋଇ କିମ୍ବଦନ୍ତୀ ଏହି ପରମ୍ପରାକୁ ଆହୁରି ଲୋକପ୍ରିୟ କରିଛି। ଏହି ସମୟରେ 'ଆକାମାବୈ' ପ୍ରତି ଓଡ଼ିଆଙ୍କ ରକ୍ତବିନ୍ଦୁରେ ଗୁଞ୍ଜରିତ ହୁଏ। ସେହି ପରମ୍ପରାକୁ ଉତ୍ସବ ଭାବେ ପାଳନ କରିବା ପାଇଁ ପ୍ରତିବର୍ଷ ଅନୁଷ୍ଠିତ ହେଉଛି ବାଲିଯାତ୍ରା।
କଟକ ସହରର ବାଲିଯାତ୍ରାର ଓଡ଼ିଶାର ନୌବାଣିଜ୍ୟର ଇତିହାସକୁ ମନେ ପକାଇଦିଏ। ଆଉ ମନେ ପକାଇଦିଏ ସାଧବମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା, ବୋର୍ଣ୍ଣିଓ ଆଦି ସ୍ଥାନକୁ ବେପାର କରି ଯିବାର କଥା। ତେବେ ଏହାକୁ ନେଇ ରହିଛି ବିଭିନ୍ନ ମତ। ଆସନ୍ତୁ ଜାଣିବା…
କାର୍ତ୍ତିକ ମାସରେ ଭୋର୍ରୁ ଉଠି ସ୍ନାନ କରିବାର ବିଧି ରହିଛି। ଏହାକୁ ଅନେକ ପବିତ୍ର ସ୍ନାନ ବୋଲି ବିବେଚନା କରନ୍ତି। କିନ୍ତୁ ପଛରେ ମଧ୍ୟ ରହିଛି ବୈଜ୍ଞାନିକ କାରଣ। ଏହି ସ୍ନାନ ଯୋଗୁଁ ଶରୀର ରୋଗମୁକ୍ତ ହୁଏ। କିପରି ଆସନ୍ତୁ ଜାଣିବା।
କାର୍ତ୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ଭସା ଅତି ଉତ୍ସାହର ସହ ପାଳନ କରାଯାଏ। ପ୍ରତି ନଦୀ ଆଉ ପୋଖରୀରେ ଓଡ଼ିଆମାନେ ଡଙ୍ଗା ଭସେଇ ‘ଆ କା ମା ବୈ’ର ଡାକ ଦେଇଛନ୍ତି। କ’ଣ ରହିଛି ଏହାର ଗୁରୁତ୍ୱ? ଏହିଦିନ କାହିଁକି ପ୍ରତି ଓଡ଼ିଆଙ୍କୁ ମୁହଁରୁ ଭାସିଆସେ ଏହି ଶବ୍ଦ?
‘ଆନିମଲ’ ଏବଂ ‘ସାମ୍ ବାହାଦୂର’ ଡିସେମ୍ବର ୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ, ଯାହାର କ୍ରେଜ୍ ସୋସିଆଲ ମିଡିଆରେ ମଧ୍ୟ ଦେଖାଯାଉଛି। ଏବେ ଚାଲିଛି ଆଗୁଆ ବୁକିଂ। ଏ ମାମଲାରେ ‘ସାମ୍ ବାହାଦୂର’କୁ ବହୁ ପଛରେ ପକେଇଛି ‘ଆନିମଲ’।
‘ପୁଷ୍ପା’ର ସିକ୍ୱେଲ ପାଇଁ ଅଲୁ ଅର୍ଜୁନ ପାରିଶ୍ରମିକ ନେବାକୁ ମନା କରିଦେଇଛନ୍ତି। କିନ୍ତୁ ଅଭିନେତା ଫିଲ୍ମର ରୋଜଗାରର ଲାଭରେ ଅଂଶୀଦାର ହେବାକୁ ଦାବି କରିଛନ୍ତି। ଏହି ଫିଲ୍ମ ପାଇଁ ସେ କେତେ ପ୍ରତିଶତ ଲାଭାଂଶ ଦାବି କରିଛନ୍ତି ଜାଣନ୍ତୁ।