• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Rajinikanth was walking on rajpath uddenly anupam kher came and started making video
Viral Video: ରାସ୍ତାରେ ଚାଲୁଥିଲେ ରଜନୀକାନ୍ତ; ପଛରୁ ଆସିଲେ ଅନୁପମ, କଲେ ଭିଡିଓ

ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ରଜନୀକାନ୍ତ, ଅନୁପମ ଖେର, ଶାହରୁଖ ଖାନ, ବିକ୍ରାନ୍ତ ମୈସେଙ୍କ ସମେତ ଅନେକ ସେଲିବ୍ରେଟି ଯୋଗ ଦେଇଥିଲେ। ଏହି ଶପଥ ସମାରୋହରୁ ବର୍ତ୍ତମାନ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଅନୁପମ ଖେରଙ୍କ ଦ୍ୱାରା ଶେୟାର ହୋଇଛି। ଏଥିରେ ରଜନୀକାନ୍ତଙ୍କୁ ଅନୁପମଙ୍କ ସହ ଦେଖିବାକୁ...

Kalki 2898 ad trailer social media reaction
Trailer Release: ରିଲିଜ୍ ହେଲା ‘କଲ୍କୀ ୨୮୯୮ ଏଡି’ର ଟ୍ରେଲର୍; ପ୍ରଭାସ-ଅମିତାଭଙ୍କ ଦମଦାର ଆକ୍ସନ

ପ୍ରଭାସଙ୍କ ‘କଲ୍କୀ ୨୮୯୮ ଏଡି’ ଗତ କିଛି ଦିନ ହେବ ପୋଷ୍ଟର ମାଧ୍ୟମରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢାଇଥିଲା। କିନ୍ତୁ ବର୍ତ୍ତମାନ ଫିଲ୍ମର ଟ୍ରେଲର ରିଲିଜ ହୋଇଛି ଯେଉଁଥିରେ ପ୍ରଭାସ ଏବଂ ଅମିତାଭ ବଚ୍ଚନଙ୍କ ମଧ୍ୟରେ ଏକ ବଡ଼ ଯୁଦ୍ଧ ଦେଖିବାକୁ ମିଳିଛି।

new study reveals shocking facts high intensity workout may increase your weight
Health Tips: ଆପଣ ଘଣ୍ଟା ଘଣ୍ଟା ଧରି ହାଇ ଇଣ୍ଟେନ୍‌ସିଟି ୱାର୍କଆଉଟ୍ କରୁଛନ୍ତି କି; ହୋଇପାରେ ଏମିତି ସମସ୍ୟା

ଅନେକ ଲୋକଙ୍କ ମୁଣ୍ଡରେ ୱାର୍କଆଉଟ୍ କରିବାର ଭୂତ ପଶିଛି। ସେମାନେ ଜିମ୍‌କୁ ଯାଇ ହାଇ ଇଣ୍ଟେନ୍‌ସିଟି ୱାର୍କଆଉଟ୍ କରିବାକୁ ପସନ୍ଦ କରୁଛନ୍ତି। ଏହା ଦ୍ୱାରା ଲାଭ ପରିବର୍ତ୍ତେ ସ୍ୱାସ୍ଥ୍ୟ ପାଇଁ କିଛି କ୍ଷତି ବି କରିପାରେ।

Smartphone fingerprint scanner not working try these tips
Tips and Tricks: ଆପଣଙ୍କର ଫିଙ୍ଗର ପ୍ରିଣ୍ଟ ସ୍କାନର କାମ କରୁନି କି; ଏହି ଉପାୟରେ ଘରେ ବସି କରନ୍ତୁ ଠିକ୍

ବେଳେବେଳେ ଫିଙ୍ଗର ପ୍ରିଣ୍ଟ ସେନ୍ସରଗୁଡ଼ିକ ପୂର୍ବପରି କାମ କରେ ନାହିଁ। ଏଭଳି ପରିସ୍ଥିତିରେ ଅନେକ ସମସ୍ୟା ଉପୁଜେ। ଆଜି ଆମେ ଆପଣଙ୍କୁ ପାଞ୍ଚଟି ଟିପ୍ସ ବିଷୟରେ କହୁଛୁ ଯାହା ସାହାଯ୍ୟରେ ଆପଣ ଘରେ ଫିଙ୍ଗର ପ୍ରିଣ୍ଟ ସ୍କାନରକୁ ଠିକ୍ କରିପାରିବେ।

Before complaining about your wife know these things
Relationship Tips: ଆପଣଙ୍କ ପତ୍ନୀ ସବୁବେଳେ ଚିଡୁଛନ୍ତି କି; ଜାଣନ୍ତୁ ଏହାର କାରଣ ଆଉ ସମାଧାନ କରିବାର ଉପାୟ

ଅନେକ ପୁରୁଷଙ୍କର ଏହି ସମସ୍ୟା ଥାଏ ଯେ ଆରମ୍ଭରେ ସେମାନଙ୍କର ପତ୍ନୀମାନେ ସେମାନଙ୍କର ଯେମିତି ଯତ୍ନ ନେଉଥିଲେ ଏବଂ ସେମାନଙ୍କ ମଧ୍ୟରେ ଯେଭଳି ଭଲ ଟ୍ୟୁନିଂ ଥିଲା, ସମୟ ଗଡିବା ସହିତ ସେମାନଙ୍କ ଆଚରଣରେ ପରିବର୍ତ୍ତନ ହୋଇଯାଏ, ସେମାନେ ଚିଡିଚିଡା ହୋଇଯାଆନ୍ତି। ଜାଣନ୍ତୁ ଏମିତି କାହିଁକି ହୁଏ।

BSF CAPF Recruitment Apply for 1526 posts
BSF CAPF Recruitment: ଦ୍ୱାଦଶ ପାଶ୍‌ କରିଥିରେ BSFରେ ଚାକିରି; ମାସକୁ ଦରମା ୯୨ ହଜାର

BSFରେ ଚାକିରି କରିବା ପାଇଁ ପ୍ରାୟ ଯୁବବର୍ଗଙ୍କ ସ୍ୱପ୍ନ ଥାଏ। ଯଦି ଆପଣ ଏଥିରେ ଯୋଗଦେବାକୁ ଆପଣ ବି ସ୍ୱପ୍ନ ଦେଖୁଥାନ୍ତି ତେବେ ଏହା ଏକ ଭଲ ସୁଯୋଗ। ଦ୍ୱାଦଶ ପାଶ୍ କରିଥିବା ପ୍ରାର୍ଥୀମାନେ ଏହାର ସୁଯୋଗ ନେଇପାରିବେ।

Chandu champion advance booking day1 film sold more than 4000 tickets
ଫିଲ୍ମ 'ଚନ୍ଦୁ ଚମ୍ପିଅନ୍' କୁ ନେଇ ଉତ୍ସାହ; ଆଗୁଆ ବୁକିଂରେ ଏତେ ଟଙ୍କା ରୋଜଗାର

ପରଦାରେ ନିଆଁ ଲଗେଇବା ପାଇଁ ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ପ୍ରସ୍ତୁତ ଅଛନ୍ତି। ଗତ କିଛି ଦିନ ହେବ ତାଙ୍କ ଫିଲ୍ମ 'ଚନ୍ଦୁ ଚମ୍ପିଅନ୍' କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ ଧରଣର ଉତ୍ସାହ ସୃଷ୍ଟି ହୋଇଛି ଏବଂ ଲୋକମାନେ ଏହି ଚଳଚ୍ଚିତ୍ରର ମୁକ୍ତିଲାଭକୁ ଅପେକ୍ଷା କରି...

Katrina kaif airport video sparked pregnancy rumours
ଭାଇରାଲ୍ ହେଉଛି କ୍ୟାଟ୍ରିନା କୈଫ୍‌ଙ୍କ ଏମିତି ଭିଡିଓ; ଲୋକେ କହିଲେ ସେ ଗର୍ଭବତୀ

ଗତ ମାସରେ କ୍ୟାଟ୍ରିନା କୈଫ୍‌ଙ୍କୁ ନେଇ ଗୁଜବ ଉଠିଥିଲା ଯେ ସେ ଗର୍ଭବତୀ ଅଛନ୍ତି। ସମ୍ପ୍ରତି ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି, ଯେଉଁଥିରେ ସେ ବିମାନବନ୍ଦରରେ ଢିଲା ପୋଷାକ ପିନ୍ଧିଥିବାର ନଜର ଆସନ୍ତି। ବର୍ତ୍ତମାନ କ୍ୟାଟ୍ରିନା ଲଣ୍ଡନରେ ଭିକି କୌଶଲ ଏବଂ ପରିବାରଙ୍କ...

National herbs and spices day know some herbs that cool the body in summer
National Herbs and Spices Day 2024: ରୋଷେଇ ଘରର ଏହି ୪ ମସଲା ଗ୍ରୀଷ୍ମରେ ଶରୀରକୁ ରଖିବ ଥଣ୍ଡା

ଆଜି ‘ଜାତୀୟ ଜଡିବୁଟି ଏବଂ ମସଲା ଦିବସ’। ବର୍ତ୍ତମାନ ଗ୍ରୀଷ୍ମ ଋତୁ ଚାଲିଥିବାରୁ ଆସନ୍ତୁ ଏମିତି କିଛି ଜଡିବୁଟି ଓ ମସଲା ବିଷୟରେ ଜାଣିନେବା ଯାହାକୁ ବ୍ୟବହାର କରି ଆମେ ଗରମରୁ ରକ୍ଷା ପାଇପାରିବା।

If height of children is not increasing do 3 simple yoga asanas in morning
Parenting Tips: ଆପଣଙ୍କ ପିଲାର ଉଚ୍ଚତା ବଢୁନି କି… ସେମାନଙ୍କୁ କରାନ୍ତୁ ଏହି ୩ ଆସନ, ଶୀଘ୍ର ବଢିବ ଉଚ୍ଚତା

ପ୍ରାୟ ସବୁ ବାପାମାଆ ପିଲାମାନଙ୍କ ଉଚ୍ଚତାକୁ ନେଇ ଚିନ୍ତାରେ ଥାଆନ୍ତି, ବିଶେଷ କରି ଯେଉଁ ପିଲାମାନଙ୍କର ଉଚ୍ଚତା ବଢିବାରେ ମନ୍ଥରତା ଦେଖାଯାଏ। ଆପଣ କିଛି ବିଶେଷ ଯୋଗାସନ ସାହାଯ୍ୟରେ ପିଲାମାନଙ୍କ ଉଚ୍ଚତାକୁ ଶୀଘ୍ର ବୃଦ୍ଧି କରିପାରିବେ, ତାହା ପୁଣି ବିନା ଖର୍ଚ୍ଚରେ।

SBI Recruitment Apply for 150 posts
SBI Recruitment: ବିନା ପରୀକ୍ଷାରେ SBIରେ ଚାକିରି; ମାସକୁ ଦରମା ୬୯ ହଜାରରୁ ଅଧିକ

SBIରେ ଚାକିରି କରିବାକୁ କିଏ ବା ନ ଚାହେଁ। ଆପଣ ଯଦି SBIରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ SBI ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Deepika padukone new look is out from kalki 2989ad
‘କଲ୍‌କୀ - ୨୮୯୮ଏଡି'ରୁ ଦୀପିକା ପାଦୁକୋନଙ୍କ ଦମଦାର ପୋଷ୍ଟର ଲଞ୍ଚ୍‌

ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କଲ୍‌କୀ - ୨୮୯୮ଏଡି'ରୁ ଦୀପିକା ପାଦୁକୋନଙ୍କ ପୋଷ୍ଟର ଲଞ୍ଚ୍‌ କରାଯାଇଛି। ଫିଲ୍ମର ଟ୍ରେଲର ଲଞ୍ଚ୍‌ ହେବାର ଗୋଟିଏ ଦିନ ପୂର୍ବରୁ ଲଞ୍ଚ୍‌ ହୋଇଥିବା ଏହି ପୋଷ୍ଟରରେ ଦୀପିକାଙ୍କ ଦମଦାର ଲୁକ୍ ଦେଖିବାକୁ ମିଳିଛି।

Why is shahrukh khan hiding from media
୨୦୨୧ ଠାରୁ ମିଡିଆ ଏବଂ ପାପାରାଜିଙ୍କ ଠାରୁ ଦୂରେଇ ରହୁଛନ୍ତି ଶାହରୁଖ ଖାନ; ଜାଣନ୍ତୁ କ’ଣ କାରଣ

୨୦୨୧ ପରଠାରୁ ବଲିଉଡ୍‌ ସୁପର୍‌ଷ୍ଟାର୍‌ ଶାହରୁଖ ଖାନ ମିଡିଆ ଏବଂ ପାପାରାଜିଙ୍କ ଠାରୁ ଦୂରରେ ଅଛନ୍ତି। ଶାହରୁଖ କ୍ୟାମେରା ଠାରୁ ଦୂରେଇ ରହୁଛନ୍ତି, ଛତା ତଳେ ଲୁଚିକି ଯାଉଛନ୍ତି ଏବଂ ଇଭେଣ୍ଟ ତଥା ପାର୍ଟୀରେ ମିଡିଆ ପାଇଁ ପୋଜ୍ ଦେଉ ନାହାଁନ୍ତି। ହେଲେ କାହିଁକି…

do these two yoga asanas daily you will look 25 at 55
Yogasana: ଆପଣ ବୃଦ୍ଧ ଅବସ୍ଥାରେ ଯୁବକ ଭଳି ଦେଖାଯିବାକୁ ଚାହାନ୍ତି କି… କରନ୍ତୁ ଏହି ୨ ଆସନ

ଏପରି କିଛି ଆସନ ଅଛି ଯାହା ଦ୍ୱାରା ଆମେ ବୃଦ୍ଧାବସ୍ଥାରେ ମଧ୍ୟ ଯୁବକ ଦେଖାଯିବା। ଏ ସବୁ କରିବା ଦ୍ୱାରା ଆମେ ଅନେକ ସ୍ୱାସ୍ଥ୍ୟ ଉପକାର ମଧ୍ୟ ପାଇବା। ଅନେକ ବଡ ବଡ ରୋଗ ପାଇଁ ଆମେ ଔଷଧ ଖାଇଥାଉ। ଏହା କେବଳ ଏହିସବୁ ଯୋଗ ଦ୍ୱାରା ମଧ୍ୟ...

Little girl adorable dance to ruki sukhi roti will melt your heart
Viral Video: 'ରୁଖୀ ସୁଖୀ' ଗୀତରେ କୁନିଝିଅର ଦମଦାର୍ ନାଚ, ଦେଖିଲେ ହେବେ କାବା

ଅନ୍‌ଲାଇନ୍‌ରେ ଭାଇରାଲ ହେଉଛି ଏକ ହୃଦୟସ୍ପର୍ଶୀ ଭିଡିଓ। ଏହା ଏକ କୁନି ଝିଅର। ଏହି କ୍ଲିପ୍ ଖୁବ୍ ଭାଇରାଲ୍ ହେଉଛି। ଖବର ଲେଖା ହେବା ବେଳାକୁ ଏହା ୯ ଲକ୍ଷରୁ ଅଧିକ ଲାଇକ୍ ପାଇଛି ଏବଂ ସମସ୍ତଙ୍କ ହୃଦୟ ଜିତିଛି।

Swara bhaskar targey at modi government after bjp defeat from ayodhya
ବିଜେପିକୁ ସ୍ୱରା ଭାସ୍କରଙ୍କ ଟାର୍ଗେଟ୍, କହିଲେ ଯିଏ ବି ସରକାର କରୁ ଆଜି ଭାରତ ଘୃଣା-ଦୁର୍ନୀତି-ଲୋଭ-ଗର୍ବକୁ ପରାସ୍ତ କରିଛି

ଅଯୋଧ୍ୟାରେ ବିଜେପିର ପରାଜୟକୁ ନେଇ ଉପରେ ସ୍ୱରା ଭାସ୍କର ଟାର୍ଗେଟ୍ କରିଛନ୍ତି। ବିଜେପିର ପରାଜୟକୁ ନେଇ ସ୍ୱରା ଭାସ୍କର ମଧ୍ୟ ଖୋଳତାଡ଼ କରିଛନ୍ତି। ସେ ପ୍ଲାଟଫର୍ମ Xରେ ଲେଖିଛନ୍ତି – ଶ୍ରୀରାମଙ୍କ ନାମକୁ ବଦନାମ କରିଥିବା, ତାଙ୍କ ନାମକୁ ନେଇ ପାପ କରିଥିବା ବ୍ୟକ୍ତିଙ୍କୁ ଜୟ ସିୟା ରାମ।

Kangana ranaut gets angry at supporter of cisf woman
CISF ମହିଳା ଯବାନଙ୍କ ସମର୍ଥକଙ୍କ ଉପରେ ରାଗିଲେ କଙ୍ଗନା, କହିଲେ ଏମିତି କଥା

ଯେଉଁମାନେ ମହିଳା ଯବାନଙ୍କୁ ସମର୍ଥନ କରନ୍ତି ସେମାନଙ୍କ ବିରୋଧରେ କଙ୍ଗନା ରାଣାୱତ୍ ଏକ ଲମ୍ବା ନୋଟ୍ ଲେଖିଛନ୍ତି। ତାଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ କଙ୍ଗନା ଅପରାଧିକ ପ୍ରବୃତ୍ତି ବୋଲି କହିଛନ୍ତି ଏବଂ କାହାକୁ ବଳାତ୍କାର କିମ୍ବା ହତ୍ୟା କରିବାରେ ସେମାନଙ୍କର କୌଣସି ଅସୁବିଧା ହେବ କି ନାହିଁ ବୋଲି...

World Brain Tumor Day 2024
World Brain Tumor Day 2024: କିପରି ଜାଣିବେ ବ୍ରେନ୍ ଟ୍ୟୁମର୍; ଏଥିରୁ ମୁକୁଳିବାର ୪ଟି ଘରୋଇ ଉପାୟ

‘ମସ୍ତିଷ୍କ ଟ୍ୟୁମର ଦିବସ’ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଏହା ବିଷୟରେ ଅବଗତ କରାଇବା ଏବଂ ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା। ଆସନ୍ତୁ ଜାଣିବା ଏହାର ଲକ୍ଷଣ ଓ ଏଥିରୁ ବଞ୍ଚିବାର କେତେକ ଘରୋଇ ଉପଚାର।

IBPS RRB Recruitment  Apply for 9995 posts
IBPS RRB Recruitment 2024: ବିଭିନ୍ନ କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କରେ ସରକାରୀ ଚାକିରି; ପୂରଣ ହେବ ପାଖାପାଖି ୧୦ ହଜାର ପଦବୀ

ବ୍ୟାଙ୍କରେ ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ବଡ ଖବର। ବିଭିନ୍ନ କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କରେ ସିଧାସଳଖ ଅଫିସର ପଦଦୀ ପୂରଣ ହେବ। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକ୍‌ସନ୍‌ (IBPS) ଅଧିନରେ ଏହି ପଦବୀ ପୂରଣ ହେବ। ଏନେଇ IBPS ବିଜ୍ଞପ୍ତି ପ୍ରକାଶ କରିଛି।

Mukesh khanna shares ram mandir photo taunts political party after sunil lahri post
‘ରାମାୟଣ’ର ଲକ୍ଷ୍ମଣ କହିଲେ ଅଯୋଧ୍ୟାବାସୀ ବିଶ୍ୱାସଘାତକ; କଡା ଜବାବ ଦେଲେ ମୁକେଶ ଖାନ୍ନା

ମୁକେଶ ଖାନ୍ନା ତାଙ୍କର ସିଧା କଥା ନେଇ ସବୁବେଳେ ଚର୍ଚ୍ଚରେ ରୁହନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ଖୋଲାଖୋଲି ଭାବେ ନିଜର ମତ ପ୍ରକାଶ କରନ୍ତି। ସମ୍ପ୍ରତି ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳକୁ ନେଇ ଅନେକ ସେଲିବ୍ରେଟି ନିଜ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।