ଓଡ଼ିଶାରେ ଶିକ୍ଷକ ପଦବୀରେ ନିଯୁକ୍ତି ନେଇ ଅନେକ ଯୁବପିଢିଙ୍କ ସ୍ୱପ୍ନ ରହିଛି। ଆପଣ ଯଦି ଶିକ୍ଷକ ହେବାର ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣଙ୍କ ପାଇଁ ସୁଯୋଗ ଆସିଛି। ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ(OAVS) ଏହି ସୁଯୋଗ ନେଇଆସିଛି। ଏନେଇ OAVS ନିକଟରେ ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ଅଫିସିଆଲ୍ ୱେବସାଇଟ୍ jeemain.nta.ac.in ରେ ଅନ୍ଲାଇନ୍ ମୋଡ୍ ରେ JEE ମେନ୍ ସେସନ୍ ୨ ପରୀକ୍ଷା ସିଟି ସ୍ଲିପ୍ ଜାରି ହେବ। ଏଠାରେ ଆବଶ୍ୟକ ବିବରଣୀ ସହିତ ଲଗ୍ ଇନ୍ କରି, ଆପଣ JEE ମେନ୍ ସେସନ୍ ୨ ପରୀକ୍ଷା ସିଟି ସ୍ଲିପ୍ ଡାଉନ୍ଲୋଡ୍ କରିବାକୁ ସମର୍ଥ ହେବେ।...
ଆପଣ କ’ଣ କେବେ ଭାବି ପାରିବେ କି ୮୦ ବର୍ଷର ଜଣେ ବୁଦ୍ଧାଙ୍କ ଚର୍ମରେ ଦେଖାଯାଉଛି ଆଶ୍ଚର୍ଯ୍ୟଜନକ ଗ୍ଲୋ। ନିକଟରେ ସୋସିଆଲ ମିଡିଆରେ ଜଣେ ୮୦ ବର୍ଷର ମହିଳାଙ୍କ ଭିଡିଓ ଭାଇରାଲ୍ ହେଉଛି। ତାଙ୍କର ଚମକୁଥିବା ଚର୍ମ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି।
ବଲିଉଡ୍ ଇଣ୍ଡଷ୍ଟ୍ରିରେ ସୁପର୍ଷ୍ଟାର୍ଙ୍କ ଫି’ କୁ ନେଇ ପ୍ରାୟତଃ ଆଲୋଚନା କରାଯାଇଥାଏ। କେହି କେହି ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟି ନେଉଛନ୍ତି ତ ଆଉ କେହି ୨୦୦ କୋଟି ଟଙ୍କା ଚାର୍ଜ କରୁଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ସୁପର୍ଷ୍ଟାର୍ଙ୍କ ବିଷୟରେ କହିବୁ ଯିଏ...
ବେଳେ ବେଳେ ଏମିତି ହୋଇଯାଏ ଯେ ଆବଶ୍ୟକତା ଠାରୁ ତରକାରୀ ଅଧିକ ରାଗ ହୋଇଯାଏ। ଯଦି ତରକାରୀ ଅଧିକ ରାଗ ହୋଇଯାଏ ତେବେ ତାହା ଯେତେ ସ୍ୱାଦିଷ୍ଟ ହେଲେ ମଧ୍ୟ ଏହାକୁ କେହି ଖାଇ ପାରନ୍ତି ନାହିଁ। ଏପରି ପରିସ୍ଥିତିରେ ତରକାରୀରୁ କିପରି ରାଗ କମେଇବେ ସେଥିପାଇଁ କିଛି...
ଓଡ଼ିଶା ଲୋକସଭା ଓ ବିଧାନସଭା ନିର୍ବାଚନ ତାରିଖ ମଧ୍ୟ ଘୋଷଣା ହୋଇଛି। ଓଡ଼ିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ। ନିର୍ବାଚନ ପୂର୍ବରୁ ସରକାର ମଧ୍ୟ ଭୋଟର ତାଲିକାରେ ନା’ ଯୋଡିବାକୁ ସମସ୍ତ ଉଦ୍ୟମ କରୁଛନ୍ତି। ଆପଣ ଏବେ ଘରେ ବସି ନିଜକୁ ତାଲିକାଭୁକ୍ତ କରିପାରିବେ।
ଶୁଣିବାକୁ ମିଳୁଛି ଯେ କରୀନା କପୁର, ୟଶଙ୍କ ଆଗାମୀ ଚଳଚ୍ଚିତ୍ର 'ଟକ୍ସିକ୍'ରେ ସାମିଲ ହୋଇପାରନ୍ତି ଏବଂ କନ୍ନଡ ସିନେମାରେ ତାଙ୍କର ଡେବ୍ୟୁ ଆରମ୍ଭ କରିପାରନ୍ତି। ଗତ ବର୍ଷ ଏହି ପ୍ରକଳ୍ପ ଘୋଷଣା ହୋଇଥିଲା ଏବଂ ଡିସେମ୍ବରରେ ଏହାର ଟାଇଟଲ୍ ଉନ୍ମୋଚନ କରିଥିଲେ ୟଶ।
‘ଉରି ଦି ସର୍ଜିକାଲ୍ ଷ୍ଟ୍ରାଇକ୍’ ଚଳଚ୍ଚିତ୍ରରେ ଭିକି କୌଶଲଙ୍କ ସହ କାମ କରି ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ରିଭା ଅରୋରା ବର୍ତ୍ତମାନ ବହୁତ ବଡ ହୋଇଯାଇଛନ୍ତି। ସେ ଏବେ ୧୮ ବର୍ଷର ଯୁବତୀ। ରିଭା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ପ୍ରତିଦିନ ତାଙ୍କର କିଛି ନା କିଛି...
ନବୋଦୟ ବିଦ୍ୟାଳୟ ସମିତି(NVS)ରେ ଚାକିରି ସୁଯୋଗ। ଏନେଇ NVS ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଅଣ-ଶିକ୍ଷକ ପଦବୀ ପୂରଣ ହେବ। ମୋଟ ୧୩୭୭ ପ୍ରାର୍ଥୀ ନିଯୁକ୍ତି ପାଇବେ।
ରୋଷେଇ ପୂର୍ବରୁ ଧୁଆହୋଇଥିବା ଚାଉଳ ପାଣିକୁ ସମସ୍ତେ ଫୋପାଡି ଦେଇଥାନ୍ତି। କିନ୍ତୁ ଏହି ଚାଉଳ ପାଣି ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ତାହା ଆପଣ ଜାଣନ୍ତି କି? କେଉଁ ଶାରୀରିକ ସମସ୍ୟାରେ ଏହା ଉପକାରୀ? ତେବେ ଆସନ୍ତୁ ଜାଣିବା ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ ଚାଉଳ ପାଣିର ଲାଭ କ’ଣ?
ରବି କିଶନଙ୍କ ଚରିତ୍ର ଏବଂ ତାଙ୍କ ଅଭିନୟ ଦର୍ଶକଙ୍କ ଦ୍ୱାରା ବହୁତ ପ୍ରଶଂସିତ ହୋଇଥିଲା। ବର୍ତ୍ତମାନ ରବି କିଶନ ଅଭିନୟ ପ୍ରତି ତାଙ୍କର ଭଲପାଇବା ବିଷୟରେ କହିଛନ୍ତି ଏବଂ ତାଙ୍କ ବାପାଙ୍କ ସହ ଥିବା ସମ୍ପର୍କକୁ ମଧ୍ୟ ପ୍ରକାଶ କରିଛନ୍ତି। ଆସନ୍ତୁ ଜାଣିବା ଅଭିନେତା କ’ଣ କହିଛନ୍ତି।
ଅମିତାଭ ବଚ୍ଚନ ତାଙ୍କ ସ୍ୱାସ୍ଥ୍ୟ ଖବରକୁ ନେଇ ଆଜିକାଲି ଚର୍ଚ୍ଚାର ଏକ ଅଂଶ ହୋଇଛନ୍ତି। ନିକଟରେ ଖବର ଆସିଥିଲା ଯେ ତାଙ୍କର କୋକିଲାବେନ୍ ହସ୍ପିଟାଲରେ ଏଞ୍ଜିଓପ୍ଲାଷ୍ଟି ହୋଇଛି। ଏହା ପରେ ଏହି ଖବର ଲଗାତର ଚାଲିଥିଲା। ବର୍ତ୍ତମାନ ଅମିତାଭ ବଚ୍ଚନ ଏଭଳି ଖବରରେ ପୂର୍ଣ୍ଣଚ୍ଛେଦ ପକେଇଛନ୍ତି।
ଓଡିଶାରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏହି ସୁଯୋଗ ନେଇ ଆସିଛି ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC)। ଏନେଇ OSSC ଏକ ବିଜ୍ଞାପନ ଜାରି କରିଛି।
ପ୍ରାୟତଃ ଝିଅମାନଙ୍କର ଲାଳନପାଳନର ଦାୟିତ୍ୱ ମା’ଙ୍କ ଉପରେ ପଡିଥାଏ। ଆଜିକାଲି କିନ୍ତୁ ସମୟ ବଦଳିଯାଇଛି। ଝିଅମାନଙ୍କର ସାମଗ୍ରିକ ବିକାଶ ପାଇଁ ବାପାଙ୍କ ଭୂମିକା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଖାଲି ମା’ ନୁହେଁ, ବାପା ଯଦି ଝିଅର ଯତ୍ନ ନେବାରେ ସକରାତ୍ମକ ଭାବେ ସହଯୋଗ କରିବେ ତେବେ ଝିଅଟି...
ଆଖୁ ରସ ଲୋକମାନଙ୍କୁ ଏକ ସତେଜ ଅନୁଭବ ଦେଇଥାଏ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ। ଆଖୁରେ ଅନେକ ପୋଷକ ତତ୍ତ୍ୱ ରହିଥାଏ। ଏନେଇ ଆଖୁକୁ ସ୍ୱାସ୍ଥ୍ୟ ପାଇଁ ଏକ ରାମବାଣ ବୋଲି କୁହାଯାଏ।
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛନ୍ତି ଜଣେ ମହିଳା। ସେ ଡବଲ୍ MA ସହିତ PhD କରିଛନ୍ତି। ପୁଟ୍ପାଥ୍ରେ ବିକୁଛନ୍ତି ଚା’। ସେ ଅନେକ ଅସହାୟ ଲୋକଙ୍କୁ ମଧ୍ୟ ନିଜ ପାଖରେ ରଖିଛନ୍ତି। ଦେଖନ୍ତୁ ଏହି ଭିଡିଓ ସେ କ’ଣ କହୁଛନ୍ତି।
ଭାରତୀୟ ରେଳବାଇରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଏନେଇ ବିଭାଗ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଅନ୍ଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ରେଳ କୋଚ୍ କାରଖାନା କାପୁରଥାଲାରେ ଖାଲିଥିବା ପଦବୀ ପୂରଣ ହେବ। ଆବେଦନ ବିଷୟରେ ଜାଣିବା ପାଇଁ ଏହି...
ଆମୀର କହିଛନ୍ତି, “ଆମେ ଏକ ଭଲ ବିଷୟ ଖୋଜୁଛୁ। ଯଦି ଆମ କିଛି ନୂଆ କରିବାର ସୁଯୋଗ ମିଳିବ, ତେବେ ଆମେ ନିଶ୍ଚିତ ଭାବରେ ଏକାଠି କାମ କରିବୁ। ମୁଁ ଭାବୁଛି ଏକାଠି କାମ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ। ସଲମାନ ଏବଂ ଶାହରୁଖ ମଧ୍ୟ...
ଅମିତାଭ ବଚ୍ଚନଙ୍କର ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଏଞ୍ଜିଓପ୍ଲାଷ୍ଟି ହୋଇଛି। ଶୁକ୍ରବାର ସକାଳେ ଅମିତାଭଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବିଗ୍ ବି ୮୧ ବର୍ଷରେ ପହଞ୍ଚିଥିବା ବେଳେ ହାର୍ଟର ଧମନୀରେ ରକ୍ତ ଜମାଟ ବାନ୍ଧିବା କାରଣରୁ ଏହି ଏଞ୍ଜିଓପ୍ଲାଷ୍ଟି କରାଯାଇଛି। ସାଧାରଣତଃ ହାର୍ଟ ପାଇଁ ଏଞ୍ଜିଓପ୍ଲାଷ୍ଟି କରାଯାଏ।
ବିଶ୍ୱ ଗ୍ରାହକ ଅଧିକାର ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଗ୍ରାହକମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଇବା। ଆଜିର ଯୁଗରେ ଯେତେବେଳେ କଳାବଜାରୀ ଏବଂ ନକଲି କାରବାର ବୃଦ୍ଧି ପାଉଛି, ଏଭଳି ପରିସ୍ଥିତିରେ ଲୋକମାନେ ସେମାନଙ୍କର ଗ୍ରାହକ ଅଧିକାର ବିଷୟରେ ଜାଣିବା ଜରୁରୀ। ଏହି ଅବସରରେ ଆସନ୍ତୁ...