• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Omicron tensions
ଓଡ଼ିଶାରେ ଓମିକ୍ରନ୍ ଟେନସନ୍‌ରୁ ସାମାନ୍ୟ ଆଶ୍ୱସ୍ତି

ଓଡ଼ିଶାରେ ଓମିକ୍ରନ୍ ଟେନସନ୍‌ରୁ ସାମାନ୍ୟ ଆଶ୍ୱସ୍ତି । ଏଯାଏଁ ରାଜ୍ୟକୁ ପଶିନି କୋଭିଡ୍‌ର ଦ୍ରୁତ ସଂକ୍ରାମକ ମାରାତ୍ମକ ଭ୍ୟାରିଆଣ୍ଟ । ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ-ILSର ସଦ୍ୟତମ ଜିନମ୍ ସିକ୍ୱେନ୍ସିଂ ରିପୋର୍ଟ ଆସିବା ପରେ ଆଶ୍ୱସ୍ତ ହୋଇଛି ରାଜ୍ୟ ।

Is the education system in the state going to collapse?
ରାଜ୍ୟରେ ଭୁଷୁଡିବାକୁ ଯାଉଛି କି ଶିକ୍ଷା ବ୍ୟବସ୍ଥା ?

ରାଜ୍ୟରେ ଭୁଷୁଡିବାକୁ ଯାଉଛି କି ଶିକ୍ଷା ବ୍ୟବସ୍ଥା । ମହାମାରୀ ଓ ଅନ୍ୟାନ ଅସୁବିଧା ପାଇଁ ପାଠଠୁ ଦୂରେଇ ଯାଉଛନ୍ତି କି ପିଲା ? ପାଠପଢା ଓ ପିଲାମାନଙ୍କ ମଧ୍ୟରେ ମଧ୍ୟ ବିଶାଳ ବ୍ୟବଧାନ ସୃଷ୍ଟି କରିଛି ମହାମାରୀ କରୋନା । ଏବେ ସଂକଟରେ ଶିକ୍ଷାର ପ୍ରାଥମିକ ସ୍ଥିତି...

 Blind teachers Divyasunder and Aparajita
ଦୃଷ୍ଟିହୀନ ଶିକ୍ଷକ ଦମ୍ପତି ଦିବ୍ୟସୁନ୍ଦର ଓ ଅପରାଜିତା, ଅନ୍ୟ ପାଇଁ ପାଲଟିଛନ୍ତି ପ୍ରେରଣା

ଆଲୁଅ ଭିତରେ ଅନ୍ଧାର ଓ ଅନ୍ଧାର ଭିତରେ ଆଲୁଅ । ରାଉରକେଲାର ଶିକ୍ଷକ ଦମ୍ପତି ଦିବ୍ୟସୁନ୍ଦର ଓ ଅପରାଜିତା । ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କର ଦୃଷ୍ଟି ଶକ୍ତି ନାହିଁ । ହେଲେ ଭଗବାନ ତାଙ୍କ କୋଳରେ ଦେଇଛନ୍ତି ଏକ ସୁନ୍ଦର ପୁଅ ଯାହାର ସବୁ କିଛି ଠିକଠାକ୍...

job vacancy
ଖାଲିପଡ଼ିଛି ୩୦୦ରୁ ଅଧିକ ସବ୍‌-ଇନ୍‌ସପେକ୍ଟର ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଆପଣ ପୋଲିସ ବିଭାଗରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଅଫିସ୍‌ ଅଫ୍‌ ଦ ଚେୟାରମ୍ୟାନ୍‌, ଷ୍ଟେଟ୍‌ ଲେବଲ ପୋଲିସ ରିକ୍ରୁଇଟ୍‌ମେଣ୍ଟ ବୋର୍ଡ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ୩୦୬ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏନେଇ ତୁରନ୍ତୁ...

Vastu say about late marriage
ବିବାହରେ ହେଉଛି କି ବିଳମ୍ବ ? କରନ୍ତୁ ଏହି ଉପାୟ

ବେଳେବେଳେ ସବୁ ଠିକ ହେଲା ପରେ ବି ବିବାହ ବିଳମ୍ବ ହୋଇଥାଏ । ବିଳମ୍ବ ବିବାହ ପଛରେ ଅନେକ କାରଣ ଥାଏ ଯାହାକୁ ଦୂର କରିବାକୁ ବାସ୍ତୁଶାସ୍ତ୍ରରେ ଅନେକ ଉପାୟ ଅଛି । ବାସ୍ତୁଶାସ୍ତ୍ରର ଏହି ଉପାୟ ବିବାହରେ ଦେଖା ଦେଉଥିବା ବାଧା ଦୂର କରିଥାଏ ।

slap every day to be beautiful
ଚାପୁଡ଼ା ବି କରିପାରେ ଚମତ୍କାର, ବଢାଏ ସୁନ୍ଦରତା

ସୁନ୍ଦର ହେବା ପାଇଁ ଚାହୁଁଛନ୍ତି କି, ତାହେଲେ ଚାପୁଡ଼ା ଖାଆନ୍ତୁ । ଆଶ୍ଚର୍ଯ୍ୟ ହୋଇଗଲେ ନା । ହଁ ଆଜ୍ଞା ଆଶ୍ଚର୍ଯ୍ୟ ହେଲେ ବି ସତ । ମୁହଁରେ ଚାପୁଡ଼ା ମାରିବା ଦ୍ୱାରା ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ ଓ ଏହା ଦ୍ୱାରା ମୁହଁ ବା ଚେହେରାରେ ଚମକ...

 Receipe Of Kancha Lanka Mansa
ଘରେ ବନାନ୍ତୁ ସ୍ୱାଦିଷ୍ଟ 'କଞ୍ଚା ଲଙ୍କା ମାଂସ'

ଆପଣ କେବେ ଦେଶୀ ଶୈଳୀରେ ପ୍ରସ୍ତୁତ ହୋଇଥିବା 'ଛେଚା କଞ୍ଚା ଲଙ୍କା ମାଂସ ଝୋଳ' ରେସିପି ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ସୁଆଦିଆ 'କଞ୍ଚା ଲଙ୍କା ମାଂସ ଝୋଳ' ରେସିପି ପ୍ରସ୍ତୁତ କରିବୁ । ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ...

Make swastikas for good luck
ଘରର ମୁଖ୍ୟ ଦ୍ୱାରରେ କରନ୍ତୁ ସ୍ୱସ୍ତିକ ଚିହ୍ନ , ମିଳିବ ଶୁଭଫଳ

ବାସ୍ତୁଶାସ୍ତ୍ରରେ ମୁଖ୍ୟଦ୍ୱାର ୨ ପାଖର କାନ୍ଥରେ ସ୍ୱସ୍ତିକ ଚିହ୍ନ ଲଗାଇବାର ବିଷୟରେ ବର୍ଣ୍ଣନା କରାଯାଇଛି। ଏହାଦ୍ୱାରା ଘରକୁ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଦ୍ୱାର ସହ ଜଡ଼ିତ ଯଦି କୌଣସି ବାସ୍ତୁ ସମସ୍ୟା ଥାଏ, ତେବେ ଏଥିରୁ ମଧ୍ୟ ମୁକ୍ତି ମିଳିଥାଏ। ଘରକୁ ସୁଖସମୃଦ୍ଧି ପ୍ରବେଶ କରିଥାଏ

Bampha Simba Pitha recipe
ଘରେ ବନାନ୍ତୁ ସୁଆଦିଆ 'ବାମ୍ଫ ସିମ୍ବ ପିଠଉ'

ଆପଣ କେବେ ବାମ୍ଫଦିଆ ସିମ୍ବର କୈଣସୀ ରେସିପି ଖାଇଛନ୍ତି କି ? ଆଜି ହିଁ ଘରେ ବନାନ୍ତୁ 'ବାମ୍ଫ ସିମ୍ବ ପିଠଉ' । ଏହି ରେସିପି ଆମେ ପୂରା ଦେଶୀ ଶୈଳୀରେ ଚୁଲିରେ ବନେଇବା ,ଯାହା କି ଏହାର ସ୍ୱାଦ ଆହୁରି ବଢି ଯିବ ।

SICILY ISLAND, ITALY
ଏଇଠି ମିଳୁଛି ୮୦ ଟଙ୍କାରେ ଘର

ମାତ୍ର ୮୦ ଟଙ୍କାରେ ଘର । ଆଶ୍ଚର୍ଯ୍ୟ ହେଲେ କି । ହଁ ଆଜ୍ଞା ୮୦ ଟଙ୍କାରେ ଘର ମିଳିବ, ଏକଥା ଶୁଣି ତ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ସତରେ କଣ ମାତ୍ର ୮୦ ଟଙ୍କାରେ ଘର ମିଳୁଛି , ଚାଲନ୍ତୁ ଜାଣିବା ୮୦...

Benefits of crying
ସ୍ୱାସ୍ଥ୍ୟ ପାଇଁ କାନ୍ଦିବା ଜରୁରୀ

ଏକ ସୁସ୍ଥ ଜୀବନଶୈଳୀ ନିମନ୍ତେ ହସିବାର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ଅନୁସନ୍ଧାନରୁ ପ୍ରମାଣିତ ହୋଇଛି । ଏପରିକି ହସିବା ପାଇଁ ‘ଲାଫିଙ୍ଗ କ୍ଲବ’ ମାନ ସଂଖ୍ୟାଧିକ ରହିଛି । ହେଲେ କଣ ଆପଣ ଜାଣିଛନ୍ତି ସୁସ୍ଥ ରହିବା ପାଇଁ କାନ୍ଦିବାର ଆବଶ୍ୟକତା ମଧ୍ୟ ବେଶ ଅଧିକ ରହିଛି...

The mother is desperate for her son
ପୁଅ ପାଇଁ ଆକୁଳ ନିବେଦନ କରୁଛି ମାଆ

ଅଜଣା ରୋଗରେ ପୀଡିତ ପୁଅ । ଆଉ ପୁଅକୁ ଭଲ କରିବା ପାଇଁ ଦରକାର ୧୬ କୋଟି ଟଙ୍କା । ପୁଅର ରୋଗ ପାଇଁ ଆକୁଳ ନିବେଦନ କରିଛି ମାଆ । କନ୍ଧମାଳ ଆମ୍ବପଡା ଅଞ୍ଚଳର କୁଳମଣି ରଣାଙ୍କ ଦେଢ ବର୍ଷର ଶିଶୁ ରାଜଭୀରକୁ ହୋଇଛି ବିରଳ...

OPSC recruitment 2021 notification
ଓଡ଼ିଶାରେ ଖାଲିପଡିଛି ୧୮୭୧ ମେଡିକାଲ ପଦବୀ, ଶୀଘ୍ର କରନ୍ତୁ ଆବେଦନ

ଆପଣ ସ୍ୱାସ୍ଥ୍ୟ ବିଭାଗ କିମ୍ବା ମେଡିକାଲ କ୍ଷେତ୍ରରେ ଚାକିରି ଖୋଜୁଛନ୍ତି କି ? ଓଡ଼ିଶା ପବ୍ଲିକ ସର୍ଭିସ କମିଶନ(OPSC) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଡେରି ନକରି ତୁରନ୍ତ କରନ୍ତୁ ଆବେଦନ ।

 weekly horoscope
କଣ କହୁଛି ଆପଣଙ୍କ ସାପ୍ତାହିକ ଭାଗ୍ୟ; ୦୬ ଡିସେମ୍ବରରୁ ୧୨ ଡିସେମ୍ବର ୨୦୨୧

ଏହି ସପ୍ତାହଟି ଆପଣଙ୍କ ପାଇଁ ପ୍ରାୟତଃ ମଧ୍ୟମ ଫଳ ରହିବ । କିଛି ନୂଆ ଆରମ୍ଭ କରିବା ପାଇଁ ଏହା ଏକ ଅନୁକୂଳ ସମୟ ରହିବ । ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ତେବେ ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା କିପରି କଟିବ ଏହି ସପ୍ତାହ ଓ କ’ଣ...

milk facial at home
ଥରେ କରନ୍ତୁ ଏହି ଫେସିଆଲ, ଚମକିବ ଚେହେରା

ସୁନ୍ଦର ତ୍ୱଚା ପାଇବା ପାଇଁ ସମସ୍ତେ ଚାହାନ୍ତି । ଏନେଇ ଚ୍ୱଚ୍ଚାପାଇଁ ବିଭିନ୍ନ କସମେଟିକ୍ ଦ୍ରବ୍ୟ ବ୍ୟବହାର କରିଥାନ୍ତି । କିନ୍ତୁ ଘରେ ସରଳ ଉପାୟ ଅବଲମ୍ବନ କରି ଆପଣ ନିଜ ତ୍ୱଚାର ସୁନ୍ଦରତାକୁ ଦ୍ୱିଗୁଣିତ କରି ପାରିବେ ।

potato kachori
ସଂଧ୍ୟା ଜଳଖିଆରେ ବନାନ୍ତୁ 'ଆଳୁ କଚୋଡ଼ି'

ବର୍ଷା ପାଗରେ ସଂଧ୍ୟା ଟିଫିନ୍ ପାଇଁ ଗରମାଗରମ ଜଳଖିଆ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଗରମାଗରମ ଚଟପଟା ଜଳଖିଆ ରେସିପି । ଏହି ରେସିପିର ନାଁ ହେଉଛି ଖାସ୍ତା 'ଆଳୁ କଚୋଡ଼ି ।' ତେବେ ଚାଲନ୍ତୁ...

Rotterdam Holland
ସହରର ନାଁ ହେଉଛି ରଟରଡ୍ୟାମ୍‌, ଦେଖିଲେ ଆଖି ଲାଖି୍ ଯିବ

କୁହାଯାଏ ଦୁବାଇଠାରୁ ସୁନ୍ଦର ସ୍ଥାନ ସାରା ପୃଥିବୀରେ ଆଉ କେଉଁଠାରେ ନାହିଁ । କିନ୍ତୁ ବର୍ତ୍ତମାନ ଦୁବାଇକୁ ଟକ୍କର ଦେବାରେ ଲାଗିଛି ହଲାଣ୍ଡର ଆଉ ଏକ ସହର । ଏଭଳି ଏକ ସହର ଯାହା ସୁନ୍ଦରତାର ପରିଭାଷା । ଏହି ସହରର ନାଁ ରଟରଡ୍ୟାମ୍‌ ।

Mother Lakshmi will win at home
ସକାଳୁ ଉଠି କରନ୍ତୁ ଏହି କାମ, କୃପା କରିବେ ମାଆ ଲକ୍ଷ୍ମୀ

ଆମ ଦୈନଦିନ ଜୀବନରେ ସବୁକିଛି କାର୍ଯ୍ୟ ଠିକ୍ ଭାବେ କରିଲେ ମଧ୍ୟ ଆମ ଜୀବନରେ ଅନେକ ସମସ୍ୟା ଉପୁଜିଥାଏ । ଘରେ ସବୁବେଳେ ଆର୍ଥିକ ସମସ୍ୟା ଦେଖାଦେବା ,ପାରିବାରିକ ଅଶାନ୍ତି ଦେଖାଦେବା ଆଦି ବାସ୍ତୁ ଶାସ୍ତ୍ରର କାରଣ ହୋଇପାରେ । ତେବେ ବାସ୍ତୁ ଅନୁସାରେ ବିଭିନ୍ନ ଉପାୟର ସାମାଧାନ...

BRO recruitment 2021
ବର୍ଡର ରୋଡ଼ ଅର୍ଗାନାଇଜେସନ ପକ୍ଷରୁ ଖାଲିପଡିଛି ପଦବୀ, କରନ୍ତୁ ଆବେଦନ

ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ବର୍ଡର ରୋଡ ଅର୍ଗାନାଇଜେସନ(BRO) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । BRO ପକ୍ଷରୁ ଖାଲିପଡିଛି ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଆବେଦନ କରିପାରିବେ ।

Sunday, do all these things
ରବିବାର ଦିନ ଜୀବନରେ ଆସିବ ସୁଖ-ସମୃଦ୍ଧି, କରନ୍ତୁ ଏହି ସବୁ କାମ

ରବିବାର ଦିନ ସୂର୍ଯ୍ୟଦେବଙ୍କୁ ସମର୍ପିତ। ଶାସ୍ତ୍ର ଅନୁସାରେ ରବିବାର ଦିନ ସୂର୍ଯ୍ୟଙ୍କ ଉପାସନା କଲେ ବିଶେଷ ଫଳ ମିଳିଥାଏ ବୋଲି କୁହାଯାଏ । ସେଥିପାଇଁ ବିଶେଷ ଉପାୟରେ ସୂର୍ଯ୍ୟଦେବଙ୍କ ପୂଜା କରାଯାଇଥାଏ । ସପ୍ତାହର ଅନ୍ୟ ଦିନମାନଙ୍କରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ ନ କରିପାରିଲେ ରବିବାର ଦିନ...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।