• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Odia sweet recipe Parijata
ଘରେ ପ୍ରସ୍ତୁତ କରନ୍ତୁ ଖାଣ୍ଟି ଓଡ଼ିଆ ମିଠା ‘ପାରିଜାତ’

ଆପଣ କେବେ ଓଡ଼ିଆର ଏକ ପାରମ୍ପରିକ ରେସିପି ‘ପାରିଜାତ’ ମିଠା ଖାଇଛନ୍ତି କି । ତାହେଲେ ଆଜି ହିଁ ଘରେ ବନାନ୍ତୁ ପାରମ୍ପରିକ ଓଡ଼ିଆ ମିଠା ପାରିଜାତ । ଏହି ରେସିପି ବନେଇବା ଅତି ସହଜ ଅଟେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ...

Amazon river
ଦୁନିଆର ସବୁଠୁ ବଡ଼ ନଦୀ, ହେଲେ ନଦୀର ଉତ୍ପତ୍ତି ନାହିଁ

କୌଣସି ନଦୀର ପରିଚୟ ତାର ଧାରା, ଆଉ କୂଳ ହୋଇପାରେ । କୁହାଯାଏ ପ୍ରକୃତିର ସବୁଠାରୁ ସୁନ୍ଦର ଓ ଚମତ୍କାର ସୃଷ୍ଟି ହେଉଛି ଆମ ବିଶ୍ୱରେ ଥିବା ନଦୀ ଓ ଏହାର ଆଖାପାଖର ପରିବେଶ । କିନ୍ତୁ ବଡରୁ ବଡ ନଦୀର ଆରମ୍ଭ ବି ଛୋଟ ଧାରାରୁ ହୋଇଥାଏ...

benefits of misri
ଖାଆନ୍ତୁ ମିଶ୍ରି, ମିଳିବ ଏହି ଫାଇଦା

ସ୍ୱାସ୍ଥ୍ୟ ହିଁ ସଂପଦ । ଏବେ ଚାଲିଛି ଶୀତ ଋତୁ । ଥଣ୍ଡା,କାଶ, ଜର ବହୁତ ଶୀଘ୍ର ଶରୀରକୁ ଆକ୍ରାନ୍ତ ହୋଇଥାଏ । ତେବେ ଆପଣ ଜାଣନ୍ତି କି ମିଶ୍ରିରେ ଅନେକ ଗୁଣ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।

Al hutaib yemen
ଏପର୍ଯ୍ୟନ୍ତ ଏଠି କେବେ ହୋଇନି ବର୍ଷା

ଦୁନିଆରେ ଏଭଳି କିଛି ସ୍ଥାନ ରହିଛି, ଯେଉଁଠାରେ ବର୍ଷ ତମାମ ସବୁଠାରୁ ଅଧିକ ବର୍ଷା ହୋଇଥାଏ । ଯେପରିକି ମେଘାଳୟର ମାସିନରାମ ଗାଁ ଯେଉଁଠାରେ ଦୁନିଆର ସବୁଠାରୁ ଅଧିକ ବର୍ଷା ହୋଇଥାଏ । କିନ୍ତୁ କେବେ ଏଭଳି ସ୍ଥାନ ସମ୍ପର୍କରେ କେବେ ଶୁଣିଛନ୍ତି, ଯେଉଁଠାରେ ଆଜି ପର୍ଯ୍ୟନ୍ତ କେବେ...

Katrina Kaif and Vicky Kaushal
କଙ୍ଗନାଙ୍କୁ ରିଟର୍ଣ୍ଣ ଗିଫ୍ଟ ପଠେଇଲେ ଭିକ୍ଟ୍ରିନା

କଙ୍ଗନାଙ୍କୁ ରିଟର୍ଣ୍ଣ ଗିଫ୍ଟ ପଠାଇଛନ୍ତି ବଲିଉଡର ନବ ବିବାହିତ ଦମ୍ପତି ବିକି କୌଶଲ ଓ କ୍ୟାଟ୍ରିନା କୈଫ୍ । ଆଉ ଏହି ଗିଫ୍ଟର ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ବିକି ଓ କ୍ୟାଟ୍ରିନାଙ୍କୁ ଏନେଇ ଧନ୍ୟବାଦ ଜଣାଇଛନ୍ତି କଙ୍ଗନା ।

NCL Recruitment
NCLରେ ଖାଲିପଡିଛି ୧୨୯୫ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଆପଣ ଅଷ୍ଟମ କିମ୍ବା ଦଶମ ପାସ୍ କରିଛନ୍ତି କି ? NCL ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । (NCL) ପକ୍ଷରୁ ଅପାରଣ୍ଟିସ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ତୁରନ୍ତ କରନ୍ତୁ ଆବେଦନ ।

vastu tips
କେଉଁ ଦିଗରେ ରହିବ ଘରର କଠୋରୀ, କଣ କହେ ବାସ୍ତୁ

ସବୁ କିଛି ଠିକ୍ ହେବା ଥାଇ ମଧ୍ୟ ଘରେ ନାନା ସମସ୍ୟା ଦେଇଥାଏ । ତେବେ ଏହା ବାସ୍ତୁ ଦୋଷ କାରଣରୁ ମଧ୍ୟ ହୋଇପାରେ । ବାସ୍ତୁ ଅନୁସାରେ ଚାଲନ୍ତୁ ଜାଣିବା କେଉଁ ଦିଗରେ କୋଉଁ କଠୋରୀ ରହିବା ଦରକାର । କଣ ଶୁଭ ଓ କୁଣ...

Malai Paneer recipe
ଘରେ ବନାନ୍ତୁ ‘ମଲାଇ ପନିର’

ଆପଣ 'ମଲାଇ ପନିର'ର ରେସିପି ଖାଇଛନ୍ତି କି ? ଆଜି ହିଁ ଘରେ ବନାନ୍ତୁ 'ମଲାଇ ପନିର' । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ପ୍ରସ୍ତୁତ କରିବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Gold rate today
ସୁନା କିଣିବାକୁ ଚାହୁଁଛନ୍ତି, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍‌

ଏବେ ଚାଲିଛି ବିବାହର ଋତୁ । ଏବେ ସୁନା କିଣିବା ପାଇଁ ହେଉଛି ପ୍ରକୃଷ୍ଟ ସମୟ । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩, ୮୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ...

Benefits of warm water
ବାରମ୍ବାର ପିଉଛନ୍ତି କି ଗରମ ପାଣି, ହୋଇପାରେ ସମସ୍ୟା

ଯଦି ଆପଣ ଦିନସାରା ଅନେକ ଥର ଗରମ ପାଣି ପିଉଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ । କାରଣ ଆପଣଙ୍କର ଏହି ଅଭ୍ୟାସ କ୍ଷତି ପହଞ୍ଚାଇପାରେ । ତେବେ ଚାଲନ୍ତୁ ଜାଣିବା ବାରମ୍ବାର ଗରମ ପାଣି ପିଇଲେ କଣ ହୁଏ ।

weekly horoscope
କଣ କହୁଛି ଆପଣଙ୍କ ସାପ୍ତାହିକ ଭାଗ୍ୟ; ୧୩ ଡିସେମ୍ବରରୁ ୧୯ ଡିସେମ୍ବର ୨୦୨୧

ଏହି ସପ୍ତାହଟି ଆପଣଙ୍କର ମଧ୍ୟମ ଧରଣର ରହିବ । ଛାତ୍ରମାନଙ୍କ ପାଇଁ ଏହି ସପ୍ତାହଟି ଏକ ଅନୁକୂଳ ପର୍ଯ୍ୟାୟ ହେବ ,ଏହି ସପ୍ତାହରେ ଆପଣଙ୍କର ଆତ୍ମବିଶ୍ୱାସ ଏବଂ ଯେକୌଣସି ପରିସ୍ଥିତିକୁ କ୍ଷମତା ଉନ୍ନତ ହେବ। ଖର୍ଚ୍ଚ ବୃଦ୍ଧି ପାଇପାରେ,ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ସମସ୍ୟା ଦେଇପାରେ ।

rajinikanth birthday
ସୁପରଷ୍ଟାର ରଜନୀକାନ୍ତଙ୍କ ଆଜି ଜନ୍ମଦିନ

ସୁପରଷ୍ଟାର...ଓ୍ୱାନ୍‌ ମେନ୍‌ ଆର୍ମି...ଥଲାଇଭା ଫ୍ୟାନ୍‌ଙ୍କ ପାଇଁ ସିଏ ଭଗବାନ ତ କାହା ପାଇଁ ସବୁ କିଛି । ଆଜି ସୁପରଷ୍ଟାର ରଜନୀକାନ୍ତଙ୍କ ୭୧ତମ ଜନ୍ମଦିନ । ଥଲାଇଭାଙ୍କୁ ମନେ ପକାଇଛନ୍ତି ଫ୍ୟାନ୍‌ ।

Tawa smoke chicken recipe
ଘରେ ପ୍ରସ୍ତୁତ କରନ୍ତୁ ‘ତାୱା ସ୍ମୋକ୍‌ ଚିକେନ୍‌’

ଆପଣ କେବେ ‘ତାୱା ସ୍ମୋକ୍‌ ଚିକେନ୍‌’ର ରେସିପି ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ‘ତାୱା ସ୍ମୋକ୍‌ ଚିକେନ୍’ ର ରେସିପି ତିଆରି କରିବୁ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

tea for health
ସ୍ୱାସ୍ଥ୍ୟ ପାଇଁ 'ଚା'

ପ୍ରାୟତଃ ସବୁ ଭାରତୀୟଙ୍କ ସକାଳର ଗରମାଗରମ 'ଚା' ନିହାତି ଦରକାର । ସାଧାରଣତଃ ସକାଳୁ ଉଠିଲେ ଚା ଆଗ ସମସ୍ତେ ଖୋଜିଥାନ୍ତି । କିନ୍ତୁ ପ୍ରତିଦିନ 'ଚା' ପିଇବା ସ୍ୱାସ୍ଥ୍ୟ ପକ୍ଷେ କେତେ ଭଲ କେତେ ଖରାପ । ତାହା ଆପଣ ଜାଣନ୍ତି କି ? ଚାଲନ୍ତୁ ଜାଣିବା

MLA Badri Patra
ବିଧାୟକ ବଦ୍ରି ପାତ୍ରଙ୍କୁ ଏୟାର ଲିଫ୍ଟ୍

ବିଧାୟକ ବଦ୍ରି ପାତ୍ରଙ୍କୁ ଏୟାର ଲିଫ୍ଟ୍ । ଭୁବନେଶ୍ୱରରୁ ହାଇଦ୍ରାବାଦ କରାଗଲା ଏୟାର ଲିଫ୍ଟ । ଏୟାର ଲିଫ୍ଟ୍ ନେଇ ପୁଅ ଦେବପ୍ରିୟ ପାତ୍ରଙ୍କ ସୂଚନା ।

BSF Recruitment
BSFରେ ଖାଲି ପଡିଛି ପଦବୀ, ତୁରନ୍ତ କରନ୍ତୁ ଆବେଦନ

 ଆପଣ ବିଏସଏଫ୍ ରେ ଚାକିରି କରିବାକୁ ଚାହୁଁଛନ୍ତି କି ? ବିଏସଏଫରେ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର, ହେଡ କନେଷ୍ଟବଳ ଏବଂ କନେଷ୍ଟବଳ ପଦବୀରେ ୭୨ଟି ସିଟ୍‌ ଖାଲିପଡିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ

vastu for new home
ଗୃହ ନିର୍ମାଣ ପାଇଁ କଣ ରହିବ ଶୁଭ ସଂକେତ, କଣ କହେ ବାସ୍ତୁ

ମଣିଷ ଶାନ୍ତିରେ ରହିବା ପାଇଁ ଏକ ଘର ବା ବାସସ୍ଥାନ ଠିକ୍ ରହିଲେ ସବୁକିଛି ଠିକ୍ ରହିଥାଏ । ଆମେ ଯେବେ ନୂତନ ଘର ବା ଗୃହ ନିର୍ମାଣ କରୁଛେ ତାହା ପୂର୍ବରୁ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ ଅଟେ । ଗୃହ ନିର୍ମାଣ...

‘potato makhni'
ଘରେ ବନାନ୍ତୁ ସୁଆଦିଆ ‘ଆଳୁ ମଖନି’

ସାଧାରଣତଃ ଆଳୁରେ ତିଆରି ରେସିପି ସମସ୍ତଙ୍କୁ ପସନ୍ଦ ଆସିଥାଏ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଆଳୁର ଏକ ସୁଆଦିଆ ରେସିପି । ଆଜି ଆମେ ପ୍ରସ୍ତୁତ କରିବା ‘ଆଳୁ ମଖନି’ । ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

winter market in ctc
କଟକରେ ଜମୁଛି ଶୀତ ବଜାର, ମିଳୁଛି ଭଳିକି ଭଳି ଶୀତ ବସ୍ତ୍ର

ସିଲଭର ସିଟିରେ ଧିରେ ଧିରେ ବଢୁଛି ଶୀତ ଆଉ ତା ସାଙ୍ଗକୁ ବଢୁଛି ଶୀତ ବସ୍ତ୍ର ବଜାରରେ ବିକ୍ରିବଟା । ଦୁଇ ବର୍ଷ ହେଲା କରୋନା କଟକଣା କାରଣରୁ ବ୍ୟବସାୟ ଚାଲିନଥିବା ବେଳେ ଏଥର ଭଲ ବ୍ୟବସାୟ ହେବା ଆଶା ନେଇ ସୁଦୂର ଗଜପତି ଚନ୍ଦ୍ରଗିରିରୁ ଆସି ଖାନ୍...

Opposition leader Narasimha Mishra
'ଖୋଲାକଥା'ରେ ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ବଡ଼ ବୟାନ, ମୁଖ୍ୟମନ୍ତ୍ରୀଙ୍କ ଜିଦଖୋର ମନୋଭାବ କାହିଁକି ?

ସାରା ରାଜ୍ୟରେ ମମିତା ମେହେର କେସକୁ ନେଇ ସ୍ତବ୍ଧ ଥିବା ବେଳେ । ବିଧାନସଭାରେ ଏନେଇ ଗୃହ ମୁଲତବୀ ରହିଛି । ମମିତା ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ ସରକାରଙ୍କୁ ଘେରି ଥିଲେ । ତେବେ ଆମର ବିଶେଷ ଉପସ୍ଥାପନା ଖୋଲାକଥାରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।