ଆଜିକାଲି ପିଲାମାନଙ୍କ ଦୁନିଆଁ ମୋବାଇଲ୍ ସ୍କ୍ରିନ୍, ସୋସିଆଲ୍ ସାଇଟ୍, ସାଙ୍ଗ ଏବଂ ନିଜ ଭିତରେ ସୀମିତ ହୋଇ ରହିଯାଇଛି। ସେମାନେ ସଂପର୍କର ମୂଲ୍ୟ ବୁଝୁ ନାହାନ୍ତି। ଆପଣ କେବେ ଭାବିଛନ୍ତି କି ସେମାନଙ୍କ ଏପରି ଆଚରଣ ପଛରେ କାରଣ କ’ଣ ହୋଇପାରେ?
ବେଳେବେଳେ ଏମିତି ହୁଏ ଏସିର ରିମୋଟ୍ ହଜିଯାଏ କିମ୍ବା ପଡିକି ଭାଙ୍ଗିଯାଇଥାଏ। ଏହି ସମୟରେ ଯେ କେହି ବି ଚିନ୍ତାରେ ପଡିଯିବ। କିନ୍ତୁ ଏହାକୁ ଏଡାଇବା ପାଇଁ, ଆମେ ଆପଣଙ୍କୁ କହିବୁ ଯେ ଆପଣ ନିଜ ସ୍ମାର୍ଟଫୋନ୍ରୁ କିପରି ଆପଣଙ୍କ ଘର କିମ୍ବା ଅଫିସ୍ର ACକୁ ନିୟନ୍ତ୍ରଣ କରିପାରିବେ।
ସୋସିଆଲ ମିଡିଆ ସେନ୍ସେସ୍ ଉର୍ଫି ଜାଭେଦ ପୁଣିଥରେ ତାଙ୍କ ଚେହେରା ଦ୍ୱାରା ଲୋକଙ୍କୁ ଚକିତ କରିଛନ୍ତି। ଏଥର ସେ ଏମିତି କିଛି କରିଛନ୍ତି ଯାହାକୁ ଦେଖି ଯେକେହି ବି ଆଶ୍ଚର୍ଯ୍ୟ ହେବ। ତାଙ୍କ ପ୍ରଶଂସକମାନେ ତ ଭାବୁଛନ୍ତି ସେମାନେ ବୋଧହୁଏ ସ୍ୱପ୍ନ ଦେଖୁଛନ୍ତି।
ଭାରତୀୟ ରେଳ ବିଭାଗରେ ଚାକିରି କରିବାକୁ ଆଗ୍ରହୀ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ପୂର୍ବାଞ୍ଚଳ ରେଳ ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ବର୍ତ୍ତମାନ ସୈଫ୍ ଅଲି ଖାନ ଏବଂ କରୀନା କପୁରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। କ୍ୟାମେରା ସାମ୍ନାରେ ଏହି ଯୋଡି ଏମିତି କିଛି କରିଦେଇଛନ୍ତି ଯେଉଁଥିପାଇଁ ଲୋକେ ତାଙ୍କୁ ଟ୍ରୋଲ୍ କରୁଛନ୍ତି।
ପୂରା ଓଡ଼ିଶାରେ କିଏ କେଉଁ ଦଳରୁ ପ୍ରାର୍ଥୀ ହୋଇଛନ୍ତି ତାହା ଜାଣିବାକୁ ଅନେକଙ୍କ ଆଗ୍ରହ ଥାଏ। ଆପଣ ଯଦି ଓଡ଼ିଶାର ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କୁ ଜାଣିବାକୁ ଚାହୁଁଛନ୍ତି ତେବେ ଦେଖନ୍ତୁ।
ଆପଣ ବିବାହିତ ହୋଇ ଏକାଠି ରହୁଛନ୍ତି କିନ୍ତୁ ଆପଣଙ୍କ ପାର୍ଟନର ସହ ଭଲ ପଡୁନି। ଆପଣଙ୍କ ଯଦି ଯୋଗାଯୋଗରେ ଉନ୍ନତି ଆଣିବାକୁ ଚାହୁଁଛନ୍ତି, ତେବେ କିଛି ଜିନିଷକୁ ଧ୍ୟାନରେ ରଖିବା ଜରୁରୀ। ତେବେ କେଉଁସବୁ କଥା ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ ଆସନ୍ତୁ ଜାଣିବା।
ଆପଣ ଯଦି ITI ପାଶ୍ କରିଛନ୍ତି ଏବଂ NHPC ଲିମିଟେଡ୍ରେ ଚାକିରି ଖୋଜୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ। ଏନେଇ ଟନକପୁର ପାୱାର ଷ୍ଟେସନ ପାଇଁ NHPC ଲିମିଟେଡ୍ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
ଏବେ 'ହିରାମଣ୍ଡି’ର ପୁରା ଷ୍ଟାର୍ କାଷ୍ଟ୍ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ'ରେ ନଜର ଆସିଥିଲେ। ଏହି ସମୟରେ କପିଲ ଶର୍ମା ସୋନାକ୍ଷୀ ସିହ୍ନାଙ୍କୁ ବିବାହକୁ ନେଇ ଏକ ପ୍ରଶ୍ନ ପଚାରିଥିଲେ, ଯାହାକୁ ସେ ଏକ ମଜାଳିଆ ଢଙ୍ଗରେ ଉତ୍ତର ଦେଇଥିଲେ।
ଅଲୁ ଅର୍ଜୁନଙ୍କ ଫ୍ୟାନ୍ଙ୍କ ପାଇଁ ଦୁଃଖ ଖବର। ତାଙ୍କ ବିରୋଧରେ ଲାଗିଛି ଆଇପିସିର ଧାରା ୧୮୮। ସେ ତାଙ୍କ ସାଙ୍ଗ ପାଇଁ ନିର୍ବାଚନୀ ପ୍ରଚାରରେ ସାମିଲ୍ ହୋଇଥିଲେ। ଭିଡ ଜମିବାରୁ ନିଆଗଲା ଏମିତି ପଦକ୍ଷେପ।
ବାସଗୃହ, ବାୟୁ, ଜଳ ଏବଂ ଖାଦ୍ୟ ପରେ ମଣିଷର ଆହୁରି ଏକ ବଡ ଆବଶ୍ୟକତା ହେଉଛି ସମ୍ପର୍କ। ଏହା ମଧ୍ୟ ଦେଖିବାକୁ ମିଳିଛି ଯେ ଯଦି ଆପଣଙ୍କର ଜଣେ ଭଲ ବନ୍ଧୁ ଅଛନ୍ତି, ତେବେ ଆପଣଙ୍କର ଜୀବନକାଳ ପ୍ରାୟ ୭ ବର୍ଷ ବଢିଯିବ। ତେବେ ବନ୍ଧୁମାନଙ୍କ ପରିସରରେ କେଉଁ...
ହିନ୍ଦୁ ଧର୍ମରେ ମା’ର ଅଧିକ ଗୁରୁତ୍ୱ ରହିଛି। ମା’କୁ ସ୍ୱର୍ଗ ଠାରୁ ମଧ୍ୟ ବିଶାଳ କୁହାଯାଇଛି। ସେଥିପାଇଁ ମା’ର ଗୁରୁତ୍ୱକୁ ବୁଝିବା ପାଇଁ ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରରେ ‘ମାତୃ ଦିବସ’ ପାଳନ କରାଯାଏ। ଏହି ଅବସରରେ ଆସନ୍ତୁ ରାମାୟଣର ଏପରି କିଛି ମା’ଙ୍କ ବିଷୟରେ ଜାଣିନେବା,...
ବର୍ତ୍ତମାନ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯେ ସେ ଡ୍ୟାନ୍ସ ଦେଖିବା ପରେ, ଆପଣ ମଧ୍ୟ କହିବେ ଯେ ଏ ଆଣ୍ଟି କି ଡ୍ୟାନ୍ସ କଲେ ମ! ଗୋଲାପୀ ରଙ୍ଗର ଶାଢିରେ ସୁନ୍ଦର ଦେଖାଯାଉଥିବା ଏହି ଆଣ୍ଟିଙ୍କ ଏନର୍ଜି ତୁଳନାରେ କ୍ୟାଟ୍ରିନା କୈଫ୍ଙ୍କ ଚମତ୍କାରିତା ମଧ୍ୟ ଫିକା...
ଶୁକ୍ରବାର ଦିନ ଏକ ଶକ୍ତିଶାଳୀ ସୌର ଝଡ଼ ପୃଥିବୀକୁ ଧକ୍କା ଦେଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ପୃଥିବୀକୁ ଧକ୍କା ଦେଇଥିବା ଏହା ସବୁଠାରୁ ଶକ୍ତିଶାଳୀ ସୌର ଝଡ଼ ଥିଲା, ଯେଉଁ କାରଣରୁ ତସ୍ମାନିଆରୁ ବ୍ରିଟେନ ପର୍ଯ୍ୟନ୍ତ ଆକାଶରେ ପ୍ରବଳ ବଜ୍ରପାତ ହୋଇଥିଲା।
ଆଜି “ଜାତୀୟ ଟେକ୍ନୋଲୋଜୀ ଦିବସ”। ଏହି ଦିନ ଦେଶର ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତି ଉପରେ ଦୃଷ୍ଟିପାତ କରାଯାଏ। ଏହି ଦିନ ଆମେ ସେହି ବୈଜ୍ଞାନିକ, ଇଞ୍ଜିନିୟର୍ ଏବଂ ଇନୋଭେଟର୍ସମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁ, ଯେଉଁମାନେ ଦେଶର ବିକାଶ ପାଇଁ ନିଜର ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ।
ମିସ୍ ଟିନ୍ ୟୁଏସ୍ଏ ୨୦୨୩ ଟାଇଟଲ୍ ଜିତିଥିବା ଉମାସୋଫିଆ ଶ୍ରୀବାସ୍ତବ ତାଙ୍କ ଟାଇଟଲ୍ ଛାଡି ଦେଇଛନ୍ତି। ଏହି ସୂଚନା ମିସ୍ ୟୁଏସ୍ଏ ୨୦୨୩ ନୋଏଲିୟା ଭୋଇଗଟ୍ ଦ୍ୱାରା ନିଜ ଟାଇଟଲ୍ ଛାଡିବାର ଦୁଇ ଦିନ ପରେ ଆସିଛି।
'ବର୍ଡର ୨'କୁ ନେଇ ଏକ ବଡ ଅପଡେଟ୍ ଆସିଛି। କୁହାଯାଉଛି ଯେ ଆୟୁଷ୍ମାନ ଖୁରାନାଙ୍କୁ 'ବର୍ଡର ୨'ରେ ସନ୍ନି ଦେଓଲଙ୍କ ସହ ଦେଖିବାକୁ ମିଳିବ। ଏହାର ରିଲିଜ୍ ତାରିଖ ମଧ୍ୟ କୁହାଯାଇଛି। ଆସନ୍ତୁ ଜାଣିବା କେବେ ହେବ ରିଲିଜ୍।
ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ। ଏହି ଦିନ ଶ୍ରୀଜୀଉମାନଙ୍କର ରଥନିର୍ମାଣ ମଧ୍ୟ ଅନୁକୂଳ କରାଯାଏ। ରଥରେ ୧୧୩୯ ଖଣ୍ଡ କାଠ ଲାଗେ।
ଆପଣ ଜାଣନ୍ତି କି ସଧବା ନାରୀର ପ୍ରତୀକ ଏହି ଟୋପାଏ ସିନ୍ଦୂର କେଶ ଏବଂ ଚର୍ମର ଅନେକ ସମସ୍ୟାର ମୂଳ କାରଣ ପାଲଟିଛି? ବଜାରରେ ମିଳୁଥିବା ସିନ୍ଦୂର ଚୁଟି ଝଡିବାର ମୂଳ କାରଣ। ଜାଣନ୍ତୁ ଘରେ ସିନ୍ଦୁର ତିଆରି କରିବାର ୩ ଉପାୟ।
ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) ସେମାନଙ୍କ ପାଇଁ ଏହି ସୁଯୋଗ ନେଇ ଆସିଛି। ଏନେଇ HAL ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଏହି ବିଜ୍ଞପନକୁ ଦେଖନ୍ତି ଆଉ ଚିନ୍ତା କରନ୍ତୁ।