ୟୁନାଇଟେଡ୍ ଇଣ୍ଡିଆ ଇନସୁରାନ୍ସ କମ୍ପାନୀ ଲିମିଟେଡ୍(UIIC) ଆସିଷ୍ଟାଣ୍ଟ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ପ୍ରାର୍ଥୀଙ୍କ ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୦୦ଟି ପଦବୀ ପୂରଣ ହେବ।
ସିଦ୍ଧାର୍ଥ ମଲହୋତ୍ରାଙ୍କ ଆକ୍ସନ୍ ସିରିଜ୍ ‘ଇଣ୍ଡିଆନ୍ ପୋଲିସ୍ ଫୋର୍ସ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସିରିଜ୍ରୁ କଳାକାରମାନଙ୍କ ଲୁକ୍ ରିଲିଜ୍ ହେବା ପରଠାରୁ ପ୍ରଶଂସକମାନେ ଏହାର ଟିଜର୍କୁ ଅପେକ୍ଷା କରିଥିଲେ। ଏବେ ଏହାର ଅନ୍ତ ହେଇଛି।
ଅଭିଷେକ-ଐଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟାଙ୍କ ଅଭିନୟର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଆରାଧ୍ୟାଙ୍କ ଅଭିନୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଭିଡିଓ ଦେଖିବା ପରେ ଐଶ୍ୱର୍ଯ୍ୟା-ଅଭିଷେକଙ୍କ ପ୍ରଶଂସକଙ୍କ ପାଖରେ କେବଳ ଗୋଟିଏ କଥା – “ଆରାଧ୍ୟା ଜଣେ ମହାନ ଅଭିନେତ୍ରୀ ହେବେ।”
ହିନ୍ଦୁ ଧର୍ମରେ ଗ୍ରହମାନଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଏ, ତେଣୁ ଯେତେବେଳେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରନ୍ତି, ସେତେବେଳେ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ଧନୁ ସଂକ୍ରାନ୍ତି କୁହାଯାଏ। ଏହି ଦିନ ବଡି ଭୋରୁ ପବିତ୍ର ନଦୀ ଜଳରେ ସ୍ନାନ କରି ସୂର୍ଯ୍ୟ ଭଗବାନଙ୍କୁ ପୂଜା କରାଯାଏ।...
‘ମୁଆଁ’ ହେଉଛି ଧନୁ ସଂକ୍ରାନ୍ତିର ଲୋକପ୍ରିୟ ଭୋଗ । ଧନୁ ସଂକ୍ରାନ୍ତି ଦିନ ମୁଆଁକୁ ଠାକୁରଙ୍କ ପାଖରେ ଭୋଗ ଲଗାଯାଏ। ଶ୍ରୀଜଗନ୍ନାଥଙ୍କ ସେବାରେ ଏହି ପରମ୍ପରା କାହିଁକି ରହିଛି ଆସନ୍ତୁ ଜାଣିବା।
ଶୀତଦିନେ ଦେହକୁ ଭିତରୁ ଗରମ ରଖିବା ପାଇଁ ବାଜରା ଖେଚେଡି ଖାଇବା ଜରୁରୀ। ଏହା ଖାଲି ସ୍ୱାସ୍ଥ୍ୟକର ନୁହେଁ ଏହା ମଧ୍ୟ ବହୁ ସୁସ୍ୱାଦୁ। ଏହାକୁ କିପରି ତିଆରି କରିବେ ଆସନ୍ତୁ ଜାଣିବା।
ନିକଟରେ ଐଶ୍ୱର୍ଯ୍ୟା ରାୟ ଏବଂ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏବେ ଐଶ୍ୱର୍ଯ୍ୟା ରାୟ ଅଭିଷେକ ବଚ୍ଚନଙ୍କ ବଙ୍ଗଳା ଅର୍ଥାତ୍ 'ଜଲସା' ଛାଡିଛନ୍ତି। ଏହାପରେ ସେମାନଙ୍କ ଛାଡପତ୍ର ଗୁଜବ ଜୋର ଧରିଛି।
ଅନ୍ଲାଇନ୍ କିଣାବିକା ପ୍ଲାଟ୍ଫର୍ମ OLX ରେ ବିଜ୍ଞାପନ ପୋଷ୍ଟ୍ କରି ଏକ ପୁରୁଣା ବେଡ୍ ବିକ୍ରୟ କରିବାକୁ ଚେଷ୍ଟା କରି ଜଣେ ଇଞ୍ଜିନିୟର ୬୮ଲକ୍ଷ ଟଙ୍କା ଠକାମିର ଶିକାର ହୋଇଛନ୍ତି। ପୋଲିସର ସୂଚନାନୁସାରେ, ବେଙ୍ଗାଲୁରୁ ସହରରେ ସାଇବର ଅପରାଧୀଙ୍କ ଦ୍ୱାରା ଚୋରି ହୋଇଥିବା ଏହା ହେଉଛି ସବୁଠାରୁ ବଡ...
ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ 'ଆନିମଲ'ରେ ରଣବୀର କପୁରଙ୍କ ସହ ତୃପ୍ତି ଡିମ୍ରୀଙ୍କ ଅନ୍ତରଙ୍ଗ ସିନ୍ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଛି। କିନ୍ତୁ ଆପଣ ଜାଣିଛନ୍ତି କି ଏହି ଫିଲ୍ମରେ ଏତିକି ସିନ୍ ପାଇଁ ତୃପ୍ତି ଡିମ୍ରୀ କେତେ ଟଙ୍କା ନେଇଛନ୍ତି? ଜାଣିଲା ପରେ ଆପଣ ନିଶ୍ଚିତ କହିବେ...
ପିଲାର ମୃତ୍ୟୁର କିଛି ଦିନ ପରେ ଧିରେ ଧିରେ ସମସ୍ତେ ତାକୁ ଭୁଲିଯାଆନ୍ତି। ମା’ କିନ୍ତୁ ଜୀବନ ସାରା ଭୁଲିପାରେ ନାହିଁ। ଏ ସଂପର୍କର ବନ୍ଧନ ଏମିତି ସ୍ୱୟଂ ମୃତ୍ୟୁଦେବତା ମଧ୍ୟ ଏହାକୁ ବିଚ୍ଛିନ୍ନ କରିପାରିବେ ନାହିଁ। ସୋସିଆଲ୍ ମିଡିଆରେ ଏବେ ଏମିତି ଏକ ଫଟୋ ଭାଇରାଲ୍ ହେଉଛି...
ଶକ୍ତି ସଂରକ୍ଷଣର ଗୁରୁତ୍ୱ ଉପରେ ବାର୍ତ୍ତା ପ୍ରଦାନ କରିବା ଏବଂ ଏ କ୍ଷେତ୍ରରେ ଦେଶର ସଫଳତାକୁ ପ୍ରଦର୍ଶନ କରିବା ପାଇଁ ପ୍ରତିବର୍ଷ ୧୪ ଡିସେମ୍ବରରେ ‘ଜାତୀୟ ଶକ୍ତି ସଂରକ୍ଷଣ ଦିବସ’ ପାଳନ କରାଯାଏ। ଏହାକୁ କିପରି ସଂରକ୍ଷଣ କରିବେ ଆସନ୍ତୁ ଜାଣିବା।
OSSC ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ୍ ୪୩୦ ପଦବୀ ପୂରଣ ହେବ। ଜାଣନ୍ତୁ ପୂରା ଡାଟା…
ହ୍ୱାଟ୍ସଆପ୍ ଏହାର ପ୍ଲାଟ୍ଫର୍ମରେ ଏକ ନୂଆ ସେବା ଯୋଡିଛି। ଏହି ସେବା ମାଧ୍ୟମରେ ଚାଟରେ ଟେକ୍ସଟ୍, ପୋଲ୍, ଇମେଜ୍ ଏବଂ ଇମୋଜି ଆଦି ଯେକୌଣସି ମେସେଜ୍କୁ ପିନ୍ କରିବାକୁ ଅନୁମତି ମିଳିଛି। ଏଥିରେ ଗୋଟିଏ ଥରରେ କେବଳ ଗୋଟିଏ ଚାଟ୍ ପିନ୍ ହୋଇପାରିବ।
ଯଦିଓ ଆଉ କିଛି ଦିନ ପରେ ୨୦୨୩ ଆମ ପାଇଁ ସ୍ମୃତି ହୋଇଯିବ, ତଥାପି ବଲିଉଡ ପାଇଁ ଏହି ବର୍ଷ ବହୁତ ଭଲ ବୋଲି କହିଲେ ଭୁଲ୍ ହେବ ନାହିଁ। ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ୍ ରିପୋର୍ଟରେ ୨୦୨୩ ସଂପୂର୍ଣ୍ଣ ଭାବେ ଶାହରୁଖ ଖାନଙ୍କର ହୋଇଯାଇଛି।
ଏହି ଭାଇରାଲ୍ ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ପିଲା କିପରି ନିଜ ହାତକୁ ଆଗକୁ, ପଛକୁ ଏବଂ ପ୍ରତ୍ୟେକ ଦିଗକୁ ବଙ୍କା କରିଦେଇ ପାରୁଛନ୍ତି। ଏଭଳି ଦକ୍ଷତା ହାସଲ କରିବା ଅନ୍ୟ କାହା ପାଇଁ ଆଦୌ ସମ୍ଭବ ନୁହେଁ। ଆପଣ ପୂର୍ବରୁ ହୁଏତ ଅନ୍ୟ କୌଣସି ବ୍ୟକ୍ତିଙ୍କଠାରେ...
ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଯିଏ ସମସ୍ତଙ୍କ ପାଇଁ ପଠାଣି ସାମନ୍ତ, ଆଜି ତାଙ୍କର ଜନ୍ମଦିନ। ଓଡ଼ିଶାର ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ପଠାଣି ସାମନ୍ତ ଥିଲେ ଜଣେ ଜ୍ୟୋତିର୍ବିଦ ଓ ମହାନ ପଣ୍ଡିତ।
ଆଜିକାଲି ଯୁବକମାନେ ଇୟରଫୋନ୍ର ବ୍ୟବହାରକୁ ଏକ ଫ୍ୟାଶନ୍ ଭାବରେ ଗ୍ରହଣ କରିବାକୁ ପସନ୍ଦ କରନ୍ତି। ଆପଣ ଜାଣିଛନ୍ତି କି ଦୀର୍ଘ ସମୟ ଧରି ହେଡ୍ଫୋନ୍ କିମ୍ବା ଇୟରଫୋନ୍ ବ୍ୟବହାର କରିବା ଦ୍ୱାରା ଆପଣଙ୍କ କାନରେ କି ପ୍ରଭାବ ପକାଇଥାଏ? ଯଦି ଜାଣି ନାହାଁନ୍ତି, ତେବେ ଏହି ଖବରକୁ ଭଲ...
ଡିସେମ୍ବର ଅଧାରେ ଶୀତ ରାଜୁତି। ରାଜ୍ୟର ୪ ସ୍ଥାନରେ ୧୦ ଡିଗ୍ରୀ ତଳେ ରାତି ପାରଦ ୭.୨ ଡିଗ୍ରୀ ସହ ଜି. ଉଦୟଗିରି ସବୁଠୁ ଥଣ୍ଡା। ଟ୍ୱିନ୍ସିଟିରେ ୧୫ ଡିଗ୍ରୀରୁ କମ୍ ରାତି ତାପମାତ୍ରା। ଆଗାମୀ ୫ଦିନ ସ୍ଥିତି ଅପରିବର୍ତ୍ତିତ ରହିବା ପୂର୍ବାନୁମାନ
ଓଡ଼ିଶାର ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମପାସ୍’ ପକ୍ଷରୁ ଯୁବ କଥାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ୧୬ ବର୍ଷ ଧରି ପ୍ରଦାନ କରାଯାଇଆସୁଥିବା ‘ଟାଇମପାସ୍ ବୁକର ପୁରସ୍କାର’ ଚଳିତବର୍ଷ ଗାଳ୍ପିକା ମହାଶ୍ୱେତା ସାହୁଙ୍କୁ ତାଙ୍କ ଗଳ୍ପ ପାଣ୍ଡୁଲିପି ‘ଅକ୍ଟୋପସ୍ର ଆତ୍ମା’ ପାଇଁ ପ୍ରଦାନ କରାଯିବ।
OSSC PET ପଦବୀ ପାଇଁ ମନୋନୀତ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଏହି ପଦ ପାଇଁ ମୋଟ ୪୫୨ ଜଣ ପ୍ରାର୍ଥୀ ବିବେଚିତ ହୋଇଛନ୍ତି। ୮୪୧ ପଦବୀ ପାଇଁ ଏହି ଆବେଦନ ଗ୍ରହଣ କରାଯାଇଥିଲା। ଏହାର ଫଳାଫଳ PDF ଫର୍ମାଟରେ ପ୍ରକାଶିତ ହୋଇଛି ଏବଂ ଏଠାରେ ଏହାର ଲିଙ୍କ...