• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Health Benefits if Cumin
ସ୍ୱାସ୍ଥ୍ୟ ପାଇଁ ଜୀରା, ମଧୁମେହ ଓ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରେ

ସ୍ୱାସ୍ଥ୍ୟ ହିଁ ସଂପଦ । ସ୍ୱାସ୍ଥ୍ୟ ପାଇଁ ଆମେ ବହୁତ ସମୟରେ ଡାକ୍ତରଙ୍କ ପରାମର୍ଶ କରିଥାଉ । କିନ୍ତୁ ବିଭିନ୍ନ ଘରୋଇ ଉପଚାର ଦ୍ୱାରା ଆମେ ଆମର ସ୍ୱାସ୍ଥ୍ୟର ଯତ୍ନ ନେଇ ପାରିବା । ସ୍ୱାସ୍ଥ୍ୟ ପାଇଁ ଜୀରା ବହୁତ ଲାଭଦାୟକ ଅଟେ । ଜୀରାର ବ୍ୟବହାର ପ୍ରାୟ...

Diwali and Vastu
ଦୀପାବଳି ରାତିରେ ଏହି ୫ଟି ଜୀବଜନ୍ତୁ ଦେଖିବା ହୋଇଥାଏ ଶୁଭ,ଜାଣନ୍ତୁ କିଏ ?

ଆଲୋକର ପର୍ବ ଦୀପାବଳୀ । ହିନ୍ଦୁ ଧର୍ମରେ ଦୀପାବଳିର ଅନେକ ମହତ୍ତ୍ୱ ଅଛି । ହିନ୍ଦୁ ମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ଯାହା ଘରେ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ । ଦୀପାବଳି ଦିନ ମା’ ଲକ୍ଷ୍ମୀ ଘରେ ପ୍ରବେଶ କରନ୍ତି ବୋଲି କୁହାଯାଏ...

Weekly Horoscope
ସାପ୍ତାହିକ ରାଶିଫଳ,୨୫ରୁ ୩୧ ଅକ୍ଟୋବର ୨୦୨୧, ଜାଣନ୍ତୁ କିପରି କଟିବ ଏହି ସପ୍ତାହ

ଏହି ସପ୍ତାହରେ ଆପଣଙ୍କର ଭଲ ଓ ମିଶ୍ରିତ ଫଳାଫଳ ରହିବ ।  କ୍ୟାରିୟର ଅଭିବୃଦ୍ଧି ପାଇଁ ଏକ ଅନୁକୂଳ ସମୟ ରହିବ । କର୍ମକ୍ଷେତ୍ରରେ ଉନ୍ନତି ଓ ପଦୋନ୍ନିତ ପାଇବେ । ପାରିବାରିକ ଜୀବନ ଆନନ୍ଦଦାୟକ ରହିବ । ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ସଫଳତା ପାଇବେ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । 

 Methi Prawns Recipe
ଘରେ ବନାନ୍ତୁ ସ୍ୱାଦିଷ୍ଟ ‘ଦହି ମେଥି ଚିଙ୍ଗୁଡ଼ି’

ଘରେ ଆମେ ଚିଙ୍ଗୁଡ଼ିର ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ତେବେ ଆଜି ଆମେ ଆପଣଙ୍କ ପାଇଁ ଚିଙ୍ଗୁଡ଼ିର ଏକ ନୂଆ ଓ ସ୍ୱାଦିଷ୍ଟ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ମେଥି ଚିଙ୍ଗୁଡ଼ି’। ଏହି ରେସିପିଟି ଆପଣ ଅତି ସହଜ ଓ...

Gold rate today
ପୁଣି ବଢିଲା ସୁନା ଦର, ଜାଣନ୍ତୁ କେତେ ରହିଛି ସୁନାର ଦାମ୍

ପୁଣି ବଢିଲା ସୁନା ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୪୪,୫୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୯୦୦ ଟଙ୍କା ହୋଇଛି । ଦେଶର ପ୍ରମୁଖ ସହର ମାନଙ୍କରେ ସୁନା ଦରରେ କିଛିଟା ପରିବର୍ତ୍ତନ...

Arjun and Malaika
ରୋମାଣ୍ଟିକ୍ ଅନ୍ଦାଜରେ ମଲାଇକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅର୍ଜୁନ

ଆଜି ବଲିଉଡ ଅଭିନେତ୍ରୀ ମଲାଇକା ଆରୋରାଙ୍କ ଜନ୍ମଦିନ । ଏନେଇ ସୋସିଆଲ ମିଡିଆରେ ମଲାଇକାଙ୍କ ଫ୍ୟାନ୍ ଓ ବନ୍ଧୁ ମାନଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ମଲାଇକାଙ୍କ ଜନ୍ମଦିନ ଅବସରରେ ତାଙ୍କର ବଡ଼ ଫ୍ୟାନ୍ ତଥା ବୟଫ୍ରେଣ୍ଡ୍‌ ଅର୍ଜୁନ କପୁର ମଧ୍ୟ ରୋମାଣ୍ଟିକ୍‌ ଫଟୋ ପୋଷ୍ଟ କରି...

Little Scientist Titikhya
ଚର୍ଚ୍ଚାରେ ଅଷ୍ଟମ ଶ୍ରେଣୀ ଝିଅ ତିତୀକ୍ଷା, ତିଆରି କରିଛନ୍ତି ଏମିତି ମେସିନ୍, ଖଇରୁ ଆପଣା ଛାଏଁ ଅଲଗା ହେଇଯାଉଛି ଧାନ

କଥାରେ ଅଛି ତୁଳସୀ ୨ ପତ୍ରରୁ ବାସେ । ସେହିପରି ଜଣେ କୁନି ଝିଅ ହେଲେ ତିତୀକ୍ଷା । ନିଜର ଅକ୍ଲାନ୍ତ ପରିଶ୍ରମ ଦୃଢ ମନୋବୃତ୍ତି ବଳ ଯୋଗୁଁ ବରଗଡ଼ର ତିତୀକ୍ଷା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ବରଗଡ଼ ଜିଲ୍ଲା ଗ୍ରୀଞ୍ଜେଲ ଗାଁର ଅଷ୍ଟମ ଶ୍ରେଣୀରେ ପାଠ...

Health Benefits of Green Chilli
ସ୍ୱାସ୍ଥ୍ୟ ପାଇଁ କଞ୍ଚାଲଙ୍କା,ଜାଣିବା ଏହାର ଲାଭଦାୟକ ଗୁଣ ବିଷୟରେ

କଞ୍ଚାଲଙ୍କା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ । କଞ୍ଚାଲଙ୍କାରେ ରହିଥିବା ପୋଷକତତ୍ୱ ଗୁଡିକ ହେଲା ଭିଟାମିନ-ଏ ,ବି-୬ ,ସି ,ଆଇରନ ,କପର ,ପୋଟାସିୟମ ,ପ୍ରୋଟିନ ,କାର୍ବୋହାଇଡ୍ରେଡ଼ ,କେରୋଟିନ ,ଆଣ୍ଟିଆକ୍ସିଡେଣ୍ଟ ଇତ୍ୟାଦି । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବା, ଓଜନ କମାଇବାରେ...

Vastu for Tree
ଏହି ୩ଟି ଗଛକୁ ଶୁଖିବାକୁ ଦିଅନ୍ତୁ ନାହିଁ,ସୁଖ ଶାନ୍ତିରେ ଆସିବ ବାଧା

ଆମ ଜୀବନରେ ଗଛ ବୃକ୍ଷର ଅନେକ ମହତ୍ୱ ରହିଛି । ଏଗୁଡିକ ବିନା ଜୀବନର କଳ୍ପନା କରିବା ଅସମ୍ଭବ ଅଟେ । ମାନ୍ୟତା ଓ ବାସ୍ତୁ ଅନୁସାରେ ସନାତନ ଧର୍ମରେ ବିଭିନ୍ନ ବୃକ୍ଷ ଆମ ପାଇଁ ବରଦାନ ଅଟେ । ବାସ୍ତୁ ଅନୁସାରେ ବିଭିନ୍ନ ଗଛର ଅନେକ ଗୁରୁତ୍ୱ...

'Egg tentuli recipe'
ଘରେ ବନାନ୍ତୁ ‘ଚଟପଟା ଅଣ୍ଡା ତେନ୍ତୁଳି’

ଖାଇବାରେ ଖଟା ଓ ଚଟପଟା ରେସିପି ରହିଲେ ଖାଇବାର ସ୍ୱାଦ ବେଶୀ ବଢି ଯାଇଥାଏ । ଆଜି ଆମେ ଆପଣଙ୍କ ପାଇଁ ଆଣ୍ଡାର ଏକ ଚଟପଟା ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ‘ଚଟପଟା ଅଣ୍ଡା ତେନ୍ତୁଳି’ । ଏହି ରେସିପିଟି ଘରେ ଆପଣ...

Bunty aur Babli 2 teaser
‘ବଣ୍ଟି ଔର ବବ୍‌ଲି ୨’ର ଟିଜର ରିଲିଜ୍‌, ୧୨ ବର୍ଷ ପରେ ପରଦାରେ ଧୁମ୍ ମଚେଇବେ ରାନୀ-ସୈଫ୍

ରାନୀ ଓ ସୈଫ୍‌ଙ୍କ ଫ୍ୟାନ୍ ମାନଙ୍କ ପାଇଁ ଖୁସି ଖବର । ବହୁ ପ୍ରତୀକ୍ଷିତ ଫିଲ୍ମ 'ବଣ୍ଟି ଔର ବବ୍‌ଲି ୨'ର ଟିଜର ୟଶରାଜ୍‌ ଫିଲ୍ମସ ପକ୍ଷରୁ ରିଲିଜ୍ ହୋଇଛି । ଫିଲ୍ମରେ ୧୨ ବର୍ଷ ପରେ ପୁଣି ଏକାଠି ନଜର ଆସୁଛନ୍ତି ଅଭିନେତା ସୈଫ୍ ଅଲ୍ଲୀ ଖାନ୍...

Gold rate today
ବଢିଲା ସୁନା ଓ ରୁପା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ପୁଣି ବଢିଲା ସୁନା ଦର । ଅର୍ନ୍ତରାଷ୍ଟ୍ରୀୟ ବଜାରରେ ପୁଣି ଆଜି ସୁନା ଓ ରୁପାର ଦର ବୃଦ୍ଧି ପାଇଛି । ଆଜି ସୁନାର ମୂଲ୍ୟ ଗ୍ରାମ ପ୍ରତି ୫୪ ଟଙ୍କା ବଢି ଥିବା ବେଳେ ରୁପା ଦର ମଧ୍ୟ କିଲୋ ଗ୍ରାମ ପ୍ରତି ୧୧୮ ଟଙ୍କା ବୃଦ୍ଧି...

DRDO Apprentice Recruitment 2021
DRDO ଆପ୍ରେଣ୍ଟିସ୍ ନିଯୁକ୍ତି ୨୦୨୧: ଖାଲି ପଡିଛି ପଦବୀ, ତୁରନ୍ତୁ କରନ୍ତୁ ଆବେଦନ

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । (DRDO) ବା ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । DRDO ଆପ୍ରେଣ୍ଟିସ୍ ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ଆମନ୍ତ୍ରଣ କରିଛି । ଆବେଦନ ପ୍ରକ୍ରିୟା ନଭେମ୍ବର...

Oscar award
ଓସ୍କାର ପାଇଁ ମନୋନୀତ ହେଲା ଫିଲ୍ମ ‘ସର୍ଦ୍ଦାର ଉଧମ୍‌ ସିଂ’ ଓ ‘ଶେରନୀ’

ପ୍ରତିବର୍ଷ ଓସ୍କାର ପାଇଁ ଭାରତୀୟ ସିନେମା ମଧ୍ୟରୁ କିଛି ଫିଲ୍ମ ମନୋନୀତ ହୋଇଥାଏ । ବିଦ୍ୟା ବାଲନ ଅଭିନିତ ‘ଶେରନୀ’ ଏବଂ ଭିକ୍କି କୌଶଲ ଅଭିନିତ ଫିଲ୍ମ ‘ସର୍ଦ୍ଦାର ଉଧମ୍‌ ସିଂ’ ଓସ୍କାର ୨୦୨୨’ ପାଇଁ ମନୋନୀତ ହୋଇଛି । ଏନେଇ ୨ଟି ଫିଲ୍ମର କଳାକାର ବିଦ୍ୟା ବାଲନ...

Raw milk for skin
ଚର୍ମ ପାଇଁ କଞ୍ଚା କ୍ଷୀର,ଜାଣିବା ଏହାର ଲାଭଦାୟକ ଗୁଣ

ସମସ୍ତେ ଚାହାନ୍ତି ସୁନ୍ଦର ଚର୍ମ ପାଇବା ପାଇଁ । ସୁନ୍ଦର ଚର୍ମ ପାଇଁ କଞ୍ଚା କ୍ଷୀର ଅତ୍ୟନ୍ତ ଲାଭଦାୟକ ଅଟେ । କଞ୍ଚା କ୍ଷୀରରେ ଭିଟାମିନ୍-ଏ, ଡି, ବାୟୋଟିନ୍, ପ୍ରୋଟିନ୍ ଇତ୍ୟାଦି ଗୁଣ ରହିଥାଏ । ଏହା ଦ୍ୱାରା ଚର୍ମ ସହ ଜଡିତ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ । ବିଭିନ୍ନ ଘରୋଇ...

Mati Handi Mutton
ଘରେ ବନାନ୍ତୁ ସ୍ୱାଦିଷ୍ଟ ‘ମାଟିହାଣ୍ଡି ମଟନ୍’

ଖାଦ୍ୟରେ ଆମିଷ ଥିଲେ ଖାଇବାର ସ୍ୱାଦ ଦୁଇ ଗୁଣ ବଢିଯାଏ । ଆଜି ଆମେ ଆପଣଙ୍କ ପାଇଁ ଦେଶୀ ଶୈଳୀରେ ଏକ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ମାଟିହାଣ୍ଡି ମଟନ୍‘ । ଏହି ରେସିପିଟିକୁ ଆମେ ମାଟି ହାଣ୍ଡିରେ ପ୍ରସ୍ତୁତ କରିବା...

Do not eat this food at night
ରାତିରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ, କଣ କହେ ବାସ୍ତୁ,ଜାଣିବା ଏହାର ନିୟମ

ବାସ୍ତୁ ଶାସ୍ତ୍ର ଅନୁସାରେ ରାତିରେ ଅଧିକାଂଶ ଖାଦ୍ୟ ଖାଇବାକୁ ବାରଣ କରାଯାଇଥାଏ । ଯାହାର ପ୍ରଭାବ ମଣିଷର ସ୍ୱାସ୍ଥ୍ୟ ସହିତ ଆର୍ଥିକ ସ୍ଥିତି ଉପରେ ମଧ୍ୟ ପଡିଥାଏ । ଶାସ୍ତ୍ର ଅନୁସାରେ ରାତି ସମୟରେ କିଛି ଜିନିଷକୁ ଖାଇବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଏହା...

Gold Rate Today
ହ୍ରାସ ପାଇଛି ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦର ଦାମ୍

ଆଜି ମଧ୍ୟ ଭାରତୀୟ ବଜାରରରେ ସୁନାର ଦରଦାମ୍ ହ୍ରାସ ପାଇଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୪୩,୫୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୫୫୦ ଟଙ୍କା ରହିଛି। ଦେଶର ପ୍ରମୁଖ ସହର ମାନଙ୍କରେ ସୁନାର ଦରଦାମ୍...

Luck will change the kitchenware
ଭାଗ୍ୟ ବଦଳାଇଦେବ ରୋଷେଇ ଘରର ସାମଗ୍ରୀ,ଜାଣନ୍ତୁ କିପରି

ଆମେ ଦୈନଦିନ ଜୀବନରେ ଏମିତି କିଛି ଜିନିଷ ବ୍ୟବହାର କରୁ ତାହା ଆମ ଭାଗ୍ୟ ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ । ବାସ୍ତୁଶାସ୍ତ୍ରରେ ବହୁତ କିଛି ସାମଗ୍ରୀ ଅଛି ଯାହା ଆମ ଭାଗ୍ୟ ସହିତ ଯୋଡ଼ି ହୋଇଛି । ବାସ୍ତୁ ଅନୁଯାୟୀ ଆମ ରୋଷେଇ ଘରର ଅନେକ...

NCB's ascent sharukh's house
ଶାହାରୁଖଙ୍କ ଘରେ NCB, ଅନନ୍ୟା ପାଣ୍ଡେଙ୍କୁ ପଚରାଉଚୁରା

ଶାହାରୁଖଙ୍କ ଘର ମନ୍ନତରେ ନାର୍କୋଟିକ୍‌ସ କଣ୍ଟ୍ରୋଲ ବ୍ୟୁରୋ(NCB) ଚଢଉ କରିଛି । ମନ୍ନତରେ ହାଉସରେ ବହୁ ତଲାସୀ ଆରମ୍ଭ କରିଛି ଏନସିବି । ତେବେ ଏହା ପୂର୍ବରୁ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ମଧ୍ୟ NCB ରେଡ୍‌ କରିଛି । ଏହା ସହ ଅନନ୍ୟାଙ୍କୁ ଏନସିବି ଅଫିସରେ...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।