• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

ossc staff nurse pharmacist and other posts recruitment exam schedule released
OSSC Exam: ଏହି ଦିନ ହେବ ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ, ANM ନିଯୁକ୍ତି ପାଇଁ ପରୀକ୍ଷା

ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟଙ୍କ ସମେତ ଅନେକ ପଦବୀରେ ନିଯୁକ୍ତି ପାଇଁ OSSC ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୧୮୯ଟି ପଦବୀ ପୂରଣ ହେବ। ଜାଣନ୍ତୁ କେବେ ଅଛି ପରୀକ୍ଷା।

Devdas movie waiting for release in 3d
ଆସୁଛି ନୂଆ ରୂପରେ ପୁରୁଣା ଫିଲ୍ମ; ପୁଣି ରୋମାନ୍ସ କରିବେ ଶାହରୁଖ-ଐଶ୍ୱର୍ଯ୍ୟା

ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଫିଲ୍ମ 'ଦେବଦାସ' 3Dରେ ମୁକ୍ତିଲାଭ କରିବ। ଏହାର ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ଦର୍ଶକମାନେ ଶାହରୁଖ ଓ ଐଶ୍ୱର୍ଯ୍ୟାଙ୍କ ରୋମାନ୍ସକୁ ଆଉ ଥରେ ଦେଖିବାର ସୁଯୋଗ ପାଇବେ।

Veteran Actor Kazan Khan Dies
ଚାଲିଗଲେ ଖତରନାକ୍ ଭିଲେନ୍ କଜାନ ଖାନ୍

ସାଉଥ୍ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର କଜାନ ଖାନଙ୍କ ଦେହାନ୍ତ ହେବାର ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣେ ଭିଲେନ୍ ଭାବରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଜାନଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାଯାଇଛି।

Raja Festival 2023
Raja Praba 2023: ଆଧୁନିକତାର ମାଡ଼ରେ ହଜିଯାଉଛି ରଜ ଗୀତ; କହୁଥିଲା ଗ୍ରାମୀଣ ମହିଳାର ମନ କଥା

ସହରୀ ପବନରେ ଆଜିକାଲି ଫିକା ପଡିଲାଣି ରଜଗୀତ। ନୂଆ ପିଢି ଆଉ ଏହି ଲୋକଗୀତକୁ ମନେ ରଖୁ ନାହାନ୍ତି। ତେବେ ଓଡିଶାର ଜନ ଜୀବନ ସହ ଜଡିତ ଏହି ଲୋକଗୀତ ଯେ କେତେ କଥା କୁହେ ତାହା ଜାଣି ନଥିବା ଲୋକ ବୁଝିବ ବା କେମିତି। ଆସନ୍ତୁ ପୂରା...

Raja Festival 2023
Raja Parba 2023: ମାଟି ଓ ମୌସୁମୀର ମିଳନର ପର୍ବ ରଜ

ରଜ ନେଇଆସେ ମୌସୁମୀର ଲହରୀ। ଆଦ୍ୟ ଆଷାଢର ପ୍ରଥମ ବର୍ଷାରେ ପୃଥିବୀ ହୋଇଉଠେ ଋତୁମତୀ। କୃଷକ ଘରେ ଖେଳିଯାଏ ଆନନ୍ଦ ଉଲ୍ଲାସ। ଚାଷୀ ଭାଇ ହଳ ଲଙ୍ଗଳ ଧରି ସଜହୁଏ କ୍ଷେତକୁ ଯିବା ପାଇଁ। ତେବେ ଚାଷୀ ଘରେ କିପରି ପାଳନ ହୁଏ ଏହି ରଜ ମଉଜ ଆସନ୍ତୁ...

The glory of Raja Festival is getting lost in modernity
Raja Parba 2023: ହଜିଯାଉଛି ରଜ ମହକ; ଆଉ ନାହିଁ ଅଭିଆଡୀଙ୍କ ହଳଦୀ ମଖା ସ୍ନାନ

ହଜି ହଜି ଯାଉଛି ରଜ ମହକ। ଆଧୁନିକତାର ଛାପରେ ଢାଙ୍କି ହୋଇଯାଇଛି ଆମ ଅଳଙ୍କୃତ ପରମ୍ପରା। ଏବେ ପିଲାମାନେ ଆମ୍ବ ତୋଟା ଭୁଲି ପାର୍କ ଯାଉଛନ୍ତି । ବାଗୁଡିର ଶବ୍ଦ ଆଉ ଶୁଣିବାକୁ ମିଳୁନି। ପିଲା ଏବେ ମୋବାଇଲ୍ ଧରି ଫ୍ରି-ଫାୟାର ଆଉ ପବ୍‌ଜି ଖେଳରେ ବ୍ୟସ୍ତ ।...

Success story of vedika bihani upsc result 2022
Success Story: UPSC ପ୍ରସ୍ତୁତି ପାଇଁ ସୋସିଆଲ୍ ମିଡିଆ ଠାରୁ ଦୂରେଇ ରହୁଥିଲେ ବେଦିକା ବିହାଣୀ

UPSC ରେଜଲ୍ଟ ୨୦୨୨ରେ ବେଦିକା ବିହାଣୀ ନିଜ ପଦବୀକୁ ସୁନିଶ୍ଚିତ କରିନେଇଛନ୍ତି। ଅନେକ ବର୍ଷର କଠିନ ପରିଶ୍ରମ ଦ୍ୱାରା ସେ ଏହି ପଦବୀ ହାସଲ କରିଛନ୍ତି। ଏହି ଯାତ୍ରାରେ ତାଙ୍କୁ ଅନେକ କିଛି ବଳିଦାନ ଦେବାକୁ ପଡିଛି।

Why girl eat betel in raja festival
Raja Parba 2023: ରଜରେ ଝିଅମାନେ କାହିଁକି ପାନ ଖାଇବାକୁ ଆଗ୍ରହ ଦେଖାନ୍ତି

ପାନ ବିନା ରଜ ମଉଜ ଫିକା। ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା। ପ୍ରୀତିର ବନ୍ଧନ ହେଉଛି ପାନ। ଅନ୍ୟ ଦିନରେ ପାନ ନ ହେଲେ ନାହିଁ, କିନ୍ତୁ ରଜରେ ଝିଅମାନେ ପାନ ଖାଇବା ଥୟ। କାହିଁକି…

Bharatnatyam guru sri ganesan death in odisha
ମଞ୍ଚରେ ଟଳିପଡିଲେ ଭାରତନାଟ୍ୟମ ଗୁରୁ; ପୋଷ୍ଟମର୍ଟମ ପରେ ବାହାରିବ କାରଣ

ପ୍ରଦୀପ ପ୍ରଜ୍ଜ୍ୱଳନ ପାଇଁ ମଞ୍ଚକୁ ଗଲେ। ହଟାଲ ଟଳିପଡିଲେ ଭାରତନାଟ୍ୟମ ଗୁରୁ ଶ୍ରୀ ଗଣେଶନ। ହେଇଗଲା ମୃତ୍ୟୁ। ଡାକ୍ତର ହୃଦଘାତ ଏହାର କାରଣ ବୋଲି କହୁଥିଲେ ବି ପୋଷ୍ଟମର୍ଟମ ପରେ ଜଣାପଡିବ ସତ।

Tv show Srikrishna  actor sarvadaman d banerjee amazing fitness at 58
ରାମାନନ୍ଦ ସାଗରଙ୍କ ‘ଶ୍ରୀକୃଷ୍ଣ’ଙ୍କୁ ଦେଖିଲେ ଆପଣ ବି କହିବେ ‘କି ବଡୀ!’

ବର୍ତ୍ତମାନ ରାମାନନ୍ଦ ସାଗରଙ୍କ ‘ଶ୍ରୀକୃଷ୍ଣ’ଙ୍କୁ ୫୮ ବର୍ଷ ହେଲାଣି। ଏହା ଭିତରେ ତାଙ୍କ ଲୁକ୍‌ରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଛି। ଆଜି ବି ଫିଟ୍‌ନେସ୍ ପ୍ରତି ତାଙ୍କର ଆଗ୍ରହ ପୂର୍ବପରି ରହିଛି। ତାଙ୍କ ଜିମ୍ ୱାର୍କଆଉଟ୍‌ର ଫଟୋ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।

Raja Festival 2023
Raja Parba 2023: ରଜ ତିନିଦିନ ଧରିତ୍ରୀମାତାକୁ କାହିଁକି ରଜସ୍ୱଳା ସ୍ତ୍ରୀ ସହ ତୁଳନା କରାଯାଏ

ଅବିବାହିତା ଝିଅଙ୍କ ପାଇଁ ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ହେଉଛି ରଜ । ଏହି ରଜ ପର୍ବ ପାଳନ ଅବସରରେ ଜଣେ ନାରୀଭାବେ ଆଗାମୀ ଦିନରେ କିଛି କର୍ତ୍ତବ୍ୟ କରିବାକୁ ହେବ, ତାହା କୁମାରୀମାନଙ୍କୁ ଶିଖିବାକୁ ପଡ଼ିଥାଏ। ଏହି ଦିନ ଧରିତ୍ରୀମାତାକୁ ରଜସ୍ୱଳା ନାରୀ ସହିତ...

Mukesh Khanna slams naseeruddin shah for his controversial statement
ହିନ୍ଦୁସ୍ତାନରେ ଯଦି କେହି ବେଶି ସୁରକ୍ଷିତ ଥାଆନ୍ତି ସେମାନେ ହେଲେ ମୁସଲମାନ: ମୁକେଶ ଖାନ୍ନା

ନିକଟରେ ଏକ ବିବୃତ୍ତିରେ ନାସିରୁଦ୍ଦିନ ଶାହାଙ୍କୁ ଟାର୍ଗେଟ୍ କରିଛନ୍ତି ମୁକେଶ ଖାନ୍ନା। ଆଜିକାଲି ମୁସଲମାନମାନଙ୍କୁ ଘୃଣା କରିବା ଏକ ଫ୍ୟାଶନ ହୋଇଯାଇଛି ବୋଲି ନାସିରୁଦ୍ଦିନଙ୍କ ମତକୁ ନେଇ ସେ ବର୍ଷିଛନ୍ତି। ପଢନ୍ତୁ ସେ କ’ଣ କହିଛନ୍ତି।

Indian Railway Recruitment 2023
ଦଶମ ପାଶ୍ ସହ ITI କରିଛନ୍ତି? ବିନା ପରୀକ୍ଷାରେ ରେଳବାଇରେ ଚାକିରି ସୁଯୋଗ

ଦକ୍ଷିଣ-ପୂର୍ବ କେନ୍ଦ୍ରୀୟ ରେଳ ବିଭାଗ ଆପ୍ରେଣ୍ଟିସ୍ ପଦ ପାଇଁ ଦମଦାର ନିଯୁକ୍ତି ବାହାର କରିଛି। ଭାରତୀୟ ରେଳବାଇରେ ଚାକିରି ଖୋଜୁଥିବା ପ୍ରାର୍ଥୀମାନେ ଏହି ସୁଯୋଗର ଲାଭ ଉଠାଇପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ସମୁଦାୟ ୭୭୨ଟି ପଦବୀ ପୂରଣ ହେବ।

Raja Festival 2023 and pitha
Raja Parba 2023: ରଜରେ କାହିଁକି ତିଆରି ହୁଏ ପୋଡ଼ପିଠା...

ରଜରେ ମହିଳାମାନଙ୍କୁ ବିଶ୍ରାମ ଦିଆଯାଏ; ତେଣୁ ରଜ ପୂର୍ବଦିନ ପହିଲି ରଜରେ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ପିଠା ତିଆରି କରାଯାଇଥାଏ। ଏହି ପିଠା ସହଜରେ ନଷ୍ଟ ହୁଏ ନାହିଁ।

10th pass job head constable in indo Tibetan border police
ଦଶମ ସାର୍ଟିଫିକେଟ୍ ସହ ଏହି ଯୋଗ୍ୟତା ଥିଲେ ITBPରେ ହେଡ୍ କନଷ୍ଟେବଳ ଚାକିରି; ଦରମା ୮୧ ହଜାର

ITBP ହେଡ୍ କନଷ୍ଟେବଳ (ମିଡୱାଇଫ୍) - ଗ୍ରୁପ୍ 'ସି' (ଅଣ ଗେଜେଟେଡ୍ ଏବଂ ଅଣମନ୍ତ୍ରୀ) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଦଶମ ପାଶ ସହିତ ନର୍ସିଂ କରିଥିଲେ ଆବେଦନ କରିପାରିବେ। ଚୟନ ହେଲେ ମାସକୁ ୮୧ ହଜାର ଟଙ୍କା ଦରମା ମିଳିବ।

cardiologist dies of heart attack
୧୬ ହଜାରରୁ ଅଧିକ ହୁଦ୍‌ରୋଗୀଙ୍କ ଚିକିତ୍ସା କରିଥିବା ଡାକ୍ତର ଗୌରବଙ୍କ ହୃଦ୍‌ଘାତରେ ମୃତ୍ୟୁ

୪୧ ବର୍ଷିୟ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ଗୌରବ ଗାନ୍ଧୀଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ଏହି ଖବର ଏଇଥିପାଇଁ ଆଶ୍ଚର୍ଯ୍ୟ କରୁଛି ଯେ ଯେଉଁ ରୋଗରୁ ସେ ହଜାର ହଜାର ଲୋକଙ୍କୁ ରକ୍ଷାକରି ଜୀବନ ଦେଇଛନ୍ତି ଶେଷରେ ସେହି ରୋଗରେ ସେ ଚାଲିଗଲେ।

sonu sood extends help to rebuild the lives of the victims of odisha train tragedy
Odisha Train Tragedy: ରେଳ ଦୁର୍ଘଟଣାରେ ପୀଡିତ ପରିବାରକୁ ସାହାଯ୍ୟ କରିବେ ସୋନୁ ସୁଦ; ଶେୟାର କଲେ ନମ୍ବର

ସୋନୁ ସୁଦ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପୀଡିତଙ୍କ ପରିବାରକୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ୍‌ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି। ସୋସିଆଲ୍ ମିଡିଆରେ ଫୋନ୍ ନମ୍ବର ଶେୟାର କରି ସୋନୁ କ’ଣ କହିଛନ୍ତି ଦେଖନ୍ତୁ।

ashish vidyarthi on being trolled for getting married at 57
୫୭ ବର୍ଷରେ ବାହା ହେବାରୁ ଟ୍ରୋଲ୍ ହେଲେ ଆଶିଷ ବିଦ୍ୟାର୍ଥୀ; ଲୋକେ ବୁଢ଼ା କହିବାରୁ ଦେଲେ ଜବାବ

୫୭ ବର୍ଷ ବୟସରେ ଆସାମର ଫ୍ୟାଶନ ଉଦ୍ୟୋଗୀ ରୂପାଲି ବରୁଆଙ୍କୁ ବିବାହ କରି ଚର୍ଚ୍ଚାରେ ରହିଛନ୍ତି ଆଶିଷ ବିଦ୍ୟାର୍ଥୀ। ତାଙ୍କର ବିବାହର ଫଟୋ ଭାଇରାଲ୍ ହେଉଛି। କେତେକ ପ୍ରଶଂସକ ଏହାକୁ ପସନ୍ଦ କରୁଥିବା ବେଳେ ଅନେକ ତାଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି। ବର୍ତ୍ତମାନ ଏହି ଟ୍ରୋଲ୍ ଉପରେ ଅଭିନେତା...

World food safety day 2023 history theme purpose and significance
World Food Safety Day 2023: ଶରୀରକୁ ସୁସ୍ଥ ରଖିବାରେ ଖାଦ୍ୟର ଭୂମିକା

ପ୍ରତିବର୍ଷ ଜୁନ୍ ୭ କୁ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଭାବରେ ପାଳନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଖାଦ୍ୟ ନିରାପତ୍ତାର ମହତ୍ତ୍ୱ ବୁଝାଇବା। ଶରୀରକୁ ସୁସ୍ଥ ରଖିବାରେ ଖାଦ୍ୟର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

World food safety day know foods that may weaken your immune system
World Food Safety Day 2023: କାହିଁକି ଦୁର୍ବଳ ହୋଇଯାଏ ରୋଗ ପ୍ରତିରୋଧକ ଶକ୍ତି

ରୋଗର ବିପଦରୁ ରକ୍ଷା କରିବାରେ ଆମର ରୋଗ ପ୍ରତିରୋଧକ ଶକ୍ତିର ଏକ ବିଶେଷ ଭୂମିକା ରହିଛି। ଯେଉଁମାନଙ୍କର ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥାଏ ସେମାନେ ରୋଗ ସଂକ୍ରମିତ ହେବାର ଆଶଙ୍କା ମଧ୍ୟ ଅଧିକ ଥାଏ। ଆଜି ‘ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ’ । ଆସନ୍ତୁ ଜାଣିବା କିପରି...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।