ଥାଲାସେମିଆ ଏକ ଗୁରୁତର ଜେନେଟିକ୍ ରକ୍ତ ବ୍ୟାଧି ସମସ୍ୟା। ଏହାର ଗୁରୁତର ଅବସ୍ଥାରେ ରୋଗୀକୁ ସାଧାରଣତଃ ଜୀବନସାରା ରକ୍ତଦାନ, ଚିକିତ୍ସା ଏବଂ ପରିଚାଳନା ଆବଶ୍ୟକ ପଡେ। ବଂଶାନୁକ୍ରମିକ ବା ଜେନେଟିକ ରକ୍ତ ବ୍ୟାଧିର ଏକ ସ୍ପେକ୍ଟ୍ରମ ଶରୀରରେ ହେମୋଗ୍ଲୋବିନର ହ୍ରାସ କିମ୍ବା ଅନୁପସ୍ଥିତିକୁ ଥାଲାସେମିଆ ଭାବରେ ଗଣାଯାଏ।
ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଶେଖର ସୁମନ ଦଳରେ ଯୋଗ ଦେଇଛନ୍ତି। ଦିନେ କହୁଥିଲେ ସେ ନିଜକୁ ରାଜନୀତିରୁ ଦୂରେଇ ରଖିଛନ୍ତି।
ଭାରତର ଅନେକ ଯୁବବର୍ଗ ପୋଷ୍ଟାଲ୍ ଚାକିରି ପାଇଁ ସ୍ୱପ୍ନ ଦେଖନ୍ତି। ଆପଣ ଯଦି ଭାରତୀୟ ଡାକ ସେବାରେ ଚାକିରି କରିବାକୁ ଇଚ୍ଛୁକ ତେବେ ଏହି ଖବର ଆପଣଙ୍କ ପାଇଁ। ଏନେଇ ଇଣ୍ଡିଆନ୍ ପୋଷ୍ଟାଲ୍ ପେମେଣ୍ଟ୍ ବ୍ୟାଙ୍କ(IPPB) ଏକ ବିଜ୍ଞପ୍ତି ପ୍ରକାଶ କରିଛି।
'ପୁଷ୍ପା: ଦି ରାଇଜ୍'ରେ ଦମଦାର ଭିଲେନ୍' ଏସ୍ପି ଭଂୱର ସିଂହ ଶେଖାୱତ'ର ଭୂମିକା ଫହାଦ୍ ଫାଜିଲଙ୍କୁ ରାତାରାତି ତାରକା କରିଥିଲା। ଫହାଦଙ୍କ ଅଭିନୟ ଫିଲ୍ମକୁ ଅଧିକ ଆକର୍ଷଣୀୟ କରିଥିଲା। କିନ୍ତୁ, ନିକଟରେ ଅଭିନେତା ଏହି ଫିଲ୍ମକୁ ନେଇ ଏମିତି କିଛି କହିଛନ୍ତି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି।...
ସୋସିଆଲ୍ ମିଡିଆରେ ବେଳେବେଳେ ଧର୍ମେନ୍ଦ୍ରଙ୍କର ପୋଷ୍ଟ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଥାଏ। ଏମିତି କିଛି ତାଙ୍କର ଶେଷ ଟ୍ୱିଟର ପୋଷ୍ଟରେ ମଧ୍ୟ ହୋଇଛି, ଯାହା ସୁପରଷ୍ଟାର ନିଜେ ଡିଲିଟ୍ କରିଛନ୍ତି। ଏହା କରିବା ପରେ ସେ ତାଙ୍କ ପ୍ରଶଂସକ ଏବଂ ଟ୍ୱିଟର ପରିବାରକୁ ମଧ୍ୟ କ୍ଷମା ମାଗିଛନ୍ତି।
ଆପଣ ଯଦି ITI ଘରେ ବସିଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। ଆପଣ ମଧ୍ୟ ଭାରତୀୟ ପ୍ରତିରକ୍ଷା ଏବଂ ଅନୁସନ୍ଧାନ ସଂଗଠନ (DRDO)ରେ ଚାକିରି କରିପାରିବେ। ଏନେଇ DRDO ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ଠିକ୍ ଭାବେ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଫିଟ୍ ରହିବା ପାଇଁ ସେମାନଙ୍କର ଖାଦ୍ୟକୁ ନିୟନ୍ତ୍ରଣ କରନ୍ତି। ଏହା ବେଳେବେଳେ ସେମାନଙ୍କ ପାଇଁ କାଳ ହୋଇଥାଏ।
ଅନେକ ଲୋକ ଅଛନ୍ତି ଯେଉଁମାନେ କାର୍, ବସ୍, ଟ୍ରେନ୍, ଜାହାଜ କିମ୍ବା ଯେକୌଣସି ଯାନବାହନରେ ବସିବା ମାତ୍ରେ ବାନ୍ତି ଭଳି ଅସୁସ୍ଥତାର ସମସ୍ୟାରେ ଆକ୍ରାନ୍ତ ହୁଅନ୍ତି। ଆପଣ ଯଦି ଏହି ସମସ୍ୟା ସହିତ ସଂଘର୍ଷ କରୁଛନ୍ତି ତେବେ ଯୋଗ ଆପଣଙ୍କୁ ସାହାଯ୍ୟ କରିପାରିବ।
ଭାରତୀୟ ନୌସେନାରେ ଚାକିରି କରିବାକୁ ପ୍ରାୟ ଯୁବବର୍ଗ ସ୍ୱପ୍ନ ଦେଖନ୍ତି। ଆପଣ ଯଦି ଭାରତୀୟ ନୌସେନାରେ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏନେଇ ଭାରତୀୟ ନୌସେନା ଅଗ୍ନିବୀର ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ମନୋଜ ବାଜପେୟୀ ଫିଲ୍ମ 'ଭୈୟା ଜୀ' ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅପୂର୍ବ ସିଂହ କାର୍କି। ନିର୍ମାତା ନିକଟରେ 'ଭୈୟା ଜୀ' ଫିଲ୍ମର ଟିଜର ରିଲିଜ୍ କରିଛନ୍ତି। ଭିଡିଓ କ୍ଲିପ୍ରେ ମନୋଜ ବାଜପେୟୀଙ୍କୁ ଆକ୍ସନ୍ ଅବତାରରେ ଦେଖିବାକୁ ମିଳେ।
ସାଉଥ୍ରୁ ତାଙ୍କର ଆଉ ଏକ ଫିଲ୍ମର ଟିଜର ରିଲିଜ୍ ହୋଇଛି। ଟିଜର୍କୁ ଦେଖିଲେ ଲାଗେ ଫିଲ୍ମ ରେକର୍ଡ ଭାଙ୍ଗିବ। ଏହି ଚଳଚ୍ଚିତ୍ରରେ ବବି ଦେଓଲ୍ ଏକ ଭିଲେନ୍ ଭୂମିକାରେ ଅଛନ୍ତି। ତାଙ୍କୁ ପୱନ କଲ୍ୟାଣଙ୍କ ସହ ଫାଇଟ୍ କରୁଥିବା ଦେଖିବାକୁ ମିଳେ।
ଆଜିର ବ୍ୟସ୍ତବହୁଳ ଦୁନିଆରେ ମଣିଷ ହସକୁ ପୂରା ଭୁଲିଯାଇଛି। କାହା ମୁହଁରେ ପ୍ରକୃତ ମନ ଖୋଲା ହସ ପ୍ରାୟ ଦେଖାଯାଉ ନାହିଁ। ତେଣୁ ସମସ୍ତେ ଅନ୍ୟକୁ ହସେଇବା ନେଇ ଚେଷ୍ଟା କରିବା ଦରକାର। ତେବେ ନିଜେ ହସିବା ସହ କାହାକୁ ହସେଇବାକୁ ହେଲେ କ’ଣ କରିବାକୁ ହୁଏ ଆସନ୍ତୁ...
ଭଲରେ ନିଦ ନ ହେବାର ଅନେକ କାରଣ ଥାଇପାରେ। ଉଦାହରଣ ସ୍ୱରୂପ, ଚାପ ଏବଂ ଚିନ୍ତା ନିଦ୍ରାରେ ବାଧା ଆଣେ। ଯୋଗ ଏହି ଅନିଦ୍ରାକୁ ହ୍ରାସ କରିଥାଏ ଏବଂ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ। ତେବେ ଆସନ୍ତୁ କେଉଁସବୁ ଯୋଗାସନ କରିବା ଦ୍ୱାରା ଭଲ ନିଦ ହୁଏ ସେ ବିଷୟରେ...
ଯଦି ଆପଣଙ୍କର ପିଲାକୁ ୧୦ବର୍ଷ ହୋଇଯାଇଛି, ତେବେ ନିଶ୍ଚିତ ଭାବରେ ତାଙ୍କୁ ବର୍ତ୍ତମାନଠାରୁ କିଛି ଜିନିଷ ଶିଖାଇବା ଆରମ୍ଭ କରନ୍ତୁ। ଯଦି ଏହି ଜିନିଷ ମନରେ ରହିଯାଏ, ତେବେ ଭବିଷ୍ୟତରେ ସେମାନଙ୍କୁ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।
ଯେଉଁମାନେ ଗୃହ ମନ୍ତ୍ରଣାଳୟରେ ଚାକିରି କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର। ଏଥିପାଇଁ MHA ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଚୟନ ହେଲେ ପ୍ରାର୍ଥୀ ମାସକୁ ୧ ଲକ୍ଷରୁ ଅଧିକ ଦରମା ପାଇବେ।
ଏବେ ପ୍ରଶଂସକମାନେ ଶାହରୁଖ୍ ଖାନ୍ଙ୍କ ନୂଆ ଫିଲ୍ମ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସେପଟେ ଶାହରୁଖ ଖାନ କହିଛନ୍ତି ଯେ ସେ କେଉଁ ମାସରୁ ଚଳିତ ବର୍ଷ ଶୁଟିଂ ଆରମ୍ଭ କରିବେ। ତେବେ କେଉଁ ଫିଲ୍ମ ପାଇଁ ସେ ବ୍ୟସ୍ତ ରହିବେ ତାହା କିଙ୍ଗ ଖାନ ପ୍ରକାଶ...
ଭାଇରାଲ୍ ହେଉଛନ୍ତି ହେମା-ଧର୍ମେନ୍ଦ୍ର। ୪୪ ତମ ବିବାହ ବାର୍ଷିକୀରେ ଧର୍ମେନ୍ଦ୍ର ଏବଂ ହେମା ମାଳିନୀ ପୁଣି ଥରେ ବରଣମାଳ ପିନ୍ଧିଛନ୍ତି ଆଉ ବିବାହ କରିଛନ୍ତି। ଏନେଇ ଏହି ଗୋଲ୍ଡେନ୍ ଦମ୍ପତିଙ୍କ ଫଟୋ ଇଣ୍ଟରନେଟ୍ରେ ଭାଇରାଲ ହେଉଛି।
ସବୁ ବାପା-ମାଆ ଚାହାନ୍ତି ସେମାନଙ୍କ ପିଲା ଭଲ ପାଠ ପଢୁ। ଏହା ସତ୍ତ୍ୱେ ଅନେକ ପିଲା ଅଛନ୍ତି ଯେଉଁମାନେ ପାଠ ପଢିବାରେ ଆଗ୍ରହ ଦେଖାନ୍ତି ନାହିଁ। ଏଭଳି କ୍ଷେତ୍ରରେ କେଉଁ ବାପା-ମାଆ ଅବା ଚିନ୍ତାରେ ନ ପଡିବେ। ଆପଣ ଯଦି ଏଭଳି ପିଲାମାନଙ୍କର ବାପା-ମାଆ ତେବେ ଆପଣଙ୍କ ପାଇଁ...
କଞ୍ଚା ଆମ୍ବ ଅନେକ ଔଷଧୀୟ ଗୁଣରେ ଭରପୂର। ଯେଉଁଥିପାଇଁ ଅନେକ ଲୋକ ଗ୍ରୀଷ୍ମ ସମୟରେ କଞ୍ଚା ଆମ୍ବ ଖାଇବାକୁ ପସନ୍ଦ କରନ୍ତି। ଏଥିରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ତେବେ ଆସନ୍ତୁ ଗ୍ରୀଷ୍ମରେ କଞ୍ଚା ଆମ୍ଭ ଖାଇବା ଦ୍ୱାରା ସ୍ୱାସ୍ଥ୍ୟଜନୀତ...
ଦେଶର ଲକ୍ଷ ଲକ୍ଷ ଯୁବକ ଭାରତୀୟ ସେନାରେ ଅଧିକାରୀ ହେବାର ସ୍ୱପ୍ନ ଦେଖନ୍ତି। ଯଦି ଆପଣ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ଆଉ ଭାରତୀୟ ସେନାରେ କ୍ୟାପ୍ଟେନ ହେବାର ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର କେବଳ ଆପଣଙ୍କ ପାଇଁ।