ଶ୍ରୀମନ୍ଦିରର ବିଭିନ୍ନ ଭୋଗ ମଧ୍ୟରେ ପଣା ଭୋଗ ଅନ୍ୟତମ। ତେବେ ରଥ ଉପରେ ଅନୁଷ୍ଠିତ ଅଧରପଣା ହେଉଛି ସର୍ବବୃହତ ପଣା ଭୋଗ। ସୁନାବେଶ ପରଦିନ ତିନିରଥ ଉପରେ ଅଧରପଣା ନୀତି ସଂପନ୍ନ ହୋଇଥାଏ। ଏହାର ରହସ୍ୟ କ’ଣ ଆସନ୍ତୁ ଜାଣିବା।
ଭାରତରେ ଏମିତି ଏକ ବିବାହ ହୋଇଛି ଯେଉଁଠି ବିବାହରେ କନ୍ୟା ବରକୁ କୌଣସି ଯୌତୁକ ଦେଇ ନାହାଁନ୍ତି। ଏହି ଯୌତୁକ ମୁକ୍ତ ବିବାହକୁ ସାରା ରାଜ୍ୟରେ ପ୍ରଶଂସା କରାଯାଉଛି। ସମାଜରେ ବ୍ୟାପିଥିବା ଏହି କୁ-ପ୍ରଥାକୁ ଦୂର କରିବା ପାଇଁ ବର ମଧ୍ୟ ଏହାକୁ ବହୁତ ସମର୍ଥନ କରିଛନ୍ତି।
ଅନେକ ପିଲାମାନଙ୍କ କ୍ଷେତ୍ରରେ ପାଠପଢାରେ ଧ୍ୟାନର ଅଭାବ ଦେଖାଯାଏ। ଆପଣଙ୍କ ପିଲାଙ୍କର ଯଦି ପାଠାପଢାରେ ଧ୍ୟାନ ରହୁନାହିଁ ତେବେ କେତେକ ଟିପ୍ସ ଆପଣେଇବାକୁ ପଡିବ। ଏହାଦ୍ୱାରା ଆପଣଙ୍କ ପିଲା ମଧ୍ୟ ପାଠପଢାରେ ଖୁବ ଭଲ କରିବେ।
ମୌସୁମୀ ଆସିଛି ସତ, କିନ୍ତୁ ପାଣିପାଗର ପରିବର୍ତ୍ତନ ସହିତ ସଂକ୍ରାମକ ରୋଗର ମାତ୍ରା ମଧ୍ୟ ବୃଦ୍ଧି ପାଇଛି। ଆପଣ ଯଦି ସଦ୍ଗୁରୁଙ୍କ ଦ୍ୱାରା ଦିଆଯାଇଥିବା କିଛି ବିଶେଷ ପଦ୍ଧତି ବ୍ୟବହାର କରନ୍ତି, ତେବେ ଆପଣଙ୍କୁ ଏହି ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ।
ବିଦେଶରେ ପାଠ ପଢିବା ପାଇଁ ହେଲେ ଏକ ବଡ ବଜେଟ୍ର ଆବଶ୍ୟକ ହୋଇଥାଏ। ଯଦି ଆପଣ ବିଦେଶରେ ପଢିବାକୁ ସ୍ୱପ୍ନ ଦେଖୁଛନ୍ତି କିନ୍ତୁ ଆପଣଙ୍କ ପାଖରେ ବଜେଟ୍ ନାହିଁ ତେବେ କ’ଣ କରିବେ ଜାଣନ୍ତୁ। ଅନେକ ଉପାୟ ଅଛି ଯାହା ଦ୍ୱାରା ଆପଣ ସ୍ୱଳ୍ପ ବଜେଟ୍ରେ ମଧ୍ୟ ବିଦେଶ...
ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶନାରେ ନିର୍ମିତ 'କଲ୍କୀ ୨୮୯୮ ଏଡି'କୁ ନେଇ ଚାରିଆଡେ ପ୍ରଶଂସାର ସୁଅ। ଦକ୍ଷିଣର ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ଏହାକୁ ପ୍ରଶଂସା ନ କରି ନିଜକୁ ଅଟକାଇ ପାରି ନାହାଁନ୍ତି। ଜାଣନ୍ତୁ ସେ କ’ଣ କହିଛନ୍ତି।
‘କଳ୍କୀ ୨୮୯୮ ଏଡି’ ବକ୍ସ ଅଫିସରେ ଝଡ ସୃଷ୍ଟି କରୁଛି। ନିର୍ମାତାଙ୍କ ଉପରେ ଟଙ୍କା ବର୍ଷା ଜାରି ହୋଇଛି। ଏହି ଫିଲ୍ମ ଭାରତୀୟ ବକ୍ସ ଅଫିସରେ ୨୦୦ କୋଟିରୁ ଅଧିକ ଆୟ କରିସାରିଲାଣି ଏବଂ ଆଶା କରାଯାଉଛି ଯେ ଆଜି ମଧ୍ୟ ଏହି ଫିଲ୍ମ ମଧ୍ୟ ବହୁତ ଭଲ...
ଅନେକ ବାପାମାଆ ବାରମ୍ବାର ଅଭିଯୋଗ କରନ୍ତି ଯେ ସେମାନଙ୍କର ପିଲାମାନେ ସେମାନଙ୍କ କଥା ଶୁଣୁ ନାହାନ୍ତି। କିନ୍ତୁ ଅଭିଯୋଗ କରିବା ପୂର୍ବରୁ, ଆପଣ ନିଜେ ନିଜର ଲାଳନପାଳନ କରିବା ପଦ୍ଧତିକୁ ଥରେ ଧ୍ୟାନ ଦେଇଛନ୍ତି କି? ଯଦି ଦେଖି ନାହାନ୍ତି ତେବେ ଜାଣନ୍ତୁ ପିତାମାତାଙ୍କ କେଉଁ ଭୁଲ ଯୋଗୁଁ...
ସରକାରୀ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। କର୍ମଚାରୀ ଚୟନ ଆୟୋଗ (SSC) ଏହି ସୁଯୋଗ ନେଇଆସିଛି। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆପଣ ଯଦି ଭାରତ ସରକାରର ଏହି ବିଭାଗରେ ଚାକିରି କରିବାକୁ ଚାହାନ୍ତି ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀ ତାଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ରାଧିକା ମର୍ଚାଣ୍ଟଙ୍କ ସହ ବିବାହ ପୂର୍ବରୁ ଗରିବ ଲୋକମାନଙ୍କ ପାଇଁ ଏକ ସାମୂହିକ ବିବାହର ଆୟୋଜନ କରିବେ।
ପ୍ରାୟ ସମସ୍ତେ ଜାମୁକୋଳି ଖାଇ ସାରିବା ପରେ ଏହାର ମଞ୍ଜିକୁ ଫୋପାଡି ଦିଅନ୍ତି। ଯଦି ଆପଣ ବି ଏମିତି ଭୁଲ୍ କରୁଛନ୍ତି ତେବେ ଆଜିଠାରୁ ବନ୍ଦ କରନ୍ତୁ। କାରଣ ଏହି ମଞ୍ଜି ଅନେକ ରୋଗର ଚିକିତ୍ସା କରିଥାଏ। ତେବେ ଏହା କେଉଁ କେଉଁ ବିଶେଷ ରୋଗକୁ ଉପଷମ କରିଥାଏ...
ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏକ ଅଦ୍ଭୁତ ଭିଡିଓ। ଆପଣ ଦେଖିଲେ ସେହି ପ୍ରତିଭାଙ୍କୁ ପ୍ରଶଂସା ନ କରି ରହି ପାରିବେ ନାହିଁ। ଏହି ପ୍ରତିଭାଙ୍କ ଦୁଇ ଆଖିକୁ ଦେଖାଯାଉ ନଥିଲେ ମଧ୍ୟ ତାଙ୍କ ଅଦ୍ଭୁତ କଳା ସମସ୍ତକୁ ବାନ୍ଧି ରଖିବାରେ ସକ୍ଷମ।
ଝିଅମାନେ ବହୁତ ଭଲ ଭାବରେ ଜାଣନ୍ତି ଯେ ଦୀର୍ଘ ସମୟ ଧରି ଭାରୀ କାନଫୁଲ ପିନ୍ଧିବା ଦ୍ୱାରା କେବଳ ପ୍ରବଳ ଯନ୍ତ୍ରଣା ହୁଏ ନାହିଁ, ବରଂ କାନଫଳିର କଣାକୁ ବଡ ହେବାର ଭୟ ମଧ୍ୟ ରହିଥାଏ, ଯାହା ଅନେକ ସମସ୍ୟା ସୃଷ୍ଟି କରିପାରେ। ଆପଣଙ୍କୁ ଏପରି କିଛି କୌଶଳ...
ହିନ୍ଦୁସ୍ତାନ କପର ଲିମିଟେଡ୍ (HCL) ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ସୁଯୋଗ। ଏଥିପାଇଁ ଜୁନିଅର ମ୍ୟାନେଜର ପଦବୀ ପୂରଣ ହେବ। ଏନେଇ HCL ବିଜ୍ଞପ୍ତି ପ୍ରକାଶ କରିଛି।
ମଲାଇକା ଅରୋରା ଏବଂ ଅର୍ଜୁନ କପୁର ଦୀର୍ଘ ବର୍ଷ ଧରି ସମ୍ପର୍କରେ ଅଛନ୍ତି। କିନ୍ତୁ କିଛି ଦିନ ହେବ ଏକ ଗୁଜବ ପ୍ରଚାରିତ ହେଉଛି ଯେ ସେମାନଙ୍କ ସମ୍ପର୍କରେ ମତଭେଦ ଦେଖାଦେଇଛି। ଉଭୟ ତାରକା କିନ୍ତୁ ବ୍ରେକ୍ଅପ୍ ଉପରେ ନୀରବତା ବଜାୟ ରଖିଛନ୍ତି।
ସାଉଥ୍ରୁ ଆସୁଛି ଆଉ ଏକ ଦମଦାର ଫିଲ୍ମ, ଜାହାର ଟାଇଟଲ୍ ହେଉଛି ‘କଙ୍ଗୁଭା’। ଏଥିରେ ‘ଆନିମଲ୍’ ଫେମ୍ ଅଭିନେତା ବବି ଦେଓଲ ‘ସିଂଘମ୍’ ଫେମ୍ ସୂର୍ଯ୍ୟାଙ୍କ ସହ ଲଢୁଥିବା ଦେଖିବାକୁ ମିଳିବ।
ରଥ ଟଣାର ଅନେକ ଚମତ୍କାରିତା ମଧ୍ୟରେ ରଥ ଦଉଡିର ରହିଛି ବିଶେଷ ଆକର୍ଷଣ। ଏହି ପବିତ୍ର ଦଉଡ଼ିକୁ ଛୁଇଁବା ସଙ୍ଗେ ସଙ୍ଗେ ରଥ ଟାଣି ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧନ୍ୟ ମନେକରନ୍ତି। ଏହି ଦଉଡିର ଛୁଆଁରେ ଜନ୍ମ ଜନ୍ମାନ୍ତର ପାପ ମୋଚନ ହୋଇଯିବା ବିଶ୍ୱାସ ରହିଛି। ଏହି...
କଥାରେ ଅଛି ‘ଅରକ୍ଷିତକୁ ଦଇବ ସାହା’। ଜୀବନରେ ସତ୍ ପଥରେ ଥାଇ ଭଗବାନଙ୍କ ଉପରେ ଅତୁଟ ବିଶ୍ୱାସ ରଖିଥିଲେ ବିଭିନ୍ନ କଷ୍ଟକର ପରିସ୍ଥିତି ତଥା ଦୁଃଖଦ ମୁହୂର୍ତ୍ତରୁ ତ୍ରାହି ମିଳିପାରିବ। ତେଣୁ ଆଧ୍ୟାତ୍ମିକତାର ମହାମନ୍ତ୍ର ହେଉଛି ‘ଭକ୍ତି’। ଭକ୍ତ ବନ୍ଧୁ ମହାନ୍ତି ଏହାର ଉଦାହରଣ।
ଅଧିକାଂଶ ଲୋକ ବର୍ଷାରେ ଚା’ ସହିତ ପକୁଡି ଖାଇବାକୁ ପସନ୍ଦ କରନ୍ତି। ତେଣୁ ବର୍ଷ ଋତୁରେ ପକୁଡିର ଚାହିଦା ବହୁତ ବଢିଯାଏ ଏବଂ ଲୋକମାନେ କେବଳ ଘରେ ନୁହେଁ ବାହାରେ ମଧ୍ୟ ଏହାର ମଜ୍ଜା ଉପଭୋଗ କରନ୍ତି। ଲୋକମାନେ ଭାବନ୍ତି ଯେ ଚା’ ସହିତ ପକୁଡି ଖାଇବା...
BELରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ସ୍ଥାୟୀ ଭିତ୍ତିରେ ଏହି ନିଯୁକ୍ତି କରାଯିବ। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆପଣ ଯଦି ଏଠି ଚାକିରି କରିବାକୁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ଦେଖନ୍ତୁ।