ଲୋକପ୍ରିୟ ଟିଭି ଶୋ’ ‘ତାରକ୍ ମେହେଟା କା ଉଲ୍ଟା ଚଶ୍ମା’ର ଗୁରୁଚରଣ ସିଂହ ଓରଫ ସୋଡି ନିଖୋଜ ହୋଇଯାଇଛନ୍ତି। ଏହି ମାମଲାରେ ଦିଲ୍ଲୀ ପୋଲିସର ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ସେ ଶୀଘ୍ର ବିବାହ କରିଥାନ୍ତେ ଏବଂ ସେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ।
'ୱେଲକମ୍ ୩' କୁ ନେଇ ଏକ ନୂଆ ଅପଡେଟ୍ ଆସିଛି। ଏହି ସିନେମାରେ ଆଉ ଜଣେ ଅଭିନେତା ପ୍ରବେଶ କରିଛନ୍ତି। ସେ ହେଉଛନ୍ତି ଅଫତାବ ଶିବଦାସନୀ। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର୍ କରି ସେ ତାଙ୍କ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି।
ହ୍ୱାଟ୍ସଆପ୍ ଏହାର ଉପଭୋକ୍ତାମାନଙ୍କର ଡାଟା ସୁରକ୍ଷା ପାଇଁ ଅନେକ ଫିଚର୍ ପ୍ରଦାନ କରିଚାଲିଛି, ଯାହା ଦ୍ୱାରା ଲୋକଙ୍କ ତଥ୍ୟ ସୁରକ୍ଷିତ ରହିବ। ଏଠାରେ ଆଉ କିଛି ଟିପ୍ସ ଜାଣି ନିଅନ୍ତୁ ଯାହା ଦ୍ୱାରା ଆପଣ ନିଜ ହ୍ୱାଟ୍ସଆପ୍ କଣ୍ଟେଣ୍ଟକୁ ଅଧିକ ସୁରକ୍ଷିତ ରଖିପାରିବେ।
ନୃତ୍ୟର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ଆପଣ ନିଶ୍ଚୟ ଅନେକ ଥର ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କିପରି ନାଚ ଦ୍ୱାରା ଆପଣ ଏହି ବ୍ୟସ୍ତବହୁଳ ଜୀବନରେ ଆସୁଥିବା ଚିନ୍ତା ଏବଂ ଚାପରୁ ମୁକ୍ତି ପାଇପାରିବେ। ତେବେ ଆସନ୍ତୁ ମାନସିକ ସ୍ୱାସ୍ଥ୍ୟ ପାଇଁ ନୃତ୍ୟର କିଛି ଆଶ୍ଚର୍ଯ୍ୟଜନକ...
ନିଜ ପିଲାଙ୍କୁ କଲେଜକୁ ପଠାଇବା ପୂର୍ବରୁ ଅଭିଭାବକମାନେ କିଛି ଗୁରୁତ୍ୱପୂର୍ଣ୍ଣ କଥା ସେମାନଙ୍କୁ କହିବା ଉଚିତ୍, ଯାହାଫଳରେ ପିଲାଟି କଲେଜ ଜୀବନରେ ଦିଗହରା ହେବନି। ଆପଣଙ୍କ ପିଲା ଯଦି ପ୍ରଥମ ଥର ପାଇଁ କଲେଜ ଯିବାକୁ ପ୍ରସ୍ତୁତ ହେଉଛି ତେବେ ନିଜ ପିଲାକୁ କି ପରାମର୍ଶ ଦେବେ...
ଇଣ୍ଡଷ୍ଟ୍ରିର ପ୍ରମୁଖ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ-କରିସ୍ମା କପୁର କିଛି ଦିନ ହେବ ହେଡଲାଇନରେ ରହିଛନ୍ତି। ନିକଟରେ ତାଙ୍କୁ ସୁନୀଲ ଶେଟ୍ଟୀ ଏବଂ ଅନ୍ୟମାନଙ୍କ ସହ ରିଅଲିଟି ସୋ 'ଡ୍ୟାନ୍ସ ଦେୱାନେ'ର ସେଟ୍ରେ ଦେଖିବାକୁ ମିଳିଥିଲା। କରିସ୍ମା ବର୍ତ୍ତମାନ ମାଧୁରୀ ଦୀକ୍ଷିତଙ୍କ ସହ କାମ କରିବାର ଅଭିଜ୍ଞତା ଶେୟାର୍ କରିଛନ୍ତି।
ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଛି ସାରା ଓଡ଼ିଶା। ସେ ରାଜଧାନୀ ଭୁବନେଶ୍ୱର ହେଉ କି ରୌପ୍ୟ ସହର କଟକ, ଟ୍ୱିନ୍ସିଟିରେ ସନ୍ତୁଳି ହେଇଯାଉଛନ୍ତି ଲୋକେ। ଖରା ତ ନୁହେଁ, ସତେଯେମିତି ଆକାଶରୁ ବର୍ଷୁଛି ନିଆଁ। ୪୦ ତଳକୁ ଖସିବାର ନାଁ ଧରୁନି ପାରଦର ଗ୍ରାଫ୍। ଏଭଳି ଅସ୍ୱାଭାବିକ...
ସଲମାନଙ୍କ ଘର ବାହାରେ ଗୁଳି ଚାଳନାକୁ ନେଇ ବୋଲ୍ଡ୍ କ୍ୱିନ୍ ରାଖୀ ସାୱନ୍ତ ଦୁଃଖ ପ୍ରକାଶ କରିଛନ୍ତି। ସେ ଚିନ୍ତା ପ୍ରକାଶ କରିବା ସହ ସଲମାନ ଖାନଙ୍କୁ ବାଲ୍କୋନୀରେ ଠିଆ ନ ହେବାକୁ ପରାମର୍ଶ ଦେଇଛନ୍ତି।
ଓଡ଼ିଶାରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ନିକଟରେ ଏକ ନୂଆ ଚାକିରି ବିଜ୍ଞପ୍ତି ପ୍ରକାଶ କରିଛି। ଏହା ଓଡ଼ିଶା ସରକାରରେ ଏକ ସ୍ଥାୟୀ ନିଯୁକ୍ତି।
ସୁନ୍ଦରୀ ନାରୀ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ। ପ୍ରକୃତି ପ୍ରଦତ୍ତ ରୂପରେ ଯଦି ବ୍ୟବହାର କୁଶଳତା ଓ ପ୍ରତିକାର କୌଶଳର ସମାବେଶ ହୁଏ, ତେବେ ସମସ୍ତଙ୍କର ପ୍ରିୟଭାଜନ ହେବେ।
UPSC ଏହାର ବାର୍ଷିକ କ୍ୟାଲେଣ୍ଡର ଜାରି କରି ୨୦୨୫ରେ ହେବାକୁ ଥିବା ବିଭିନ୍ନ ନିଯୁକ୍ତି ପରୀକ୍ଷାର କାର୍ଯ୍ୟସୂଚୀ ଦର୍ଶାଇଛି। ଆୟୋଗ ଦ୍ୱାରା ପରିଚାଳିତ ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ପ୍ରସ୍ତୁତ ପ୍ରାର୍ଥୀମାନେ UPSC ପରୀକ୍ଷା କ୍ୟାଲେଣ୍ଡର ୨୦୨୫କୁ ଆୟୋଗର ଅଫିସିଆଲ୍ ୱେବସାଇଟ୍କୁ ଯାଇ ଡାଉନ୍ଲୋଡ୍ କରିପାରିବେ।
ଏପରି କିଛି ଖାଦ୍ୟ ମଧ୍ୟ ଯାହା ଶରୀରର ତାପମାତ୍ରାକୁ ବଢାଇଥାଏ। ଶରୀରର ଉତ୍ତାପ ହ୍ରାସ କରିବା ପରିବର୍ତ୍ତେ ଏହା ବୃଦ୍ଧି କରେ। ଏହି କାରଣରୁ ଦୁଇଗୁଣା ଗରମ ଅନୁଭବ ହୁଏ। ଏପରି ପରିସ୍ଥିତିରେ, ଗ୍ରୀଷ୍ମ ଋତୁରେ କେତେକ ଖାଦ୍ୟ ଠାରୁ ଯଥା ସମ୍ଭବ ଦୂରେଇ ରହିବା ଜରୁରୀ। ଆସନ୍ତୁ...
HURLରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନେଇ HURL ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ବିଭିନ୍ନ ଅଫିସର ପଦବୀ ପୂରଣ ହେବ। ଆପଣ ଯଦି ଆଗ୍ରହୀ ତେବେ ଏହି ବିଜ୍ଞପ୍ତିକୁ ଯାଞ୍ଚ କରନ୍ତୁ ଏବଂ ତୁରନ୍ତ ଆବେଦନ କରନ୍ତୁ।
VBSP ବିଶ୍ୱବିଦ୍ୟାଳୟର ଚାରିଜଣ ଡି ଫାର୍ମା (ଡିପ୍ଲୋମା ଇନ୍ ଫାର୍ମାସି) ଛାତ୍ରଙ୍କୁ ୫୦% ମାର୍କ ଦିଆଯାଇଛି। ସବୁଠାରୁ ଚକିତ କଲା ଭଳି କଥା ହେଲା ଏହି ଛାତ୍ରମାନେ ପରୀକ୍ଷାରେ ‘ଜୟ ଶ୍ରୀରାମ’ ଏବଂ କିଛି ଷ୍ଟାର୍ କ୍ରିକେଟରଙ୍କ ନାମ ଛଡା ଆଉ କିଛି ଲେଖି ନଥିଲେ।
'ରାମାୟଣ' ଫିଲ୍ମର ସେଟ୍ରୁ ଅନେକ କଳାକାରଙ୍କ ଫଟୋ ପ୍ରକାଶ ପାଇଥିବାବେଳେ ବର୍ତ୍ତମାନ ରଣବୀର ଏବଂ ସାଇଙ୍କ କିଛି ଫଟୋ ଭାଇରାଲ୍ ହେବାରେ ଲାଗିଛି। ଏହି ଫଟୋଗୁଡ଼ିକରେ ଉଭୟ ତାରକା ପ୍ରଭୁ ରାମ ଏବଂ ମାତା ସୀତାଙ୍କ ଭୂମିକାରେ ନଜର ଆସିଛନ୍ତି।
ଟିଭି ଧାରାବାହିକ ‘ତାରକ ମେହେଟା କା ଉଲ୍ଟା ଚଶମା’ର ମିଷ୍ଟର ସୋଡିଙ୍କୁ ନେଇ ଏକ ଦୁଃଖ ଖବର ଆସିଛି। ଖବର ମୁତାବକ, ଅଭିନେତା ୨୨ ଏପ୍ରିଲରୁ ନିଖୋଜ ଅଛନ୍ତି। ଏହି ଖବର ସମଗ୍ର ଟିଭି ଇଣ୍ଡଷ୍ଟ୍ରିକୁ ଆଶ୍ଚର୍ଯ୍ୟ କରିଦେଇଛି।
ସେ ୧୧୦ ବର୍ଷର ବୃଦ୍ଧ। ଏହି ବୟସରେ ସେ ଏତେ ଫିଟ୍ ଯେ ବଜାରକୁ ଯିବା ପାଇଁ ସେ ନିଜେ କାର୍ ନେଇ ଯାଆନ୍ତି। କେବଳ ଏତିକି ନୁହେଁ, ସେ ଘରେ ମଧ୍ୟ ଏକୁଟିଆ ରୁହନ୍ତି। ସମସ୍ତ କାମ ନିଜେ କରନ୍ତି। କହିଲେ ଏମିତି ଫିଟ୍ ରହିବାର ମନ୍ତ୍ର।
ପିଲାମାନେ ଯଦି ବାରମ୍ବାର ବେମାରରେ ପଡନ୍ତି ଏହା କେବଳ ସେମାନଙ୍କର ପାଠପଢାରେ ବାଧା ଆଣେ ନାହିଁ ବରଂ ସେମାନଙ୍କର ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଯଦି ଆପଣଙ୍କ ପିଲା ମଧ୍ୟ ସ୍କୁଲ ଯିବା ବେଳେ ଅସୁସ୍ଥ ହେଉଛନ୍ତି ତେବେ ଆପଣ ସଚେତନ ହେବା ଜରୁରୀ ଏବଂ ସେମାନଙ୍କ...
ବାନରସେନା ଆମେରିକାର ଦ୍ୱିତୀୟ ସହର ସାନ୍ ଫ୍ରାନ୍ସିସ୍କୋକୁ ମଧ୍ୟ କବ୍ଜା କରିଛି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଦେଖିବାକୁ ମିଳେ ଯେ ବାନରସେନା ଆମେରିକାର ସହରରେ ଘୋଡା ଚଢି ବୁଲୁଛନ୍ତି ଏବଂ ଏହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଛନ୍ତି।
ନିକଟରେ UPSC ଏକ ବିଜ୍ଞପ୍ତି ବାହାର କରିଛି। UPSC କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (CAPF)ରେ ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ନିଯୁକ୍ତି ଘୋଷଣା କରିଛି। ଏହି ନିଯୁକ୍ତି ମାଧ୍ୟମରେ BSF, CISF, ITBP ଏବଂ SSB ରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀ ପୂରଣ ହେବ।