• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Director tammareddy claims that prabhas next movie project-k will destroy box office
ପ୍ରଭାସଙ୍କ ଏହି ଫିଲ୍ମ ବିଶ୍ୱର ସବୁ ରେକର୍ଡ ଭାଙ୍ଗିବ; ପ୍ରଥମ ଦିନରେ ଛୁଇଁବ ୬୦୦ କୋଟି!

ପ୍ରଭାସ ଏବେ ଏମିତି ଏକ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି ଯାହା ଖୁବ ଦମଦାର ହେବ ବୋଲି କୁହାଯାଉଛି। ଏହା ବିଶ୍ୱ ରେକର୍ଡ କରିବ ବୋଲି ମତ ଆସୁଛି। ପ୍ରଥମ ଦିନରେ ହିଁ ୬୦୦ କୋଟି ରୋଜଗାର କରିବ ବୋଲି ଆଗ ଧାଡିର ଜଣେ ନିର୍ଦ୍ଦେଶକ କହିଛନ୍ତି।

Shah rukh khan film jawan music rights sold in 36 crore rupees
ରିଲିଜ୍ ହୋଇନି ଶାହରୁଖଙ୍କ ଫିଲ୍ମ 'ଜୱାନ୍'; ରୋଜଗାର କଲାଣି କୋଟି କୋଟି

ଶାହରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ଜୱାନ’ଙ୍କ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ଚଳିତ ବର୍ଷ ଦର୍ଶକଙ୍କ ସାମ୍ନାକୁ ଆସିବ। କିନ୍ତୁ ଫିଲ୍ମ ରିଲିଜ୍ ପୂର୍ବରୁ ମଧ୍ୟ ରୋଜଗାରରେ ରେକର୍ଡ ସୃଷ୍ଟି କରୁଛି।

Kolkata Street Vendor Sells 'Alcohol Kebab'
Viral Video: ଏହି ରାସ୍ତାରେ ମିଳୁଛି 'ଆଲ୍‌କହଲ୍‌-କବାବ'; ଲୋକେ ଖୁସି

ବର୍ତ୍ତମାନ ଏକ ଭିଡିଓ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍‌ ହେଉଛି। ଭାଇରାଲ ହେଉଥିବା ଏହି ଭିଡିଓ କୋଲକାତାର ଜଣେ ଷ୍ଟ୍ରିଟ୍‌ ଭେଣ୍ଡରଙ୍କ। ଏଥିରେ ଜଣେ ଭେଣ୍ଡର 'ଆଲ୍‌କହଲ୍‌-କବାବ' ତିଆରି କରୁଥିବା ଦେଖିବାକୁ ମିଳେ।

Niladribije 2023
ଶ୍ରୀଜିଉଙ୍କ ନୀଳାଦ୍ରି ବିଜେର ଅପୂର୍ବ ଦୃଶ୍ୟ...ଦେଖନ୍ତୁ କିଛି ଝଲକ୍...

ଚାଲିଛି ନୀଳାଦ୍ରିନାଥଙ୍କ ନିଳାଦ୍ରି ବିଜେ ନୀତି। ଗୋଟି ପହଣ୍ଡିରେ ଝୁଲି ଝୁଲି ଯାଉଛନ୍ତି ଶ୍ରୀଜିଉ। ନବଦିନର ଘୋଷଯାତ୍ରା ପରେ ଶ୍ରୀମନ୍ଦିର ଫେରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆଜିଠାରୁ ଆରମ୍ଭ ହେବ ମହାବାହୁଙ୍କ ରତ୍ନସିଂହାସନ ଲୀଳା।

Om puri used to wash glasses in a tea shop at the age of 6
ଓମ୍‌ ପୁରୀ ଜାଣି ନଥିଲେ ଇଂରାଜୀ, ୨୦ ହଲିଉଡ୍ ଫିଲ୍ମରେ କାମ କରି ରେକର୍ଡ କଲେ

ଓମ୍ ପୁରୀଙ୍କ ପରିବାର ଖୁବ ଗରିବ ଥିଲା। ଏହି କାରଣରୁ ପିଲାବେଳେ ସେ କେବେ ଚା’ ଦୋକାନରେ ରହି ଅଇଁଠା ଗ୍ଲାସ୍ ଧୋଇଛନ୍ତି ତ ପୁଣି ବେକେ ଢାବାରେ ରହି ପ୍ଲେଟ୍ ମାଜିଛନ୍ତି। ପିଲାଦିନେ ଜାଣି ନଥିଲେ ଇଂରାଜୀ, ହେଲେ ଅନେକ ହଲିଉଡ୍‌ ଚଳଚ୍ଚିତ୍ରରେ କାମ କରି ଏକ...

dr shipra dhar and dr ganesh rakh do not take delivery fees on birth of girl child
National Doctor's Day 2023: ଡାକ୍ତରଙ୍କ ମହାନତା; ଝିଅ ହେଲେ ଗୋଟିଏ ଟଙ୍କା ବି ନିଅନ୍ତି ନାହିଁ

କେତେବେଳେ ଝିଅକୁ ପରଧନ କୁହାଯାଇଛି ତ ପୁଣି କେତେବେଳେ ବୋଝ ଭଳି ଶବ୍ଦ ବ୍ୟବହାର କରାଯାଇଛି। ଏବେ ଏ ଦେଶ ଏଥିରୁ ଧିରେ ଧିରେ ଦୂରେଇ ଯାଉଛି। ଆଜିକାଲି ଝିଅମାନେ ମଧ୍ୟ ପୁରୁଷଙ୍କ ସହ କାନ୍ଧ ମିଳେଇ ବାଟ ଚାଲୁଛନ୍ତି। ଆଜି ଜାତୀୟ ଡାକ୍ତର ଦିବସରେ ଆସନ୍ତୁ ଏମିତି...

SSC MTS, Havaldar recruitment 2023
SSC Recruitment 2023: SSC ବାହାର କଲା ନିଯୁକ୍ତି ବିଜ୍ଞାପନ; ପୂରଣ ହେବ ୧୫୫୮ ପୋଷ୍ଟ

SSC ମଲ୍ଟି ଟାସ୍କିଂ କର୍ମଚାରୀ ଏବଂ ହାବିଲଦାର ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୫୫୮ଟି ପୋଷ୍ଟ ପୂରଣ ହେବ। ଅନ୍ୟାନ୍ୟ ସୂଚନା ଜାଣିବା ପାଇଁ ପୂରା ଖବର ପଢନ୍ତୁ।

National Doctor’s Day 2023
National Doctor’s Day 2023: ଆଜି ‘ଜାତୀୟ ଡାକ୍ତର ଦିବସ’; ସେମାନଙ୍କ ବଳିଦାନକୁ ମନେ ରଖିବାର ଦିନ

ମାନବ ସ୍ୱାସ୍ଥ୍ୟର ଉନ୍ନତି ଦିଗରେ କାର୍ଯ୍ୟ କରିବାରେ ଆମେ ସମସ୍ତ ଡାକ୍ତରଙ୍କ ଅବଦାନକୁ ମନେରଖିବା ଆବଶ୍ୟକ। ଆଜି ଜାତୀୟ ଡାକ୍ତର ଦିବସ ଅବସରରେ ଆସନ୍ତୁ ଏହାର ଇତିହାସ, ଗୁରୁତ୍ୱ ଏବଂ ଏ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାଣିନେବା।

international joke day 2023
International joke day 2023: ମନ ଖୋଲା ହସ ହୃଦରୋଗରୁ ରକ୍ଷା କରେ

ହଜି ଯାଉଛି ହସ । ଆଜିକାଲି କାହା ମୁହଁରେ ଆଉ ଖୋଲା ହସ ଦେଖିବାକୁ ମିଳୁନି। ସମସ୍ତେ ବିଷାଦ ଓ ଅବସାଦ ଜୀବନ ଜୀଉଁଛନ୍ତି। ଏନେଇ ଲୋକଙ୍କ ମୁହଁରେ ଚେନାଏ ହସ ଫୁଟାଇବା ପାଇଁ ପ୍ରତିବର୍ଷ ଜୁଲାଇ ୧ ରେ ‘ଅନ୍ତର୍ଜାତୀୟ ଜୋକ୍‌ ଦିବସ’ ସମଗ୍ର ବିଶ୍ୱରେ ପାଳନ...

Ratha Jatra 2023 Niladribije
Ratha Jatra 2023: ଆଜି ଘୋଷଯାତ୍ରାର ଅନ୍ତିମ ଦିନ; ନୀଳକନ୍ଦରକୁ ଫେରିବେ ନୀଳାଦ୍ରିନାଥ

ଆଜି ପ୍ରଭୁ ମହାଲକ୍ଷ୍ମୀଙ୍କ ମାନଭଂଜନ କରି ଶ୍ରୀମନ୍ଦିରରେ ପ୍ରବେଶ କରିବେ ଓ ରତ୍ନ-ସିଂହାସନରେ ପୁନଃ ବିରାଜମାନ କରିବେ। ଶ୍ରୀମନ୍ଦିର ରୂପକ ନୀଳଶୈଳର ଗର୍ଭଗୃହ ସ୍ୱରୂପ ନୀଳକନ୍ଦରରେ ବିରାଜମାନ କରିବାର ଏହି ଅଲୌକିକ ଲୀଳା ‘ନୀଳାଦ୍ରିବିଜେ’ ନାମରେ ବିଖ୍ୟାତ।

Rajinikanth tagged thalaiva after doing amitabh bachchan bollywood film in tamil remake
ଅମିତାଭ ବଚ୍ଚନଙ୍କ ଫିଲ୍ମର ତାମିଲ୍ ରିମେକ୍ କରି ସୁପର୍‌ଷ୍ଟାର୍‌ ହୋଇଗଲେ ରଜନୀକାନ୍ତ

ଆଜିକାଲି ପ୍ରାୟ ବଲିଉଡ୍ ଫିଲ୍ମ ସାଉଥ୍‌ର ରିମେକ୍ ହେଉଛି। କିନ୍ତୁ ଅମିତାଭ ବଚ୍ଚନଙ୍କ ଏମିତି ଅନେକ ଫିଲ୍ମ ଅଛି ଯାହାକୁ ସାଉଥ୍ ରିମେକ୍ କରାଯାଇଛି ଆଉ ଏହି ସବୁ ଫିଲ୍ମର ମୁଖ୍ୟ ଅଭିନେତା ସାଜିଛନ୍ତି ରଜନୀକାନ୍ତ। ଏହିସବୁ ଫିଲ୍ମ ମଧ୍ୟ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଆସନ୍ତୁ ନଜର...

adipurush song ram siya got first position in top song list
ସବୁ କ୍ଷେତ୍ରରେ ବିଫଳ ହେବା ପରେ ବି ଏହି ତାଲିକାର ଶୀର୍ଷରେ 'ଆଦିପୁରୁଷ'

ଫିଲ୍ମ 'ଆଦିପୁରୁଷ' ଧାର୍ମିକ ସମ୍ବନ୍ଧୀୟ ହୋଇଥିଲେ ମଧ୍ୟ ଦର୍ଶକ ଏହାକୁ ପ୍ରତ୍ୟାଖ୍ୟାନ କଲେ। ଯଦିଓ ବକ୍ସ ଅଫିସ୍‌ରେ ଫିଲ୍ମ ଚମତ୍କାର କରିପାରି ନାହିଁ, ତେବେ ପ୍ରଭାସ ଆଉ ଏକ ତାଲିକାରେ ଶୀର୍ଷରେ ଅଛନ୍ତି। ସେ ଶାହାରୁଖ ଖାନଙ୍କୁ ମଧ୍ୟ ପଛରେ ପକେଇ ଦେଇଛନ୍ତି। ଆସନ୍ତୁ ଜାଣିବା ଏହି କ୍ଷେତ୍ରଟି...

luxury Bag, Smaller Than A Grain Of Salt, Sold For ₹ 51 Lakh
Viral: ବ୍ୟାଗ୍‌ ନା କୋହିନୂର ହୀରା; ଲୁଣର ଏକ ଦାନାଠୁ ବି ଛୋଟ; ଦାମ୍ ୫୧ ଲକ୍ଷ

ସୋସିଆଲ ମିଡିଆରେ ଏକ ବ୍ୟାଗ୍‌ ଭାଇରାଲ୍ ହେବାରେ ଲାଗିଛି। ଏହି ବ୍ୟାଗ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ଏହି ବ୍ୟାଗ୍‌ଟି ଲୁଣର ଏକ ଛୋଟ ଦାନା ଠାରୁ ବି ଛୋଟ। ଏହି ବ୍ୟାଗ୍ ଏତେ ଛୋଟ ଯେ ଏହାକୁ ମାଇକ୍ରୋସ୍କୋପ୍ ବିନା ଦେଖି ହେବନାହିଁ।

Ratha Jatra 2023 adharapana niti know about its significance
Ratha Jatra 2023: ମହାପ୍ରଭୁଙ୍କ ଅଧରପଣା ନୀତି କାହିଁକି ଓ କିପରି ହୁଏ...

ଆଜି କାଳିଆ ସାଆନ୍ତଙ୍କ ଅଧରପଣା ନୀତି। ସୁନାବେଶ ପରଦିନ ରଥ ଉପରେ ଅଧରପଣା ନୀତି ସମାପନ ହୋଇଥାଏ। ଏହାର ରହସ୍ୟ କ’ଣ ଆସନ୍ତୁ ଜାଣିବା।

Id Ul Zuha 2023
Id ul zuha 2023: ପାରସ୍ପରିକ ଶତ୍ରୁତାକୁ ଦୂରେଇ ତ୍ୟାଗର ମହତ୍ତ୍ୱକୁ ବୁଝାଏ ‘ଇଦ୍-ଉଲ୍-ଜୁହା’

ଇଦ୍ ଉଲ୍ ଜୁହା ‘ବକ୍‌ରୀଦ୍’ ନାମରେ ମଧ୍ୟ ଜଣାଶୁଣା। ବକର ଇଦ୍ ଆରବୀୟ ଶବ୍ଦ ‘ବକର’ରୁ ଉତ୍ପନ୍ନ। ‘ବକର’ର ଅର୍ଥ ବଡ଼ ବା ବିରାଟ। ଇସଲାମୀୟ ବିଶ୍ୱାସ ଅନୁଯାୟୀ, ‘ଇଦ୍ ଉଲ୍ ଜୁହା’କୁ ଏକ ଅତି ପବିତ୍ର ପର୍ବ ଭାବେ ବିବେଚନା କରାଯାଏ।

Five unknown facts of Lord jagannath and puri temple
Ratha Jatra 2023: ଜଗନ୍ନାଥ ମନ୍ଦିରକୁ ସୁବର୍ଣ୍ଣ ମନ୍ଦିର ଠାରୁ ବି ଅଧିକ ସୁନା ଦାନ କରିଥିଲେ ଏହି ରାଜା; ଜାଣନ୍ତୁ କିଏ....

କଳିଯୁଗରେ ଶ୍ରୀକ୍ଷେତ୍ରରେ ଜଗନ୍ନାଥ ରୂପୀ କୃଷ୍ଣଙ୍କ ଚାଲିଛି ଲୀଳାଖେଳା। ଶେଷ ହୋଇଛି ଜଗନ୍ନାଥଙ୍କର ବାହୁଡା ଯାତ୍ରା। ଆଜି ସୁନାବେଶ। ପୁରୀ ଏବେ ଜନ ସମୁଦ୍ର। ଏହି ପବିତ୍ର ମୁହୂର୍ତ୍ତରେ ଆସନ୍ତୁ ଜଗନ୍ନାଥ ଓ ପୁରୀ ମନ୍ଦିରର ୫ଟି ଅଜଣା କଥା ବିଷୟରେ ଜାଣିନେବା।

Ratha Jatra 2023 Suna Besa
Ratha Jatra 2023: ଆଜି ସୁନାବେଶ: ମହାପ୍ରଭୁଙ୍କ ରାଜାବେଶ ଦେଖି ଧନ୍ୟ ହେବେ ଭକ୍ତ

ଆଜି ରଥାରୁଢ ଶ୍ରୀବିଗ୍ରହଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ। ମହଣ ମହଣ ସୁନାରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି। ଭିଡ ଓ ଠେଲାପେଲାକୁ ଖାତିର ନ କରି କାଳିଆ ଠାକୁରକୁ ଏହି ଅପୂର୍ବ ବେଶରେ ଦେଖି ନିଜକୁ ଧନ୍ୟ କରିବାକୁ ଚାହାନ୍ତି ପ୍ରତ୍ୟେକ ଭକ୍ତ।

10 miracles of puri jagannath mandir
Ratha Jatra 2023: ପୁରୀ ଜଗନ୍ନାଥ ମନ୍ଦିରର ୧୦ଟି ଚମତ୍କାରିତା; ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଭଉଣୀ ସୁଭଦ୍ରା ଓ ଭାଇ ବଳଭଦ୍ରଙ୍କ ସହ ସ୍ୱଗୃହକୁ ଆସୁଛନ୍ତି କାଳିଆ ସାଆନ୍ତ। ବଡଦାଣ୍ଡ ଭକ୍ତମୟ। ଚାରିଆଡେ ଆଧ୍ୟାତ୍ମିକ ପରିବେଶ। ତେବେ ଆସନ୍ତୁ ଏହି ଅସରରେ ଆଜି ପୃଥିବୀର ବୈକୁଣ୍ଠ ଶ୍ରୀମନ୍ଦିରକୁ ନେଇ ୧୦ଟି ଚମତ୍କାର ବିଷୟରେ ଜାଣିନେବା।

Ratha Jatra 2023 Bahuda Yatra
Ratha Jatra 2023: ଉତ୍କଳୀୟ ସଂସ୍କୃତିରେ ଏକ ମହାନ ଆଦର୍ଶର ପ୍ରତୀକ ମହାପ୍ରଭୁଙ୍କ ଘୋଷଯାତ୍ରା

ମହାପ୍ରଭୁଙ୍କ ନବଦିନ ବ୍ୟାପି ଯାତ୍ରାର ଆଜି ଶେଷ ଦିନ ବାହୁଡା ଯାତ୍ରା। ଗୁଣ୍ଡିଚା ମନ୍ଦିର ଆଡପମଣ୍ଡପରେ ସରିଯିବ ମହାପ୍ରଭୁଙ୍କ ଲୀଳାଖେଳା। ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଯିବେ ଚତୁର୍ଦ୍ଧାମୂର୍ତ୍ତି।

Why did Lord Jagannath's 9 days Yatra start in Puri
Ratha Jatra 2023: ପୁରୀରେ କାହିଁକି ଆରମ୍ଭ ହେଲା ମହାବାହୁଙ୍କ ନବଦିନ ଘୋଷଯାତ୍ରା; କ’ଣ କୁହେ ପୁରାଣ

ଆଜି ମହାବାହୁଙ୍କ ଘର ବାହୁଡା। ସାତଦିନ ଗୁଣ୍ଡିଚାବାଡିରେ ରହିବା ପରେ ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଫେରିବେ କଳା ଠାକୁର। ଏହି ଅବସରରରେ ଆସନ୍ତୁ ଜାଣିବା ମହାବାହୁଙ୍କ ଏହି ନଅଦିନ ଯାତ୍ରା କ’ଣ ପାଇଁ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।