• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

The cause of high growth of population and how to solve it
World Population Day 2023: କାହିଁକି ବଢିଚାଲିଛି ଜନସଂଖ୍ୟା; କିପରି ଏଥିରେ ଦିଆଯିବ ଲଗାମ

ଭାରତରେ ଜନସଂଖ୍ୟା ବୃଦ୍ଧି ସବୁଠାରୁ ଅଧିକ ବୋଲି ଦେଖାଯାଇଛି। ଆଜି ଏହା ଭାରତର ସବୁଠୁ ବଡ ସମସ୍ୟା ରୂପେ ଠିଆ ହୋଇଛି। ଭାରରରେ ଜନସଂଖ୍ୟା ବୃଦ୍ଧିର ଅନେକ କାରଣ ରହିଛି। ଆସନ୍ତୁ ଏହିସବୁ କାରଣ ଉପରେ ନଜର ପକେଇବା ଏବଂ କେଉଁ ଉପାୟ ଅନୁସରଣ କଲେ ଏଥିରେ ଲଗାମ...

World population day theme and history
World Population Day 2023: ବିଶ୍ୱ ଜନସଂଖ୍ୟା ଦିବସର ଇତିହାସ ଓ ମହତ୍ୱ

‘ବିଶ୍ୱ ଜନସଂଖ୍ୟା ଦିବସ’ ପ୍ରତିବର୍ଷ ୧୧ ଜୁଲାଇରେ ପାଳନ କରାଯାଏ। ଏହାର ଲକ୍ଷ୍ୟ ହେଉଛି ବିଶ୍ୱର ଜନସଂଖ୍ୟା ଧାରା ଏବଂ ଏହାର ପ୍ରଭାବ ପ୍ରତି ଧ୍ୟାନ ଆକର୍ଷିତ କରିବା।

HCL recruitment 2023: Apply for Trade Apprentice
HCL ବାହାର କଲା ବିଜ୍ଞପ୍ତି; ୧୦ମ ପାଶ୍‌ କରିଥିଲେ କରିପାରିବେ ଆବେଦନ

HCL ଟ୍ରେଡ୍ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୧୮୪ ପଦବୀ ପୂରଣ ହେବ।

Jawan prevue out shah rukh khan action and look make you shocked
ମୁଁ ଯେବେ ଭିଲେନ୍ ହେଇକି ଆସେ, ହିରୋ ମୋ ସାମ୍ନାରେ ଠିଆ ହୋଇ ପାରନ୍ତି ନାହିଁ: ଶାହରୁଖ

'ଜୱାନ୍'ର ଟ୍ରେଲର ରିଲିଜ୍‌ ହେବା ପୂର୍ବରୁ ଏହାର ପ୍ରିଭ୍ୟୁ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଶାହରୁଖ ଖାନଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଭିଡିଓରେ ଶାହରୁଖ ଖାନଙ୍କ ଦମଦାର୍ ଡାଏଲଗ୍ ସମସ୍ତଙ୍କୁ ରୋମାଞ୍ଚିତ କରିବା ଭଳି।

Malaika Arora used to be heart robber in college days
କଲେଜ ବେଳରୁ ହିଁ ପୁଅମାନଙ୍କ ହୃଦୟ ଚୋରି କରିବାରେ ମାହିର ଥିଲେ ମଲାଇକା; ବିଦ୍ୟା ବାଲାନ୍

ବଲିଉଡ୍‌ ଆଇଟମ୍ ନମ୍ବରର ମାଷ୍ଟର ବା ଡ୍ୟାନ୍ସ କ୍ୱିନ୍ ମଲାଇକା ପୁଅମାନନଙ୍କୁ ପାଗଳ କରିବା ଆଜିକାଲିର କଥା ନୁହେଁ। ସେ ତାଙ୍କ କଲେଜ ଦିନରୁ ପୁଅମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲେ। ଯେତେବେଳେ ମଲାଇକା କଲେଜରେ ପଢୁଥିଲେ, ପୁଅମାନେ ତାଙ୍କ ଆଗ ପଛରେ ଚକ୍କର କାଟୁଥିଲେ।

Bolbum 2023 Why lord sive live in  Cremation Ground
Bolbam 2023: ଭଗବାନ ଶିବ ଗୃହସ୍ଥ ହୋଇଥିଲେ ବି କାହିଁକି ଶ୍ମଶାନରେ ବାସ କରନ୍ତି…

ଶିବ ଗୃହସ୍ଥ ହୋଇଥିଲେ ମଧ୍ୟ ଶ୍ମଶାନରେ ରୁହନ୍ତି। ସେ ସଂସାରୀ ହୋଇଥିଲେ ବି ଶ୍ମଶାନରେ କାହିଁକି ରୁହନ୍ତି? ସେ ଏହା ଦ୍ୱାରା ଦୁନିଆକୁ କି ବାର୍ତ୍ତା ଦେବାକୁ ଚାହାନ୍ତି? ଏଭଳି ଅନେକ ପ୍ରଶ୍ନ ଅନେକଙ୍କ ମନରେ ଆସୁଥିବ । ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା।

Bolbam 2023 Why king daksh does not like lord shiv
Bolbam 2023: ଭଗବାନ ଶିବକୁ କାହିଁକି ଘୃଣା କରନ୍ତି ରାଜା ଦକ୍ଷ; ଜାଣନ୍ତୁ ଏହା ପଛର ତିନି କାରଣ

ଭଗବାନ ଶିବଙ୍କ ଶ୍ୱଶୁର ଏବଂ ମାତା ସତୀଙ୍କ ପିତା ଦକ୍ଷ ପ୍ରଜାପତି ଭଗବାନ ଶିବଙ୍କୁ କେବେ ପସନ୍ଦ କରନ୍ତି ନାହିଁ। ପୌରାଣିକ କଥା ଅନୁଯାୟୀ, ରାଜା ଦକ୍ଷ ଏବଂ ଭଗବାନ ଶିବଙ୍କ ମଧ୍ୟରେ ତିକ୍ତତାର ତିନୋଟି କାରଣ ଅଛି। ଆସନ୍ତୁ ଜାଣିବା।

Why do the Kaudians give the slogan 'Bolbum'
Bolbam 2023: ଶିବଙ୍କୁ ପ୍ରସନ୍ନ କରିବା ପାଇଁ କାଉଡିଆମାନେ କାହିଁକି ଦିଅନ୍ତି 'ବୋଲବମ୍' ନାରା

ଶିବ ଭକ୍ତମାନେ ବୋଲ୍‌ବମ୍‌ ଯାତ୍ରାରେ ନଦୀର ପବିତ୍ର ଜଳକୁ କାନ୍ଧରେ ନେଇ ଶିବଲିଙ୍ଗ ଉପରେ ଜଳାଭିଷେକ କରନ୍ତି। ପ୍ରତି ସୋମବାର ଏହି ଜଳାଭିଷେକ କଲେ ମହାଦେବ ସନ୍ତୁଷ୍ଟ ହୁଅନ୍ତି ବୋଲି ବିଶ୍ୱାସ ରହିଛି। କାଉଡିଆମାନେ ଜଳ ନେଇ ଯାତ୍ରା ସମୟରେ ‘ବୋଲ୍‌ବମ୍‌’ ନାରା ଦେଇଥାନ୍ତି। ଆସନ୍ତୁ ଜାଣିବା ଏହା...

Bolbam 2023 The rules of bolbam Jatra
Bolbam 2023: ଆପଣ ପ୍ରଥମ ଥର ପାଇଁ ବୋଲ୍‌ବମ୍‌ ଯାତ୍ରା କରୁଛନ୍ତି କି; ଜାଣନ୍ତୁ ଏହାର ନିୟମ

ଆଜିକାଲି ବୋଲ୍‌ବମ୍ ଯାତ୍ରା ଖୁବ୍ ଲୋକପ୍ରିୟ ହେବାରେ ଲାଗିଛି। ପିଲା, ବୃଦ୍ଧ, ଯୁବକ, ମହିଳା ଏହାକୁ ଆପଣେଇ ନେଲେଣି। ଶିବ କୃପା ପାଇବା ପାଇଁ ଖାଲି ପାଦରେ ଦୂରଦୂରାନ୍ତରେ ଥିବା ଶୈବପୀଠକୁ ଯାଇ ଜଳାଭିଷେକ କରୁଛନ୍ତି। ତେବେ ଏହି ବୋଲ୍‌ବମ୍‌ ଯାତ୍ରାର ଅନେକ ନିୟମ ରହିଛି। ଆପଣ ଯଦି...

Young Story Teller Rajendra Raul will receive Kanhei Katha Samman
କହ୍ନେଇ କଥା ପୁରସ୍କାର ପାଇବେ ଯୁବ ଗାଳ୍ପିକ ରାଜେନ୍ଦ୍ର ରାଉଳ

କହ୍ନେଇଲାଲ ଦାସ ସ୍ମୃତି ସଂସଦ ଓ ଓଡିଶା ସାହିତ୍ୟ ଏକାଡେମୀର ମିଳିତ ସହଭାଗୀତାରେ ୭୬ତମ କହ୍ନେଇ ସ୍ମୃତି ସମାରୋହ ଅନୁଷ୍ଠିତ ହେବ। ଆସନ୍ତା ୨୩ ତାରିଖ ରବିବାର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯୁବ ଗାଳ୍ପିକ ରାଜେନ୍ଦ୍ର ରାଉଳଙ୍କୁ କହ୍ନେଇ କଥା ପୁରସ୍କାରରେ ସମ୍ମାନୀତ କରାଯିବ।

Akshay kumar shares new look from omg-2
ମଥାରେ ପାଉଁସ, ବେକରେ ରୁଦ୍ରାକ୍ଷ ମାଳା; ଜଟାଧାରୀ ବେଶରେ ଅକ୍ଷୟ କୁମାର

ଅକ୍ଷୟ କୁମାର ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ତାଙ୍କୁ ଭଗବାନ ଶିବ ରୂପେ ଦେଖିବାକୁ ମିଳେ। ତାଙ୍କର ଲୁକ୍ ଏତେ ଜବରଦସ୍ତ ହୋଇଛି ଯେ ଲୋକେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି।

Hema malini opened up about how a filmmaker made a deplorable demand about her saree
ଚଳଚ୍ଚିତ୍ର ନିର୍ମାତାଙ୍କ ପର୍ଦାଫାସ୍ କଲେ ହେମା ମାଲିନୀ: କହିଲେ ସେ ଚାହୁଁଥିଲେ ଶାଢିର ପିନ୍ ଖୋଲିବାକୁ

ବର୍ତ୍ତମାନ 'ଡ୍ରିମ୍ ଗାର୍ଲ' ହେମା ମାଲିନୀ ତାଙ୍କର ଏକ ସାକ୍ଷାତକାରରେ ଏକ ବଡ଼ ଖୁଲାସା କରିଛନ୍ତି। ହେମା ମାଲିନୀଙ୍କ ଏହି କଥାରୁ ଏହା ସ୍ପଷ୍ଟ ହେଉଛି ଯେ ସେ ମଧ୍ୟ ତାଙ୍କ କ୍ୟାରିୟରର ପ୍ରଥମ ଦିନରେ କାଷ୍ଟିଂ କାଉଚ୍‌ର ଶିକାର ହୋଇଥିଲେ।

Indian coast guard recruitment driver mts posts vacancy
ଦଶମ ପାଶ କରିଥିଲେ ଇଣ୍ଡିଆନ୍ କୋଷ୍ଟ ଗାର୍ଡରେ ଚାକିରି

ବିଭିନ୍ନ ପଦବୀ ପାଇଁ ଇଣ୍ଡିଆନ୍ କୋଷ୍ଟ ଗାର୍ଡ (ICG) ନିଯୁକ୍ତି ବାହାର କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ କେବଳ ଅଫ୍‌ଲାଇନ୍‌ ମୋଡ୍‌ରେ ଆବେଦନ କରିବାକୁ ପଡିବ।

Deepika padukone rs 497 crore net worth beats anushka Sharma and Katrina kaif
ଅନୁଷ୍କା ଶର୍ମା ଏବଂ କ୍ୟାଟ୍ରିନା କୈଫ୍‌ଙ୍କୁ ପଛରେ ପକେଇଲେ ଦୀପିକା ପାଦୁକୋନ୍

୧୬ ବର୍ଷର କ୍ୟାରିଅରରେ ଦୀପିକା ପାଦୁକୋନ୍ ନିଜର ଏକ ଶକ୍ତିଶାଳୀ ନେଟ୍ ୱର୍ଥ କରିପାରିଛନ୍ତି। ଏହି ଦୃଷ୍ଟିରୁ ଦୀପିକା ଏବେ ଅନୁଷ୍କା ଶର୍ମା ଏବଂ କ୍ୟାଟ୍ରିନା କୈଫଙ୍କୁ ମଧ୍ୟ ପଛରେ ପକେଇଦେଇଛନ୍ତି। ଦୀପିକା ଏବେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ।

Karna and Srikrushna discourse in the Mahabharat
ଯେତେବେଳେ କର୍ଣ୍ଣ ନିରୁତ୍ସାହିତ ହୋଇ ପଚାରିଲେ ମୋର ଦୋଷ କ’ଣ, ଶ୍ରୀକୃଷ୍ଣ ଉତ୍ତର ଦେଲେ…

‘ମହାଭାରତ’ର ଏକ ମହାନ ଚରିତ୍ର ହେଲେ ମହାବୀର କର୍ଣ୍ଣ। ଶାସ୍ତ୍ର ଅନୁସାରେ ସେ ତାଙ୍କ ଜୀବନରେ ଅନେକ ଦୁଃଖ କଷ୍ଟ ସହିଛନ୍ତି। ଏନେଇ ସେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ତାଙ୍କର ଦୋଷ କ’ଣ ବୋଲି ପଚାରିଲେ ଶ୍ରୀକୃଷ୍ଣ ଯାହା ଉତ୍ତର ଦେଲେ ଶୁଣିଲେ ଆପଣଙ୍କ ଆଖି ହେଇଯିବ ଛଳ...

Pakistani actress mahnoor baloch said Shah rukh khan doesnot know acting not handsome
ଶାହରୁଖ ନା ହ୍ୟାଣ୍ଡସମ୍‌ ନା ତାଙ୍କୁ ଅଭିନୟ ଜଣା ଅଛି; ଏମିତି କହିଲେ ଏହି ଅଭିନେତ୍ରୀ

ଫିଲ୍ମ ଇଣ୍ଡଷ୍ଟ୍ରିର ବାଦଶାହା ଭାବେ ପରିଚିତ ଶାହରୁଖ ଖାନ୍‌। ତାଙ୍କର ପ୍ରାୟ ସବୁ ଫିଲ୍ମ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଦିଏ। ତାଙ୍କ ସହ କାମ କରିବା ଇଣ୍ଡଷ୍ଟ୍ରିର ଅଧିକାଂଶ ଅଭିନେତ୍ରୀଙ୍କ ସ୍ୱପ୍ନ। ବର୍ତ୍ତମାନ କିନ୍ତୁ ଜଣେ ଅଭିନେତ୍ରୀ କହିଛନ୍ତି ସେ ସେ ଅଭିନୟ ଜାଣନ୍ତି ନାହିଁ।

Bryan johnson says he eats dinner at 11am
ଦିନ ୧୧ରେ ଖାଇ ଦିଅନ୍ତି ରାତ୍ରୀ ଭୋଜନ, ୪୫ ବର୍ଷରେ ଦିଶୁଛନ୍ତି ୧୮ ବର୍ଷର

ଆମେରିକୀୟ ଶିଳ୍ପପତି ବ୍ରାଏନ୍ ଜନସନ ପ୍ରକୃତି ବିରୁଦ୍ଧରେ ଯାଇ ନିଜକୁ ବହୁ ବର୍ଷ ପଛକୁ ନେଇ ଯାଇଛନ୍ତି। ସେ ଏବେ ବହୁ ଯୁବକ ଭଳି ଲାଗୁଛନ୍ତି। ସେ ଦିନ ୧୧ ଟାରେ ହିଁ ରାତ୍ରୀ ଭୋଜନ କରିନିଅନ୍ତି ବୋଲି କହିଛନ୍ତି।

What is the right way to eat cashew nuts
Health Tips: ଆପଣ କାଜୁ ଖାଇବାକୁ ଭଲ ପାଆନ୍ତି କି; ଜାଣନ୍ତୁ ଦିନକୁ କେତେ ଓ କିପରି ଖାଇବେ

ଅନେକ ପୋଷକ ତତ୍ତ୍ୱରେ ଭରପୂର କାଜୁକୁ କିଛି ଲୋକ ଏତେ ପସନ୍ଦ କରନ୍ତି ଯେ ସେମାନେ ଗୋଟିଏ ଥରରେ ୧୦-୧୫ କାଜୁ ଖାଇଦିଅନ୍ତି। ଏହା ଦ୍ୱାରା ଅନେକ କ୍ଷତି ମଧ୍ୟ ହୋଇପାରେ। ତେବେ ଆସନ୍ତୁ ଜାଣିବା ଦିନକୁ କେତେ କାଜୁ ଓ କିପରି ଭାବେ ଖାଇଲେ ଏହା ଶରୀର...

UGC assistant professor will be able to become even without PhD
UGCର ନୂଆ ନିୟମ; ଏଥର ବିନା PhDରେ ହୋଇପାରିବେ ଆସିଷ୍ଟାଣ୍ଟ୍ ପ୍ରଫେସର

ଆସିଷ୍ଟାଣ୍ଟ୍ ପ୍ରଫେସର ପାଇଁ ପ୍ରସ୍ତୁତ ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ଏଥିପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଏକ ବିଜ୍ଞପ୍ତି ଜାରି କରିଛି। ଏହି ବିଜ୍ଞପ୍ତି ଅନୁଯାୟୀ କୁହାଯାଇଛି ଯେ ଆସିଷ୍ଟାଣ୍ଟ୍ ପ୍ରଫେସର ଚାକିରି ପାଇଁ ବର୍ତ୍ତମାନ PhD ଆବଶ୍ୟକ ନାହିଁ।

Dharmendra booked entire 100-room hospital for Hema Malini before Esha Deol's birth
ହେମାଙ୍କ ପାଇଁ ୧୦୦ରୁମ୍ ବିଶିଷ୍ଟ ପୂରା ଡାକ୍ତରଖାନା ବୁକ୍ କରିଦେଇଥିଲେ ଧର୍ମେନ୍ଦ୍ର; କାହିଁକି…

ସୋସିଆଲ ମିଡିଆରେ ହେମା ମାଲିନୀଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ହେମା ମାଲିନୀଙ୍କ ବନ୍ଧୁ କହୁଛନ୍ତି ଯେ ଈଶା ଦେଓଲଙ୍କ ଜନ୍ମ ଅବସରରେ ଧର୍ମେନ୍ଦ୍ର ପୂରା ଡାକ୍ତରଖାନା ବୁକ୍ କରିଦେଇଥିଲେ। ସେହି ଡାକ୍ତରଖାନାରେ ୧୦୦ଟି କୋଠରୀ ଥିଲା। ହେଲେ ଧର୍ମେନ୍ଦ୍ର ଏମିତି କାହିଁକି କରିଥିଲେ ଜାଣନ୍ତୁ…

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।