• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Today Panchang
Today Panchang 21st May 2023: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରକୁ ଆଣନ୍ତୁ ନୂତନ ଯାନବାହନ

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୧ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Odisha's Jagah Mission
ବସ୍ତି ବାସିନ୍ଦାଙ୍କୁ ଜାଗା କେବେ ?

ବସ୍ତି ବାସିନ୍ଦାଙ୍କୁ ଯାଗା ଯୋଗାଇ ଦେବାକୁ ସରକାରଙ୍କ ଅନେକ ଯୋଜନା କିନ୍ତୁ ଯୋଜନା ଯୋଜନ ଦୂରରେ । ନିଜ ନାଁ ଜାଗା ଖଣ୍ଡେ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି କେନ୍ଦ୍ରାପଡ଼ା ପୌରପରିଷଦରେ ଥିବା ବସ୍ତିବାସିନ୍ଦା ।

Yojanara Naa Hariloot
ଓଡିଶା ବାଲି ଯାଉଛି ଛତିଶଗଡ ଆନ୍ଧ୍ରପ୍ରଦେଶ..

ଟ୍ରକ୍ ଟ୍ରକ୍ ବାଲି ଓଡିଶାରୁ ଆନ୍ଧ୍ରକୁ ଛତିଶଗ଼ଡକୁ ଚାଲାଣ କରାଯାଉଛି । କାହା ପାଖରେ ବି ହିସାବ ନାହିଁ । ପ୍ରଶାସନ ଜାଣି ମଧ୍ୟ ଚୁପ୍ I

Patients at Dhenkanal DHH suffer as lift
କୋମାରେ ଏସି, ଅଚଳ ଲିଫ୍ଟ...ହନ୍ତସନ୍ତ ରୋଗୀ..

କୋମାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଥଣ୍ଡା ବ୍ୟବସ୍ଥା..କାମକରୁନି ଏସି, ଏମର୍ଜେନ୍ସି ଆୱାର୍ଡରେ ଗରମରେ ଆଉଟପାଉଟୁ ରୋଗୀ । ଲିଫ୍ଟ ମଧ୍ୟ ଅଚଳ, ପାହାଚ ଚଢି ଯାଉଛନ୍ତି ରୋଗୀ ।

Two divyangs fight odds
ବୋଝ ନୁହନ୍ତି ସ୍ୱାଭିମାନରେ ବଞ୍ଚୁଛନ୍ତି ଦୁଇ ଦିବ୍ୟାଙ୍ଗ ଯୋଦ୍ଧା

ଦିବ୍ୟାଙ୍ଗ ସତ୍ତ୍ୱେ କାହା ଉପରେ ବୋଝ ନହୋଇ ନିଜେ ମୂଲ ଲାଗୁଛନ୍ତି ଆଉ ଝାଳ ବୁଝା ଟଙ୍କାରେ ପରିବାର ପୋଷୁଛନ୍ତି...ଭଦ୍ରକର ଦୁଇ ସ୍ୱାଭିମାନୀ ଦିବ୍ୟାଙ୍ଗ ଯୋଦ୍ଧା ଏବା ଚର୍ଚ୍ଚାରେ..

Gold Price Today
Gold Price Today 20th May 2023: ସୁନା ଦରରେ ପରିବର୍ତ୍ତନ, ଜାଣନ୍ତୁ ଆଜି କେତେ ରହିଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ସ୍ଥିର ରହିଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୪୨୦ ଟଙ୍କା ହୋଇଛି।

orphanage script success in Matric exam
ବାପା ମାଆ ଛେଉଣ୍ଡ ପିଲା ମାଟ୍ରିକ୍ ପରୀକ୍ଷାରେ କରିଛନ୍ତି ବାଜିମାତ୍

ଏମାନଙ୍କର ବାପା ମାଆ ନାହାନ୍ତି ତଥାପି ଏମାନେ ମାଟ୍ରିକ୍ ପରୀକ୍ଷାରେ ବାଜିମାତ୍ କରିଛନ୍ତି । ପ୍ରମାଣ କରିଦେଇଛନ୍ତି ଆମକୁ ବଞ୍ଚିବାକୁ ହେଲେ କେବଳ ପାଠ ହିଁ ଆମର ସାହା ।

Angul girl scores
ରେଜଲ୍ଟ ଆଗରୁ ଆଖିବୁଜିଦେଲା

ରେଜଲ୍ଟ ବାହାରିବା ଆଗରୁ ଆଖିବୁଜି ଦେଲେ ମେଧାବି ଛାତ୍ରୀ । ମାମୁଁ ଘରକୁ ଯିବା ହେଲା କାଳ । ରେଜଲ୍ଟ ବାହାରିଲା A1ରେ ନାଁ ଅଛି । ହେଲେ ଖୁସି ମନାଇବା ପାଇଁ ସ୍ୱାତୀ ନାହିଁ

News fuse
ସାର କଂକ୍ରିଟ୍ କାନ୍ଥରେ ପଦ୍ମପୁଟେଇବା ନେତା

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ କାନ୍ଥରେ ଆଙ୍କୁଛନ୍ତି ପଦ୍ମଫୁଲ । କିନ୍ତୁ ପାଖରେ ଛିଡା ହୋଇଥିବା ଅନ୍ୟମାନେ ଏତେ ସିରିୟସ୍ ରେ ଦେଖୁଛନ୍ତି କଣ ?

Today Panchang 20h May 2023
Today Panchang 20th May 2023: ଜାଣନ୍ତୁ ଆଜିର ଶୁଭ ମୁହୂର୍ତ୍ତ, ଶନିବାରରେ କରନ୍ତୁ ଗ୍ରହଶାନ୍ତି ପୂଜା

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Kendu leaf
କେବେ ସମାଧାନ ହେବ କେନ୍ଦୁପତ୍ର ତୋଳାଳିଙ୍କ ସମସ୍ୟା ?

କେନ୍ଦୁପତ୍ର ସରକାରଙ୍କ ରାଜସ୍ୱ ଆୟର ଏକ ପ୍ରମୁଖ ମାଧ୍ୟମ। ଏହା ନିରିହ ଆଦିବାସୀଙ୍କ ପାଇଁ ଏକମାତ୍ର ସାହାରା କହିଲେ ଚଳେ । ତଥାପି ସେମାନଙ୍କ ସମସ୍ୟାର ସମାଧାନ ହୋଇ ପାରୁନି। ଏନେଇ ଖଡ଼ିଆଳ ରୁ ଦେଖିବା ଏଇ ବିଶେଷ ରିପୋର୍ଟ……

Prerana
ଅଧାରୁ ପାଠ ଛାଡ଼ିବାକୁ ବାଧ୍ୟ ହୋଇଥିଲେ, ଏବେ ଅନ୍ୟଙ୍କ ପାଇଁ ସେ ପ୍ରେରଣା

ଅଧାରୁ ପାଠ ଛାଡ଼ିବାକୁ ବାଧ୍ୟ ହୋଇଥିଲେ, ଏବେ ଅନ୍ୟଙ୍କ ପାଇଁ ସେ ପ୍ରେରଣା

water scarcity
ପାଣି ପାଇଁ ହନ୍ତସନ୍ତ ଆସିକା ଭେଟନଇ ଅଞ୍ଚଳରେ ବିଚରଣ କରୁଥିବା ବିରଳ

ଗ୍ରୀଷ୍ମପ୍ରବାହ ବୃଦ୍ଧି ଯୋଗୁଁ ଆସିକା ବନାଞ୍ଚଳରେ ଚଳପ୍ରଚଳ କରୁଥିବା ହରିଣମାନେ ପାଣି ପାଇଁ ହନ୍ତସନ୍ତ ହେଲେଣି। ଵିଲବାଡ଼ି, ଜଳାଶୟ ସବୁ ସୁଖା ପଡିଯାଇଥିବାରୁ ପାଣି ପାଇଁ ହରିଣମାନେ ଇତସ୍ତତ ହୋଇ ବୁଲୁଛନ୍ତି। ଏପରିକି ବାଟବଣା ହୋଇ ଦୁର୍ଘଟଣାର ଶିକାର ହୁଅନ୍ତି। ବନବିଭାଗ କହୁଛି ପାଣି କୁଣ୍ଡ ବ୍ୟବସ୍ଥା କରି...

pension scheme
ଭତ୍ତା ପାଇଁ ପଞ୍ଚାୟତ ଅଫିସ ଘେରିଲେ ହିତାଧିକାରୀ

ବ୍ୟାଙ୍କ ଗଲେ ଟଙ୍କା ମିଳିଲାନି । ପୋଷ୍ଟ ଅଫିସ ଗଲେ ଟଙ୍କା ମିଳିଲାନି । ଶେଷରେ ଭତ୍ତା ପାଇଁ ପଞ୍ଚାୟତ ଅଫିସ ଘେରିଲେ ହିତାଧିକାରୀ…

Odisha boy
୨ ବର୍ଷର ବିସ୍ମୟ ବାଳକ ହାତରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ପ୍ରମାଣ ପତ୍ର, ମେଡାଲ

କୁନି ପୁଅ ହାତରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ 2022ର ପ୍ରମାଣ ପତ୍ର ଆଉ ମେଡାଲ । ବୟସ ମାତ୍ର 2 ବର୍ଷ ହେଲେ ବିଚକ୍ଷଣ ପ୍ରତିଭାର ଅଧିକାରୀ । ପୁଅ ତେଯାଂଶୁ ପାଇଁ ଆଜି କେବଳ ବାପା-ମା ନୁହଁନ୍ତି ଭବାନୀପାଟଣା ତଥା କଳାହାଣ୍ଡି ଜିଲ୍ଲା ଗର୍ବିତ ....

Peon’s son cracks OES examination
ସମ୍ବଳ ନଥିଲେ କଣ ହେଲା? ମେଧାବୀ ଛାତ୍ରଙ୍କ ଏକାଗ୍ରତା ଓ ନିଷ୍ଠା ଆଣିଦେଲା ସଫଳତା

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ କର୍ସାହାଣ୍ଡି ଗ୍ରାମର ନୀଳାମ୍ବର ପନକା ଓ ଲାବଣ୍ୟବତୀ ପନକାଙ୍କ ଏକମାତ୍ର ପୁଅ ରାଜେଶ ସମରଥ ଚଳିତ ବର୍ଷର ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ଵାରା ଆୟୋଜିତ ଓଇଏସ ପରୀକ୍ଷାରେ ୧୧୬ ନମ୍ବର ରାଙ୍କ୍ ରଖି ସଫଳତା ହାସଲ କରିଛନ୍ତି...

Today Panchang
Today Panchang 18th May 2023: ଜାଣନ୍ତୁ ଆଜିର ଶୁଭ ମୁହୂର୍ତ୍ତ, ଗୁରୁବାର କରନ୍ତୁ ଗୃହଶାନ୍ତି ପୂଜା

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

'Sweet and Sour Shrimp'
କେବେ ଖାଇଛନ୍ତି ‘ଖଟାମିଠା ଚିଙ୍ଗୁଡ଼ି କଷା’

ଆପଣ ଅନେକ ପ୍ରକାର ଚିଙ୍ଗୁଡ଼ିର ସୁଆଦିଆ ରେସିପି ଖାଇଥିବେ କିନ୍ତୁ କେବେ ‘ଖଟାମିଠା ଚିଙ୍ଗୁଡ଼ି କଷା’ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ଚିଙ୍ଗୁଡ଼ିର ଏହି ସୁଆଦିଆ ରେସିପି ।

Gold Price Today
Gold Price Today 17th May 2023: ସୁନା ଦରରେ ପରିବର୍ତ୍ତନ, ଜାଣନ୍ତୁ ଆଜି କେତେ ରହିଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୪୨୦ ଟଙ୍କା ହୋଇଛି।

Neglected village
ପକ୍କା ଘର ଦେଖି ନାହାନ୍ତି ଏହି ଗାଁର ଲୋକ, ପ୍ରଶାସନ ଦେଉନି କି ଶୁଣୁନି

ନିର୍ବାଚନ ଆସୁଛି, ଯାଉଛି। ନେତା ଜିତୁଛନ୍ତି ରାଜନୀତି କରୁଛନ୍ତି, ହେଲେ ଲୋକଙ୍କୁ ଦୁଃଖ ଦୂର ହେଉନି। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକରେ ଏମିତି ଏକ ଗାଁ ଅଛି, ଯେଉଁଠି ଲୋକଙ୍କ ପାଇଁ ସ୍ୱପ୍ନ ପାଲଟିଛି ପକା ଘର

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।