• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

how to see saved wi-fi passwords in laptop
Wi-Fi ପାସ୍‌ୱାର୍ଡ ଭୁଲିଯାଇଛନ୍ତି କି, ଚିନ୍ତା କରନ୍ତୁ ନାହିଁ; ଏମିତି ଜାଣନ୍ତୁ…

ୱାଇ-ଫାଇ ପାସ୍‌ୱାର୍ଡ ଏପରି କିଛି ନୁହେଁ ଯାହାକୁ ପ୍ରତିଦିନ ବ୍ୟବହାର କରିବାକୁ ପଡିବ। ଏପରି ପରିସ୍ଥିତିରେ, ଯେତେବେଳେ ଆମେ ଡିଭାଇସ୍ ଫର୍ମାଟ୍ କରୁ କିମ୍ବା ଏକ ନୂଆ ଡିଭାଇସ୍ ଇନଷ୍ଟଲ୍ କରୁ ସେତେବେଳେ ୱାଇ-ଫାଇ ପାସ୍‌ୱାର୍ଡ ଏଣ୍ଟ୍ରୀ କରିବାବେଳେ ଆମେ ଦ୍ୱନ୍ଦ୍ୱରେ ପଡିଥାଉ।

new chapter added on dating and relationships in cbse class 9 book
Viral Post: କ୍ଲାସ୍ ୯ ର ଭାଲ୍ୟୁ ଏଜୁକେସନ୍ ପାଠ୍ୟପୁସ୍ତକରେ ମିଶିଲା ‘ଡେଟିଂ ଏବଂ ରିଲେସନ୍‌ସିପ୍‌’ ବିଷୟ!

ଆଜିକାଲି ସୋସିଆଲ ମିଡିଆରେ କ୍ଲାସ୍ ୯ ର ଭାଲ୍ୟୁ ଏଜୁକେସନ୍ ପାଠ୍ୟପୁସ୍ତକର ଏକ ଅଧ୍ୟାୟ ଭାଇରାଲ୍ ହେଉଛି। ଏହାର କାରଣ ମଧ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏହି ପୁସ୍ତକର ଗୋଟିଏ ଅଧ୍ୟାୟ ଡେଟିଂ ଏବଂ ରିଲେସନ୍‌ସିପ୍‌ର ଜଟିଳତା ଉପରେ ଆଧାରିତ।

before going into new relationship consider these things
Relationship Tips: ପୁରୁଣା ସଂପର୍କକୁ ଛାଡି ନୂଆ ସଂପର୍କ ଗଢିବାକୁ ଚାହୁଁଛନ୍ତି କି…. ଭୁଲନ୍ତୁ ନାହିଁ ଏହି ୪ଟି କଥା

ଅନେକ ସମୟରେ ଏମିତି ହୁଏ ଯେ ଏକ ନୂଆ ସମ୍ପର୍କ ଗଢିବା ନେଇ ଲୋକେ ତରବର ହୋଇ ଏମିତି କିଛି ଭୁଲ୍ କରି ଦିଅନ୍ତି ଯେ ଯାହା ସେମାନଙ୍କର ଭାବମୂର୍ତ୍ତିକୁ ନଷ୍ଟ କରିଥାଏ। କେବଳ ଏତିକି ନୁହେଁ, ଅନେକ ସମୟରେ ପରସ୍ପରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ମଧ୍ୟ ସୃଷ୍ଟି ହୁଏ...

Keyboard shortcuts windows 10 best tricks of keyboard to do task in minutes
Keyboard Shortcuts: କମ୍ପ୍ୟୁଟର୍‌ର ଏହି ୧୫ଟି ସର୍ଟକର୍ଟ ଜାଣିନେଲେ ଆପଣ ବି ହେଇଯିବେ ଏକ୍ସପର୍ଟ

ଆଜିକାଲି ପ୍ରାୟ ସବୁକିଛି ପାଇଁ କମ୍ପ୍ୟୁଟର ଜାଣିବାକୁ ପଡୁଛି। ବିଶେଷକରି ଅଫିସ୍ କାମ ଲାପଟପ୍ କିମ୍ବା PC ବିନା କରାଯାଇପାରିବ ନାହିଁ। କାମର ଏତେ ଭାର ପଡୁଛି ଯେ ଖୁବ୍ ଶୀଘ୍ର ନ କଲେ ନ ହୁଏ। ଏପରି ପରିସ୍ଥିତିରେ, ଯଦି କମ୍ପ୍ୟୁଟର୍‌ର କିଛି ସର୍ଟକଟ୍ ଜାଣିନେବେ ତେବେ...

RITES Recruitment 2024 Notification
RITES ଲିମିଟେଡ୍‌ରେ ଚାକିରି… ଇଞ୍ଜିନିୟରିଂ ପିଲା ନେବେ ସୁଯୋଗ; ଦରମା ୧.୨୦ ଲକ୍ଷ

ଭାରତୀୟ ରେଳ ଅଧୀନରେ ଥିବା RITES ଲିମିଟେଡ୍‌ରେ ଚାକିରି ପାଇବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଖୁସି ଖବର। ଏନେଇ RITES ଏକ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୬୮ଟି ପଦବୀ ପୂରଣ ହେବ।

sanjay leela bhansali’s heeramandi first look out
'ହୀରାମଣ୍ଡି’ର ପ୍ରଥମ ଲୁକ୍ ସାମ୍ନାରେ; କହିବ ଦେହଜୀବୀର କଥା

ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ବହୁ ପ୍ରତୀକ୍ଷିତ ସିରିଜ୍ 'ହୀରାମଣ୍ଡି: ଦ ଡାଏମଣ୍ଡ୍‌ ବଜାର' ର ପ୍ରଥମ ଲୁକ୍ ଜାରି ହୋଇଛି। 'ହୀରାମଣ୍ଡି’ରେ ମୁଖ୍ୟ ଭୂମିକାରେ ମନୀଷା କୋଇରାଲା, ସୋନାକ୍ଷୀ ସିହ୍ନା, ଅଦିତ୍ୟ ରାଓ ହୈଦରୀ, ରୁଚା ଚଡ୍‌ଢା ଏବଂ ଅନ୍ୟମାନେ ଅଭିନୟ କରିଛନ୍ତି।

dharmendra granddaughter nikita chaudhary royal wedding took place
ବାହା ହେଲେ ଧର୍ମେନ୍ଦ୍ରଙ୍କ ନାତୁଣୀ; ଜାଣନ୍ତୁ କିଏ ହେଲେ ନାତୁଣୀ ଜୋଇଁ

ଦେଓଲ ପରିବାରରେ ପୁଣି ଥରେ ବାଜିଛି ଶେହନାଇ। ଧର୍ମେନ୍ଦ୍ରଙ୍କ ନାତୁଣୀ ନିକିତା ଚୌଧୁରୀ ଉଦୟପୁରରେ ଖୁବ ଧୂମଧାମ୍‌ରେ ବିବାହ କରିଛନ୍ତି। ଧର୍ମେନ୍ଦ୍ର 'ଜଟ ୟମଲା ପଗଲା ଦୀୱାନା'ରେ ନାଚିଥିବା ବେଳେ "ଜମାଲ କୁଡୁ..."ରେ ବବି ଆଉ 'ମେ ନିକ୍‌ଲା ଓ ଗଡି ଲେ କେ' ସନ୍ନି।

Budget 2024 Who was India's first budget maker
Budget 2024: ଭାରତର ପ୍ରଥମ ଆର୍ଥିକ ବଜେଟ୍‌ର ପ୍ରସ୍ତୁତ କରିଥିଲେ ଜଣେ ଟୋପି ନିର୍ମାତା

ଦେଶର ବଜେଟ୍‌ରୁ ଲୋକମାନେ ଅନେକ କିଛି ଆଶା ବି କରନ୍ତି। ସେ ଧନୀ ହେଉ କି ଗରିବ, ମଧ୍ୟବିତ୍ତ ହେଉ କି କୃଷକ, ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ସରକାର ସେମାନଙ୍କ ପାଇଁ ବଜେଟରେ କ’ଣ ରଖିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଭାରତର ପ୍ରଥମ ବଜେଟ୍ କିଏ...

Budget 2024 Budget definition meaning and type
Budget 2024: ବଜେଟ୍ କେତେ ପ୍ରକାର; ଏହା କିପରି ଦେଶବାସୀଙ୍କୁ ସହଯୋଗ କରେ

ବଜେଟ୍ ଉପସ୍ଥାପନା ପୂର୍ବରୁ, ଲୋକଙ୍କ ମନରେ ବଜେଟ୍ ସହିତ ଜଡିତ ଅନେକ ପ୍ରକାରର ପ୍ରଶ୍ନ ଉଙ୍କିମାରେ। ଯେପରିକି ବଜେଟ୍ କ’ଣ, ବଜେଟର ଅର୍ଥ କ’ଣ, ବଜେଟ୍ କେତେ ପ୍ରକାରର ଇତ୍ୟାଦି? ଆପଣ ଯଦି ଏ ବିଷରେ ଜାଣିବାକୁ ଇଚ୍ଛୁକ ତେବେ ଆସନ୍ତୁ ବଜେଟ୍ ସହିତ ଜଡିତ ସମ୍ପୂର୍ଣ୍ଣ ସୂଚନା...

How to Build Trust in a Relationship
Valentines Day 2024: ଭରସା ଜିତିବାକୁ ୫ଟି ଟିପ୍ସ; ସଂପର୍କରେ ଭୁଲ୍ ହେଲେ କ୍ଷମା ମାଗିବା ଜରୁରୀ କି…

ଫେବୃଆରୀ ଆସିଗଲେ ସବୁ ପ୍ରେମୀ ଯୁଗଳ ଉତ୍ସାହିତ ହୋଇଯାଆନ୍ତି। ଏବେ ଏହି ସମୟ। ଭାଲେଣ୍ଟାଇନ୍ସ ଡେ'କୁ ନେଇ ପ୍ରେମିକ-ପ୍ରେମିକାଙ୍କ ମନ ଏବେ ଗଗନ ଛୁଉଁଛି। କିନ୍ତୁ ଏକ ସୁସ୍ଥ, ରୋମାଣ୍ଟିକ ଏବଂ ସୁଖମୟ ଜୀବନ ପାଇଁ ଏକ ସମ୍ପର୍କ ଉପରେ ବିଶ୍ୱାସ ଜରୁରୀ। ତେବେ ଆସନ୍ତୁ ଜାଣିବା ସମ୍ପର୍କ...

RRB ALP Recruitment 2024
RRB ALP Recruitment 2024: ଘୋଷଣା ହେଲା ରେଲ୍‌ୱେ ଲୋକୋ ପାଇଲଟ୍‌ ପରୀକ୍ଷା ତାରିଖ; ଜାଣନ୍ତୁ କେବେ…

ରେଲ୍‌ୱେ ଲୋକୋ ପାଇଲଟ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ଜୁନ୍‌ରୁ ଅଗଷ୍ଟ ମଧ୍ୟରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା(CBT) ପ୍ରଥମ ପର୍ଯ୍ୟାୟ କରାଯିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ସେପ୍ଟେମ୍ବର ୨୦୨୪ରେ ଅନୁଷ୍ଠିତ ହେବ।

Mosquitoes will pick you no parking sign threatening
Viral No Parking Board: ‘ଏଠାରେ ପାର୍କିଂ କଲେ ପୂର୍ବପୁରୁଷଙ୍କ ଅଭିଶାପ ପଡିବ, ମଶାମାନେ ଆକ୍ରମଣ କରିବେ’

ଜଣେ ବ୍ୟକ୍ତି ନୋ-ପାର୍କିଂ(No Parking)ର ଏପରି ଏକ ସ୍ୱତନ୍ତ୍ର ସାଇନ୍ ବୋର୍ଡ ଲଗେଇଛନ୍ତି ଯେ ଲୋକମାନେ ନୋ ପାର୍କିଂରେ ସେମାନଙ୍କ କାର୍‌ ପାର୍କିଂ କରିବା ଛାଡିଦେବେ। ବେଙ୍ଗାଲୁରୁର ନୋ ପାର୍କିଂର ଏହି ସାଇନ୍ ବୋର୍ଡ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।

Niece is teasing Shabana Azmi for a kiss to Dharmendra
ଧର୍ମେନ୍ଦ୍ରଙ୍କୁ କିସ୍ କରି ଅଡୁଆରେ ଶବାନା ଆଜ୍‌ମୀ; ଭାଣିଜୀ ତବୁ ମାରୁଛନ୍ତି ଟଣ୍ଟ୍

'ରକୀ ଔର୍ ରାନୀ କି ପ୍ରେମ କାହାନୀ'ରେ ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଏବଂ ଶବାନା ଆଜ୍‌ମୀଙ୍କ ଚୁମ୍ବନ ଦୃଶ୍ୟ ଫିଲ୍ମ ରିଲିଜ୍‌ ହେବା ପରେ ଇଣ୍ଡଷ୍ଟ୍ରିର ଦୃଷ୍ଟି ଆକର୍ଷଣ କରିଥିଲା। ଆଜି ବି ତାଙ୍କ ଭାଣିଜୀ ଅର୍ଥାତ୍ ତବୁ ତାଙ୍କୁ ସେହି ସିନ୍ ପାଇଁ ବହୁତ ଥଟ୍ଟା...

no entry 2 to lead by varun dhawan arjun kapoor and diljit dosanjh
ଆସୁଛି ସଲମାନଙ୍କ ଏହି ଫିଲ୍ମର ସିକ୍ୱେଲ୍; ଭାଇଜାନଙ୍କ ସ୍ଥାନରେ ନୂଆ ଅଭିନେତା

୨୦ ରୁ ୨୩ କୋଟି ଟଙ୍କାରେ ନିର୍ମିତ ସଲମାନ ଖାନ୍‌ଙ୍କ 'ନୋ ଏଣ୍ଟ୍ରି' ୭୫ କୋଟି ଟଙ୍କା ରୋଜଗାର କରି ବ୍ଲକ୍‌ବଷ୍ଟର୍‌ ଚଳଚ୍ଚିତ୍ରର ଆଖ୍ୟା ଅର୍ଜନ କରିଥିଲା। ବର୍ତ୍ତମାନ ଖବର ଆସୁଛି ଯେ ଏହି ଫିଲ୍ମର ସିକ୍ୱେଲ ‘‌ନୋ ଏଣ୍ଟ୍ରି-୨’ ତିଆରି ହେବାକୁ ଯାଉଛି। ଏଥିରେ କିନ୍ତୁ ଭାଇଜାନଙ୍କୁ...

International Zebra Day 2024
International Zebra Day 2024: ଜେବ୍ରା ଶରୀରରେ କାହିଁକି ଥାଏ ଲମ୍ବା ଲମ୍ବା ପଟି

ବର୍ତ୍ତମାନ ପ୍ରାକୃତିକ ପରିବେଶର ହ୍ରାସ ଏବଂ ମାନବ ବିକାଶର ବୃଦ୍ଧି କାରଣରୁ ଜେବ୍ରା ବିପଦରେ ଅଛନ୍ତି। ଯେତେବେଳେ ବାସସ୍ଥାନ ପ୍ରତି ବିପଦ ଆସେ, ପଶୁମାନେ ମଧ୍ୟ ବିପଦରେ ପଡିଯାଆନ୍ତି। ‘ଆନ୍ତର୍ଜାତୀୟ ଜେବ୍ରା ଦିବସ’ ହେଉଛି ସମାଜରେ ସଚେତନତା ସୃଷ୍ଟି କରିବା ଏବଂ ଏହି ପଶୁକୁ କିପରି ସଂରକ୍ଷଣ କରାଯାଇପାରିବେ...

5 tips for you how to maintain long distance relationship
Valentines Day 2024: ଆପଣଙ୍କ ପାର୍ଟନର୍ ଦୂରରେ ରହୁଛନ୍ତି କି… ସଂପର୍କକୁ ଦୃଢ କରିବା ପାଇଁ କ’ଣ କରିବେ

କାମ ହେତୁ ଅନେକ ଥର ପ୍ରେମିକ-ପ୍ରେମିକା କିମ୍ବା ଦମ୍ପତିଙ୍କୁ ପରସ୍ପରଠାରୁ ଦୂରରେ ରହିବାକୁ ପଡେ। କିନ୍ତୁ, ଯେଉଁଠି ପ୍ରେମ ଥାଏ ବେଳେବେଳେ ଅବିଶ୍ୱାସ ମଧ୍ୟ ମନରେ ପଶିବା ଆରମ୍ଭ କରେ। ଏପରି ପରିସ୍ଥିତିରେ, ଯଦି ନିଜର ପାର୍ଟନର୍‌ଙ୍କୁ ବହୁତ ଭଲ ପାଉଥାନ୍ତି ଏବଂ ତାଙ୍କଠାରୁ ଦୂରେଇ ଯିବାକୁ ଚାହୁଁ...

know the tips how to create whatsapp stickers in mobile know the tips
WhatsApp ର ନୂଆ ଫାଇଦା; ନିଜ ଅନୁସାରେ ତିଆରି କରିପାରିବେ ଷ୍ଟିକର

ବର୍ତ୍ତମାନ, ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ ନୂଆ ଅପଡେଟ୍ ଆସିଛି, ଅର୍ଥାତ୍ ବର୍ତ୍ତମାନ କେବଳ ଆଇଫୋନ୍ ବ୍ୟବହାରକାରୀମାନେ ନିଜେ ହ୍ୱାଟ୍ସଆପ୍‌ରେ ନିଜର ଷ୍ଟିକର୍ ତିଆରି କରିପାରିବେ। ଯଦି ଆପଣଙ୍କର ମଧ୍ୟ ଏକ ଆଇଫୋନ୍ ଅଛି ତେବେ ଷ୍ଟିକର୍ କିପରି ତିଆରି କରିବେ ଜାଣନ୍ତୁ।

RRC SR Recruitment 2024, Check Apprentice Vacancy
RRC SR Recruitment 2024: ସାଉଥ୍ ରେଳବାଇରେ ଚାକିରି ସୁଯୋଗ; ପୂରଣ ହେବ ୨୮୬୦ ପଦବୀ

ଆପଣ ଯଦି ରେଳବାଇରେ ଚାକିରି କରିବାକୁ ଇଚ୍ଛୁକ ତେବେ ଆପଣଙ୍କ ପାଇଁ ଏହି ଖବର। ଦକ୍ଷିଣ ରେଳ(RRC SR) ଆପ୍ରେଣ୍ଟିସ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଆପଣ ଯଦି ଦଶମ ପାଶ୍‌ କରିଛନ୍ତି ତେବେ ଏହାର ସୁଯୋଗ ନେଇପାରିବେ।

allu arjun gangamma talli avatar leaked from pushpa 2
'ପୁଷ୍ପା-୨’ ସେଟ୍‌ରୁ ଅନ୍‌ଲାଇନ୍ ଲିକ୍; ସୋସିଆଲ ମିଡିଆରେ ହେଉଛି ଭାଇରାଲ୍‌

ଅଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା: ଦ ରୁଲ୍' ୨୦୨୪ ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହାର ସୁଟିଂ ଚାଲିଛି। ଏହି ସମୟରେ ଫିଲ୍ମର ସୁଟିଂ ସେଟ୍‌ରୁ କିଛି ସିନ୍‌ ଅନ୍‌ଲାଇନ୍‌ ଲିକ୍ ହୋଇଛି।

jaya bachchan revealed romance is out after marriage
ରୋମାନ୍ସ ଝରକା ବାହାରେ ଥାଏ, ବିବାହ ପରେ ଏସବୁ ପଳେଇଯାଏ: ଜୟା ବଚ୍ଚନ

ନଭ୍ୟା ନଭେଲି ନନ୍ଦାଙ୍କ ପୋଡ୍‌କାଷ୍ଟର ଦ୍ୱିତୀୟ ସିଜିନର ଟିଜର ମୁକ୍ତିଲାଭ କରିଛି ଯେଉଁଥିରେ ନଭ୍ୟା ତାଙ୍କ ମା’ ଶ୍ୱେତା ବଚ୍ଚନ ଏବଂ ଜେଜେମା ଜୟା ବଚ୍ଚନଙ୍କ ସହ ନଜର ଆସିଛନ୍ତି। ପ୍ରୋମୋରେ ଜୟା ବଚ୍ଚନଙ୍କ ଏକ ବିବୃତ୍ତି ବର୍ତ୍ତମାନ ଚର୍ଚ୍ଚାରେ ଅଛି। ଏକ ପ୍ରଶ୍ନର ଉତ୍ତର ଦେଇ ଜୟା...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।