କେଉଁ ବାପାମାଆ ବା ନ ଚାହାନ୍ତି ସେମାନଙ୍କ ପିଲା ଅଲ୍ରାଉଣ୍ଡର୍ ହେଉ ବୋଲି। ପିଲାମାନଙ୍କର ଉନ୍ନତ ବିକାଶ ପାଇଁ, ଅଧ୍ୟୟନରେ ଭଲ ହେବା ଯେତିକି ଗୁରୁତ୍ୱପୂର୍ଣ୍ଣ, ସେମାନଙ୍କ ପାଇଁ କ୍ରୀଡା କିମ୍ବା ଅନ୍ୟାନ୍ୟ ଜିନିଷରେ ଅଂଶଗ୍ରହଣ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ତେବେ ପିଲାମାନଙ୍କର ଅଲ୍ରାଉଣ୍ଡ୍ ବିକାଶ ପାଇଁ...
ବୟସ ହେଇଗଲା ୩୦। ବିବାହ ପାଇଁ ମିଳିଲେନି କନ୍ୟା। ପଡ଼ୋଶୀ ତଥା ସମ୍ପର୍କୀୟମାନେ କଲେ ଥଟ୍ଟା ପରିହାସ। ଆଉ ସହିହେଲାନି। ଆପଣେଇଲେ ଅଜବ ଉପାୟ। ଏବେ ଲାଗିଛି କନ୍ୟାଙ୍କ ଲାଇନ୍।
ଓଡ଼ିଶା ପୋଲିସ୍ରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ଓଡ଼ିଶା ପୋଲିସ୍ ବିଭାଗ(OPD) ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ତିନି ହଜାରରୁ ଅଧିକ ପଦବୀ ପୂରଣ ହେବ।
ଅଜୟ ଦେବଗନ ଆଜିକାଲି ତାଙ୍କର ବହୁ ପ୍ରତୀକ୍ଷିତ ସୁପରନେଚ୍ୟୁରାଲ୍ ହରର୍ ଥ୍ରୀଲର ଫିଲ୍ମ ‘ଶୈତାନ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ନିର୍ମାତା ଫିଲ୍ମର ଟ୍ରେଲର୍ ରିଲିଜ କରିଛନ୍ତି, ଯାହା ଖୁବ୍ ଦମଦାର୍ ହୋଇଛି। ଟ୍ରେଲରରେ ଅଜୟ ତାଙ୍କ ପରିବାରକୁ ଏକ ଶୈତାନ ଶକ୍ତିରୁ ରକ୍ଷା କରୁଥିବା ଦେଖିବାକୁ ମିଳୁଛି।
ସ୍ଥାୟୀ ମେକ୍ଅପ’ର ଲୋକପ୍ରିୟତା ବଢୁଛି। ସୌନ୍ଦର୍ଯ୍ୟକୁ ଭଲ ପାଉଥିବା ଅନେକ ବ୍ୟକ୍ତିଙ୍କ ପାଇଁ ଏହା ଏକ ପସନ୍ଦଯୋଗ୍ୟ ବିକଳ୍ପ ପାଲଟିଗଲାଣି। ସମସ୍ତେ ସକାଳେ ଉଠୁ ଉଠୁ ଗୋଲାପୀ ଏବଂ ସତେଜ ଦେଖାଯିବାକୁ ଚାହୁଁଛନ୍ତି ଯେପରି ସେମାନେ ଏବେ ଏବେ ସେଲୁନ୍ରୁ ବାହାରିଛନ୍ତି ଆଉ ପୂରା ନିଜକୁ ସଜ କରିଛନ୍ତି।
ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଭୁଲ ଖାଦ୍ୟ ଅଭ୍ୟାସ ଯୋଗୁଁ ଲୋକମାନେ କିଡ୍ନୀ ରୋଗର ଶିକାର ହେଉଛନ୍ତି। ତେବେ ଡାକ୍ତରଙ୍କ କହିବାନୁସାରେ, ଯଦି ଏହି ରୋଗ ଠିକ୍ ସମୟରେ ଚିହ୍ନଟ ହୁଏ ଏବଂ ଏହାର ଚିକିତ୍ସା ଆରମ୍ଭ ହୁଏ, ତେବେ ରୋଗୀର ଜୀବନ ଦୀର୍ଘାୟୁ ହୋଇପାରେ।
ଦୀର୍ଘ ୬ ବର୍ଷ ପରେ ଦୁନିଆର ସବୁଠାରୁ ଡେଙ୍ଗା ଓ ସବୁଠାରୁ ଗେଡା ବ୍ୟକ୍ତି କାଲିଫର୍ନିଆରେ ଏକାଠି ହୋଇଛନ୍ତି ଆଉ ଜଳଖିଆ କରିଛନ୍ତି। ତୁର୍କୀର ସୁଲତାନ କୋସେନ୍ ଏବଂ ଭାରତର ଜ୍ୟୋତି ଆମ୍ଜେଙ୍କ ମଧ୍ୟରେ ଉଚ୍ଚତାରେ ୬ ଫୁଟର ପାର୍ଥକ୍ୟ ରହିଛି।
କିଛି ଦିନ ପୂର୍ବରୁ ଅଜୟ ଦେବଗନଙ୍କ 'ଶୈତାନ'ର ଟିଜର୍ ଲଞ୍ଚ କରାଯାଇଥିଲା, ଯାହାକୁ ବହୁତ ପସନ୍ଦ କରାଯାଇଥିଲା। ବର୍ତ୍ତମାନ ଅଜୟ ଦେବଗନ୍ 'ଶୈତାନ'ର ଟ୍ରେଲର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଏହା ସହିତ ସେ ଫିଲ୍ମର ସର୍ବଶେଷ ପୋଷ୍ଟରର ଝଲକ ମଧ୍ୟ ଦେଖାଇଛନ୍ତି।
ଆଜିକାଲି ସ୍କୁଲ ଯାଉଥିବା ଅଧିକାଂଶ ପିଲା ଚଷମା ବ୍ୟବହାର କରୁଛନ୍ତି। ଯଦି ଆପଣ ନିଜର ପିଲାମାନଙ୍କର ଦୁର୍ବଳ ଦୃଷ୍ଟିଶକ୍ତିକୁ ଠିକ୍ କରିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କ ଜୀବନଶୈଳୀରେ କିଛି ପରିବର୍ତ୍ତନ କରି ସେମାନଙ୍କ ଆଖିକୁ ସୁସ୍ଥ ରଖିପାରିବେ।
ଯେଉଁମାନେ ଏୟାରପୋର୍ଟରେ ନିଜର କ୍ୟାରିୟର କରିବାକୁ ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ(AAI) ଏକ ବିଜ୍ଞପ୍ତି ପ୍ରକାଶ କରିଛି। ପୂରଣ ହେବ ୪୯୦ ପଦଦୀ।
୨୦ ଫେବୃଆରୀ ମଙ୍ଗଳବାର ଦିନ ଦାଦାସାହେବ ଫାଲ୍କେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ୨୦୨୪ ଅନୁଷ୍ଠିତ ହୋଇଥିଲା। ଏହି ପୁରସ୍କାର ମହୋତ୍ସବରେ ଶାହରୁଖ ଖାନ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ ହୋଇଛନ୍ତି। ଶାହରୁଖ ଖାନଙ୍କୁ ତାଙ୍କ ଚଳଚ୍ଚିତ୍ର ‘ଜବାନ’ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାରରେ ସମ୍ମାନିତ କରାଯାଇଛି।
ରାଜଧାନୀରେ ଜମୁଛି ଖଣ୍ଡଗିରି ମେଳା। ସନ୍ଧ୍ୟା ହେଲେ କୁମ୍ଭ ମେଳାରେ ଲାଗୁଛି ଜବରଦସ୍ତ ଭିଡ। ସାଧୁ ସନ୍ଥଙ୍କ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି ପରିବେଶ। ଆଉ ମାଘ ମେଳାକୁ ଆସିଥିବା ନାଗା ବାବାଙ୍କ ପାଖରେ ଆଶୀର୍ବାଦ ପାଇଁ ଲାଗୁଛି ଭକ୍ତ ଭିଡ। କିଏ ମନର କଥା ଜଣାଉଛି...
ପରୀକ୍ଷା ସ୍ୱାଭାବିକ ଭାବରେ ମାନସିକ ଚାପକୁ ବଢାଇଦେଇଥାଏ। କିନ୍ତୁ ଆପଣ ଜାଣନ୍ତି କି ଅନିଶ୍ଚିତତା, ସାମାଜିକ ଚାପ ଏବଂ ଫଳାଫଳକୁ ଭୟ ମଧ୍ୟ ଅନେକାଂଶରେ ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ପରୀକ୍ଷାରେ ଭଲ କରିବା ପାଇଁ ଜାଣନ୍ତୁ କେତେକ ଟିପ୍ସ।
ପ୍ରତିବର୍ଷ ୨୦ ଫେବୃଆରୀରେ ବିଶ୍ୱ ସମୁଦାୟ ‘ସାମାଜିକ ନ୍ୟାୟ ଦିବସ’ ପାଳନ କରିବାକୁ ଏକତ୍ରିତ ହୁଅନ୍ତି। ସମଗ୍ର ବିଶ୍ୱରେ ଅସମାନତା, ଅନ୍ୟାୟ ଏବଂ ସାମାଜିକ ବହିଷ୍କାରର ସମାଧାନର ଜରୁରୀ ଆବଶ୍ୟକତାକୁ ଏହା ସ୍ମରଣ କରାଏ। ଏହି ଅବସରରେ ଆସନ୍ତୁ ଜାଣିବା ସାମାଜିକ ନ୍ୟାୟ କ’ଣ…
UPSC ର ସରକାରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିବା ସହଜ ନୁହେଁ। ଏପରିକି ଏଥିରେ ଏକ ଛୋଟ ଭୁଲ ମଧ୍ୟ ଆପଣଙ୍କୁ ପରୀକ୍ଷାରେ ଉପସ୍ଥିତ ହେବାକୁ ବାରଣ କରିପାରିବ। ୟୁପିଏସ୍ସି ପରୀକ୍ଷା ଫର୍ମ ପୂରଣ କରିବାବେଳେ, କେନ୍ଦ୍ର ଲୋକ ସେବା ଆୟୋଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ...
ଆଜି ଭାରତୀୟ ସିନେମାର ଆଗଧାଡିର ନିର୍ଦ୍ଦେଶକ ତାଲିକାରେ ଏସ୍.ଏସ୍ ରାଜାମୌଲି ଜଣେ। ବର୍ତ୍ତମାନ ପିଢିର ସମସ୍ତ ତାରକାମାନଙ୍କ ସ୍ୱପ୍ନ ରାଜାମୌଲିଙ୍କ ସହ କାମ କରିବା। କିନ୍ତୁ ଆପଣ ଜାଣନ୍ତି କି ଏପରି ଏକ ସମୟ ଥିଲା ଯେତେବେଳେ ତାଙ୍କ ନିଜ ଲୋକମାନେ ହିଁ ତାଙ୍କୁ ଥଟ୍ଟା-ପରିହାସ କରୁଥିଲେ।
ଆଜିକାଲି ଅନେକ ଲୋକ ସ୍ପଣ୍ଡିଲାଇଟିସ୍ ଏବଂ ପିଠି ଯନ୍ତ୍ରଣା ଦ୍ୱାରା ଅସୁବିଧାରେ ପଡୁଛନ୍ତି। ଏମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ସଂଖ୍ୟା ହେଉଛନ୍ତି ସେହି ବ୍ୟକ୍ତି ଯେଉଁମାନେ କମ୍ପ୍ୟୁଟର ସାମ୍ନାରେ ବସି ଘଣ୍ଟା ଘଣ୍ଟା ଧରି କାମ କରୁଛନ୍ତି। ଆପଣ ଯଦି ଏହି ସମସ୍ୟାରେ ପୀଡିତ ତେବେ ଏହି ତିନୋଟି...
ଫେସ୍ବୁକ୍ରେ ଆସୁଥିବା ଗେମ୍ ରିକ୍ୱେଷ୍ଟ୍ ଦ୍ୱାରା ଅନେକ ଲୋକ ଅସୁବିଧାର ସମ୍ମୁଖିନ ହୁଅନ୍ତି ଏବଂ ଆପଣ ମଧ୍ୟ ହୋଇଥିବେ। ଆପଣ ଯଦି ଏପରି ଅସୁବିଧାର ସମ୍ମୁଖିନ ହେଉଛନ୍ତି ଏବଂ ସମାଧାନ କରିବାକୁ ଚାହୁଛନ୍ତି ତେବେ ଜାଣନ୍ତୁ ଗେମ୍ ରିକ୍ୱେଷ୍ଟ୍ ବନ୍ଦ କରିବାର ଉପାୟ।
ଜାତୀୟ ଅନୁସନ୍ଧାନ ଏଜେନ୍ସି(NIA) ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ଆସିଷ୍ଟାଣ୍ଟ, ଷ୍ଟେନୋଗ୍ରାଫର ଏବଂ UDC ପଦବୀ ପୂରଣ ହେବ।
ଦୀର୍ଘ ଦିନ ଧରି ମୁକ୍ତିଲାଭ ଅପେକ୍ଷା କରିଥିବା ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ‘ଯୋଦ୍ଧା’ର ଟିଜର ରିଲିଜ ହୋଇଛି। ଏହି ଫିଲ୍ମର ନିର୍ମାତା ହେଉଛନ୍ତି କରଣ ଜୋହର। ଏହି ଫିଲ୍ମର ଟିଜରକୁ ଦେଖିଲେ ଏହା କୁହାଯାଇପାରେ ଯେ ସିଦ୍ଧାର୍ଥ ମଲହୋତ୍ରା ପୁଣି ଥରେ ପରଦାରେ ନିଜର ଆକ୍ସନ ଦେଖେଇବାକୁ ପ୍ରସ୍ତୁତ।