• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Mahashivratri
କରୋନା କଟକଣା ଭିତରେ ପାଳନ ହେବ ମହାଶିବରାତ୍ରୀ

ଆଜି ମହାଶିବରାତ୍ରୀ । କରୋନା କଟକଣା ଭିତରେ ପାଳନ ହେବ ମହାଶିବରାତ୍ରୀ । ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣଙ୍କ ଲାଗି ଦର୍ଶନ ପାଇଁ ପ୍ରଶାସନ ଅନୁମତି ପ୍ରଦାନ କରିଛି । ତେବେ ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ । ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବା...

why shivaratri is celebrated
କେମିତି ପାଳନ୍ତି ଜାଗର, ଜାଣନ୍ତୁ ଏହାର ମହତ୍ତ୍ୱ

ଆସନ୍ତାକାଲି ମହା ଶିବରାତ୍ରି । ଶିବରାତ୍ରି ହୀନ୍ଦୁ ଧର୍ମ ପାଇଁ ଏକ ପ୍ରମୁଖ ପର୍ବ । ଏହି ଦିନ ଭଗବାନ ଶିବଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ । ଏହା ଫାଲ୍‌ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ । ଯାହା ମହାଦେବଙ୍କ ମହାନ ରାତି’...

 weight gain due to work from home
ୱାର୍କ ଫ୍ରମ ହୋମ୍ କାରଣରୁ ବୃଦ୍ଧି ହେଉଛି କି ଓଜନ ?

ଆମ ମଧ୍ୟରୁ ଅଧିକାଂଶ ବ୍ୟକ୍ତି କରୋନା ସମୟରେ ୱାର୍କ ଫ୍ରମ ହୋମ ଯୋଗେ ଅଫିସ କାର୍ଯ୍ୟ ପୁରା କରୁଛନ୍ତି । ଘରେ ବସି ବସି କମ୍ପ୍ୟୁଟର ଆଗରେ ଅଫିସ କାମ କରୁଥିବା କାରଣରୁ ଓଜନ ବୃଦ୍ଧି ହେଉଛି । ଯେଉଁ କାରଣରୁ ବିଭିନ ଶାରୀରିକ ସମସ୍ୟା ମଧ୍ୟ ଦେଖା...

gold price today
ପୁଣି ବଢିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନାର ଦାମ୍

ପୁଣି ବଢିଲା ସୁନାର ଦାମ୍ । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୬,୪୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦,୬୭୦ ଟଙ୍କା ରହିଛି । ଆଜି ରୁପା କିଲୋଗ୍ରାମ ପ୍ରତି ୬୪,୧୦୦...

Bitter gourd cultivation
କଲରା ଚାଷ କରି ହୁଅନ୍ତୁ ଲାଭବାନ

କଲରାରେ ଅଧିକ ଲୌହ ଭିଟାମିନ ଏବଂ ଅନେକ ଔଷଧୀୟ ଗୁଣ ଭରି ରହିଛି । ମଧ୍ୟମେହ ରୋଗୀଙ୍କ ପାଇଁ ଏହାର ପତ୍ର ଅତି ଦରକାରୀ । ଜଳବାୟୁ ସାଧାରଣତଃ ଶୀତଦିନ ବ୍ୟତୀତ ଅନ୍ୟ ସମସ୍ତ ସମୟ ଯଥା ଖରାଦିନେ ଏବଂ ବର୍ଷାଦିନେ କଲରା ଚାଷ କରାଯାଇପାରିବ ।

Cultivation of medicinal plants in Odisha
ଓଡ଼ିଶାରେ ଔଷଧୀୟ ଗଛର ତ୍ଵରାନ୍ଵିତ କରିବାର ଉପାୟ

ଆମ ରାଜ୍ୟ ଓଡିଶାରେ ପରିବ୍ୟାପ୍ତ ଶହ ଶହ ଏକର ଜଙ୍ଗଲରେ ଅନେକ ପ୍ରକାର ଔଷଧୀୟ ବୃକ୍ଷ ପ୍ରାକୃତିକ ଭାବରେ ଦେଖାଯାଇଥାଏ । ବହୁ ପ୍ରାଚୀନ କାଳରୁ ଆମ ଦେଶରେ ଔଷଧୀୟ ବୃକ୍ଷକୁ ଉପଯୋଗ କରି ଚିକିତ୍ସା କରାଯିବାର ପରମ୍ପରା ରହିଆସିଛି । କିନ୍ତୁ ଦିନକୁ ଦିନ ଏହିସବୁ ଔଷଧୀୟ...

Rose flower cultivation
କିପରି ହୁଏ ଗୋଲାପ ଚାଷ, ଜାଣନ୍ତି କି?

ଗୋଲାପର ସୌନ୍ଦର୍ଯ୍ୟ ଓ ସୌରଭ ବିଶ୍ଵର ସବୁଆଡେ ବ୍ୟାପକ ଭାବେ ଆଦୃତି ଲାଭ କରିଛି । ଅଧିକାଂଶ ଗୋଲାପର ଉତ୍ପତ୍ତି ଏସିଆ ମହାଦେଶରୁ ହୋଇଛି । ବର୍ତ୍ତମାନ ଗୋଲାପ ଲଗାଇବା ପାଇଁ ଉପଯୁକ୍ତ ସମୟ । ଜଳସେଚନର ସୁବିଧା ଥିଲେ,ଏହା ସବୁ ସମୟରେ ଲଗାଯାଇପାରିବ । ତେବେ ଆଜି...

 cultivating mushrooms for a small amount of money
ଅଳ୍ପ ଟଙ୍କାରେ କରନ୍ତୁ ଛତୁ ଚାଷ, ହୁଅନ୍ତୁ ଲାଭବାନ

ଛତୁ ଚାଷ ଏମିତି ଏକ ଅର୍ଗାନିକ ଚାଷ ଯାହାକୁ ଆପଣ ନିର୍ଭୟରେ କରିପାରିବେ । ଆଜି ଆମେ ଜାଣିବା କେମିତି ଅର୍ଗାନିକ ଉପାୟରେ ଆପଣ କିଭଳି ଛତୁ ଚାଷ କରିପାରିବେ । ଏଥିପାଇଁ ଆପଣଙ୍କୁ ବେଶୀ ଟଙ୍କା ଖର୍ଚ୍ଚ କରିବାକୁ ପଡିବନି । ମାତ୍ର ୭ ହଜାର ଟଙ୍କାରେ...

fssai recruitment
FSSAIରେ ଖାଲିପଡିଛି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଆପଣ ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ (FSSAI) ରେ ଚାକିରି କରିବାକୁ ଚାହୁଁଛନ୍ତି କି । FSSAI ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ (FSSAI) ରେ ଖାଲିପଡିଛି ବହୁ ପଦବୀ । ଯୋଗ୍ୟ...

hand palm
ଆଙ୍ଗୁଠି ଏମିତି ଥିଲେ କେବେ ହେବେନି ଗରୀବ

ଜଣେ ବ୍ୟକ୍ତିଙ୍କ ଜୀବନରେ ଅର୍ଥ ଏବଂ ସମ୍ମାନ ହେଉଛି ମୁଖ୍ୟ ଲକ୍ଷ୍ୟ । ଜୌତିଷ ଶାସ୍ତ୍ର ଅନୁସାରେ ଯଦି ସୂର୍ଯ୍ୟଙ୍କ କୋପ ଦୃଷ୍ଟି ଭଲ ରୁହେ, ତେବେ ବ୍ୟକ୍ତିର ଜୀବନରେ ସୃଜନଶୀଳ ପ୍ରବୃତ୍ତି ଥାଏ । ହସ୍ତରେଖା ବିଜ୍ଞାନ ଅନୁଯାୟୀ ଯଦି ଆଙ୍ଗୁଠି ଛୋଟ, ତେବେ ଏହିପରି ଲୋକଙ୍କୁ...

lentil pulses for skin
ତ୍ୱଚ୍ଚାର ଉଜ୍ଜଳତା ବଢାଏ ମସୁର ଡାଲି

ତ୍ୱଚ୍ଚାର ଚମକ ବଢ଼ାଇବା ପାଇଁ କିଏ କସମେଟିକର ସହାୟତା ନିଅନ୍ତି ତ ଆଉ କିଏ ଘରୋଇ ଉପଚାର କରିଥାନ୍ତି । ଏଭଳି ଏକ ଘରୋଇ ଉପଚାର ହେଉଛି ମସୁର ଡାଲି। ମସୁର ଡାଲିକୁ ମୁହଁରେ ଲଗାଇବା ଦ୍ୱାରା ତ୍ୱଚାର ଉଜ୍ଜଳତା ବଢ଼ିବା ସହ ସୁନ୍ଦରତା ଦ୍ୱିଗୁଣ ହୋଇଯିବ।

weekly horoscope
କଣ କହୁଛି ଆପଣଙ୍କ ସାପ୍ତାହିକ ଭାଗ୍ୟ; ଫେବୃଆରୀ ୨୮ରୁ ୬ ମାର୍ଚ୍ଚ ୨୦୨୨

ଏହି ସପ୍ତାହଟି ଆପଣଙ୍କ ପାଇଁ ଉତ୍ତମ ଧରଣର ରହିବ । ଆପଣଙ୍କ ବୃତ୍ତିଗତ ଜୀବନ ପାଇଁ ଏହା ଏକ ଅନୁକୂଳ ସପ୍ତାହ ହେବ । ଏହି ସପ୍ତାହରେ ଏକ ନୂତନ ଚାକିରିର ସୁଯୋଗ ପାଇବାର ସମ୍ଭାବନା ରହିଛି । ଏହି ସପ୍ତାହରେ ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ...

Shahi mutton korma
ଘରେ ବନାନ୍ତୁ ସୁଆଦିଆ ‘ସାହି ମଟନ୍‌ କୋର୍‌ମା’

ଆପଣ ମଟନର ବିଭିନ୍ନ ରେସିପି ଘରେ ବନେଇ ଖାଇଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ସୁଆଦିଆ ରେସିପି ବନେଇବୁ । ଏହି ରେସିପିର ନାଁ ହେଉଛି ‘ସାହି ମଟନ୍‌ କୋର୍‌ମା’।

hpcl recruitmen
HPCLରେ ଖାଲିପଡ଼ିଛି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଆପଣ ଇଞ୍ଜିନିୟରିଂ କରିଛନ୍ତି କି ? ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌(HPCL) ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌ ଖାଲିପଡିଛି ଅନେକ ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏ ନେଇ ଆବେଦନ କରିପାରିବେ ।

gail india recruitment
GAIL ଇଣ୍ଡିଆରେ ଚାକିରି ସୁଯୋଗ, ମିଳିବ ୧,୮୦,୦୦୦ ଯାଏ ଦରମା

ଆପଣ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି କି ? ଗେଲ୍‌ ଇଣ୍ଡିଆ ଲିମିଟେଡ୍‌(GAIL) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଏନେଇ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିପାରିବେ ।

President Ramnath Kobind at puri temple
ଶ୍ରୀମନ୍ଦିରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଶ୍ରୀମନ୍ଦିରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୁରୀ ରାଜଭବନରୁ କଡ଼ା ସୁରକ୍ଷା ମଧ୍ୟରେ ଆସି ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଶ୍ରୀଜିଉ ଦର୍ଶନ ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

fake spice factory
କଟକରେ ନକଲି ମସଲା କାରଖାନାରେ ଚଢ଼ାଉ

ନକଲି ମସଲା କାରଖାନାରେ ଚଢ଼ାଉ। ବିପୁଳ ନକଲି ସାମଗ୍ରୀ ଠାବ । କଟକ ବୟାଳିଶମୌଜାରେ ଚାଲିଥିବା ନକଲି ଫ୍ୟାକ୍ଟ୍ରି ଉପରେ ପୋଲିସର ଚଢ଼ାଉ । ଫ୍ୟାକ୍ଟ୍ରି ଭିତରୁ ବିପୁଳ ପରିମାଣର ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ଜବତ । ଦୀର୍ଘଦିନରୁ ନକଲି କାରଖାନା ଚାଲିଥିବା ସୂଚନା ।

The greatness of the ambulance driver
ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମହାନତା

କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମହାନତା । ବୃଦ୍ଧଙ୍କୁ ଫେରାଇଛନ୍ତି ୬ ହଜାର ଟଙ୍କା ।

president
ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିଲେ ରାଷ୍ଟ୍ରପତି । ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପହଞ୍ଚିଲେ ।

 Fake doctor Ramesh Swaini
 ୫ ଦିନିଆ ରିମାଣ୍ଡରେ ନକଲି ଡାକ୍ତର ରମେଶ ସ୍ୱାଇଁ

 ୫ ଦିନିଆ ରିମାଣ୍ଡରେ ନକଲି ଡାକ୍ତର ରମେଶ ସ୍ୱାଇଁ । ଆଜିଠୁ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ ।  ତାଙ୍କୁ ପଚରାଉଚରା ବେଳେ ଆହୁରି ଅନେକ ଗୁମର ଖୋଲିବା ନେଇ ଆଶା ରଖିଛି ପୋଲିସ ।  ଅଭିଯୁକ୍ତର ୩୦ ବର୍ଷର ଫାଇଲ କାଢିବାକୁ ପୋଲିସର ଯୋଜନା ରଖିଥିବା ସୂଚନା ମିଳିଛି॥

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।