ଇଣ୍ଡିଆନ୍ ନେଭୀରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଇଣ୍ଡିଆନ୍ ନେଭି ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ଇଣ୍ଡିଆନ୍ ନେଭିରେ ଟ୍ରାନ୍ସମ୍ୟାନ ସ୍କିଲଡ ପଦବୀରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ।
ଭାରି ବୁଦ୍ଧିଆ ମଙ୍ଗଳା । ଲୁକ୍ ଯେମିତି ଅଭିନୟ ସେମିତି। ନିଜ ଆଖିର ଯାଦୁଗରୀରେ ଦର୍ଶକଙ୍କୁ ଦେଉଛନ୍ତି ହାଣି...ଦେଖୁନାହାନ୍ତି କେମିତି ଦେଉଛନ୍ତି ଲୁକ୍
ମାମୁଁ ଲୋ...ତୁ ଏମିତି କାହିଁ ହେଉଛୁ? ତୁମେ ପୁଲିସ୍ ବୋଲି ଗୋଟିଏ ବାଇକ୍ରେ ୪ ଜଣ ବସିକି ଯିବ। ଆମେ ଗଲେ ତୁମେ ଚାଲାଣ କାଟିବ...ସବୁ ଦେଖୁଥାଆରେ ନାରଣ..
ଭାଇରାଲ ଭାଉଜଙ୍କୁ ନେଇ ଏବେ ଭାରି ଚର୍ଚ୍ଚା। ସେଦିନ ସେହି ହଳଦିଆ ଶାଢୀର ଆଜି ବି ସୋସିଆଲ ମିଡ଼ିଆରେ ହେଉଛି ଫଟୋ ଭାଇରାଲ । ଏବେ ତ ତାଙ୍କ ସହ ଫଟୋ ଉଠାଇବାକୁ ଭୋଟରଙ୍କ ମଧ୍ୟରେ ଲାଗିଲାଣି ପ୍ରତିଯୋଗିତା ।
ଋଷିଆର ଭୟଙ୍କର ଆକ୍ରମଣକୁ ଦେଖି ଦେଶ ଛାଡ଼ି ପୋଲାଣ୍ଡ ପଳାଇଲେ ଜେଲେନସ୍କି? ଋଷିଆ ଗଣମାଧ୍ୟମ ଦେଲା ଚାଚଂଲ୍ୟକର ତଥ୍ୟ, ସେପଟେ ୟୁକ୍ରେନ ପ୍ରଧାନମନ୍ତ୍ରୀ କହିଲେ
ଗାଈ ଚାଷ, ଛେଳି ଚାଷ ସହ କୁକୁଡ଼ା ଚାଷ ହେଉଛି। ଗୋଟିଏ ସ୍ଥାନରେ ଖାଇବାଠୁ ବୁଲିବା ପର୍ଯ୍ୟନ୍ତ ସବୁ ସୁବିଧାରେ ମିଳୁଛି। ଏବେ ଚର୍ଚ୍ଚାରେ ଶୀତିକଣ୍ଠଙ୍କ ଏଗ୍ରି ଇକୋ ଟୁରିଜିମ୍। ଦେଖନ୍ତୁ ଏହି ଭିଡ଼ିଓ ।
ସାତ ପିଢି ପରେ ଝିଅ ଜନ୍ମ । ଜନ୍ମଦିନରେ ମିଳିଲା ଜହ୍ନରେ ଜମି । ସାତ ପିଢି ପରେ ଘରେ ଜନ୍ମ ହେଲା ଝିଅ, ଜହ୍ନରେ ଜମି କିଣିଦେଲେ ବାପା-ମା । ଏହି ଖବର ଜାଣିବା ପରେ ଏବେ ସବୁଆଡେ ଚର୍ଚ୍ଚା ।
ପୁଳା ପୁଳା ସମସ୍ୟା ଭିତରେ ଆଗକୁ ହେବାକୁ ଯାଉଛି ଖୋର୍ଦ୍ଧା ପୌରପରିଷଦ ନିର୍ବାଚନ । ରାଜ୍ୟରେ କ୍ୟାବିନ ସହର ଭାବେ ପରିଚିତ ଖୋର୍ଦ୍ଧା ପୌରାଞ୍ଚଳରେ ବିଭିନ୍ନ ସମସ୍ୟା ଲାଗି ରହିଛି । ଲୋକଙ୍କ ଅଭିଯୋଗ ରାସ୍ତାଠାରୁ ଆରମ୍ଭ କରି ଡ୍ରେନ, ଟ୍ରାଫିକ୍, ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ, ପରିମଳ ସବୁକିଛି ଅବ୍ୟବସ୍ଥିତ...
ଓଡିଶା ଜଳବାୟୁରେ ଥାଇଲାଣ୍ଡର ଫଳ । ଭଦ୍ରକର ଜଣେ ଚାଷୀ ଏକର ଏକର ଜମିରେ ଫଳାଇ ପାରିଛନ୍ତି ଥାଇଲାଣ୍ଡ କାଶ୍ମୀର ଆପଲ ବେର । ଏହି ଫଳ ଥାଇଲାଣ୍ଡରେ ଚାଷ ହେଉଥିବା ବେଳେ ଏହାର ଆକାର କାଶ୍ମୀର ସେଓ ଭଳି ଦିଶୁଛି । ତେଣୁ ଏପରି ନାମକରଣ କରାଯାଇଛି...
ହଟିଲା ସସପେନ୍ସ । ବଛା ହେଲେ ଯୋଦ୍ଧା । ଛକାପଞ୍ଝା ମଧ୍ୟରେ ବିଜେପି ଆଜି ସିଏମସି ନିର୍ବାଚନ ଲାଗି ମେୟର୍ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଅଭିନେତା ଶ୍ରୀତମ୍ ଦାସଙ୍କୁ ବିଜପି କଟକର ମେୟର ପ୍ରାର୍ଥୀ କରିଛି । ଶ୍ରୀତମ ଦାସଙ୍କ ନାଁ ଘୋଷଣା କରିଛନ୍ତି କଟକ...
ପୌର ନିର୍ବାଚନରେ ନାମାଙ୍କର ଆଜି ପଞ୍ଚମ ଦିନ । ଆସନ୍ତାକାଲି ସରୁଛି ନାମାଙ୍କନ ପ୍ରକ୍ରିୟା । କାଲି ନାମାଙ୍କନ ଶେଷ ହେଉଥିବାରୁ ଆଜି ଅଧିକାଂଶ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ସମ୍ଭାବନା ରହିଛି । ମୁଖ୍ୟତଃ ୩ ପ୍ରମୁଖ ମହାନଗର ନିଗମ ନିର୍ବାଚନକୁ ନେଇ ଚର୍ଚ୍ଚା ଲାଗି ରହିଛି...
ଆପଣ ବ୍ୟଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି ? ବ୍ୟାଙ୍କ ଅଫ ବରୋଦା ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ବ୍ୟାଙ୍କ ଅଫ ବରୋଦାରେ ଫ୍ରଡ୍ ରିସ୍କ ମ୍ୟାନେଜମେଣ୍ଟ, ଏମଏସଏମଇ ଏବଂ କର୍ପୋରେଟ କ୍ରେଡିଟ୍ ବିଭାଗରେ ସ୍ପେଶାଲିଷ୍ଟ ଅଫିସର ପଦବୀ ଖାଲିପଡିଛି। ଏ ନେଇ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ...
ଟ୍ରେନ୍କୁ ଠେଲିଲେ ଯାତ୍ରୀ ଆପଣ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ମାତ୍ର ଏହା ସତ । ଶାହରଣପୁର-ଦିଲ୍ଲୀ ଟ୍ରେନ୍ରେ ଅଗ୍ନିକାଣ୍ଡ ଘଟିଛି। ୨ଟି ବଗିରେ ନିଆଁ ଲାଗିବା ପରେ ଅନ୍ୟ ବଗିକୁ ଅଲଗା କରାଗଲା । ଉତ୍ତର ପ୍ରଦେଶ ମୀରଟ ଦୌରାଲା ରେଲେଓ୍ୱ ଷ୍ଟେସନର ଘଟଣା ।
ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ରୁଷିଆ ମାଟିରେ ମଧ୍ୟ ପ୍ରତିବାଦର ସ୍ୱର । ୟୁକ୍ରେନ ଉପରେ ତୁରନ୍ତ ଆକ୍ରମଣ ବନ୍ଦ ପାଇଁ ରୁଷିଆର ଏକ ଟିଭି ଚ୍ୟାନେଲର ସମସ୍ତ କର୍ମଚାରୀଙ୍କ ସାମୂହିକ ଇସ୍ତଫା । କାର୍ଯ୍ୟକ୍ରମ ପ୍ରସାରଣ ଚାଲୁଥିବା ବେଳେ ଲାଇଭ୍ ଇସ୍ତଫା ଦେଲେ ସମସ୍ତେ ।
ସମ୍ବଲପୁରୀ ବସ୍ତ୍ରର ପ୍ରଚାର ପ୍ରସାର ତଥା ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ଆତ୍ମର୍ନିଭରଶୀଳ କରିବା ଲକ୍ଷ୍ୟ ନେଇ ବରଗଡ଼ ସ୍ୱୟଂସିଦ୍ଧା ଭବନରେ ଅନୁଷ୍ଠିତ ହୋଇଯାଇଛି ସମ୍ବଲପୁରୀ ବସ୍ତ୍ର ଉପରେ ଫ୍ୟାସନ ଶୋ । ଭାରତୀୟ ଉଦ୍ୟମିତା ବିକାଶ ସଂସ୍ଥା- EDII ପକ୍ଷରୁ ଆୟୋଜିତ ଏହି ସୋରେ ଶତାଧିକ ଛାତ୍ର ଛାତ୍ରୀ,...
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଲାଗି ଆଜି ସରୁଛି ପ୍ରଚାର ଅଭିଯାନ । ଆସନ୍ତା ୭ରେ ପଡ଼ିବ ଭୋଟ । ଜି ଜାନ୍ ଲଗାଇ ପ୍ରଚାର କରୁଛନ୍ତି ସବୁ ଦଳର ହେବିୱେଟ୍ ନେତା । କାଶୀରେ ପ୍ରଧାନମନ୍ତ୍ରୀଙ୍କ ହାଇଭୋଲଟେଜ୍ ରାଲ କରିବା...
ଆଜି ଦ୍ୱିତୀୟ ଥର ପାଇଁ ଢିଙ୍କିଆ ଯିବେ ହାଇକୋର୍ଟ କମିଟି । ଆଇନଜୀବୀ କମିଟି ଆଗରେ ମତ ରଖିବେ ପ୍ରକଳ୍ପ ବିରୋଧୀ ।
ଆଜି ୨୦୨୨ ମସିହା ମାର୍ଚ୍ଚ ତା ୫ ତାରିଖ, ଶନିବାର, କୁମ୍ଭ, ୨୧ ଦିନ, ଫାଲଗୁନ ମାସ, ଶୁକ୍ଳପକ୍ଷ,ତୃତୀୟା ତିଥି, ରେବତୀ ନକ୍ଷତ୍ର, ମୀନ ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ।
ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମାଡ଼ ମାରିବା ଘଟଣା। ବାରିପଦା ଟାଉନ ଥାନାରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ପୂର୍ବରୁ ସରକାରୀ ଅଧିକାରୀ ମାନେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସେମାନଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ କେନ୍ଦ୍ରମନ୍ତ୍ରୀଙ୍କ ନାଁରେ ବାରିପଦା...
୧ କୋଟି ୩୯ ଲକ୍ଷ ୬୦ ହଜାର ୪୭୯ ଟଙ୍କା ଚୂନ ଲଗାଇଲେ ଠକ । ରାଜଧାନୀରେ ସାଇବର ଠକଙ୍କ ପ୍ରାଦୁର୍ଭାବ ନେଇ ସାଇବର ସେଲର ସୂଚନା । ଠକଙ୍କ ନିକଟରୁ ୨୩ ଲକ୍ଷ ଟଙ୍କା ବ୍ଲକ କରାଯିବା ସହ ଫେରସ୍ତ ଅଣାଯାଇଛି । ଫେବ୍ରୁଆରୀରେ ରାଜଧାନୀ ସାଇବର...