• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Funny video of shah rukh salman akshay ranbir kartik aaryan
Viral Video: AIର କମାଲ୍; ବଡ ବଡ ଷ୍ଟାର୍‌ଙ୍କୁ ବି କରିଦେଲା କୁନି କୁନି ଝିଅ

ବର୍ତ୍ତମାନ ଏକ ଭିଡିଓ ଇନଷ୍ଟାଗ୍ରାମରେ ଖୁବ୍ ଜୋର୍‌ରେ ଭାଇରାଲ୍ ହେବାରେ ଲାଗିଛି, ଯାହା ମନୋରଞ୍ଜନର ଢେର୍ ସାରା ଖୋରାକ ଯୋଗାଉଛି। ଏହି ଭିଡିଓରେ, ଅନେକ ବଡ ବଡ ତାରକାଙ୍କୁ ଦେଖିବାକୁ ମିଳେ। ସେମାନେ ସେଓ ଆଉ କଦଳୀର ବିଶେଷତା ବିଷୟରେ ବର୍ଣ୍ଣନା କରୁଛନ୍ତି।

How to make youtube channel and make income
Career Tips: ୟୁଟ୍ୟୁବ୍ ଚ୍ୟାନେଲ୍ କରି ଲକ୍ଷପତି ହେବାକୁ ଚାହୁଁଛନ୍ତି କି; ଆପଣଙ୍କ ପାଇଁ ୪ଟି ଟିପ୍ସ

ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ସୃଷ୍ଟି କରିବା ଅତି ସହଜ କିନ୍ତୁ ଏହାକୁ ଚଳାଇବା ଏକ କଷ୍ଟକର କାମ। ୟୁଟ୍ୟୁବ୍ ଚ୍ୟାନେଲ୍ ସୃଷ୍ଟି କରିବା ଏବଂ ଏହାକୁ ଆଗେଇ ନେବାକୁ କେତେକ ଜରୁରୀ କଥା ଉପରେ ନଜର ରଖିବା ଉଚିତ। ତେବେ ଆସନ୍ତୁ ଏମିତି କିଛି ଟିପ୍ସ ବିଷୟରେ ଜାଣିନେବା।

Hourly rooms is a great platform to book hotels
OYO ନୁହେଁ, ଏବେ ଆସିଲା ଘଣ୍ଟିକିଆ ରୁମ୍ ବୁକ୍; ଖୁବ୍ ଶସ୍ତାରେ ମିଳୁଛି ରୁମ୍

ବର୍ତ୍ତମାନ ବଜାରରେ Hourly Rooms ନାମକ ଏକ ଆପ୍ ଉପଲବ୍ଧ ହୋଇଛି। ଏହାକୁ ବ୍ୟବହାର କରି ଗ୍ରାହକମାନେ ୩, ୬, ୯ କିମ୍ବା ୧୨ ଘଣ୍ଟା ପାଇଁ ରୁମ୍ ବୁକ୍ କରିପାରିବେ।

5 mantras for better relationships
Relationships Tips: ଦୀର୍ଘ ଦିନ ସଂପର୍କରେ ରହିବା ପରେ କମିଯାଉଛି କି ପ୍ରେମ… ଜାଣନ୍ତୁ ଏହା କିପରି ହେବ ମଜବୁତ୍

ଯଦି ଆପଣ ନିଜ ସମ୍ପର୍କରେ ସନ୍ତୁଷ୍ଟ ନୁହଁନ୍ତି, ଏହାର ଉନ୍ନତି ପାଇଁ ଉପାୟ ଖୋଜୁଛନ୍ତି ଏବଂ ସଂପର୍କରେ ବଢୁଥିବା ଦୂରତାକୁ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି ତେବେ ଧ୍ୟାନ ଦିଅନ୍ତୁ ଯେ ଏକ ସମ୍ପର୍କକୁ ସ୍ଥାୟୀ ରଖିବା ପାଇଁ କେବଳ ପାରସ୍ପରିକ ପ୍ରେମ ଯଥେଷ୍ଟ ନୁହେଁ। ଏହା ବ୍ୟତୀତ...

hair is rapidly becoming thin and weak start eat these 6 vegetables from today
Health Tips: ଆପଣ ଚନ୍ଦା ହୋଇଯାଉଛନ୍ତି କି… ଆଜିଠାରୁ ଖାଉନ୍ତୁ ଏହି ୬ଟି ପନିପରିବା

ଆଜିକାଲି ପ୍ରାୟ ସମସ୍ତେ ଚୁଟି ସମସ୍ୟା ଦେଇ ଗତି କରୁଛନ୍ତି। ଆପଣ ଯଦି ଏହି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଆଜିଠାରୁ ଚିନ୍ତା ଛାଡିଦିଅନ୍ତୁ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କେତେକ ଜରୁରୀ ପନିପରିବା ଆପଣଙ୍କ ଖାଦ୍ୟରେ ସାମିଲ କରନ୍ତୁ।

These two south actresses escaped death
ବିମାନ ଦୁର୍ଘଟଣାରୁ ବଞ୍ଚିଗଲେ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ଆଗଧାଡିର ଅଭିନେତ୍ରୀ

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ଅଭିନେତ୍ରୀ ମୃତ୍ୟୁରୁ ରକ୍ଷା ପାଇଛନ୍ତି। ଜଣେ ଅଭିନେତ୍ରୀ ବିମାନ ଭିତରୁ ଏକ ଫଟୋ ଶେୟାର କରି କହିଥିଲେ ଯେ ସେ ମୃତ୍ୟୁରୁ ରକ୍ଷା ପାଇଛନ୍ତି। ବିମାନଟି ମୁମ୍ବାଇରୁ ହାଇଦ୍ରାବାଦ ଯାଉଥିଲା କିନ୍ତୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା।

RRB Technician Recruitment 2024 Apply Online
RRB Recruitment: ରେଳବାଇରେ ଭର୍ତ୍ତିହେବେ ୯୦୦୦ ପ୍ରାର୍ଥୀ; ଅଧିକ ଜାଣିବା ପାଇଁ ଦେଖନ୍ତୁ

ଯେଉଁମାନେ ରେଳବାଇରେ ନିଜର କ୍ୟାରିୟର କରିବାକୁ ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ରେଳବାଇ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ଟେକ୍ନିସିଆନ ଓ ସିଗ୍‌ନାଲ୍ ପଦବୀ ପୂରଣ ହେବ।

How new challenge emerged for mother tongu
International Mother Language Day: ପ୍ରତି ୧୪ ଦିନରେ ବିଲୁପ୍ତ ହେଉଛି ଗୋଟିଏ ଭାଷା; କେମିତି ଲାଗିବ ରୋକ୍

ମାତୃଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ପଦକ୍ଷେପ କେବଳ ବହୁଭାଷୀ ଶିକ୍ଷାକୁ ଉତ୍ସାହିତ କରିବା ନୁହେଁ ବରଂ ବୁଝାମଣା ଏବଂ ସଂଳାପ ଉପରେ ଆଧାର କରି ଏକତା ପ୍ରଦର୍ଶନ କରିବାକୁ ବିଶ୍ୱକୁ ଉତ୍ସାହିତ କରିବା। ଆସନ୍ତୁ ଜାଣିବା ଭାଷାକୁ ଆଗକୁ ନେବାର ପ୍ରମୁଖ ଉପାୟ।

International Mother Language Day 2024
International Mother Language Day: ହଜାର ହଜାର ଲୋକଙ୍କୁ ଇଂରାଜୀ ଶିକ୍ଷା ଦେବା ହେଉଛି ସେମାନଙ୍କୁ ଦାସ କରିବା; ମହାତ୍ମା ଗାନ୍ଧି

ମାତୃଭାଷା ଆମକୁ ଜାତୀୟତା ସହିତ ଯୋଡିଥାଏ ଏବଂ ଦେଶପ୍ରେମର ଭାବନାକୁ ମଧ୍ୟ ଜାଗ୍ରତ କରିଥାଏ। ମାତୃଭାଷା ହେଉଛି ଯେକୌଣସି ବ୍ୟକ୍ତିର ଶବ୍ଦ ଏବଂ ଯୋଗାଯୋଗର ଦକ୍ଷତା। ଜଣେ ଦକ୍ଷ ଯୋଗାଯୋଗକାରୀ ନିଜ ମାତୃଭାଷା ପ୍ରତି ଖୁବ ସମ୍ବେଦନଶୀଳ ହୋଇଥାନ୍ତି।

International Mother Language Day How to protect mother tongue
International Mother Language Day: ଭାଷା କାହିଁକି ମରେ… ନିଜ ମାତୃଭାଷାକୁ ବଞ୍ଚେଇବା ପାଇଁ ଜାଣନ୍ତୁ ୬ଟି ନିୟମ

ମାତୃଭାଷା ହେଉଛି ଏକ ଜାତିର ପରିଚୟ। ତେବେ ଯଦି ଭାଷାକୁ ସୁରକ୍ଷା ଦିଆ ନଯାଏ, ଏନେଇ ସଚେତନତା କରା ନଯାଏ ତେବେ ଭାଷାର ବିଲୁପ୍ତ ହୁଏ। ଏପରି ଅନେକ ଭାଷା ବିଲୁପ୍ତ ହୋଇଥିବା ବେଳେ ବର୍ତ୍ତମାନ ସେହି ତାଲିକାରେ ଆହୁରି ଅନେକ ଭାଷା ଅଛି, ଯାହା ଭବିଷ୍ୟତରେ ମରିଯାଇପାରେ।

know history and significance of international mother language day
International Mother Language Day: ଭାଷା ହେଉଛି ଏକ ସାଧନ ଯାହା ଲୋକଙ୍କୁ ପରସ୍ପର ସହିତ ଯୋଡିଥାଏ

ସମଗ୍ର ବିଶ୍ୱରେ ଭାଷା ହେଉଛି ଏକ ସାଧନ ଯାହା ଲୋକଙ୍କୁ ପରସ୍ପର ସହିତ ଯୋଡିଥାଏ ଏବଂ ସେମାନଙ୍କର ସଂସ୍କୃତିକୁ ପ୍ରତିଫଳିତ କରିଥାଏ। ତେଣୁ ମାତୃଭାଷାକୁ ନେଇ ସଚେତନ ଓ ମାତୃଭାଷା ପ୍ରୀତି ଜାଗ୍ରତ ପାଇଁ ପ୍ରତି ବର୍ଷ ୨୧ ଫେବୃଆରୀରେ ‘ଆନ୍ତର୍ଜାତୀୟ ମାତୃଭାଷା ଦିବସ’ ପାଳନ କରାଯାଏ।

International Mother Language Day know something about Odia language
International Mother Language Day: ଭାରତର ଏକ ପ୍ରାଚୀନ ଭାଷା ଓଡ଼ିଆ; କ’ଣ ଏହାର ମୂଳ ଆଧାର

ପ୍ରତ୍ୟେକ ଅଞ୍ଚଳର ଏକ ସ୍ୱତନ୍ତ୍ର ମାତୃଭାଷା ରହିଛି। ସେଥିମଧ୍ୟରୁ ଓଡ଼ିଆ ଗୋଟିଏ। ଏହା ହେଉଛି ଓଡ଼ିଶାର ମାତୃଭାଷା। ଏହି ଭାଷା ଅନେକ ବାଧାବିଘ୍ନ ଦେଇ ଗତିକରିଛି। ଏହି ଭାଷାର ଉନ୍ନତି ପାଇଁ ଅନେକ ମହାପୁରୁଷ ସେମାନଙ୍କ ଶ୍ରମଦାନ ଦେଇଛନ୍ତି। ଆସନ୍ତୁ ସଂକ୍ଷେପରେ ଏହା ବିଷୟରେ ଜାଣିନେବା।

Magha Saptami 2024 chandrabhaga buda
Magha Saptami 2024: ଚନ୍ଦ୍ରଭାଗା କୂଳରେ କିଏ ପ୍ରଥମେ ନିର୍ମାଣ କରିଥିଲେ ସୂର୍ଯ୍ୟଙ୍କ ମନ୍ଦିର

ସାରଳା ଦାସଙ୍କ ‘ମହାଭାରତ’ର ବନ ପର୍ବରେ ଅର୍କକ୍ଷେତ୍ର ବିଷୟରେ ଉଲ୍ଲେଖ ଅଛି ଯେ ମକର ମାସ ଅର୍ଥାତ ପବିତ୍ର ମାଘ ସପ୍ତମୀ ତିଥିରେ ସୂର୍ଯ୍ୟଦେବ ‘ଅର୍କ’ ନାମକ ଏକ ଦୈତ୍ୟକୁ ପାତାଳକୁ ଚାପିଦେଇଥିଲେ। ଏହା ପରେ ଏହି କ୍ଷେତ୍ର ଅର୍କକ୍ଷେତ୍ର ଭାବେ ପରିଚିତ ହୋଇଥିଲା।

5 amazing benefits of reverse walk daily 10-20 minutes
Health Tips: ପ୍ରତିଦିନ ୧୦-୨୦ ମିନିଟ୍ ପଛୁଆ ଚାଲନ୍ତୁ; ମିଳିବ ୫ଟି ଚମତ୍କାର ଫାଇଦା

ଚାଲିବାର ଲାଭ ଆପଣ ନିଶ୍ଚୟ ଜାଣିଥିବେ। ଆପଣ କେବଳ ଆଗୁଆ ଚାଲିବା ବିଷୟରେ ଜାଣିଥିବେ । କିନ୍ତୁ, ଆପଣ ପଛୁଆ ଚାଲିବାର ଲାଭ ଜାଣିଛନ୍ତି କି? ପଛୁଆ ଚାଲିବା ହେଉଛି ସର୍ବୋତ୍ତମ କାର୍ଡିଓ ୱାର୍କଆଉଟ୍। ୧୦-୨୦ ମିନିଟ୍ ପାଇଁ ପଛୁଆ ଚାଲି ମାନସିକ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିଥାଏ।

SBI Recruitment 2024 Apply for managerial and other posts
SBI SCO Recruitment 2024: ଗ୍ରାଜୁଏସନ୍ କରିଥିଲେ SBIରେ ଚାକିରି; ବର୍ଷକୁ ପାରିଶ୍ରମିକ ୨୪.୫୦ ଲକ୍ଷ

ଯେଉଁମାନେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ କ୍ୟାରିୟର କରିବାକୁ ସ୍ୱପ୍ନ ଦେଖନ୍ତି ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ସ୍ୱତନ୍ତ୍ର କ୍ୟାଡର ଅଧିକାରୀ(SCO) ପଦବୀ ସହିତ ଅନ୍ୟାନ୍ୟ ମ୍ୟାନେଜର ପୋଷ୍ଟ୍...

Arun govil to play dashrath in nitesh tiwari Ramayana
ଫିଲ୍ମ 'ରାମାୟଣ'ରେ ରାମ ହେବେ ରଣବୀର; ଆଶ୍ଚର୍ଯ୍ୟ କରିବ ଅରୁଣ ଗୋଭିଲ୍‌ଙ୍କ ଭୂମିକା

ନୀତେଶ ତିୱାରୀଙ୍କ ଫିଲ୍ମ 'ରାମାୟଣ' ଦୀର୍ଘ ଦିନ ଧରି କାଷ୍ଟିଂକୁ ନେଇ ଚର୍ଚ୍ଚା ସୃଷ୍ଟି କରିଆସୁଛି। ଫିଲ୍ମରେ ପ୍ରଭୁ ରାମ, ମାତା ସୀତା, ହନୁମାନ ଓ ରାବଣ ଭୂମିକାରେ ଅଭିନେତା ଚୟନ ସରିଥିବା ବେଳେ ବର୍ତ୍ତମାନ ଅଯୋଧ୍ୟା ନରେଶ ଦଶରଥ ଭୂମିକାରେ ଯାହାଙ୍କ ନାଁ ଚୟନ ହୋଇଛି ତାହା...

Pulwama attack to air strike know all about it
Pulwama Attack Day 2024: ଗୁଳିର ଜବାବ ଗୁଳିରେ; ୪୦ ସହିଦଙ୍କ ଆତ୍ମା ଶାନ୍ତି ପାଇଲା ୩୦୦ ଆତଙ୍କବାଦୀଙ୍କ ରକ୍ତରେ

ଭାରତର ଇତିହାସରେ ସବୁଠାରୁ ଖରାପ ଦିନ ଥିଲା ଗୋଟିଏ ୧୪ ଫେବୃଆରୀ। ଏହି ଦିନ ମନେପକେଇ ଦିଏ ଜାମ୍ମୁ-କାଶ୍ମୀରରେ ହୋଇଥିବା ଏକ ଦୁଃଖଦ ଘଟଣା। ଏହି ଦିନ CRPF କର୍ମଚାରୀଙ୍କ ସେନା ଗାଡି ଉପରେ ହୋଇଥିଲା ଭୟଙ୍କର ଆକ୍ରମଣ। ସେବେଠାରୁ ଭାରତରେ ଏହି ଦିନକୁ କଳା ଦିବସ...

Former bjp politician sushma swaraj had superb oratory skills
Birthday of Sushma Swaraj: କଥା ଏବଂ ତର୍କ ଶକ୍ତିରେ ବିରୋଧିଙ୍କ ମୁହଁ ବନ୍ଦ କରିଦେବା ନେତ୍ରୀ ଥିଲେ ସୁଷମା

୧୯୯୦ ଶତାବ୍ଦୀର ଶେଷ ଦଶନ୍ଧିର ଶେଷ ଭାଗରେ, ଜଣେ ମହିଳା ନେତା ଲୋକସଭାରେ ନିଜର ଶକ୍ତିଶାଳୀ ଭାଷଣ ଦେଇ ଲୋକଙ୍କୁ ପ୍ରଭାବିତ କରୁଥିବା ଦେଖାଯାଇଥିଲା। ସେ ଆଉ କେହି ନୁହନ୍ତି, ଦେଶର ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ। ଆଜି ଦିନଟି ଏହି ମହିୟଷୀଙ୍କୁ ସ୍ମରଣ କରିବାକୁ...

BECIL Recruitment 2024
BECIL Recruitment 2024: BECIL ଭୁବନେଶ୍ୱର ପାଇଁ ଚାଲିଛି ନିଯୁକ୍ତି; ପଞ୍ଚମ ପିଲା ବି କରିପାରିବେ ଆବେଦନ

ଓଡ଼ିଶାରେ ରହି ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ବ୍ରୋଡ୍‌କାଷ୍ଟ ଇଞ୍ଜିନିୟରିଂ କନ୍‌ସଲ୍‌ଟାଣ୍ଟ ଇଣ୍ଡିଆ ଲିମିଟେଡ୍ (BECIL) ଭୁବନେଶ୍ୱର ନିକଟରେ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

World Radio Day 2024
World Radio Day 2024: ପ୍ରତିବର୍ଷ ୧୩ ଫେବୃଆରୀରେ କାହିଁକି ପାଳନ ହୁଏ ‘ବିଶ୍ୱ ରେଡିଓ ଦିବସ’

ରେଡିଓର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୧୩ ଫେବୃଆରୀରେ ‘ବିଶ୍ୱ ରେଡିଓ ଦିବସ’ ପାଳନ କରାଯାଏ। ଆଜି ବି ଏମିତି ଅନେକ ଦେଶ ଅଛି ଯେଉଁ ଏହା ସୂଚନା ପ୍ରଦାନର ମୂଳ ଉତ୍ସ ହୋଇରହିଛି।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।