• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

OPSC Recruitment
OPSCରେ ଖାଲି ପଡିଛି ୧୮୭୧ଟି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଆପଣ ଓପିଏସିରେ ଚାକିରି ଖୋଜୁଛନ୍ତି କି ? ଓପିଏସ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । OPSC ପକ୍ଷରୁ ୧୮୦୦ରୁ ଅଧିକ ସଂଖ୍ୟକ ମେଡିକାଲ ଅଫିସର ପୋଷ୍ଟ ପାଇଁ ବିଜ୍ଞାପନ ଜାରି କରାଯାଇଛି । ଏହି ପଦବୀ ପାଇଁ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିପାରିବେ ।...

Allu Arjun
ବିଜ୍ଞାପନକୁ ନେଇ ବିବାଦରେ ଅଭିନେତା ଅଲ୍ଲୁ ଅର୍ଜୁନ

ସବୁବେଳେ ନିଜର ଅନ୍ଦାଜ୍ ଓ ଅଭିନୟ ପାଇଁ ବେଶ୍ ଚର୍ଚ୍ଚା ରହିଥାନ୍ତି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଏବେ କିନ୍ତୁ ଏକ ବିଜ୍ଞାପନକୁ ନେଇ ସେ ଅଡ଼ୁଆରେ ପଡି ଯାଇଛନ୍ତି । ତେଲେଙ୍ଗାନା ଷ୍ଟେଟ ରୋଡ୍‌ ଟ୍ରାନ୍ସପୋର୍ଟ କର୍ପୋରେସନ (TSRTC) ନିକଟରେ ଟଲିଉଡ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କର...

Vastu for kitchen
ରୋଷେଇ ଘରର ବାସନକୁ ନେଇ କଣ କହେ ବାସ୍ତୁ, ଆସନ୍ତୁ ଜାଣିବା

ଆପଣ କଣ କେବେ ଭାବିଛନ୍ତି ଆପଣଙ୍କ ରୋଷେଇ ଘରେ ରହିଥିବା ତାୱା ଓ କଡ଼ାଇ ହୋଇପାରେ ଆପଣଙ୍କ ଜୀବନର ଅନେକ ଅସୁବିଧାର କାରଣ । ହଁ ଆଜ୍ଞା , ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହାକୁ ରାହୁଙ୍କର ପ୍ରତୀକ ବୋଲି କୁହାଯାଇଥାଏ । ତେଣୁ ଆମକୁ କିଛିଟା କାର୍ଯ୍ୟରେ ମଧ୍ୟ...

Winter Skin Care
ଶୀତଦିନରେ ତ୍ୱଚାର ଯତ୍ନ , କରନ୍ତୁ ଏହି ଉପାୟ, ଚମକିବ ସ୍କିନ୍

ଶୀତଦିନ ଆସିଲେ ଚର୍ମକୁ ନେଇ ସମସ୍ତେ ଚିନ୍ତିତ ହୋଇପଡନ୍ତି । ବିଶେଷ କରି ଯେଉଁ ମାନଙ୍କର ଶୁଷ୍କ ଚର୍ମ ହୋଇଥାଏ ସେମାନେ ଚର୍ମ ବା ସ୍କୀନ୍ ର ଭଲ ଭାବେ ଯତ୍ନ ନେବା ଦରକାର । ତେବେ ଶୀତଦିନ ଆରମ୍ଭରୁ ହିଁ ଚର୍ମର ଯତ୍ନ ନେବା ଆବଶ୍ୟକ ।...

'kumari kandam'
‘କୁମାରୀ କନ୍ଦମ,’ ରହସ୍ୟମୟ ସଭ୍ୟତା, ହଜି ଯାଇଛି ସମୁଦ୍ର ଗର୍ଭରେ

ଭାରତରେ ଦକ୍ଷିଣ ଭାଗରେ ଥିବା ହିନ୍ଦ୍‌ ମହାସାଗରରେ ଥିଲା ଏକ ଐତିହାସିକ ତାମିଲ ସଭ୍ୟତା । ଯାହା ବର୍ତ୍ତମାନ ଇତିହାସ ଗର୍ଭରେ ବିଲୁପ୍ତ । ଯାହାର ନାଁ ଥିଲା 'କୁମାରୀ କନ୍ଦମ' । କେବେ ଶୁଣିଛନ୍ତି ଏହି ସଭ୍ୟତା ସମ୍ପର୍କରେ । ତେବେ ଭାବନ୍ତୁ ହଜାର ହଜାର ବର୍ଷ...

paneer reshmi recipe
ଘରେ ବନାନ୍ତୁ 'ପନିର ରେଶମି'

ଆଜି ଆମେ ଆପଣଙ୍କ ପାଇଁ ପନିର ଏକ ନୂଆ ରେସିପି ନେଇ ଆସିଛୁ । ଏହି ରେସିପିର ନାଁ ହେଉଛି 'ପନିର ରେଶମି' । ଏହି ରେସିପିଟିକୁ ଅତି ସହଜରେ ଘରେ ଆପଣ ବନେଇ ପାରିବେ ।

Gold rate Today
ପୁଣି ବଢ଼ିଲା ସୁନା ଓ ରୂପାର ଦାମ୍‌

ପୁଣି ବଢିଲା ସୁନା ଦର । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୭,୧୭୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୮,୨୨୦ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱରରେ ଏବେ...

BSNL Recruitment
BSNLରେ ଖାଲିପଡିଛି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଭାରତ ସଂଚାର ନିଗମ ଲିମିଟେଡ (BSNL) ପକ୍ଷରୁ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଆବେଦନ ପ୍ରକ୍ରିୟାର ଶେଷ ତାରିଖ ୨୦ ନଭେମ୍ବର ୨୦୨୧ ରହିଛି । ଏହାଛଡ଼ା ଏହି ପଦବୀରେ ଆବେଦନ କରିବା ପାଇଁ କୌଣସି ପ୍ରକାର ଆବେଦନ ଶୁଳ୍କ ଦେବାକୁ...

Vastu and memory
ସ୍ମରଣ ଶକ୍ତିକୁ ନେଇ କଣ କହେ ବାସ୍ତୁ

ଦୈନଦିନ ଜୀବନରେ ଲାଗି ରହିଥିବା ବ୍ୟସ୍ତତା ଯୋଗୁ ଆମେମାନେ ବହୁତ କିଛି କଥା ଭୁଲି ଯାଉ । ବ୍ୟସ୍ତ ରହିବା କାରଣରୁ ଏପରି ହେବା ସ୍ୱାଭାବିକ ଅଟେ,କିନ୍ତୁ ଅଧିକାଂଶ ସମୟରେ ଏହା ବାସ୍ତୁଦୋଷ କାରଣରୁ ଏପରି ହୋଇଥାଏ ବୋଲି ବିବେଚନା କରାଯାଏ । ଯଦି ଆପଣଙ୍କ ସ୍ମରଣ ଶକ୍ତି...

Fruits for Health
ଶୀତଦିନେ ଖାଦ୍ୟରେ ସାମିଲ କରନ୍ତୁ ଫଳ, ବଢିବ ରୋଗ ପ୍ରତିରୋଧକ ଶକ୍ତି

ସ୍ୱାସ୍ଥ୍ୟ ଦୃଷ୍ଟିରୁ ଶୀତ ଋତୁ ବହୁତ ଭଲ ବୋଲି ବିବେଚନା କରାଯାଏ । ଶରୀରକୁ ସୁସ୍ଥ ରଖିବା ପାଇଁ ଏହି ଋତୁ ସବୁଠାରୁ ଅନୁକୂଳ ଅଟେ । ଶୀତଦିନେ ଆସୁଥିବା ଫଳଗୁଡ଼ିକ କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ, ବରଂ ସ୍ୱାସ୍ଥ୍ୟକୁ ଭଲ ରଖିବାରେ ମଧ୍ୟ ବହୁତ ସାହାଯ୍ୟ...

Jellyfish lake
ନିଆରା ହ୍ରଦ, ଯେଉଁଠି ରୁହନ୍ତି କେବଳ ଜେଲି ଫିସ୍

ଆପଣ କେବେ ଜେଲି ଫିସ୍‌ ଦେଖିଛନ୍ତି । ଗଭୀର ଅଥଳ ଜଳରାଶିରେ ଏହି ଫିସ୍‌ ଦୃଶ୍ୟମାନ ହୁଅନ୍ତି । କିନ୍ତୁ କେବେ ଶୁଣିଛନ୍ତି ଗୋଟେ ଲେକ୍ ବା ହ୍ରଦ ହିଁ ସମ୍ପୂର୍ଣ୍ଣ ଭାବେ ଜେଲିଫିସ୍‌ ପାଇଁ ପ୍ରସିଦ୍ଧ ହୋଇଥିବ । ଆମ ବିଶ୍ୱରେ ଏଭଳି ଏକ ହ୍ରଦ...

khoya chiken
ଘରେ ପ୍ରସ୍ତୁତ କରନ୍ତୁ ‘ଖୁଆ ଚିକେନ’

ଘରେ ଆପଣ ଚିକେନର ଭଳି କି ଭଳି ରେସିପି ପ୍ରସ୍ତୁତ କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ଦେଶୀ ଷ୍ଟାଇଲରେ ଚିକେନର ଏକ ରେସିପି ପ୍ରସ୍ତୁତ କରିବୁ । ତେବେ ଆଜି ବନେଇବା 'ଖୁଆ ଚିକେନ' । ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ...

IOCL Recruitment
IOCLରେ ଖାଲିପଡିଛି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ(IOCL) ଖାଲି ପଡ଼ିଛି ପଦବୀ । IOCLରେ ଖାଲିପଡିଛି ୨୪୯୫ ଟେକ୍ନସିଆନ ଏବଂ ଟ୍ରେଡ ଆପ୍ରେଣ୍ଟିସ ପଦବୀ, ୧୨ ନଭେମ୍ବର ପର୍ଯ୍ୟନ୍ତ ଆବେଦନ କରିବାର ସୁଯୋଗ ରହିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟ iocl.comକୁ ଯାଇ ଅନଲାଇନ ଆବେଦନ...

vastu
ବାସ୍ତୁ ବିଚାର- ଘରେ ରଖିନ୍ତୁ ନାହିଁ ଏହି ସବୁ ଜିନିଷ, ହୋଇପାରେ ବିପଦ

ପ୍ରତ୍ୟେକ ବାସ୍ତୁ ନିୟମରେ କିଛିନା କିଛି ରହସ୍ୟ ରହିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ଆପଣଙ୍କ ଜୀବନରେ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ଭାବରେ ପ୍ରଭାବ ପକାଇଥାନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ କିଛି ବସ୍ତୁ ଘରେ ନକାରାତ୍ମକ ଉର୍ଜା ବା ଶକ୍ତି ସୃଷ୍ଟି କରେ ।...

 Benifits of cofee
କଫି ପିଇବା ଶରୀର ପାଇଁ ହିତକର ନା ହାନିକାରକ ? କଣ କହନ୍ତି ବିଶେଷଜ୍ଞ

ଆମ ମଧ୍ୟରୁ ଅଧିକାଂଶ କଫି ନପିଇଲେ ସକାଳେ ନିଦରୁ ଉଠନ୍ତି ନାହିଁ । ଏହାର କାରଣ ହେଉଛି କଫିରେ ମିଳୁଥିବା କେଫିନ୍। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଗୋଟିଏ ଦିନରେ ଅଧିକ କଫି ପିଇବା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଯଦି ଏହା ସଠିକ୍ ପରିମାଣରେ...

Film 'JAI BHIM'
ସଂଘର୍ଷ, ସ୍ୱାଭିମାନ ଓ ସାହସର କାହାଣୀ 'ଜୟ ଭୀମ'

ପରଦାରେ ସତ କାହାଣୀ ,ଅଭିନୟ ବି ଜୀବନ୍ତ, କାହାଣୀ ବି ହୃଦୟସ୍ପର୍ଶୀ । ଆମେ କହୁଛୁ, ତାମିଲ ଫିଲ୍ମ ‘ଜୟ ଭୀମ୍‌’ କଥା। ତାମିଲ ଫିଲ୍ମ ‘ଜୟ ଭୀମ’କୁ ମିଳୁଛି ପ୍ରଶଂସା । ବିଭିନ୍ନ ମହଳରୁ ଫିଲ୍ମକୁ ପସନ୍ଦ କରାଯାଇଛି । ଫିଲ୍ମର ଚିତ୍ରନାଟ୍ୟ, କାହାଣୀ, ଅଭିନୟ ଦର୍ଶକଙ୍କ...

Diamond Beach, Iceland
ହୀରାର ବେଳାଭୂମି ନା ସ୍ୱର୍ଗପୁର !

ଡାଇମଣ୍ଡ ଦେଖିବାକୁ ବହୁତ ସୁନ୍ଦର ଲାଗେ ନା । ଆଉ ସମୁଦ୍ର ବେଳାଭୂମି ବି ବେଶ୍‌ ମନମୁଗ୍ଧକର ଲାଗେ । ତେବେ ଭାବନ୍ତୁ ଏହି ଦୁଇଟି ଯାକ ଯଦି ମିଶି ଯିବ ତେବେ କଣ ହେବ । ଅର୍ଥାତ୍‌ ଏକ ସୁନ୍ଦର ସମୁଦ୍ର ବେଳାଭୂମିରେ ଆପଣ ସବୁଠାରେ କେବଳ...

schezwan dosa recipe
ଘରେ ବନାନ୍ତୁ ସ୍ୱାଦିଷ୍ଟ ‘ଶେଜ୍‌ୱାନ୍‌ ଦୋସା’

ଆଜି ଆମେ ଆପଣଙ୍କ ପାଇଁ ସାକଳର ବ୍ରେକଫାଷ୍ଟ ପାଇଁ ଏକ ନିଆରା ଦୋସା ରେସିପି ବନେଇବୁ । ଏହି ଦୋସାର ରେସିପିକୁ ଆପଣ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଶେଜ୍‌ୱାନ୍‌ ଦୋସା’ ।

Gold rate today
ପୁଣି ବଢିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ପୁଣି ବଢିଲା ସୁନାର ଦର । ଆଜି ରାଜଧାନୀ ଭୁବନେଶ୍ୱର ସମେତ ଦେଶର ପ୍ରମୁଖ ସହରରେ ସୁନାର ମୂଲ୍ୟ ବୃଦ୍ଧି ପାଇଛି । ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ...

Vastu shastra and Pot
ଉତ୍ତର ପୂର୍ବ ଦିଗର କଣ ରହିଛି ବିଶେଷତ୍ୱ, କଣ କହେ ବାସ୍ତୁ

ଭାରତ ଗୋଟିଏ ଆଧ୍ୟାତ୍ମିକ ବାଦର ଦେଶ ଅଟେ । ଏଠାରେ ରହୁଥିବା ବ୍ୟକ୍ତି ମାନେ ଆଧ୍ୟାତ୍ମିକ ଚିନ୍ତାଧାରାକୁ ନେଇ ନିଜର ଜୀବନ ଅତିବାହିତ କରିଥାନ୍ତି । ସେହିଭଳି ଭାବରେ ଆମେ ନିଜ ଘରେ କିଛି ଏପରି କାର୍ଯ୍ୟ କରିବା ଆବଶ୍ୟକ ଯାହା ଆମକୁ ସକାରାତ୍ମକ ଚିନ୍ତାଧାରା ଯୋଗାଇବ ।...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।