• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Weird drinks in the world snake wine aragog cocktail
ଏମିତି ମଦକୁ ସାବଧାନ! ମାଙ୍କଡସା-ସାପ ବିଷରୁ ହେଉଛି ତିଆରି; ମିଶୁଛି ନାଭି ମଇଳା

ଆଜି ଆମେ ଆପଣଙ୍କୁ ଦୁନିଆର ୫ଟି ଅଜବ ଡ୍ରିଙ୍କ୍ସ ବିଷୟରେ କହିବାକୁ ଯାଉଛୁ। ଏହି ଡ୍ରିଙ୍କ୍ସଗୁଡିକ ମଧ୍ୟରୁ କେତେକ ଏତେ ଅଦ୍ଭୁତ ଯେ ସେଗୁଡ଼ିକ ବିଷୟରେ ଜାଣିବା ପରେ, ଆପଣ ସେଗୁଡିକୁ ପିଇବା ତ ଦୂରର କଥା, ଦେଖିବାକୁ ମଧ୍ୟ ପସନ୍ଦ କରିବେ ନାହିଁ।

OSSC Recruitment Apply Online For more than 600 Posts
OSSC Recruitment: OSSC ମାଧ୍ୟମରେ ଓଡ଼ିଶାରେ ପୂରଣ ହେବ ୬୦୦ରୁ ଅଧିକ ପଦବୀ

ଓଡ଼ିଶାରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ନିକଟରେ ଏକ ନୂତନ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ୬୦୦ରୁ ଅଧିକ ପଦବୀ ପୂରଣ ହେବ।

The great Indian kapil Sharma new episodes promo went viral
Viral Video: ଦମଦାର ସହ ଫେରିଛନ୍ତି କପିଲ ଶର୍ମା; ଜମୁଛି 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ'

କମେଡିର ବାଦଶାହା କପିଲ ଶର୍ମା ତାଙ୍କର ନୂଆ ଶୋ’ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ' ସହିତ ଫେରିଛନ୍ତି। ଏଥର କପିଲ ପୂର୍ବ ଅପେକ୍ଷା ଅଧିକ ଦମଦାର ସହ ଦର୍ଶକଙ୍କ ପାଖକୁ ଆସିଛନ୍ତି। ମାର୍ଚ୍ଚ ୩୦ରେ ନେଟ୍‌ଫ୍ଲିକ୍ସରେ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ'ର ପ୍ରଥମ ଏପିସୋଡ୍ ପ୍ରସାରିତ...

When fever of love rises these 5 symptoms appear
Relationship Tips: ପାଞ୍ଚଟି କାରଣ ଜଣେଇଦେବ ଜଣେ ପ୍ରେମରେ ପଡିଛି କି ନାଇଁ

ଯଦି ପ୍ରେମରେ ସବୁକିଛି ଠିକଠାକ ନ ରୁହେ ସେତେବେଳେ ଚାପ, କ୍ରୋଧ ଏବଂ ନିରାଶା ମନକୁ ଭାଙ୍ଗିବା ଆରମ୍ଭ କରେ। ସେହି ସମୟରେ ଯାହା ଅନୁଭବ ହୁଏ, ତାହା ପ୍ରେମର ଜ୍ୱର ବୋଲି କୁହାଯାଏ। ତେବେ ଜଣେ ପ୍ରେମ ଜ୍ୱରରେ ଇଡିତ କି ନାହିଁ କିପରି ଜାଣିବେ? ଆସନ୍ତୁ...

symptoms and home treatment of kidney stones
Health Tips: କିଡ୍‌ନୀ ଖରାପ ହେବା ପୂର୍ବରୁ ଶରୀର ଦିଏ ଏମିତି ସଂକେତ; ତୁରନ୍ତ ହୋଇଯାଆନ୍ତୁ ସଜାଗ

ଡାକ୍ତରୀ ବିଶେଷଜ୍ଞଙ୍କ ମତରେ ଆଜିକାଲି କିଡ୍‌ନୀରେ ଷ୍ଟୋନ୍ ଯୁବପିଢିଙ୍କ କ୍ଷେତ୍ରରେ ବିଶେଷ ଭାବରେ ଦେଖାଯାଉଛି। ଏଠାରେ ଏହି ରୋଗ ମୁଖ୍ୟତଃ ଦୈନନ୍ଦିନ ଖାଇବା-ପିଇବା ଅଭ୍ୟାସ ହେତୁ ଆମ ଶରୀରରେ ରାସାୟନିକ ଅସନ୍ତୁଳନ ହେତୁ ହୋଇଥାଏ।

OSSC ATO Recruitment 2024 Apply For 250 Assistant Training Officer Post
OSSC ATO Recruitment: ଓଡ଼ିଶାରେ ସରକାରୀ ଚାକିରି; ଚୟନ ହେଲେ ମାସକୁ ଦରମା ୩୫ ହଜାରରୁ ଅଧିକ

ଓଡ଼ିଶାରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ନିକଟରେ ଏକ ନୂତନ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଅଫିସର୍ ପଦବୀ ପୂରଣ ହେବ।

neetu kapoor talks about riddhima kapoor wedding
ନୀତୁ କପୁରଙ୍କ ଖୁଲାସା; ଝିଅ ବାହାଘର ବେଳେ ସଲମାନ ଖାନଙ୍କ ଯୋଗୁଁ ହୋଇଥିଲା ଏମିତି ଅବସ୍ଥା

ଚଳଚ୍ଚିତ୍ର ତାରକାମାନେ ପ୍ରାୟତଃ ଅମ୍ବାନୀଙ୍କ ବିବାହରେ ଖାଦ୍ୟ ପରିବେଷଣ କରୁଥିବା ଦେଖାଯାଏ, କିନ୍ତୁ ଆପଣ ଜାଣନ୍ତି କି ବଲିଉଡର ଭେଟେରାନ ଅଭିନେତା ଋଷି କପୁରଙ୍କ ଝିଅ ରିଦ୍ଧିମା କପୁରଙ୍କ ବିବାହରେ କେଉଁ ଷ୍ଟାର୍‌ଙ୍କୁ ବାର୍ ଆଟେଣ୍ଡାଣ୍ଟ୍‌ କରାଯାଇଥିଲା?

April Fool Day 2024 History why we celebrate april fool day
April Fool Day 2024: କିଏ-କେବେ ପ୍ରଥମେ ଆରମ୍ଭ କଲେ ଏପ୍ରିଲ୍ ଫୁଲ୍; କ’ଣ ଏହା ପଛର କାରଣ…

ସମଗ୍ର ବିଶ୍ୱରେ ଏପ୍ରିଲ୍ ୧କୁ ‘ଏପ୍ରିଲ୍ ଫୁଲ୍ ଦିବସ’ ଭାବେ ପାଳନ କରାଯାଏ। ପ୍ରଥମରୁ ଫ୍ରାନ୍ସ ଏବଂ ଅନ୍ୟ ୟୁରୋପୀୟ ଦେଶଗୁଡିକରେ ଏହି ଦିନ ପାଳନ କରାଯାଉଥିଲା, କିନ୍ତୁ ଧୀରେ ଧୀରେ ଅନ୍ୟ ଦେଶମାନେ ମଧ୍ୟ ଏହି ଦିନ ପାଳନ କରିବାକୁ ଲାଗିଲେ।

Health benefits and side effects of drumsticks
Health Tips: କୋଷ୍ଠକାଠିନ୍ୟରୁ ତୁରନ୍ତ ମୁକ୍ତି ଦେବ ସଜନା ଛୁଇଁ; ଜାଣନ୍ତୁ କେଉଁମାନେ ଖାଇବେ ନାହିଁ

ସଜନା ଛୁଇଁ ଖାଇବା ଦ୍ୱାରା ଅନେକ ଗମ୍ଭୀର ରୋଗରୁ ମୁକ୍ତି ମିଳିପାରେ। ସଜନା ଛୁଇଁ କ୍ୟାଲ୍‌ସିୟମ୍, ଫସ୍‌ଫରସ୍, ଆଇରନ୍ ଏବଂ ପୋଟାସିୟମ୍ ପରି ଅନେକ ପୋଷକ ତତ୍ତ୍ୱରେ ଭରପୂର। କିନ୍ତୁ ଗର୍ଭବତୀ ମହିଳାଙ୍କ ପାଇଁ ଏହା କ୍ଷତିକାରକ ହୋଇପାରେ।

For long lasting relation never make these behavior mistakes
Relationship Tips: ପାର୍ଟନର୍ ସହ ଡେଟିଂ ସମୟରେ କରୁଛନ୍ତି କି ଏହି ୬ ଭୁଲ୍… ଦୂରେଇ ରୁହନ୍ତୁ; ନ ହେଲେ ଭାଙ୍ଗିପାରେ ସଂପର୍କ

ଏକ ନୂଆ ସଂପର୍କ ଗଢିବା ଏତେ ସଜହ ନୁହେଁ। ଯଦି ଗଢିହୋଇଯାଏ, ଏହାକୁ ସ୍ଥିର ରଖିବା ଆହୁରି କଷ୍ଟକର। ତେବେ ଏନେଇ ଅନେକ ଜିନିଷକୁ ଧ୍ୟାନରେ ରଖିବାକୁ ହୋଇଥାଏ। ସାମାନ୍ୟ ଭୁଲ୍‌ଟିଏ ମଧ୍ୟ ଏକ ଗଭୀର ସଂପର୍କକୁ ମୁହୂର୍ତ୍ତକରେ ଭାଙ୍ଗିଦେଇପାରେ।

Kangana Ranaut launched her campaign for the Lok Sabha election 2024
ଲୋକସଭା ନିର୍ବାଚନ ପାଇଁ କଙ୍ଗନାଙ୍କ ଅଭିଯାନ; କଂଗ୍ରେସ ନେତୃତ୍ୱକୁ ଟାର୍ଗେଟ୍

ହିମାଚଳ ପ୍ରଦେଶର ମଣ୍ଡିରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ କଙ୍ଗନା ରାଣାୱତ ନିଜର ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ କଂଗ୍ରେସ ନେତୃତ୍ୱକୁ ନେଇ ଟାର୍ଗେଟ୍ କରୁଛନ୍ତି। କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେଟ୍ କଙ୍ଗନାଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଉତ୍ତେଜନା ପ୍ରକାଶ କରିଛନ୍ତି।

jay bhanushali wore maxi to make his daughter laugh
Viral Video: ହ୍ୟାଣ୍ଡସମ୍ ହଙ୍କ୍‌ ଜୟ ଭାନୁଶାଲିଙ୍କ ଏ କି ଅବତାର… କାହିଁକି ପିନ୍ଧିଲେ ମ୍ୟାକ୍ସି…

ଜୟ ଭାନୁଶାଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହା ସମସ୍ତଙ୍କୁ ଢେର ହସଉଛି। ଏହି ଭିଡିଓରେ ଜୟ ଭାନୁଶାଲି ଗୋଲାପୀ ମ୍ୟାକ୍ସି ପିନ୍ଧି ଘରେ ବୁଲୁଥିବାର ନଜର ଆସିଛନ୍ତି। କେବଳ ଏତିକି ନୁହେଁ, ଯେତେବେଳେ ତାଙ୍କ ପିଲାମାନେ ତାଙ୍କୁ ଏମିତି ଅବସ୍ଥାରେ ଦେଖି ନେଇଛନ୍ତି ସେ...

junior engineer job in government of india apply for 968 post
SSC Recruitment 2024: SSC ରେ ପୂରଣ ହେବ ୯୫୦ରୁ ଅଧିକ ପୋଷ୍ଟ୍; ମାସକୁ ଦରମା ଏକ ଲକ୍ଷ ଟଙ୍କାରୁ ଅଧିକ

ଭାରତ ସରକାରଙ୍କ କର୍ମଚାରୀ ଚୟନ ଆୟୋଗ (SSC)ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ସୁବର୍ଣ୍ଣ ସୁଯୋଗ। SSC ଚାକିରି ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଚୟନ ହେଲେ ମାସକୁ ଏକ ଲକ୍ଷ ଟଙ୍କାରୁ ଅଧିକ ଦରମା ମିଳିବ।

Rajinikanth first look from lokesh kanagaraj film thalaivar 171
ପୁଣି ଆକ୍ସନ୍ ମୁଡ୍‌ରେ ଫେରୁଛନ୍ତି ରଜନୀକାନ୍ତ; ସାମ୍ନାକୁ ଆସିଲା ଏହି ଫିଲ୍ମର ଫାଷ୍ଟ୍ ଲୁକ୍

ବୟସର ଏହି ପର୍ଯ୍ୟାୟରେ ମଧ୍ୟ ରଜନୀକାନ୍ତ ବଡ ପରଦାରେ ବିସ୍ଫୋରକ ଆକ୍ସନ କରୁଥିବା ନଜର ଆସିଛନ୍ତି। ବର୍ତ୍ତମାନ ରଜନୀକାନ୍ତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଥାଲାଇଭର୍ ୧୭୧'ର ପୋଷ୍ଟର ରିଲିଜ୍ ହୋଇଛି। ଏହା ସହିତ ସୁପର୍‌ଷ୍ଟାର୍‌ର ପ୍ରଥମ ଲୁକ୍ ମଧ୍ୟ ସାମ୍ନାକୁ ଆସିଛି।

Know history significance of good friday
Good Friday 2024: ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଦାନ-ଧର୍ମର ପର୍ବ ‘ଶୁଭ ଶୁକ୍ରବାର’

‘ଶୁଭ ଶୁକ୍ରବାର’ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଏକ ବିଶେଷ ପର୍ବ। ଏହାକୁ ମଧ୍ୟ ଏକ ଶୋକ ଦିବସ ଭାବରେ ପାଳନ କରାଯାଏ। ‘ଶୁଭ ଶୁକ୍ରବାର’କୁ ମହାନ ଶୁକ୍ରବାର ବା ପବିତ୍ର ଶୁକ୍ରବାର ମଧ୍ୟ କୁହାଯାଏ। ଚଳିତ ବର୍ଷ ଏହି ଦିନକୁ ୨୯ ମାର୍ଚ୍ଚ ବା ଆଜି ପାଳନ କରାଯାଉଛି।

What is helicopter parenting and why is it bad for kids
Helicopter Parenting: ଆପଣ ପିଲାଙ୍କୁ ଦିନ-ରାତି ଜଗୁଛନ୍ତି କି… ହୋଇପାରେ ମାନସିକ ସମସ୍ୟା

ଅନେକ ବାପାମାଆ ଭାବନ୍ତି ଯେ ପିଲାଙ୍କୁ ଦିନ-ରାତି ନଜର ରଖିବା ଏକ ଭଲ ଅଭ୍ୟାସ। କିନ୍ତୁ ଏହା ବେଳେବେଳେ ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ପିଲାମାନଙ୍କୁ ଅତ୍ୟଧିକ ମନିଟରିଂ ଏବଂ ନିୟନ୍ତ୍ରଣ କରିବାର ଅଭ୍ୟାସକୁ ଓଭର୍‌ ପ୍ୟାରେଣ୍ଟିଂ ବୋଲି କୁହାଯାଏ।

Why different letters mark on tires know meaning of every words
ଟାୟାର୍‌ରେ କାହିଁକି ଲେଖାଥାଏ L ରୁ Y; ଜାଣନ୍ତୁ ଆପଣଙ୍କ ଟାୟାର ବେଗର କ୍ଷମତା

ଆପଣ ଜାଣନ୍ତି କି ଟାୟାରରେ କିଛି ଶବ୍ଦ ଲେଖାଯାଇଥାଏ, ଯାହାର ଏକ ବିଶେଷ ଉଦ୍ଦେଶ୍ୟ ମଧ୍ୟ ରହିଛି। ଏକ ସୁରକ୍ଷିତ ଯାତ୍ରା ପାଇଁ ଏହା ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ ଟାୟାରର ଗତିର ରେଟିଂ ଏହାର ବାହାର ପୃଷ୍ଠରେ L ରୁ Y ଅକ୍ଷର ଦ୍ୱାରା...

RCF Kapurthala invites applications for 550 Rail Coach Factory Apprentice Posts
RRB Recruitment 2024: ଭାରତୀୟ ରେଳବାଇରେ ପୂରଣ ହେବ ୫୦୦ରୁ ଅଧିକ ପଦବୀ

ଭାରତୀୟ ରେଳବାଇରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଭଲ ସୁଯୋଗ। ରେଳ କୋଚ୍ କାରଖାନା(RCF) କାପୁରଥାଲାର ବିଭିନ୍ନ ଟ୍ରେଡ୍‌ରେ ପଦବୀ ପୂରଣ ହେବ। ଏନେଇ RRB ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Aditi Rao Hydari Engagement
ପ୍ରଶଂସକଙ୍କୁ ବଡ ଝଟ୍‌କା; ଗୁପ୍ତରେ ହୋଇଗଲା ଅଦିତି-ସିଦ୍ଧାର୍ଥଙ୍କ ଏନ୍‌ଗେଜ୍‌ମେଣ୍ଟ୍

ଅଦିତି ତାଙ୍କର ଦୀର୍ଘ ଦିନର ପ୍ରେମିକା ସାଉଥ୍ ହୀରୋ ସିଦ୍ଧାର୍ଥଙ୍କୁ ହାଇଦ୍ରାବାଦର ଏକ ମନ୍ଦିରରେ ଏନ୍‌ଗେଜ୍‌ମେଣ୍ଟ୍ କରିଛନ୍ତି। ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ପ୍ରଶଂସକମାନେ ଏହି ଦମ୍ପତିଙ୍କୁ ଅନେକ ଶୁଭେଚ୍ଛା ଜଣାଉଛନ୍ତି।

Shahid kapoor opens up on his struggle of his career
ନେପୋଟିଜିମ୍‌କୁ ନେଇ ଶାହୀଦଙ୍କ କଡା ପ୍ରହାର; କହିଲେ କେହି ବିଏମ୍‌ଡବ୍ଲ୍ୟୁ ସହିତ ସଂଘର୍ଷ କରେନି

ଯେତେବେଳେ ବି ଜଣେ ଅଭିନେତାଙ୍କ କ୍ୟାରିୟର ବିଷୟରେ ଆଲୋଚନା ହୁଏ, ଲୋକମାନେ ସର୍ବଦା ଭାବନ୍ତି ଯେ ସେ ତାଙ୍କ ବାପାମାଆଙ୍କ କାରଣରୁ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ, କିନ୍ତୁ ଶାହୀଦ ଏହିସବୁକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରନ୍ତି। ତେବେ ଆସନ୍ତୁ ଜାଣିବା ଅଭିନେତା ଏହାକୁ ନେଇ କ’ଣ କୁହନ୍ତି।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।