• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

RRB JE Recruitment 2024
RRB JE Recruitment: RRBରେ ପୂରଣ ହେବ ଜୁନିୟର୍ ଇଂଜିନିୟରିଂ ପଦବୀ; ପାଖାପାଖି ୮ହଜାର ପିଲା ନେବେ ସୁଯୋଗ

RRB ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ପାଖାପାଖି ୮ହଜାର ପଦବୀ ପୂରଣ ହେବ। ଏହି ନିଯୁକ୍ତି ବିଷୟରେ ବିସ୍ତୃତ ଭାବେ ଜାଣିବା ପାଇଁ ପୂରା ଖବରକୁ ପଢନ୍ତୁ।

International Tiger Day 2024
International Tiger Day 2024 : ଭାରତରେ ବଢୁଛି ବାଘ ସଂଖ୍ୟା; ଜାଣନ୍ତୁ କେତେରେ ପହଞ୍ଚିଲେଣି

ଯଦି ବାଘ ବଂଶ ଲୋପ ପାଇଯାଏ, ତେବେ ସମଗ୍ର ଇକୋସିଷ୍ଟମରେ ନକରାତ୍ମକ ପ୍ରଭାବ ପଡିପାରେ। ତେଣୁ ଏମାନଙ୍କ ଗୁରୁତ୍ୱକୁ ବୁଝିବା ଜରୁରୀ। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ୨୯ ଜୁଲାଇରେ ସମଗ୍ର ବିଶ୍ୱରେ ‘ଅନ୍ତର୍ଜାତୀୟ ବାଘ ଦିବସ’ ପାଳନ କରାଯାଏ।

Ulajh makers organised fan screenings before release
ରିଲିଜ୍ ପୂର୍ବରୁ ଚର୍ଚ୍ଚା; ସସ୍‌ପେନ୍ସରେ ଭରା ଜାହ୍ନବୀ କପୁରଙ୍କ ଏହି ଫିଲ୍ମ

ଜାହ୍ନବୀ କପୁରଙ୍କ 'ଉଲଝ୍' ଅଫିସିଆଲ୍ ରିଲିଜ୍ ପୂର୍ବରୁ ଫିଲ୍ମ ଟିମ୍ ଅନେକ ସହରରେ ସ୍ୱତନ୍ତ୍ର ପ୍ରିଭ୍ୟୁ ସ୍କ୍ରିନିଂ ଘୋଷଣା କରିଛି, ଯାହାର ଟିକେଟ୍ ମାତ୍ର ୩୦ ମିନିଟ୍‌ରେ ବିକ୍ରି ହୋଇଯାଇଛି। ଏହି ଫିଲ୍ମକୁ ନେଇ ବର୍ତ୍ତମାନ ଜାହ୍ନବୀ ଚାରିଆଡେ ଛାଇଗଲେଣି।

RBI Grade-B Officer recruitment
RBI Recruitment: RBI ରେ ପୂରଣ ହେବ B ଗ୍ରେଡ୍ ଅଫିସର ପଦବୀ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

RBIରେ ଚାକିରି କରିବା ସ୍ୱପ୍ନ ଅନେକ ଯୁବାପିଢିଙ୍କ ମଧ୍ୟରେ ଥାଏ। ଆପଣ ଯଦି ଏହି ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର ଆପଣଙ୍କୁ ଖୁସି କରିଦେବ। କାରଣ RBI ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Whose power is too much in the house Amitabh Bachchan gave answer to such a question
ଘରେ କାହାର ରାଜୁତି ଅଧିକ ଚାଲେ…. ଏମିତି ପ୍ରଶ୍ନର ସାଙ୍ଘାତିକ ଉତ୍ତର ଦେଲେ ଅମିତାଭ ବଚ୍ଚନ

ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି ବୈବାହିକ ଜୀବନ ବିତାଉଛନ୍ତି। ଏନେଇ ତାଙ୍କ ପ୍ରଶଂସକ ହୁଅନ୍ତୁ କି ଦର୍ଶକ ଯିଏ ତାଙ୍କ ସଫଳ ବିବାହ ପଛର ରହସ୍ୟ ବିଷୟରେ ପଚାରନ୍ତି ସେ ସର୍ବଦା ଏହାର ଉତ୍ତର ଦିଅନ୍ତି।

Kriti sanon break silence about nepotism actress
ବଡ ଡେବ୍ୟୁ ହିଟ୍ ଦେବା ପରେ ମଧ୍ୟ ସଂଘର୍ଷ କରୁଛନ୍ତି ଏହି ନାୟିକା; କହିଲେ ମୁଁ ଯଦି ଫିଲ୍ମ ପରିବାରର ହୋଇଥାନ୍ତି…

ବଲିଉଡ୍‌ରେ ଏମିତି କିଛି ସେଲିବ୍ରିଟି ମଧ୍ୟ ଅଛନ୍ତି ଯେଉଁମାନେ ଷ୍ଟାର୍ କିଡ୍ସ ନୁହନ୍ତି। ସେମାନଙ୍କ ଉତ୍କୃଷ୍ଟ ଅଭିନୟ ଆଧାରରେ ସେମାନେ ସିନେମାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ କ୍ରିତି ସାନନ୍ ମଧ୍ୟ ଜଣେ। ତେଲୁଗୁ ଚଳଚ୍ଚିତ୍ରରୁ କ୍ୟାରିଅର୍ ଆରମ୍ଭ କରିଥିବା ଅଭିନେତ୍ରୀ...

Triptii dimri the part of animal park said about the film
ଆରମ୍ଭ ହେବ 'ଆନିମଲ୍ ପାର୍କ'ର ସୁଟିଂ; ଫିଲ୍ମକୁ ନେଇ ଏମିତି କହିଲେ ବୋଲ୍ଡ କ୍ୱିନ୍ ତୃପ୍ତି ଡିମ୍‌ରୀ

ରୋଜଗାର କ୍ଷେତ୍ରରେ ବକ୍ସ ଅଫିସରେ 'ଆନିମଲ' ଏକ ଆଲୋଡ଼ନ ସୃଷ୍ଟି କରିଥିଲା। ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ଏହାର ସିକ୍ୱେଲକୁ ଅପେକ୍ଷା କରିଛନ୍ତି। ଏହି ସମୟରେ ତୃପ୍ତି ଡିମ୍‌ରୀ ‘ଆନିମଲ୍ ପାର୍କ’କୁ ନେଇ ଅପ୍‌ଡେଟ୍ ସୂଚନା ଦେଇଛନ୍ତି।

Google will no longer remove cookies from chrome browser
Technology: ଗୁଗୁଲ୍‌ର ବଡ଼ ନିଷ୍ପତ୍ତି; କ୍ରୋମ୍ ବ୍ରାଉଜର୍‌ରୁ ଉଠିଯିବ ଏହି ଲୋକପ୍ରିୟ ଆପ୍ସ, ଆଉ ରହିବନି ଡାଟା

ଗୁଗୁଲ ପ୍ରାୟତଃ ନୂଆ ନୂଆ ଅପ୍‌ଡେଟ୍ ଉପରେ କାର୍ଯ୍ୟ ଜାରି ରଖିଥାଏ, ଯାହା ଦ୍ୱାରା ଉପଭୋକ୍ତାମାନେ ଉନ୍ନତ ସୁବିଧା ପାଇପାରିବେ। ଏପରି ପରିସ୍ଥିତିରେ, ଅନେକ ଲୋକ ସ୍ମାର୍ଟଫୋନ୍‌ରେ ଗୁଗୁଲ୍ କ୍ରୋମ୍ ବ୍ରାଉଜର୍ ବ୍ୟବହାର କରନ୍ତି। ଆପଣ ଯଦି ଗୁଗୁଲ୍ କ୍ରୋମ୍ ବ୍ରାଉଜର୍ ବ୍ୟବହାର କରୁଛନ୍ତି ତେବେ ଆପଣ ଏହି...

SBI Recruitment Apply for 68 posts
SBI Recruitment 2024: ଗ୍ରାଜୁଏସନ୍ କରିଥିଲେ SBIରେ ଚାକିରି; ଦରମା ପାଖାପାଖି ୮୬ ହଜାର

ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିଲେ ସୁବର୍ଣ୍ଣ ସୁଯୋଗ। ଏନେଇ SBI ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ SBIରେ ଅଫିସର ଓ କ୍ଲର୍କ ପଦବୀ ପୂରଣ ହେବ।

sai pallavi alleged relationship with married actor
ଗୁଜବ ବଜାର ଗରମ; ଦୁଇ ପିଲାର ବାପାଙ୍କୁ ହୃଦୟ ଦେଲେ ସାଇ ପଲ୍ଲଭୀ

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟତମ ପ୍ରସିଦ୍ଧ ତାରକା ସାଇ ପଲ୍ଲଭୀ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଜବରଦସ୍ତ ଅଭିନୟ ପାଇଁ ଜଣାଶୁଣା। ସାଉଥ୍‌ରେ 'ପ୍ରେମମ୍' ଏବଂ 'ମିଡିଲ୍ କ୍ଲାସ୍ ଅବ୍ବାୟୀ' ଭଳି ଫିଲ୍ମରେ ଅଭିନୟ କରି ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ସାଇ ପଲ୍ଲଭୀ...

Lawrence bishnoi brother talk to shooters before fire at salman khan house
ଏମିତି ଭାବେ ଗୁଳି ମାଡ କରିବ ଯେମିତି ସଲମାନ ଖାନ ଡରିଯିବେ; କିଏ ସୁଟର୍ସଙ୍କୁ କହିଥିଲେ ଏମିତି

ସଲମାନ ଖାନଙ୍କ ଘର ଉପରେ ଗୁଳି ମାଡ ମାମଲାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ଭାଇ ଅନ୍‌ମୋଲ୍‌ ବିଷ୍ନୋଇ ବଲିଉଡ୍‌ ସୁପରଷ୍ଟାରଙ୍କ ଘରେ ଗୁଳି ମାଡ ପୂର୍ବରୁ ସୁଟରମାନଙ୍କୁ ୯ ମିନିଟ୍‌ର ପ୍ରେରଣାଦାୟକ ଭାଷଣ ଦେଇଥିଲେ।

Janhvi kapoor talks about marriage plans with shikhar pahariya
ଏହି ଯୁବକଙ୍କ ସହ ଚାଲିଛି ଜାହ୍ନବୀ କପୁରଙ୍କ ରୋମାନ୍ସ; ବିବାହକୁ ନେଇ କହିଲେ ଏମିତି

ଶିଖର ପାହାଡିୟାଙ୍କ ସହ ଜାହ୍ନବୀ କପୁରଙ୍କ ରୋମାନ୍ସ ପ୍ରାୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଉଭୟ ସେମାନଙ୍କ ପ୍ରେମକୁ ପ୍ରକାଶ କରିବାକୁ କେବେ ବି ପଛାନ୍ତି ନାହିଁ। ବର୍ତ୍ତମାନ ଶ୍ରୀଦେବୀ ଏବଂ ବୋନି କପୁରଙ୍କ ଲଳନା କେବେ ବିବାହ କରିବେ ବୋଲି ପ୍ରକାଶ କରିଛନ୍ତି।

India will always be proud for kargil heroes
Kargil Vijay Diwas 2024: ଲୁହ ଆଣିଦେବ ଏହି ୫ କାର୍ଗିଲ ସହିଦଙ୍କ ବୀରତ୍ୱର କାହାଣୀ

ଆମେ ସମସ୍ତେ ଜାଣୁ ଯେ ସମଗ୍ର ଦେଶ ଶାନ୍ତିରେ ଶୋଇବା ପାଇଁ କାର୍ଗିଲ ଯୁଦ୍ଧ ସମୟରେ ସେନାର ବୀରମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସେମାନଙ୍କର ସାହସ ଏବଂ ବୀରତ୍ୱର କାହାଣୀ ଜୀବନଠାରୁ ବି ବଡ଼। ତେବେ ଆସନ୍ତୁ ଏମିତି ୫ ଜଣ ବୀରଙ୍କ ବିଷୟରେ ଜାଣିବା ଯିଏ...

Southern Railway Recruitment Apply for 2438 posts
Southern Railway Recruitment: ଦଶମ ପାଶ୍ କରି ITI କରିଛନ୍ତି କି… ରେଳବାଇରେ ଚାକିରି ସୁଯୋଗ

ଆପଣ ଯଦି ରେଳବାଇରେ ଚାକିରି କରିବା ନେଇ ସ୍ୱପ୍ନ ଦେଖୁଥାନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ଦକ୍ଷିଣ ରେଳବାଇ(SR)ରେ ଅନେକଗୁଡିଏ ପଦବୀ ପୂରଣ ହେବ। ଏନେଇ SR ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ୨୪୦୦ରୁ ଅଧିକ ପଦବୀ ପୂରଣ ହେବ।

Sanjay dutt raveena tandon ghudchadhi trailer release
Ghudchadhi trailer: ବହୁଦିନ ପରେ ଏକାଠି ହେଲେ ସଞ୍ଜୟ ଦତ୍ତ-ରବୀନା ଟଣ୍ଡନ୍; ଏହି ଫିଲ୍ମରେ କରିବେ ରୋମାନ୍ସ

‘ଘୁଡ୍‌ଚଡି’ର ଟ୍ରେଲର୍‌ ରିଲିଜ ହୋଇଛି। ଏହି ଫିଲ୍ମଟି ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ବିଶେଷ କଥା ହେଉଛି ‘ଘୁଡ୍‌ଚଡି’ରେ ସଞ୍ଜୟ ଦତ୍ତଙ୍କ ସହ ରବିନା ଟଣ୍ଡନଙ୍କ ରୋମାଣ୍ଟିକ୍ ଯୋଡି ଦେଖିବାକୁ ମିଳିବ। ଏଥିରେ ବୁଢା ବୟସରେ ପ୍ରେମ ହେବାର ଦେଖିବାକୁ ମିଳିବ।

janhvi kapoor tells who introduces her to first bra
ଜାହ୍ନବୀ କହିଲେ କିଏ ତାଙ୍କୁ ଅନ୍ତର୍ବସ୍ତ୍ର ସହିତ ପରିଚିତ କରେଇଥିଲେ; ଜାଣନ୍ତୁ ବାପା ନା ମା’…

ଯେତେବେଳେ ଜାହ୍ନବୀ ତାଙ୍କ ମା’ଙ୍କଠାରୁ ବ୍ରା ମାଗିଥିଲେ, ସେ ମନା କରିଦେଇଥିଲେ। ଜାହ୍ନବୀ କପୁର ନିଜେ ଏକ ସାକ୍ଷାତକାର ସମୟରେ ଏହି କଥା କହିଛନ୍ତି। ଆଉ କହିଛନ୍ତି କିଏ ତାଙ୍କୁ ପ୍ରଥମେ ବ୍ରା ସହିତ ପରିଚିତ କରେଇଥିଲେ।

Joe biden to address nation on decision to withdraw from presidential race
ମୃତ୍ୟୁ ଗୁଜବ ଭିତରେ ସାମ୍ନାକୁ ଆସିଲେ ବାଇଡେନ୍; ହ୍ୱାଇଟ୍ ହାଉସ୍‌ରୁ କରିବେ ସମ୍ବୋଧନ

ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଘୋଷଣା କରିବା ପରେ ବାଇଡେନ୍‌ଙ୍କୁ ଆଉ ସର୍ବସାଧାରଣରେ ଦେଖିବାକୁ ମିଳି ନ ଥିଲା। ତାଙ୍କୁ ନେଇ ଅନେକ ଗୁଜବ ଉଠିଥିଲ। ସେ ମୃତ୍ୟୁବରଣ କରିଛନ୍ତି ବୋଲି ମଧ୍ୟ କୁହାଯାଉଥିଲା। ଆଜି ହ୍ୱାଇଟ୍‌ ହାଉସରୁ ବାଇଡେନ୍ ଦେଶକୁ ସମ୍ବୋଧିତ କରିବେ ବୋଲି ସୂଚନା...

If there is network problem in house use this tips to solve it
Technology: ଘରେ ପଶୁ ପଶୁ କଟିଯାଉଛି କି ନେଟ୍‌ୱାର୍କ… ଏମିତି କରନ୍ତୁ, ନେଟ୍‌ୱର୍କ ହେଇଯିବ ସ୍ପିଡ୍

ଅନେକ ସମୟରେ ଦେଖାଯାଏ ଯେ ଘରକୁ ପଶିବା ମାତ୍ରେ ମୋବାଇଲ୍‌ର ସମସ୍ତ ଟାୱାର ଚାଲିଯାଏ। ଆପଣ ଯଦି ଏହି ସବୁ ସମସ୍ୟାର ସାମ୍ନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏମିତି କିଛି ଟିପ୍ସ ଅଛି ଯାହା ଦ୍ୱାରା ଏହାର ସମାଧାନ ହୋଇପାରିବ। ଜାଣନ୍ତୁ…

Best ways to increase child memory power rapidly
Parenting Tips: ଆପଣଙ୍କ ପିଲା ପାଠ ମନେ ରଖିପାରୁନି କି… ଗାଳି ନ ଦେଇ ଏହି ଉପାୟରେ ପଢାନ୍ତୁ, ଏକାଥରେ ମନେରହିବ

ପିଲାମାନଙ୍କର ପାଠ ମନେ ନ ରହିଲେ ବାପାମାଆ ଗାଳିଦିଅନ୍ତି ନଚେତ ପିଟନ୍ତି। ଏହି ଉପାୟ କିନ୍ତୁ ଠିକ୍ ନୁହେଁ। ଏହା ବେଳେବେଳେ ପିଲାମାନଙ୍କୁ ସଜାଡିବା ବଦଳରେ ବିଗାଡି ଦେଇଥାଏ। ତେବେ ଗାଳି କିମ୍ବା ମାରଧର ପରିବର୍ତ୍ତେ, ଶିକ୍ଷାଦାନର ଶୈଳୀକୁ ପରିବର୍ତ୍ତନ କରିଦେଲେ ଏହି ସମସ୍ୟା ସମାଧାନ ହୋଇଯାଏ।

Onion will drive away mosquitoes cockroaches and lizards from the house
Tips and Tricks: ପିଆଜକୁ କରନ୍ତୁ ଏମିତି ବ୍ୟବହାର, ଘରେ ପଶିବେନି ମଶା-ମାଛି

ମଶା, ମାଛି, ଅସରପା, ଝିଟିପିଟି ଆଦି କୀଟପତଙ୍କକୁ ଘଉଡେଇବା ପାଇଁ ଅନେକ ଲୋକ ରାସାୟନିକ ଔଷଧ ବ୍ୟବହାର କରନ୍ତି। କିନ୍ତୁ ଏହି ଜିନିଷଗୁଡ଼ିକ ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ କ୍ଷତି ପହଞ୍ଚାଏ। ଏଥିପାଇଁ ଆପଣ ଘରେ ଏମିତି କିଛି ଉପାୟକୁ ଚେଷ୍ଟା କରିପାରିବେ ଯାହା ଏହି ସମସ୍ତ ସମସ୍ୟା ଦୂର...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।