• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Unique Friendship
ବନ୍ଧୁତା ହେବ ତ ଏମିତି ! ବିନା ଶବ୍ଦରେ ୩୦ ବର୍ଷର ଅତୁଟ ସଂପର୍କ

ଶବ୍ଦ ନାହିଁ କି କୋଳାହଳ ନାହିଁ, କିନ୍ତୁ ସଂପର୍କ ରହିଲାଣି ୩୦ ବର୍ଷ। ଦୁହେଁ କଥା କହିପାରନ୍ତି ନାହିଁ। ଠରାଠରିରେ କଥାବାର୍ତ୍ତା। ସ୍କୁଲ ବେଳୁ ସାଙ୍ଗ। ଦୁହିଁଙ୍କ କାମ ଅଲଗା ଅଲଗା। କିନ୍ତୁ କେବେ ବୁଝାମଣା ଭୁଲ୍ ହୋଇନି। ସବୁବେଳେ ସେମାନେ ପରସ୍ପରକୁ ଭେଟନ୍ତି ଗୋଟେ ଚା ଦୋକାନରେ।...

Successful sculptor
ମୂର୍ତ୍ତି କାରଖାନା କରି ଅନ୍ୟମାନଙ୍କୁ ରୋଜଗାର ଯୋଗାଉଛନ୍ତି ପ୍ରଫୁଲ୍ଲ

କରୋନା ଛଡାଇ ନେଲା ଜୀବିକା । ହେଲେ ଭାଙ୍ଗି ପଡି ନଥିଲେ ଆନନ୍ଦପୁର ଉପଖଣ୍ଡ ସାଇଁକୂଳର ପ୍ରଫୁଲ୍ଲ ଭଞ୍ଜ । ଗତ ୨ ବର୍ଷ ହେଲା ମୂର୍ତ୍ତି କାରଖାନା କରି ନିଜେ ସ୍ୱାବଲମ୍ବୀ ହେବା ସହିତ, ଅନ୍ୟମାନଙ୍କୁ ରୋଜଗାର ଦେଇଛନ୍ତି ଆଗର୍ଦା ଗାଁର ପ୍ରଫୁଲ୍ଲ ଭଞ୍ଜ ଓ ତାଙ୍କ...

 Daily Horoscope
Daily Horoscope 15 March 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୧୫ ତାରିଖ, ମଙ୍ଗଳବାର, ମୀନ,୧ ଦିନ, ଫାଲଗୁନ ମାସ, ଶୁକ୍ଳପକ୍ଷ, ଦ୍ୱାଦଶୀତିଥି, ଆଶ୍ଳେଷା ନକ୍ଷତ୍ର, କର୍କଟ ରାଶିରେ ଚନ୍ଦ୍ର, ମକର ରାଶିର ଘାତବାର । ଜାଣନ୍ତୁ ଆଜିର ରାଶିଫଳ ।

The measles vaccine will be given to children
୧୨ରୁ ୧୪ ବର୍ଷ ପିଲାଙ୍କୁ ଟିକା

ମାର୍ଚ୍ଚ ୧୨ରୁ ୧୪ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା । ୬୦ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଦିଆଯିବ ପ୍ରିକସନ ଡୋଜ୍ । ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମାଣ୍ଡଭିୟ ସୂଚନା ଦେଇଛନ୍ତି ।

Doctor Beats Up Patient
ଡାକ୍ତରଖାନାରେ ରୋଗୀ-ଡାକ୍ତର ହାତାହାତି, ଭିଡିଓ ଭାଇରାଲ୍‌

ଡାକ୍ତରଖାନାରେ ରୋଗୀ-ଡାକ୍ତର ପିଟାପିଟି। ଗୋଇଠା, ମୁଥ ଠେଙ୍ଗାରେ କଥାବାର୍ତ୍ତା। କେତେବେଳେ କିଏ କାହାକୁ ମୁଥ, ଗୋଇଠା ମାରିଲାଣି ତ ଆଉ କେତେବେଳେ ବାଡି ଧରି ଆକ୍ରମଣ କଲାଣି। ଯାହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଏଭଳି କିଛି ଦୃଶ୍ୟ...

 Mass Marriage
ଗୋଟିଏ ସ୍ଥାନରେ ୨୫ ଯୋଡ଼ା ବରକନ୍ୟା

ବାଜା, ବାଣ, ରୋଷଣୀ ସାଙ୍ଗକୁ ପୁରୋହିତଙ୍କ ମନ୍ତ୍ର ପାଠ । ବିବାହ ମନ୍ତ୍ରରେ କମ୍ପିଲା ଭୁବନେଶ୍ୱର ରାମ ମନ୍ଦିର ପରିସର ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ଗୋଟିଏ ସ୍ଥାନରେ ଜଣେ କି ଦୁଇଜଣ ନୁହେଁ ୨୫ ଯୋଡା ବରକନ୍ୟା ବାନ୍ଧି ହୋଇଛନ୍ତି । ବିବାହ ବନ୍ଧନରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରୟାସ...

gold price today
ପୁଣି ବଢିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନାର ଦାମ୍

ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୮,୦୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୨,୪୬୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୪,୭୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି...

kendriya vidyalaya recruitmen
କେନ୍ଦ୍ରୀୟ ବିଦ୍ୟାଳୟରେ ଖାଲିପଡିଛି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଆପଣ କେନ୍ଦ୍ରୀୟ ବିଦ୍ୟାଳୟରେ ଚାକିରି କରିବାକୁ ଚାହୁଁଛନ୍ତି କି ? କେନ୍ଦ୍ରୀୟ ବିଦ୍ୟାଳୟରେ ଟିଚିଂ ଏବଂ ନନ ଟିଚିଂ ଷ୍ଟାଫ୍ ପଦବୀରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ ।

Meet Arush, 6-Year-Old Wonder Kid From Odisha
ଆଖିରେ ପଟ୍ଟି ବାନ୍ଧି ଅତି ସହଜରେ ସବୁ କିଛି ଚିହ୍ନୁଛନ୍ତି ପାଠ ମଧ୍ୟ ପଢୁଛନ୍ତି

ରାଇରଙ୍ଗପୁରର ବିଷ୍ମୟ ବାଳକ ଆରୁଷ ସାହୁ। ଆଖିରେ ପଟ୍ଟି ବାନ୍ଧି ପାଠ ପଢିବା ସହ କରୁଛନ୍ତି ଅନେକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ। ପାଦ ସ୍ପର୍ଶରେ ଚିତ୍ର ଗୁଡ଼ିକୁ ଅତି ସହଜରେ ଚିହ୍ନି ପାରୁଛନ୍ତି।

Infant Identifies Mother Among 4 Women
ମୁହଁ ଘୋଡ଼ାଇ ବସିଥିଲେ ୪ ମହିଳା, ଛୁଇଁକି ମା’କୁ ଜାଣିଦେଲା ପିଲା

ଗୋଟିଏ ଧାଡିରେ ବସିଥିଲେ ୪ ମହିଳା। କାହାର ମୁହଁ ଦିଶୁନଥିଲା। ହେଲେ ମୁହଁ ନ ଦେଖିଲେ ବି ନିଜ ମାଆ କିଏ ଜାଣି ଦେଲା ଏହି ପିଲାଟି। ଦେଖନ୍ତୁ ସେହି ଚମତ୍କାର ଭିଡିଓ...

Mass Wedding Ceremony
ଗୋଟିଏ ସ୍ଥାନରେ ୨୫ ଯୋଡ଼ା ବରକନ୍ୟା

ବାଜା, ବାଣ, ରୋଷଣୀ ସାଙ୍ଗକୁ ପୁରୋହିତଙ୍କ ମନ୍ତ୍ର ପାଠ । ବିବାହ ମନ୍ତ୍ରରେ କମ୍ପିଲା ଭୁବନେଶ୍ୱର ରାମ ମନ୍ଦିର ପରିସର ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ଗୋଟିଏ ସ୍ଥାନରେ ଜଣେ କି ଦୁଇଜଣ ନୁହେଁ ୨୫ ଯୋଡା ବରକନ୍ୟା ବାନ୍ଧି ହୋଇଛନ୍ତି । ବିବାହ ବନ୍ଧନରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରୟାସ...

vigilance raid
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢଉ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ । ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଭୁବନେଶ୍ୱରରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ‌ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢଉ ହେଉଛି ।

The Great Odisha Political Circus
ଯିଏ ହାରିଲା ତା ଛାତି ନ ଫୁଲି ମୋ ଛାତି ଫୁଲିବ

ବାହାରି ସାରିଛି ରେଜଲ୍ଟ। କିଏ ଜିତିଲା, କିଏ ହାରିଲା ଜଣାପଡିଗଲା। ଯିଏ ଜିତିଛି ତା ଛାତି ଫୁଲିବା କଥା। ଏଠି କିନ୍ତୁ ହାରିବା ଲୋକ ଛାତି ଫୁଲାଇବାରୁ...

 Kadalipatra Paneer Recipe
ସୋମବାର ଚିକେନ୍ କି ମାଛ ନ କରି କରନ୍ତୁ କଦଳୀପତ୍ର ପନିର୍

ଯିଏ ଖାଇଛି ସେ ଜାଣିଛି। ଏ ଆଇଟମ ଆଗରେ ଫିକା ପଡିଯିବ ଚିକେନ ହେଉକି ମାଛ ଆଇଟମ୍। ଥରେ ତିଆରି କରି ଖାଇବା ପରେ ବାରମ୍ୱାର ଖାଇବାକୁ ମନ କହିବ...

World's Longest Car
ବିଶ୍ୱର ବୃହତ୍ତମ କାର୍ ଦେଖିବାକୁ ଏମିତି ! ହେଲିପ୍ୟାଡ୍ ସହ ରହିଛି ସୁଇମିଂ ପୁଲ୍

ଏ କାର୍ ଦେଖିବାକୁ ରେଳ ଗାଡ଼ି ଭଳି। ଏହାର ଲମ୍ବ ୧୦୦ ଫୁଟ ହୋଇଥିବା ବେଳେ ୭୫ ଜଣ ଆରାମରେ ବସିବା ଯାଇ ପାରିବେ। ଗାଧେଇବା ପାଇଁ ସୁଇମିଂ ପୁଲ ଓ ଦୂରଯାତ୍ରା ପାଇଁ ହେଲିପ୍ୟାଡ୍ ରହିଛି। ଆଉ କଣ କଣ ରହିଛି ଜାଣନ୍ତୁ

The cave house is also full of corruption
ଧର୍ମ ସହିବନି, ଏଠି ଗୁହାଳ ଘର ବି ଦୁର୍ନିତିରୁ ବର୍ତ୍ତିଲାଣି

ଘର ନ ଦେଇ ଟଙ୍କା ଲୁଟୁଥିଲେ। ଏମିତି ଅନେକ ଘଟଣା ଆପଣଙ୍କ ନଜରକୁ ଆସିଥିଲା। ଏବେ କିନ୍ତୁ ଗୋମାତାଙ୍କ ଗୁହାଳ ଟଙ୍କାକୁ ଖାଇଗଲେ ଏମାନେ

Snake Drinks Water From Human's Hand
ସାପକୁ ହେଉଥିଲା ଶୋଷ, ଏ ବ୍ୟକ୍ତିଙ୍କ ହାତରୁ ଢକଢକ କରି ପିଇଲା ପାଣି

ଖରାଦିନ ଆସିବା ପୂର୍ବରୁ ଆସିଲା ଏ ଭିଡିଓ। ଶୋଷରେ ଆଉଟୁ ପାଉଟୁ ହେଉଥିବା ଗୋଟିଏ ସାପ କିଭଳି ହାତରେ ଥିବା ପାଣିକୁ ଢକ ଢକ କରି ପିଇଯାଉଛି, ଦେଖନ୍ତୁ। ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବି ବିଶ୍ୱାସକୁ ନେଇ ପାରୁ ନାହାନ୍ତି।

Baby Kejriwal Celebrates
ଆମ୍ ଆଦମୀ ପାର୍ଟି ଯେଉଁଠି, ‘କୁନି କେଜ୍ରିୱାଲ’ ସେଇଠି, ଜାଣନ୍ତୁ, କିଏ ସେ ବେବି

ଦିଲ୍ଲୀ ହେଉ କି ପଂଜାବ। ଯେଉଁଠି ଆମ୍ ଆଦମୀ ପାର୍ଟି ଜିତେ, ସେଠି ସାମ୍ନାକୁ ଆସନ୍ତି ଏ କୁନି ବେବି। ଏବେ ସାରା ଦେଶରେ ଏହି ‘କୁନି କେଜ୍ରିୱାଲ’ ଚର୍ଚ୍ଚା। ଜାଣନ୍ତୁ କିଏ ଏହି କେଜ୍ରିୱାଲ । କାହିଁକି ତାଙ୍କର ଏହି ଲୁକ୍

NewsFuse ,Special episode,OTV
ସବୁ ଅବ୍ୟବସ୍ଥା ପାଇଁ ଏ କଇଁଚି ଦାୟୀରେ ନାରଣ

ରାଗ ତମ ତମ ହୋଇ ଇଆଡୁ ସିଆଡୁ କହିଲେ ବିଧାୟକ। ଶେଷରେ ପାଖରେ ଆସି ପହଂଚି ଗଲା କଇଁଚି। ଯାହାକୁ ଦେଖି ବିଧାୟକ ସବୁ କାଟି କରି ଦେଲେ ଗୁଣ୍ଡ...

 Daily Horoscope
Daily Horoscope 14 March 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୧୪ ତାରିଖ, ସୋମବାର, କୁମ୍ଭ,୩୦ଦିନ, ଫାଲଗୁନ ମାସ, ଶୁକ୍ଳପକ୍ଷ,ଏକାଦଶୀ ତିଥି, ପୁଷ୍ୟା ନକ୍ଷତ୍ର, କର୍କଟ ଚନ୍ଦ୍ର , ମିଥୁନ ରାଶିର ଘାତବାର, ଜାଣନ୍ତୁ ଆଜିର ରାଶିଫଳ ।

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।