• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Farah khan launched chhota bheem and the curse of damyaan trailer
Trailer Launched: 'ଛୋଟା ଭୀମ ଆଣ୍ଡ୍ ଦ କର୍ସ ଅଫ୍ ଦମୟାନ'ର ଟ୍ରେଲର ଲଞ୍ଚ; ଆକ୍ସନ୍‌ରେ ଭରପୂର

ଚଳଚ୍ଚିତ୍ର ନିର୍ମାତା-କୋରିଓଗ୍ରାଫର ଫରାହ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଛୋଟା ଭୀମ ଆଣ୍ଡ୍ ଦ କର୍ସ ଅଫ୍ ଦମୟାନ'ର ନିର୍ମାତାଙ୍କ ସହ ମୁମ୍ବାଇର ଏକ ବଡ ଇଭେଣ୍ଟରେ ଫିଲ୍ମର ଟ୍ରେଲର ଲଞ୍ଚ କରିଛନ୍ତି। ଏହି ଦିନ ହେବ ଫିଲ୍ମ ରିଲିଜ୍।

World aids vaccine day 2024 what role you can take
World Aids Vaccine Day 2024: ଏଡ୍‌ସ୍ ରୋକିବା ନେଇ ଆପଣ କ’ଣ କରିପାରିବେ, ଜାଣନ୍ତୁ...

ଏଡ୍‌ସ୍ ଏମିତି ଏକ ଗମ୍ଭୀର ରୋଗ ଯେ ଯଦି ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଏହା ସାଂଘାତିକ ହୋଇପାରେ। ଏହି ଗୁରୁତର ରୋଗ ଏଚ୍‌ଆଇଭି ଜୀବାଣୁର ବିସ୍ତାର ଦ୍ୱାରା ହୋଇଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିଦିଏ।

If you want to make your child mentally sharp and intelligent do these 8 things
Parenting Tips: ଆପଣଙ୍କ ପିଲାଙ୍କୁ ସ୍ମାର୍ଟ ଆଉ ବୁଦ୍ଧିମାନ କରିବାକୁ ଚାହୁଥିଲେ ଏହି ୭ଟି ଟିପ୍ସ ଆପଣାନ୍ତୁ

ପିଲାମାନଙ୍କୁ ମାନସିକ ସ୍ତରରେ ତୀକ୍ଷ୍ଣ କରିବାକୁ ବାପାମାଆ ସବୁ କିଛି କରିବାକୁ ପ୍ରସ୍ତୁତ ଥାଆନ୍ତି। ସେମାନଙ୍କୁ ସୁସ୍ଥ ଖାଦ୍ୟ ଦିଅନ୍ତି। ସେମାନଙ୍କ ଉଚିତ ଯତ୍ନ ନିଅନ୍ତି। ଏତେସବୁ କରିବା ପରେ ମଧ୍ୟ ଅନେକ ପିଲା ଅଛନ୍ତି ଯେଉଁମାନେ ପଛରେ ପଡିଯାଆନ୍ତି। ଆପଣଙ୍କ ଯଦି ପିଲାଙ୍କୁ ସ୍ମାର୍ଟ ଆଉ ବୁଦ୍ଧିମାନ...

Upsc cds ii 2024 registration begins for 459 vacancies
UPSC CDS 2 2024: ଆରମ୍ଭ ହୋଇଛି UPSC CDS 2 ପାଇଁ ଆବେଦନ; ୪୫୯ ପଦବୀ ପାଇଁ ଚାଲିଛି ଆବେଦନ

UPSCରେ ନିଯୁକ୍ତି ପାଇଁ ଅନେକ ଯୁବକ ଚାହିଁ ବସିଥାନ୍ତି। ଆପଣ ଯଦି ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ଜଣେ ତେବେ ସୁଯୋଗ ହାତଛଡା କରନ୍ତୁ ନାହିଁ। UPSC ମିଳିତ ପ୍ରତିରକ୍ଷା ସେବା ପରୀକ୍ଷା ୨ (CDS 2) ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।

Anushka Sharma may take a big decision to leave india with her husband
ଅଭିନୟ ସହ ଭାରତ ଛାଡିଦେବେ ଅନୁଷ୍କା ଶର୍ମା ! ବିରାଟଙ୍କ ସହ ଚାଲିଯିବେ କି ଲଣ୍ଡନ୍ !

ଭାରତ ଛାଡିଦେଇ ପାରନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା। ଅଭିନୟକୁ ମଧ୍ୟ କରି ପାରନ୍ତି ବାଏ ବାଏ। ସେ ତାଙ୍କ କ୍ରିକେଟର ସ୍ୱାମୀ ବିରାଟ କୋହଲିଙ୍କ ସହ ଲଣ୍ଡନ ପଳେଇ ଯାଇ ପାରନ୍ତି। ବିରାଟ୍ କୋହଲିଙ୍କ ଏକ ଭିଡିଓ ସମସ୍ତଙ୍କୁ ଏମିତି ଚିନ୍ତାରେ ପକେଇ ଦେଇଛି।

Aishwarya rai bachchan cannes 2024 red carpet look with different hairstyle
କାନ୍ସ ଫିଲ୍ମ ଫେଷ୍ଟିଭାଲରେ କମାଲ କଲେ ଐଶ୍ୱର୍ଯ୍ୟା ରାୟ; ସମସ୍ତଙ୍କ ନଜର ଚୁଟିରେ

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପାଇଁ ସବୁବେଳେ ଅପେକ୍ଷା ଥାଏ। ତାଙ୍କ ରୂପ, ତାଙ୍କ ଚେହେରା, ତାଙ୍କ ହେୟାର୍ ଷ୍ଟା‍ଇଲ୍ ଲୋକଙ୍କୁ ସବୁବେଳେ ପାଗଳ କରିଆସିଛି। ନିକଟରେ ଯେତେବେଳେ ତାଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା, ତାଙ୍କ ହାତରେ ଏକ ପ୍ଲାଷ୍ଟର ହୋଇଥିଲା। କିନ୍ତୁ ବର୍ତ୍ତମାନ ଯେତେବେଳେ...

Know main cause of high blood pressure and yogic treatment
World Hypertension Day 2024: ପ୍ରତିଦିନ କରନ୍ତୁ ଏହି ୭ ଯୋଗ; ଚାପରୁ ମୁକ୍ତି, ଦୂର ହେବ ଉଚ୍ଚ ରକ୍ତଚାପ

ଆଜିର ଖରାପ ଜୀବନଶୈଳୀ ଏବଂ ଗଡବଡ ଖାଦ୍ୟ ଅଭ୍ୟାସ କାରଣରୁ ଉଚ୍ଚ ରକ୍ତଚାପ ବିପଦ ଯଥେଷ୍ଟ ବୃଦ୍ଧି ପାଉଛି। ଯଦି ଖାଇବା ଅଭ୍ୟାସ ଏବଂ ଜୀବନଶୈଳୀରେ ଉନ୍ନତି ଆସେ ତେବେ ଉଚ୍ଚ ରକ୍ତଚାପର ଆଶଙ୍କା କମିଯାଏ। ଉଚ୍ଚ ରକ୍ତଚାପକୁ ଦୂର କରିବା ପାଇଁ କେଉଁ ଯୋଗ କରିବେ ଜାଣନ୍ତୁ।

How to know your phone is original or fake
Technology: ଆପଣ ସେକେଣ୍ଡ୍ ହ୍ୟାଣ୍ଡ୍‌ ମୋବାଇଲ କିଣୁଛନ୍ତି କି… ଜାଣନ୍ତୁ ଏହା ଚୋରି ମୋବାଇଲ୍ ନୁହେଁ ତ…

ଦେଶରେ ସେକେଣ୍ଡ୍ ହ୍ୟାଣ୍ଡ୍‌ ମୋବାଇଲ ବିକ୍ରି ବୃଦ୍ଧି ପାଉଛି। ଲୋକମାନେ ବିନା ସଂକୋଚରେ ଆରାମରେ ସେକେଣ୍ଡ ହ୍ୟାଣ୍ଡ୍‌ ଫୋନ୍ କିଣୁଛନ୍ତି। ତେବେ ଆପଣ ଯଦି ସେକେଣ୍ଡ ହ୍ୟାଣ୍ଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି ତେବେ ଏହା ନକଲି କିମ୍ବା ଚୋରି ହୋଇଥିବାର ମଧ୍ୟ ସମ୍ଭାବନା ଥାଏ।

Orissa High Court Recruitment Apply For 182 Posts
Orissa High Court Recruitment: ଓଡ଼ିଶା ହାଇକୋର୍ଟରେ ଚାକିରି ଖୋଜୁଛନ୍ତି କି… ପୂରଣ ହେବ JS ଓ ASO

ଓଡ଼ିଶା ହାଇକୋର୍ଟରେ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ଓଡ଼ିଶା ହାଇକୋର୍ଟ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଯେକୌଣସି ବିଷୟରେ ଗ୍ରାଜୁଏସନ କରିଥିବା ପ୍ରାର୍ଥୀ ଏହାର ସୁଯୋଗ ନେଇପାରିବେ।

Kartik aaryans chandu champion first poster out
କାର୍ତ୍ତିକ ଆର୍ଯ୍ୟନଙ୍କ ଏମିତି ଶକ୍ତିଶାଳୀ ଫିଜିକ୍ ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ କିଛି ଦିନ ହେବ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍' ପାଇଁ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ଏହାର ଫାଷ୍ଟ୍ ପୋଷ୍ଟର ରିଲିଜ୍ ହୋଇଛି। ପୋଷ୍ଟରରେ କାର୍ତ୍ତିକ ଆର୍ଯ୍ୟନଙ୍କୁ ଏହି ଅବତାରରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Know the common causes of conflict in family
International Family Day 2024: ଦୂର କରିଦିଅନ୍ତୁ ଏହି ୫ ଜିନିଷ; ପରିବାରରେ ଖେଳିଯିବ ସୁଖ-ଶାନ୍ତି

ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ପରିବାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବର୍ତ୍ତମାନ କିନ୍ତୁ ଏହି ପରିବାର ଭାଙ୍ଗିବାରେ ଲାଗିଛି। ଏହାର ଗୋଟିଏ କାରଣ ହେଉଛି ପରିବାର ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ମତଭେଦ। ଯଦି ଆପଣ ନିଜ ପରିବାରକୁ ମଜବୁତ କରିବାକୁ ଚାହୁଁଛନ୍ତି, ତେବେ ସର୍ବପ୍ରଥମେ ମତଭେଦ ହେବାର...

Parents should ask these questions to their child today otherwise it will be too late
Parenting Tips: ଆଜି ହିଁ ଆପଣଙ୍କ ପିଲାଙ୍କୁ ପଚାରନ୍ତୁ ଏହି ୭ ପ୍ରଶ୍ନ; ନଚେତ ନେଡ଼ି ଗୁଡ଼ କହୁଣୀକୁ ବୋହିଯିବ

ଏମିତି କିଛି ପ୍ରଶ୍ନ ଅଛି ଯାହା ଆପଣଙ୍କ ପିଲାଙ୍କୁ ସୁଯୋଗ ଦେବ ସେମାନଙ୍କର ଭାବନାକୁ ଶେୟାର କରିବାରେ ଏବଂ ନିଜ ଭିତରେ ଚାପି ହୋଇଥିବା କଥାଗୁଡିକୁ ପ୍ରକାଶ କରିବାରେ। ତେବେ ଆସନ୍ତୁ ଜାଣିବା ପ୍ରତ୍ୟେକ ବାପାମାଆ ନିଜ ପିଲାଙ୍କୁ କେଉଁ ପ୍ରଶ୍ନ ପଚାରିବା ଆବଶ୍ୟକ।

Disadvantages of drinking lassi after meals
Health Tips: ଆପଣ ଲସି ପିଉଛନ୍ତି କି… ସାବଧାନ… ହୋଇପାରେ ଏହିସବୁ ସମସ୍ୟା

ଆପଣ ଯଦି ଲସି ପିଉଛନ୍ତି ତେବେ ଆଜିଠାରୁ ହୋଇଯାଆନ୍ତୁ ସାବଧାନ! ଏହା ଆପଣଙ୍କ ଶରୀରକୁ ଅନେକ କ୍ଷତି ପହଞ୍ଚାଇପାରେ। କେବଳ ଏତିକି ନୁହେଁ, ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ଲସି ପିଅନ୍ତି, ତେବେ ଏହା ଆପଣଙ୍କୁ ଅନେକ ଅସୁବିଧାରେ ମଧ୍ୟ ପକାଇପାରେ।

DRDO Recruitment Apply For 25 Posts
DRDO Recruitment: ଇଞ୍ଜିନିୟରିଂ କରିଥିଲେ ସୁବର୍ଣ୍ଣ ସୁଯୋଗ; DRDOରେ ମିଳିବ ନିଯୁକ୍ତି

DRDOରେ ଶିକ୍ଷାଦାନ କରିବାର ଏକ ସୁଯୋଗ। ସଂଗଠନ ଅଧୀନରେ କାମ କରୁଥିବା ସେଣ୍ଟର ଫର୍ ହାଇ ଏନର୍ଜୀ ଆଣ୍ଡ ସାଇନ୍ସ (CHESS) ହାଇଦ୍ରାବାଦରେ ଏହି ନିଯୁକ୍ତି ବାହାରିଛି। ଏନେଇ DRDO ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Nitesh tiwari Ramayana is more expensive than adipurush rrr
ରଣବୀରଙ୍କ 'ରାମାୟଣ'ର ବଜେଟ୍ ଶୁଣିଲେ ଉଡିଯିବ ହୋସ୍; ଜାଣନ୍ତୁ କେତେ କୋଟି ଖର୍ଚ୍ଚ

ଫିଲ୍ମ 'ରାମାୟଣ' ରିଲିଜ୍ ହେବା ପୂର୍ବରୁ ଏକ ନୂଆ ରେକର୍ଡ ସୃଷ୍ଟି କରିସାରିଛି। ଏହି ପୌରାଣିକ ଫିଲ୍ମ 'ରାମାୟଣ: ପାର୍ଟ ୧'ର ବଜେଟ୍ ୧୦୦ମିଲିୟନ୍ ଆମେରିକୀୟ ଡଲାର ଅର୍ଥାତ୍ ୮୩୫ କୋଟି ଟଙ୍କା ହେବ।

What will be special from india in cannes film festival 2024
Cannes Film Festival 2024: କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଧମାଲ କରିବ ଏହି ଭାରତୀୟ ଫିଲ୍ମ; ଦୁନିଆ ଦେଖିବ ଏହି ନାୟିକାଙ୍କ ଝଲକ

୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ମେ ୧୪ରୁ ଆରମ୍ଭ ହୋଇଯାଇଛି, ଯାହା ମେ ୨୫ ପର୍ଯ୍ୟନ୍ତ ଚାଲିବ। ସମଗ୍ର ବିଶ୍ୱରୁ ଜଣାଶୁଣା ସେଲିବ୍ରିଟିମାନେ ଏଥିରେ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳିବ। ତେବେ ଭାରତ ତରଫରୁ ଏହି ଚଳଚ୍ଚିତ୍ର ମହୋତ୍ସବରେ କ’ଣ ବିଶେଷ ହେବା ତାହା ଜାଣିବାକୁ ପ୍ରଶଂସକମାନେ ଚାହିଁ...

Parenting tips why children don’t like their relatives
Parenting Tips: ଆପଣଙ୍କ ପିଲା ସଂପର୍କୀୟଙ୍କ ସହ ମିଶିବାକୁ ପସନ୍ଦ କରୁ ନାହାନ୍ତି କି… ଜାଣନ୍ତୁ ଏହାର କାରଣ କ’ଣ

ଆଜିକାଲି ପିଲାମାନଙ୍କ ଦୁନିଆଁ ମୋବାଇଲ୍ ସ୍କ୍ରିନ୍, ସୋସିଆଲ୍ ସାଇଟ୍, ସାଙ୍ଗ ଏବଂ ନିଜ ଭିତରେ ସୀମିତ ହୋଇ ରହିଯାଇଛି। ସେମାନେ ସଂପର୍କର ମୂଲ୍ୟ ବୁଝୁ ନାହାନ୍ତି। ଆପଣ କେବେ ଭାବିଛନ୍ତି କି ସେମାନଙ୍କ ଏପରି ଆଚରଣ ପଛରେ କାରଣ କ’ଣ ହୋଇପାରେ?

How to control air conditioner with smartphone
Technology: ଆପଣଙ୍କ AC ରିମୋଟ୍‌ ହଜିଯାଇଛି କି ଭାଙ୍ଗିଯାଇଛି; ମୋବାଇଲ୍ ଦ୍ୱାରା ଏମିତି କରନ୍ତୁ କଣ୍ଟ୍ରୋଲ୍

ବେଳେବେଳେ ଏମିତି ହୁଏ ଏସିର ରିମୋଟ୍‌ ହଜିଯାଏ କିମ୍ବା ପଡିକି ଭାଙ୍ଗିଯାଇଥାଏ। ଏହି ସମୟରେ ଯେ କେହି ବି ଚିନ୍ତାରେ ପଡିଯିବ। କିନ୍ତୁ ଏହାକୁ ଏଡାଇବା ପାଇଁ, ଆମେ ଆପଣଙ୍କୁ କହିବୁ ଯେ ଆପଣ ନିଜ ସ୍ମାର୍ଟଫୋନ୍‌ରୁ କିପରି ଆପଣଙ୍କ ଘର କିମ୍ବା ଅଫିସ୍‌ର ACକୁ ନିୟନ୍ତ୍ରଣ କରିପାରିବେ।

Urfi javed bald look photo viral on social media
Viral: ନଣ୍ଡା ହୋଇଗଲେ ଉର୍ଫି; ଲୋକେ କହିଲେ ସିଝା ଅଣ୍ଡା ଭଳି ଲାଗୁଛି

ସୋସିଆଲ ମିଡିଆ ସେନ୍‌ସେସ୍ ଉର୍ଫି ଜାଭେଦ ପୁଣିଥରେ ତାଙ୍କ ଚେହେରା ଦ୍ୱାରା ଲୋକଙ୍କୁ ଚକିତ କରିଛନ୍ତି। ଏଥର ସେ ଏମିତି କିଛି କରିଛନ୍ତି ଯାହାକୁ ଦେଖି ଯେକେହି ବି ଆଶ୍ଚର୍ଯ୍ୟ ହେବ। ତାଙ୍କ ପ୍ରଶଂସକମାନେ ତ ଭାବୁଛନ୍ତି ସେମାନେ ବୋଧହୁଏ ସ୍ୱପ୍ନ ଦେଖୁଛନ୍ତି।

Railway Goods Train Manager Recruitment Apply For 108 Posts
Railway Recruitment: ଗ୍ରାଜୁଏସନ କରି ଘରେ ବସିଛନ୍ତି କି…ରେଳବାଇରେ ମ୍ୟାନେଜର୍ ହେବାର ସୁଯୋଗ

ଭାରତୀୟ ରେଳ ବିଭାଗରେ ଚାକିରି କରିବାକୁ ଆଗ୍ରହୀ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ପୂର୍ବାଞ୍ଚଳ ରେଳ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।