• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Aamir khan sunny deol rajkumar santoshi film set to hit the theatre in 26 january
ଆସିଲା ଅପ୍‌ଡେଟ୍; ଏହିଦିନ ରିଲିଜ୍ ହେବ ସନ୍ନିଙ୍କ 'ଲାହୋର ୧୯୪୭'

'ଗଦର ୨'ର ଅପାର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର 'ଲାହୋର ୧୯୪୭'ସହିତ ପୁଣି ଥରେ ଆଲୋଡ଼ନ ସୃଷ୍ଟି କରିବାକୁ ଯାଉଛନ୍ତି। ଏହା ସଂପୂର୍ଣ୍ଣ ଭାବେ ଏକ ଆକ୍ସନ୍ ଡ୍ରାମା ଫିଲ୍ମ ହେବ। ଏହି ଚଳଚ୍ଚିତ୍ରରେ VFX ବହୁତ କମ୍ ବ୍ୟବହୃତ ହେବ।

Boney janhvi kapoor will earn huge amount from late sridevi bungalow
ଚେନ୍ନାଇରେ ଥିବା ଦିବଂଗତ ଶ୍ରୀଦେବୀଙ୍କ ଘରୁ ଏବେ ଲକ୍ଷ ଲକ୍ଷ କମେଇବେ ବୋନି-ଜାହ୍ନବୀ

ଚେନ୍ନାଇରେ ଥିବା ଦିବଂଗତ ଶ୍ରୀଦେବୀଙ୍କ ଘରେ ବର୍ତ୍ତମାନ ଯିଏ ଚାହିଁବ ସିଏ ରହିପାରିବ। ଭାରତ ଏବଂ ବିଦେଶରୁ ଚେନ୍ନାଇ ଆସୁଥିବା ଯେକେହି ବି ଏହି ବଙ୍ଗଳାରେ ଅତିଥି ଭାବରେ ରହିପାରିବେ। ସେମାନେ ଏଠାରେ ହୋମ୍-ଷ୍ଟେ କରିପାରିବେ।

5 quick tips to cut down on your ac electricity bill
Summer Tips: AC ବ୍ୟବହାର କଲେ ଅଧିକ ବିଲ୍ ଆସୁଛି କି… ମାନନ୍ତୁ ଏହି ୫ ଟିପ୍ସ, କମ୍ ଆସିବ ବିଲ୍

ସାରା ଦେଶ ଏବେ ଜଳୁଛି। ବିନା ACରେ ରହିବା କଷ୍ଟ ହୋଇଯାଉଛି। ସେ ଦିନ ହେଉ କି ରାତି ବିନା ଏସିରେ ରହି ହେଉନି। ତେବେ ଦିନରାତି ଏସି ଚଲେଇବାର ଅର୍ଥ ହେଉଛି ମାସ ଶେଷରେ ବିଦ୍ୟୁତ୍ ବିଲ୍ ଅଧିକ ଆସିବ। ।ଜାଣନ୍ତୁ ଏଥିରୁ ବଞ୍ଚିବାର ଉପାୟ…

Five easily methods to test your honey real or fake
Tips and Tricks: ଆପଣ ଶୁଦ୍ଧ ମହୁ ଖାଉଛନ୍ତି ତ…. ଏହି ୫ଟି ଉପାୟରେ ଜାଣନ୍ତୁ ଏହା ଅସଲି ନା ନକଲି

ଅଧିକାଂଶ ଲୋକ ମହୁ ଚିହ୍ନି ପାରନ୍ତି ନାହିଁ। ଅସଲି ଏବଂ ନକଲି ମହୁ ଠିକ୍ ସମାନ ଦେଖାଯାଏ। ତେବେ ଅସଲି ମହୁକୁ ଚିହ୍ନିବା ଏକ ଅସମ୍ଭବ କାମ ନୁହେଁ। ଆଜି ଆମେ ଆପଣଙ୍କୁ ଅସଲି ମହୁ ଚିହ୍ନିବାର କେତେକ କୌଶଳ କହିବାକୁ ଯାଉଛୁ। ଏହା ସାହାଯ୍ୟରେ ଆପଣ ଜାଣିବେ...

Youths looking for jobs should not make these 5 mistakes
Career Tips: ଚାକିରି ଖୋଜିବା ବେଳେ ଆପଣ କରୁଛନ୍ତି କି ଏପରି ଭୁଲ୍… ପଡିପାରେ ମହଙ୍ଗା

ଏକ ରିପୋର୍ଟ ଅନୁଯାୟୀ, ଶିଳ୍ପ କ୍ଷେତ୍ରର ୭୫ ପ୍ରତିଶତ କମ୍ପାନୀ ଯୁବକମାନଙ୍କ ମଧ୍ୟରେ ଦକ୍ଷତାର ଅଭାବକୁ ଜଣାଇଛନ୍ତି। ଏହାର ଅର୍ଥ ହେଉଛି ଯୁବକମାନେ କଲେଜ ଏବଂ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରୁଛନ୍ତି ସତ କିନ୍ତୁ ଆଜିର ଚାକିରି ପାଇଁ ଆବଶ୍ୟକ କୌଶଳ ଶିଖୁ ନାହାଁନ୍ତି। ଆଜିର ଯୁବକମାନେ ଚାକିରି...

Alyy khan spoke about john Abraham strict monk like lifestyle
ଜନ୍ ଜଣେ ଭିକ୍ଷୁ ଭଳି ରୁହନ୍ତି, ଏହା ହେଉଛି ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ସଫଳତାର ରହସ୍ୟ; ଏଲୀ ଖାନ୍

ବର୍ତ୍ତମାନ ପାକିସ୍ତାନୀ କଳାକାର ଏଲୀ ଖାନ୍‌ ଜନ୍ ଆବ୍ରାହମଙ୍କ ସହ କାମ କରିବା କଥାକୁ ମନେ ପକାଇ ବଲିଉଡ୍‌ ଷ୍ଟାରଙ୍କ ଶୃଙ୍ଖଳିତ କାମ କରିବାର ଯୋଜନା ବିଷୟରେ ପ୍ରକାଶ କରିଛନ୍ତି। ତେବେ ସେ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

rajinikanth biopic made by sajid nadiadwala this actor may be play the role of rajinikanth
ସାଜିଦ୍‌ ନାଡିୟାଡ୍‌ୱାଲା କରିବେ ରଜନୀକାନ୍ତଙ୍କ ବାୟୋପିକ୍; ଏହି ସାଉଥ୍ ଅଭିନେତା ହେବେ ଥାଲାଇଭା

ରଜନୀକାନ୍ତ ଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି। ରଜନୀକାନ୍ତଙ୍କ ଜୀବନୀ ଉପରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ହିନ୍ଦୀ ସିନେମା ନିର୍ମାତା ସାଜିଦ୍‌ ନାଡିୟାଡ୍‌ୱାଲା ରଜନୀକାନ୍ତଙ୍କ ଜୀବନୀକୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ଏହି ଅଭିନେତା ହେବା ରଜନୀକାନ୍ତ…

Five labour laws that every employee must know
International Labour Day: କର୍ମଚାରୀଙ୍କ ପାଇଁ ୫ ସୁବିଧା; ବଞ୍ଚିତ ହେଲେ କରିପାରିବେ ଅଭିଯୋଗ

ଆଜି ‘ଅନ୍ତର୍ଜାତୀୟ ଶ୍ରମିକ ଦିବସ’। ଏହି ଅବସରରେ ଆସନ୍ତୁ ଭାରତର ସମ୍ବିଧାନ କର୍ମଚାରୀମାନଙ୍କୁ ପ୍ରଦାନ କରିଥିବା କେତେକ ସୁବିଧା ବିଷୟରେ ଜାଣିନେବା। ଏହି ସୁବିଧାରୁ ବଞ୍ଚିତ ହେଉଥିବା ଯେକୌଣସି କର୍ମଚାରୀ ସେହି କମ୍ପାନୀ ବିରୁଧରେ ମଧ୍ୟ ଅଭିଯୋଗ କରିପାରିବେ।

How to online transfer voter id card after marriage
ଘରେ ବସି ଅନ୍‌ଲାଇନ୍‌ରେ ଭୋଟର ID କାର୍ଡ ଠିକଣା ବଦଳେଇବାକୁ ଚାହୁଁଛନ୍ତି କି; ଜାଣନ୍ତୁ ଟିପ୍ସ

ଭୋଟର ID କାର୍ଡ ଭୋଟ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଭଳି ପରିସ୍ଥିତିରେ ସମସ୍ତ ତଥ୍ୟକୁ ଭୋଟର ID କାର୍ଡରେ ଅପ୍‌ଡେଟ୍ ରଖିବା ଆବଶ୍ୟକ। । ଆପଣ ଯଦି ନୂଆ ବାହା ହୋଇ ଶାଶୁଘରକୁ ଆସିଛନ୍ତି ଆଉ ଭୋଟର୍ ପରିଚୟ ପତ୍ରରେ ନିଜ ଶାଶୁଘର ଠିକଣାକୁ ଅପଡେଟ୍ କରିବାକୁ...

A fan ran 1500 km from delhi to Mumbai just to meet sonu sood
ପ୍ରିୟ ଅଭିନେତାଙ୍କୁ ଭେଟିବାକୁ ୧୫୦୦ କିଲୋମିଟର ଦୌଡିଲେ; କହିଲେ ପ୍ରକୃତ ନାୟକଙ୍କୁ ପ୍ରକୃତ ସମ୍ମାନ

ସୋନୁ ସୁଦ୍‌ଙ୍କୁ ସାରା ଦେଶରେ ବହୁତ ପସନ୍ଦ କରାଯାଏ। ଅଭିନୟ ବ୍ୟତୀତ ସେ ତାଙ୍କ ସାମାଜିକ କାମ ପାଇଁ ମଧ୍ୟ ବହୁତ ପ୍ରସିଦ୍ଧ। ସେ କରୋନା ସମୟରେ ଅନେକ ଗରିବ ଲୋକଙ୍କୁ ସାହାଯ୍ୟ କରିଥିଲେ। ତାଙ୍କର ଏହି ଗୁଣ ଯୋଗୁଁ ନିକଟରେ ଜଣେ ପ୍ରଶଂସକ ତାଙ୍କୁ ଭେଟିବା ପାଇଁ...

Parineeti Chopra says how she decided to marry Raghav Chadha without knowing him
କଥାବାର୍ତ୍ତାର ମାତ୍ର ୫ ମିନିଟ୍ ମଧ୍ୟରେ ଲାଗିଲା ମୁଁ ରାଘବଙ୍କୁ ବିବାହ କରିବି; ପରିଣୀତି ଚୋପ୍ରା

ପରିଣୀତି ଚୋପ୍ରା କହିଛନ୍ତି ଯେ ବ୍ରିଟେନର ଏକ ପୁରସ୍କାର କାର୍ଯ୍ୟକ୍ରମରେ ସେ ପ୍ରଥମେ ତାଙ୍କ ସ୍ୱାମୀ ରାଘବ ଚଢାଙ୍କୁ ଭେଟିଥିଲେ। ଏହାପୂର୍ବରୁ ସେ ରାଘବଙ୍କ ବିଷୟରେ କିଛି ଜାଣି ନଥିଲେ। ପରଦିନ ଯେତେବେଳେ ଦୁହେଁ ଆଉଥରେ ଭେଟିଲେ, କଥାବାର୍ତ୍ତାର ମାତ୍ର ୫ ମିନିଟ୍ ମଧ୍ୟରେ ତାଙ୍କୁ ଲାଗିଲା ଯେ...

School girls recited the poem butterfly butterfly in a funny way
Viral Video: କେବେବି ଶୁଣି ନ ଥିବେ ରାଇମ୍ସ ପଢିବାର ଏମିତି ଷ୍ଟାଇଲ୍; ହସି ହସି ପେଟ ଦରଜ ହେଇଯିବ

କେବେବି ଶୁଣି ନ ଥିଲେ ଏମିତି ରାଇମ୍ସ। ଏଭଳି ଏକ ଭିଡିଓ ଇଣ୍ଟର୍‌ନେଟ୍‌ରେ ଭାଇରାଲ ହେଉଛି। ଏହି ଭିଡିଓରେ, ଜଣେ ଝିଅ ଏମିତି ଷ୍ଟାଇଲ୍‌ରେ ରାଇମ୍ସ ଗାଉଛନ୍ତି ଯେପରି ସେ କାହାକୁ ଡରଉଛନ୍ତି। ଆପଣ ଏହି ଭିଡିଓ ଦେଖିଲେ ହସି ହସି ଗଡିଯିବେ।

How to avoid third person in your relationship
Relationship Tips: ସଂପର୍କରେ କୌଣସି ତୃତୀୟ ବ୍ୟକ୍ତିକୁ ନେଇ ଭୟ ଅଛି କି… ଧ୍ୟାନରେ ରଖନ୍ତୁ ଏହି ୫ କଥା, ଭାଙ୍ଗିବନି ଘର

ଆଜିକାଲି ପରକୀୟା ପ୍ରୀତି ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହି କାରଣରୁ ଅନେକ ପରିବାର ଭାଙ୍ଗି ଯାଉଛନ୍ତି ଏବଂ ସମ୍ପର୍କରୁ ଭରସା ମଧ୍ୟ ଉଠିଯାଉଛି। ଯଦି ଆପଣ ନିଜର ସମ୍ପର୍କକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ଏବଂ ସମ୍ପର୍କରେ କୌଣସି ତୃତୀୟ ବ୍ୟକ୍ତିଙ୍କ ପ୍ରବେଶକୁ ରୋକିବାକୁ ଚାହୁଁଛନ୍ତି, ତେବେ କେତେକ...

Bel sharbat save from heat stroke relief from summer
Summer Tips: ପ୍ରତିଦିନ ପିଅନ୍ତୁ ଏହି ପଣା; ବାଧିବ ନାହିଁ ଗରମର ପ୍ରଭାବ, ହେବ ନାହିଁ ଅଂଶୁଘାତ

ପ୍ରବଳ ଗରମ ଯୋଗୁଁ ଲୋକଙ୍କ ହାଲତ ପୂରା ଖରାପ। ଏପରି ପରିସ୍ଥିତିରେ ଲୋକମାନେ ପ୍ରଚୁର ପରିମାଣରେ ଜୁଇସ୍ ଏବଂ ଫଳ ଖାଇବା ଉଚିତ, ଯାହା ଦ୍ୱାରା ଡିହାଇଡ୍ରେସନ୍ ସମସ୍ୟା ଉପୁଜିବ ନାହିଁ। ଏହି ସମୟରେ ବେଳ ପଣାକୁ ଅମୃତ ଭାବରେ ବିବେଚନା କରାଯାଏ।

ICAR IARI Recruitment appy for 15 posts
ICAR IARI Recruitment 2024: ମାଷ୍ଟର ଡିଗ୍ରୀ କରିଥିଲେ ICAR ରେ ଚାକିରି; ଦରମା ୫୪ ହଜାର

ICARରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଉତ୍ତମ ସୁଯୋଗ। ଏନେଇ ICAR ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଯଦି ଆପଣଙ୍କର ଏହି ପୋଷ୍ଟଗୁଡିକ ସହିତ ଜଡିତ ଯୋଗ୍ୟତା ଅଛି, ତେବେ ଏଠାରେ ଏକ ବଡ଼ ସୁଯୋଗ ଅପେକ୍ଷା କରିଛି।

Missing actor gurucharan singh was soon to get married
ବାହା ହୋଇଥାନ୍ତେ ‘ତାରକ୍‌ ମେହେଟା କା ଉଲ୍‌ଟା ଚଶ୍‌ମା’ର ସୋଡି; ହୋଇଗଲେ ନିଖୋଜ

ଲୋକପ୍ରିୟ ଟିଭି ଶୋ’ ‘ତାରକ୍‌ ମେହେଟା କା ଉଲ୍‌ଟା ଚଶ୍‌ମା’ର ଗୁରୁଚରଣ ସିଂହ ଓରଫ ସୋଡି ନିଖୋଜ ହୋଇଯାଇଛନ୍ତି। ଏହି ମାମଲାରେ ଦିଲ୍ଲୀ ପୋଲିସର ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ସେ ଶୀଘ୍ର ବିବାହ କରିଥାନ୍ତେ ଏବଂ ସେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ।

Aftab shivdasani joins welcome to the jungle
'ୱେଲକମ୍ ୩'କୁ ନେଇ ଆସିଲା ନୂଆ ଅପଡେଟ୍; ଅକ୍ଷୟଙ୍କ ସହ ସାମିଲ୍ ହେଲେ ଏହି ଦିୱାନା

'ୱେଲକମ୍ ୩' କୁ ନେଇ ଏକ ନୂଆ ଅପଡେଟ୍ ଆସିଛି। ଏହି ସିନେମାରେ ଆଉ ଜଣେ ଅଭିନେତା ପ୍ରବେଶ କରିଛନ୍ତି। ସେ ହେଉଛନ୍ତି ଅଫତାବ ଶିବଦାସନୀ। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର୍‌ କରି ସେ ତାଙ୍କ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି।

Some tips to protect whatsapp chats
Whatsapp: ହ୍ୱାଟ୍ସଆପ୍ ଡାଟା ଲିକ୍‌କୁ ନେଇ ଚିନ୍ତିତ କି…ଏହି ଉପାୟରେ ସୁରକ୍ଷିତ ରଖନ୍ତୁ ଆପଣଙ୍କ ଚାଟ୍‌

ହ୍ୱାଟ୍ସଆପ୍ ଏହାର ଉପଭୋକ୍ତାମାନଙ୍କର ଡାଟା ସୁରକ୍ଷା ପାଇଁ ଅନେକ ଫିଚର୍ ପ୍ରଦାନ କରିଚାଲିଛି, ଯାହା ଦ୍ୱାରା ଲୋକଙ୍କ ତଥ୍ୟ ସୁରକ୍ଷିତ ରହିବ। ଏଠାରେ ଆଉ କିଛି ଟିପ୍ସ ଜାଣି ନିଅନ୍ତୁ ଯାହା ଦ୍ୱାରା ଆପଣ ନିଜ ହ୍ୱାଟ୍ସଆପ୍ କଣ୍ଟେଣ୍ଟକୁ ଅଧିକ ସୁରକ୍ଷିତ ରଖିପାରିବେ।

Amazing benefits of dance for mental health
International Dance Day 2024: ଡ୍ୟାନ୍ସ ଚିନ୍ତା ଦୂର କରେ, ଚାପରୁ ମୁକ୍ତିଦିଏ; ଜାଣନ୍ତୁ ଏମିତି ହେବାର କାରଣ କ’ଣ…

ନୃତ୍ୟର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ଆପଣ ନିଶ୍ଚୟ ଅନେକ ଥର ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କିପରି ନାଚ ଦ୍ୱାରା ଆପଣ ଏହି ବ୍ୟସ୍ତବହୁଳ ଜୀବନରେ ଆସୁଥିବା ଚିନ୍ତା ଏବଂ ଚାପରୁ ମୁକ୍ତି ପାଇପାରିବେ। ତେବେ ଆସନ୍ତୁ ମାନସିକ ସ୍ୱାସ୍ଥ୍ୟ ପାଇଁ ନୃତ୍ୟର କିଛି ଆଶ୍ଚର୍ଯ୍ୟଜନକ...

5 things to teach your child before starting college life
Parenting Tips: ଆପଣଙ୍କ ପିଲା ନୂଆକରି କଲେଜ ଯିବ କି… ଶିଖାନ୍ତୁ ଏହି ୫ କଥା; ହେବନି ବାଟବଣା

ନିଜ ପିଲାଙ୍କୁ କଲେଜକୁ ପଠାଇବା ପୂର୍ବରୁ ଅଭିଭାବକମାନେ କିଛି ଗୁରୁତ୍ୱପୂର୍ଣ୍ଣ କଥା ସେମାନଙ୍କୁ କହିବା ଉଚିତ୍, ଯାହାଫଳରେ ପିଲାଟି କଲେଜ ଜୀବନରେ ଦିଗହରା ହେବନି। ଆପଣଙ୍କ ପିଲା ଯଦି ପ୍ରଥମ ଥର ପାଇଁ କଲେଜ ଯିବାକୁ ପ୍ରସ୍ତୁତ ହେଉଛି ତେବେ ନିଜ ପିଲାକୁ କି ପରାମର୍ଶ ଦେବେ...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।