ସାରଳା ଦାସଙ୍କ ‘ମହାଭାରତ’ର ବନ ପର୍ବରେ ଅର୍କକ୍ଷେତ୍ର ବିଷୟରେ ଉଲ୍ଲେଖ ଅଛି ଯେ ମକର ମାସ ଅର୍ଥାତ ପବିତ୍ର ମାଘ ସପ୍ତମୀ ତିଥିରେ ସୂର୍ଯ୍ୟଦେବ ‘ଅର୍କ’ ନାମକ ଏକ ଦୈତ୍ୟକୁ ପାତାଳକୁ ଚାପିଦେଇଥିଲେ। ଏହା ପରେ ଏହି କ୍ଷେତ୍ର ଅର୍କକ୍ଷେତ୍ର ଭାବେ ପରିଚିତ ହୋଇଥିଲା।
ଚାଲିବାର ଲାଭ ଆପଣ ନିଶ୍ଚୟ ଜାଣିଥିବେ। ଆପଣ କେବଳ ଆଗୁଆ ଚାଲିବା ବିଷୟରେ ଜାଣିଥିବେ । କିନ୍ତୁ, ଆପଣ ପଛୁଆ ଚାଲିବାର ଲାଭ ଜାଣିଛନ୍ତି କି? ପଛୁଆ ଚାଲିବା ହେଉଛି ସର୍ବୋତ୍ତମ କାର୍ଡିଓ ୱାର୍କଆଉଟ୍। ୧୦-୨୦ ମିନିଟ୍ ପାଇଁ ପଛୁଆ ଚାଲି ମାନସିକ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିଥାଏ।
ଯେଉଁମାନେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ କ୍ୟାରିୟର କରିବାକୁ ସ୍ୱପ୍ନ ଦେଖନ୍ତି ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ସ୍ୱତନ୍ତ୍ର କ୍ୟାଡର ଅଧିକାରୀ(SCO) ପଦବୀ ସହିତ ଅନ୍ୟାନ୍ୟ ମ୍ୟାନେଜର ପୋଷ୍ଟ୍...
ନୀତେଶ ତିୱାରୀଙ୍କ ଫିଲ୍ମ 'ରାମାୟଣ' ଦୀର୍ଘ ଦିନ ଧରି କାଷ୍ଟିଂକୁ ନେଇ ଚର୍ଚ୍ଚା ସୃଷ୍ଟି କରିଆସୁଛି। ଫିଲ୍ମରେ ପ୍ରଭୁ ରାମ, ମାତା ସୀତା, ହନୁମାନ ଓ ରାବଣ ଭୂମିକାରେ ଅଭିନେତା ଚୟନ ସରିଥିବା ବେଳେ ବର୍ତ୍ତମାନ ଅଯୋଧ୍ୟା ନରେଶ ଦଶରଥ ଭୂମିକାରେ ଯାହାଙ୍କ ନାଁ ଚୟନ ହୋଇଛି ତାହା...
ଭାରତର ଇତିହାସରେ ସବୁଠାରୁ ଖରାପ ଦିନ ଥିଲା ଗୋଟିଏ ୧୪ ଫେବୃଆରୀ। ଏହି ଦିନ ମନେପକେଇ ଦିଏ ଜାମ୍ମୁ-କାଶ୍ମୀରରେ ହୋଇଥିବା ଏକ ଦୁଃଖଦ ଘଟଣା। ଏହି ଦିନ CRPF କର୍ମଚାରୀଙ୍କ ସେନା ଗାଡି ଉପରେ ହୋଇଥିଲା ଭୟଙ୍କର ଆକ୍ରମଣ। ସେବେଠାରୁ ଭାରତରେ ଏହି ଦିନକୁ କଳା ଦିବସ...
୧୯୯୦ ଶତାବ୍ଦୀର ଶେଷ ଦଶନ୍ଧିର ଶେଷ ଭାଗରେ, ଜଣେ ମହିଳା ନେତା ଲୋକସଭାରେ ନିଜର ଶକ୍ତିଶାଳୀ ଭାଷଣ ଦେଇ ଲୋକଙ୍କୁ ପ୍ରଭାବିତ କରୁଥିବା ଦେଖାଯାଇଥିଲା। ସେ ଆଉ କେହି ନୁହନ୍ତି, ଦେଶର ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ। ଆଜି ଦିନଟି ଏହି ମହିୟଷୀଙ୍କୁ ସ୍ମରଣ କରିବାକୁ...
ଓଡ଼ିଶାରେ ରହି ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ବ୍ରୋଡ୍କାଷ୍ଟ ଇଞ୍ଜିନିୟରିଂ କନ୍ସଲ୍ଟାଣ୍ଟ ଇଣ୍ଡିଆ ଲିମିଟେଡ୍ (BECIL) ଭୁବନେଶ୍ୱର ନିକଟରେ ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ରେଡିଓର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୧୩ ଫେବୃଆରୀରେ ‘ବିଶ୍ୱ ରେଡିଓ ଦିବସ’ ପାଳନ କରାଯାଏ। ଆଜି ବି ଏମିତି ଅନେକ ଦେଶ ଅଛି ଯେଉଁ ଏହା ସୂଚନା ପ୍ରଦାନର ମୂଳ ଉତ୍ସ ହୋଇରହିଛି।
ସେ ଥିଲେ ଭାରତର ନାଇଟିଙ୍ଗେଲ, ଯିଏ ସରୋଜିନୀ ନାଇଡୁ ଭାବେ ଜଣାଶୁଣା। ୧୩ ଫେବୃଆରୀ ୧୮୭୯ ରେ ହାଇଦ୍ରାବାଦରେ ସେ ଜନ୍ମଗ୍ରହଣ କରିଥିଲେ। ସରୋଜିନୀ ନାଇଡୁ ଜଣେ ସ୍ୱାଧୀନତା ସଂଗ୍ରାମୀ, କବି ତଥା ଦେଶର ପ୍ରଥମ ମହିଳା ରାଜ୍ୟପାଳ ଥିଲେ। ଆଜି ତାଙ୍କର ଜନ୍ମ ବାର୍ଷିକୀ।
ଏମିତି କିଛି ଜିନିଷ ଅଛି ଯାହାକୁ ପୁଅମାନେ ମନେ ରଖିବା ଉଚିତ। ତାହା ଏମିତି କ’ଣ ଯାହାକୁ ଦେଖି ଝିଅମାନେ ପୁଅମାନଙ୍କୁ ଖୁବ୍ ପସନ୍ଦ କରନ୍ତି। ଆସନ୍ତୁ ସେସବୁ ବିଷୟରେ ଜାଣିନେବା ଯାହାକୁ ପ୍ରାୟ ଝିଅମାନେ କୁହନ୍ତି।
ପ୍ରତ୍ୟେକ ଶିକ୍ଷିତ ଯୁବକ କିଛି ନା କିଛି ଚାକିରି କରିବାକୁ ଚାହାନ୍ତି। ଏଥିପାଇଁ ଅନେକ ସୋପାନ ଦେଇ ଯିବାକୁ ହୁଏ। ସେଥି ମଧ୍ୟରୁ ଗୋଟିଏ ସୋପାନ ହେଲା ସାକ୍ଷାତକାର। ପ୍ରାୟ ନୂଆ ନୂଆ ପ୍ରାର୍ଥୀମାନ ସାମ୍ନା ସାମ୍ନି ସାକ୍ଷାତକାରକୁ ଭୟ କରନ୍ତି। ତେବେ ଆସନ୍ତୁ ଏମିତି ୫ଟି ପ୍ରଶ୍ନ...
ଯେପରି ପ୍ରଭୁ ଶଙ୍କରଙ୍କ ବାହନ ନନ୍ଦୀ, ବିଷ୍ଣୁଙ୍କ ଗରୁଡ, କାର୍ତ୍ତିକେୟଙ୍କ ମୟୂର, ଦୁର୍ଗାଙ୍କ ସିଂହ ଏବଂ ଶ୍ରୀଗଣେଶଙ୍କ ବାହନ ମୂଷା, ସେହିପରି ସରସ୍ୱତୀଙ୍କ ବାହନ ହେଉଛି ହଂସ। ତେବେ ଦେବୀ ସରସ୍ୱତୀଙ୍କ ବାହନ ଭାବେ ହଂସକୁ କାହିଁକି ନିଆଯାଏ ଆସନ୍ତୁ ଜାଣିବା।
ଶାସ୍ତ୍ରରେ ଦେବୀ ସରସ୍ୱତୀଙ୍କ ମହିମା ବିଷୟରେ ଅନେକ ବର୍ଣ୍ଣନା କରାଯାଇଛି। ସେମିତି ଏକ କାହାଣୀ ଅନୁସାରେ ମା’ ସରସ୍ୱତୀ ନିଜ ପିତା ବ୍ରହ୍ମାଙ୍କୁ ଅଭିଶାପ ଦେଇଥିଲେ ଯେ ତାଙ୍କୁ କେହି ବି ପୂଜା କରିବେ ନାହିଁ। ଦେବୀ କାହିଁକି ଏଭଳି ଅଭିଶାପ ଦେଲେ ଆସନ୍ତୁ ଜାଣିବା।
ଆପଣ ସମସ୍ତେ ନିଶ୍ଚିତ ଭାବରେ ମା’ ସରସ୍ୱତୀଙ୍କ ହାତରେ ବୀଣା ଦେଖିଥିବେ। ଏପରି ପରିସ୍ଥିତିରେ, ସମସ୍ତଙ୍କ ମନରେ ନିଶ୍ଚିତ ଏହି ପ୍ରଶ୍ନ ଉଠିଥିବ ଯେ ମା’ ସରସ୍ୱତୀ କାହିଁକି ବୀଣାକୁ ତାଙ୍କ ହାତରେ ଧାରଣ କଲେ ଏତେ ବାଦ୍ୟଯନ୍ତ୍ର ଥାଉ ଥାଉ। ତେବେ ଆସନ୍ତୁ ସେ ବିଷୟରେ ଜାଣିବା।
ଏବେ ଆଇଆଇଟି(IIT)ରେ ପଢିବାର ସ୍ୱପ୍ନ ପୂରଣ ହେବ। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମାଡ୍ରାସ (IIT Madras) ଏହି ସୁଯୋଗ ନେଇଆସିଛି। କେତେକ ପଦବୀରେ ନିଯୁକ୍ତି କରିବା ନେଇ IIT Madras ଏକ ବିଜ୍ଞପ୍ତି ପ୍ରକାଶ କରିଛି।
କପିଲ ଶର୍ମା ଶୋ’ ପୁଣି ଥରେ ଦର୍ଶକଙ୍କୁ ହସେଇବାକୁ ପ୍ରସ୍ତୁତ। ଏଥର ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କ ସହକର୍ମୀଙ୍କ ସହ ଟିଭିରେ ନୁହେଁ ବରଂ OTT ରେ ପାଦ ଦେବାକୁ ଯାଉଛନ୍ତି। କପିଲ ଶର୍ମା ଏବଂ କୃଷ୍ଣା ଅଭିଷେକଙ୍କ ସହ କପିଲଙ୍କ ପୁରୁଣା ସାଥୀ ସୁନୀଲ...
ମାଘ ମାସର ଶୁକ୍ଳ ପକ୍ଷର ବସନ୍ତ ପଞ୍ଚମୀରେ ଜ୍ଞାନର ଦେବୀ ମାତା ସରସ୍ୱତୀ ଅବତାର ଗ୍ରହଣ କରିଥିଲେ। ତାଙ୍କ ସୃଷ୍ଟି ପଛରେ ରହିଛି ଅନେକ କାହାଣୀ। ଆସନ୍ତୁ ଜାଣିବା।
ଫିଲ୍ମରେ ରଜନୀକାନ୍ତ ଥିବେ ଆଉ ସେ ଫିଲ୍ମ ଚାଲିବ ନାହିଁ, ଏହା ପ୍ରାୟ ଦେଖାଯାଏ ନାହିଁ। ଲୋକଙ୍କ ମନରେ ଥିବା ଏହି ଭାବନା ଏବେ କିନ୍ତୁ ଭୁଲ ପ୍ରମାଣିତ ହୋଇଛି। ଆଉ ବୋଧେ କାମ ଦେଉନି ତାଙ୍କ ଅଭିନୟର ଜାଦୁ। କାରଣ ଏହି ଫିଲ୍ମ ରିଲିଜ୍ ହେବାର ୩...
ଦେବୀ ସରସ୍ୱତୀଙ୍କୁ ନେଇ ଅନେକ ସମୟରେ ମନରେ ଅନେକ ପ୍ରଶ୍ନ ଆସେ। ଯେପରିକି ସେ କାହିଁକି ବିଦ୍ୟାର ଦେବୀ, ତାଙ୍କର ଅନ୍ୟ ନାମ କ’ଣ, ସେ କାହାକୁ ବିବାହ କରିଥିଲେ ଏମିତି ଅନେକ କିଛି। ଆପଣଙ୍କ ମନରେ ଯଦି ଏଭଳି କିଛି ପ୍ରଶ୍ନ ଆସୁଥାଏ ତେବେ ଆସନ୍ତୁ ଏହାର...
ଡ୍ରାଏ ଫ୍ରୁଟ୍ସ କେବଳ ପିଲାର ରୋଗ ପ୍ରତିରୋଧକ ଶକ୍ତି ବଢାଏ ନାହିଁ ବରଂ ତାଙ୍କ ମସ୍ତିଷ୍କ ବିକାଶରେ ମଧ୍ୟ ସାହାଯ୍ୟ କରେ। ସେମାନେ କିଛି ଜିନିଷ ଉପରେ ଭଲଭାବେ ଧ୍ୟାନ ଦେବାକୁ ସକ୍ଷମ ହୋଇପାରନ୍ତି। ତେବେ ଆସନ୍ତୁ ଜାଣିବା ପିଲାମାନଙ୍କ ମସ୍ତିଷ୍କକୁ ଉନ୍ନତ କରିବା ପାଇଁ ଆପଣ ସେମାନଙ୍କ...