ଜାଭେଦ ଅଖତର ନିକଟରେ ମହାରାଷ୍ଟ୍ରର ଔରଙ୍ଗାବାଦରେ ଆୟୋଜିତ ଅଜନ୍ତା-ଏଲୋରା ଫେଷ୍ଟିଭାଲକୁ ଆସିଥିଲେ ଏବଂ ଏହି ସମୟରେ ସେ ଶ୍ରୀରାମ ମନ୍ଦିର ଉପରେ ନିଜର ମତ ରଖିଛନ୍ତି। ଅଯୋଧ୍ୟା ମନ୍ଦିର ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ସେ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।
ଭାରତୀୟ ସେନାରେ କାମ କରିବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ଏହି ଖବର। ଯଦି ବେରୋଜଗାର ଯୁବକମାନେ ସେନାରେ ଯୋଗଦେଇ ଦେଶ ସେବା କରିବାର ପଥରେ ଆଗକୁ ବଢିବାକୁ ଚାହାଁନ୍ତି, ତେବେ ଏହା ସେମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ।
ଆଜିକାଲି ଅଧିକାଂଶ ଲୋକ କାଜୁ ଖାଉଛନ୍ତୁ ସତ, କିନ୍ତୁ ଏହାକୁ ଖାଇବାର ସଠିକ୍ ଉପାୟ ଜାଣି ନ ଥିବାରୁ ସେମାନେ ଏହାର ଠିକ ଲାଭ ପାଇପାରୁ ନାହାନ୍ତି। କାଜୁ ଖାଇବାର ୪ଟି ଉପାୟ ଅଛି, ଯାହା ଦ୍ୱାରା ହାଡ ହୋଇଯିବ ପୂରା ମୁଜଭୁତ। ଆସନ୍ତୁ ସେ ବିଷୟରେ ଜାଣିବା।...
ଆମେରିକାରେ ବିମାନ ଦୁର୍ଘଟଣାରେ ଜର୍ମାନ ଜନ୍ମିତ ହଲିଉଡ୍ ଅଭିନେତା ଖ୍ରୀଷ୍ଟିଆନ ଓଲିଭରଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ତାଙ୍କର ଦୁଇ ଝିଅ ମଧ୍ୟ ପ୍ରାଣ ହରାଇଛନ୍ତି। ଅଭିନେତାଙ୍କ ଛୋଟ ବିମାନଟି ଉଡ଼ାଣ ପରେ ତୁରନ୍ତ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଚୀନ୍ର ଏକ ସହରରେ ଚାଲୁଛି ସ୍ମାର୍ଟ ଟ୍ରେନ୍। ଏହି ଟ୍ରେନ୍ କୌଣସି ଟ୍ରାକ୍ରେ ନୁହେଁ ବରଂ ରାସ୍ତାରେ ଚାଲୁଛି। ଦେଶର ଝୁଝୁଓ ପ୍ରଦେଶରେ ଏହି ଟ୍ରେନ୍ ଚାଲୁଛି। ଏହି ରେଳ ବ୍ୟବସ୍ଥାର ନାମ ହେଉଛି 'ସ୍ୱୟଂଶାସିତ ରେଳ ରାପିଡ୍ ଟ୍ରାଞ୍ଜିଟ୍' (ART)। ତିନୋଟି ବଗିର ଏହି ଟ୍ରେନରେ ପ୍ରାୟ...
ଆଜିର ବ୍ୟସ୍ତବହୁଳ ଜୀବନରେ ଚାପ ଏକ ସାଧାରଣ ସମସ୍ୟା ପାଲଟିଯାଇଛି। ସେ ପିଲା ହୁଅନ୍ତୁ କି ଯୁବକ କିମ୍ବା ବୃଦ୍ଧ ଯେକୌଣସି ବୟସର ବ୍ୟକ୍ତି ଚାପର କବଳକୁ ଆସିପାରନ୍ତି। ତେବେ ଆସନ୍ତୁ ଚାପର ବିଭିନ୍ନ ଲକ୍ଷଣ ଓ ଏହାର ନିରାକରଣ ବିଷୟରେ ଜାଣିନେବା।
ବର୍ତ୍ତମାନ ଦର୍ଶକଙ୍କ ଆଖି ନୂଆବର୍ଷ ଅର୍ଥାତ୍ ୨୦୨୪ ବର୍ଷ ଉପରେ ରହିଛି। ଦର୍ଶକମାନେ ଉତ୍ସାହର ସହିତ ଚାହିଁ ବସିଛନ୍ତି ଯେ ଏହି ବର୍ଷ କିପରି ଚମତ୍କାର କରିବ ଏବଂ କେଉଁ ଦକ୍ଷିଣ ଭାରତୀୟ ଫିଲ୍ମ ପ୍ରେକ୍ଷାଳୟକୁ ଆସିବ। ରିଲିଜ୍ ଅପେକ୍ଷାରେ ଅଛି ୧୦ଟି ମୁଭି ।
ଆଜିର ପ୍ରତିଯୋଗିତାମୂଳକ ଯୁଗରେ କିଏ ବା ନିଜ ପିଲାମାନଙ୍କୁ ସ୍ମାର୍ଟ ଓ ବୁଦ୍ଧିମାନ କରିବାକୁ ନ ଚାହେଁ। ଆପଣ ଯଦି ନିଜ ପିଲାଙ୍କୁ ବୁଦ୍ଧିମାନ କରିବାକୁ ଚାହାନ୍ତି ତେବେ ଏହି ଟିପ୍ସ ଉପରେ ନଜର ପକାନ୍ତୁ।
ଅନେକ ଲୋକ ଅଛନ୍ତି ଯେଉଁମାନେ ଖରାପ ମନ୍ତବ୍ୟ ଶୁଣି ହଠାତ୍ ପ୍ରତିକ୍ରିୟା କରନ୍ତି ଏବଂ ଆକ୍ରମଣାତ୍ମକ ହୋଇପଡନ୍ତି। ପରେ କିନ୍ତୁ ପରିସ୍ଥିତି ଅଣାୟତକୁ ଚାଲିଯାଏ। ତେବେ ଏଭଳି ପରିସ୍ଥିତିରେ କିପରି ରଖିବେ ନିଜ ଉତ୍ତର ଆସନ୍ତୁ ଜାଣିବା।
ଆଜିର ଦିନରେ ୨୦ରୁ ୩୦ ବର୍ଷର ଯୁବକମାନେ ମଧ୍ୟ ହୃଦ୍ଘାତ ଭଳି ପ୍ରମୁଖ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଯୁବକମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେଉଥିବା ଦେଖାଯାଏ। ତେବେ କିପରି ହୃଦ୍ଘାତକୁ ରୋକାଯାଇପାରିବ ଆସନ୍ତୁ ସେ ବିଷୟରେ ଜାଣିବା।
ଆକ୍ସନ୍ ଏବଂ ଡ୍ରାମାରେ ଭରପୂର ‘ସାଲାର : ପାର୍ଟ୍ ୧’ ବକ୍ସ ଅଫିସରେ ସଫଳତାର ଏକ ଉଦାହରଣ ସୃଷ୍ଟି କରିଛି ଏବଂ ରୋଜଗାରରେ ସାରା ବିଶ୍ୱରେ ୬୫୦ କୋଟି ଟଙ୍କା ଅତିକ୍ରମ କରିଛି। ବଡ଼ ପରଦାରେ ଦର୍ଶକମାନେ ଏହି ଆକ୍ସନ୍ ମନୋରଞ୍ଜନକୁ ଖୁବ ଉପଭୋଗ କରୁଥିବାବେଳେ ସେମାନେ ‘ସାଲାର୍...
BEL ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମେକାନିକାଲ୍ ଇଂଜିନିୟରିଂ, ସିଭିଲ୍ ଇଂଜିନିୟରିଂ, କମ୍ପ୍ୟୁଟର ଇଂଜିନିୟରିଂ, କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରୋନିକ୍ସ ଆଦି କ୍ଷେତ୍ରରେ ଅନେକ ପଦବୀ ପୂରଣ ହେବ।
ପ୍ରତିବର୍ଷ ୪ ଜାନୁଆରୀରେ ଆନ୍ତର୍ଜାତୀୟ ସ୍ତରରେ ‘ବିଶ୍ୱ ବ୍ରେଲି ଦିବସ’ ପାଳନ କରାଯାଏ। ନେତ୍ରହୀନ ଲୋକଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ, କାରଣ ଏହି ଦିନ ସେମାନଙ୍କ ଜୀବନରେ ଆଲୋକ ଆଣିଥିବା ଲୁଇସ୍ ବ୍ରେଲି ଜନ୍ମ ନେଇଥିଲେ।
OSSSC ନିକଟରେ RI, ARI, Amin, SFS, ICDS ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ପ୍ରାର୍ଥୀମାନେ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୨୮୦୦ ରୁ ଅଧିକ ପଦବୀ ପୂରଣ ହେବ।
ଆମୀର ଖାନଙ୍କ ଘରେ ଆଜି ବାଜୁଛି ଶାହାନାଇ। ତାଙ୍କର ପ୍ରିୟ ଝିଅ ଆୟରା ଖାନ୍ ଆଜି ବିବାହ କରୁଛନ୍ତି। ଆୟରା ତାଙ୍କ ବାପାଙ୍କ ଫିଟ୍ନେସ୍ କୋଚ୍ ନୁପୁର ଶିଖରେଙ୍କୁ ତାଙ୍କ ଜୀବନସାଥୀ ଭାବରେ ବାଛିଛନ୍ତି। ତେବେ ନୁପୁର କିଏ? ସେ ଏବଂ ଆୟାରଙ୍କ ପ୍ରେମ କାହାଣୀ କିପରି ଆରମ୍ଭ...
ଅଯୋଧ୍ୟାରେ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖ୍ଲିଆ ଉତ୍ସାହିତ ହେବା ସହ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି। ଏଠାରେ କିଛି ବ୍ୟତିକ୍ରମକୁ ଉପଲବ୍ଧି କରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି। ଜାଣନ୍ତୁ ସେ କ’ଣ କହିଛନ୍ତି…
ଯେତେବେଳେ ଆକାଶରେ ଶଙ୍କରଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ଅଦ୍ଭୁତ ଭାବରେ ପ୍ରକାଶ ପାଇଥିଲା ଦର୍ଶକଙ୍କ ମନରେ ଭକ୍ତିର ଲହରୀ ଖେଳିଯିବା ସହିତ ସମସ୍ତେ ରୋମାଞ୍ଚିତ ହୋଇପଡିଥିଲେ ଏବଂ ପାଟିରୁ ବାହାରି ପଡିଥିଲା ‘ହର ହର ମହାଦେବ’। ଦେଖନ୍ତୁ ଏହି ଭିଡିଓ।
ଆଜିର ଅସନ୍ତୁଳିତ ଜୀବନଶୈଳୀ ଯୋଗୁଁ ପ୍ରାୟ ସମସ୍ତେ ଏକ ଅସୁସ୍ଥ ଶରୀର ସହିତ ଏକ ଅସନ୍ତୁଳିତ ମନ ନେଇ ଜୀବନ ଜୀଉଛନ୍ତି। ଏନେଇ ସଚେତନତା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁଆରୀ ୩ ତାରିଖରେ ‘ଆନ୍ତର୍ଜାତୀୟ ମନ-ଶରୀର କଲ୍ୟାଣ ଦିବସ’ ପାଳନ କରାଯାଏ। ଏହି ଦିନ କ’ଣ କରିବେ ଜାଣନ୍ତୁ…
ଓଡ଼ିଶା ଜନସେବା ଆୟୋଗ(OPSC) PGT ବା ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ମୋଟ୍ ୧୩୭୫ ଖାଲି ପଦବୀ ପୂରଣ ହେବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି।
ଗାୟିକା ଚିନ୍ମୟୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ଶେୟାର କରି କମଲ୍ ହାସନ୍କୁ ଟାର୍ଗେଟ୍ କରିଛନ୍ତି। ଏଥିରେ ସେ ‘ମି ଠୁ’ କଥା ଉଠେଇଛନ୍ତି। କମଲ୍ ହାସନ୍କୁ ଏମିତି କହିଛନ୍ତି ଚିନ୍ମୟୀ।