• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

boy from ayodhya earns more than doctor applying chandan tika
Viral Video: ଅଯୋଧ୍ୟାରେ ସମସ୍ତଙ୍କ ମୁଣ୍ଡରେ ଲଗଉଛନ୍ତି ଚନ୍ଦନ ଟିକା; ଡକ୍ଟରଙ୍କ ଭଳି କରୁଛନ୍ତି ରୋଜଗାର

ଅଯୋଧ୍ୟା ମନ୍ଦିର ପରିସରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ଏକ ଛୋଟ ପିଲାର, ଯିଏ ମନ୍ଦିରକୁ ଆସୁଥିବା ଲୋକଙ୍କୁ ଚନ୍ଦନ ଓ ସିନ୍ଦୁର ଟିକା ଲଗଉଛନ୍ତି। ଦିନକୁ ତାଙ୍କ ରୋଜଗାର ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

Game of thrones famed actor ian gelder passes away
ଚାଲିଗଲେ 'ଗେମ୍ ଅଫ୍ ଥ୍ରୋନ୍ସ'ର ଲୋକପ୍ରିୟ ଅଭିନେତା

'ଗେମ୍ ଅଫ୍ ଥ୍ରୋନ୍ସ'ରେ କେଭାନ୍ ଲାନିଷ୍ଟରଙ୍କ ଭୂମିକାରେ ଲୋକପ୍ରିୟତା ହାସଲ କରିଥିବା ବ୍ରିଟିଶ ଅଭିନେତା ଇୟାନ୍ ଗେଲ୍ଡରଙ୍କ ଦେହାନ୍ତ ହୋଇଛି। ସେ ଗତ ପାଞ୍ଚ ମାସ ଧରି କର୍କଟ ରୋଗରେ ପୀଡିତ ଥିଲେ।

Sukumar praises allu arjun and says he is the reason for what i am today
ଅଲୁ ଅର୍ଜୁନଙ୍କୁ ପ୍ରଶଂସାରେ ପୋତିଦେଲେ ସୁକୁମାର, କହିଲେ ଆଜି ମୁଁ ଯାହା କିଛି ହେଇଛି ସବୁ ତାଙ୍କ ପାଇଁ

ଭାରତୀୟ ମନୋରଂଜନ ଦୁନିଆରେ ଅଲୁ ଅର୍ଜୁନ ଓ ସୁକୁମାରଙ୍କ ଯୋଡି ଖୁବ୍ କାମ ଦିଏ। ସେମାନଙ୍କର ଫିଲ୍ମ ବକ୍ସ ଅଫିସ୍‌ରେ ହିଟ୍ ହୁଏ। ଏବେ ସୁକୁମାର ଅଲୁ ଅର୍ଜୁନଙ୍କୁ ନିଜ ଭାଗ୍ୟ ବୋଲି କହିଛନ୍ତି। ସେ କହିଛନ୍ତି, “ଆଜି ମୁଁ ଯାହା କିଛି ହେଇଛି ସବୁ ଅଲୁ ଅର୍ଜୁନ...

Five parenting tips how to make your child emotionally strong
Parenting Tips: ଆପଣଙ୍କ ପିଲା ଟିକେ ଟିକେ କଥାରେ କାନ୍ଦିପକାଉଛି କି; ପିଲାଙ୍କୁ ଦୃଢ କରିବାକୁ ୫ଟି ଟିପ୍ସ

ଅନେକ ପିଲା ଅଛନ୍ତି ଯେଉଁମାନେ ଛୋଟ ଛୋଟ କଥାକୁ ନେଇ କାନ୍ଦିବା ଆରମ୍ଭ କରନ୍ତି। ଯଦି ଆପଣଙ୍କ ପିଲା ମଧ୍ୟ ଏପରି ସସସ୍ୟାକୁ ସାମ୍ନା କରୁଛି ଆଉ ଆପଣ ନିଜର ପିଲାର ଏହି ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି ଏବଂ ପିଲାକୁ ଉଭୟ ମାନସିକ ଏବଂ ଭାବନାତ୍ମକ...

Changing lifestyle can cure thalassemia
World Thalassemia Day 2024: ଥାଲାସେମିଆକୁ ରୋକିବ ଏକ ଶୃଙ୍ଖଳିତ ଜୀବନଶୈଳୀ; ଜାଣନ୍ତୁ କ’ଣ କରିବାକୁ ହେବ

ଥାଲାସେମିଆ ଏକ ଗୁରୁତର ଜେନେଟିକ୍ ରକ୍ତ ବ୍ୟାଧି ସମସ୍ୟା। ଏହାର ଗୁରୁତର ଅବସ୍ଥାରେ ରୋଗୀକୁ ସାଧାରଣତଃ ଜୀବନସାରା ରକ୍ତଦାନ, ଚିକିତ୍ସା ଏବଂ ପରିଚାଳନା ଆବଶ୍ୟକ ପଡେ। ବଂଶାନୁକ୍ରମିକ ବା ଜେନେଟିକ ରକ୍ତ ବ୍ୟାଧିର ଏକ ସ୍ପେକ୍ଟ୍ରମ ଶରୀରରେ ହେମୋଗ୍ଲୋବିନର ହ୍ରାସ କିମ୍ବା ଅନୁପସ୍ଥିତିକୁ ଥାଲାସେମିଆ ଭାବରେ ଗଣାଯାଏ।

Actor shekhar suman join bharatiya janata party
ଶେଖର ସୁମନ କହୁଥିଲେ ରାଜନୀତିରୁ ଦୂରେଇ ରହିଛି; ଏବେ କାହିଁକି ଧରିଲେ ପଦ୍ମ...

ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଶେଖର ସୁମନ ଦଳରେ ଯୋଗ ଦେଇଛନ୍ତି। ଦିନେ କହୁଥିଲେ ସେ ନିଜକୁ ରାଜନୀତିରୁ ଦୂରେଇ ରଖିଛନ୍ତି।

India Post Office Recruitment Apply For 54 Posts
India Post Office Recruitment: ପୋଷ୍ଟାଲ୍‌ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ; ବାର୍ଷିକ ଦରମା ୨୫ ଲକ୍ଷ

ଭାରତର ଅନେକ ଯୁବବର୍ଗ ପୋଷ୍ଟାଲ୍ ଚାକିରି ପାଇଁ ସ୍ୱପ୍ନ ଦେଖନ୍ତି। ଆପଣ ଯଦି ଭାରତୀୟ ଡାକ ସେବାରେ ଚାକିରି କରିବାକୁ ଇଚ୍ଛୁକ ତେବେ ଏହି ଖବର ଆପଣଙ୍କ ପାଇଁ। ଏନେଇ ଇଣ୍ଡିଆନ୍ ପୋଷ୍ଟାଲ୍ ପେମେଣ୍ଟ୍ ବ୍ୟାଙ୍କ(IPPB) ଏକ ବିଜ୍ଞପ୍ତି ପ୍ରକାଶ କରିଛି।

fahadh faasil says allu arjun film Pushpa did nothing for me
ଫହାଦ ଫାଜିଲ୍‌ଙ୍କ ଖୋଲା କଥା; କହିଲେ, ମତେ ଲାଗୁ ନାହିଁ ଯେ 'ପୁଷ୍ପା' ମୋ ପାଇଁ କିଛି କରିଛି

'ପୁଷ୍ପା: ଦି ରାଇଜ୍'ରେ ଦମଦାର ଭିଲେନ୍' ଏସ୍‌ପି ଭଂୱର ସିଂହ ଶେଖାୱତ'ର ଭୂମିକା ଫହାଦ୍ ଫାଜିଲଙ୍କୁ ରାତାରାତି ତାରକା କରିଥିଲା। ଫହାଦଙ୍କ ଅଭିନୟ ଫିଲ୍ମକୁ ଅଧିକ ଆକର୍ଷଣୀୟ କରିଥିଲା। କିନ୍ତୁ, ନିକଟରେ ଅଭିନେତା ଏହି ଫିଲ୍ମକୁ ନେଇ ଏମିତି କିଛି କହିଛନ୍ତି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି।...

Dharmendra apologized and wrote the pevious post was very painful
ପ୍ରଶଂସକ-ଟ୍ୱିଟର ପରିବାରକୁ କ୍ଷମା ମାଗିଲେ ହୀ-ମ୍ୟାନ୍; ହେଲେ କାହିଁକି…

ସୋସିଆଲ୍ ମିଡିଆରେ ବେଳେବେଳେ ଧର୍ମେନ୍ଦ୍ରଙ୍କର ପୋଷ୍ଟ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଥାଏ। ଏମିତି କିଛି ତାଙ୍କର ଶେଷ ଟ୍ୱିଟର ପୋଷ୍ଟରେ ମଧ୍ୟ ହୋଇଛି, ଯାହା ସୁପରଷ୍ଟାର ନିଜେ ଡିଲିଟ୍‌ କରିଛନ୍ତି। ଏହା କରିବା ପରେ ସେ ତାଙ୍କ ପ୍ରଶଂସକ ଏବଂ ଟ୍ୱିଟର ପରିବାରକୁ ମଧ୍ୟ କ୍ଷମା ମାଗିଛନ୍ତି।

DRDO DMRL Apprentice Recruitment 2024
DRDO Recruitment 2024: ITI କରି ଘରେ ବସିଛନ୍ତି କି…. DRDOରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ

ଆପଣ ଯଦି ITI ଘରେ ବସିଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। ଆପଣ ମଧ୍ୟ ଭାରତୀୟ ପ୍ରତିରକ୍ଷା ଏବଂ ଅନୁସନ୍ଧାନ ସଂଗଠନ (DRDO)ରେ ଚାକିରି କରିପାରିବେ। ଏନେଇ DRDO ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Over dieting can cause serious health problem
International No Diet Day 2024: ଆପଣ ଡାଏଟିଂ କରୁଛନ୍ତି କି, ହୋଇପାରେ ମୁଣ୍ଡ ବିନ୍ଧା-କିଡ୍‌ନୀ ଷ୍ଟୋନ୍; ଜାଣନ୍ତୁ କାରଣ...

ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ଠିକ୍ ଭାବେ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଫିଟ୍ ରହିବା ପାଇଁ ସେମାନଙ୍କର ଖାଦ୍ୟକୁ ନିୟନ୍ତ୍ରଣ କରନ୍ତି। ଏହା ବେଳେବେଳେ ସେମାନଙ୍କ ପାଇଁ କାଳ ହୋଇଥାଏ।

Suffering from nausea during travel do shunya yoga mudra
Yogasana: ଆପଣ ଗାଡ଼ିରେ ଯିବା ବେଳେ ବାନ୍ତି ଲାଗୁଛି କି; କରନ୍ତୁ ଏହି ଯୋଗ ମୁଦ୍ରା, ମିଳିବ ମୁକ୍ତି

ଅନେକ ଲୋକ ଅଛନ୍ତି ଯେଉଁମାନେ କାର୍‌, ବସ୍, ଟ୍ରେନ୍, ଜାହାଜ କିମ୍ବା ଯେକୌଣସି ଯାନବାହନରେ ବସିବା ମାତ୍ରେ ବାନ୍ତି ଭଳି ଅସୁସ୍ଥତାର ସମସ୍ୟାରେ ଆକ୍ରାନ୍ତ ହୁଅନ୍ତି। ଆପଣ ଯଦି ଏହି ସମସ୍ୟା ସହିତ ସଂଘର୍ଷ କରୁଛନ୍ତି ତେବେ ଯୋଗ ଆପଣଙ୍କୁ ସାହାଯ୍ୟ କରିପାରିବ।

Indian Navy Agniveer (MR/SSR) Recruitment Apply Online For 300+ Posts
Indian Navy Agniveer Recruitment: ଭାରତୀୟ ନୌସେନାରେ ପୂରଣ ହେବ ୩୦୦ରୁ ଅଧିକ ପଦବୀ; ଦଶମ ପାଶ୍ ପିଲା ବି କରିବେ ଆବେଦନ

ଭାରତୀୟ ନୌସେନାରେ ଚାକିରି କରିବାକୁ ପ୍ରାୟ ଯୁବବର୍ଗ ସ୍ୱପ୍ନ ଦେଖନ୍ତି। ଆପଣ ଯଦି ଭାରତୀୟ ନୌସେନାରେ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏନେଇ ଭାରତୀୟ ନୌସେନା ଅଗ୍ନିବୀର ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Bajpayee ferocious look revealed from bhaiyya ji
ଆକ୍ସନ୍ ଅବତାରରେ ମନୋଜ ବାଜପେୟୀ; ଗୋଟି ଗୋଟି କରି ନେବେ ପ୍ରତିଶୋଧ

ମନୋଜ ବାଜପେୟୀ ଫିଲ୍ମ 'ଭୈୟା ଜୀ' ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅପୂର୍ବ ସିଂହ କାର୍କି। ନିର୍ମାତା ନିକଟରେ 'ଭୈୟା ଜୀ' ଫିଲ୍ମର ଟିଜର ରିଲିଜ୍‌ କରିଛନ୍ତି। ଭିଡିଓ କ୍ଲିପ୍‌ରେ ମନୋଜ ବାଜପେୟୀଙ୍କୁ ଆକ୍ସନ୍ ଅବତାରରେ ଦେଖିବାକୁ ମିଳେ।

Bobby deol becomes villain in 200 crore film hari hara veera mallu
Teaser Out: ମୋଗଲ ସମ୍ରାଟ ହୋଇ ପରଦାରେ ଖଣ୍ଡା ବୁଲେଇବେ ବବି; ପୱନ୍‌ଙ୍କ ସହ ଲଢିବେ

ସାଉଥ୍‌ରୁ ତାଙ୍କର ଆଉ ଏକ ଫିଲ୍ମର ଟିଜର ରିଲିଜ୍ ହୋଇଛି। ଟିଜର୍‌କୁ ଦେଖିଲେ ଲାଗେ ଫିଲ୍ମ ରେକର୍ଡ ଭାଙ୍ଗିବ। ଏହି ଚଳଚ୍ଚିତ୍ରରେ ବବି ଦେଓଲ୍ ଏକ ଭିଲେନ୍ ଭୂମିକାରେ ଅଛନ୍ତି। ତାଙ୍କୁ ପୱନ କଲ୍ୟାଣଙ୍କ ସହ ଫାଇଟ୍ କରୁଥିବା ଦେଖିବାକୁ ମିଳେ।

In this World Laughter Day know some tips to laugh others
World Laughter Day 2024: ଆପଣ ଚାହୁଁଛନ୍ତି କି କାହାକୁ ହସେଇବା ପାଇଁ; ଏହି ୬ଟି ଉପାୟ କରିବ ସହଯୋଗ

ଆଜିର ବ୍ୟସ୍ତବହୁଳ ଦୁନିଆରେ ମଣିଷ ହସକୁ ପୂରା ଭୁଲିଯାଇଛି। କାହା ମୁହଁରେ ପ୍ରକୃତ ମନ ଖୋଲା ହସ ପ୍ରାୟ ଦେଖାଯାଉ ନାହିଁ। ତେଣୁ ସମସ୍ତେ ଅନ୍ୟକୁ ହସେଇବା ନେଇ ଚେଷ୍ଟା କରିବା ଦରକାର। ତେବେ ନିଜେ ହସିବା ସହ କାହାକୁ ହସେଇବାକୁ ହେଲେ କ’ଣ କରିବାକୁ ହୁଏ ଆସନ୍ତୁ...

Four yoga asanas for better sleep
Yogasana: ଆପଣ ରାତିରେ ଭଲରେ ଶୋଇପାରୁ ନାହାନ୍ତି କି… କରନ୍ତୁ ଏହି ଯୋଗ, ପଡୁ ପଡୁ ହେବ ନିଦ

ଭଲରେ ନିଦ ନ ହେବାର ଅନେକ କାରଣ ଥାଇପାରେ। ଉଦାହରଣ ସ୍ୱରୂପ, ଚାପ ଏବଂ ଚିନ୍ତା ନିଦ୍ରାରେ ବାଧା ଆଣେ। ଯୋଗ ଏହି ଅନିଦ୍ରାକୁ ହ୍ରାସ କରିଥାଏ ଏବଂ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ। ତେବେ ଆସନ୍ତୁ କେଉଁସବୁ ଯୋଗାସନ କରିବା ଦ୍ୱାରା ଭଲ ନିଦ ହୁଏ ସେ ବିଷୟରେ...

If your child is 10 years old then learn them these five things
Parenting Tips: ଆପଣଙ୍କ ପିଲା ଯଦି ୧୦ ବର୍ଷର ହୋଇଗଲାଣି, ଶିଖାନ୍ତୁ ଏହି କଥା; ମିଳିଯିବ ସଂସ୍କାର

ଯଦି ଆପଣଙ୍କର ପିଲାକୁ ୧୦ବର୍ଷ ହୋଇଯାଇଛି, ତେବେ ନିଶ୍ଚିତ ଭାବରେ ତାଙ୍କୁ ବର୍ତ୍ତମାନଠାରୁ କିଛି ଜିନିଷ ଶିଖାଇବା ଆରମ୍ଭ କରନ୍ତୁ। ଯଦି ଏହି ଜିନିଷ ମନରେ ରହିଯାଏ, ତେବେ ଭବିଷ୍ୟତରେ ସେମାନଙ୍କୁ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

Assistant Communication officer vacancy in home ministry
MHA Recruitment 2024 : ଗ୍ରାଜୁଏସନ କରିଥିଲେ ଗୃହ ମନ୍ତ୍ରଣାଳୟରେ ଚାକିରି; ହେବେ ଅଫିସର୍

ଯେଉଁମାନେ ଗୃହ ମନ୍ତ୍ରଣାଳୟରେ ଚାକିରି କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର। ଏଥିପାଇଁ MHA ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଚୟନ ହେଲେ ପ୍ରାର୍ଥୀ ମାସକୁ ୧ ଲକ୍ଷରୁ ଅଧିକ ଦରମା ପାଇବେ।

Shahrukh khan spilled the beans about shooting for his next film
ଶାହରୁଖ୍ ଖାନ୍‌ଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର; ପୁଣି ଦେଖିବାକୁ ମିଳିବ କିଙ୍ଗ ଖାନଙ୍କ ଡନ୍‌ଗିରି

ଏବେ ପ୍ରଶଂସକମାନେ ଶାହରୁଖ୍ ଖାନ୍‌ଙ୍କ ନୂଆ ଫିଲ୍ମ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସେପଟେ ଶାହରୁଖ ଖାନ କହିଛନ୍ତି ଯେ ସେ କେଉଁ ମାସରୁ ଚଳିତ ବର୍ଷ ଶୁଟିଂ ଆରମ୍ଭ କରିବେ। ତେବେ କେଉଁ ଫିଲ୍ମ ପାଇଁ ସେ ବ୍ୟସ୍ତ ରହିବେ ତାହା କିଙ୍ଗ ଖାନ ପ୍ରକାଶ...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।