• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

municipal elections
ପୌର ନିର୍ବାଚନ ପାଇଁ ପ୍ରଚାର ଜୋର୍‌ଦାର, ପ୍ରଚାର ମଇଦାନରେ ସବିତା ସୁଆର

ପୌର ନିର୍ବାଚନ ପାଇଁ ପ୍ରଚାର ଜୋର୍ ଧରିଛି । ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପ୍ରଚାର ପାଇଁ ଅଣ୍ଟା ଭିଡିଛନ୍ତି ପ୍ରାର୍ଥୀ । ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ଦୁଆର ଦୁଆର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି । ହାତରେ ଦିନ କମ୍ ଥିବାରୁ କେହି ସମୟ ନଷ୍ଟ...

gold rate today
ପୁଣି ବଢିଲା ସୁନା ଦର,ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ବଢ଼ିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୮,୪୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୨,୮୮୦ ଟଙ୍କା ରହିଛି। ଆଜି ରୁପାର ମୂଲ୍ୟ କିଲୋଗ୍ରାମ ପ୍ରତି ୬୯,୪୦୦ ଟଙ୍କା...

indian army recruitment
ଭାରତୀୟ ସେନାରେ ୧୯୧ଟି ପଦବୀ ପାଇଁ ନିଯୁକ୍ତି, ତୁରନ୍ତ କରନ୍ତୁ ଆବେଦନ

ଆପଣ ଭାରତୀୟ ସେନାରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଭାରତୀୟ ସେନା ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଭାରତୀୟ ସେନାରେ ସର୍ଟ ସର୍ଭିସ କମିସନର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ତୁରନ୍ତ କରନ୍ତୁ ଆବେଦନ ।

Pictures that convey the words of the mind on canvas
କଥା କୁହା ଚିତ୍ର...ବିନା କହି ଅନେକ କିଛି ଦେଖାଉଛି

ଚିତ୍ର ଯାହା ମନର କଥାକୁ କାନଭାସରେ ପରିପ୍ରକାଶ କରେ। ମହିଳା ଯିଏ ଜୀବନ ସାରା ନିଜ ପାଇଁ ନିଜ ପରିବାର ପାଇଁ ବଳିଦାନ ଦିଏ । ଆଉ ଯେତେବେଳେ ମହିଳାଙ୍କ ହାତରେ ତୂଳୀ ଆସେ ସେତେବେଳେ ଆପେ ଆପେ ଆଙ୍କି ହୋଇଯାଏ ଅନେକ କିଛି । ସମାଜର ବାସ୍ତବ...

municipal elections
ପୌର ନିର୍ବାଚନ ପୂର୍ବରୁ ଦଳଡିଆଁ

ପୌର ନିର୍ବାଚନ ପୂର୍ବରୁ ଦଳ ଅଦଳ ବଦଳ ନୀତି ଦେଖିବାକୁ ମିଳିଛି । ବିଜେପିରେ ଯୋଗଦେଲେ ରାଜ ପରିବାର ସଦସ୍ୟ । ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ଦେବଗଡ ରାଜ ପରିବାରର ସଦସ୍ୟ ରୋହିତ ଗଙ୍ଗଦେବ ଏବଂ ତାଙ୍କ ପତ୍ନୀ ମାଧବୀ କୁମାରୀ ଦେବୀ ।...

Vigilance Raid
ପ୍ରିନ୍ସପାଲଙ୍କ ଘରେ ଭିଜିଲାନ୍ସ ରେଡ୍

କଲେଜ ପ୍ରିନ୍ସପାଲଙ୍କ ଘରେ ଭିଜିଲାନ୍ସ ରେଡ୍। କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁରର ହୀରାନୀଳା ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଆଜି ସକାଳୁ ସକାଳୁ ଚଢ଼ଉ ହୋଇଛି।

Rescue Operations By India
ଭାରତର ବଡ ରେସ୍କ୍ୟୁ ଅପରେସନ୍‌, ବିପଦ ବେଳେ ବିଦେଶରୁ ଭାରତୀୟଙ୍କୁ ଉଦ୍ଧାର ଅଭିଯାନ

ଆଜିର ଅପରେସନ ଗଙ୍ଗା ଭଳି ଅନେକ ଥର ଭାରତୀୟଙ୍କୁ ବିମାନ ଯୋଗେ ବିଦେଶରୁ ଅଣାଯାଇଛି। ଯେଉଁଥିରେ ସାମିଲ ହୋଇଥିଲା ଏୟାର ଇଣ୍ଡିଆ ସହ ଭାରତୀୟ ବାୟୁ ସେନା। ଆସନ୍ତୁ ଜାଣିବା ଭାରତର ପ୍ରମୁଖ ରେସ୍କ୍ୟୁ ଅପରେସନ୍‌

News Fuse | Meet A Die Hard Fan Of BJP
ମୁଁ ଜୟନ୍ତ ଭାଇଙ୍କ ଫ୍ୟାନ୍, ସରକାରଙ୍କୁ ଦେଖେଇବାକୁ ବୁଲୁଚି

ଆଗ ପଛ, ଉପର ତଳ ସବୁଆଡେ ଖାଲି ଗେରୁଆ ପତାକା। ଆଗରୁ କିନ୍ତୁ ମୁଁ ଗ୍ରୀନ ଥିଲି। ଏବେ ଗେରୁଆ ହୋଇଛି କେବଳ ଏଇଥି ପାଇଁରେ ନାରଣ ।

Science Fairs
ବିଜ୍ଞାନ ମେଳା, ପିଲାଙ୍କୁ ଦିଏ ପ୍ରେରଣା

କାହା ହାତରେ ଦୂରବିକ୍ଷଣ ଯନ୍ତ୍ର ତ ଆଉ କାହା ହାତରେ ପ୍ରକଳ୍ପ। ବଡ଼ ହେଲେ ବୈଜ୍ଞାନିକ ହେବାର ସଂକଳ୍ପ ନେଇ ଆଗେଇ ଆସିଛନ୍ତି ଏହି ପିଲା। ସ୍କୁଲରେ ମୂଳଦୁଆ ପକାଇ ତିଆରି କରିଛନ୍ତି ଭଳିକି ଭଳି ପ୍ରକଳ୍ପ। ଯାହାକୁ ମିଳିଛି ଢେରସାରା ପ୍ରଶଂସା

The Great Odisha Political Circus
ଦଣ୍ଡ ମାରେନା ବାଇନ, ପବନ ଅଟକି ଯିବ, ରକା ହେଇଯିବ

ମୁଁ ହାଡ଼ ପାକଳ କରୁଛି। ଆଗକୁ ଜୋରଦାର ଲଢେଇ କରିବାର ଅଛି। ହାଡ ମଜବୁତ ହୋଇନଥିଲେ ହାରିବାକୁ ହେବ। ହାଡ଼ ସବୁ ଭାଙ୍ଗି ଚୁନା ହୋଇଯିବ...

Spicy Panasa Katha
ଆସ ଖାଇବା 'ସ୍ପାଇସି ପଣସକଠା'

ଆଜି ସୋମବାର। ନନଭେଜ ନ ଖାଇ ଖାଆନ୍ତୁ ଭେଜ୍। ମାକେର୍ଟରୁ ପଣସକଠା ଆଜି ତିଆରି କରନ୍ତୁ ଏହି ସ୍ପାଇସି ଆଇଟମ୍...

Locals Allege Massive Irregularities
ଫଳକ ଲଗାଇ ଦେଇ ଚଳୁ କରି ଦେଲେ ଲକ୍ଷ ଲକ୍ଷ ଟଙ୍କା

ପଦାକୁ ଆସିଲା ଅସଲ କଥା। କାମ ନ କରି ଲଗାଇ ଦେଲେ ଫଳକ। ଆଉ ଫଳକ ଲଗାଇ ଦେଇ ଚଳୁ କରି ଦେଲେ ଲକ୍ଷ ଲକ୍ଷ ଟଙ୍କା। ଏବେ ସତ ପଦାକୁ ଆସିବା ପରେ...

Top 20 Reel kacha badam song
କଚ୍ଚା ବାଦାମର କ୍ରେଜ୍, ଦେଖନ୍ତୁ ଦେଶର ଟପ୍ ଟ୍ୱେଣ୍ଟି ରିଲ୍ସ

କଚ୍ଚା ବାଦାମ ଗୀତକୁ କିଏ ବୁଝୁ କି ନବୁଝୁ, ଅଣ୍ଟା ହଲାଇ ନାଚୁଛନ୍ତି ସମସ୍ତେ। ବିଶେଷ କରି ଆଜିର ଯୁବପିଢୀ ଏ ଗୀତରେ ବାୟା ହୋଇ ମୁଣ୍ଡରେ ହାତ ଦେଇ ଅଣ୍ଟା ଓ ହାତ ହରାଇ ଖୁବ୍ ନାଚୁଛନ୍ତି। ଏବେ ଦେଖନ୍ତୁ ସେସବୁ ଭିଡିଓ ମଧ୍ୟରୁ ଏହି ୨୦ଟି...

Science Fairs
ପିଲାଙ୍କୁ ପ୍ରେରଣା ଦିଏ ବିଜ୍ଞାନ ମେଳା

କାହା ହାତରେ ଦୂରବିକ୍ଷଣ ଯନ୍ତ୍ର ତ ଆଉ କାହା ହାତରେ ପ୍ରକଳ୍ପ। ବଡ଼ ହେଲେ ବୈଜ୍ଞାନିକ ହେବାର ସଂକଳ୍ପ ନେଇ ଆଗେଇ ଆସିଛନ୍ତି ଏହି ପିଲା। ସ୍କୁଲରେ ମୂଳଦୁଆ ପକାଇ ତିଆରି କରିଛନ୍ତି ଭଳିକି ଭଳି ପ୍ରକଳ୍ପ। ଯାହାକୁ ମିଳିଛି ଢେରସାରା ପ୍ରଶଂସା

Taliban Minister Sirajuddin Haqqani Makes Public Appearance
ତାଲିବାନରେ ଦେଖାଦେଲେ ସିରାଜୁଦ୍ଦିନ୍

ଦୀର୍ଘ ୨୦ ବର୍ଷ ହେଲା ଜୀବତ ହେଉକି ମୃତ ଭାବେ କୁଖ୍ୟାତ ଆତଙ୍କବାଦୀ ସିରାଜୁଦ୍ଦିନ ହକ୍କାନିକୁ ପାଉ ନଥିଲା ଆମେରିକା ସେନା। ସେଥି ପାଇଁ ୧୦ ଲକ୍ଷ ଡଲାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ହେଲେ ହଠାତ୍ ସାମ୍ନାକୁ ଆସିଲା ସିରାଜୁଦ୍ଦିନ୍। ଏହା ପରେ ସାରା ବିଶ୍ୱରେ ଚର୍ଚ୍ଚା

Daily Horoscope
Daily Horoscope 07 March 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା ମାର୍ଚ୍ଚ ୭ ତାରିଖ, ସୋମବାର, କୁମ୍ଭ, ୨୩ ଦିନ, ଫାଲଗୁନ ମାସ, ଶୁକ୍ଳପକ୍ଷ,ପଞ୍ଚମୀ ତିଥି,ଦ୍ୱିଜା ନକ୍ଷତ୍ର, ମେଷ ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ।

modi in metro
କାଉଣ୍ଟରରୁ ଟିକେଟ୍ କାଟି ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି

ନିଜେ କାଉଣ୍ଟରରେ ଟିକେଟ୍ କାଟିଲେ ପରେ ମେଟ୍ରୋ ଟ୍ରେନ୍‌ରେ ସାଧାରଣ ଲୋକଙ୍କ ସହ ଯାତ୍ରା କଲେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଭଳି ଘଟଣା ଦେଖିବାକୁ ମିଳିଛି, ଆଜି ପୁଣେ ସହରରେ । ପୁଣେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଟ୍ରୋ ରେଲ୍ ପ୍ରକଳ୍ପର ଉଦଘାଟନ କରିଛନ୍ତି ।...

Kapil Sharma in  Bhubaneswar
ଭୁବନେଶ୍ୱରର ଗଳିକନ୍ଦିରେ ବୁଲୁଛୁନ୍ତି ବଲିଉଡ ଅଭିନେତା କପିଲ ଶର୍ମା

ମନ୍ଦିରମାଳିନୀ ଭୁବନେଶ୍ୱରର ଗଳି କନ୍ଦିରେ ବୁଲୁଛୁନ୍ତି ବଲିଉଡ ଅଭିନେତା କପିଲ ଶର୍ମା। ବାଇକ ଧରି ଘରକୁ ଘରକୁ ଯାଇ ଖାଇବା ଡେଲିଭରି କରୁଛନ୍ତି। ସତରେ ନୁହେଁ ଚାଲିଛି ସୁଟିଂ। ଭୁବନେଶ୍ୱରରେ କପିଲ୍‌ଙ୍କ ଆଗାମୀ ଫିଲ୍ମର ସୁଟିଂ ବେଳର ଏ ହେଉଛି ଭିଡିଓ। ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ଅପ୍ କମିଂ...

Digital beauty scare on social media.
ମାତିଛନ୍ତି ଡିଜିଟାଲ ସୁନ୍ଦରୀ

ସୋସିଆଲ ମିଡ଼ିଆରେ ଡିଜିଟାଲ ସୁନ୍ଦରୀ ଆତଙ୍କ । ଲୋକଙ୍କୁ ବ୍ଲାକମେଲ କରି ଟଙ୍କା ଆଦାୟ କରିବା ଉଦ୍ଦେଶ୍ୟରେ ସାଇବର ଅପରାଧୀମାନେ ‘ଅଶ୍ଳୀଳ ଚାର୍ଟକୁ ଆୟୁଧ କରୁଛନ୍ତି । ଏହି ପରିପେକ୍ଷୀରେ ଡିଜିଟାଲ ସୁନ୍ଦରୀଙ୍କ କବଳରୁ ନିଜକୁ ରକ୍ଷା କରିବାକୁ ଓଡ଼ିଶା ପୋଲିସ ଲୋକଙ୍କୁ ସତର୍କ କରାଇଛନ୍ତି । ଏନେଇ...

bsf jawan killed
ଶତ୍ରୁ ବଦଳରେ ସାଥୀଙ୍କ ଉପରକୁ ଗୁଳି ଚଳାଇଲା ବିଏସ୍‌ଏଫ୍ ଯବାନ

ସାଥି ଯବାନଙ୍କ ଗୁଳିରେ ୫ ବିଏସ୍ଏଫ୍ ଯବାନଙ୍କ ମୃତ୍ୟୁ । ପଞ୍ଜାବ ଅମୃତସରରେ ଘଟିଛି ଅଭାବନୀୟ ଘଟଣା। ଅମୃତସର ଖାସା ଅଞ୍ଚଳରେ ଥିବା ବିଏସ୍ଏଫ୍‌ର ୧୪୪ ବାଟାଲିଅନ କ୍ୟାମ୍ପରେ ଗୁଳିକାଣ୍ଡ ଘଟିଛି। ଏଥିରେ ଗୁଳି ଚାଳନା କରିଥିବା ଯବାନଙ୍କ ସହ ୫ ସାଥି ଯବାନଙ୍କର ମଧ୍ୟ ମୃତ୍ୟୁ ଘଟିଛି।...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।