ଦେଓଲ ପରିବାରରେ ପୁଣି ଥରେ ବାଜିଛି ଶେହନାଇ। ଧର୍ମେନ୍ଦ୍ରଙ୍କ ନାତୁଣୀ ନିକିତା ଚୌଧୁରୀ ଉଦୟପୁରରେ ଖୁବ ଧୂମଧାମ୍ରେ ବିବାହ କରିଛନ୍ତି। ଧର୍ମେନ୍ଦ୍ର 'ଜଟ ୟମଲା ପଗଲା ଦୀୱାନା'ରେ ନାଚିଥିବା ବେଳେ "ଜମାଲ କୁଡୁ..."ରେ ବବି ଆଉ 'ମେ ନିକ୍ଲା ଓ ଗଡି ଲେ କେ' ସନ୍ନି।
ଦେଶର ବଜେଟ୍ରୁ ଲୋକମାନେ ଅନେକ କିଛି ଆଶା ବି କରନ୍ତି। ସେ ଧନୀ ହେଉ କି ଗରିବ, ମଧ୍ୟବିତ୍ତ ହେଉ କି କୃଷକ, ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ସରକାର ସେମାନଙ୍କ ପାଇଁ ବଜେଟରେ କ’ଣ ରଖିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଭାରତର ପ୍ରଥମ ବଜେଟ୍ କିଏ...
ବଜେଟ୍ ଉପସ୍ଥାପନା ପୂର୍ବରୁ, ଲୋକଙ୍କ ମନରେ ବଜେଟ୍ ସହିତ ଜଡିତ ଅନେକ ପ୍ରକାରର ପ୍ରଶ୍ନ ଉଙ୍କିମାରେ। ଯେପରିକି ବଜେଟ୍ କ’ଣ, ବଜେଟର ଅର୍ଥ କ’ଣ, ବଜେଟ୍ କେତେ ପ୍ରକାରର ଇତ୍ୟାଦି? ଆପଣ ଯଦି ଏ ବିଷରେ ଜାଣିବାକୁ ଇଚ୍ଛୁକ ତେବେ ଆସନ୍ତୁ ବଜେଟ୍ ସହିତ ଜଡିତ ସମ୍ପୂର୍ଣ୍ଣ ସୂଚନା...
ଫେବୃଆରୀ ଆସିଗଲେ ସବୁ ପ୍ରେମୀ ଯୁଗଳ ଉତ୍ସାହିତ ହୋଇଯାଆନ୍ତି। ଏବେ ଏହି ସମୟ। ଭାଲେଣ୍ଟାଇନ୍ସ ଡେ'କୁ ନେଇ ପ୍ରେମିକ-ପ୍ରେମିକାଙ୍କ ମନ ଏବେ ଗଗନ ଛୁଉଁଛି। କିନ୍ତୁ ଏକ ସୁସ୍ଥ, ରୋମାଣ୍ଟିକ ଏବଂ ସୁଖମୟ ଜୀବନ ପାଇଁ ଏକ ସମ୍ପର୍କ ଉପରେ ବିଶ୍ୱାସ ଜରୁରୀ। ତେବେ ଆସନ୍ତୁ ଜାଣିବା ସମ୍ପର୍କ...
ରେଲ୍ୱେ ଲୋକୋ ପାଇଲଟ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ଜୁନ୍ରୁ ଅଗଷ୍ଟ ମଧ୍ୟରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା(CBT) ପ୍ରଥମ ପର୍ଯ୍ୟାୟ କରାଯିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ସେପ୍ଟେମ୍ବର ୨୦୨୪ରେ ଅନୁଷ୍ଠିତ ହେବ।
ଜଣେ ବ୍ୟକ୍ତି ନୋ-ପାର୍କିଂ(No Parking)ର ଏପରି ଏକ ସ୍ୱତନ୍ତ୍ର ସାଇନ୍ ବୋର୍ଡ ଲଗେଇଛନ୍ତି ଯେ ଲୋକମାନେ ନୋ ପାର୍କିଂରେ ସେମାନଙ୍କ କାର୍ ପାର୍କିଂ କରିବା ଛାଡିଦେବେ। ବେଙ୍ଗାଲୁରୁର ନୋ ପାର୍କିଂର ଏହି ସାଇନ୍ ବୋର୍ଡ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।
'ରକୀ ଔର୍ ରାନୀ କି ପ୍ରେମ କାହାନୀ'ରେ ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଏବଂ ଶବାନା ଆଜ୍ମୀଙ୍କ ଚୁମ୍ବନ ଦୃଶ୍ୟ ଫିଲ୍ମ ରିଲିଜ୍ ହେବା ପରେ ଇଣ୍ଡଷ୍ଟ୍ରିର ଦୃଷ୍ଟି ଆକର୍ଷଣ କରିଥିଲା। ଆଜି ବି ତାଙ୍କ ଭାଣିଜୀ ଅର୍ଥାତ୍ ତବୁ ତାଙ୍କୁ ସେହି ସିନ୍ ପାଇଁ ବହୁତ ଥଟ୍ଟା...
୨୦ ରୁ ୨୩ କୋଟି ଟଙ୍କାରେ ନିର୍ମିତ ସଲମାନ ଖାନ୍ଙ୍କ 'ନୋ ଏଣ୍ଟ୍ରି' ୭୫ କୋଟି ଟଙ୍କା ରୋଜଗାର କରି ବ୍ଲକ୍ବଷ୍ଟର୍ ଚଳଚ୍ଚିତ୍ରର ଆଖ୍ୟା ଅର୍ଜନ କରିଥିଲା। ବର୍ତ୍ତମାନ ଖବର ଆସୁଛି ଯେ ଏହି ଫିଲ୍ମର ସିକ୍ୱେଲ ‘ନୋ ଏଣ୍ଟ୍ରି-୨’ ତିଆରି ହେବାକୁ ଯାଉଛି। ଏଥିରେ କିନ୍ତୁ ଭାଇଜାନଙ୍କୁ...
ବର୍ତ୍ତମାନ ପ୍ରାକୃତିକ ପରିବେଶର ହ୍ରାସ ଏବଂ ମାନବ ବିକାଶର ବୃଦ୍ଧି କାରଣରୁ ଜେବ୍ରା ବିପଦରେ ଅଛନ୍ତି। ଯେତେବେଳେ ବାସସ୍ଥାନ ପ୍ରତି ବିପଦ ଆସେ, ପଶୁମାନେ ମଧ୍ୟ ବିପଦରେ ପଡିଯାଆନ୍ତି। ‘ଆନ୍ତର୍ଜାତୀୟ ଜେବ୍ରା ଦିବସ’ ହେଉଛି ସମାଜରେ ସଚେତନତା ସୃଷ୍ଟି କରିବା ଏବଂ ଏହି ପଶୁକୁ କିପରି ସଂରକ୍ଷଣ କରାଯାଇପାରିବେ...
କାମ ହେତୁ ଅନେକ ଥର ପ୍ରେମିକ-ପ୍ରେମିକା କିମ୍ବା ଦମ୍ପତିଙ୍କୁ ପରସ୍ପରଠାରୁ ଦୂରରେ ରହିବାକୁ ପଡେ। କିନ୍ତୁ, ଯେଉଁଠି ପ୍ରେମ ଥାଏ ବେଳେବେଳେ ଅବିଶ୍ୱାସ ମଧ୍ୟ ମନରେ ପଶିବା ଆରମ୍ଭ କରେ। ଏପରି ପରିସ୍ଥିତିରେ, ଯଦି ନିଜର ପାର୍ଟନର୍ଙ୍କୁ ବହୁତ ଭଲ ପାଉଥାନ୍ତି ଏବଂ ତାଙ୍କଠାରୁ ଦୂରେଇ ଯିବାକୁ ଚାହୁଁ...
ବର୍ତ୍ତମାନ, ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ ନୂଆ ଅପଡେଟ୍ ଆସିଛି, ଅର୍ଥାତ୍ ବର୍ତ୍ତମାନ କେବଳ ଆଇଫୋନ୍ ବ୍ୟବହାରକାରୀମାନେ ନିଜେ ହ୍ୱାଟ୍ସଆପ୍ରେ ନିଜର ଷ୍ଟିକର୍ ତିଆରି କରିପାରିବେ। ଯଦି ଆପଣଙ୍କର ମଧ୍ୟ ଏକ ଆଇଫୋନ୍ ଅଛି ତେବେ ଷ୍ଟିକର୍ କିପରି ତିଆରି କରିବେ ଜାଣନ୍ତୁ।
ଆପଣ ଯଦି ରେଳବାଇରେ ଚାକିରି କରିବାକୁ ଇଚ୍ଛୁକ ତେବେ ଆପଣଙ୍କ ପାଇଁ ଏହି ଖବର। ଦକ୍ଷିଣ ରେଳ(RRC SR) ଆପ୍ରେଣ୍ଟିସ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଆପଣ ଯଦି ଦଶମ ପାଶ୍ କରିଛନ୍ତି ତେବେ ଏହାର ସୁଯୋଗ ନେଇପାରିବେ।
ଅଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା: ଦ ରୁଲ୍' ୨୦୨୪ ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହାର ସୁଟିଂ ଚାଲିଛି। ଏହି ସମୟରେ ଫିଲ୍ମର ସୁଟିଂ ସେଟ୍ରୁ କିଛି ସିନ୍ ଅନ୍ଲାଇନ୍ ଲିକ୍ ହୋଇଛି।
ନଭ୍ୟା ନଭେଲି ନନ୍ଦାଙ୍କ ପୋଡ୍କାଷ୍ଟର ଦ୍ୱିତୀୟ ସିଜିନର ଟିଜର ମୁକ୍ତିଲାଭ କରିଛି ଯେଉଁଥିରେ ନଭ୍ୟା ତାଙ୍କ ମା’ ଶ୍ୱେତା ବଚ୍ଚନ ଏବଂ ଜେଜେମା ଜୟା ବଚ୍ଚନଙ୍କ ସହ ନଜର ଆସିଛନ୍ତି। ପ୍ରୋମୋରେ ଜୟା ବଚ୍ଚନଙ୍କ ଏକ ବିବୃତ୍ତି ବର୍ତ୍ତମାନ ଚର୍ଚ୍ଚାରେ ଅଛି। ଏକ ପ୍ରଶ୍ନର ଉତ୍ତର ଦେଇ ଜୟା...
ସ୍ୱାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ଭୂମିକା କାହାକୁ ବା ଅଜଣା। ତାଙ୍କ ବିନା ସ୍ୱାଧୀନତାର କଳ୍ପନା କରିବା ତ ଅସମ୍ଭବ। ସତ୍ୟ ଏବଂ ଅହିଂସା ପଥ ଅନୁସରଣ କରି ସେ ବ୍ରିଟିଶରମାନଙ୍କୁ ଭାରତ ଛାଡିବାକୁ ବାଧ୍ୟ କରିଥିଲେ।
ଆପଣମାନେ ମଧ୍ୟ ନିଶ୍ଚିତ ଭାବେ ହ୍ୱାଟ୍ସଆପ୍ ବ୍ୟବହାର କରୁଥିବେ। କିନ୍ତୁ ସବୁଠାରୁ ବଡ କଥା ହେଲା ଏଠାରେ ଏମିତି କିଛି ଫିଚର୍ ଅଛି ଯାହା ବିଷୟରେ ଆପଣ ଜାଣି ନଥିବେ। ଆଜି ଆମେ ଆପଣଙ୍କୁ ହ୍ୱାଟ୍ସଆପ୍ରେ ଥିବା କିଛି ଟପ୍ ଏବଂ ଖୁବ ଦରକାରୀ ଫିଚର୍ ବିଷୟରେ କହିବୁ,...
କୁଷ୍ଠରୋଗ ବିଶ୍ୱବ୍ୟାପୀ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଠିଆ ହୋଇଛି। ତେବେ ଏହି ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ଏବଂ ଚିକିତ୍ସାର ସହଜ ଉପଲବ୍ଧତା ହେତୁ ଏହାର ଯଥେଷ୍ଟ ହ୍ରାସ ପାଇଛି।
ପାଞ୍ଚ ଜଣ ପ୍ରତିଯୋଗୀ ୧୦୭ ଦିନ ଧରି ବିଗ୍ ବସ୍ ଘରେ ଅଛନ୍ତି। ଅକ୍ଟୋବର ୦୧ରେ ଏହି ଶୋ ଆରମ୍ଭ ହୋଇଥିଲା ଏବଂ ସେତେବେଳେ ୧୭ ଜଣ ପ୍ରତିଯୋଗୀ ଥିଲେ ଏବଂ ସେମାନଙ୍କ ମଧ୍ୟରୁ ଏହି ୫ ଜଣ ବାକି ରହିଛନ୍ତି। ଆଜି ରାତିର ଫାଇନାଲରେ ସେମାନଙ୍କର ଭାଗ୍ୟ...
ଯଦି ମତେ ଆସନ୍ତାକାଲି କାମ ନ ମିଳେ, ତେବେ କାହା ପାଖକୁ ଯାଇ କାମ ମାଗିବା ମୋ ପାଖେ ଶକ୍ତି ମଧ୍ୟ ନାହିଁ। ମୁଁ ଆପଣଙ୍କ ପାଖକୁ ଆସି କହିପାରିବି ନାହିଁ ମୋତେ କାମ ଦିଅ। ମୁଁ ମୋ ଘର, ଜୋତା ଏବଂ ସବୁକିଛି ବିକ୍ରି କରିଦେବି ଏବଂ...
ଶୀତଋତୁରେ ପ୍ରାୟ ସମସ୍ତେ ଗରମ ପାଣି ଉପରେ ବ୍ୟବହାର କରନ୍ତି। ଆପଣ ଯଦି ଗରମ ପାଣି ପାଇଁ ହିଟିଂ ରଡ୍ ବ୍ୟବହାର କରୁଛନ୍ତି, ତେବେ ଆପଣ କିଛି ଜିନିଷର ବିଶେଷ ଯତ୍ନ ନେବା ଉଚିତ। ଯଦି ଆପଣ ଏହିସବୁ ଜିନିଷ ପ୍ରତି ଧ୍ୟାନ ନ ଦିଅନ୍ତି ତେବେ ବଡ...