ଆଜି ଅର୍ଥାତ୍ ୧୫ ଜାନୁଆରୀ ଧାର୍ମିକ ମହତ୍ତ୍ୱ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଆଜି ଦେଶ ମକର ସଂକ୍ରାନ୍ତି ପର୍ବ ପାଳନ କରୁଛି। ଆଜି ମଧ୍ୟ ଭାରତ ପାଇଁ ଆଉ ଏକ ବିଶେଷ ଦିନ। ଆଜି ହେଉଛି ‘ଭାରତୀୟ ସେନା ଦିବସ’। ପ୍ରତିବର୍ଷ ୧୫ ଜାନୁଆରୀରେ ‘ଭାରତୀୟ ସେନା ଦିବସ’ ପାଳନ...
ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିକୁ ଖୁବ୍ ଧୂମଧାମ୍ରେ ପାଳନ କରାଯାଏ। ଏହି ଦିନ ଭାରତର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଉତ୍ସବ ଭାବେ ପାଳନ କରାଯାଏ। ଦକ୍ଷିଣ ଭାରତରେ ମକର ସଂକ୍ରାନ୍ତିକୁ ପୋଙ୍ଗଲ ପର୍ବ ଭାବେ ପାଳନ କରାଯାଏ। ଏହିଦିନ ସୂର୍ଯ୍ୟଙ୍କୁ ଉପାସନା କରାଯାଏ।
ଚଳିତ ବର୍ଷ ଆଜି ଅର୍ଥାତ ଜାନୁୟାରୀ ୧୫ରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କଲେ। ଏନେଇ ଆଜି ଦିନଟିକୁ ସାରା ଭାରତରେ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଏ। ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଯିବା ପ୍ରକ୍ରିୟାକୁ ସଂକ୍ରାନ୍ତି କୁହାଯାଏ।
ଭାରତୀୟ ରେଳବାଇରେ ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। ରେଳ ନିଯୁକ୍ତି ସେଲ୍ (RRC) ଉତ୍ତର-ପଶ୍ଚିମ ରେଳବାଇ, ଜୟପୁର ପାଇଁ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
୨୦୨୪ ଚଳଚ୍ଚିତ୍ର ଶିଳ୍ପ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ଏହାରି ଭିତରେ ଏମିତି ଏକ ମଲ୍ଟି ଷ୍ଟାରର ଫିଲ୍ମ ଅଛି ଯାହା ୨୦୦ କୋଟି ଟଙ୍କାରେ ନିର୍ମିତ ହେଉଛି। ସବୁଠାରୁ ବଡ କଥା ହେଲା ଦୀର୍ଗ ୧୨ ବର୍ଷ ଧରି ଲଗାତାର ଫ୍ଲପ୍ ଫିଲ୍ମ ଦେଉଥିବା ହିରୋଙ୍କୁ...
ଏକ ଭିଡିଓରେ ଶ୍ରୁତି ଏବଂ ଅକ୍ଷରାଙ୍କ ସହ ବଲିଉଡର ହୀ-ମ୍ୟାନ୍ ଧର୍ମେନ୍ଦ୍ର ନଜର ଆସିଛନ୍ତି। ଧର୍ମେନ୍ଦ୍ରଙ୍କୁ ଦେଖି ଉଭୟ ଭଉଣୀ ହଠାତ୍ ମଞ୍ଚରୁ ଦୌଡ଼ି ପଳେଇଥିଲେ। କିଛି ଲୋକ ଏହି ଭିଡିଓରେ ମଜାଳିଆ ପ୍ରତିକ୍ରିୟା ଦେଉଥିବାବେଳେ କେହି କେହି ଉଭୟ ଭଉଣୀଙ୍କୁ ଖୁବ ପ୍ରଶଂସା କରୁଛନ୍ତି।
ଭଗବାନ ରାମ ହେଉଛନ୍ତି ଏ ଜାତିରେ ପ୍ରାଣ ଆଉ ପରମ୍ପରା ମଧ୍ୟ। ଏ ସମାଜ ରାମଙ୍କ ଠାରୁ ଜଣେ ଭାଇର ଭଲ ପାଇବା, ଜଣେ ପୁତ୍ରର କର୍ତ୍ତବ୍ୟ, ଜଣେ ପତିର ପ୍ରେମ, ଜଣେ ବନ୍ଧୁର ପ୍ରତିଶ୍ରୁତି, ଜଣେ ରାଜାର ପ୍ରଜା ବତ୍ସଲ୍ୟ ଶିଖିପାରିବ। ଭଗବାନ ରାମଙ୍କୁ ନେଇ ରହିଛି...
ଆପଣ ଯଦି ୟୁରିକ୍ ଏସିଡ୍ ସମସ୍ୟାରେ ପିଡୀତ ତେବେ ଏହି ଖବର ଆପଣଙ୍କ ପାଇଁ ସ୍ୱତନ୍ତ୍ର। ଆଜି ଆମେ ଆପଣଙ୍କୁ ଏପରି ଏକ ଆୟୁର୍ବେଦିକ ଔଷଧ ବିଷୟରେ କହିବାକୁ ଯାଉଛୁ, ଯାହାକୁ ବ୍ୟବହାର କରି ବିନା ଖର୍ଚ୍ଚରେ ଆପଣ ୟୁରିକ୍ ଏସିଡ୍କୁ ସ୍ୱାଭାବିକ କରିପାରିବେ।
ଆଜିର ସମୟରେ ଖାଲି ବଡ ମଣିଷ ନୁହେଁ, ପିଲାମାନେ ମଧ୍ୟ ସଚେତନ ହେବା ଜରୁରୀ ହୋଇପଡିଛି। କେବଳ ଘର ଭିତରେ ନୁହେଁ ଘର ବାହାରେ ମଧ୍ୟ ପିଲାମାନଙ୍କର ସୁରକ୍ଷା ନିଶ୍ଚିତ କରିବା ଜରୁରୀ। ତେବେ ଆସନ୍ତୁ ଆମ ପିଲାଙ୍କୁ ଜଣେଇବା ଏହି ୫ ସଡକ ସୁରକ୍ଷା ନିୟମ।
ଆପଣ ଯଦି ଦଶମ ପାଶ୍ କରି ଭାରତୀୟ ସେନାରେ ଚାକିରି କରିବାକୁ ଚାହାନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ସେନା ନିକଟରେ MTS, ଫାୟାରମ୍ୟାନ୍, କୁକ୍ ଆଦି ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
ବାଣିଜ୍ୟ ବିଶ୍ଳେଷକ ମନୋବାଲା ବିଜୟବାଲାନ ‘ଗୁଣ୍ଟୁର କରାମ’ର ପ୍ରଥମ ଦିନର ବକ୍ସ ଅଫିସ ରୋଜଗାରକୁ ଶେୟାର୍ କରିଛନ୍ତି। ସେ X ରେ ଶେୟାର୍ କରି ଏହାର କ୍ୟାପ୍ସନ୍ରେ ‘ଗୁଣ୍ଟୁର କାରମ’ ବର୍ଷର ସବୁଠାରୁ ବଡ ଓପେନିଂ ବୋଲି ଲେଖିଛନ୍ତି।
ସଙ୍ଗୀତ ଶିଳ୍ପ ସହିତ ଜଡିତ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଭେଟେରାନ ଗାୟକ ପ୍ରଭା ଆତ୍ରେ ଆଜି ସକାଳେ ଦେହାନ୍ତ କରିଛନ୍ତି। ସେ ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି।
ରାଣୀଙ୍କ ଭାରତ 'ଦୁନିଆର ସର୍ବୋତ୍ତମ ଚଳଚ୍ଚିତ୍ର ନିର୍ମାଣ କରେ' ପ୍ରତିକ୍ରିୟାରେ X ରେ ହେଲେ ଟ୍ରୋଲ୍। ଲୋକେ ଯାହା ପାଇଲେ ତାହା କହିଲେ। ଜାଣନ୍ତୁ କ’ଣ କହିଲେ ୟୁଜର୍।
ଓଡ଼ିଶାରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଓଡ଼ିଶା ଷ୍ଟାଫ୍ ସିଲେକସନ କମିଶନ (OSSC) ଏକ ନୂଆ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ କଟକ ଠାରେ ଏକ୍ସାଇଜ୍ କମିଶନର ଏକ୍ସାଇଜ୍ ସବ୍ ଇନ୍ସପେକ୍ଟର ପଦ ପୂରଣ ହେବ।
ଶ୍ମଶାନ ଘାଟରେ ଅଜବ ଘଟଣା। ଶବଦାହ ସମୟରେ ଉତ୍ସବର ଦୃଶ୍ୟ। ବାପାଙ୍କ ଅନ୍ତିମ ସଂସ୍କାର ସମୟରେ ଅନ୍ତିମ ଭେଟି ଭାବରେ ପୁଅ ମଦ ଅର୍ପଣ କରିଛି। ଖାଲି ମଦ ନୁହେଁ ଏହା ସହିତ ବନାରସ ପାନ ଆଉ ବିଡି ମଧ୍ୟ ଅର୍ପଣ କରାଯାଇଛି।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫିଲ୍ମର ନାମ ଟ୍ରେଣ୍ଡ୍ ହେଉଛି, ଯାହାକୁ ପ୍ରଶଂସକମାନେ ବ୍ଲକ୍ବଷ୍ଟର ବୋଲି କହୁଛନ୍ତି। ଏହି ଚଳଚ୍ଚିତ୍ରଟି ହେଉଛି ‘ହନୁମାନ’, ଯାହା ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ପାଉଛି। ଅନେକ ଲୋକ ଏହାକୁ ଆଦିପୁରୁଷ ସହିତ ତୁଳନା କରୁଥିବା ଦେଖାଯାଏ।
ଆଉ କିଛି ଦିନ ପରେ ହେବ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା। ‘ରାମାୟଣ’ରେ 'ଲକ୍ଷ୍ମଣ' ଭୂମିକାରେ ଅଭିନୟ କରିଥିବା ସୁନୀଲ ଲାହିର୍ଙ୍କୁ ଏହି ମହାନ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ମିଳିନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ। କିନ୍ତୁ ଏହି ଭବ୍ୟ କାର୍ଯ୍ୟକ୍ରମ ପୂର୍ବରୁ ତାଙ୍କୁ ନିମନ୍ତ୍ରଣ ମିଳିଯାଇଛି।
ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀକୁ 'ଜାତୀୟ ଯୁବ ଦିବସ' ଭାବେ ପାଳନ କରାଯାଏ, ଯିଏ କି କୋଟି କୋଟି ଯୁବକମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କୁହାଯାଏ। ସ୍ୱାମୀ ବିବେକାନନ୍ଦ କେବଳ ଭାରତରେ ନୁହେଁ ନିଜ ବିଚାର ପାଇଁ ସେ ସମଗ୍ର ବିଶ୍ୱରେ ସ୍ମରଣୀୟ।
ଅନେକ ଯୁବକ ସ୍ୱାମୀ ବିବେକାନନ୍ଦ ଠାରୁ ପ୍ରେରଣା ପାଇଁ ଆଜି ବହୁତ ଉଚ୍ଚକୁ ଯାଇପାରିଛନ୍ତି। ଆଜି ବି ଭାରତରେ ଏପରି ଅନେକ ଯୁବକ ଅଛନ୍ତି, ଯେଉଁମାନେ ଖୁବ୍ କମ୍ ବୟସରେ ନିଜ ପ୍ରତିଭା ଆଧାରରେ ନିଜର ପରିଚୟ ସୃଷ୍ଟି କରି ଦେଶ ପାଇଁ ଗୌରବ ଆଣିଛନ୍ତି। ଆସନ୍ତୁ ସେମାନଙ୍କୁ...
ଦିନକୁ ଦିନ ସଡକ ସୁରକ୍ଷାର ଚିନ୍ତା ବଢି ଚାଲିଛି। ଘରୁ ରାସ୍ତାକୁ ପାଦ କାଢ଼ିବାକୁ ଭୟ ଲାଗୁଛି। ଜଣା ନାହିଁ କେତେବେଳେ କ’ଣ ହେବ। ଆଜିର ଦିନରେ ସଡକ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ ହେବା ଜରୁରୀ। ଆସନ୍ତୁ ଜାଣିବା ସଡକ ସୁରକ୍ଷାକୁ ବଢାଇବାର ୬ଟି ଉପାୟ।