• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Kangana Ranaut will leave bollywood on one condition
ଚଳଚ୍ଚିତ୍ର ଜଗତ ମିଛ, ଏଠି ସବୁକିଛି ଫେକ୍; ଏହା ଏକ ନକଲି ଦୁନିଆ ଯାହା ଦର୍ଶକଙ୍କୁ ଆକର୍ଷଣ କରେ - କଙ୍ଗନା

ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ରାଜନେତା ହେବା ପରେ ଗ୍ଲାମର ଇଣ୍ଡଷ୍ଟ୍ରିକୁ ମଧ୍ୟ ବିଦାୟ ଦେଇଛନ୍ତି। ବର୍ତ୍ତମାନ କଙ୍ଗନା ରାଣାୱତ୍‌ଙ୍କ କଥାବାର୍ତ୍ତାରୁ ଲାଗୁଛି ସେ ମଧ୍ୟ ଏମିତି ଯୋଜନା କରୁଛନ୍ତି। ବଲିଉଡ୍‌ର ଏହି ଜଣାଶୁଣା ନାୟିକା ଆଗାମୀ ଦିନରେ ବଲିଉଡ୍‌ରୁ ବିଦାୟ ନେଇପାରନ୍ତି, କିନ୍ତୁ ତାଙ୍କର ଏକ ସର୍ତ୍ତ...

Tips and tricks how to keep kitchen cool in hot summer days
Tips and Tricks: ରୋଷେଇ ଘରେ ବେଶି ଗରମ ହେଉଛି କି; ଜାଣନ୍ତୁ ଏଥିରୁ ରକ୍ଷା ପାଇବାର ଉପାୟ

ଖରା ଦିନେ ରୋଷେଇ ଘରକୁ ଯିବାକୁ କିଏ ବା ଚାହେଁ। ଏପରି ପରିସ୍ଥିତିରେ ଆପଣ ମଧ୍ୟ ଚାହୁଥିବେ ଏମିତି କ’ଣ କଲେ ରୋଷେଇ ଘରେ ଏତେ ଗରମ ହେବ ନାହିଁ। ତେବେ ଏଥିପାଇଁ ଆପଣଙ୍କୁ କିଛି ଟିପ୍ସ ଅନୁସରଣ କରିବାକୁ ପଡିବ। ଏହି ଟିପ୍ସଗୁଡିକ ଚେଷ୍ଟା କରନ୍ତୁ, ରୋଷେଇ...

Happy retirement meru 22 indian army unit dog travels first class to home
Viral: ଭାରତୀୟ ସେନାରୁ ଅବସର ନେଲା କୁକୁର; ସମ୍ମାନର ସହ ଏସି କୋଚ୍‌ରେ ଘରକୁ ଗଲା

ଭାରତୀୟ ସେନାର ଏକ କୁକୁରର ଅବସର ପରେ ତାକୁ ମିଳିଥିବା ସମ୍ମାନ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେନା କୁକୁର ମେରୁ ମେରୁଟ୍‌ରେ ତାଙ୍କ ଅବସର ଗୃହରେ ପହଞ୍ଚିବା ପାଇଁ ଟ୍ରେନର ଏସି ପ୍ରଥମ କୋଚରେ ଯାତ୍ରା କରିଛି।

If you eat these 5 things with tea then give it up today
Tea Time Tips: ଚା’ ସହିତ ଖାଉଛନ୍ତି କି ଏହି ୫ ଜିନିଷ, ଆଜି ହିଁ ଛାଡନ୍ତୁ; ନଚେତ ହେଇପାରେ ଏମିତି ଅବସ୍ଥା

ଆଜିକାଲି ପ୍ରାୟ ସମସ୍ତେ ଚା’ ପ୍ରିୟ। ଯଦି ଚା ସହିତ କିଛି ଖାଇବାକୁ ମିଳିଗଲା ତେବେ କଥା ସରିଲା। କିନ୍ତୁ ଏମିତି କିଛି ଖାଦ୍ୟ ଅଛି ଯାହାକୁ ଚା’ ସହିତ ଖାଇବା ଉଚିତ ନୁହେଁ। ଡାକ୍ତରଙ୍କ ଅନୁଯାୟୀ ଏହା ଅନେକ ପେଟ ଏବଂ ହୃଦୟ ସମ୍ବନ୍ଧୀୟ ରୋଗ ସୃଷ୍ଟି...

airman group y medical assistant posts vacancy
Indian Air Force Recruitment: ଭାରତୀୟ ବାୟୁସେନାରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି କି; ଆପଣଙ୍କ ପାଇଁ ସୁଯୋଗ

ଭାରତୀୟ ବାୟୁସେନାରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ଯୁବବର୍ଗଙ୍କ ପାଇଁ ଏହି ଖବର। ଏୟାରମ୍ୟାନ୍ ଗ୍ରୁପ୍ Y ଅଧୀନରେ ମେଡିକାଲ୍ ଆସିଷ୍ଟାଣ୍ଟ ପଦବୀ ପୂରଣ ହେବ। ଏନେଇ IAF ବିଜ୍ଞପ୍ତି ପ୍ରକାଶ କରିଛି।

Deepika padukone baby bump visible in white shirt
ବେବୀ ବମ୍ପ୍ ସହ ବାହାରେ ନଜର ଆସିଲେ ଦୀପିକା ପାଦୁକୋନ

ଦୀପିକା ପାଦୁକୋନ ଗର୍ଭଧାରଣ ସମୟକୁ ଖୁବ୍ ଉପଭୋଗ କରୁଛନ୍ତି। ଏହାରି ଭିତରେ ସେ ଲୋକସଭା ନିର୍ବାଚନରେ ଭୋଟ୍ ଦେବାକୁ ପହଞ୍ଚିଛନ୍ତି। ଏହି ସମୟରେ ତାଙ୍କୁ ତାଙ୍କ ସ୍ୱାମୀ ତଥା ଅଭିନେତା ରଣବୀର ସିଂହଙ୍କ ସହ ଦେଖିବାକୁ ମିଳିଥିଲା।

Sonam kapoor shaving photo viral on internet
ମୁହଁରେ ସେଭିଂ କ୍ରିମ୍ ମାରି, ରେଜର୍‌ରେ ଦାଢି କାଟୁଛନ୍ତି ସୋନମ କପୁର

ସୋନମ କପୁରଙ୍କ ପାରମ୍ପରିକ୍ ଲୁକ୍ ହେଉ କି ପାଶ୍ଚାତ୍ୟ ଲୁକ୍, ତାଙ୍କ ଷ୍ଟାଇଲ୍ ମିଟର ସର୍ବଦା ଉଚ୍ଚରେ ଥାଏ। ସୋନମ ସୋସିଆଲ ମିଡିଆରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଏହାର ରହସ୍ୟକୁ ଖୋଲି ଦେଇଛନ୍ତି। ସେ ରେଜର୍ ଧରି ଦାଢି କାଟୁଛନ୍ତି।

Woman shows desi jugaad to chill water without refrigerator
Viral Video: ପାଣି ଥଣ୍ଡା କରିବାର ଗାଉଁଲି ଉପାୟ; ଦରକାର ହେବ ନାହିଁ ଫ୍ରିଜ୍

ବର୍ତ୍ତମାନ ଭାରତୀୟ ଗାଁର ଏକ ଭିଡିଓ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବିନା ଫ୍ରିଜ୍ ଓ ବିନା ବିଦ୍ୟୁତ୍‌ରେ ପାଣି ଥଣ୍ଡା କରିବାର ସହଜ ଏବଂ ପ୍ରଭାବଶାଳୀ ଉପାୟ ଦେଖିବାକୁ ମିଳେ। ଆପଣ ଦେଖି ଆଶ୍ଚର୍ଯ୍ୟ ହେବେ।

Yoga tips know yoga poses for weakness
Yogasana: ଆପଣ ସବୁବେଳେ ଦୁର୍ବଳ ଅନୁଭବ କରୁଛନ୍ତି କି; କରନ୍ତୁ ଏହି ଯୋଗ, ଶରୀରରେ ଖେଳିଯିବ ଶକ୍ତି

ଦିନ ସାରା କ୍ଳାନ୍ତ ଲାଗିବା ଅବସ୍ଥାକୁ କ୍ରନିକ୍ ଫଟିଗ୍ ସିଣ୍ଡ୍ରୋମ କୁହାଯାଏ। ଏଭଳି ଥକାପଣ ଏବଂ ଦୁର୍ବଳତାକୁ ଦୂର କରିବା ପାଇଁ, ଆପଣ ଦିନସାରା ଶୋଇଲେ ବି କିଛି ଲାଭ ହୁଏନି। ଏପରି ପରିସ୍ଥିତିରେ, ଥକାପଣ ଏବଂ ଦୁର୍ବଳତାର ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଯୋଗ...

These 5 secrets never share anyone unless you can be cheated
Relationship: କାହାକୁ ବି କୁହନ୍ତୁ ନାହିଁ ଏହି ୫ଟି ଗୁପ୍ତ କଥା; ହୋଇପାରନ୍ତି ଅପମାନିତ

ଅନେକ ସମୟରେ ଏମିତି ହୁଏ ଯେ କଥାବାର୍ତ୍ତା କରିବା ସମୟରେ ବ୍ୟକ୍ତି ଭାବନାରେ ଏମିତି ବୁଡିଯାଏ ଯେ ଯେଉଁ କଥା ନ କହିବା ଉଚିତ ତାହା କହିଦିଏ। ନିଜର ଏମିତି ଛୋଟ ଛୋଟ ଭୁଲ୍ ପାଇଁ ପରେ ଅପମାନିତ ହେବାକୁ ପଡେ। ତେବେ ସେହି ରହସ୍ୟଗୁଡିକ କ’ଣ...

BSF Recruitment 2024 apply for 144 posts
BSF Recruitment 2024: ଭାରତୀୟ ସେନାରେ ପୂରଣ ହେବ ଅନେକ ପଦବୀ; ଦଶମ ପିଲା ବି ନେବେ ସୁଯୋଗ

ସେନାରେ ଚାକିରି କରିବା ଏକ ସମ୍ମାନର କଥା ହୋଇଥାଏ। ଏନେଇ ସୀମା ସୁରକ୍ଷା ବଳ (BSF) ରେ ଚାକିରି ପାଇବାକୁ ପ୍ରାୟ ସମସ୍ତେ ସ୍ୱପ୍ନ ଦେଖନ୍ତି। ଯଦି ଆପଣ BSFରେ କାମ କରିବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଏହି ସୁଯୋଗ ଆପଣଙ୍କ ପାଇଁ।

Shobhit dhulipala wreaked havoc wearing a golden dress fans said looking like Oscar
Cannes Film Festival 2024: କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଘାତକ ଅବତାରରେ ଶୋଭିତା ଧୁଲିପାଲା

ସାଉଥ୍‌ରୁ ବଲିଉଡ ଚଳଚ୍ଚିତ୍ର ପର୍ଯ୍ୟନ୍ତ ନିଜର ଅଭିନୟ କାରଣରୁ ଶୋଭିତା ଧୁଲିପାଲା ଚର୍ଚ୍ଚାରେ ରହିଥା’ନ୍ତି। ଆଜିକାଲି ଅଭିନେତ୍ରୀ କାନ୍ସ ୨୦୨୪ରେ ନିଜର ଜଲ୍‌ୱା ଦେଖାଉଥିବ ନଜର ଆସିଛନ୍ତି। ସେ ଏକ ସୁବର୍ଣ୍ଣ ରଙ୍ଗର ପୋଷାକରେ ଏକ ଫଟୋସୁଟ୍ କରିଛନ୍ତି ଏବଂ ଯାହାର ଛବି ଶେୟାର୍ କରିଛନ୍ତି।

Aastha shah got chance to walk on cannes film festival red carpet
Cannes Film Festival 2024: ଏମିତି ରୋଗ ସତ୍ତ୍ୱେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ମିଳିଗଲା ସୁଯୋଗ; ଦେଖେଇଦେଲେ କରାମତି

'ଭିଟିଲିଗୋ'ରେ ପୀଡିତ ଆସ୍ଥା ଶାହା ଜଣେ କଣ୍ଟେଣ୍ଟ୍ କ୍ରିଏଟର୍ ଯିଏ ଏହି ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି। ୭୭ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସେ ଗର୍ବର ସହିତ ନିଜକୁ ଉପସ୍ଥାପିତ କରିଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି, 'ବର୍ଷ ବର୍ଷ ଧରି ମୋର...

'ଚନ୍ଦୁ ଚମ୍ପିଅନ୍'ର ଟ୍ରେଲର ଲଞ୍ଚ୍‌; କାଟ୍ରିନା କହିଲେ ଆଉ ଅପେକ୍ଷା କରିପାରିବି ନାହିଁ
Trailer Lunch: 'ଚନ୍ଦୁ ଚମ୍ପିଅନ୍'ର ଟ୍ରେଲର ଲଞ୍ଚ୍‌; କାଟ୍ରିନା କହିଲେ ଆଉ ଅପେକ୍ଷା କରିପାରିବି ନାହିଁ

ଚଳଚ୍ଚିତ୍ର 'ଚନ୍ଦୁ ଚମ୍ପିଅନ୍'ର ଟ୍ରେଲର ଲଞ୍ଚ କରାଯାଇଛି। କାର୍ତ୍ତିକ ଆର୍ଯ୍ୟନଙ୍କ ‘ଚନ୍ଦୁ ଚମ୍ପିୟନ’ର ଟ୍ରେଲରକୁ ଦେଖୁଥିବା ଲୋକଙ୍କ ମଧ୍ୟରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ମଧ୍ୟ ଜଣେ। ସେ ଟ୍ରେଲର୍ ଦେଖି ଏହାକୁ ଖୁବ୍ ପ୍ରଶଂସା କରିଛନ୍ତି।

Use amla to darken white hair at home
Hair Care: ଘରେ ତିଆରି କରନ୍ତୁ ଅଁଳାରେ ମାସ୍କ; ଧଳା ଚୁଟିରେ ଲଗାନ୍ତୁ, ହୋଇଯିବ କଳା

ଆପଣଙ୍କ ଚୁଟି ପାଚି ଗଲାଣି କି… ଘରୋଇ ଉପାୟରେ କରିପାରିବେ ପ୍ରାକୃତିକ କଳା। ଧଳା ଚୁଟିକୁ କଳା କରିବା ପାଇଁ ଆପଣ ଅଁଳା ବ୍ୟବହାର କରିପାରିବେ। ତେବେ ଧଳା ଚୁଟିକୁ କଳା କରିବା ପାଇଁ ଅଁଳା କେଉଁ ଉପାୟରେ ବ୍ୟବହାର କରାଯାଇପାରିବ ଆସନ୍ତୁ ଜାଣିବା।

4 easy tips to get rid of smartphone or mobile addiction in children
Parenting Tips: ଆପଣଙ୍କ ପିଲା ମୋବାଇଲ୍ ନିଶାରେ ପୀଡିତ କି… ଛଡାଇବାର ୪ ସହଜ ଉପାୟ

ମୋବାଇଲ୍ ନିଶା ପିଲାମାନଙ୍କର ଖାଲି କ୍ୟାରିୟର୍ ଉପରେ ପ୍ରଭାବ ପକାଉ ନାହିଁ, ବରଂ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି। ଏହି କାରଣରୁ ସାରା ଦେଶରେ ପିଲାମାନେ ଆତ୍ମହତ୍ୟା କରିବା ଭଳି ଘଟଣା ସାମ୍ନାକୁ ଆସୁଛି। ଏହି ନିଶା ଛଡାଇବାର ୪ ସହଜ ଉପାୟ।

you can find lost mobile with imei number in india
Technology: ଆଉ ମୋବାଇଲ୍ ଚୋରିର ଚିନ୍ତା ନାହିଁ; ଏହି ଆପ୍‌ରୁ ମିଳିଯିବ ହଜିଲା ଫୋନ୍

ଯଦି କୌଣସି କାରଣରୁ ମୋବାଇଲ୍ ହଜିଯାଏ କିମ୍ବା ଚୋରି ହୋଇଯାଏ, ଏହା ଏକ ବଡ ସମସ୍ୟା ହୋଇଯାଏ। ବ୍ୟକ୍ତି ଜଣକ ଚିନ୍ତାରେ ପଡିଯାଏ। ଏବେ IMEI ସହାୟତାରେ, ଏକ ଚୋରି ହୋଇଥିବା ଫୋନକୁ ମଧ୍ୟ ଖୋଜି ବାହାର କରାଯାଇପାରିବ ଏବଂ ଆପଣଙ୍କ ପାଖରେ ଥିବା ଫୋନଟି ଅସଲି କି...

Senior Resident Job in Indian Railways
Railway Recruitment 2024: ଉତ୍ତର ରେଳବାଇରେ ଚାକିରି; ଚୟନ ହେଲେ ମାସକୁ ୨ ଲକ୍ଷରୁ ଅଧିକ ଦରମା

ଭାରତୀୟ ରେଳବାଇରେ ଚାକିରି ପାଇବାକୁ ଇଚ୍ଛା କରୁଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଉତ୍ତର ରେଳବାଇ ଏହି ସୁଯୋଗ ନେଇ ଆସିଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ପୋଷ୍ଟ୍ ଗ୍ରାଜୁଏସନ କରିଥିବେ ତେବେ ଏହି ସୁଯୋଗ ନେଇପାରିବେ।

Kiara advani gave glimpse of her outfit before debut at the 77th cannes film festival
କିଆରା ଦେଖେଇଲେ ଲୁକ୍‌ର ଝଲକ; ଫ୍ୟାଶନ ଷ୍ଟାଇଲ୍‌ ଦେଖି ଦିୱାନା ହେଲେ ପ୍ରଶଂସକ

ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପରେ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଫ୍ରେଞ୍ଚ ରିଭେରାରେ ପହଞ୍ଚିଛନ୍ତି। ସେ ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିବାକୁ ଯାଉଛନ୍ତି। ରେଡ୍ କାର୍ପେଟ୍‌ରେ ନିଜ ସୌନ୍ଦର୍ଯ୍ୟର ଜଲ୍‌ୱା ଦେଖେଇବା ପୂର୍ବରୁ କିଆରା ତାଙ୍କ ଲୁକ୍‌ର ଝଲକ ଦେଖାଇଛନ୍ତି। ତାଙ୍କର ଏହି ପୂର୍ବ ଝଲକ...

Tmkoc fame gurucharan singh came home you will be surprised to know the fact
ଘରକୁ ଫେରିଲେ 'ତାରକ ମେହେଟ୍ଟା କା ଉଲ୍‌ଟା ଚଶ୍‌ମା'ର ସୋଡି; ଏତେଦିନ ଯାଏ କୋଉଠି ଥିଲେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଗୁରୁଚରଣ ସିଂହ ବର୍ତ୍ତମାନ ୨୫ ଦିନ ପରେ ଘରକୁ ଫେରିଛନ୍ତି। ଘରକୁ ଫେରିଥିବା ଗୁରୁଚରଣଙ୍କୁ ପଚରାଉଚରା ପରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ସେ କହିଛନ୍ତି ଯେ ସେ ଆଡେ ସାଡେ ବୁଲୁଥିଲେ। ଏହା ଶୁଣି ପୋଲିସ ଆଶ୍ଚର୍ଯ୍ୟ ହୋଇଛି ଏବଂ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।