ଦିନକୁ ଦିନ କିଡ୍ନୀଜନିତ ସମସ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ସୁସ୍ଥ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମସ୍ୟାକୁ ଦୂର କରିବା ପାଇଁ ନିଜର ଖାଦ୍ୟରେ କିଛି ଜିନିଷ ସାମିଲ୍ କରିବା ଅତ୍ୟନ୍ତ ଜରୁରୀ। ଏହା ମଧ୍ୟ ବେଶି ଦାମ ନୁହେଁ। ତେବେ ଆସନ୍ତୁ ଜାଣିବା ଏହି ଖାଦ୍ୟ ବିଷୟରେ...
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏକ ଉତ୍ତମ ଖାଦ୍ୟ ବଜାୟ ରଖିବା ସହିତ ଦୈନନ୍ଦିନ ଜୀବନରେ ଯୋଗାସନ ଅଭ୍ୟାସ କିଡ୍ନୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଜଣେ ଯଦି ଦୈନନ୍ଦିନ କାର୍ଯ୍ୟରେ କିଛି ଯୋଗାସନକୁ ସାମିଲ କରେ ତେବେ କିଡ୍ନୀର ସ୍ୱାସ୍ଥ୍ୟ ନିଶ୍ଚିତ କରିବା ପାଇଁ ଏକ ଉତ୍ତମ ବିକଳ୍ପ...
ବ୍ୟାଙ୍କରେ ଚାକିରି କରିବାକୁ କିଏ ବା ନ ଚାହେଁ। ପ୍ରାୟ ଶିକ୍ଷିତ ଯୁବକ ଏନେଇ ପ୍ରସ୍ତୁତ ହେଉଥାନ୍ତି। ଆପଣ ଯଦି ସେମାନଙ୍କ ମଧ୍ୟରୁ ଜଣେ ତେବେ ଏହି ଖବର ଆପଣଙ୍କ ପାଇଁ। Indian Bank ଆପଣଙ୍କ ପାଇଁ ଏହି ସୁଯୋଗ ନେଇ ଆସିଛି।
ଏବେ କରିସ୍ମା କପୁର ଖୁବ୍ ଶୀଘ୍ର OTT ମାଧ୍ୟମରେ ଫିଲ୍ମ 'ମର୍ଡର ମୁବାରକ୍'ରେ ନଜର ଆସିବେ। ଆଜିକାଲି କରିସ୍ମା କପୁର ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ସାନ ଭଉଣୀ କରୀନା କପୁରଙ୍କ ବିଷୟରେ ଅନେକ ରୋଚକ କଥାର ଖୁଲାସା କରିଛନ୍ତି।
CAA ବିରୁଦ୍ଧରେ ସାଉଥ୍ ସୁପର୍ଷ୍ଟାର୍ କମଲ ହାସନ୍। କହିଲେ ଏହା ଭାରତ ପାଇଁ ଏକ କଳା ଦିନ। ଧର୍ମଭିତ୍ତିକ ନାଗରିକତ୍ୱ ପରୀକ୍ଷଣ ଗଣତନ୍ତ୍ରର ଧର୍ମନିରପେକ୍ଷ ସାମ୍ବିଧାନିକ ଭିତ୍ତିଭୂମିର ବିରୁଦ୍ଧ ଅଟେ, ଏବଂ ମୁଁ ଆଇନଗତ ତଥା ରାଜନୈତିକ ସ୍ତରରେ ମୋର ସମସ୍ତ ଶକ୍ତି ସହିତ ଏହା ବିରୁଦ୍ଧରେ ଲଢିବି।
ଯେତେବେଳେ ପ୍ରେମୀ ଯୁଗଳ ଏକାଠି ହୁଅନ୍ତି, ସେମାନେ କେବଳ ପରସ୍ପର ମଧ୍ୟରେ ବ୍ୟସ୍ତ ରୁହନ୍ତି। ସେମାନେ ଠିକ୍-ଭୁଲ୍, ଭଲ-ଖରାପ ଏ ବିଷୟରେ ଚିନ୍ତା କରନ୍ତି ନାହିଁ। ଫଳରେ ଅନେକ ସମୟରେ ସେମାନେ ଏପରି କିଛି କରିବସନ୍ତି, ଯାହା ଭବିଷ୍ୟତରେ ସେମାନଙ୍କୁ ଅସୁବିଧାରେ ପକାଇଥାଏ।
ଅଧିକାଂଶ ଲୋକ ନିଜ ବିଷୟରେ ଅନ୍ୟମାନେ କ’ଣ ଭାବୁଛନ୍ତି ଏହା ଜାଣିବାକୁ ଚାହାନ୍ତି। ଆପଣ ଯଦି ଏହି ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ତେବେ ଏହି ପାଠଟି ଆପଣଙ୍କ କାମରେ ଆସିବ। ଆପଣ ବି ଅନ୍ୟମାନଙ୍କ ମନକୁ ପଢିପାରିବେ। ଏଥିପାଇଁ କେତେକ ଦିଗକୁ ଦୃଷ୍ଟି ଦେବାକୁ ହୋଇଥାଏ। ଆସନ୍ତୁ ସେ...
ପ୍ରାୟ ସମସ୍ତେ ଚାହାନ୍ତି ଲୋକମାନେ ତାଙ୍କୁ ତୁରନ୍ତ ପସନ୍ଦ କରନ୍ତୁ। ଏହା କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ସମ୍ଭବ ହୁଏ ନାହିଁ। ତୁରନ୍ତ ପସନ୍ଦଯୋଗ୍ୟ ହେବା ଏକ କଳା। ନିଜକୁ ଅନ୍ୟମାନଙ୍କ ପାଇଁ ପସନ୍ଦଯୋଗ୍ୟ କରିବା ପାଇଁ କେତେକ ଟ୍ରିକ୍ସ ରହିଛି ଯାହାକୁ ସୂକ୍ଷ୍ମ କଳା କୁହାଯାଏ।
ଓଡ଼ିଶାରେ ରହି ଶିକ୍ଷକ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ଯୁବବର୍ଗଙ୍କ ପାଇଁ ପୁଣି ଏକ ସୁଯୋଗ ଆଣିଲେ ଓଡ଼ିଶା ସରକାର। ଓଡ଼ିଶା ସବ୍-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (OSSSC) ଏନେଇ ଏକ ନୂଆ ସଂକ୍ଷିପ୍ତ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି।
ସାଜିଦ୍ ନାଡିୟାଡୱାଲାଙ୍କ ମେଗା ବଜେଟ୍ ଆକ୍ସନ୍ ଫିଲ୍ମରେ ଦବଙ୍ଗ ଖାନ୍ଙ୍କୁ ଦେଖିବାକୁ ମିଳିବ ଯାହାକୁ ସାଉଥ୍ ନିର୍ଦ୍ଦେଶକ ଏଆର୍ ମୁରୁଗାଦୋସ୍ ନିର୍ଦ୍ଦେଶନା ଦେବେ। ଫିଲ୍ମର ଅଫିସିଆଲ୍ ଘୋଷଣା କରାଯାଇଛି। ଏହି ଫିଲ୍ମ ସବୁଠାରୁ ଉଚ୍ଚକୋଟୀର ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ, ଯାହା ଇଦ୍ ୨୦୨୫ ରେ ମୁକ୍ତିଲାଭ କରିବ।
ଜଣେ ଶିକ୍ଷକ ନିଜ ଛାତ୍ରର ହୀତ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାଆନ୍ତି। ବର୍ତ୍ତମାନ ଏହିପରି ଜଣେ ଉତ୍ତମ ସ୍ୱଭାବର ଶିକ୍ଷକ, ଯିଏକି ତାଙ୍କ ଛାତ୍ରମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସୁବିଧା ଯୋଗାଇଦେବା ପାଇଁ ତାଙ୍କର ସମସ୍ତ ବୋନସ୍ ଟଙ୍କା ବିନିଯୋଗ କରିଦେଇଛନ୍ତି। ସେହି କାରଣରୁ ସେ ବର୍ତ୍ତମାନ ସୋସିଆଲ ମିଡିଆରେ...
କିଛି ଲୋକ ଅଛନ୍ତି ଯେଉଁମାନେ କ୍ଷୀର ପିଇବାକୁ ପସନ୍ଦ କରନ୍ତି ନାହିଁ। ଏପରି ପରିସ୍ଥିତିରେ, ଯଦି ଆପଣ ଚାହାଁନ୍ତି, ଆପଣଙ୍କ ନିଜ ଖାଦ୍ୟରେ ଏମିତି କିଛି ଖାଦ୍ୟ ପଦାର୍ଥ (କ୍ୟାଲ୍ସିୟମ୍ ରିଚ୍ ଡାଏଟ୍) ଅନ୍ତର୍ଭୁକ୍ତ କରି କ୍ୟାଲ୍ସିୟମ୍ ଅଭାବ ପୂରଣ କରିପାରିବେ। ଆସନ୍ତୁ ଏହିସବୁ ଖାଦ୍ୟ ବିଷୟରେ ଜାଣିବା।
ଦିଲ୍ଲୀ ସରକାରରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ। ଆସିଷ୍ଟାଣ୍ଟ ସାନିଟାରୀ ଇନ୍ସପେକ୍ଟର, PGT, ଷ୍ଟେନୋଗ୍ରାଫର ଗ୍ରେଡ୍ ‘ଡି’ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଦିଲ୍ଲୀ ସବ୍ଅର୍ଡିନେଟ୍ ସର୍ଭିସେସ୍ ସିଲେକ୍ସନ୍ ବୋର୍ଡ (DSSSB) ବିଜ୍ଞପ୍ତି ଜାରି କରିଛି।
ଭାରତୀୟ ରେଳ ହେଉଛି ଏକ ବିଶାଳ ପ୍ଲାଟଫର୍ମ ଯେଉଁଠାରେ ଅନେକ ଚାକିରି ପାଇବାକୁ ଆଶାୟୀ ଥାଆନ୍ତି। ଆପଣ ଯଦି ଏହି ଆଶାୟୀମାନଙ୍କ ମଧ୍ୟରୁ ଜଣେ ତେବେ ବିଳମ୍ବ ନ କରି ତୁରନ୍ତ ଆବେଦନ ପାଇଁ ପ୍ରସ୍ତୁତ ହୁଅନ୍ତୁ। କାରଣ RRB ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ସଲମାନ ଖାନଙ୍କ ଫିଲ୍ମ ‘କିକ୍ ୨’କୁ ନେଇ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି। ସାଜିଦ ନାଡିୟାଡୱାଲା ‘କିକ୍ ୨’ କୁ ନିର୍ଦ୍ଦେଶନା ଦେବେ ନାହିଁ। ଏଥର ଭାଇଜାନଙ୍କ ଫିଲ୍ମର ନିର୍ମାତା ସାଉଥ୍ ନିର୍ଦ୍ଦେଶକଙ୍କ ଉପରେ ଭରସା କରିଛନ୍ତି।
ଯଦିଓ କିଙ୍ଗ୍ ଖାନ୍ କୌଣସି ହଲିଉଡ୍ ଫିଲ୍ମ କରିନାହାଁନ୍ତି, ତଥାପି ତାଙ୍କ ଷ୍ଟାରଡମ୍ ବିଦେଶରେ ମଧ୍ୟ କମ ନୁହେଁ। ନିକଟରେ ଏକ ସାକ୍ଷାତକାରରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ କାହିଁକି ହଲିଉଡ୍ରେ କାମ କରି ନାହାନ୍ତି ତାହାର ଉତ୍ତର ଦେଇଛନ୍ତି।
ଭାରତରେ ଚାଲିଛି ବିବାହ ଋତୁ। ଯଦି ଆପଣ ମଧ୍ୟ ବିବାହ କରିବାକୁ ଯୋଜନା କରୁଛନ୍ତି ତେବେ ନିଶ୍ଚିତ ଭାବରେ ନିଜ ଭାବି ପତି/ପତ୍ନି ସହିତ କିଛି କଥାକୁ ନେଇ ଆଲୋଚନା କରିନେବା ଜରୁରୀ। ଏହା ଦ୍ୱାରା ଆପଣ ନିଜ ବୈବାହୀକ ଜୀବନକୁ ଖୁସିରେ ବିତାଇବେ।
ଆମେରିକାର ଟେଲିଭିଜନ ଉପସ୍ଥାପିକା ଜିମି କିମେଲ ଲସ୍ ଏଞ୍ଜେଲସରୁ ଏହି ପୁରସ୍କାରକୁ ଉପସ୍ଥାପନା କରିବେ। ମନୋରଞ୍ଜନ ଏବଂ ଚଳଚ୍ଚିତ୍ରର କେତେକ ବଡ ନାମ ଆମେରିକାର ଲସ୍ ଆଞ୍ଜେଲ୍ସର ହଲିଉଡ୍ର ଡଲ୍ବି ଥିଏଟରରେ ୯୬ ତମ ଏକାଡେମୀ ପୁରସ୍କାର ପାଇଁ ଏକତ୍ର ହେବେ।
ଆପଣ ଶିକ୍ଷକ ହେବାର ଲକ୍ଷ ରଖିଛନ୍ତି ଆଉ ଏନେଇ ନିଜକୁ ପ୍ରସ୍ତୁତ କରୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ଓଡିଶା ରାଜ୍ୟ ଚୟନ ବୋର୍ଡ(SSB Odisha) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୦୬୧ଟି ପଦବୀ ପୂରଣ ହେବ।
ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପ ତାଙ୍କ ବିବୃତ୍ତି ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦ୍ଘାଟନକୁ ନେଇ ସେ ଏକ ବଡ଼ ମତ ଦେଇଛନ୍ତି, ଯେଉଁଥିପାଇଁ ସେ ପୁଣି ଥରେ ଆଲୋଚ୍ୟର ବିଷୟ ହୋଇଛନ୍ତି। ରାମ ମନ୍ଦିରକୁ ନେଇ ସେ ବିବାଦୀୟ ମତ ଦେଇଛନ୍ତି।