• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

mysterious death of lal bahadur shastri
Lal Bahadur Shastri Death Anniversary: କିପରି ହେଲା ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଦେହାନ୍ତ…

ଆଜି ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପୁଣ୍ୟତିଥି। ତେବେ ଶାସ୍ତ୍ରୀଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଥିଲା ତାହା ଏପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି। ତେବେ ଆଜି ତାଙ୍କ ପୁଣ୍ୟତିଥି ଅବସରରେ ଆସନ୍ତୁ ଶାସ୍ତ୍ରୀଙ୍କ ସହିତ ଜଡିତ କିଛି ରୋଚକ ତଥ୍ୟ ବିଷୟରେ ନଜର ପକେଇ ନେବା।

Nayanthara film annapoorani allegedly insulting lord ram and promoting love jihad
ସାଉଥ୍ ଫିଲ୍ମରେ ଭଗବାନ ରାମଙ୍କୁ ଅପମାନ; ତାତିଲା ହିନ୍ଦୁ ସେବା ପରିଷଦ

ସାଉଥ୍ ଫିଲ୍ମ 'ଅନ୍ନପୂରନୀ' ପ୍ରଭୁ ଶ୍ରୀରାମଙ୍କୁ ଅପମାନିତ କରିବା ଏବଂ ହିନ୍ଦୁ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ମୁମ୍ବାଇ ପରେ ପୁଣି ଥରେ ଫିଲ୍ମ କାଷ୍ଟ୍‌ ଏବଂ ନିର୍ମାତା-ନିର୍ଦ୍ଦେଶକ ଧାର୍ମିକ ଭାବନାକୁ ଆଘାତ କରିବା ଏବଂ ଲଭ୍ ଜିହାଦକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି।

muslim actor raja ali murad statement before ayodhya ram mandir
ମୁସଲମାନ ଅଭିନେତା କହିଲେ, “ମୁଁ ଆଜି ଯାହା କିଛି ହୋଇଛି ପ୍ରଭୁ ଶ୍ରୀରାମଙ୍କ ପାଇଁ”

ବର୍ତ୍ତମାନ ଭାରତୀୟ ସିନେମା ଅଭିନେତା ରଜା ଅଲି ମୁରାଦ ମଧ୍ୟ ପ୍ରଭୁ ରାମଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ପ୍ରକାଶ କରିଛନ୍ତି। ତାଙ୍କ ନାମ ସହିତ ରାମଙ୍କ ନାମ ଜଡିତ ବୋଲି ସେ କହିଛନ୍ତି।

SSB Odisha TGT Recruitment Apply for 2064 posts
SSB Odisha TGT Recruitment: ଓଡ଼ିଶାରେ ଶିକ୍ଷକ ପଦବୀ ପାଇଁ ଚାଲିଛି ଆବେଦନ; ସୁଯୋଗ ହାତଛଡା କରନ୍ତୁ ନାହିଁ

ଓଡ଼ିଶାରେ ଶିକ୍ଷକ ଚାକିରି କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ରାଜ୍ୟ ଚୟନ ବୋର୍ଡ(SSB), ଓଡିଶା TGT ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। । ଏହି ନିଯୁକ୍ତି ପ୍ରକ୍ରିୟାରେ ୨ ହଜାରରୁ ଅଧିକ ପଦବୀ ପୂରଣ ହେବ।

Who was the elder sister of lord rama
Ayodhya Ram Mandir: ପ୍ରଭୁ ରାମଙ୍କର ଥିଲେ ଜଣେ ବଡ଼ ଭଉଣୀ; ଜାଣନ୍ତୁ, ରାମାୟଣରେ କାହିଁକି ନାହିଁ ବିଶେଷ ବର୍ଣ୍ଣନା

ସମସ୍ତେ ଜାଣିଥିବେ ଯେ ରାଜା ଦଶରଥଙ୍କ ଚାରି ପୁତ୍ର ଥିଲେ। ସେମାନେ ହେଲେ ରାମ, ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନ। ଆପଣ ହୁଏତ ଜାଣି ନ ଥିବେ ଭଗବାନ ଶ୍ରୀରାମଙ୍କର ଜଣେ ବଡ ଭଉଣୀ ମଧ୍ୟ ଥିଲେ। ତେବେ ଆସନ୍ତୁ ସେପଟେ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା...

How to deal with stubborn kids here is four tips
Parenting Tips: ଆପଣଙ୍କ ପିଲା ଭାରି ଜିଦ୍‌ଖୋର କି; ଜାଣନ୍ତୁ କିପରି ସମ୍ଭାଳିବେ

ବେଳେବେଳେ ପିଲାମାନେ ସର୍ବସାଧାରଣ ସ୍ଥାନରେ ମଧ୍ୟ ଜିଦ୍ କରିବା ଆରମ୍ଭ କରନ୍ତି। ଏଭଳି ପରିସ୍ଥିତିରେ ପିଲାମାନଙ୍କୁ ସମ୍ଭାଳିବା ଅତ୍ୟନ୍ତ କଷ୍ଟକର ହୋଇପଡେ। ଆପଣଙ୍କ ପିଲା ଯଦି ଏଭଳି ଜିଦ୍‌ଖୋର ହୋଇଥାନ୍ତି ତେବେ କିଛି ସହଜ ଟିପ୍ସ ସାହାଯ୍ୟରେ, ଆପଣ ସେମାନଙ୍କୁ ବୁଝେଇପାରିବେ।

Music maestro ustad Rashid khan passed away
ସଂଗୀତ ପ୍ରେମୀଙ୍କ ପାଇଁ ଦୁଃଖ ଖବର; ଚାଲିଗଲେ ସଂଗୀତର ବାଦଶାହ ଉସ୍ତାଦ୍ ରାସିଦ୍ ଖାନ୍

ଶାସ୍ତ୍ରୀୟ ସଂଗୀତ ଗାୟକ ଉସ୍ତାଦ୍ ରାସିଦ୍ ଖାନ୍ ଆଉ ନାହାଁନ୍ତି। ମଙ୍ଗଳବାର ସେ କୋଲକାତାର ଏକ ଡାକ୍ତରଖାନାରେ ୫୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

know the lineage and descendants of lord shrirama
Ayodhya Ram Mandir: କେଉଁଠୁ ଆରମ୍ଭ ହେଲା ସୂର୍ଯ୍ୟବଂଶ; ଜାଣନ୍ତୁ ପ୍ରଭୁ ରାମଙ୍କ ପୂରା ବଂଶ

ଧାର୍ମିକ ବିଶ୍ୱାସ ଅନୁଯାୟୀ, ଭଗବାନ ଶ୍ରୀରାମ ତ୍ରେତୟା ଯୁଗରେ ଅଯୋଧ୍ୟାରେ ଜନ୍ମଗ୍ରହଣ କରିଥିଲେ। ଭଗବାନ ରାମ ବିଷ୍ଣୁଙ୍କ ସପ୍ତମ ଅବତାର ବୋଲି ବିବେଚନା କରାଯାଏ। କୁହାଯାଏ ପ୍ରଭୁ ରାମ ସୂର୍ଯ୍ୟବଂଶରେ ଜନ୍ମଗ୍ରହଣ କରିଥିଲେ। ତେବେ ଆସନ୍ତୁ ଜାଣିବା ଭଗବାନ ଶ୍ରୀରାମଙ୍କ ବଂଶ ଯଥା ବ୍ରହ୍ମାଜୀଙ୍କ ଠାରୁ ପ୍ରଭୁ ରାମଚନ୍ଦ୍ରଙ୍କ...

kid told the secret of elder brother in front of teacher
Viral Video: ବଡ ଭାଇର ପୋଲ୍ ଖୋଲିଦେଲା କୁନି ପୁଅ; ଭିଡିଓ ଦେଖି ହସି ହସି ଗଡିବେ

ଏକ ମଜ୍ଜାଳିଆ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି, ଯାହା ଦେଖି ଆପଣ ହସି ହସି ଗଡିଯିବେ। ଭିଡିଓରେ, ଜଣେ ଛୋଟ ପିଲାଙ୍କୁ ଯେତେବେଳେ ଶିକ୍ଷକ ତା’ର ବଡ ଭାଇ ବିଷୟରେ କିଛି ପଚାରନ୍ତି ସେ ତା’ ପୋଲ୍ ଖୋଲିଦେବା ଦେଖାଯାଏ। ଏହି ଭିଡିଓ ଦେଖିବା ପରେ ଆପଣ କେବେ...

Priya prakash varrier expressed her love
ନିଜର ପ୍ରେମକୁ ପ୍ରକାଶ କଲେ ୱିଙ୍କ୍‌ ଗର୍ଲ ପ୍ରିୟା; ଜାଣନ୍ତୁ କାହା ପାଇଁ ଏତେ ପ୍ରେମ

ଟିକିଏ ଆଖିର ଝଲକରେ ସାରା ଦୁନିଆ ପାଗଳ ହେବା ଏହା ହୁଏତ ଅସମ୍ଭବର କଥା। ଏହାକୁ କିନ୍ତୁ ସମ୍ଭବ କରି ଦେଖେଇଥିବା ସେହି ସୁନ୍ଦରୀ ଯୁବତୀ ହେଉଛନ୍ତି ପ୍ରୀୟା ପ୍ରକାଶ ୱାରିୟର୍। ଏବେ ସୋସିଆଲ୍ ମିଡିଆରେ ନିଜର ପ୍ରେମକୁ ପ୍ରକାଶ କରି ସେ ଚର୍ଚ୍ଚାରେ।

after animal javed akhtar criticized shah rukh khan film
ଅଭିନେତ୍ରୀମାନଙ୍କୁ କୌଣସି ଦମଦାର ଭୂମିକା ଦିଆଯାଉ ନାହିଁ; ଜାଭେଦ ଅଖତର

ଜାଭେଦ ଅଖତର ଫିଲ୍ମ ନିର୍ମାତାଙ୍କୁ ସମାଲୋଚନା କରି କହିଛନ୍ତି ଯେ ଜଣେ ଶକ୍ତିଶାଳୀ ମହିଳା ପ୍ରକୃତରେ କିପରି ଦେଖାଯାଆନ୍ତି ସେ ବିଷୟରେ ଚଳଚ୍ଚିତ୍ର ନିର୍ମାତାଙ୍କର ସ୍ପଷ୍ଟ ବୁଝାମଣା ନ ଥିବାରୁ ଅଭିନେତ୍ରୀମାନଙ୍କୁ ଅଭିନୟ ପାଇଁ କୌଣସି ଦମଦାର ଭୂମିକା ଦିଆଯାଉ ନାହିଁ।

Pravasi Bharatiya Divas 2024
Pravasi Bharatiya Divas 2024: ଦେଶ ବାହାରେ ରହୁଥିବା ପ୍ରବାସୀଙ୍କ ପାଇଁ କାହିଁକି ପାଳନ ହୁଏ NRI ଦିବସ

ଭାରତର ବିକାଶରେ ବିଦେଶରେ ରହୁଥିବା ଭାରତୀୟମାନଙ୍କର ମୂଲ୍ୟବାନ ଅବଦାନକୁ ସ୍ୱୀକୃତି ଦେବା ପାଇଁ ଭାରତ ପ୍ରତିବର୍ଷ ୯ ଜାନୁଆରୀରେ ‘ପ୍ରବାସୀ ଭାରତୀୟ ଦିବସ’ ବା ‘ଅଣ-ବାସିନ୍ଦା ଭାରତୀୟ ଦିବସ’ (NRI ଦିବସ) ପାଳନ କରିଥାଏ।

Postal Recruitment 2024 10th Pass Apply
Postal Recruitment 2024: ଦଶମ ପାଶ୍‌ କରିଥିଲେ ଡାକ ବିଭାଗରେ ଚାକିରି; ଦରମା ୬୩ ହଜାର

ଡାକ ବିଭାଗରେ ଚାକିରି କରିବାକୁ ଚାହଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତ ସରକାର ଅଧିନରେ ଥିବା ଡାକ ବିଭାଗ୍ ବର୍ତ୍ତମାନ ଷ୍ଟାଫ୍ କାର୍ ଡ୍ରାଇଭର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି।

5 tips how to increase instagram story viewer
Instagram: ଇନଷ୍ଟାଗ୍ରାମ ଷ୍ଟୋରୀରେ ବଢୁ ନାହାନ୍ତି କି ଭିୟୁ; ଜାଣନ୍ତୁ ଏହି ୫ଟି ଉପାୟ

ଅନେକ ଲୋକ ଅଭିଯୋଗ କରନ୍ତି ଯେ ଇନଷ୍ଟାଗ୍ରାମରେ ସେମାନଙ୍କର ଅନେକ ଫଲୋର୍ସ ଥିଲେ ମଧ୍ୟ ସେମାନଙ୍କର ଇନଷ୍ଟାଗ୍ରାମ ଷ୍ଟୋରୀରେ ଭିୟୁ ବଢୁନି। ଆପଣ ଯଦି ଚାହୁଛନ୍ତି ଅନ୍ୟମାନଙ୍କ ପରି ଆପଣ ବି ଭଲ ଭିୟୁ ପାଆନ୍ତୁ ତେବେ ଏଠାରେ ୫ଟି ଉପାୟ ଦିଆଗଲା।

urfi admitted in hospital shared photo with oxygen mask
ଡାକ୍ତରଖାନା ବେଡ୍‌ରେ ସେନ୍ସର ଗାର୍ଲ ଉର୍ଫି ଜାଭେଦ; ଚିନ୍ତାରେ ପ୍ରଶଂସକ

ସେନ୍ସର ଗାର୍ଲ ଉର୍ଫି ଜାଭେଦ ଆସିବା ଦିନଠାରୁ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଡ୍ରେସିଂ ସେନ୍ସ, ବୋଲ୍ଡନେସ୍ ଏବଂ ଖୋଲା ମନ୍ତବ୍ୟ ଯୋଗୁଁ ଉର୍ଫି ପ୍ରାୟତଃ ଆଲୋଚନାରେ ହୁହନ୍ତି। ତେବେ ଏଥର ଉର୍ଫି ତାଙ୍କ ଚେହେରା କାରଣରୁ ନୁହେଁ ବରଂ ତାଙ୍କ ସ୍ୱାସ୍ଥ୍ୟ...

rashmika mandanna are going to get engaged in february
ଫେବୃଆରୀରେ ବିବାହ କରିବେ କି ରଶ୍ମିକା ମନ୍ଦାନା… କିଏ ହେବେ ବର…

ସାଉଥ୍‌ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ବିଷୟରେ ଦୀର୍ଘ ଦିନ ଧରି ଖବର ଥିଲା ଯେ ଉଭୟ ପରସ୍ପରକୁ ଡେଟ୍‌ କରୁଛନ୍ତି। କୁହାଯାଉଛି ଯେ ସେମାନେ ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।

Odisha Clerk / Senior  Accountant and Accounts Clerk Posts Recruitment
Odisha Clerk Posts Recruitment: ଓଡ଼ିଶାରେ ସରକାରୀ ଚାକିରି; ଚୟନ ହେଲେ ମାସକୁ ଦରମା ୩୫ ହଜାର

ଓଡ଼ିଶାରେ ସ୍ଥାୟୀ ନିଯୁକ୍ତି ସୁଯୋଗ। ରାଜ୍ୟ ସରକାର ଅଧିନରେ ଥିବା ଓଡିଶା କନଷ୍ଟ୍ରକ୍‌ସନ୍‌ କର୍ପୋରେସନ୍ ଲିମିଟେଡ୍(OCCL) ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ କ୍ଲର୍କ, ସିନିୟର ଆକାଉଣ୍ଟାଣ୍ଟ ଓ ଆକାଉଣ୍ଟ କ୍ଲର୍କ ପଦବୀ ପୂରଣ ହେବ।

Cervical spondylosis treatment by these 3 ayurveda therapy
Health Tips: ଆପଣ ସର୍ଭାଇକାଲ୍ ସ୍ପଣ୍ଡିଲାଇଟିସ୍ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି କି; ଆପଣଙ୍କ ପାଇଁ ୩ ଥେରାପୀ

ସର୍ଭାଇକାଲ୍ ସ୍ପଣ୍ଡିଲାଇଟିସ୍ ସମସ୍ୟାକୁ ଆୟୁର୍ବେଦର ପଞ୍ଚକର୍ମ ପ୍ରଣାଳୀ ମାଧ୍ୟମରେ ଅତି ସହଜରେ ଚିକିତ୍ସା ସମ୍ଭବ। ଆୟୁର୍ବେଦରେ ଗ୍ରୀବା ଅସ୍ଥି ଥେରାପୀ, କପିଙ୍ଗ୍ ଥେରାପି ଏବଂ ପୁଟୁଳି ଥେରାପି ଦ୍ୱାରା ସର୍ଭାଇକାଲ୍ ସମସ୍ୟାର ସମାଧାନ ହୋଇପାରିବ। ଆସନ୍ତୁ ଜାଣିବା।

if you want to do phd from jnu note this schedule
JNUରେ ପିଏଚ୍‌ଡି କରିବାକୁ ଚାହୁଁଛନ୍ତି କି… ଜାଣନ୍ତୁ କ’ଣ କରିବେ…

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(JNU)ରେ ପିଏଚ୍‌ଡି କରିବାକୁ ଚାହୁଁଥିବା ଛାତ୍ରମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। PhD କରିବାକୁଥିବା ବ୍ୟକ୍ତିଙ୍କ ପାଇଁ JNU ଏକ ସଂଶୋଧିତ କାର୍ଯ୍ୟସୂଚୀ ପ୍ରକାଶ କରିଛି।

Captain Miller Hindi Trailer released people sail Blockbuster
Captain Miller Hindi Trailer: ଆସିଲା ‘କ୍ୟାପ୍‌ଟେନ୍ ମିଲର୍‌’ର ହିନ୍ଦୀ ଟ୍ରେଲର୍; ଲୋକେ କହିଲେ ବ୍ଲକ୍‌ବଷ୍ଟର୍‌

ଧନୁଷଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କ୍ୟାପଟେନ୍‌ ମିଲର୍‌’ର ଟ୍ରେଲର ରିଲିଜ ହୋଇଛି, ଯାହା ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି। ଟ୍ରେଲର ରିଲିଜ୍ ହେବାର ମାତ୍ର ୧୩ ଘଣ୍ଟା ମଧ୍ୟରେ ୧୧ ଲକ୍ଷରୁ ଅଧିକ ଲୋକ୍ ଏହାକୁ ଦେଖିସାରିଛନ୍ତି। ଏଥି ସହିତ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରକୁ ବ୍ଲକ୍‌ବଷ୍ଟର୍‌...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।