• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

urfi javed said production house treats side actor like dogs
ଟିଭି ଉପରେ ରାଗ ଉଦ୍‌ଗାରିଲେ ଉର୍ଫି; କହିଲେ ଏ ଦୁନିଆ ବହୁତ ଖରାପ, ଏଠି କୁକୁର ଭଳି ବ୍ୟବହାର କରାଯାଏ

ଉର୍ଫି ଅନେକ ଲୋକପ୍ରିୟ ଟିଭି ସିରିଏଲର ଏକ ଅଂଶ ହୋଇସାରିଛନ୍ତି। ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ, ଏମିତି କ’ଣ ହେଲା ଯେ ଉର୍ଫି ଛୋଟ ପରଦାରୁ ନିଜକୁ ଦୂରେଇ ଦେଲେ ଏବଂ ଆଜି ପର୍ଯ୍ୟନ୍ତ ଫେରି ନାହାଁନ୍ତି। ତେବେ ଆସନ୍ତୁ ଜାଣିବା ପୁରା କାହାଣୀ କ’ଣ…

Bollywood evergreen actress rekhas energetic dance with Shahrukh Khan and Shilpa Setty
Viral Video: ଶାହରୁଖଙ୍କ ସହ ରେଖାଙ୍କ ଏନର୍ଜେଟିକ୍ ଡ୍ୟାନ୍ସ; ଉଦାସୀନତାରେ ଅମିତାଭ ବଚ୍ଚନ

ଯେତେବେଳେ ରେଖା ମଞ୍ଚକୁ ଆସି ନିଜର ପୁରୁଣା ଗୀତରେ ନାଚିବା ଆରମ୍ଭ କରନ୍ତି, ଦର୍ଶକମାନଙ୍କ ହୃଦୟକୁ କାବୁ କରିନିଅନ୍ତି। ସେମିତି ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ବଲିଉଡର କିଙ୍ଗ ଖାନ ଅର୍ଥାତ୍ ଶାହରୁଖ ଖାନଙ୍କ ସହ ରେଖାଙ୍କ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହେଉଛି। ଏହି...

world environment day some steps to save environment
World Environment Day 2024: ପ୍ରଦୂଷଣ ବୃଦ୍ଧି ଯୋଗୁଁ ପ୍ରକୃତି ବିପଦରେ; ଜାଣନ୍ତୁ କିପରି ରକ୍ଷାକରିବେ ନିଜ ପରିବେଶକୁ

ପ୍ରାକୃତିକ ସମ୍ପଦର ଶୋଷଣ ଏବଂ ମାନବ ଜୀବନଶୈଳୀ ପାଇଁ ଏସବୁର ଅପବ୍ୟବହାର ହେତୁ ପରିବେଶ ପ୍ରଦୂଷିତ ହେଉଛି। ଦୂଷିତ ପରିବେଶ ସେହି ଉପାଦାନଗୁଡ଼ିକୁ ପ୍ରଭାବିତ କରେ ଯାହା ଜୀବନ ପାଇଁ ଜରୁରୀ। ଏଭଳି ପରିସ୍ଥିତିରେ ଆଜି ‘ବିଶ୍ୱ ପରିବେଶ ଦିବସ’ରେ ଆସନ୍ତୁ ପରିବେଶ ସୁରକ୍ଷାର କେତେକ ଦିଗ ଉପରେ...

How to understand that your child now needs glasses
Parenting Tips: ଏହି ୬ଟି ଉପାୟରେ ଜାଣନ୍ତୁ ଆପଣଙ୍କ ପିଲା ଚଷମା ବ୍ୟବହାର କରିବା ଉଚିତ କି ନାହିଁ

କିଛି ପିଲା ଅଛନ୍ତି ଯେଉଁମାନେ ଜନ୍ମରୁ ଦେଖିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି କିମ୍ବା ସମୟ ସହିତ ସେମାନଙ୍କର ଦୃଷ୍ଟି ଶକ୍ତି ଅନ୍ୟମାନଙ୍କ ତୁଳନାରେ ଦୁର୍ବଳ ହୋଇଯାଏ। ତେବେ କେଉଁ ଲକ୍ଷଣଗୁଡିକ ଦେଖି ଆପଣ ବୁଝିପାରିବେ ଯେ ପିଲାର ଦୃଷ୍ଟି ଶକ୍ତି ଖରାପ ଅଛି ଏବଂ ତାଙ୍କୁ ଚଷମା ଦରକାର...

High Court Recruitment Apply for 35 posts
High Court Recruitment: ଓଡ଼ିଶା ହୋଇକୋର୍ଟରେ ପୂରଣ ହେବ ଜୁନିୟର୍ ଷ୍ଟେନୋଗ୍ରାଫର୍ ପଦବୀ

ଓଡ଼ିଶା ହୋଇକୋର୍ଟରେ ବାହାରିଛି ଚାକିରି। ଏନେଇ ହାଇକୋର୍ଟ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁମାନେ ବିସ୍ତୃତଭାବେ ଜାଣିବାକୁ ଚାହାନ୍ତି ସେମାନେ ଅଫିସିଆଲ୍ ବିଜ୍ଞପ୍ତିକୁ ଯାଇପାରିବେ।

Kangana ranaut to be left bollywood after winning lok sabha election
ଜିତିଲେ କଙ୍ଗନା ରାଣାୱତ; ଆଉ ଦେଖିବାକୁ ମିଳିବେନି ମନୋରଂଜନ ଦୁନିଆରେ !

କଙ୍ଗନା ରାଣାୱତଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର। ହିମାଚଳ ପ୍ରଦେଶର ମଣ୍ଡିରୁ କଙ୍ଗନା ରାଣାୱତଙ୍କୁ ବିଜେତା ଘୋଷିତ କରାଯାଇଛି। ସେ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟଙ୍କୁ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛନ୍ତି। ଏଥି ସହିତ ବଲିଉଡ୍‌ ପ୍ରଶଂସକଙ୍କ ପାଇଁ ଖରାପ ଖବର ମଧ୍ୟ ରସିଛି।...

Varun dhawan blessed with a baby girl south star sivakarthikeyan announces birth of baby boy
ବାପା ହେଲେ ଦୁଇ ଅଭିନେତା; ଜଣେ ବଲିଉଡ୍‌ର ଆଉ ଜଣେ ସାଉଥ୍‌ର, ଜାଣନ୍ତୁ କିଏ

ଆଉ ଜଣେ ବଲିଉଡ ଅଭିନେତାଙ୍କ ଘରେ ଖୁସିର ଲହରୀ ଖେଳିଯାଇଛି। ଅଭିନେତା ବରୁଣ ଧାୱନ ଏବଂ ତାଙ୍କ ପତ୍ନୀ ନତାଶା ଦଲାଲ ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି। ସେହିପରି ସାଉଥ୍ ସିନେମା ଷ୍ଟାର୍ ଶିବକାର୍ତ୍ତିକେୟନ ଏବଂ ତାଙ୍କ ପତ୍ନୀ ଆରତୀ ପୁଅ ଭାବେ ସେମାନଙ୍କର ତୃତୀୟ ସନ୍ତାନକୁ ସ୍ୱାଗତ...

When counting vote from evm why some vote minus
ଯେତେବେଳେ ଭୋଟ୍ ​​ଗଣନା ହୁଏ, ଇଭିଏମ୍ ମେସିନରୁ କିଛି ଭୋଟ୍ ବାହାର କରାଯାଏ; କାହିଁକି…

ଆପଣ ଜାଣନ୍ତି କି ଯେତେବେଳେ ଭୋଟ୍ ଗଣନା ହୁଏ, ଇଭିଏମ୍ ମେସିନରୁ କିଛି ଭୋଟ୍ ମଧ୍ୟ ବାହାର କରିଦିଆଯାଏ। ତେବେ ଏହି ବ୍ୟବସ୍ଥା ଆଜିକାଲିରୁ ହେଉନି, ବରଂ ଯେତେବେଳେ ଇଭିଏମ୍‌ରେ ଭୋଟ୍ ଦେବା ଆରମ୍ଭ ହେଲା ସେବେଠାରୁ ହେଉଛି। ଏମିତି କାହିଁକି ହୁଏ ଆସନ୍ତୁ ଜାଣିବା।

BSF Recruitment 2024 Apply for 191 posts
BSF Recruitment: BSFରେ ପୂରଣ ହେବ ଅନେକ ପଦବୀ; ଦଶମ ପାଶ୍‌ ସହ ଏହି ସାର୍ଟିଫିକେଟ୍ ଥିଲେ ସୁଯୋଗ

ସୀମା ସୁରକ୍ଷା ବାହିନୀ (BSF) ରେ ଯୋଗଦେବାକୁ ସ୍ୱପ୍ନ ଦେଖୁଛନ୍ତି। ତେବେ ଏହି ଖବର ଆପଣଙ୍କ ପାଇଁ। କେ ୱାଟର ୱିଙ୍ଗରେ ଗ୍ରୁପ୍ ବି ଏବଂ ସି ବର୍ଗ ପଦବୀ ପାଇଁ BSF ନିଯୁକ୍ତି ଘୋଷଣା କରିଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

Prabhas amitabh kamal starrer kalki 2898 ad trailer to be released on this day
ଦର୍ଶକଙ୍କ ଉତ୍ସାହ ଭିତରେ ରିଲିଜ୍ ହେବ 'କଲ୍‌କୀ ୨୮୯୮ ଏଡି'; ଜାଣନ୍ତୁ କେବେ…

'କଲ୍‌କୀ ୨୮୯୮ ଏଡି'କୁ ନେଇ ଜୋରଦାର ଆଲୋଚନା ଚାଲିଛି। ଏହା ଏମିତି ଏକ ଚଳଚ୍ଚିତ୍ର ଯେଉଁଥିପାଇଁ ସାରା ଦେଶର ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମକୁ ନେଇ ଅନେକ କୌତୁହଳ ଅଛି। ଫିଲ୍ମର ନିର୍ମାତା ମଧ୍ୟ ବିଭିନ୍ନ ଉପାୟରେ ଫିଲ୍ମର ମାର୍କେଟିଂ ଆରମ୍ଭ କରିଦେଇଛନ୍ତି।

Rajinikanth movie vettaiyan will clash with jr ntr film devara
ଗୋଟିଏ ଦିନରେ ‘ଭେଟ୍ଟାୟାନ’ – ‘ଦେବରା’ ରିଲିଜ୍; ରଜନୀକାନ୍ତ ଓ ଜୁନିୟର NTR ଙ୍କ ମଧ୍ୟ କଡା ଟକ୍କର

ଗୋଟିଏ ଦିନରେ ରିଲିଜ୍ ହେବ ଜୁନିଅର ଏନଟିଆରଙ୍କ ଆକ୍ସନ୍ ଡ୍ରାମା ଫିଲ୍ମ 'ଦେବରା: ପାର୍ଟ-୧' ଓ ସୁପର୍‌ଷ୍ଟାର ରଜନୀକାନ୍ତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଭେଟ୍ଟାୟାନ'। ତେବେ ଏଥିରୁ ସ୍ପଷ୍ଟ ଯେ ରଜନୀକାନ୍ତ ଏବଂ ଜୁନିୟର NTR ବଡ ପରଦାରେ ଏକାଠି ସଂଘର୍ଷ କରିବେ।

these things you should never say to your kids can be emotionally harm and depression
Parenting Tips: ପିଲାମାନଙ୍କ ସହ କେବେବି କରନ୍ତୁ ନାହିଁ ଏମିତି ବ୍ୟବହାର; ହୋଇପାରନ୍ତି ମାନସିକ ରୋଗର ଶିକାର

ଅନେକ ସମୟରେ ବାପାମାଆ ନିଜ ପିଲାମାନଙ୍କୁ ଏପରି କଠୋର କଥା କୁହନ୍ତି, ଯାହାର ନକାରାତ୍ମକ ପ୍ରଭାବ ସେମାନଙ୍କ କୋମଳ ମନ ଉପରେ ପଡିଥାଏ।

World Bicycle Day 2024 three benefits of cycling for 30 minutes a day
World Bicycle Day 2024: ପ୍ରତିଦିନ ୩୦ ମିନିଟ୍ ସାଇକେଲ୍ ଚଲାନ୍ତୁ, ମିଳିବ ୩ଟି ବିଶେଷ ଫାଇଦା

ସାଇକେଲ୍ ଚଳାଇବାର ଉପକାରିତାଙ୍କୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଜୁନ୍ ୩ ତାରିଖରେ ‘ବିଶ୍ୱ ସାଇକେଲ୍‌ ଦିବସ’ ପାଳନ କରାଯାଏ। । WHO ଅନୁଯାୟୀ, ଯଦି ଜଣେ ପ୍ରତିଦିନ ୩୦ ମିନିଟ୍ ପାଇଁ ସାଇକେଲ ଚଳାନ୍ତି ତେବେ ଏହା ୩ଟି ବିଶେଷ ଫାଇଦା ଦେଇଥାଏ। ଆସନ୍ତୁ ଜାଣିବା…

These mistakes causes of fire incidents simple solution how to prevent it
Tips and Tricks: ଏଭଳି ଭୁଲ୍ ଯୋଗୁଁ ଘରେ ଲାଗିପାରେ ନିଆଁ; ଏମିତି ନିଅନ୍ତୁ ବୈଦ୍ୟୁତିକ ଉପକରଣର ଯତ୍ନ

ଆଜିକାଲି ପ୍ରବଳ ଗରମ କାରଣରୁ ଦେଶର ଅନେକ ସହରରେ ନିଆଁ ଲାଗିବାର ଖବର ଆସୁଛି। କେଉଁଠି ACରେ ଉତ୍ତାପ ବୃଦ୍ଧି ହେତୁ ବିସ୍ଫୋରଣ ଘଟୁଥିବାବେଳେ ଆଉ କେଉଁଠି କାରଖାନାରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗୁଛି। କିଛି ଜିନିଷ ଧ୍ୟାନରେ ରଖିବା ଜରୁରୀ, ଯାହାଫଳରେ ସର୍ଟ ସର୍କିଟ୍‌ ଯୋଗୁଁ...

AFCAT 2 Recruitment Apply for 304 posts
AFCAT 2024: ଭାରତୀୟ ବାୟୁସେନାରେ ଚାକିରି କରିବାକୁ ଚାହୁଁଛନ୍ତି କି… ସୁଯୋଗ ହାତଛଡା କରନ୍ତୁ ନାହିଁ

ଭାରତୀୟ ବାୟୁସେନାରେ ଚାକିରି ପାଇବା ପାଇଁ ଅନେକ ଯୁବକ ଚାହିଁ ବସିଥାନ୍ତି। ଆପଣ ଯଦି ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ଜଣେ ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏହି ନିଯୁକ୍ତି ଏୟାର୍‌ପୋର୍ସ କମନ ଆଡମିଶନ ଟେଷ୍ଟ(AFCAT) ମାଧ୍ୟମରେ ହେବ।

Rajinikanth on a pilgrimage at kedarnath and badrinath
କେଦାରନାଥ-ବଦ୍ରିନାଥ ଗସ୍ତରେ ରଜନୀକାନ୍ତ; ଫଟୋ-ଭିଡିଓ ଭାଇରାଲ୍

ସୁପରଷ୍ଟାର ରଜନୀକାନ୍ତ ଚଳିତ ବର୍ଷ ମଧ୍ୟ ତାଙ୍କର ବାର୍ଷିକ ଭ୍ରମଣ ଆରମ୍ଭ କରିଛନ୍ତି। ସେ ବର୍ତ୍ତମାନ ଉତ୍ତରପ୍ରଦେଶର କେଦାରନାଥ ଏବଂ ବଦ୍ରିନାଥ ଗସ୍ତରେ ଅଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ନୂଆ ଭିଡିଓ ଏବଂ ଫଟୋରେ ଏହି ଅଭିନେତା ରାଜ୍ୟର ପ୍ରସିଦ୍ଧ ତୀର୍ଥସ୍ଥାନରେ ଈଶ୍ୱରଙ୍କ ଆଶୀର୍ବାଦ ନେଉଥିବାର ନଜର...

Raveena tendon accused of assault scuffle video goes viral
Viral Video: ରବୀନା ଟଣ୍ଡନଙ୍କ ବିରୋଧରେ ଅଭିଯୋଗ; ‘ନିଶାରେ ମୋ ମା’ଙ୍କୁ ପିଟିଲେ’

ରବୀନା ଟଣ୍ଡନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ୍ ଭିଡିଓରେ ରବୀନାଙ୍କୁ ଠେଲାପେଲା ଅବସ୍ଥାରେ ଦେଖିବାକୁ ମିଳେ। ଏହି ଘଟଣା ମୁମ୍ବାଇର ବାନ୍ଦ୍ରା ଅଞ୍ଚଳର। ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳେ ଯେ କିପରି କିଛି ଲୋକ ଯୁକ୍ତିତର୍କ କରୁଛନ୍ତି ଆଇ ରବୀନାଙ୍କୁ ଠେଲି ଦେଉଛନ୍ତି।

World Milk Day Know the benefits of milk
World Milk Day 2024: ଦୈନିକ ରାତିରେ ପିଅନ୍ତୁ କ୍ଷୀର; ଓଜନ କମିବ, ଭଲ ନିଦ ହେବ

କ୍ଷୀର ଏକ ସମ୍ପୂର୍ଣ୍ଣ ଖାଦ୍ୟ। ପ୍ରତିଦିନ ପାଖାପାଖି ୨୫୦ ଗ୍ରାମ କ୍ଷୀର ପିଇବା ଉଚିତ। କ୍ଷୀର ପିଇବା ଦ୍ୱାରା ଅନେକ ହୃଦୟ ସମ୍ବନ୍ଧୀୟ ରୋଗର ବିପଦରୁ ରକ୍ଷା ମିଳିଥାଏ। ଆସନ୍ତୁ ଜାଣିବା ଅନ୍ୟାନ୍ୟ ଫାଇଦା…

if any family member facing disappointment to help them must say these  sentences
Relationship Tips: ଆପଣଙ୍କ ପରିବାରରୁ କେହି ମାନସିକ ଚାପରେ ଅଛନ୍ତି କି; କୁହନ୍ତୁ ଏହି କଥା, ମିଳିବ ଶାନ୍ତି

ଅନେକ ସମୟରେ ଏମିତି ହୁଏ ଯେ ପରିବାରର କୌଣସି ସଦସ୍ୟ କଠିନ ସମୟ ଦେଇ ଗତି କରନ୍ତି ଏବଂ ଘର ଲୋକ ଚାହିଁଲେ ମଧ୍ୟ ତାଙ୍କୁ ସାହାଯ୍ୟ କରିବାରେ ଅସମର୍ଥ ହୁଅନ୍ତି। ଆପଣଙ୍କ ପାଇଁ କିଛି ଟିପ୍ସ ଯାହା ଏପରି ସମସ୍ୟାରେ ପଡିଥିବା ଯେକୌଣସି ବ୍ୟକ୍ତିଙ୍କୁ ଭଲ ଅନୁଭବ...

police constable saves life of a monkey who fell unconscious due to heatstroke
Viral Video: ପୋଲିସ ବାବୁଙ୍କ ମାନବିକତା; ଏମିତି କରି ମୃତପ୍ରାୟ ମାଙ୍କଡଟିକୁ ବଞ୍ଚେଇଦେଲେ

ଅତ୍ୟଧିକ ଗରମରୁ ମାଙ୍କଡଟିଏ ଚେତାଶୂନ୍ୟ ହୋଇଯାଇଥିଲା। ଏହାକୁ ଜଣେ ପୋଲିସ କର୍ମଚାରୀ ଦେଖିଥିଲେ। । ଟିକିଏ ବି ସମୟ ନଷ୍ଟ ନ କରି ସେ ତା’ ଜୀବନ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ଆଉ ସଫଳ ବି ହୋଇଥିଲେ। ସେ ତା’ ଉପରେ ଏହି ଟେକ୍ନିକ୍ ପ୍ରୟୋଗ କରିଥିଲେ।

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।