ଅନେକ ସମୟରେ ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ୟୁଟ୍ୟୁବ୍ ହ୍ୟାକ୍ ହୁଏ। ତେବେ ଏଭଳି ପରିସ୍ଥିତିରେ ଏହାକୁ ଏଡେଇବା ପାଇଁ କ’ଣ କରିବା ଉଚିତ, ୟୁଟ୍ୟୁବ୍ ଚ୍ୟାନେଲ୍କୁ ସାଇବର ଅପରାଧୀଙ୍କଠାରୁ କିପରି ରକ୍ଷା କରାଯାଇପାରିବ ସେ ବିଷୟରେ ଜାଣିବା ଦରକାର।
ଲୋକେ ଜାଣିବା ଦରକାର ଯେ ଜାମୁକୋଳି ଖାଇବାକୁ ଯେମିତି ସ୍ୱାଦିଷ୍ଟ, ଏହା ମଞ୍ଜି ମଧ୍ୟ ଦେହ ପାଇଁ ବହୁତ ଉପକାରୀ। ଏହି କୋଳିର ମଞ୍ଜିକୁ ଶୁଖାଇ ଗ୍ରାଇଣ୍ଡ୍ କରି ଏକ ପାଉଡର ପ୍ରସ୍ତୁତ କରାଯାଏ। ଏହା ପେଟର ବିଭିନ୍ନ ସମସ୍ୟାକୁ ଦୂର କରିବା ସହ ଚୁଟି ପାଇଁ ମଧ୍ୟ...
ଭାରତୀୟ ସେନାରେ ଅଫିସର ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏନେଇ ଭାରତୀୟ ସେନା ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଭାରତୀୟ ସେନାରେ ଯୋଗଦେବାକୁ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବରକୁ ବିସ୍ତୃତଭାବେ ପଢନ୍ତୁ।
ସୋନାକ୍ଷୀ ସିହ୍ନା ବର୍ତ୍ତମାନ ଜହୀର ଇକବାଲଙ୍କ ପତ୍ନୀ ହୋଇଯାଇଛନ୍ତି। ଯେତେବେଳେ ଅଭିନେତ୍ରୀ ବିବାହ କଲେ, ତାଙ୍କ ବିବାହକୁ ଲଭ୍ ଜିହାଦ ସହିତ ଯୋଡାଗଲା। ତେବେ ଆସନ୍ତୁ ଜାଣିବା ଜହୀର ଆଉ ସୋନାକ୍ଷୀ କିପରି ଶତ୍ରୁଘ୍ନ ସିହ୍ନାଙ୍କୁ ସେମାନଙ୍କ ବିବାହ କଥା କହିଥିଲେ।
ଅମ୍ବାନୀ ପରିବାରର ବିବାହ ପାର୍ଟୀ ପରେ ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ତାଙ୍କ ପରିବାର ଚର୍ଚ୍ଚାରେ ରହିଛି। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅମିତାଭ ବଚ୍ଚନଙ୍କ ପରିବାର ମଧ୍ୟରେ କ’ଣ ମତଭେଦ ଚାଲିଛି ତାହ ପ୍ରଶଂସକ ଜାଣିବାକୁ ଚାହୁଁଛନ୍ତି। ଏହି ଖବର ଥମି ଆସୁଥିବା ବେଳେ ଅଭିଷେକ...
ମଣ୍ଡେଲା ଦିବସ ୨୦୧୯-୨୦୨୯ ପାଇଁ ପାଞ୍ଚଟି ମୁଖ୍ୟ ଦିଗ ପ୍ରତି ଧ୍ୟାନ ଏବଂ ଲକ୍ଷ୍ୟର ରୂପଦେଖ ପ୍ରସ୍ତୁତ କରିଛି, ଯାହା ଦକ୍ଷିଣ ଆଫ୍ରିକା ଏବଂ ବିଶ୍ୱର ଗରିବୀ ଜୀବନ ବିତାଉଥିବା ଲୋକଙ୍କୁ ସାହାଯ୍ୟ କରିବ। ଆସନ୍ତୁ ସେ ବିଷୟରେ ଜାଣିବା।
ବର୍ଷା ଆସିବା ମାତ୍ରେ ଥଣ୍ଡା ଏବଂ କାଶ ଭଳି ସମସ୍ୟା କେବଳ ବଢିଯାଏ ନାହିଁ ବରଂ ଅନ୍ୟାନ୍ୟ ସମସ୍ୟା ସହ ଆଖି ସଂକ୍ରମଣ ମଧ୍ୟ ଆରମ୍ଭ ହୁଏ। ତେବେ ଆସନ୍ତୁ ୫ଟି ସାଧାରଣ ଆଖି ସଂକ୍ରମଣ ଓ ଏହାର ସମାଧାନ ବିଷୟରେ ଜାଣିନେବା।
ଶ୍ରୀମନ୍ଦିରର ରାଜଭୋଗ ଏବଂ ଛପନ ଭୋଗ ମଧ୍ୟରେ ପଣା ଭୋଗ ଅନ୍ୟତମ। ପଣା ଭୋଗ ଠାକୁରଙ୍କ ନିତିଦିନିଆ ନୀତି ସମେତ କେତେକ ବିଶେଷ ପର୍ବପର୍ବାଣିରେ ମଧ୍ୟ ହୋଇଥାଏ। ଶ୍ରୀମନ୍ଦିର ଭୋଗ ପରମ୍ପରା ମଧ୍ୟରେ ତିନିପ୍ରକାର ପଣା ଭୋଗ ହୋଇଥାଏ। ଆସନ୍ତୁ ସେସବୁ ବିଷୟରେ ଜାଣିବା।
ବଲିଉଡ୍ର ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କ ଆଲବମରୁ ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି। ଏହାକୁ ଦେଖିଲେ ଆପଣଙ୍କ ବି କହିବେ ପତ୍ନୀଙ୍କ ପ୍ରତି ତାଙ୍କ ମନରେ କେତେ ପ୍ରେମ! ହେଲେ କିଛି ଲୋକ ଏମିତି କହି କରୁଛନ୍ତି ଟ୍ରୋଲ୍।
ଆପଣ ଯଦି ଭାରତୀୟ ନୌସେନାରେ ଚାକିରି କରିବାକୁ ସ୍ୱପ୍ନ ଦେଖିଛନ୍ତି ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ଏନେଇ ଭାରତୀୟ ନୌସେନା ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଦଶମ ପାଶ୍ କରିଥିବା ପିଲା ମଧ୍ୟ ଏହାର ସୁଯୋଗ ନେଇପାରିବେ।
ରାଜକୁମାର ରାଓ ଆଜିକାଲି ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସ୍ତ୍ରୀ ୨' କୁ ନେଇ ବହୁତ ବ୍ୟସ୍ତ ଅଛନ୍ତି। ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଚଳଚ୍ଚିତ୍ର 'ସ୍ତ୍ରୀ ୨'ର ନୂଆ ପୋଷ୍ଟର ରିଲିଜ ହେବା ମାତ୍ରେ ଭାଇରାଲ୍ ହେବାରେ ଲାଗିଛି। ଏବେ ଦର୍ଶକମାନେ ଫିଲ୍ମର ଟ୍ରେଲରକୁ ଅପେକ୍ଷା...
ପ୍ରତି ଓଡ଼ିଆଙ୍କ ମନର ରାଜା ଆଜି ସମସ୍ତଙ୍କ ସମ୍ମୁଖରେ ଧାରଣ କରିବେ ରାଜରାଜେଶ୍ୱର ରୂପ। କିଏବା ଏହାକୁ ହାତଛଡା କରିବ। ଏନେଇ ଦେଶ ବିଦେଶରୁ ଛୁଟିଆସିଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଆଜି ରଥ ଉପରେ ଦର୍ଶନ କରିବେ କାଳିଆର ସୁନାବେଶକୁ। ଏହି ପବିତ୍ର ମୁହୂର୍ତ୍ତରେ ଆସନ୍ତୁ ଜଗନ୍ନାଥ ଓ...
ଆପଣ ଜାଣନ୍ତି କି ସ୍ମାର୍ଟଫୋନର ମଧ୍ୟ ଏକ ଏକ୍ସପାୟରୀ ଡେଟ୍ ଥାଏ। ଏ କଥା ଶୁଣି ଆପଣ ହୁଏତ ଆଶ୍ଚର୍ଯ୍ୟ ହୋଇଯିବେଣି। ଏହା କିନ୍ତୁ ସତ। ବହୁତ କମ୍ ଲୋକ ଏହା ବିଷୟରେ ଜାଣିଥିବେ। ଯଦି ଆପଣ ଏହା ବିଷୟରେ ଜାଣି ନାହାଁନ୍ତି ତେବେ ନିମ୍ନରେ ଏହାର ସମ୍ପୂର୍ଣ୍ଣ...
ବର୍ଷା ଦିନେ ସାପ ଭୟ ବଢିଯାଏ। ଗାତରେ ପାଣି ପଶିଯିବାରୁ ସେମାନେ ବାହାରକୁ ଉଠିଆସନ୍ତି ଆଉ ଘର ଆଡକୁ ମଧ୍ୟ ପଶିଯାଆନ୍ତି। କିନ୍ତୁ ଏମିତି କିଛି ଗଛ ଅଛି ଜାହାକୁ ଘର ଆଗରେ ରଖିଲେ ସାପମାନେ ପଶିବେ ନାହିଁ। ଆସନ୍ତୁ ସେହି ଗଛଗୁଡିକ କ’ଣ ଜାଣିବା।
ଭାରତୀୟ ସେନା ସ୍ପେସାଲ୍ ଏଣ୍ଟ୍ରୀ ସ୍କିମ୍ ୫୭ତମ କୋର୍ସ ପାଇଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଏନେଇ ଏନ୍ଡିଏ କିମ୍ବା ସିଡିଏସ୍ ପରି ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିବ ନାହିଁ। କେବଳ ଏକ ପ୍ରତ୍ୟକ୍ଷ SSB ସାକ୍ଷାତକାର ହେବ।
ଭିକି କୌଶଲଙ୍କ ଫିଲ୍ମ 'ବ୍ୟାଡ୍ ନ୍ୟୁଜ୍' ରିଲିଜ୍ ହେବାକୁ ମାତ୍ର ତିନି ଦିନ ବାକି ଅଛି। ଏହାପୂର୍ବରୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫ୍ସି) ନିର୍ମାତାଙ୍କୁ ଫିଲ୍ମରୁ ଅନ୍ତରଙ୍ଗ ଦୃଶ୍ୟ ହଟାଇବାକୁ କହିଛି।
ଅମର କୌଶିକଙ୍କ ନିର୍ଦ୍ଦେଶିତ 'ସ୍ତ୍ରୀ ୨'ର ଟ୍ରେଲର୍କୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏଭଳି ପରିସ୍ଥିତିରେ ଆଜି ଶ୍ରଦ୍ଧା କପୁର ଫିଲ୍ମର ଟ୍ରେଲର୍ ରିଲିଜ ତାରିଖ ପ୍ରକାଶ କରିଛନ୍ତି।
ଅଧିକାଂଶ ଯୁବକ ଭାରତୀୟ ଡାକ ସେବାରେ ଚାକିରି କରିବାର ସ୍ୱପ୍ନ ଦେଖନ୍ତି। ଆପଣ ଯଦି ଭାରତୀୟ ଡାକରେ ଚାକିରି କରିବାକୁ ଚାହାନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।
ମୁମ୍ବାଇରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ସମାରୋହରେ ରିଏଲିଟି ଟିଭି ତାରକା ତଥା ବିଲେନିୟର୍ କିମ୍ କର୍ଦାଶିଆନ୍ ଏବଂ ତାଙ୍କ ଭଉଣୀ ଖ୍ଲୋଏ କର୍ଦାଶିଆନ୍ ଯୋଗଦେଇ ଖୁବ ଉପଭୋଗ କରିଥିଲେ। ଏହି ସମୟରେ କିମ୍ଙ୍କୁ ଭାରତୀୟ ଲୁକ୍ରେ ଦେଖିବାକୁ ମିଳିଥିଲା। ସେ ନାକ ନୋଥ ପିନ୍ଧିଥିବା...
ଆମେରିକା ଟିଭି ରିଏଲିଟି ଷ୍ଟାର୍ କିମ୍ କାର୍ଦଶିୟାନ ତାଙ୍କ ଭଉଣୀ ଖ୍ଲୋଏ କାର୍ଦଶିୟାନଙ୍କ ସହ ଅନନ୍ତ-ରାଧିକାଙ୍କ ଖୁସିରେ ସାମିଲ ହେବା ପାଇଁ ଭାରତ ଆସିଥିଲେ। ଆମେରିକା ପହଞ୍ଚି ସେ ଭାରତକୁ ଭୁଲିପାରୁ ନାହାନ୍ତି ବୋଲି କହିଛନ୍ତି।