• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Karisma shares her experience working with madhuri dixit
ମାଧୁରୀଙ୍କ ସହ ଏକାଠି କାମ କରିବାକୁ ଏମିତି କରୁଥିଲେ କରିସ୍ମା କପୁର; କହିଲେ ନିଜ ଅଭିଜ୍ଞତା

ଇଣ୍ଡଷ୍ଟ୍ରିର ପ୍ରମୁଖ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ-କରିସ୍ମା କପୁର କିଛି ଦିନ ହେବ ହେଡଲାଇନରେ ରହିଛନ୍ତି। ନିକଟରେ ତାଙ୍କୁ ସୁନୀଲ ଶେଟ୍ଟୀ ଏବଂ ଅନ୍ୟମାନଙ୍କ ସହ ରିଅଲିଟି ସୋ 'ଡ୍ୟାନ୍ସ ଦେୱାନେ'ର ସେଟ୍‌ରେ ଦେଖିବାକୁ ମିଳିଥିଲା। କରିସ୍ମା ବର୍ତ୍ତମାନ ମାଧୁରୀ ଦୀକ୍ଷିତଙ୍କ ସହ କାମ କରିବାର ଅଭିଜ୍ଞତା ଶେୟାର୍ କରିଛନ୍ତି।

Severe heat wave in Bhubaneswar
ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଛି ରାଜଧାନୀ; କାହାକୁ ନାହିଁ ନିସ୍ତାର

ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଛି ସାରା ଓଡ଼ିଶା। ସେ ରାଜଧାନୀ ଭୁବନେଶ୍ୱର ହେଉ କି ରୌପ୍ୟ ସହର କଟକ, ଟ୍ୱିନ୍‌ସିଟିରେ ସନ୍ତୁଳି ହେଇଯାଉଛନ୍ତି ଲୋକେ। ଖରା ତ ନୁହେଁ, ସତେଯେମିତି ଆକାଶରୁ ବର୍ଷୁଛି ନିଆଁ। ୪୦ ତଳକୁ ଖସିବାର ନାଁ ଧରୁନି ପାରଦର ଗ୍ରାଫ୍। ଏଭଳି ଅସ୍ୱାଭାବିକ...

Rakhi sawant adviced salman khan do not come to the balcony
ସଲମାନଙ୍କ ଘର ବାହାରେ ଗୁଳି ବିନିମୟ ପରେ ଭାଇଜାନଙ୍କୁ ଉପଦେଶ ଦେଲେ ରାଖୀ, କହିଲେ…

ସଲମାନଙ୍କ ଘର ବାହାରେ ଗୁଳି ଚାଳନାକୁ ନେଇ ବୋଲ୍ଡ୍ କ୍ୱିନ୍ ରାଖୀ ସାୱନ୍ତ ଦୁଃଖ ପ୍ରକାଶ କରିଛନ୍ତି। ସେ ଚିନ୍ତା ପ୍ରକାଶ କରିବା ସହ ସଲମାନ ଖାନଙ୍କୁ ବାଲ୍‌କୋନୀରେ ଠିଆ ନ ହେବାକୁ ପରାମର୍ଶ ଦେଇଛନ୍ତି।

OSSC New Recruitment 2024 Apply Online more than 560 Posts
OSSC New Recruitment: ଓଡ଼ିଶାରେ ସରକାରୀ ଚାକିରି; ପୂରଣ ହେବ ୬୫୦ରୁ ଅଧିକ ପଦବୀ

ଓଡ଼ିଶାରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ନିକଟରେ ଏକ ନୂଆ ଚାକିରି ବିଜ୍ଞପ୍ତି ପ୍ରକାଶ କରିଛି। ଏହା ଓଡ଼ିଶା ସରକାରରେ ଏକ ସ୍ଥାୟୀ ନିଯୁକ୍ତି।

Know some essential tips to become everyone's favorite
ସମସ୍ତଙ୍କର ପ୍ରିୟ ହେବା ପାଇଁ ଜାଣନ୍ତୁ କେତେକ ଜରୁରୀ ଟିପ୍ସ

ସୁନ୍ଦରୀ ନାରୀ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ। ପ୍ରକୃତି ପ୍ରଦତ୍ତ ରୂପରେ ଯଦି ବ୍ୟବହାର କୁଶଳତା ଓ ପ୍ରତିକାର କୌଶଳର ସମାବେଶ ହୁଏ, ତେବେ ସମସ୍ତଙ୍କର ପ୍ରିୟଭାଜନ ହେବେ।

UPSC Exam Calendar 2025 released
UPSC Exam Calendar 2025: UPSC ଜାରି କଲା ବାର୍ଷିକ କ୍ୟାଲେଣ୍ଡର ୨୦୨୫; ଦେଖନ୍ତୁ କେଉଁ ପରୀକ୍ଷା କେବେ…

UPSC ଏହାର ବାର୍ଷିକ କ୍ୟାଲେଣ୍ଡର ଜାରି କରି ୨୦୨୫ରେ ହେବାକୁ ଥିବା ବିଭିନ୍ନ ନିଯୁକ୍ତି ପରୀକ୍ଷାର କାର୍ଯ୍ୟସୂଚୀ ଦର୍ଶାଇଛି। ଆୟୋଗ ଦ୍ୱାରା ପରିଚାଳିତ ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ପ୍ରସ୍ତୁତ ପ୍ରାର୍ଥୀମାନେ UPSC ପରୀକ୍ଷା କ୍ୟାଲେଣ୍ଡର ୨୦୨୫କୁ ଆୟୋଗର ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ଡାଉନ୍‌ଲୋଡ୍ କରିପାରିବେ।

These ten foods will increase body heat in summer
ଗରମ ଦିନରେ ଦୂରେଇ ରୁହନ୍ତୁ ଏହି ୧୦ ଖାଦ୍ୟରୁ; ନଚେତ ହୋଇପାରେ ସନ୍ ଷ୍ଟ୍ରୋକ୍

ଏପରି କିଛି ଖାଦ୍ୟ ମଧ୍ୟ ଯାହା ଶରୀରର ତାପମାତ୍ରାକୁ ବଢାଇଥାଏ। ଶରୀରର ଉତ୍ତାପ ହ୍ରାସ କରିବା ପରିବର୍ତ୍ତେ ଏହା ବୃଦ୍ଧି କରେ। ଏହି କାରଣରୁ ଦୁଇଗୁଣା ଗରମ ଅନୁଭବ ହୁଏ। ଏପରି ପରିସ୍ଥିତିରେ, ଗ୍ରୀଷ୍ମ ଋତୁରେ କେତେକ ଖାଦ୍ୟ ଠାରୁ ଯଥା ସମ୍ଭବ ଦୂରେଇ ରହିବା ଜରୁରୀ। ଆସନ୍ତୁ...

HURL Recruitment 2024 Notification
HURL Recruitment: HURLରେ ପୂରଣ ହେବ ମ୍ୟାନେଜର, ଇଞ୍ଜିନିୟର ଏବଂ ଅଫିସର ପଦବୀ

HURLରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନେଇ HURL ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ବିଭିନ୍ନ ଅଫିସର ପଦବୀ ପୂରଣ ହେବ। ଆପଣ ଯଦି ଆଗ୍ରହୀ ତେବେ ଏହି ବିଜ୍ଞପ୍ତିକୁ ଯାଞ୍ଚ କରନ୍ତୁ ଏବଂ ତୁରନ୍ତ ଆବେଦନ କରନ୍ତୁ।

Four students wrote jai shri ram in their notebook and passed with 50 percent
ଆଶ୍ଚର୍ଯ୍ୟ ! ପରୀକ୍ଷା ଖାତାରେ ‘ଜୟ ଶ୍ରୀରାମ’ ଲେଖିଦେଲେ...ମିଳିଗଲା ୫୦% ମାର୍କ

VBSP ବିଶ୍ୱବିଦ୍ୟାଳୟର ଚାରିଜଣ ଡି ଫାର୍ମା (ଡିପ୍ଲୋମା ଇନ୍ ଫାର୍ମାସି) ଛାତ୍ରଙ୍କୁ ୫୦% ମାର୍କ ଦିଆଯାଇଛି। ସବୁଠାରୁ ଚକିତ କଲା ଭଳି କଥା ହେଲା ଏହି ଛାତ୍ରମାନେ ପରୀକ୍ଷାରେ ‘ଜୟ ଶ୍ରୀରାମ’ ଏବଂ କିଛି ଷ୍ଟାର୍ କ୍ରିକେଟରଙ୍କ ନାମ ଛଡା ଆଉ କିଛି ଲେଖି ନଥିଲେ।

Ranbir kapoor as ram and sai pallavi as sita photos going viral
ସୁଟିଂ ସେଟ୍‌ରୁ ଭାଇରାଲ୍ ହେଉଛନ୍ତି ‘ରାମ-ସୀତା’; ଜଣା ନାହିଁ କେଉଁଠି ହେଉଛି ସୁଟିଂ

'ରାମାୟଣ' ଫିଲ୍ମର ସେଟ୍‌ରୁ ଅନେକ କଳାକାରଙ୍କ ଫଟୋ ପ୍ରକାଶ ପାଇଥିବାବେଳେ ବର୍ତ୍ତମାନ ରଣବୀର ଏବଂ ସାଇଙ୍କ କିଛି ଫଟୋ ଭାଇରାଲ୍‌ ହେବାରେ ଲାଗିଛି। ଏହି ଫଟୋଗୁଡ଼ିକରେ ଉଭୟ ତାରକା ପ୍ରଭୁ ରାମ ଏବଂ ମାତା ସୀତାଙ୍କ ଭୂମିକାରେ ନଜର ଆସିଛନ୍ତି।

taarak Mehta ka ooltah chashmah fame mr sodhi goes missing
‘ତାରକ ମେହେଟା କା ଉଲ୍‌ଟା ଚଶମା’ର ମିଷ୍ଟର ସୋଡିଙ୍କୁ ନେଇ ଆସିଲା ଦୁଃଖ ଖବର

ଟିଭି ଧାରାବାହିକ ‘ତାରକ ମେହେଟା କା ଉଲ୍‌ଟା ଚଶମା’ର ମିଷ୍ଟର ସୋଡିଙ୍କୁ ନେଇ ଏକ ଦୁଃଖ ଖବର ଆସିଛି। ଖବର ମୁତାବକ, ଅଭିନେତା ୨୨ ଏପ୍ରିଲରୁ ନିଖୋଜ ଅଛନ୍ତି। ଏହି ଖବର ସମଗ୍ର ଟିଭି ଇଣ୍ଡଷ୍ଟ୍ରିକୁ ଆଶ୍ଚର୍ଯ୍ୟ କରିଦେଇଛି।

Man who lived more than 110 years lives on his own and drives daily
ବୟସ ୧୧୦; ନିଜେ କାର୍ ଚଳାନ୍ତି… ଘର ସଫା କରନ୍ତି… ରୋଷେଇ କରନ୍ତି; କହିଲେ ସୁସ୍ଥ ରହିବାର ମନ୍ତ୍ର

ସେ ୧୧୦ ବର୍ଷର ବୃଦ୍ଧ। ଏହି ବୟସରେ ସେ ଏତେ ଫିଟ୍ ଯେ ବଜାରକୁ ଯିବା ପାଇଁ ସେ ନିଜେ କାର୍ ନେଇ ଯାଆନ୍ତି। କେବଳ ଏତିକି ନୁହେଁ, ସେ ଘରେ ମଧ୍ୟ ଏକୁଟିଆ ରୁହନ୍ତି। ସମସ୍ତ କାମ ନିଜେ କରନ୍ତି। କହିଲେ ଏମିତି ଫିଟ୍ ରହିବାର ମନ୍ତ୍ର।

How to protect school going children from getting sick
Parenting Tips: ଆପଣଙ୍କ ପିଲା ବାରମ୍ବାର ଅସୁସ୍ଥ ହେଉଛନ୍ତି କି… ଆପଣଙ୍କ ପାଇଁ ଏହି ଟିପ୍ସ

ପିଲାମାନେ ଯଦି ବାରମ୍ବାର ବେମାରରେ ପଡନ୍ତି ଏହା କେବଳ ସେମାନଙ୍କର ପାଠପଢାରେ ବାଧା ଆଣେ ନାହିଁ ବରଂ ସେମାନଙ୍କର ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଯଦି ଆପଣଙ୍କ ପିଲା ମଧ୍ୟ ସ୍କୁଲ ଯିବା ବେଳେ ଅସୁସ୍ଥ ହେଉଛନ୍ତି ତେବେ ଆପଣ ସଚେତନ ହେବା ଜରୁରୀ ଏବଂ ସେମାନଙ୍କ...

Viral video monkey captures two cities of america
Viral Video: ଆମେରିକାର ସହରକୁ କବ୍‌ଜା କରିଛନ୍ତି ବାନର; ଘୋଡାରେ ବୁଲୁଛନ୍ତି!

ବାନରସେନା ଆମେରିକାର ଦ୍ୱିତୀୟ ସହର ସାନ୍‌ ଫ୍ରାନ୍ସିସ୍କୋକୁ ମଧ୍ୟ କବ୍‌ଜା କରିଛି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଦେଖିବାକୁ ମିଳେ ଯେ ବାନରସେନା ଆମେରିକାର ସହରରେ ଘୋଡା ଚଢି ବୁଲୁଛନ୍ତି ଏବଂ ଏହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଛନ୍ତି।

UPSC CAPF Assistant Commandant Recruitment apply for 506 posts
UPSC CAPF Recruitment: CAPFରେ ପୂରଣ ହେବେ ୫୦୦ରୁ ଅଧିକ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ୍‌

ନିକଟରେ UPSC ଏକ ବିଜ୍ଞପ୍ତି ବାହାର କରିଛି। UPSC କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (CAPF)ରେ ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ ନିଯୁକ୍ତି ଘୋଷଣା କରିଛି। ଏହି ନିଯୁକ୍ତି ମାଧ୍ୟମରେ BSF, CISF, ITBP ଏବଂ SSB ରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀ ପୂରଣ ହେବ।

Govinda surprised fans as he attended krushna sister arti singh wedding
ମନମାଳିନ୍ୟର ଅନ୍ତ ହେଲା; କୃଷ୍ଣାଙ୍କ ଭଉଣୀ ବାହାଘରରେ ସାମିଲ ହେଲେ ଗୋବିନ୍ଦା

କୃଷ୍ଣା ଅଭିଷେକଙ୍କ ଭଉଣୀ ଆରତୀଙ୍କ ବିବାହ ପୂର୍ବରୁ ପ୍ରଶ୍ନ ଉଠୁଥିଲା ଯେ ଗୋବିନ୍ଦା ତାଙ୍କ ଭାଣିଜୀଙ୍କ ବିବାହକୁ ଆସିବେ କି ନାହିଁ? ବର୍ତ୍ତମାନ ଏହି ଅନୁମାନ ମିଛ ହୋଇଛି। ଗୋବିନ୍ଦା କେବଳ ବିବାହକୁ ଆସି ନାହାନ୍ତି ବରଂ ଆରତୀଙ୍କୁ ଆଶୀର୍ବାଦ ମଧ୍ୟ ଦେଇଛନ୍ତି।

How to change your upi pin without debit card on google pay
Google Pay: ଡେବିଟ୍ କାର୍ଡ ନ ଥିଲେ ବି Google Payରେ ଖୋଲିପାରିବେ ଆକାଉଣ୍ଟ୍, କରିପାରିବେ UPI PIN ପରିବର୍ତ୍ତନ

ଆପଣ ଏବେ ଡେବିଟ୍ କାର୍ଡ ବିନା Google Pay ବ୍ୟବହାର କରିପାରିବେ। ଡେବିଟ୍ କାର୍ଡ ନ ହେଲେ ମଧ୍ୟ ଆପଣ Google Pay ରେ UPI ଆକାଉଣ୍ଟ ସୃଷ୍ଟି କରିପାରିବେ, UPI PIN କୁ ମଧ୍ୟ ପରିବର୍ତ୍ତନ କରିପାରିବେ।

World Malaria Day 2024 yoga to cure malaria
World Malaria Day 2024: ମ୍ୟାଲେରିଆ ଭଳି ସଂକ୍ରମଣକୁ ରୋକିବା ପାଇଁ ଦୈନିକ କରନ୍ତୁ ଏହିସବୁ ଯୋଗ

ମ୍ୟାଲେରିଆ ହେଉଛି ଏମିତି ଏକ ସଂକ୍ରମଣ ଯାହା ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପ୍ରତିବର୍ଷ ସମଗ୍ର ବିଶ୍ୱରେ କୋଟି କୋଟି ଲୋକ ମ୍ୟାଲେରିଆର ଶିକାର ହୁଅନ୍ତି। କେବଳ ଏତିକି ନୁହେଁ, ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ମ୍ୟାଲେରିଆ ଯୋଗୁଁ ପ୍ରାଣ ମଧ୍ୟ ହରାନ୍ତି। ଏଥିରୁ ରକ୍ଷା...

Indian Post Office Recruitment apply for 27 posts
Post Office Recruitment : ଭାରତୀୟ ଡାକ ବିଭାଗରେ ସରକାରୀ ଚାକିରି; ଦରମା ୬୩ ହଜାର

ଭାରତୀୟ ଡାକ ବିଭାଗରେ ସରକାରୀ ଚାକିରିର ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏନେଇ ଭାରତୀୟ ଡାକ ବିଭାଗ ଏକେ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଛି। ଆପଣ ଯଦି ଡାକ ବିଭାଗରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ପ୍ରଥମେ ପ୍ରକାଶିତ ବିଜ୍ଞାପନକୁ ଦେଖନ୍ତୁ।

Five reasons why whatsapp banned your account
Whatsapp: ଭୁଲ୍‌ରେ ବି କରନ୍ତୁ ନାହିଁ ଏହି ୫ ଭୁଲ୍, ନଚେତ ଆପଣଙ୍କ Whatsapp ଆକାଉଣ୍ଟ୍ ବ୍ୟାନ୍‌ ହୋଇପାରେ

ଲୋକଙ୍କ ସୁବିଧା ଓ ସୁରକ୍ଷା ପାଇଁ Whatsapp ନୂଆ ନୂଆ ଫିଚର ସାମିଲ୍ କରିବାରେ ଲାଗିଛି। ଏହା ସତ୍ତ୍ୱେ ଏମିତି ହୁଏ ଯେ ବେଳେବେଳେ କିଛି ବ୍ୟବହାରକାରୀଙ୍କ Whatsapp ଆକାଉଣ୍ଟ୍ ବନ୍ଦ ହୋଇଯାଏ। ତେବେ ଏହା ପଛରେ ଅନେକ କାରଣ ରହିଛି। ଆସନ୍ତୁ ଏ ବିଷୟରେ ଜାଣିନେବା

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।