• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Kareena kapoor saif ali khan brutally trolled for kissing
Viral Video: ସର୍ବସାଧାରଣରେ କିସ୍ କଲେ କରୀନା-ସୈଫ୍‌; ଲୋକେ କହିଲେ ଘରେ ସମୟ ନାହିଁ କି…

ବର୍ତ୍ତମାନ ସୈଫ୍‌ ଅଲି ଖାନ ଏବଂ କରୀନା କପୁରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। କ୍ୟାମେରା ସାମ୍ନାରେ ଏହି ଯୋଡି ଏମିତି କିଛି କରିଦେଇଛନ୍ତି ଯେଉଁଥିପାଇଁ ଲୋକେ ତାଙ୍କୁ ଟ୍ରୋଲ୍ କରୁଛନ୍ତି।

Odisha Election 2024 MLA MP candidate list
ଆରମ୍ଭ ହୋଇଯାଇଛି ନିର୍ବାଚନ ଯୁଦ୍ଧ; କିଏ କେଉଁ ଦଳରୁ ଲଢୁଛନ୍ତି ଜାଣିବା ପାଇଁ ଦେଖନ୍ତୁ

ପୂରା ଓଡ଼ିଶାରେ କିଏ କେଉଁ ଦଳରୁ ପ୍ରାର୍ଥୀ ହୋଇଛନ୍ତି ତାହା ଜାଣିବାକୁ ଅନେକଙ୍କ ଆଗ୍ରହ ଥାଏ। ଆପଣ ଯଦି ଓଡ଼ିଶାର ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କୁ ଜାଣିବାକୁ ଚାହୁଁଛନ୍ତି ତେବେ ଦେଖନ୍ତୁ।

Six ways to increase communication in marriage life
Relationship Tips: ଆପଣ ବିବାହିତ… ଏକାଠି ରହୁଛନ୍ତି… ନିଜ ପାର୍ଟନର ସହ ଭଲରେ କଥା ହୋଇପାରୁ ନାହାନ୍ତି; ଆପଣଙ୍କ ପାଇଁ ୬ଟି ଟିପ୍ସ

ଆପଣ ବିବାହିତ ହୋଇ ଏକାଠି ରହୁଛନ୍ତି କିନ୍ତୁ ଆପଣଙ୍କ ପାର୍ଟନର ସହ ଭଲ ପଡୁନି। ଆପଣଙ୍କ ଯଦି ଯୋଗାଯୋଗରେ ଉନ୍ନତି ଆଣିବାକୁ ଚାହୁଁଛନ୍ତି, ତେବେ କିଛି ଜିନିଷକୁ ଧ୍ୟାନରେ ରଖିବା ଜରୁରୀ। ତେବେ କେଉଁସବୁ କଥା ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ ଆସନ୍ତୁ ଜାଣିବା।

NHPC Recruitment applied for 64 apprentice post
NHPC Recruitment: ଦଶମ ପାଶ୍‌ କରି ITI କରିଛନ୍ତି… NHPCରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ

ଆପଣ ଯଦି ITI ପାଶ୍ କରିଛନ୍ତି ଏବଂ NHPC ଲିମିଟେଡ୍‌ରେ ଚାକିରି ଖୋଜୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ। ଏନେଇ ଟନକପୁର ପାୱାର ଷ୍ଟେସନ ପାଇଁ NHPC ଲିମିଟେଡ୍ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Sonakshi sinha talks about her marriage
ବିବାହ କଥା ଶୁଣି ଜଳିଲେ ସୋନାକ୍ଷୀ ସିହ୍ନା; କହିଲେ ଏବେ ବି ମୁଁ ଅବିବାହିତ

ଏବେ 'ହିରାମଣ୍ଡି’ର ପୁରା ଷ୍ଟାର୍ କାଷ୍ଟ୍ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ'ରେ ନଜର ଆସିଥିଲେ। ଏହି ସମୟରେ କପିଲ ଶର୍ମା ସୋନାକ୍ଷୀ ସିହ୍ନାଙ୍କୁ ବିବାହକୁ ନେଇ ଏକ ପ୍ରଶ୍ନ ପଚାରିଥିଲେ, ଯାହାକୁ ସେ ଏକ ମଜାଳିଆ ଢଙ୍ଗରେ ଉତ୍ତର ଦେଇଥିଲେ।

Case registered against allu arjun due to traffic problem caused by crowd
ଏମିତି ଭୁଲ୍ କରିଦେଲେ ଅଲୁ ଅର୍ଜୁନ; ଲାଗିଲା ଆଇପିସି ଧାରା ୧୮୮

ଅଲୁ ଅର୍ଜୁନଙ୍କ ଫ୍ୟାନ୍‌ଙ୍କ ପାଇଁ ଦୁଃଖ ଖବର। ତାଙ୍କ ବିରୋଧରେ ଲାଗିଛି ଆଇପିସିର ଧାରା ୧୮୮। ସେ ତାଙ୍କ ସାଙ୍ଗ ପାଇଁ ନିର୍ବାଚନୀ ପ୍ରଚାରରେ ସାମିଲ୍ ହୋଇଥିଲେ। ଭିଡ ଜମିବାରୁ ନିଆଗଲା ଏମିତି ପଦକ୍ଷେପ।

What is 7 friends theory these type of people you need in your circle for happy life
Relationship Tips: ଜୀବନକୁ ସୁସ୍ଥ ଓ ସୁଖମୟ କରିବା ପାଇଁ ‘୭ ଫ୍ରେଣ୍ଡସ୍ ଥିଓରୀ’ ସାଙ୍ଗ ରହିବା ଜରୁରୀ

ବାସଗୃହ, ବାୟୁ, ଜଳ ଏବଂ ଖାଦ୍ୟ ପରେ ମଣିଷର ଆହୁରି ଏକ ବଡ ଆବଶ୍ୟକତା ହେଉଛି ସମ୍ପର୍କ। ଏହା ମଧ୍ୟ ଦେଖିବାକୁ ମିଳିଛି ଯେ ଯଦି ଆପଣଙ୍କର ଜଣେ ଭଲ ବନ୍ଧୁ ଅଛନ୍ତି, ତେବେ ଆପଣଙ୍କର ଜୀବନକାଳ ପ୍ରାୟ ୭ ବର୍ଷ ବଢିଯିବ। ତେବେ ବନ୍ଧୁମାନଙ୍କ ପରିସରରେ କେଉଁ...

In the Ramayana time these five mothers exemplified enduring empathy and maternal instincts
Mother's Day 2024: ପ୍ରତ୍ୟେକ ମା’ ରାମାୟଣର ଏହି ୫ ମାତାଙ୍କ ଠାରୁ କିଛି ଶିଖିବା ଜରୁରୀ; ହୋଇଯିବେ ମହାନ

ହିନ୍ଦୁ ଧର୍ମରେ ମା’ର ଅଧିକ ଗୁରୁତ୍ୱ ରହିଛି। ମା’କୁ ସ୍ୱର୍ଗ ଠାରୁ ମଧ୍ୟ ବିଶାଳ କୁହାଯାଇଛି। ସେଥିପାଇଁ ମା’ର ଗୁରୁତ୍ୱକୁ ବୁଝିବା ପାଇଁ ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରରେ ‘ମାତୃ ଦିବସ’ ପାଳନ କରାଯାଏ। ଏହି ଅବସରରେ ଆସନ୍ତୁ ରାମାୟଣର ଏପରି କିଛି ମା’ଙ୍କ ବିଷୟରେ ଜାଣିନେବା,...

Aunty energetic dance on chikni chameli in wedding
Viral Video: ଆଣ୍ଟିଙ୍କର ଧୂଆଁଦାର ଡ୍ୟାନ୍ସ ଆଗରେ ଫିକା ପଡିଯିବେ କ୍ୟାଟ୍ରିନା; ଆପଣ ଦେଖିଲେ ବି କହିବେ, କି ଏନର୍ଜୀ !

ବର୍ତ୍ତମାନ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯେ ସେ ଡ୍ୟାନ୍ସ ଦେଖିବା ପରେ, ଆପଣ ମଧ୍ୟ କହିବେ ଯେ ଏ ଆଣ୍ଟି କି ଡ୍ୟାନ୍ସ କଲେ ମ! ଗୋଲାପୀ ରଙ୍ଗର ଶାଢିରେ ସୁନ୍ଦର ଦେଖାଯାଉଥିବା ଏହି ଆଣ୍ଟିଙ୍କ ଏନର୍ଜି ତୁଳନାରେ କ୍ୟାଟ୍ରିନା କୈଫ୍‌ଙ୍କ ଚମତ୍କାରିତା ମଧ୍ୟ ଫିକା...

Powerful solar storm hits earth could disrupt communication
ପୃଥିବୀକୁ ସୌର ଝଡ଼ର ଧକ୍କା; ସପ୍ତାହ ସାରା ରହିବ ପ୍ରଭାବ, ହୋଇପାରେ ଏମିତି କ୍ଷତି

ଶୁକ୍ରବାର ଦିନ ଏକ ଶକ୍ତିଶାଳୀ ସୌର ଝଡ଼ ପୃଥିବୀକୁ ଧକ୍କା ଦେଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ପୃଥିବୀକୁ ଧକ୍କା ଦେଇଥିବା ଏହା ସବୁଠାରୁ ଶକ୍ତିଶାଳୀ ସୌର ଝଡ଼ ଥିଲା, ଯେଉଁ କାରଣରୁ ତସ୍‌ମାନିଆରୁ ବ୍ରିଟେନ ପର୍ଯ୍ୟନ୍ତ ଆକାଶରେ ପ୍ରବଳ ବଜ୍ରପାତ ହୋଇଥିଲା।

achievements of India in the field of science
National Technology Day 2024: ଟେକ୍ନୋଲୋଜୀରେ ପଛରେ ପଡିନି ଭାରତ; ସାମରିକ କ୍ଷେତ୍ରରେ ଆଜି ତୃତୀୟ

ଆଜି “ଜାତୀୟ ଟେକ୍ନୋଲୋଜୀ ଦିବସ”। ଏହି ଦିନ ଦେଶର ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତି ଉପରେ ଦୃଷ୍ଟିପାତ କରାଯାଏ। ଏହି ଦିନ ଆମେ ସେହି ବୈଜ୍ଞାନିକ, ଇଞ୍ଜିନିୟର୍ ଏବଂ ଇନୋଭେଟର୍ସମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁ, ଯେଉଁମାନେ ଦେଶର ବିକାଶ ପାଇଁ ନିଜର ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ।

Umasophia srivastava gave up crown of miss teen usa
ମିସ୍ ଟିନ୍ ୟୁଏସ୍ଏ ୨୦୨୩ ଟାଇଟଲ୍ ଫେରେଇଦେଲେ ଏହି ପ୍ରବାସୀ ଭାରତୀୟ

ମିସ୍ ଟିନ୍ ୟୁଏସ୍ଏ ୨୦୨୩ ଟାଇଟଲ୍ ଜିତିଥିବା ଉମାସୋଫିଆ ଶ୍ରୀବାସ୍ତବ ତାଙ୍କ ଟାଇଟଲ୍ ଛାଡି ଦେଇଛନ୍ତି। ଏହି ସୂଚନା ମିସ୍ ୟୁଏସ୍ଏ ୨୦୨୩ ନୋଏଲିୟା ଭୋଇଗଟ୍ ଦ୍ୱାରା ନିଜ ଟାଇଟଲ୍ ଛାଡିବାର ଦୁଇ ଦିନ ପରେ ଆସିଛି।

Border 2 script ready likely to release on 2026 on this day
ସନ୍ନି ଦେଓଲ୍ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର; ଏହିଦିନ ରିଲିଜ୍ ହେବ 'ବର୍ଡର ୨'

'ବର୍ଡର ୨'କୁ ନେଇ ଏକ ବଡ ଅପଡେଟ୍ ଆସିଛି। କୁହାଯାଉଛି ଯେ ଆୟୁଷ୍ମାନ ଖୁରାନାଙ୍କୁ 'ବର୍ଡର ୨'ରେ ସନ୍ନି ଦେଓଲଙ୍କ ସହ ଦେଖିବାକୁ ମିଳିବ। ଏହାର ରିଲିଜ୍ ତାରିଖ ମଧ୍ୟ କୁହାଯାଇଛି। ଆସନ୍ତୁ ଜାଣିବା କେବେ ହେବ ରିଲିଜ୍।

On akshaya tritiya, the construction of ratha begins
Akshaya Tritiya 2024: ଅକ୍ଷୟ ତୃତୀୟାର ଶୁଭ ଦିନରେ ଆରମ୍ଭ ହୁଏ ରଥ ନିର୍ମାଣ; ଜାଣନ୍ତୁ କେଉଁ କେଉଁ କାଠ ଲାଗେ

ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ। ଏହି ଦିନ ଶ୍ରୀଜୀଉମାନଙ୍କର ରଥନିର୍ମାଣ ମଧ୍ୟ ଅନୁକୂଳ କରାଯାଏ। ରଥରେ ୧୧୩୯ ଖଣ୍ଡ କାଠ ଲାଗେ।

How to make natural sindoor at home
How To Make Sindoor: ସିନ୍ଥିରେ ସିନ୍ଦୂର ଲଗେଇବା ଦ୍ୱାରା ଝଡୁଛି ଚୁଟି; ଘରେ ତିଆରି କରନ୍ତୁ ପ୍ରାକୃତିକ ସିନ୍ଦୂର

ଆପଣ ଜାଣନ୍ତି କି ସଧବା ନାରୀର ପ୍ରତୀକ ଏହି ଟୋପାଏ ସିନ୍ଦୂର କେଶ ଏବଂ ଚର୍ମର ଅନେକ ସମସ୍ୟାର ମୂଳ କାରଣ ପାଲଟିଛି? ବଜାରରେ ମିଳୁଥିବା ସିନ୍ଦୂର ଚୁଟି ଝଡିବାର ମୂଳ କାରଣ। ଜାଣନ୍ତୁ ଘରେ ସିନ୍ଦୁର ତିଆରି କରିବାର ୩ ଉପାୟ।

HAL Apprentice Recruitment apply for 324 posts
HAL Apprentice Recruitment: HAL ରେ ପୂରଣ ହେବ ୩୦୦ରୁ ଅଧିକ ପଦବୀ; ପୂରା ସୂଚନା ଜାଣିବା ପାଇଁ ଦେଖନ୍ତୁ

ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) ସେମାନଙ୍କ ପାଇଁ ଏହି ସୁଯୋଗ ନେଇ ଆସିଛି। ଏନେଇ HAL ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଏହି ବିଜ୍ଞପନକୁ ଦେଖନ୍ତି ଆଉ ଚିନ୍ତା କରନ୍ତୁ।

boy from ayodhya earns more than doctor applying chandan tika
Viral Video: ଅଯୋଧ୍ୟାରେ ସମସ୍ତଙ୍କ ମୁଣ୍ଡରେ ଲଗଉଛନ୍ତି ଚନ୍ଦନ ଟିକା; ଡକ୍ଟରଙ୍କ ଭଳି କରୁଛନ୍ତି ରୋଜଗାର

ଅଯୋଧ୍ୟା ମନ୍ଦିର ପରିସରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ଏକ ଛୋଟ ପିଲାର, ଯିଏ ମନ୍ଦିରକୁ ଆସୁଥିବା ଲୋକଙ୍କୁ ଚନ୍ଦନ ଓ ସିନ୍ଦୁର ଟିକା ଲଗଉଛନ୍ତି। ଦିନକୁ ତାଙ୍କ ରୋଜଗାର ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

Game of thrones famed actor ian gelder passes away
ଚାଲିଗଲେ 'ଗେମ୍ ଅଫ୍ ଥ୍ରୋନ୍ସ'ର ଲୋକପ୍ରିୟ ଅଭିନେତା

'ଗେମ୍ ଅଫ୍ ଥ୍ରୋନ୍ସ'ରେ କେଭାନ୍ ଲାନିଷ୍ଟରଙ୍କ ଭୂମିକାରେ ଲୋକପ୍ରିୟତା ହାସଲ କରିଥିବା ବ୍ରିଟିଶ ଅଭିନେତା ଇୟାନ୍ ଗେଲ୍ଡରଙ୍କ ଦେହାନ୍ତ ହୋଇଛି। ସେ ଗତ ପାଞ୍ଚ ମାସ ଧରି କର୍କଟ ରୋଗରେ ପୀଡିତ ଥିଲେ।

Sukumar praises allu arjun and says he is the reason for what i am today
ଅଲୁ ଅର୍ଜୁନଙ୍କୁ ପ୍ରଶଂସାରେ ପୋତିଦେଲେ ସୁକୁମାର, କହିଲେ ଆଜି ମୁଁ ଯାହା କିଛି ହେଇଛି ସବୁ ତାଙ୍କ ପାଇଁ

ଭାରତୀୟ ମନୋରଂଜନ ଦୁନିଆରେ ଅଲୁ ଅର୍ଜୁନ ଓ ସୁକୁମାରଙ୍କ ଯୋଡି ଖୁବ୍ କାମ ଦିଏ। ସେମାନଙ୍କର ଫିଲ୍ମ ବକ୍ସ ଅଫିସ୍‌ରେ ହିଟ୍ ହୁଏ। ଏବେ ସୁକୁମାର ଅଲୁ ଅର୍ଜୁନଙ୍କୁ ନିଜ ଭାଗ୍ୟ ବୋଲି କହିଛନ୍ତି। ସେ କହିଛନ୍ତି, “ଆଜି ମୁଁ ଯାହା କିଛି ହେଇଛି ସବୁ ଅଲୁ ଅର୍ଜୁନ...

Five parenting tips how to make your child emotionally strong
Parenting Tips: ଆପଣଙ୍କ ପିଲା ଟିକେ ଟିକେ କଥାରେ କାନ୍ଦିପକାଉଛି କି; ପିଲାଙ୍କୁ ଦୃଢ କରିବାକୁ ୫ଟି ଟିପ୍ସ

ଅନେକ ପିଲା ଅଛନ୍ତି ଯେଉଁମାନେ ଛୋଟ ଛୋଟ କଥାକୁ ନେଇ କାନ୍ଦିବା ଆରମ୍ଭ କରନ୍ତି। ଯଦି ଆପଣଙ୍କ ପିଲା ମଧ୍ୟ ଏପରି ସସସ୍ୟାକୁ ସାମ୍ନା କରୁଛି ଆଉ ଆପଣ ନିଜର ପିଲାର ଏହି ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି ଏବଂ ପିଲାକୁ ଉଭୟ ମାନସିକ ଏବଂ ଭାବନାତ୍ମକ...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।