ସୁନୟନାଙ୍କ ପାଇଁ ସବୁ କରିବାକୁ ପ୍ରସ୍ତୁତ ସୁଶାନ୍ତ। କେତେବେଳେ ଗୁପଚୁପ ଖାଇବାକୁ ଦେଉଛନ୍ତି ତ ଆଉ କେତେବେଳେ ନଈ କୂଳକୁ ବୁଲାଇବାକୁ ନେଉଛନ୍ତି...ଦେଖନ୍ତୁ ସ୍କ୍ରିନ ଉପରେ କେମିତି ଚାଲିଛି ରୋମାନ୍ସ
ସେ କହୁଥିଲେ ମୁଁ ଜଣେ ସାମ୍ୱାଦିକା। ଷ୍ଟୁଡିଓରେ ବସାଇ କରୁଥିଲେ ଇଣ୍ଟରଭ୍ୟୁ। ହେଲେ ଉଦ୍ଦେଶ୍ୟ ରହୁଥିଲା ଭିନ୍ନ। ଆପତ୍ତିଜନକ ଭିଡିଓ କରିବାକୁ ପଛାଉ ନଥିଲେ। ଯାହାର ଭିଡିଓ କ୍ଲିପ୍ ରହିଯାଇଥିଲା କ୍ୟାମେରାମ୍ୟାନ୍ ପାଖରେ। ଫେରାଇବା ପାଇଁ ବାରମ୍ବାର ତାଗିଦ କରିଥିଲେ। ଶେଷରେ ପ୍ରି-ପ୍ଲାନ କରି ସବୁଦିନ ପାଇଁ ହଟାଇ...
ଏତିକି ଖାଇବା ପରେ ସେ ପିଠି ଆଉ ଅଛି ତ? ହଇରେ ନାରଣ...ଇଏ କଣ ମୁଣ୍ଡରୁ ଗାମୁଛା ଫୋପାଡ଼ି ଦେଇ ପୂରା ସ୍ମାଇଲ ଦେଉଛନ୍ତି? ମେଡ଼ିକାଲ ନୁହେଁ ତ ଆୱାର୍ଡ଼ ନେବା ପାଇଁ ଆଉଛନ୍ତି ବୋଧହୁଏ...
ଆଜ୍ଞା…ଜମାରୁ ବିଶ୍ୱାସ କରନ୍ତୁନି। ରୋଗୀଙ୍କୁ ଲୋଭ ଦେଖାଇ ଦେଖାଇ ୧୭ ସ୍ତ୍ରୀ ରଖିଲାଣି। ଟିକିଏ ଗଳାବଟ ପାଇଲେ ଚଟ୍କିନା ଗଳି ଯିବ, ଆଉ ସ୍ତ୍ରୀ କରିପକାଇବ
୪୦ କାଶ୍ମୀର ପଣ୍ଡିତଙ୍କୁ ହାଣିଥିଲା। ୧୬ ବର୍ଷ ଜେଲରେ ବି ରହିଲା...ପରେ ବେଲ୍ରେ ଆସି ଫୁଲମାଳ ପକାଇ କାଶ୍ମୀରରେ ବୁଲୁଛି। ମିଡ଼ିଆକୁ କହୁଛି କେତେ ଜଣଙ୍କୁ ହାଣିଥିଲି ମୋର ମନେ ପଡୁନି, ବୋଧହୁଏ ୩୦ ରୁ ୪୦ ଜଣଙ୍କୁ ହାଣିଥିଲି...ଦେଖନ୍ତୁ ବିଟ୍ଟା କରେଟାର କଳା କାହାଣୀ....
କଲେଜ୍ରେ ପାଠ ପଢୁ ପଢୁ ମାଡ଼ିବସିଲା ରୋଗ। ବିଛଣାରେ ଶଯ୍ୟାଶାୟୀ ନରେଶ...ବାପା-ମାଆ ଦିନରେ କାମକୁ ଗଲେ ରାତିରେ ଘରେ ଚୁଲି ଜଳେ...ଆଉ ଭେଣ୍ଡିଆ ପୁଅର ଏ ଅବସ୍ଥା ଦେଖି କାନ୍ଦିକାନ୍ଦି ନୟାନ୍ତ ହେଲେଣି ବାପା-ମାଆ। କେମିତି ପୁଅର ଚିକିତ୍ସା ହେବ ସେନେଇ ଚିନ୍ତାରେ ପୂରା ପରିବାର
ଅତ୍ୟାଚାରର ସବୁ ସୀମା ଟପିଲା ପୁଅ । ଗଛ ମୂଳେ ବସିଛନ୍ତି ବାପା-ମାଆ। ଘରକୁ ପସିବା ମାତ୍ରେ ଦୂରରୁ ପନିକି ଫୋପାଡ଼ୁଛନ୍ତି ପୁଅ ବୋହୂ। ଶିଡ଼ି ଲଗାଇ ପାଚେରୀ ଡେଇଁ ଘରୁ ବାହାରୁଛନ୍ତି ବୃଦ୍ଧ ଦମ୍ପତି। ଅତ୍ୟାଚାରରେ ଅତିଷ୍ଠ ହୋଇ ଏବେ କାନ୍ଦୁଛନ୍ତି ବାପା-ମାଆ
ୟୁପି ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ପାଇଁ ବାହାରକୁ ବାହିରିଥିଲେ ଅଖିଳେଶ ଯାଦବ। ଗାଡି ଯାଉଥିବା ବେଳେ ହଠାତ୍ ପଶି ଆସିଲା ଷଣ୍ଢ। ଚିଇଁକି ଉଠିଲେ ଅଖିଳେଶ। ଆଉ ସୋସିଆଲ ମିଡିଆରେ ଲେଖିଲେ
ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୩୧୦ ଟଙ୍କା କମି ୪୮, ୦୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୩୪୦ ଟଙ୍କା କମି ୫୨,୪୬୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି...
ଆପଣ ବ୍ୟଙ୍କରେ ଚାକିରି ଖୋଜୁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି। ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ତୁରନ୍ତ କରନ୍ତୁ ଆବେଦନ।
ଭାରି ସୁଆଦିଆ ଜୀରା ଦହି ଆଳୁ। ଗରମ ତେଲରେ ଭୃଷଙ୍ଗପତ୍ର, ଶୁଖିଲା ଲଙ୍କା, ଆମ୍ବ କଷିଆ ଅଦା ଦେଇ ହାଲକେଇକି ଫୁଟଣ ପକେଇ ଦେଲେ...ଖାଲି ତ ହାତକୁ ଚାଟୁଥିବେ...ଏବେ ଜାଣିରଖନ୍ତୁ ପୂରା ପ୍ରସ୍ତୁତ ପ୍ରଣାଳୀ
ୟୁକ୍ରେନକୁ କବଜ୍ କରିବା ସହଜ ନୁହେଁ। ଯୁଦ୍ଧ କରି କରି ଋଷ ପାଖରୁ ସରିଗଲାଣି ଅସ୍ତ୍ରଶସ୍ତ୍ର । ଏବେ ଚୀନକୁ ମାଗିଲା ସାହାଯ୍ୟ। କହିଲା ମତେ ତୁରନ୍ତ ଦିଅ
ବିବାହ ପୂର୍ବରୁ ଏମିତି ହେଲେ କଥା ସରିଲା। ଏ କଥା ବାହାଘର ବେଳର ନୁହେଁ। ବିବାହ ପୂର୍ବରୁ ଦେଖିବାକୁ ମିଳିଲା ଏମିତି ଦୃଶ୍ୟ। ଯେଉଁ ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ
ଲତାଙ୍କ ପରି ଗୁରୁଙ୍କଠାରୁ ସଙ୍ଗୀତ ସାଧନା କରିବା କିଛି କମ୍ କଥା ନୁହେଁ। ଥରେ ମୁଁ ରାଧାକୃଷ୍ଣ ମୂର୍ତ୍ତି ଓ ଖଜା ନେଇ ଯାଇଥିଲି...ମତେ ଛୁଇଁ ଦେଇ କହିଲେ ତୁମେ ଓଡ଼ିଶାରୁ ଆସିଛ...ତୁମକୁ ଛୁଇଁଦେଲେ ଜଗନ୍ନାଥଙ୍କ ପାଖରେ ପହଞ୍ଚିଯିବି କହିଥିଲେ। ନିଜ ଗୀତ ସ୍ୱରର ଯାଦୁଗରୀରେ ବିଭୋର ହେଉଛନ୍ତି...
କି ନାଚରେ ନାରଣ !! ପଡ଼ୋଶୀ ରାଇଜେ ପଦ୍ମ ଫୁଟିଲା ବୋଲି ଏମିତି ନାଚିବ...ପୂରା ନାଗିନ୍ ଡ୍ୟାନ୍ସରେ କମ୍ପିଲା ସହର..ସାର୍ ଆମର ପୂରା ଟ୍ରେଣ୍ଡ...ଖାଲି ତ କମନ୍ ବେବି ରଙ୍ଗବତୀ
କି ନାଚରେ ନାରଣ !! ପଡ଼ୋଶୀ ରାଇଜେ ପଦ୍ମ ଫୁଟିଲା ବୋଲି ଏମିତି ନାଚିବ । ପୂରା ନାଗିନ୍ ଡ୍ୟାନ୍ସରେ କମ୍ପିଲା ସହର । ସାର୍ ଆମର ପୂରା ଟ୍ରେଣ୍ଡ । ଖାଲି ତ କମନ୍ ବେବି ରଙ୍ଗବତୀ
ରାତି ଅଧରେ ଫୋନ୍ ଆସିଲା,ପ୍ରେମିକଙ୍କୁ ଛୁରୀରେ ଭୟଙ୍କର ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । କାଳରାତିର ଅନ୍ଧାରକୁ ଖାତିର ନକରି ପ୍ରେମିକ ପାଖକୁ ଧାଇଁ ଧାଇଁ ଚାଲିଗଲା ପ୍ରେମିକା । ରକ୍ତ ଜୁଡୁବୁଡ଼ୁ ପ୍ରେମିକାକୁ ଧରି ଅପରେସନ୍ ବେଡ୍ରେ ଭୋ ଭୋ କାନ୍ଦିଲା ପ୍ରେମିକା। ଆଶ୍ଚର୍ଯ୍ୟ ହେଲେ ଡାକ୍ତର ଆଉ...
ଭୋଟ୍ ସରିଲା ମାନେ ଆମର କିଛି ପାୱାର ନାହିଁ। ଟଙ୍କା ୭ଶହ ଯୋଗାଡ଼ କରି ଯାଉଛି ମୁଁ ଦାଦନ ଯିବି...ନେତାତ ମେଞ୍ଚାଏ ପ୍ରତିଶ୍ରୁତି ଦେଲେ ହେଲେ ରଖିଲେନି
ନିର୍ବାଚନରେ ହାରିଗଲେ ସ୍ୱାମୀ। ଗାଁ ଲୋକଙ୍କ ଟାହିଟାପରା ସହିପାରିଲେନି ସ୍ୱାମୀ । ଶୋଇବା ଘରେ ବେକରେ ଦଉଡ଼ି ଦେଇ କଲେ ଆତ୍ମହତ୍ୟା। ସେପଟେ, ମାନିସକ ଭାରସ୍ୟାମ ହରାଇ ବିଷ ପିଇଦେଲେ ସ୍ତ୍ରୀ। ନୂଆ ସରପଂଚ କହିଲେ ।
ମୁଁ ତୋ ପ୍ରେମର ଆସମାନ୍, ତୁ ମୋ ମନର ମେହମାନ୍...ତୋ ପାଇଁ ଦିଲ୍ ହୁଏ ବେକରାର୍...ଦେଖନ୍ତୁ ଏହି ଗୀତରେ କେମିତି ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି ନାୟକ ଓ ନାୟିକା