• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

ayushmann khurrana rashmika mandanna team up for horror comedy film vampires of vijay nagar
ସିନେ ପ୍ରେମୀଙ୍କ ପାଇଁ ବଡ ଖବର; ପ୍ରଥମ ଥର ପାଇଁ ରଶ୍ମିକା ମନ୍ଦାନାଙ୍କ ସହ ରୋମାନ୍ସ କରିବେ ଆୟୁଷ୍ମାନ ଖୁରାନା

ଆଦିତ୍ୟ ସତ୍ୟପୋଦର ଏବଂ ଦୀନେଶ ଭିଜନ୍ ଅନ୍ୟ ଏକ ଅନନ୍ୟ ହରର୍-କମେଡି କରିବାକୁ ଆଗ୍ରହ ଦେଖାଇଛନ୍ତି। ସେ 'ୱେମ୍ପାୟାର୍ସ ଅଫ୍ ବିଜୟ ନଗର' ଶୀର୍ଷକରେ ଏକ ଫିଲ୍ମ କରିବାକୁ ଯାଉଛନ୍ତି। ଏଥିରେ ଆୟୁଷ୍ମାନ ଖୁରାନା ଏବଂ ରଶ୍ମିକା ମନ୍ଦାନାଙ୍କ ରୋମାନ୍ସ ଦେଖିବାକୁ ମିଳିବ।

Salman khan had crush on dharmendra second wife hema malini
Viral Video: ସଲମାନ ଖାନଙ୍କ ଖୁଲାସା; ଭାଇଜାନଙ୍କ ଠାରୁ ୧୭ ବର୍ଷ ବଡ଼ ଏହି ହିରୋଇନ୍ ଥିଲେ ଫାଷ୍ଟ୍ କ୍ରସ୍

ସଲମାନ ଖାନଙ୍କ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସଲମାନ ତାଙ୍କର ଫାଷ୍ଟ୍ କ୍ରସ୍ ବିଷୟରେ କହୁଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ସେ ଯାହାଙ୍କ ନାଁ କହିଛନ୍ତି ତାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଦେଖନ୍ତୁ ଏହି ଭିଡିଓ…

Chinese girl singing hindi songs in Chinese accent
Viral Video: ବଲିଉଡ୍‌ ପ୍ରେମରେ ଚାଇନା ଝିଅ; ସୁନ୍ଦର କଣ୍ଠରେ ବୋଲିଲେ ଶାହରୁଖଙ୍କ ଗୀତ

ଚାଇନାର ଜଣେ ଗାୟିକାଙ୍କ ଏକ ଭିଡିଓ ଦିନକୁ ଦିନ ଭାଇରାଲ୍‌ ହେବାରେ ଲାଗିଛି, ଯେଉଁଥିରେ ସେ ଶାହରୁଖ ଖାନଙ୍କ ହିଟ୍ ଚଳଚ୍ଚିତ୍ରର ହିଟ୍ ଗୀତ ଗାଉଥିବାର ନଜର ଆସିଛନ୍ତି।

SSC CGL Vacancy 2024 Post Vaccancy 17727
SSC CGL Vacancy: ଗ୍ରାଜୁଏସନ କରିଥିଲେ ସୁବର୍ଣ୍ଣ ସୁଯୋଗ; SSCରେ ପୂରଣ ହେବ ୧୭୭୦୦ରୁ ଅଧିକ ପଦବୀ

କର୍ମଚାରୀ ଚୟନ ଆୟୋଗ (SSC) ର ମିଳିତ ସ୍ନାତକ ସ୍ତର ପରୀକ୍ଷା (CGL) ମାଧ୍ୟମରେ ଅନେକଗୁଡିଏ ପଦବୀ ପୂରଣ ହେବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ମଧ୍ୟ ସୋମବାର ଠାରୁ ଆରମ୍ଭ ହୋଇଯାଇଛି। ଆପଣ ଏହାର ସୁଯୋଗ ନେଇପାରିବେ।

International Day Against Drug Abuse and Illicit Trafficking 2024
World Drug Day 2024:ସାରା ବିଶ୍ୱରେ ୩୫ ମିଲିୟନ୍ ଲୋକ ନିଶା ସେବନର ଶିକାର ହେଉଛନ୍ତି

ଡ୍ରଗ୍ ଅପବ୍ୟବହାର ଏବଂ ଅବୈଧ କାରବାର ବିରୋଧରେ ଅନ୍ତର୍ଜାତୀୟ ଦିବସ ଜୁନ୍ ୨୬ରେ ପାଳନ କରାଯାଏ। ନିଶା ସେବନ ଏବଂ ଅବୈଧ କାରବାରର ନକାରାତ୍ମକ ପରିଣାମ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଜାତୀୟ ଦିବସ କ୍ୟାଲେଣ୍ଡର ଏହି ଅନ୍ତର୍ଜାତୀୟ ଦିନକୁ ବ୍ୟବହାର କରେ।

Sadiya bulukiya song giving competition to maroon color sadiya
ଚର୍ଚ୍ଚାରେ ଭୋଜପୁରୀ ଗୀତ; ‘ମରୁନ କଲର୍‌ ଶାଢୀୟା’କୁ ଟକ୍କର ଦେବାକୁ ଆସିଲା ‘ଶାଢୀୟା ବୁଲୁକିୟା’

ବର୍ତ୍ତମାନ ଦୀନେଶ ଲାଲ ଯାଦବ ନିରହୁଆ ଏବଂ ଅମ୍ରାପାଲି ଦୁବେଙ୍କ ‘ମରୁନ କଲର୍‌ ଶାଢିୟା’ ହଇଚଇ କରୁଛି। କିନ୍ତୁ ଏହାରି ଭିତରେ ଆଉ ଏକ ଭୋଜପୁରୀ ଫିଲ୍ମର ପାୱାର୍ ଷ୍ଟାର ପୱନ ସିଂହ ଏବଂ ଶିବାନୀ ସିଂହଙ୍କ ନୂଆ ଭୋଜପୁରୀ ଗୀତ ‘ଶାଢୀୟା ବୁଲୁକିୟା’ ମୁକ୍ତିଲାଭ କରିଛି।

Sonakshi sinha and zaheer iqbal shared romantic pics from wedding reception
ବିବାହ କରି ଖୁସି ହେଲେ ସୋନାକ୍ଷୀ, କହିଲେ ସତେ ଯେମିତି ଦୁଇ ପ୍ରେମୀଙ୍କ ପାଇଁ ଏ ବ୍ରହ୍ମାଣ୍ଡ ଏକତ୍ରିତ ହୋଇଯାଇଛି

ବିବାହ ଫଟୋ ପରେ ବର୍ତ୍ତମାନ ଅଭିନେତ୍ରୀ ଇନ୍‌ଷ୍ଟାଗ୍ରାମରେ ରିସେପସନ୍ ଲୁକରେ ରୋମାଣ୍ଟିକ୍ ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡିକ ଏତେ ସୁନ୍ଦର ହୋଇଛି ଯେ ଯାହାକୁ ଲୋକମାନେ ପ୍ରଶଂସା ନ କରି ରହିପାରୁ ନାହାନ୍ତି।

Stree 2 teaser released get ready to laugh and get scared again
Stree 2 Teaser: ରିଲିଜ୍ ହେଲା 'ସ୍ତ୍ରୀ ୨'ର ଟିଜର୍; କମେଡି ସହିତ ଭୟର ଏକ କମ୍ବୋ

୨୦୧୮ ରେ ମୁକ୍ତିଲାଭ କରିଥିବା ମ୍ୟାଡକ୍ ଫିଲ୍ମସ୍‌ର 'ସ୍ତ୍ରୀ' ବକ୍ସ ଅଫିସରେ ଖୁବ ହଙ୍ଗାମା ସୃଷ୍ଟି କରିଥିଲା। ଦର୍ଶକ ଏହି ଫିଲ୍ଲ୍ମକୁ ଏତେ ପସନ୍ଦ କରିଥିଲେ ଯେ ଏହା ରିଲିଜ୍ ହେବା ପରେ ପ୍ରେକ୍ଷାଳୟରେ ଲୋକପ୍ରିୟ ହୋଇଥିଲା। ବର୍ତ୍ତମାନ ଏହି ଫିଲ୍ମର ଦ୍ୱିତୀୟ ଭାଗ ୧୫ ଅଗଷ୍ଟରେ ପ୍ରେକ୍ଷାଳୟରେ...

How to use handbrake during brake failures
Tips and Tricks: କାର୍ ବ୍ରେକ୍ ଫେଲ୍ ହେଲେ ଚିନ୍ତା କରନ୍ତୁ ନାହିଁ; ଏହି ଉପାୟରେ ରକ୍ଷା କରନ୍ତୁ ନିଜ ଗାଡିକୁ

କାର୍ ଚଳେଇବା ବେଳେ ବ୍ରେକ୍ ଫେଲ୍ ହେବା ଅସମ୍ଭବ ନୁହେଁ। ଏଭଳି ପରିସ୍ଥିତିରେ ଚାଳକ ବିଚଳିତ ହୋଇଯାଆନ୍ତି। କ’ଣ କରିବେ, କ’ଣ ନ କରିବେ କିଛି ବୁଦ୍ଧି ବାଟ ଦିଶେନି। ଯଦି ଆପଣ କେବେ ଏଭଳି ପରିସ୍ଥିତିର ସାମ୍ନା କରନ୍ତି ତେବେ ବିଚଳିତ ହେବା ଦରକାର ନାହିଁ। ଏଭଳି...

Yellow Teeth Cleaning Tips
Health Tips: ଆପଣଙ୍କ ଦାନ୍ତ ହଳଦିଆ ପଡିଯାଉଛି କି… ଏହି ଘରୋଇ ଉପାୟରେ କରନ୍ତୁ ଚକ୍‌ଚକ୍

ଆଜିକାଲି ପ୍ରାୟ ଲୋକଙ୍କ ପାଖରେ କ୍ୟାଭିଟି ହେବା ଏକ ସାଧାରଣ କଥା। ଖାଇବା ଅଭ୍ୟାସ ଏବଂ ଅନ୍ୟାନ୍ୟ ଜୀବନଶୈଳୀ ଅଭ୍ୟାସ ହେତୁ ଦାନ୍ତ ହଳଦିଆ ହେବା ସାଧାରଣ ହୋଇଗଲାଣି। ଯଦି ଆପଣ ବି ଏମିତି ହଳଦିଆ ଦାନ୍ତକୁ ନେଇ ଚିନ୍ତାରେ ପଡିଛନ୍ତି ଏବଂ ଏଥିରୁ ରକ୍ଷା ପାଇବାକୁ ଚାହୁଛନ୍ତି...

How to know your friendship is real or fake
Relationship Tips: ୭ଟି ଉପାୟରେ ଜାଣନ୍ତୁ ଆପଣଙ୍କ ସାଙ୍ଗ ସତ ନା ଫେକ୍

ଅନେକ ସାଙ୍ଗ ବହୁ ବିପଦ ହୋଇଥାନ୍ତି। ତେଣୁ ଏମାନଙ୍କୁ ଯଥା ସମ୍ଭବ ନିଜ ଜୀବରୁ ଦୂରେଇ ଦେବା ଉଚିତ। ଯଦି ଆପଣ ପ୍ରାରମ୍ଭିକ ଦିନରେ କିଛି ଜିନିଷ ପ୍ରତି ଧ୍ୟାନ ଦିଅନ୍ତି, ତେବେ ଆପଣ ସହଜରେ ପ୍ରକୃତ ଏବଂ ନକଲି ବନ୍ଧୁମାନଙ୍କୁ ଚିହ୍ନଟ କରିପାରିବେ ଏବଂ ପ୍ରତାରଣାରୁ ରକ୍ଷା...

Do not make these five mistakes while charging your smartphone
Technology: ସ୍ମାର୍ଟଫୋନ୍ ଚାର୍ଜ କରିବା ବେଳେ ଏହି ୭ ଭୁଲ୍ କରୁଛନ୍ତି କି; ହୋଇପାରେ ବଡ କ୍ଷତି

ଆମେ ଯଦି ଆପଣଙ୍କୁ କହିବୁ ଯେ ଆପଣ ନିଜ ସ୍ମାର୍ଟଫୋନ୍‌କୁ ଭୁଲ୍ ଚାର୍ଜ କରୁଛନ୍ତି, ତେବେ ଆପଣ ନିଶ୍ଚିତ ଭାବିବେ ଥଟ୍ଟା କରୁଛନ୍ତି। ଆପଣ କହିବେ ‘ମୁଁ ଏତେ ବର୍ଷ ଧରି ମୋବାଇଲ୍ ବ୍ୟବହାର କରୁଛି ଏବଂ ଆପଣ ମୋତେ କହିବେ ଫୋନ୍ କିପରି ଚାର୍ଜ କରିଯାଏ? ତେବେ...

Sonakshi sinha got warm welcome by sister in law
Viral Video: ନୂଆ ବୋହୂ ସୋନାକ୍ଷୀ ସିହ୍ନାଙ୍କୁ ଶଶୁର ଘରକୁ ଦମଦାର ସ୍ୱାଗତ; ଭିଡିଓ ହେଲା ଭାଇରାଲ୍

ସୋନାକ୍ଷୀଙ୍କ ବିବାହକୁ ନେଇ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଦମ୍ପତିଙ୍କୁ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଜହୀରଙ୍କ ଘରେ ତାଙ୍କ ଭଉଣୀ ଉଭୟଙ୍କୁ ସ୍ୱାଗତ କରୁଥିବା ଦେଖାଯାଏ। ସୋସିଆଲ୍ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ୍ ହେଉଛି ଏବଂ ପ୍ରଶଂସକଙ୍କ ଠାରୁ ପ୍ରେମ...

After marriage sonakshi sinha wearing red silk saari and applying vermilion like hindu woman
ଜହୀର ଇକ୍‌ବାଲ୍‌ଙ୍କ ପାଇଁ ସିନ୍ଦୁର ପିନ୍ଧିଲେ ସୋନାକ୍ଷୀ; ଦେଖାଯାଉଥିଲେ ହିନ୍ଦୁ ବୋହୂ ପରି

ସୋନାକ୍ଷୀ ସିହ୍ନା ଏବଂ ଜହୀର ଇକ୍‌ବାଲ୍‌ ପ୍ରାୟ ୮ବର୍ଷ ଧରି ଡେଟିଂ କରିବା ପରେ ଜୁନ୍ ୨୩ରେ ବିବାହ କରିଛନ୍ତି। ବିବାହ ପରେ ଏଛି ଯୋଡି କେବଳ ସେମାନଙ୍କ ବନ୍ଧୁ ଏବଂ ଘନିଷ୍ଠ ଲୋକଙ୍କୁ ଏକ ପାର୍ଟୀ ଦେଇଛନ୍ତି, ଯେଉଁଠାରେ ଉଭୟଙ୍କୁ ସ୍ୱାମୀ ଏବଂ ସ୍ତ୍ରୀ ଭାବରେ ଦେଖିବାକୁ...

sonakshi sinha zaheer iqbal wedding party photos
ଜହୀର-ସୋନାକ୍ଷୀଙ୍କ ବିବାହରେ ସେଲିବ୍ରେଟିଙ୍କ ଭିଡ; ଅନିଲ୍ ଜିତିଲେ ହୃଦୟ

ଜହୀର ଇକ୍‌ବାଲ୍‌ଙ୍କ ସହ ବିବାହ ପରେ ସୋନାକ୍ଷୀ ସିହ୍ନା ବର୍ତ୍ତମାନ ଶ୍ରୀମତୀ ଜହୀର ଇକ୍‌ବାଲ୍‌ ହୋଇଯାଇଛନ୍ତି। ନିକଟରେ ଏହି ଯୋଡି ବିବାହ କରିଛନ୍ତି। ବିବାହ ପରେ ମୁମ୍ବାଇରେ ଏକ ଗ୍ରାଣ୍ଡ୍‌ ରିସେପସ୍‌ର ଆୟୋଜିତ ହୋଇଥିଲା। ଏହି ପାର୍ଟୀରେ ହୁମା କୁରେଶି, ଅନିଲ କପୁର, ତବୁ, ଅଜୟ ଦେବଗନ ଏବଂ...

Reason for sleep talking in kids follow these prevention tips
Parenting Tips: ଆପଣଙ୍କ ପିଲା ନିଦରେ ଶୋଇଲା ବେଳେ କଥା ହେଉଛି କି… ଜାଣନ୍ତୁ ଏହାର କାରଣ ଓ ନିରାକରଣ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଶୋଇବା ବେଳେ କଥାବାର୍ତ୍ତା ହେବା ପ୍ରକୃତରେ ଏକ ନିଦ୍ରା ସମ୍ବନ୍ଧୀୟ ବ୍ୟାଧି ଅଟେ ଯାହାକୁ ସୋମନିଲୋକ୍ୱୀ ବୋଲି କୁହାଯାଏ। ଏହି ସମସ୍ୟା ଶିଶୁ ଏବଂ କିଶୋରମାନଙ୍କଠାରେ ବହୁତ ଦେଖାଯାଏ। ଆସନ୍ତୁ ଜାଣିବା ଏହାର କାରଣ ଓ ନିରାକରଣ।

To make butter like amul tricks is so simple
Tips and Tricks: ଘରେ ତିଆରି କରନ୍ତୁ ବଟର୍; ଜାଣନ୍ତୁ ତିଆରି କରିବାର ସହଜ ଉପାୟ

ସେ ବ୍ରେଡ୍ ସେକିବା ହେଉ କି ପରଟାକୁ ନରମ କରିବା ପାଇଁ ହେଉ ଆମେ ଲହୁଣୀ ବା ବଟର ବ୍ୟବହାର କରୁ। ଯଦି ଆପଣ ମଧ୍ୟ ଏହିପରି ବଟର ପସନ୍ଦ କରନ୍ତି ତେବେ ଆପଣ ଏହାକୁ ଘରେ ପ୍ରସ୍ତୁତ କରିପାରିବେ। ଏହାକୁ ଘରେ ପ୍ରସ୍ତୁତ କରି ଆପଣ ବାରମ୍ବାର...

Indian Navy Recruitment 2024 Apply for MR Musician posts
Indian Navy Recruitment 2024: ଭାରତୀୟ ନୌସେନାରେ ନିଯୁକ୍ତି ସୁଯୋଗ; ଫାଇଦା ନେବେ ଦଶମ ପିଲା

ନୌସେନାରେ ଚାକିରି ପାଇବାକୁ ପ୍ରାୟ ଯୁବକ ସ୍ୱପ୍ନ ଦେଖନ୍ତି। ଆପଣ ଯଦି ଏମିତି ସ୍ୱପ୍ନ ଦେଖୁଛନ୍ତି ତେବେ ସୁଯୋଗ ହାତଛଡା କରନ୍ତୁ ନାହିଁ। ଏନେଇ ଭାରତୀୟ ନୌସେନା ବିଜ୍ଞପ୍ତି ପ୍ରକାଶ କରିଛି। ଅଗ୍ନିବୀର ସ୍କିମ୍ ଅଧୀନରେ ଏହି ପଦବୀ ପୂରଣ ହେବ।

Race 3 producer ramesh taurani confirms script ready for race 4
ସଲମାନଙ୍କ ଏହି ଫିଲ୍ମର ହେବ ସିକ୍ୱେଲ୍; ନିର୍ମାତା କହିଲେ ସ୍କ୍ରିପ୍ଟ ରେଡି, ହିରୋ ଠିକ୍ ହୋଇନି

ଯଦିଓ 'ରେସ୍‌ ୩' ସମାଲୋଚକମାନଙ୍କ ଠାରୁ ନକାରାତ୍ମକ ସମୀକ୍ଷା ପାଇଥିଲା ତଥାପି ବକ୍ସ ଅଫିସରେ ଏହା ଭଲ ରୋଜଗାର କରିଥିଲା। ବର୍ତ୍ତମାନ ନିର୍ମାତା ଏହି ଫ୍ରାଞ୍ଚାଇଜ୍‌ର ଚତୁର୍ଥ ଫିଲ୍ମ ଆଣିବାକୁ ପ୍ରସ୍ତୁତ। ସେ କହିଛନ୍ତି ଯେ 'ରେସ୍ ୪'ର ସ୍କ୍ରିପ୍ଟ ପ୍ରସ୍ତୁତ ଅଛି। ଏହା ସହିତ ସେ ଫିଲ୍ମ...

If salman khan was not there sonakshi sinha and zaheer iqbal would never have been together
ଆଜି ସୋନାକ୍ଷୀ-ଜହୀର ଇକ୍‌ବାଲ୍‌ଙ୍କ ରେଜେଷ୍ଟ୍ରୀ ମ୍ୟାରେଜ୍; ପ୍ରେମ ପାଇଁ ସଲମାନ ଦାୟୀ!

ସୋନାକ୍ଷୀ ସିହ୍ନା ଖୁବ୍ ଶୀଘ୍ର ଜହୀର ଇକ୍‌ବାଲ୍‌ଙ୍କୁ ବିବାହ କରିବାକୁ ଯାଉଛନ୍ତି। ଦୀର୍ଘ ଦିନ ଧରି ପରସ୍ପରଙ୍କୁ ଡେଟ୍‌ କରିବା ପରେ ସେମାନେ ବର୍ତ୍ତମାନ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିବାହ ପୂର୍ବରୁ ସୋନାକ୍ଷୀ ସିହ୍ନା ଏବଂ ଜହୀର ଇକ୍‌ବାଲ୍‌ଙ୍କୁ ଏକାଠି ଦେଖିବାକୁ ମିଳିଥିଲା।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।