• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

  Nusrat Jahan and Yash Dasgupta'
ନୁସରତ ଜାହାଁ-ୟଶ୍ ଦାସଗୁପ୍ତାଙ୍କ ଫଟୋ ହେଲା ଭାଇରାଲ

ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାଁ  ଏବେ ଚର୍ଚ୍ଚାର ବିଷୟ ପାଲୋଟିଛନ୍ତି । ପ୍ରାୟ ସମୟରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏବେ କିନ୍ତୁ ନୁସରତ ଯାହାଁଙ୍କ ଏକ ଫଟୋ ଏବେ ଖବ୍ ଭାଇରାଲ ହେବାରେ ଲାଗିଛି । ଫଟୋରେ ଥିବା...

Maa Durga
କିପରି କରିବେ ମାଆ ଦୂର୍ଗାଙ୍କ ପୂଜା,ବାସ୍ତୁ ଅନୁଯାୟୀ ଜାଣିବା ପୂଜାର ବିଦ୍ଧି

ଦେବୀ ଦୁର୍ଗାଙ୍କୁ ବିଭିନ୍ନ ଉପାୟରେ ପୂଜା କରାଯାଏ । ନବରାତ୍ରୀ ସମୟରେ ନଅ ପ୍ରକାରର ଦେବୀଙ୍କୁ ପୂଜା କରାଯାଏ । ଶୈଲପୁତ୍ର, ବ୍ରହ୍ମଚରିଣୀ, ଚନ୍ଦ୍ରଗାନ୍ତ, କୁଶମଣ୍ଡା,ସ୍କନ୍ଦମାତା, କାଟାନି, କାଲତ୍ରୀ, ମହାଗୌରୀ, ଏବଂ ଶିଦ୍ଧିଦତ୍ରୀ ମାଆଙ୍କୁ ପୂଜାର୍ଚ୍ଚନା କରାଯାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆମେ ଘରେ ପୂଜା କରିବା ବେଳେ ଅନେକ...

Clove oil for health
ସ୍ୱାସ୍ଥ୍ୟ ପାଇଁ ଲବଙ୍ଗ ତେଲ,ଯନ୍ତ୍ରଣାରୁ ମିଳେ ଉପସମ

ଶରୀରର ବିଭିନ୍ନ ଯନ୍ତ୍ରଣା ପାଇଁ ଲବଙ୍ଗ ତେଲ ବହୁତ ଲାଭଦାୟକ ଅଟେ । ଆୟର୍ବେଦରେ ଲବଙ୍ଗ ଏକ ଔଷଧୀୟ ଦ୍ରବ୍ୟ ଅଟେ । ଲବଙ୍ଗର ତେଲ ଅନେକ ଯନ୍ତ୍ରଣା ଓ ଶରୀର ପିଡ଼ାରୁ ମୁକ୍ତି ଦେଇଥାଏ । ଲବଙ୍ଗ ତେଲରେ ଆଣ୍ଟି ଭାଇରାଲ୍ , ଆଣ୍ଟି ଫଙ୍ଗଲ ଓ...

'Rice Rasmalai' Recipe
ଦୂର୍ଗାପୂଜାରେ ଘରେ ବନାନ୍ତୁ 'ଚାଉଳ ରସମଲାଇ'

ଦୂର୍ଗାପୂଜାରେ ମାଆଙ୍କ ନିକଟରେ ଲାଗିଥାଏ ଭଳି ଭଳିକି ଭୋଗ । ଆପଣ ଘରେ ବିଭିନ୍ନ ମିଠାର ରେସିପି ତିଆରି କରି ମାଆଙ୍କ ନିକଟରେ ଭୋଗ ଲଗାଇ ପାରିବେ । ଆଗରୁ ଆପଣ ଛେନାରେ ପ୍ରସ୍ତୁତ ରସମଲାଇ ଖାଇଥିବେ । କେବେ ଚାଉଳରେ ପ୍ରସ୍ତୁତ ରସମଲାଇ ଖାଇଛନ୍ତି କି ? ଆଜି...

Gold price today
ଆଜି କେତେ ରହିଛି ସୁନା ଓ ରୂପା ଦର,ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦର ଦାମ୍

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୫,୯୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୯୪୦ ଟଙ୍କା ରହିଛି । ଦେଶର ପ୍ରମୁଖ ସହରମାନଙ୍କରେ ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି ।

Vastu tips
ସୂର୍ଯ୍ୟାସ୍ତ ପରେ କରନ୍ତୁ ନାହିଁ ‌ଏହି ସବୁ କାର୍ଯ୍ୟ, ପ୍ରବେଶ କରିଥାଏ ନାକରାତ୍ମକ ଶକ୍ତି

ପୌରାଣିକ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ରର ମାନ୍ୟତା ଅନୁଯାୟୀ, ଏପରି କେତେକ କଥା ବର୍ଣ୍ଣନା କରାଯାଇଛି, ଯାହାକୁ ମାନି ଚଳିଲେ ଘରେ ନାକାରାତ୍ମକ ପରିବେଶ ସୃଷ୍ଟି ହୋଇନଥାଏ । ସନ୍ଧ୍ୟା ପରେ ବିଭିନ୍ନ କାର୍ଯ୍ୟ କରିବା ବର୍ଜନୀୟ ଅଟେ । ଏହି ବର୍ଜନୀୟ କାର୍ଯ୍ୟ କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ...

 beautiful and radiant skin tips
ସୁନ୍ଦର ଓ ଉଜ୍ଜଳ ତ୍ୱଚା ପାଇଁ ଚିନ୍ତିତ କି ? ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଜିନିଷ

ସୁନ୍ଦର ତ୍ୱଚା ପାଇଁ ଲୋକେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି । ବିଭିନ୍ନ ପ୍ରକାର କ୍ରିମ୍‍ ଲଗାଇବା ଠାରୁ ଆରମ୍ଭ କରି ଡାକ୍ତରଙ୍କ ପରାମର୍ଶ କରି ବିଭିନ୍ନ ଔଷଧ ମଧ୍ୟ ଖାଇଥାନ୍ତି। ଆମେ ଘରୋଇ ଉପାୟରେ ନିଜ ଦୈନଦିନ ଜୀବନ କିଛି ଖାଦ୍ୟକୁ ଗୁରୁତ୍ୱ ଦେଇ ସୁନ୍ଦର...

Weekly Horoscope, 11 to 14 October 2021
ସାପ୍ତାହିକ ରାଶିଫଳ,୧୧ରୁ ୧୭ ଅକ୍ଟୋବର ୨୦୨୧,ଜାଣନ୍ତୁ କିପରି କଟିବ ଏହି ସପ୍ତାହ

ଏହି ସପ୍ତାହରେ ଆପଣ ଖର୍ଚ୍ଚ ସମୟରେ ଅଧିକ ଯତ୍ନବାନ ହେବେ। ବ୍ୟବସାୟୀମାନେ ସତର୍କ ରହନ୍ତୁ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ।ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଭଲ ଫଳାଫଳ ପାଇବେ।

Paneer Kulcha
ଘରେ ବନାନ୍ତୁ ସ୍ୱାଦିଷ୍ଟ ‘ପନିର କୁଲ୍‌ଚା’

ସାଧାରଣତଃ ନିରାମିଷରେ ପନିରରେ ତିଆରି ରେସିପି ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ଘରେ ଆମେ ପନିରରେ ବିଭିନ୍ନ ପ୍ରକାରର ରେସିପି ତିଆରି କରିଥାଉ । ଆଜି ଆମେ ପନିରରେ ଏକ ନୂଆ ରେସିପି ବିଷୟରେ ଜଣେଇବୁ । ଏହି ରେସିପିର ନାଁ ହେଉଛି ‘ପନିର କୁଲ୍‌ଚା’। ଏହି...

Hrithik and Ranbir
ରାମ ରାବଣ ଭୂମିକାରେ ହ୍ରିତିକ୍ ଓ ରଣବୀର, ଫିଲ୍ମର ବଜେଟ୍ ୭୫୦ କୋଟି

ରାମ ରାବଣ ଭୂମିକାରେ ଅଭିନୟ କରିବେ ବଲିଉଡର ୨ ହ୍ୟାଣ୍ଡସମ୍ ହଙ୍କ୍ ଅଭିନେତା ହ୍ରିତିକ୍ ରୋଶନ ଓ ରଣବୀର କପୁର । ହ୍ରିତିକ୍ ରୋଶନ ଓ ରଣବୀର କପୁର ନିଜ ଅଭିନୟ କ୍ୟାରିୟରରେ ସବୁଠୁ ଗୁରୁତ୍ଵପୂର୍ଣ୍ଣ ଏବଂ ଦମଦାର ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି । ଦୁଇ ଅଭିନେତା...

Gold Rate Today
ଆଜି ସ୍ଥିର ରହିଛି ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ଆଜି ଭାରତୀୟ ବଜାରରେ ସୁନା ଓ ରୂପା ଦର ସ୍ଥିର ରହିଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୫,୯୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୯୪୦ ଟଙ୍କା ରହିଛି । ଭୁବନେଶ୍ୱରରେ...

Vastu
ବାସ୍ତୁ ଅନୁଯାୟୀ କେଉଁ ଦିନ କରିବେ କେଉଁ କାର୍ଯ୍ୟ

ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ଜୀବନରେ ଶୁଭ ଓ ଅଶୁଭର ଖୁବ ମହତ୍ତ୍ୱ ରହିଛି । ହିନ୍ଦୁ ଧର୍ମରେ ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ଶୁଭ ସମୟ ଓ ଶୁଭ ବାର ଦେଖାଯାଇଥାଏ । ଏହି ସବୁ କାରଣରୁ ମଣିଷକୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ବାସ୍ତୁ...

‘badam Firni’ recipe
ନବରାତ୍ରରେ ଘରେ ବନାନ୍ତୁ ସ୍ୱାଦିଷ୍ଟ ‘ବାଦାମ୍ ଫିର୍‌ନି’

ଏବେ ଚାଲିଛି ପ୍ରାର୍ବଣର ଋତୁ । ନବରାତ୍ରୀରେ ଭଳି କି ଭଳି ମିଠାର ରେସିପି ପ୍ରସ୍ତୁତ କରାଯାଏ । ଆଜି ଆମେ ଏକ ମିଠାର ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ବାଦାମ୍ ଫିର୍‌ନି’ । ଘରକୁ କୁଣିଆ ଆସିଲେ ଏହି ରେସିପିଟି...

kapalbhati pranayam benefits
ଶରୀର ପାଇଁ ଯୋଗ,ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ କରନ୍ତୁ କପାଳଭାତି

ପ୍ରତିଦିନ ଯୋଗାଭ୍ୟାସ କଲେ ଶରରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଭଲ ହୋଇଥାଏ । ତେବେ ଯୋଗ କରିବା ସମୟରେ କିଛି ଦିଗ ପ୍ରତି ଧ୍ୟାନ ଦେବା ଉଚିତ । ଯୋଗ ମଧ୍ୟରେ କପାଳଭାତି ପ୍ରାଣାୟମ ଏକ ଶକ୍ତିସାଳୀ ଉଚ୍ଚ ଉଦର ଶ୍ୱାସକ୍ରିୟା ସଂପନ୍ନ ପ୍ରାଣାୟମ ଅଟେ । କପାଳର...

Byju's temporarily halts ads featuring SRK
ପୁଅ ପାଇଁ ହଟହଟା ଶାହରୁଖ ଖାନ୍, ବିଜ୍ଞାପନକୁ ରଦ୍ଧ କଲା Byju’s

ମୁମ୍ବାଇରେ ହାଇ ପ୍ରୋଫାଇଲ୍‌ ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଘଟଣାକୁ ନେଇ ଆର୍ୟ୍ୟନ୍‌ ଖାନ୍‌ଙ୍କୁ ଗିରଫ କରାଯାଇଛି । ଆର୍ୟ୍ୟନ୍ ଏବେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ବନ୍ଦୀ ରହିଛନ୍ତି। ପୁଅ ଆର୍ୟ୍ୟନ୍‌ଙ୍କ ପାଇଁ ଶାହରୁଖ ଖାନ୍ ବହୁତ ବଡ କ୍ଷତିରେ ପଡି ଯାଇଛନ୍ତି । ...

Health Benefits of Pear
ଓଜନ ହ୍ରାସ କରାଏ ନାସପାତି,ଜାଣିବା ଏହାର ଲାଭଦାୟକ ଗୁଣ

ସ୍ୱାସ୍ଥ୍ୟ ହିଁ ସଂପଦ । ସ୍ୱାସ୍ଥ୍ୟ ପାଇଁ ଫଳ ସେବନ ଅତ୍ୟନ୍ତ ଜରୁରୀ ଅଟେ । ଫଳରୁ ଶରୀରକୁ ବିଭିନ୍ନ ଭିଟାମିନ୍ ମିଳିଥାଏ । ସେହିପରି ଏକ ଫଳ ହେଉଛି ନାସପାତି । ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ନାସପାତି । ନାସପାତିରେ କ୍ୟାଲୋରୀ ପରିମାଣ ବହୁତ କମ୍,...

AIIMS recruitment 2021
ଏମ୍ସରେ ଖାଲି ପଡ଼ିଛି ୧୬୨ଟି ଫାକଲ୍ଟି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(AIIMS) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । AIIMSରେ ଖାଲି ପଡ଼ିଛି ୧୬୨ ଫାକଲ୍ଟି ପଦବୀ । ସମସ୍ତ ଫାକଲ୍ଟି ପଦବୀ ପାଇଁ ଗୌହ୍ୱାଟିରେ ନିଯୁକ୍ତି ମିଳିବ। ପଦବୀ ମଧ୍ୟରେ ପ୍ରଫେସର ପଦବୀ ପାଇଁ...

Heavy rain fall in Hydrabad
ପାଣିରେ ଉବୁଟୁବୁ ହାଇଦ୍ରାବାଦ,କ୍ୟାଫେ ଭିତରେ ଆଣ୍ଠୁଏ ଉଚ୍ଚର ପାଣି

ବର୍ଷାରେ ଭାସିଲା ହାଇଦ୍ରାବାଦ ସହର । ସଂପୂର୍ଣ୍ଣ ସହର ଜଳମଗ୍ନ ହୋଇ ପଡିଛି । ସହରରେ ୧୦ରୁ ୧୨ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି । ସରୁରନଗର ଅଂଚଳରେ ସବୁଠାରୁ ଅଧିକ ୧୩ ସେଣ୍ଟିମିର ବର୍ଷା ରେକର୍ଡ କରାଯାଇଛି । ଗତକାଲି ସଂଧ୍ୟାରୁ ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ...

People deprived of basic amenities
ସରକାରଙ୍କ ବିକାଶମୂଳକ ଯୋଜନା କାହା ପାଇଁ ? ମୌଳିକ ସୁବିଧା ନପାଇ ହନ୍ତସନ୍ତ ଲୋକେ

ଗ୍ରାମାଞ୍ଚଳର ବିକାଶ ଲାଗି ସରକାରଙ୍କ ପୁଳା ପୁଳା ଯୋଜନା କରୁଛନ୍ତି ହେଲେ ଆଜି ବି ଲୋକେ ଅଭିଶପ୍ତ ଜୀବନ ବିତାଉଛନ୍ତି । ଗାଁର ବିକାଶ ହେଉଛି ବୋଲି କାଗଜ କଲମରେ ରହୁଛି ସତ, କିନ୍ତୁ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ । ରାସ୍ତାଘାଟ, ବିଜୁଳି, ପାଣି ଭଳି ମୌଳିକ...

Bread Gulab Jamun
ଘରେ ପ୍ରସ୍ତୁତ କରନ୍ତୁ ‘ବ୍ରେଡ୍‌ ଗୁଲାବ୍‌ ଜାମୁନ୍’

ଏବେ ଚାଲିଛି ପାର୍ବଣର ଋତୁ । ପାର୍ବଣ ସମୟରେ ଠାକୁରଙ୍କ ନିକଟରେ ବିଭିନ୍ନ ପ୍ରକାରର ମିଠା ଭୋଗ ଲଗାଯାଇଥାଏ । ଆପଣ ଘରେ ମଧ୍ୟ ମିଠାର ରେସିପି ବନେଇ ପାରିବେ । ଆଜି ଆମେ ଆପଣଙ୍କୁ ବ୍ରେଡ଼ରେ ତିଆରି ଏକ ମିଠା ରେସିପି ବିଷୟରେ କହିବୁ । ଏହି...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।