• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

krushnaprasad vote hinsa
ବୁଥରେ ମୁହାଁମୁହିଁ, ବାଉଁଶ ଠେଙ୍ଗେଣି ଧରି ଗୋଡ଼ାଗୋଡ଼ି

ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ନିର୍ବାଚନୀ ହିଂସା। ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ବାଡ଼ିଆପିଟା। ଏ ଦୃଶ୍ୟ ହେଉଛି ଅଲଣ୍ଡା ପଞ୍ଚାୟତର ୪ନମ୍ବର ବୁଥ୍ ର। ଏଥିରେ ୩୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି

Media Personnel Assaulted While Covering Booth Capture
ମତଦାନ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ଅଭିଯୋଗ

ପୁରୀ କଣାସ ବ୍ଲକର ବଡାଲ ପଞ୍ଚାୟତରେ ଆକ୍ରମଣ । ମତଦାନ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ଅଭିଯୋଗ । ଦୁର୍ବୃତ୍ତ ମାନେ ସାମ୍ବାଦିକ ସୁମନ୍ତ ସୁନ୍ଦରାୟ ଓ ସାଙ୍ଗରେ ଥିବା କ୍ୟାମେରାମ୍ୟାନ ଚିତନ ସ୍ୱାଇଁଙ୍କୁ ଆକ୍ରମଣ କରିଥିଲେ । ସେହିପରି ଆଉ ଏକ ବୈଦ୍ୟୁତିକ ଗଣମାଧ୍ୟମର ରିପୋର୍ଟର ସରୋଜ...

Ballot Box Looted From Booth In Puri, Polling Disrupted
ବାଲାଟ୍ ବକ୍ସ ନେଇ ପଳାଇଲେ ଦୁର୍ବୃତ୍ତ

ବ୍ରହ୍ମଗିରିରେ ବୁଥ୍ ଭିତରୁ ବାଲାଟ ବକ୍ସ ଉଠାଇନେଇ ପଳାଇଲେ ଦୁର୍ବୃତ୍ତ । ଏଭଳି କିଛି ଦୃଶ୍ୟ ବ୍ରହ୍ମପୁରର ଚାପମାଣିକ ପଞ୍ଚାୟତ କାଶିଝରିଆ ଗାଁରେ ଦେଖିବାକୁ ମିଳିଛି । ଗାଁର ୯ ନମ୍ବର ବୁଥରୁ ବାଲାଟ୍ ବକ୍ସ ଉଠାଇନେଲେ ଦୁର୍ବୃତ୍ତ । କିଛି ଦୁର୍ବୃତ୍ତ ବାଲାଟ ବକ୍ସ ଉଠାଇ ନେଇଥବା...

The Cheapest Electric Car
ସବୁଠୁ ଶସ୍ତା ଇ-କାର୍

ଶସ୍ତା ଇ-କାର୍ ତିଆରି କଲା କମ୍ପାନୀ, ମାତ୍ର ୧୦ ହଜାର ଦେଇ କରିହେବ ବୁକିଂ । ମୁମ୍ବାଇର ଏକ ଷ୍ରାଟ୍ ଅଫ୍ କଂପାନୀ ସସ୍ଥା ଇ-କାର ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ।

google girl
ବିଫଳତା ହିଁ ସଫଳତାର ସିଡ଼ି

୫୦ ଥର ଇଣ୍ଟରଭିୟୁରେ ଫେଲ୍ ହେବା ପରେ ହାରିନଥିଲେ ସମ୍ପ୍ରିତି,ଏବେ ଗୁଗୁଲ ଦେଲା ଏକ କୋଟିର ଚାକିରି । ବିହାରର ସମ୍ପ୍ରିତି ଯାଦବ । ବୟସ ୨୪ । ଦିଲ୍ଲୀ ଟେକ୍ନୋଲୋଜି ୟୁନିଭରସିଟିରୁ କମ୍ପ୍ୟୁଟର ସାଇନ୍ସରେ ବିଟେକ କରିଛନ୍ତି । ଜଣେ ମେଧାବୀ ଛାତ୍ରୀ ହୋଇଥିଲେ ସୁଦ୍ଧା ଭାଗ୍ୟ...

Employed Or Not, Husband's Duty To Maintain Wife
କୋର୍ଟଙ୍କ ବଡ଼ ରାୟ। ସ୍ୱାମୀର ରୋଜଗାର ନଥିଲେ ବି ସ୍ତ୍ରୀର ଭରଣପୋଷ କରିବାକୁ ସେ ବାଧ୍ୟ

କୋର୍ଟଙ୍କ ବଡ଼ ରାୟ। ସ୍ୱାମୀର ରୋଜଗାର ନଥିଲେ ବି ସ୍ତ୍ରୀର ଭରଣପୋଷ କରିବାକୁ ସେ ବାଧ୍ୟ । ପାଖରେ ଟଙ୍କା ନାହିଁ କହି ଦାୟୀତ୍ୱରୁ ଓହୋରି ପାରିବେ ନାହିଁ ସ୍ୱାମୀ । ଏମିତି ରାୟ ଶୁଣାଇଛନ୍ତି ଦିଲ୍ଲୀର ତିସ୍ ହଜାରେ କୋର୍ଟ ।

Singer-Composer Bappi Lahiri Passes Away
ଆରପାରିରେ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରି

ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ପରଲୋକ। ୬୯ ବର୍ଷ ବୟସରେ ମୁମ୍ବାଇରେ ବାପି ଲାହିରିଙ୍କ ପରଲୋକ ହୋଇଛି। ବଲିଉଡର ଡିସ୍କୋ କିଙ୍ଗ ଭାବେ ସେ ବେସ୍ ପରିଚିତ ଥିଲେ । ଚଲ୍‌ତେ ଚଲ୍‌ତେ, ଡିସ୍କୋ ଡ୍ୟାନ୍ସର, ଶରାବି ଭଳି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ କରିଥିଲେ...

Ashwani Kumar quit the Congress
୪୬ ବର୍ଷର ସମ୍ପର୍କ ତୁଟାଇ କଂଗ୍ରେସ ଛାଡ଼ିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ କୁମାର

୪୬ ବର୍ଷର ସମ୍ପର୍କ ତୁଟାଇ କଂଗ୍ରେସ ଛାଡ଼ିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ କୁମାର । ଆଜି ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି ।

Recruitment at IREL
IRELରେ ଖାଲିପଡିଛି ଚିଫ୍‌ ଜେନେରାଲ ମ୍ୟାନେଜର ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ ରିଅର ଆର୍ଥସ ଲିମିଟେଡ୍‌ (IREL) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । IRELରେ ଖାଲିପଡିଛି ଅନେକ ପଦବୀ। ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏ ନେଇ ଆବେଦନ କରିପାରିବେ ।

The President is visiting Puri
ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୧୯ରେ ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ସିଧାସଳଖ ରାଜଭବନ ଅଭିମୁଖେ ଯିବେ ପରେ ଅପରାହ୍ନ ୫ଟାରୁ ୫.୪୫ ପଯର୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ

Russia will attack tomorrow!
ଆସନ୍ତାକାଲି ଆକ୍ରମଣ କରିବ ଋଷ ! ୟୁକ୍ରେନ ରାଷ୍ଟ୍ରପତିଙ୍କ ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚା

ଋଷ ଓ ୟୁକ୍ରେନ ମଧ୍ୟରେ ବଢୁଛି ଉତ୍ତେଜନା । ୟୁକ୍ରେନ୍ ସୀମାରେ ଋଷିଆ ଲକ୍ଷାଧିକ ସୈନ୍ୟଠୁଳ କରୁଥିବା ଆନ୍ତର୍ଜାତିକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ସେପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡୋମିର ଜେଲେନସ୍କିଙ୍କ ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Additional SP Trinath Mishra's eye-catching assets
ଅତିରିକ୍ତ SP ତ୍ରିନାଥ ମିଶ୍ରଙ୍କ ଆଖିଖୋସା ସମ୍ପତ୍ତି; ଯୁଆଡ଼େ ଚାହିଁଲେ ବିଲ୍ଡିଂ, ବିଦେଶୀ କାର୍‌ ଓ ବାଇକ୍‌

ପୋଲିସ୍ କମ୍ୟୁନିକେସନ୍‌ର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ପାଖରୁ ମିଳିଛି କୋଟି କୋଟି ଟଙ୍କା ମୂଲ୍ୟର କାର୍, ବାଇକ୍ ଓ ଆଖିଖୋସା ସମ୍ପତ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ତ୍ରିନାଥଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍‌ କରିଛି।

Odisha Govt Gives Compulsory Retirement To 5 More Corrupt Officials
ଆଉ ୫ ସରକାରୀ ଅଧିକାରୀଙ୍କୁ ବିଦା କଲେ ଓଡ଼ିଶା ସରକାର

କିଛିଦିନ ପୂର୍ବେ ରାଜ୍ୟ ସରକାର ୫ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିବା ବେଳେ ଏବେ ଆଉ ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଦୁର୍ନୀତି ଓ ଅପାରଗତା ପାଇଁ ଏହି ଅଧିକାରୀମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

Debarkunda, immersing oneself in this pool cures various diseases
ଦେବରକୁଣ୍ଡ,ଏହି କୁଣ୍ଡରେ ବୁଡ଼ ପକାଇଲେ ବିଭିନ୍ନ ରୋଗ ଦୂର ହୁଏ

ଭଦ୍ରକ ଜିଲ୍ଲାର କାଉପୁରଠାରେ ପୂଣ୍ୟତୋୟା ସାଳନ୍ଦୀ ନଦୀର ମଧ୍ୟସ୍ଥଳୀରେ ରହିଛି ଦେବର କୁଣ୍ଡ। ପ୍ରତିବର୍ଷ ଭୈମ ଏକାଦଶୀ ଦିନରୁ ଏଠାରେ ଆରମ୍ଭ ହୁଏ ଦେବରକୁଣ୍ଡ । ଦିନେ ନୁହେଁ ୧୨ ଦିନ ପର୍ଯ୍ୟନ୍ତ ଚାଲେ ଏହି ମେଳା।

anubhav and varsha
କାଳ ହେଲା କି ସ୍ୱାମୀସ୍ତ୍ରୀ କଳି ? ବିଜେଡି ପାଇଁ ଅଲୋଡ଼ା ହେଲେ କି ଅନୁଭବ ମହାନ୍ତି ?

ବାଜିରେ ଲାଗିଲା କେନ୍ଦ୍ରାପଡ଼ା ସାଂସଦଙ୍କ ରାଜନୈତିକ କ୍ୟାରିୟର । ଅନୁଭବଙ୍କୁ ଛାଡ଼ି ବର୍ଷାଙ୍କ ଉପରେ ଛାମୁଙ୍କ ଭରସା । ଦଳୀୟ କାର୍ଯ୍ୟକ୍ରମରେ ସିନେମା ଡାଇଲଗ ମାରି ଲୋକଙ୍କ ମନ ଜିଣିବାକୁ ଚେଷ୍ଟା କରୁଥିବା କେନ୍ଦ୍ରାପଡ଼ା ସାଂସଦଙ୍କ ବେଳକାଳ ଭଲ ନାହିଁ ପରି ଲାଗୁଛି । ଆଗ ପରି ତାଙ୍କ...

Know Causes Of Blood In Urine & Its Treatment
ପରିସ୍ରାରେ କାହିଁକି ରକ୍ତ ପଡ଼ୁଛି?

ପରିସ୍ରାରେ କାହିଁକି ରକ୍ତ ପଡ଼ୁଛି? ଯଦି ପଡ଼ୁଛି ତେବେ କରିବେ କ’ଣ? ତେବେ ଚାଲନ୍ତୁ ଜାଣିବା ଏହାର ଉପଚାର ।

‘Bounsa Poda Chicken’
ଆସ ଖାଇବା 'ଦେଶୀ କୁକୁଡ଼ା ବାଉଁଶ ପୋଡ଼ା'

ଭାରି ସୁଆଦିଆ ଦେଶୀ କୁକୁଡ଼ା ବାଉଁଶ ପୋଡ଼ା। ପଖାଳ ହେଉ କି ଗରମ, କି ରୁଟି ଯାହାକୁ ଲଗାଇ ଖାଇଲେ ବି ଭାରି ଟେଷ୍ଟି । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ସୁଆଦିଆ 'ଦେଶୀ କୁକୁଡ଼ା ବାଉଁଶ ପୋଡ଼ା' । ତେବେ ଚାଲନ୍ତୁ ଜାଣିବା...

Odisha Police Communication ASP Under Vigilance Scanner
ପୋଲିସ୍ ବାବୁଙ୍କ ଘରେ ଭିଜିଲାନ୍ସ

ଏଡିଏମ୍, ଯନ୍ତ୍ରୀଙ୍କ ପରେ ଏବେ ପୋଲିସ୍ ବାବୁଙ୍କ ଘରେ ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଟିମ୍‌ ରେଡ୍ କରିଛି। ପୋଲିସ୍ କମ୍ୟୁନିକେସନ୍‌ର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ କଟକ, ଭୁବନେଶ୍ୱର, ଯାଜପୁର, କୋରାପୁଟରେ ଥିବା ଘରେ ଭିଜିଲାନ୍ସ...

Famous Magha Mela Of Joranda Begins
ଆଜିଠୁ ଆରମ୍ଭ ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା

ଆଜି ଠାରୁ ଆରମ୍ଭ ହେଉଛି ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । ୩ ଦିନ ଧରି ପାଳିତ ହେବାକୁ ଥିବା ଏହି ମେଳାରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଦେଶ ବିଦେଶରୁ ବହୁ ସାଧୁସନ୍ଥ ମାନଙ୍କର ଆଗମନ ହେବ । ଏହାସହିତ ଅଲେଖ ମହିମା...

benifits of betel leaves
ଜାଣିବା ପାନ ପତ୍ରର ଔଷଧୀୟ ଗୁଣ ବିଷୟରେ

ଆମ ଭାରତରେ ପ୍ରାୟ ସମସ୍ତ ସ୍ଥାନରେ ପାନର ଚାହିଦା ରହିଛି । ଏହାକୁ ପ୍ରାୟ ସମସ୍ତେ ବିଭିନ୍ନ ମସଲା ଦ୍ଵାରା ଖାଇବାକୁ ପସନ୍ଦ କରି ଥାଆନ୍ତି । କେହି କେହି ସାଧା ଓ ଅନ୍ୟ କେହି କଡ଼ା ପାନ ଖାଇବାକୁ ଈଛା କରନ୍ତି । ପାନ କେବଳ ପାଟିର...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।