• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

 Excitement again in Dhinkia
ଢିଙ୍କିଆରେ ମାଡ଼, ଠେଲାପେଲା ସହ ପୁଣି ଉତ୍ତେଜନା

ପାରାଦୀପ ଢିଙ୍କିଆରେ ମାଡ଼, ଠେଲାପେଲା ସହ ପୁଣି ଉତ୍ତେଜନା । ହାଇକୋର୍ଟ ୫ ଜଣିଆ କମିଟିଙ୍କ ଗସ୍ତ ବେଳେ ଉତ୍ତେଜନା ଦେଖାଦେଇଛି ।

 Drunker testified on police duty
ପୋଲିସର ଡ୍ୟୁଟି ପରୀକ୍ଷା କଲା ମଦୁଆ

ପୋଲିସର ଡ୍ୟୁଟି ପରୀକ୍ଷା କଲା ମଦୁଆ । PCR କୁ ଅଧ ରାତିରେ କଲା ଫୋନ୍‌ କହିଲା, ମୁଁ ଚେକ୍‌ କରୁଥିଲି PCR ଆସୁଛି କି ନାହିଁ॥ ଅଧ ରାତିରେ ୧୧୨ କୁ ଡାଏଲ କରି ପୋଲିସକୁ ଡ୍ୟୁଟିର ପାଠ ପଢାଇଲେ ମଦପ୍ୟ ବ୍ୟକ୍ତି। ପାଖରେ ପୋଲିସ ପହଞ୍ଚିବା ପରେ...

East Coast Railway Recruitment
ପୂର୍ବତଟ ରେଳବାଇରେ ନିଯୁକ୍ତି, ଖାଲିପଡିଛି ୭୫୬ଟି ପଦବୀ

ଆପଣ ରେଳବାଇ ବିଭାଗରେ ଚାକିରି କରିବାକୁ ଚାହୁଁଛନ୍ତି କି ? ପୂର୍ବତଟ ରେଳବାଇ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ପୂର୍ବତଟ ରେଳବାଇରେ ଆପ୍ରେଣ୍ଟିସ ପଦବୀ ପାଇଁ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିପାରିବେ ।

The BJP and the BJD were handed over to the state election commission
ରାଜ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହେଲେ ବିଜେପି ଓ ବିଜେଡି

 ଆଜି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ ପଡିଥିବା ବେଳେ, ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଫେରାଦ ହୋଇଛନ୍ତି ବିଜେପି ଓ ବିଜେଡିର ପ୍ରତିନିଧି ମଣ୍ଡଳୀ  । ବଲାଙ୍ଗିର ବେଲପଡ଼ାରେ ପ୍ରିଜାଇଡିଂ ଅଫିସରଙ୍କ ଭୂମିକା ନେଇ ପ୍ରଶ୍ନ କରିଛି ବିଜେପି ।

 Election violence
ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ, ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ରାସ୍ତା ଉପରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ପିଟିଲେ, ତୁମୁଳକାଣ୍ଡ ଭିଆଇଲେ । ଏଭଳି କିଛି ଘଟଣା ଘଟିଛି ଗଞ୍ଜାମ ପାତ୍ରପୁର ଥାନା ଅଞ୍ଚଳରେ । ମିଳିଥିବା ସୂଚନା ମୁତାବକ, ସ୍ଥାନୀୟ ଜଗଦେବପୁର ଗାଁରେ ବିଜେପି ଓ ବିଜେଡି କର୍ମୀ ପ୍ରଚାର କରୁଥିଲେ । ଏହି ସମୟରେ ବିଜେଡି...

Malkangiri is a resident of Banda Ghati
ଭୋଟ୍ ଦେଲେ ବଣ୍ଡା ଘାଟି ବାସିନ୍ଦା

ଭୋଟ୍ ଦେଲେ ମାଲକାନଗିରି ବଣ୍ଡା ଘାଟି ବାସିନ୍ଦା । ନିଜ ଅଞ୍ଚଳର ବିକାଶ ପାଇଁ ସେମାନେ ଆଗେଇ ଆସିଛନ୍ତି । ମୁଦୁଲିପଡ଼ା ଓ ଅଣ୍ଡାହାଲ ପଞ୍ଚାୟରେ ମତଦାନ । ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଭୋଟ୍ ଦେଉଛନ୍ତି ବଣ୍ଡା ଘାଟିର ମହିଳାମାନେ ।

Voting boycotted
ଭିନ୍ନ ଭିନ୍ନ ଦାବି ଓ ସମସ୍ୟା ପ୍ରତିବାଦରେ ବିଭିନ୍ନ ଅଞ୍ଚଳରେ ଭୋଟ ବର୍ଜନ

ପଞ୍ଚାୟତ ନିର୍ବାଚନରେ ଆଜି ଦ୍ୱିତୀୟ ପଯର୍ୟାୟ ମତଦାନ । କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦାବି ଓ ସମସ୍ୟା ପ୍ରତିବାଦରେ ବିଭିନ୍ନ ଅଞ୍ଚଳରେ ଭୋଟ ବର୍ଜନ ।

 Election violence
ଓଳମ୍ବାରେ ରାଜନୈତିକ ହିଂସା, ଗାଡ଼ିକୁ ପୋଡ଼ି ଦେଲେ ବିପକ୍ଷ ଦଳର ଲୋକ

ଗଂଜାମ ଧରାକୋଟ ବ୍ଲକ ଓଳମ୍ବାରେ ରାଜନୈତିକ ହିଂସା। ନିର୍ବାଚନ ପ୍ରଚାରରେ ନିୟୋଜିତ ଗାଡ଼ିକୁ ପୋଡ଼ି ଦେଲେ ବିପକ୍ଷ ଦଳର ଲୋକ । ଏନେଇ ବଡ଼ଗଡ଼ ଥାନାରେ  ମାମଲା ରୁଜୁ କରାଯାଇଥିବା ବେଳେ , ପୋଲିସର ତଦନ୍ତ ଜାରିରହିଛି ।

Birendra Lakra
ଓଡ଼ିଶା ପୋଲିସର DSP ପଦରେ ଯୋଗ ଦେଲେ ବୀରେନ୍ଦ୍ର ଲାକ୍ରା

ଓଡ଼ିଶା ପୋଲିସର DSP ପଦରେ ଯୋଗ ଦେଲେ ବୀରେନ୍ଦ୍ର ଲାକ୍ରା । ଟୋକିଓ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ଜିତିଥିଲେ ବୀରେନ୍ଦ୍ର । ରାଜ୍ୟ ସରକାର ଅର୍ଥ ପୁରସ୍କାର ସହ DSP ପଦରେ ନିଯୁକ୍ତି ଦେବେ କହିଥିଲେ

Mamita case
ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା, ସିବିଆଇ ତଦନ୍ତ ପାଇଁ ଦାବି 

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି । ସିବିଆଇ ତଦନ୍ତ ପାଇଁ ଦାବି କଲେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା । ତଦନ୍ତ ଓ ଚାର୍ଜସିଟ୍ ସମ୍ବନ୍ଧରେ ଡିଜିପିଙ୍କ ପାଖରେ ସୂଚନା ନଥିବା କହିଛନ୍ତି ରେଖା ଶର୍ମା ।

Election violence
ଷୋଳମପୁର ଗାଁରେ ନିର୍ବାଚନୀ ହିଂସା, ପିଟିଲେ ଓ ଭାଙ୍ଗିଲେ ଅନେକ ଗାଡ଼ି

ନିର୍ବାଚନ ପୂର୍ବରୁ ଭଣ୍ଡାରୀପୋଖରୀରେ ଗଣ୍ଡଗୋଳ । ଭଦ୍ରକ ଭଣ୍ଡାରୀପୋଖରି ବ୍ଲକ ଷୋଳମପୁର ଗାଁରେ ନିର୍ବାଚନୀ ହିଂସା। ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀ ବ୍ୟକ୍ତିଙ୍କ ଘରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

President Ramnath Kobind on a visit to Puri
୧୯ରେ ପୁରୀ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

୧୯ରେ ପୁରୀ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ପୁରୀ ଗ୍ରସ୍ତକୁ ନେଇ ବଦଳିଲା ରାଷ୍ଟ୍ରପତିଙ୍କର ରହଣି ସ୍ଥଳ । ଗଭର୍ଣ୍ଣର ହାଉସ ବଦଳରେ ଏକ ଘରୋଇ ହୋଟେଲ୍ରେ ଅବସ୍ଥାନ କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତି ଭବନରୁ ସୂଚନା ମିଳିଥିବା କହିଲେ ପୁରୀ ଜିଲ୍ଲାପାଳ ।...

Two employees of the Eureka dealer Rau were arrested
ଠକ ସଂସ୍ଥା ଅଉରେକ୍ସା ଡିଲର ଦୁଇ କର୍ମଚାରୀ ଗିରଫ

ଠକ ସଂସ୍ଥା ଅଉରେକ୍ସା ଡିଲର ଆଉ ଦୁଇ କର୍ମଚାରୀ ଗିରଫ । ଲୋଭନୀୟ ସ୍କିମ୍ ଜରିଆରେ ଲୋକଙ୍କୁ ଠକୁଥିଲା କମ୍ପାନୀ । ଉକ୍ତ ଘଟଣାରେ ପ୍ରଭାତ ଦାସ ଓ ଶରତ ନାୟକକୁ ଗିରଫ କଲା କ୍ରାଇମବ୍ରାଞ୍ଚ୍ EOW ।

Swearing in the name of God to vote
ଭୋଟ୍ ପାଇଁ ଈଶ୍ୱରଙ୍କ ନାଁରେ ଶପଥ ପାଠ, ଶପଥ କରାଉଛନ୍ତି ଚିତ୍ରକୋଣ୍ଡା ବିଧାୟକଙ୍କ ପୁଅ 

ଭୋଟ୍ ପାଇଁ ଈଶ୍ୱରଙ୍କ ନାଁରେ ଶପଥ ପାଠ । ଲୋକଙ୍କ ଶପଥ କରାଉଛନ୍ତି ଚିତ୍ରକୋଣ୍ଡା ବିଧାୟକଙ୍କ ପୁଅ । ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ପୁଅ ଭୋଟ୍ ଦେବେ ସମ୍ପର୍କରେ ଶପଥ କରାଉଛନ୍ତି ।

Election violence
ନିର୍ବାଚନ ହିଂସାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

ରାଜ୍ୟର ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ଶେଷ ହୋଇଛି । ଏପରିକି କର୍ତ୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଏହି ହିଂସାରୁ ବର୍ତ୍ତି ପାରିନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

loot case
ଲିଫ୍ଟ ଦେଇ ଲୁଟ୍ ଗ୍ୟାଙ୍ଗର ୨ ଲୁଟେରା ଗିରଫ

ଭୁବନେଶ୍ୱରରେ ଲିଫ୍ଟ ଦେଇ ଲୁଟ୍ ଗ୍ୟାଙ୍ଗର ୨ ଲୁଟେରା ଗିରଫ । ସହିଦନଗର ପୋଲିସ ୨ ଜଣ ଲୁଟେରାଙ୍କୁ ଗିରଫ କରିଛି । ଲୋକଙ୍କୁ ଲିଫ୍ଟ ଦେବା ବାହାନାରେ ନିଶା ଦେଇ ଲୁଟ କରୁଥିଲେ ଲୁଟେରା । ତେବେ ଏକାଧତ୍କ ଲୁଟ୍ ମାମଲାରେ ଉଭୟଙ୍କ ସଂପୃକ୍ତି ଥିବା ପୋଲିସ...

AdlSP Trinatha Mishra Arrested
ଅତିରିକ୍ତ SP ତ୍ରୀନାଥ ମିଶ୍ର ଗିରଫ

ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ପୋଲିସ କମ୍ୟୁନିକେସନ ଅତିରିକ୍ତ SP ତ୍ରୀନାଥ ମିଶ୍ର ଗିରଫ । ତ୍ରିନାଥଙ୍କୁ ଗିରଫ ସହ ତାଙ୍କ ପତ୍ନୀଙ୍କ ନାଁରେ ବି ମାମଲା ରୁଜୁ ହୋଇଛି। ତ୍ରିନାଥଙ୍କର ମୋଟ ୧୧ କୋଟି ୨ ଲକ୍ଷର ସଂପତ୍ତି ଠାବ ସୂଚନା ମିଳିଛି।...

EC Pressmeet for election
ପ୍ରଥମ ପର୍ଯ୍ୟାୟ ମତଦାନ ପରେ ସାମ୍ବାଦିକ ସମ୍ମିଳନୀ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପରେ ମୁଖ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢୀଙ୍କ ସାମ୍ବାଦିକ ସମ୍ମିଳନୀ। ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ନେଇ ସେ କହିଛନ୍ତି ଯେ ଯାଜପୁରର ୭, ପୁରୀର ୫, ଢେଙ୍କାନାଳର ୩ ବୁଥ୍‌ରେ ଭୋଟ୍ ବାଧାପ୍ରାପ୍ତ ହୋଇଛି। ଏନେଇ ଜିଲ୍ଲାପାଳମାନଙ୍କୁ...

spring onion  chiken recipe
କେବେ ଖାଇନଥିବେ ଚିକେନର ଏହି ସୁଆଦିଆ ରେସିପି

ସାଧାରଣତଃ ଖାଦ୍ୟରେ ଆମିଷ ଥିଲେ ଖାଇବାର ସ୍ୱାଦ ଦୁଇ ଗୁଣ ହୋଇଥାଏ । ଆମିଷରେ ଚିକେନକୁ ନେଇ ଅନେକ ରେସିପି ଆମେ ତିଆରି କରିଥାଉ । ତେବେ ଆମେ ଆପଣ ମାନଙ୍କୁ ଚିକେନର ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି...

Election violence in jajpur
ନାଲିଆଖି ଦେଖାଇ ଭୋଟ୍ କୁଟି ଦେଇଗଲେ

ଦର୍ଶକ ବନ୍ଧୁ ଇଏ ହେଉଛି ଆମ ଗଣତନ୍ତ୍ର। ଏଠି ଏମିତି ଚାଲିଛି ଅବାଧ ଓ ନିରପେକ୍ଷ ମତଦାନ। ପୋଲିସ ବାବୁ ବନ୍ଧୁକ ଧରି ଛିଡ଼ା ହୋଇଛନ୍ତି ସତ, ହେଲେ ନିର୍ଦ୍ଦିଷ୍ଟ ଦଳର ଲୋକ ନାଲି ଆଖି ଦେଖାଇ ଭୋଟ୍

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।