• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

30 january history why shaheed diwas celebrated
Shaheed Diwas: ୩୦ ଜାନୁୟାରୀର ୬ଟି ବଡ଼ ଐତିହାସିକ ଘଟଣା

ସ୍ୱାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ଭୂମିକା କାହାକୁ ବା ଅଜଣା। ତାଙ୍କ ବିନା ସ୍ୱାଧୀନତାର କଳ୍ପନା କରିବା ତ ଅସମ୍ଭବ। ସତ୍ୟ ଏବଂ ଅହିଂସା ପଥ ଅନୁସରଣ କରି ସେ ବ୍ରିଟିଶରମାନଙ୍କୁ ଭାରତ ଛାଡିବାକୁ ବାଧ୍ୟ କରିଥିଲେ।

Best whatsapp features to improve your user experience
Whatsapp Feature: ଜାଣନ୍ତୁ ହ୍ୱାଟ୍ସଆପ୍‌ର ଏହି ୫ଟି ଫିଚର ଯାହା ଆପଣଙ୍କ ପାଇଁ ବହୁ ଉପକାରୀ

ଆପଣମାନେ ମଧ୍ୟ ନିଶ୍ଚିତ ଭାବେ ହ୍ୱାଟ୍ସଆପ୍ ବ୍ୟବହାର କରୁଥିବେ। କିନ୍ତୁ ସବୁଠାରୁ ବଡ କଥା ହେଲା ଏଠାରେ ଏମିତି କିଛି ଫିଚର୍‌ ଅଛି ଯାହା ବିଷୟରେ ଆପଣ ଜାଣି ନଥିବେ। ଆଜି ଆମେ ଆପଣଙ୍କୁ ହ୍ୱାଟ୍ସଆପ୍‌ରେ ଥିବା କିଛି ଟପ୍ ଏବଂ ଖୁବ ଦରକାରୀ ଫିଚର୍‌ ବିଷୟରେ କହିବୁ,...

Symptoms causes and treatment of leprosy
World Leprosy Day 2024: କୁଷ୍ଠ ନୁହେଁ ଦୂରାରୋଗ୍ୟ; ଜାଣନ୍ତୁ କିପରି ହୁଏ ଏହାର ଚିକିତ୍ସା

କୁଷ୍ଠରୋଗ ବିଶ୍ୱବ୍ୟାପୀ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଠିଆ ହୋଇଛି। ତେବେ ଏହି ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ଏବଂ ଚିକିତ୍ସାର ସହଜ ଉପଲବ୍ଧତା ହେତୁ ଏହାର ଯଥେଷ୍ଟ ହ୍ରାସ ପାଇଛି।

big boss 17 grand finale when and where to watched
Big Boss 17: କେବେ ଓ କେଉଁଠି ଦେଖିବେ 'ବିଗ୍ ବସ୍ ୧୭'ର ଗ୍ରାଣ୍ଡ୍ ଫାଇନାଲ୍; କେତେ ପାଇବେ ବିଜେତା

ପାଞ୍ଚ ଜଣ ପ୍ରତିଯୋଗୀ ୧୦୭ ଦିନ ଧରି ବିଗ୍ ବସ୍ ଘରେ ଅଛନ୍ତି। ଅକ୍ଟୋବର ୦୧ରେ ଏହି ଶୋ ଆରମ୍ଭ ହୋଇଥିଲା ଏବଂ ସେତେବେଳେ ୧୭ ଜଣ ପ୍ରତିଯୋଗୀ ଥିଲେ ଏବଂ ସେମାନଙ୍କ ମଧ୍ୟରୁ ଏହି ୫ ଜଣ ବାକି ରହିଛନ୍ତି। ଆଜି ରାତିର ଫାଇନାଲରେ ସେମାନଙ୍କର ଭାଗ୍ୟ...

nawazuddin siddiqui say he will sell house to make film
ଫିଲ୍ମ ପାଇଁ ଘରବାଡି ବିକିଦେବି ପଛେ, କାହା ପାଖକୁ ଯାଇ କାମ ମାଗିବି ନାହିଁ: ନୱାଜୁଦ୍ଦିନ ସିଦ୍ଦିକି

ଯଦି ମତେ ଆସନ୍ତାକାଲି କାମ ନ ମିଳେ, ତେବେ କାହା ପାଖକୁ ଯାଇ କାମ ମାଗିବା ମୋ ପାଖେ ଶକ୍ତି ମଧ୍ୟ ନାହିଁ। ମୁଁ ଆପଣଙ୍କ ପାଖକୁ ଆସି କହିପାରିବି ନାହିଁ ମୋତେ କାମ ଦିଅ। ମୁଁ ମୋ ଘର, ଜୋତା ଏବଂ ସବୁକିଛି ବିକ୍ରି କରିଦେବି ଏବଂ...

what precautions should be taken when using a immersion rod
Warning: ପାଣି ଗରମ ପାଇଁ ହିଟିଂ ରଡ୍‌ ବ୍ୟବହାର କରୁଛନ୍ତି କି… ଏସବୁ ପ୍ରତି ଦିଅନ୍ତୁ ନଜର, ନଚେତ…

ଶୀତଋତୁରେ ପ୍ରାୟ ସମସ୍ତେ ଗରମ ପାଣି ଉପରେ ବ୍ୟବହାର କରନ୍ତି। ଆପଣ ଯଦି ଗରମ ପାଣି ପାଇଁ ହିଟିଂ ରଡ୍ ବ୍ୟବହାର କରୁଛନ୍ତି, ତେବେ ଆପଣ କିଛି ଜିନିଷର ବିଶେଷ ଯତ୍ନ ନେବା ଉଚିତ। ଯଦି ଆପଣ ଏହିସବୁ ଜିନିଷ ପ୍ରତି ଧ୍ୟାନ ନ ଦିଅନ୍ତି ତେବେ ବଡ...

know 7 interesting facts about Punjab kesar
Lala Lajpat Rai Birthday: ବ୍ରିଟିଶଙ୍କୁ ଦେଶ ଛାଡିବାର ପ୍ରଥମ ସ୍ଲୋଗାନ ଦେଇଥିଲେ ପଞ୍ଜାବ କେଶରୀ

ସାଇମନ୍ କମିଶନଙ୍କ ବିରୋଧରେ ଲାଲା ଲଜପତ ରାୟଙ୍କ ଆନ୍ଦୋଳନ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ଯେତେବେଳେ ସାଇମନ୍ କମିଶନ ଭାରତ ଆସିଥିଲେ, ସେତେବେଳେ ଏହାକୁ ନେଇ ସମଗ୍ର ଦେଶରେ ନିଆଁ ଜଳିଥିଲା। ସେତେବେଳେ ଲାଲା ଲଜପତ ରାୟ ଲାହୋରରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ

NTPC Limited Assistant Executive Recruitment Apply for 223 posts
NTPC Recruitment: ଇଞ୍ଜିନିୟରିଂରେ ଡିଗ୍ରୀ ଥିଲେ NTPC ରେ ଚାକିରି; ଅନ୍ୟାନ୍ୟ ସୁବିଧା ସହ ଦରମା ୫୫ ହଜାର

ଭାରତ ସରକାର ଅଧିନରେ ଥିବା NTPC ଲିମିଟେଡ୍‌ରେ ଚାକିରି କରିବାକୁ ସୁଯୋଗ ଆସିଛି। ଏନେଇ NTPC ଲିମିଟେଡ୍ ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ଅନୁସାରେ ସହକାରୀ କାର୍ଯ୍ୟନିର୍ବାହୀ ପଦବୀ ପୂରଣ ହେବ।

Why did hanuman director prashant verma hate ss rajamouli
ରାଜାମୌଲୀଙ୍କ ଠାରୁ ସବୁ କିଛି ଶିଖି କାହିଁକି ଘୃଣା କରନ୍ତି 'ହନୁମାନ' ନିର୍ଦ୍ଦେଶକ

ଫିଲ୍ମ 'ହନୁମାନ' ତେଲୁଗୁ ଏବଂ ହିନ୍ଦୀ ବକ୍ସ ଅଫିସରେ ଜବରଦସ୍ତ ପ୍ରତିକ୍ରିୟା ପାଉଛି। ଏସ୍‌ଏସ୍‌ ରାଜାମୌଲୀଙ୍କ ଠାରୁ ଶିଖିଥିବା ଟିପ୍ସକୁ ଏହାର ନିର୍ଦ୍ଦେଶକ ଏଥିରେ ବ୍ୟବହାର କରିଛନ୍ତି। ସେ କିନ୍ତୁ ତାଙ୍କୁ ଘୃଣା କରୁଥିବା କହିଛନ୍ତି। ଏହାର କାରଣ ବି ଦେଇଛନ୍ତି।

bobby deol turns tuthless and powerfull in first look poster from film kanguva
ସାଉଥ୍‌ରେ ବବି ଦେଓଲ୍‌ଙ୍କ ଜଲ୍‌ୱା; ଡରେଇବ ଲମ୍ବା ଚୁଟି, ନକଲି ଆଖି

ସୂର୍ଯ୍ୟାଙ୍କ ଅଭିନୀତ ଏହି 'କଙ୍ଗୁଭା'ରେ ବବି ଦେଓଲ୍ ପୁଣି ଥରେ ଜଣେ ଭିଲେନ୍ ଭୂମିକାରେ ଅଭିନୟ କରିବେ। ଜାରି ହୋଇଛି ପ୍ରଥମ ଲୁକ୍‌। ଏଥିରେ ବବିଙ୍କୁ ଲମ୍ବା ଚୁଟି, ନକଲି ଆଖି ଏବଂ ଛାତିରେ ଏକ ଅଜବ କବଚ ପିନ୍ଧିଥିବାର ଦେଖାଯାଏ। ଏହା ଦେଖି ବବି ଦେଓଲଙ୍କ ପ୍ରଶଂସକମାନେ...

Know the reasons why your phone battery is draining so fast
Mobile Tips: ଆପଣଙ୍କ ମୋବାଇଲ୍‌ରୁ ଶୀଘ୍ର ବ୍ୟାଟେରୀ ସରିଯାଉଛି କି… ଆପଣାନ୍ତୁ ଏହି ୫ ଟିପ୍ସ

ଯେତେବେଳେ ମୋବାଇଲ୍ ବ୍ୟାଟେରୀ ଶୀଘ୍ର ସରିଯାଏ, ଲୋକମାନେ ପ୍ରାୟତଃ ଭାବନ୍ତି ଯେ ବ୍ୟାଟେରୀ ଖରାପ ହୋଇଗଲା। କିନ୍ତୁ ଏଭଳି ଠିକ୍ ନୁହେଁ। ମୋବାଇଲ୍ ବ୍ୟାଟେରୀ ଶୀଘ୍ର ସରିଯିବାର ଅନେକ କାରଣ ଅଛି। ଏଥିମଧ୍ୟରୁ କେତେକ ଯାନ୍ତ୍ରିକ କାରଣ ମଧ୍ୟ ଥାଇପାରେ, ଯାହାକୁ ଲୋକମାନେ ପ୍ରାୟ ଧ୍ୟାନ ଦିଅନ୍ତି ନାହିଁ।

Use honey and turmeric for face to get instant glow
Skin Care Tips: ହଳଦୀ-ମହୁକୁ ଏମିତି ଲଗାନ୍ତୁ ମୁହଁରେ; ୫ ମିନିଟ୍‌ରେ ଚମକିବ ଚେହେରା

ସମସ୍ତେ ନିଜ ଚର୍ମରେ ଗ୍ଲୋ ଦେଖିବାକୁ ସ୍ୱପ୍ନ ଦେଖନ୍ତି। ଏନେଇ ସେମାନେ ବିୟୁଟିପାର୍ଲର ଯାଇ ହଜାର ହଜାର ଟଙ୍କା ମଧ୍ୟ ଖର୍ଚ୍ଚ କରନ୍ତି। ଏପରି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ ଏପରି ଏକ ଟିପ୍ସ୍ କହିବାକୁ ଯାଉଛୁ, ଯାହାକୁ ଆପଣ ଘରେ କରି ୫ ମିନିଟ୍‌ରେ ନିଜ ଚେହେରାଙ୍କୁ...

Career in Air Force know the tips how to entry
Career Tips: ଆପଣ ବାୟୁସେନାରେ ଚାକିରି କରିବାକୁ ଚାହାନ୍ତି କି; ଜାଣନ୍ତୁ କ’ଣ କରିବେ…

ଅନେକ ଯୁବକ ବାୟୁସେନା (Air Force)ରେ ଯୋଗଦେବାକୁ ହୁଏତ ସ୍ୱପ୍ନ ଦେଖୁଥିବେ। ଅନେକ ବଲିଉଡ ଚଳଚ୍ଚିତ୍ରରେ ଜଣେ ଯୁଦ୍ଧ ବିମାନ ପାଇଲଟଙ୍କ ଆକ୍ସନ ଦେଖାଯାଏ। ଏହାକୁ ଦେଖି ଅନେକ ମଧ୍ୟ ଅନୁପ୍ରାଣିତ ହୁଅନ୍ତି। ଆପଣ ଯଦି ଏଭଳି ଇଛା ପ୍ରକାଶ କରିଛନ୍ତି ଆଉ କ’ଣ କରିବେ ଜାଣିପାରୁ ନାହାନ୍ତି...

Boys know five reasons why girls go for boys
ଯୁବକମାନଙ୍କ ପାଖରେ ଏହି ୫ ଗୁଣ ଥିଲେ ଝିଅମାନେ ହୋଇଥାନ୍ତି ପ୍ରଭାବିତ

ଏମିତି ଅନେକ ଯୁବକ ଅଛନ୍ତି ଯେଉଁମାନଙ୍କୁ ଝିଅମାନେ ବହୁତ ପସନ୍ଦ କରନ୍ତି ଏବଂ ସେମାନଙ୍କୁ ନିଜ ବନ୍ଧୁ କରିବାକୁ ଚାହାଁନ୍ତି। ଯଦି ଜଣେ ମୁଖ୍ୟତଃ ପାଞ୍ଚଟି ଜିନିଷ ଉପରେ ଧ୍ୟାନ ଦେବ ସେହି ଯୁବକଙ୍କ ପ୍ରତି ଝିଅମାନେ ପ୍ରଭାବିତ ହେବେ।

ncert recruitment assistant editor proof reader dtp operator vacancy
NCERT Recruitment 2024: ଗ୍ରାଜୁଏସନ୍‌ ସହିତ ଏହି ସବୁ ଦକ୍ଷତା ଥିଲେ NCERTରେ ଚାକିରି

NCERT ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନେଇ NCERT ର ପ୍ରକାଶନ ବିଭାଗ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସହକାରୀ ସମ୍ପାଦକ, ପ୍ରୁଫ୍ ରିଡର୍ ଏବଂ ଡିଟିପି ଅପରେଟର ପଦବୀ ପୂରଣ ହେବ।

Hrithik Roshan fall heavily on South's Mohanlal
Fighter: ସାଉଥ୍‌ର ମୋହନଲାଲଙ୍କ ଉପରେ ଭାରି ପଡିଲେ ହ୍ରିତିକ ରୋଶନ

ପ୍ରେକ୍ଷାଳୟରେ ହ୍ରିତିକ ରୋଶନଙ୍କ ‘ଫାଇଟର୍’ ଧମାକା କରୁଥିବାବେଳେ ସାଉଥ୍ ସୁପରଷ୍ଟାର ମୋହନଲାଲଙ୍କ ‘ମଲାଇକୋଟାଇ ଭାଲିବାନ’କୁ ପ୍ରଶଂସକଙ୍କ ଖୁବ୍ ଭଲ ପାଇବା ମିଳୁଛି। ପ୍ରଥମ ଦିନରେ ଉଭୟ ଚଳଚ୍ଚିତ୍ରର ରୋଜଗାରର ଫଳାଫଳ ଆସିଛି, ଯେଉଁଥିରେ ଫାଇଟର୍ ବାଜି ମାରିନେଇଛି।

mithun chakraborty will be honored by padma bhushan
Padma Awards 2024: ପଦ୍ମ ଭୂଷଣରେ ସମ୍ମାନିତ ହେବେ ବଲିଉଡ୍‌ର ଡିସ୍କୋ ଡ୍ୟାନ୍ସର

ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯିବ। ଗତ ବର୍ଷ ସେପ୍ଟେମ୍ବର ମାସରେ ଏହି ପୁରସ୍କାର ପାଇଁ ନାମାଙ୍କନ ପତ୍ର ମଗା ଯାଇଥିଲା। ବର୍ତ୍ତମାନ ଗଣତନ୍ତ୍ର ଦିବସ ଅବସରରେ, ଏହି ପୁରସ୍କାର ବିଜେତାମାନଙ୍କ ନାମ ତାଲିକା ପ୍ରକାଶ ପାଇଛି।

Republic Day 2024 what is the meaning of Democracy
Republic Day 2024: ଗଣତନ୍ତ୍ର କେବଳ ଏକ ରାଜନୈତିକ ବ୍ୟବସ୍ଥା ନୁହେଁ; ଏହା ଜୀବନ ପ୍ରତି ଏକ ବିଶେଷ ଆଭିମୁଖ୍ୟ

ଗଣତନ୍ତ୍ର ହେଉଛି “ଲୋକମାନଙ୍କ ଦ୍ୱାରା, ଲୋକମାନଙ୍କ ପାଇଁ, ଲୋକମାନଙ୍କ ଦ୍ୱାରା ଶାସନ”। କିନ୍ତୁ ବିଭିନ୍ନ ଦେଶ, ସମୟ ଏବଂ ପରିସ୍ଥିତିରେ ବିଭିନ୍ନ ବିଚାର ଯୋଗୁଁ ଏଥିରେ କିଛି ମାତ୍ରାରେ ଜଟିଳତା ଦେଖାଦେଇଛି। ପ୍ରାଚୀନ କାଳରୁ ଗଣତନ୍ତ୍ରକୁ ନେଇ ଅନେକ ମତ ଆସିଥିଲା, କିନ୍ତୁ ଏଥିମଧ୍ୟରୁ ଅନେକକୁ ଗୁରୁତ୍ୱ ଦିଆଯାଇନି।

Why is 'International Customs Day' observed
International Customs Day 2024: ସୀମା ଶୁଳ୍କ କ’ଣ; କାହିଁକି ପାଳନ ହେଉଛି ‘ଆନ୍ତର୍ଜାତୀୟ ସୀମା ଶୁଳ୍କ ଦିବସ’

ପ୍ରତିବର୍ଷ ୨୬ ଜାନୁଆରୀରେ ‘ଆନ୍ତର୍ଜାତୀୟ ସୀମା ଶୁଳ୍କ ଦିବସ’ ପାଳନ ହୁଏ ଏବଂ ସାରା ବିଶ୍ୱରେ ସୀମା ଶୁଳ୍କ ଅଧିକାରୀଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରାଯାଏ। ତେବେ ଆସନ୍ତୁ ଏହି ବିଶେଷ ଦିନର ଇତିହାସକୁ ଜାଣିବା ଏବଂ ବିଶ୍ୱ ବ୍ୟବସାୟ ଜଗତ ପାଇଁ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ ତାହା...

History significance and importance of nation voters day
National Voters Day 2024: ଆପଣ ଯଦି ଜଣେ ଭାରତୀୟ ଭୋଟର୍ ତେବେ ଜାଣିନିଅନ୍ତୁ ୫ ଅଧିକାର

ପ୍ରତିବର୍ଷ ଜାନୁଆରୀ ୨୫ ରେ ‘ଜାତୀୟ ଭୋଟର ଦିବସ’ ପାଳନ କରାଯାଏ। ଏହି ଦିବସର ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କୁ ସେମାନଙ୍କର ମତାଧିକାର ବିଷୟରେ ସଚେତନତା କରାଇବା। ଏହି ଅବସରରେ ଆସନ୍ତୁ ଜାଣିବା ଭାରତୀୟ ଭୋଟର୍‌ମାନଙ୍କ ଅଧିକାର ବିଷୟରେ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।