‘କଳ୍କୀ ୨୮୯୮ ଏଡି’ରେ ଅଶ୍ୱତ୍ଥମା ଭୂମିକାରେ ଅଭିନୟ କରି ଅମିତାଭ ବଚ୍ଚନ ଏବେ ପୂରା ଚର୍ଚ୍ଚାରେ ଅଛନ୍ତି। ଏହି ଭୂମିକାରେ ସେ ତାଙ୍କର ପୂରା ଜୋସ୍ ଦେଇ କାମ କରିଛନ୍ତି। ବିଗ୍ ବି ସୁଟିଂ ସମୟର କିଛି କଥାକୁ ନିଜ ବ୍ଲଗ୍ରେ କହିଛନ୍ତି। ଟଏଲେଟ୍ ଯିବାକୁ ହେଲେ କିପରି...
ଯେଉଁମାନେ ପ୍ରତାରଣା କରନ୍ତି ସେମାନେ ନିଜ ପାର୍ଟନର୍ଙ୍କୁ କେତେକ ସାଧାରଣ କଥା କୁହନ୍ତି। ଏହା ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ ଦେଖାଯାଏ। ତେବେ ଆସନ୍ତୁ ଏମିତି ୭ଟି କଥା ବିଷୟରେ ଜାଣିନେବା ଯାହାକୁ ପ୍ରତାରଣା ସମୟରେ ଜଣେ ପାର୍ଟନର୍ ବ୍ୟବହାର କରିଥାନ୍ତି।
ଯୁବକମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ଏକ ଉତ୍ତମ ଭବିଷ୍ୟତ ଗଠନ ପାଇଁ ଆବଶ୍ୟକ କୌଶଳ ଯୋଗାଇଦେବା ଜରୁରୀ। ତେବେ ଆସନ୍ତୁ ଏମିତି ୧୦ଟି ଉପାୟ ବିଷୟରେ ଜାଣିବା ଯାହା ଯୁବକଙ୍କ ଦକ୍ଷତାକୁ ବଢାଇଥାଏ।
ଆଜି ଜଗନ୍ନାଥଙ୍କର ବାହୁଡା ଯାତ୍ରା। ଭଉଣୀ ସୁଭଦ୍ରା ଓ ଭାଇ ବଳଭଦ୍ରଙ୍କ ସହ ସ୍ୱଗୃହକୁ ଆସିବେ କାଳିଆ ସାଆନ୍ତ। ପୁରୀ ଆଜି ଜନସମୁଦ୍ରରେ ପରିପୂର୍ଣ୍ଣ। ଏହି ପବିତ୍ର ମୁହୂର୍ତ୍ତରେ ଆସନ୍ତୁ ପୃଥିବୀର ବୈକୁଣ୍ଠ ଶ୍ରୀମନ୍ଦିରକୁ ନେଇ ୧୦ଟି ଚମତ୍କାର ବିଷୟରେ ଜାଣିନେବା।
ଯଦି ଆପଣ ଦରମା ଆଲୋଚନାରେ ନିଜ ଦରମା କଥା କହିବାକୁ ସଂକୋଚ ଅନୁଭବ କରୁଥାନ୍ତି ତେବେ ଏହି ଲେଖା ଆପଣଙ୍କ ପାଇଁ। ଏମିତି କିଛି ଟିପ୍ସ ଅଛି ଯାହାକୁ ଆପଣେଇ ଆପଣ ଆଶା କରୁଥିବା ନିଜ ଦରମାକୁ କହିପାରିବେ। ତେବେ ଆସନ୍ତୁ ସେ ବିଷୟରେ ଜାଣିବା।
ଅନନ୍ତ ଅମ୍ବାନୀ ବିବାହ ଏହାର ଗ୍ରାଣ୍ଡ ସେଲିବ୍ରେସନ ପାଇଁ ଏବେ ଚର୍ଚ୍ଚାରେ ଅଛି। ବର୍ତ୍ତମାନ ଏହି ବିବାହକୁ ନେଇ ଆଉ ଏକ ରୋମାଞ୍ଚକର କଥା ସାମ୍ନାକୁ ଆସିଛି। କୁହାଯାଉଛି ଯେ ଏହି ବିବାହ ଉତ୍ସବରେ ବରପକ୍ଷରୁ ଯୋଗଦେଇଥିବା ଅତିଥିମାନଙ୍କୁ ବହୁତ ମହଙ୍ଗା ଉପହାର ଦିଆଯାଇଛି।
ଅନନ୍ତ-ରାଧିକାଙ୍କ ବିବାହରେ ଦୀପିକା ପାଦୁକୋନଙ୍କ ସହ ଭେଟ ହୋଇଗଲା ଶାହରୁଖଙ୍କ ସହ। ଭାଇରାଲ୍ ହେଉଛି ଏହି ଭିଡିଓ। ଦେଖିବାକୁ ମିଳେ ଯେ ଶାହରୁଖ ଖାନ ଗର୍ଭବତୀ ଥିବା ଦୀପିକା ପାଦୁକୋନଙ୍କୁ ଚୁମ୍ବନ ଦେଇ ଅଭିବାଦନ ଜଣାଇଛନ୍ତି, ଏହା ପରେ ସେ ତାଙ୍କୁ ଆଲିଙ୍ଗନ କରିଛନ୍ତି।
ଆଡ଼ପ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କ ସନ୍ଧ୍ୟା ଦର୍ଶନ ଅତ୍ୟନ୍ତ ପୁଣ୍ୟଦାୟକ। ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ହୋଇଛି ଯେ, ନୀଳାଚଳରେ ଦଶ ବର୍ଷ ପର୍ଯ୍ୟନ୍ତ ତ୍ରିକାଳ ପୂଜା କାଳରେ ଭକ୍ତ ଶ୍ରୀବିଗ୍ରହମାନଙ୍କର ଦର୍ଶନରେ ଯେଉଁ ଫଳ ପାଏ, ସେହି ଫଳ ମହାବେଦୀ ବା ଆଡ଼ପ ମଣ୍ଡପରେ ଗୋଟିଏ ଦିନର ଦର୍ଶନରେ ମିଳେ।
ସୀମା ସୁରକ୍ଷା ବଳ (BSF) ପୁନର୍ବାର ଗ୍ରୁପ୍ B ଏବଂ C ବର୍ଗର ଅନେକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଯେଉଁମାନେ ଏନେଇ ଆବେଦନ କରି ନ ଥିଲେ ସେମାନେ ଏହାର ସୁଯୋଗ ନେଇପାରିବେ।
ଅନନ୍ତ ଅମ୍ବାନୀଙ୍କ ରାଧିକା ମର୍ଚାଣ୍ଟଙ୍କ ଦମଦାର ବିବାହରେ ଯୋଗ ଗୁରୁ ବାବା ରାମଦେବ ମଧ୍ୟ ଭାଗ ନେଇଥିଲେ। ଏହାରି ଭିତରେ ଅନନ୍ତଙ୍କ ବିବାହର ଏକ ଇନ୍ସାଇଡ୍ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ରାମଦେବ ଅନନ୍ତଙ୍କ ହାତ ଧରି ଧୂଆଁଦାର୍ ଡ୍ୟାନ୍ସ କରୁଥିବାର ନଜର...
ଶୁକ୍ରବାର ସାତ ଜନ୍ମ ପାଇଁ ସାଥୀ ହୋଇଛନ୍ତି ଅନନ୍ତ-ରାଧିକା। ଏବେ ଅନନ୍ତ ଅମ୍ବାନୀଙ୍କ ନବ ବିବାହିତ ପତ୍ନୀ ରାଧିକାଙ୍କ ବିବାହ ଫଟୋ ସାମ୍ନାକୁ ଆସିଛି। ବିବାହ ଲୁକ୍ରେ ସେ ଏତେ ସୁନ୍ଦର ଦେଖାଯାଉଛନ୍ତି ଯେ ତାଙ୍କ ଫଟୋରୁ ଆଖି ଫେରିବା କଷ୍ଟ। ସେ ବିଭିନ୍ନ ଭାରତୀୟ ପୋଷାକରେ ନିଜର...
ଅନନ୍ତ-ରାଧିକାଙ୍କ ଏକ ହୃଦୟସ୍ପର୍ଶୀ ଭିଡିଓ ସାମ୍ନାକୁ ଆସିଛି। ଏହି ଭାଇରାଲ୍ ଭିଡିଓରେ ଅନନ୍ତ ଅମ୍ବାନୀ ବିବାହ ଉତ୍ସବରେ ତାଙ୍କ ପତ୍ନୀ ରାଧିକା ମର୍ଚାଣ୍ଟଙ୍କ ଉପରେ ପ୍ରେମ ବର୍ଷା କରୁଥିବା ଦେଖାଯାଆନ୍ତି। ସେ ତାଙ୍କ କପାଳରେ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି।
ଗହମ ଅଟାରେ ତିଆରି ଗୋଲାକାର ଏବଂ ନରମ ପତଳା ରୁଟି ସହିତ ଡାଲି ହେଉ କି ସନ୍ତୁଳା ବା ପନିପରିବା ଭଜା ଖୁବ୍ ସ୍ୱାଦିଷ୍ଟ ଲାଗେ। ରୁଟିକୁ ନରମ କରିବାକୁ ହେଲେ ଅଟାରେ ସଠିକ୍ ପରିମାଣର ପାଣି ବ୍ୟବହାର ଜରୁରୀ।
ଅନେକ ଲୋକ ଲେମ୍ବୁ ଖାଇବାକୁ ପସନ୍ଦ କରନ୍ତି। ଲେମ୍ବୁ କେବଳ ଖାଦ୍ୟର ସ୍ୱାଦକୁ ବଢାଇଦିଏ ନାହିଁ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅନେକ ଉପକାରୀ। କିନ୍ତୁ ଏହାକୁ ଯଦି ଭୁଲ ଭାବରେ ଖିଆଯାଏ, ତେବେ ଏହା ଆପଣଙ୍କ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ।
ଆପଣ ଯଦି ବ୍ୟାଙ୍କରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ଏହି ସୁଯୋଗ ନେଇ ଆସିଛି ଇଣ୍ଡିଆନ୍ ବ୍ୟାଙ୍କ୍(Indian Bank)। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ସମସ୍ତେ ଅନନ୍ତ-ରାଧିକାଙ୍କ ବିବାହକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଶେଷରେ ଆଜି ହେଉଛି ସେହିଦିନ ଯେତେବେଳେ ଏହି ଯୋଡି ସବୁଦିନ ପାଇଁ ଏକାଠି ହୋଇଯିବେ। ଏସବୁ ଭିତରେ ଏବେ ଏହି ଯୋଡିଙ୍କର ପ୍ରି-ୱେଡିଙ୍ଗର କିଛି ଅଣଦେଖା ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଏହି ଫଟୋଗୁଡ଼ିକ ଅନୀଲ କପୁରଙ୍କ ସାନ...
ଆଜି ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ପରସ୍ପରକୁ ସାତ ଜନମ ପାଇଁ ସାଥୀ କରିବେ। ଅନନ୍ତ ଏବଂ ରାଧିକା ସେମାନଙ୍କ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ଜିଓ ୱାର୍ଲ୍ଡ କନ୍ଭେନ୍ସନ୍ ସେଣ୍ଟରରେ ବିବାହ କରିବେ। ଏଥିରେ ବଡ ବଡ ସେଲିବ୍ରିଟିମାନେ...
ଜନସଂଖ୍ୟା ଦୃଷ୍ଟିରୁ ଭାରତ କେବଳ ଚୀନ୍ ପଛରେ ଅଛି, କିନ୍ତୁ ଆଗାମୀ ବର୍ଷରେ ଏହା ଚୀନ୍କୁ ଅତିକ୍ରମ କରିପାରେ ବୋଲି ପୂର୍ବାନୁମାନ କରାଯାଇଛି। ଏହି କାରଣରୁ ହେଉଥିବା ଗୁରୁତର ପରିସ୍ଥିତିକୁ ଧ୍ୟାନରେ ରଖି ପ୍ରତିବର୍ଷ ୧୧ ଜୁଲାଇରେ ‘ବିଶ୍ୱ ଜନସଂଖ୍ୟା ଦିବସ’ ପାଳନ କରାଯାଏ।
ମହାପ୍ରଭୁଙ୍କ ଲୀଳା ଅନନ୍ୟ। କାଳିଆ ଠାକୁରଙ୍କ ଏହି ମାନବୀୟ ଲୀଳା ଭିତରେ ହେରା ପଞ୍ଚମୀ ଅନ୍ୟତମ। ରଥଯାତ୍ରା ପାଳନ ଅବସରରେ ହେରା ପଞ୍ଚମୀ ଉତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସାଧାଣତଃ ରଥଯାତ୍ରାଠାରୁ ପଞ୍ଚମ ଦିନରେ ଅର୍ଥାତ ଆଷାଢ଼ ଶୁକ୍ଳ ଷଷ୍ଠୀ ଦିନ ହେରା ପଞ୍ଚମୀ ଉତ୍ସବ ପାଳିତ ହୋଇଥାଏ।...
ଖିଲାଡି କୁମାରଙ୍କ ‘ସରଫିରା’ ବଡ ପରଦାରେ ଆସୁଛି। ରିଲିଜ୍ ତାରିଖ ହେଉଛି ୧୨ ଜୁଲାଇ। ଏହି ଫିଲ୍ମର ଅଗ୍ରୀମ ବୁକିଂ ଆରମ୍ଭ ହୋଇଛି। ଅକ୍ଷୟ କୁମାରଙ୍କ ଫିଲ୍ମର ପ୍ରଥମ ଶୋ’ ଦେଖିବା ପାଇଁ ଆଗ୍ରହୀ ପ୍ରଶଂସକମାନେ ଏବେ ଠାରୁ ସେମାନଙ୍କ ସିଟ୍ ରିଜର୍ଭ କରିନେବାର ସମୟ ଆସିଛି।