ଅଗଷ୍ଟ ୧୫କୁ କ୍ୟାପ୍ଚର୍ କରିବା ରେସ୍ରେ ମନୋରଂଜନ ଦୁନିଆ। ଏହି ପ୍ରତିଯୋଗିତା ସାଉଥ୍ ଏବଂ ବଲିଉଡ ମଧ୍ୟରେ ହେବାକୁ ଯାଉଛି। ବଲିଉଡ୍ର ୩ ଦମଦାର ଫିଲ୍ମ ଏହି ଦିନ ରିଲିଜ୍ ହେବାକୁ ଥିବା ବେଳେ ସାଉଥ୍ ମଧ୍ୟ ୨ ଫିଲ୍ମ ସହିତ ସଂଘର୍ଷ କରିବାକୁ ପ୍ରସ୍ତୁତ। ତେବେ କିଏ...
ସନା ମକବୁଲ୍ 'ଲେଡି ବସ୍' ହୋଇ ବିଗ୍ ବସ୍ OTT 3 ର ବିଜେତା ମୁକୁଟ ଜିତିଛନ୍ତି। ପୂରା ସିଜନ୍ରେ ଦମଦାର୍ ଖେଳ ଖେଳି ସନା ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ସେ ବିଗ୍ ବସ୍ OTT 3 ର ଏକମାତ୍ର ପ୍ରତିଯୋଗୀ ଯିଏ ଅନିଲ କପୁରଙ୍କ ଠାରୁ...
UPSC ଚାହିଁଲେ କାହାର ପ୍ରାର୍ଥୀତ୍ୱକୁ ବାତିଲ କରିପାରିବ କି? ଯଦି ହଁ, ତେବେ କେଉଁ ପରିସ୍ଥିତିରେ UPSC ଜଣେ ପ୍ରାର୍ଥୀଙ୍କୁ ବାତିଲ କରିପାରିବ? ଆସନ୍ତୁ ସେ ବିଷୟରେ ଜାଣିବା।
ଅନେକ ଥର ଏମିତି ମଧ୍ୟ ହୁଏ ଯେ ଫୋନ୍ ହଠାତ୍ ପାଣିରେ ପଡିଯାଏ। ଏପରି ପରିସ୍ଥିତିରେ ସାଧାରଣତଃ ଲୋକମାନେ ଫୋନକୁ ଚାଉଳ ଭିତରେ ରଖିଦିଅନ୍ତି, କିନ୍ତୁ ଅଜାଣତରେ ଏହା କରି ଆପଣ ଏକ ବଡ ଭୁଲ କରନ୍ତି। ତେବେ ଆସନ୍ତୁ ଜାଣିବା ଯଦି ସ୍ମାର୍ଟଫୋନ୍ ବର୍ଷାରେ ଓଦା ହୋଇଯାଏ...
କ୍ୟାଟ୍ରିନାଙ୍କ ଗୋଟିଏ କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏକ ଗଣମାଧ୍ୟମକୁ ସେ କହିଛନ୍ତି ଯେ ଘରେ ରହି ପିଲାର ଯତ୍ନ ନେବେ। ତେବେ ତାଙ୍କର ଏହି କଥାରୁ ଜଣାପଡୁଛି ସେ ବୋଧେ ବଲିଉଡ୍ ଦୁନିଆକୁ ବାଏ ବାଏ କରିବେ ଆଉ ପିଲାର ଦାୟିତ୍ୱ ନେବେ। ଏହା ସହିତ ସେ...
ଆପଣ ଯଦି ସରକାରୀ କରିବା ନେଇ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର ଆପଣ ପାଇଁ। କର୍ମଚାରୀ ଚୟନ ଆୟୋଗ (SSC) ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି।
ଜଣେ ସାମ୍ବାଦିକ ଜନ୍ ଆବ୍ରାହମ୍ଙ୍କୁ କିଛି ପ୍ରଶ୍ନ ପଚାରିଥିଲେ ଯାହା ତାଙ୍କୁ କ୍ରୋଧିତ କରିଥିଲା। ସେହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଜାଣନ୍ତୁ ସାମ୍ବାଦିକଙ୍କ ଉପରେ ରାଗି କ’ଣ କହିଲେ ଜନ୍ ଆବ୍ରାହମ୍।
ବଲିଉଡ୍ କ୍ୱିନ୍ କୃତି ସାନନ୍ ଆଜିକାଲି ତାଙ୍କ ପ୍ରେମ ଜୀବନ ପାଇଁ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏବେ ସେ ପୁଣି ଥରେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି। ବର୍ତ୍ତମାନ ଅଭିନେତ୍ରୀ ଏପରି ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଆପଣ ତାଙ୍କର କିଲିଙ୍ଗ୍ ଲୁକ୍ ଦେଖିବା ପରେ ହୃଦୟ...
ଉଷ୍ଟ୍ରାସନ ଅନେକ ଶାରିରୀକ ସମସ୍ୟାକୁ ଦୂର କରେ। ଏହା ଏମିତି ଏକ ଯୋଗାସନ ଯାହା ସାହାଯ୍ୟରେ ଆପଣ ନିଜ ଥାଇରଏଡ୍ ଗ୍ରନ୍ଥିକୁ ସକ୍ରିୟ କରିପାରିବେ। ଏହା ଦ୍ୱାରା ହରମୋନ୍ ସମସ୍ୟା ସହଜରେ ସନ୍ତୁଳିତ ହୋଇପାରିବ। ଆସନ୍ତୁ ଜାଣିବା ଏହାକୁ ଅଭ୍ୟାସ କରିବାର ସଠିକ୍ ଉପାୟ କ’ଣ…
ପ୍ରାୟତଃ ଗ୍ରୀଷ୍ମ ଏବଂ ବର୍ଷା ଋତୁରେ ପନିପରିବା ଏବଂ ଶସ୍ୟଜାତୀୟ ଜିନିଷ ଅଧିକ ଦିନ ରହିଲେ ନଷ୍ଟ ହୋଇଯାଏ। ଏପରି ପରିସ୍ଥିତିରେ, ଆପଣ ଯଦି ଏହିସବୁ ସମସ୍ୟାକୁ ସାମ୍ନା କରୁଛନ୍ତି, ତେବେ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ କହିବୁ ଯାହାକୁ ଅନୁସରଣ କରି ଆପଣ ପନିପରିବା କ୍ଷୟକ୍ଷତିରୁ...
ବର୍ତ୍ତମାନ ପ୍ୟାରିସ୍ ଅଲିମ୍ପିକ୍ସ ଚାଲିଛି। ଦେଶର ବିଭିନ୍ନ କ୍ଲବ୍ର ଖେଳାଳିମାନେ ଜିତିବା ସହ ଭାରତକୁ ପଦକ ଆଣିବାକୁ ଚେଷ୍ଟା କରୁଛନ୍ତି। ନିକଟରେ ଭାରତୀୟ ସୁଟର ମନୁ ଭାକର ବ୍ରୋଞ୍ଜ୍ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି। ସେ ନିଜ ସରଳ ଷ୍ଟାଇଲ୍ରେ ମଧ୍ୟ ବହୁତ ସୁନ୍ଦର ଦେଖାଯାଆନ୍ତି।...
ଆଜିକାଲିର ବ୍ୟସ୍ତବହୁଳ ସମୟ ଭିତରେ ଅନେକ ନିଜ ନିଜ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତି ନାହିଁ। ବିଶେଷକରି ରାତ୍ରି ଭୋଜନକୁ ଅନେକ ଅବହେଳା କରନ୍ତି। ଏହା କିନ୍ତୁ ସାଂଘାତିକ ସମସ୍ୟାର କାରଣ ହୋଇଥାଏ। ତେବେ ଆସନ୍ତୁ ଜାଣିନେବା ରାତ୍ରି ଭୋଜନର ପ୍ରକୃତ ସମୟ କ’ଣ…
ଆପଣ ହୁଏତ ବିଶ୍ୱାସ କରିବେ ନାହୁଁ, ଯେଉଁ ଫିଲ୍ମରେ ଡିମ୍ପଲ୍ କପାଡିଆ ଦର୍ଶକ ଏବଂ ଫିଲ୍ମ ନିର୍ମାତାଙ୍କୁ ତାଙ୍କ ସୌନ୍ଦର୍ଯ୍ୟରେ ପାଗଳ କରିଦେଇଥିଲେ, ସେ ଦିନେ କୁଷ୍ଠ ରୋଗରେ ପୀଡିତ ଥିଲେ। ଆସନ୍ତୁ ସେ ସବୁ ବିଷୟରେ ଜାଣିବା।
ନିକଟରେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ସ୍ୱାମୀ ଡକ୍ଟର ଶ୍ରୀରାମ ନେନେ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ଲୋକମାନେ ଜଳଖିଆରେ କେଉଁ କେଉଁ ଜିନିଷରୁ ଦୂରେଇ ରହିବା ଉଚିତ। ଇନ୍ଷ୍ଟାରେ ଶେୟାର ହୋଇଥିବା ଭିଡିଓରେ, ସେହିସବୁ ଜଳଖିଆଗୁଡିକ ଦେଖାଯାଇଛି, ଯାହା ସକାଳେ ଖାଇଲେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ...
ଫୋନ୍ରେ ବ୍ୟାକ୍ କଭର ବ୍ୟବହାର କରିବାର ଅସୁବିଧାଗୁଡିକ ବହୁତ କମ୍ ଲୋକ ଜାଣନ୍ତି। କଭର ଯୋଗୁଁ ଫୋନ୍ରେ ଅନେକ ସମସ୍ୟା ମଧ୍ୟ ଉପୁଜିଥାଏ। ଆଜି ଆମେ ଆପଣଙ୍କୁ ଫୋନରେ ବ୍ୟାକ୍ କଭରର ପାଞ୍ଚଟି ଅସୁବିଧା ବିଷୟରେ ଜଣେଇବୁ।
ଅମିତାଭ ବଚ୍ଚନ ବର୍ତ୍ତମାନ 'କଲ୍କୀ ୨୮୯୮ ଏଡି' ଫିଲ୍ମର ସଫଳତାକୁ ଉପଭୋଗ କରୁଛନ୍ତି। ବର୍ତ୍ତମାନ ଅମିତାଭ ଫିଲ୍ମ 'ଫକ୍ତ୍ ପୁରୁଷୋ ମାତେ' ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରିବେ।
NABARDରେ ଚାକିରି ପାଇବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ସୁଯୋଗ। ଏନେଇ NABARD ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଏହି ନିଯୁକ୍ତି ବିଷୟରେ ବିସ୍ତୃତ ଭାବେ ଜାଣିବା ପାଇଁ ପୂରା ଖବରକୁ ପଢନ୍ତୁ।
କୌଣସି ବି ବ୍ୟକ୍ତି ନିଜ ବନ୍ଧୁଠାରୁ ଅଲଗା ହେବାକୁ ଚାହାନ୍ତି ନାହିଁ। କିନ୍ତୁ ବେଳେବେଳେ ଏମିତି ସମୟ ଆସିଥାଏ ଭଲ ବନ୍ଧୁ ବି ପର ହୋଇଯାଏ। ଏଭଳି ପରିସ୍ଥିତିକୁ ଏଡେଇବା ପାଇଁ କେତେକ ଦିଗ ପ୍ରତି ଧ୍ୟାନଦେବା ନିହାତି ଜରୁରୀ। ଆସନ୍ତୁ ସେ ବିଷୟରେ ଜାଣିନେବା।
ଶାହରୁଖଙ୍କୁ ଡାକ୍ତରଖାନାରେ ଦେଖିବାକୁ ମିଳିଛି। ସେ ଆଖି ପାଇଁ ଡାକ୍ତରଖାନା ଯାଇଥିଲେ। ଜୁଲାଇ ୨୯ରେ ତାଙ୍କ ଆଖି ସର୍ଜରୀ ହୋଇଛି। କିନ୍ତୁ ଏହି ସର୍ଜରୀ ସଠିକ୍ ଭାବରେ ହୋଇପାରି ନାହିଁ, ଯେଉଁଥିପାଇଁ ସେ ଆମେରିକା ଯିବେ ବୋଲି କୁହାଯାଉଛି।
ବିବାହ ପରେ ଅନେକ ଲୋକ ଦାୟିତ୍ୱରେ ଛନ୍ଦି ହୋଇ ନିଜର ମଜାମସ୍ତି ଭୁଲିଯାଆନ୍ତି। ତେବେ ବିବାହ ପରେ ମଧ୍ୟ ଜଣେ ଚାହିଁଲେ ନିଜ ଜୀବନରେ ପୂର୍ବ ପରି ସୁଖଶାନ୍ତି, ମଜାମସ୍ତି ପାଇପାରିବେ। ଏଥିପାଇଁ କିନ୍ତୁ କିଛି ଜିନିଷକୁ ଧ୍ୟାନରେ ରଖିବାକୁ ପଡିବ।