• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

How to use vicks to repel mosquitoes
Tips And Tricks: ମଶା ହଟେଇବାର ଘରୋଇ ଟିପ୍ସ; ହେବ ନାହିଁ କୌଣସି ସ୍ୱାସ୍ଥ୍ୟହାନୀ

ବର୍ଷା ଦିନ ଆସିବା ମାତ୍ରେ ମଶାମାନଙ୍କ ଉତ୍ପାତ ବଢିଯାଏ। ଏହି କାରଣରୁ ଡେଙ୍ଗୁ, ମ୍ୟାଲେରିଆ, ଚିକନ୍‌ଗୁନିଆ ଭଳି ବିପଜ୍ଜନକ ରୋଗ ଏହି ଋତୁରେ ଶୀଘ୍ର ବ୍ୟାପିବା ଆରମ୍ଭ କରେ ଏବଂ ସଂକ୍ରମଣର ଭୟକୁ ଏଡାଇବା ପାଇଁ ପ୍ରତ୍ୟେକ ଘରର ଲୋକମାନେ ବିଭିନ୍ନ ପଦକ୍ଷେପ ନେବାକୁ ଚେଷ୍ଟା କରନ୍ତି।

Four home remedies for menstrual cramps
Health Tips: ଋତୁସ୍ରାବ ବେଳେ ହେଉଛି କି ଅଧିକ ଯନ୍ତ୍ରଣା; ଆପଣାନ୍ତୁ ଏହି ୪ଟି ଘରୋଇ ଉପଚାର

ଆପଣ ଯଦି ଋତୁସ୍ରାବ କାରଣରୁ ଯନ୍ତ୍ରଣା ଅନୁଭବ କରୁଛନ୍ତି ଏବଂ ଏହି ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ଚାହୁଛନ୍ତି, ତେବେ କେତେକ ଘରୋଇ ଉପଚାରକୁ ଚେଷ୍ଟା କରିପାରିବେ। ଏହି ଉପଚାରଗୁଡ଼ିକ ପେଟର ଯନ୍ତ୍ରଣାକୁ ହ୍ରାସ କରିଥାଏ ଏବଂ ଋତୁସ୍ରାବଜନିତ କଷ୍ଟକୁ ପରିଚାଳନା କରିବାରେ ସହଜ ହୋଇଥାଏ।

IAF Agniveervayu Recruitment
IAF Agniveervayu Recruitment: ଭାରତୀୟ ବାୟୁସେନାରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ; ପୂରଣ ହେବ ଅଗ୍ନିବୀରବାୟୁ ପଦବୀ

ଭାରତୀୟ ବାୟୁସେନାରେ(IAF) ଚାକିରି ନେଇ ସ୍ୱପ୍ନ ଦେଖୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ IAF ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆପଣ ଯଦି ଏହି ଚାକିରି କରିବାକୁ ଚାହାନ୍ତି ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

New song of tarang music mo jagannath
ଗୀତରେ ଭକ୍ତର ଭାବନା; ବାପାକୁ ଭଲ ଲାଗିଲାନି ପୁଅର ନାଁ, କାଳିଆକୁ ପଚାରିଲା…

‘ତରଙ୍ଗ ମ୍ୟୁଜିକ୍‌’ର ନୂଆ ଭଜନ। ଏହି ଭଜନଟିର ଶୀର୍ଷକ ‘ମୋ ଜଗନ୍ନାଥ’ ଥିବାବେଳେ ଏହାକୁ ବିଶିଷ୍ଠ ଗୀତିକାର ନିର୍ମଳ ନାୟକ ରଚନା କରିଛନ୍ତି ଓ ଏହାକୁ ସଂଗୀତରେ ସଜେଇଛନ୍ତି ବିନାୟକ ପଣ୍ଡା। ଗୀତ କହୁଛି ଭକ୍ତର ଭାବନା।

Nag ashwin reveals kalki 2898 ad has inspired with these two film
ନିର୍ଦ୍ଦେଶକ କହିଲେ କେଉଁ ଦୁଇ ଫିଲ୍ମ ଦେଖି ପ୍ରସ୍ତୁତ କରିଛନ୍ତି ‘କଳ୍‌କୀ ୨୮୯୮ ଏଡି’

ରୋଜଗାର ଦୃଷ୍ଟିରୁ ‘କଳ୍‌କୀ ୨୮୯୮ ଏଡି’ ବକ୍ସ ଅଫିସ୍‌ର ସମସ୍ତ ରେକର୍ଡ ଭାଙ୍ଗିଛି। ଗତ ୧୦ ଦିନ ମଧ୍ୟରେ ଏହି ଫିଲ୍ମର ରୋଜଗାରରେ କୌଣସି କମି ହୋଇନି। ଆରମ୍ଭରୁ, ‘କଳ୍‌କୀ ୨୮୯୮ ଏଡି’ ବିରୁଦ୍ଧରେ ଅଭିଯୋଗ ହେଉଛି ଯେ ଏହି ଫିଲ୍ମଟି ବଲିଉଡରୁ ନେଇ ହଲିଉଡ୍‌ ପର୍ଯ୍ୟନ୍ତ ଅନେକ...

Benefits of drinking tea mixed with ghee
Health Tips: ଚା’ ପିଇଲେ ଏସିଡିଟି ହେଉଛି କି… ପକେଇ ଦିଅନ୍ତୁ ଏହି ଜିନିଷ, ସମସ୍ୟାରୁ ମୁକ୍ତି

ବର୍ତ୍ତମାନ ସୋସିଆଲ ମିଡିଆରେ ଲୋକଙ୍କ ମଧ୍ୟରେ ଚା’ ସହିତ ଘିଅ ମିଶେଇ ପିଇବାର କ୍ରେଜ୍‌ ବଢିବାରେ ଲାଗିଛି। ସମସ୍ତେ ସକାଳେ ଏକ କପ୍ ଚା’ ପିଇବାକୁ ଚାହାଁନ୍ତି, କିନ୍ତୁ ଏଥିରେ ଘିଅ କିମ୍ବା ବଟର ପକେଇ ନୁହେଁ। କିନ୍ତୁ କୁହାଯାଉଛି ଯେ ଘିଅ ମିଶା ଚା’ ପିଇବା ଅତ୍ୟନ୍ତ...

due to these six reasons siblings become jealous of each other
Parenting Tips: ଭାଇ-ଭଉଣୀଙ୍କ ମଧ୍ୟରେ ଝଗଡା ହେବାର ୬ଟି ମୁଖ୍ୟ କାରଣ; ଜାଣିନେଲେ ହେଇଯିବ ସମାଧାନ

ଅନେକ ସମୟରେ ବାପାମାଆ ଭାଇଭଉଣୀଙ୍କ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଦାୟୀ ଅଟନ୍ତି। ଯଦି ଘରେ ଚାରି/ପାଞ୍ଚ ପିଲା ଥାଆନ୍ତି, କିଛି ବାପାମାଆ ଅଜାଣତରେ ଏମିତି କିଛି କରିଦିଅନ୍ତି ଯେଉଁ କାରଣରୁ ପିଲାମାନଙ୍କ ମନରେ ପରସ୍ପର ପ୍ରତି ଈର୍ଷା, ରାଗ, କ୍ରୋଧ ଏବଂ ହୀନ ଭାବନା ସୃଷ୍ଟି ହୁଏ।

how scan malicious apps on android smartphone without app
Technology: ବିନା ସପ୍ଟୱେୟାର୍‌ରେ ସ୍କାନ୍ କରନ୍ତୁ ଆପଣଙ୍କ ସ୍ମାର୍ଟଫୋନ୍; ଜାଣନ୍ତୁ ଏହାର ଉପାୟ

ଆଣ୍ଡ୍ରଏଡ୍ ଉପଭୋକ୍ତାମାନଙ୍କୁ ସେମାନଙ୍କ ଫୋନ୍ ସ୍କାନ୍ କରିବାର ସୁବିଧା ରହିଛି। ଉପଭୋକ୍ତାମାନେ ଏହି ଉପାୟରେ ଫୋନ୍ ସ୍କାନ୍ କରି ମାଲୱେର୍ କିମ୍ବା ଭାଇରସ୍ ଚିହ୍ନଟ କରିପାରିବେ। ଆପଣ ନିଜ ଫୋନରେ କୌଣସି ଆଣ୍ଟିଭାଇରସ୍ ଆପ୍ ଲୋଡ୍ ନ କରି ମାଲୱେର୍ ସ୍କାନ୍ କରିପାରିବେ। ତେବେ ଆସନ୍ତୁ ସେହି ଉପାୟ...

Indian Army AFMS Recruitment 2024
Indian Army AFMS Recruitment 2024: ଭାରତୀୟ ସେନାରେ ନିଯୁକ୍ତି ସୁଯୋଗ, ପୂରଣ ହେବ ଏତେ ମହିଳା ପଦବୀ

ଭାରତୀୟ ସେନାରେ ଚାକିରି କରିବା ଅନେକ ଯୁବକଙ୍କ ସ୍ୱପ୍ନ ଥାଏ। ଏଥିରେ ଅଧିକାରୀ ହେବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଭଲ ସୁଯୋଗ ଆସିଛି। ସଶସ୍ତ୍ର ବାହିନୀ ମେଡିକାଲ ସର୍ଭିସେସ୍ (AFMS) ଅଧୀନରେ ଏହି ପଦବୀ ପୂରଣ ହେବ।

Justin bieber Katy perry to beyonce fees of all singers for ambanis wedding events
ଅମ୍ବାନୀ ପରିବାରର ବିବାହ ସମାରୋହରେ ଜଷ୍ଟିନ୍ ବିବର୍, ରିହାନାଙ୍କୁ ପଛରେ ପକାଇ ନେଲେ ସର୍ବାଧିକ ପାଉଣା

ଅନନ୍ତ ଏବଂ ରାଧିକାଙ୍କ ସଂଗୀତ ସମାରୋହରେ ବଡ ବଡ ଅନ୍ତର୍ଜାତୀୟ ଗାୟକ-ଗାୟିକା ସାମିଲ୍ ହୋଇଥିଲେ। ଅନନ୍ତ ଏବଂ ରାଧିକାଙ୍କ ସଂଗୀତ ସମାରୋହjl ଜଷ୍ଟିନ ବିବର କନସର୍ଟ ଦେଇଥିଲେ। ତେବେ ଆସନ୍ତୁ ଏଥିରେ ସାମିଲ ହୋଇଥିବା ଏହିସବୁ ଅନ୍ତର୍ଜାତୀୟ ଗାୟକ-ଗାୟିକା କେତେ ଫିସ୍ ନେଇଛନ୍ତି ଜାଣିବା।

Ratha Jatra 2024 six odia film based on Lord Jagannath
Ratha Jatra 2024: ପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ଏହି ୬ଟି ଓଡ଼ିଆ ଫିଲ୍ମ ଦେଖନ୍ତୁ, ଭକ୍ତିରେ ହଜିଯିବ ମନ

ଆଜି ପୁରୀ ଶ୍ରୀକ୍ଷେତ୍ର ଭକ୍ତ ପ୍ରେମରେ ଜନସମୁଦ୍ରରେ ପରିଣତ। ଆପଣ ଯଦି ପୁରୀ ନ ଯାଇ ଘରେ ଅଛନ୍ତି ତେବେ ଜଗନ୍ନାଥଙ୍କୁ ନେଇ ଆଧାରିତ ଏହି ୬ଟି ଓଡ଼ିଆ ଫିଲ୍ମ ନିଶ୍ଚିତ ଦେଖନ୍ତୁ, ଯାହାର ଲିଙ୍କ୍‌ ଆମେ ଏଠାରେ ଦେଉଛୁ।

make chocolate recipes without gas stove and oven
World Chocolate Day 2024: ଗ୍ୟାସ୍ କିମ୍ବା ମାଇକ୍ରୋୱେଭ୍ ବ୍ୟବହାର ନ କରି ଘରେ ସହଜରେ ତିଆରି କରନ୍ତୁ ଚକୋଲେଟ୍

ଚକୋଲେଟ୍ ହୃଦୟ ସ୍ୱାସ୍ଥ୍ୟ ପାଇଁ ଭଲ। ଏହା ବ୍ୟତୀତ ଚାପ ହ୍ରାସ, ମନୋବଳକୁ ଉତ୍ତମ ରଖିବା, ଚର୍ମରେ ଚମକ ଆଣିବା ଏବଂ ଶକ୍ତି ବୃଦ୍ଧିରେ ଏହା ମଧ୍ୟ ଲାଭଦାୟକ। ତେବେ ଗ୍ୟାସ୍ କିମ୍ବା ମାଇକ୍ରୋୱେଭ୍ ବ୍ୟବହାର ନକରି ଘରେ ସହଜରେ ଦୁଇଟି ଚକୋଲେଟ୍ ଡିସ୍ କିପରି ପ୍ରସ୍ତୁତ କରିପାରିବେ...

SAIL Recruitment apply for 249 Posts
SAIL Recruitment 2024: SAIL ରେ ପୂରଣ ହେବ ମ୍ୟାନେଜମେଣ୍ଟ ଟ୍ରେନି ପଦବୀ; ସୁଯୋଗ ନେବେ ଇଂଜିନିୟରିଂ ପିଲା

ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (SAIL) ରେ ଚାକିରି ପାଇବା ପାଇଁ ଏକ ବଡ଼ ସୁଯୋଗ ଆସିଛି। GATE-୨୦୨୪ ମାଧ୍ୟମରେ SAIL ନିଯୁକ୍ତି ଦେବ। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।

Anant Ambani and Radhika Merchant Sangeet ceremony
ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ସଂଗୀତ ସମାରୋହରେ ସେଲିବ୍ରେଟିଙ୍କ ଦମଦାର ଲୁକ୍

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ସଂଗୀତ ସମାରୋହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଯୋଡି ୧୨ ଜୁଲାଇରେ ବିବାହ କରିବାକୁ ଯାଉଛନ୍ତି। ସମ୍ପ୍ରତି ସଂଗୀତ ସମାରୋହରେ ପ୍ରସିଦ୍ଧ ସେଲିବ୍ରିଟିମାନଙ୍କୁ ଦେଖିବାକୁ ମିଳିଥିଲା। ଏହି ସମାରୋହରେ ଆଲିଆ ଭଟ୍ଟ, ରଣବୀର କପୁର, ଦୀଶା...

Anant ambani radhika merchant sangeet ceremony at nmacc
ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ସଂଗୀତ ସମାରୋହ; ଦେଖିବାକୁ ମିଳିଲା ହଲିଉଡ୍ ସିଙ୍ଗରଙ୍କ ଜଲ୍‌ୱା

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଚେୟାରମ୍ୟାନ୍ ତଥା ଏମ୍‌ଡି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ବିରେନ୍ ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚାଣ୍ଟ ଜୁଲାଇ ୧୨ରେ ହାତକୁ ଦି’ ହାତ ହେବାକୁ ଯାଉଛନ୍ତି, କିନ୍ତୁ ମାର୍ଚ୍ଚ ଠାରୁ ସେମାନଙ୍କର ବିବାହ ପୂର୍ବ ଉତ୍ସବ ପୂରା ଜୋରସୋରରେ ଚାଲିଛି।

Netra Utsav 2024 What are the rituals of Netrotsava
Netra Utsav 2024: ତୁଳସୀ କାଠିରେ ଅଙ୍କାଯାଏ ନେତ୍ର ପିତୁଳା; ଜାଣନ୍ତୁ କୋଉଠୁ ଆସେ ଏହି କାଠି

ନବଯୌବନ ଦର୍ଶନ ପରେ ଶ୍ରୀଗୁଣ୍ଡିଚା ଦିନ ନେତ୍ରୋତ୍ସବ ନୀତି ପାଳିତ ହୋଇଥାଏ। ଏହାର ବିଧି ସ୍ୱତନ୍ତ୍ର। ନବଯୌବନ ଦର୍ଶନ ପୂର୍ବରୁ ବନକଲାଗି ସମୟରେ ଶ୍ରୀମୁଖ-ଶିଙ୍ଗାରୀ ଦତ୍ତ ମହାପାତ୍ର ସେବକ ଶ୍ରୀଜୀଉଙ୍କର ନେତ୍ର ଅଙ୍କନ କରିଥାଆନ୍ତି। କିନ୍ତୁ ତାହା ସମ୍ପୂର୍ଣ୍ଣ ହୋଇ ନ ଥାଏ। ଜାଣନ୍ତୁ ଏହା କେବେ ଶେଷ...

pandit ji did tremendous dance infront of dulha dulhan
Viral Video: ବିବାହ ଦେଉ ଦେଉ ଗୋବିନ୍ଦାଙ୍କ ଷ୍ଟାଇଲ୍‌ରେ ନାଚିଲେ ପୁରୋହିତ

ହିନ୍ଦୁ ପରମ୍ପରା ଅନୁସାରେ କୌଣସି ବିବାହ ବିନା ପଣ୍ଡିତରେ ହୁଏ ନାହିଁ। କାରଣ ପଣ୍ଡିତଙ୍କ ମନ୍ତ୍ର ଧ୍ୱନୀରେ ଦୁଇ ଅଜଣା ବ୍ୟକ୍ତି ପରସ୍ପରଙ୍କୁ ସାତ ଜନ୍ମ ପାଇଁ ନିଜର କରନ୍ତି। କିନ୍ତୁ ସୋସିଆଲ୍ ମିଡିଆରେ ଏବେ ଏମିତି ଏକ ବିବାହ ଦେଖିବାକୁ ମିଳୁଛି ଯେଉଁଠି ପଣ୍ଡିତଙ୍କ ଡ୍ୟାନ୍ସ ସମସ୍ତଙ୍କୁ...

Why is lord Jagannath's this appearance called Nabajaubana
Nabajoubana 2024: କାହିଁକି ଠାକୁରଙ୍କ ଏହି ଦିବ୍ୟ ସୁନ୍ଦର ବେଶକୁ କୁହାଯାଏ ‘ନବଯୌବନ’

ଶ୍ରୀମନ୍ଦିରରେ ଅନୁଷ୍ଠିତ ଅନେକ ଯାତ୍ରା ବା ପର୍ବରେ ତାଙ୍କର ବିଜେପ୍ରତିମା ପ୍ରତିନିଧିତ୍ୱ କରୁଥିବା ବେଳେ ସ୍ନାନଯାତ୍ରା ଓ ରଥଯାତ୍ରାରେ ଶ୍ରୀଜୀଉ ସ୍ୱୟଂ ରତ୍ନସିଂହାସନରୁ ଶ୍ରୀମନ୍ଦିର ବାହାରକୁ ଆସିଥାଆନ୍ତି। ସ୍ନାନଯାତ୍ରାରୁ ରଥଯାତ୍ରା ପର୍ଯ୍ୟନ୍ତ ଠାକୁରଙ୍କର ରହିଛି ଅନେକ ନୀତି। ନବଯୌବନ ବେଶ ସେଥିରୁ ଅନ୍ୟତମ।

UCO Bank Recruitment apply for 544 Posts
UCO Bank Recruitment 2024: UCO ବ୍ୟାଙ୍କରେ ପୂରଣ ହେବ ୫୦୦ରୁ ଅଧିକ ପଦବୀ; ଓଡ଼ିଶା ପାଇଁ ଏତେ ପଦବୀ

ବ୍ୟାଙ୍କରେ ଚାକିରି କରିବାକୁ ଇଛା ଓ ଜରୁରୀ ଯୋଗ୍ୟତା ଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। UCO ବ୍ୟାଙ୍କ ଏହି ସୁଯୋଗ ନେଇଆସିଛି। ଏନେଇ UCO ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଜାଣନ୍ତୁ ଓଡ଼ିଶାରେ କେତେ ପଦବୀ ପୂରଣ ହେବ।

Movies shined in first half of 2024
ଏହି ବର୍ଷ ପ୍ରଥମ ୬ ମାସରେ ବକ୍ସ ଅଫିସ୍‌ରେ ହଇଚଇ କରିଥିବା ତେଲୁଗୁ ଫିଲ୍ମ

ବର୍ଷ ଶେଷ ହେବାକୁ ଆଉ ଛଅ ମାସ ବାକି ଅଛି ଏବଂ ବଡ ତାରକାଙ୍କ ଅଭିନୀତ ଆଉ କିଛି ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ସେମାନଙ୍କର ପ୍ରଦର୍ଶନ କିପରି ହେବ ତାହା କେବଳ ସମୟ କହିବ, କିନ୍ତୁ ଏହାପୂର୍ବରୁ ଆମକୁ ସେହି ଚଳଚ୍ଚିତ୍ରଗୁଡ଼ିକ ବିଷୟରେ ଜାଣିବା ଯାହା ବର୍ତ୍ତମାନ...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।