• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

 Benifits of cofee
କଫି ପିଇବା ଶରୀର ପାଇଁ ହିତକର ନା ହାନିକାରକ ? କଣ କହନ୍ତି ବିଶେଷଜ୍ଞ

ଆମ ମଧ୍ୟରୁ ଅଧିକାଂଶ କଫି ନପିଇଲେ ସକାଳେ ନିଦରୁ ଉଠନ୍ତି ନାହିଁ । ଏହାର କାରଣ ହେଉଛି କଫିରେ ମିଳୁଥିବା କେଫିନ୍। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଗୋଟିଏ ଦିନରେ ଅଧିକ କଫି ପିଇବା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଯଦି ଏହା ସଠିକ୍ ପରିମାଣରେ...

Film 'JAI BHIM'
ସଂଘର୍ଷ, ସ୍ୱାଭିମାନ ଓ ସାହସର କାହାଣୀ 'ଜୟ ଭୀମ'

ପରଦାରେ ସତ କାହାଣୀ ,ଅଭିନୟ ବି ଜୀବନ୍ତ, କାହାଣୀ ବି ହୃଦୟସ୍ପର୍ଶୀ । ଆମେ କହୁଛୁ, ତାମିଲ ଫିଲ୍ମ ‘ଜୟ ଭୀମ୍‌’ କଥା। ତାମିଲ ଫିଲ୍ମ ‘ଜୟ ଭୀମ’କୁ ମିଳୁଛି ପ୍ରଶଂସା । ବିଭିନ୍ନ ମହଳରୁ ଫିଲ୍ମକୁ ପସନ୍ଦ କରାଯାଇଛି । ଫିଲ୍ମର ଚିତ୍ରନାଟ୍ୟ, କାହାଣୀ, ଅଭିନୟ ଦର୍ଶକଙ୍କ...

Diamond Beach, Iceland
ହୀରାର ବେଳାଭୂମି ନା ସ୍ୱର୍ଗପୁର !

ଡାଇମଣ୍ଡ ଦେଖିବାକୁ ବହୁତ ସୁନ୍ଦର ଲାଗେ ନା । ଆଉ ସମୁଦ୍ର ବେଳାଭୂମି ବି ବେଶ୍‌ ମନମୁଗ୍ଧକର ଲାଗେ । ତେବେ ଭାବନ୍ତୁ ଏହି ଦୁଇଟି ଯାକ ଯଦି ମିଶି ଯିବ ତେବେ କଣ ହେବ । ଅର୍ଥାତ୍‌ ଏକ ସୁନ୍ଦର ସମୁଦ୍ର ବେଳାଭୂମିରେ ଆପଣ ସବୁଠାରେ କେବଳ...

schezwan dosa recipe
ଘରେ ବନାନ୍ତୁ ସ୍ୱାଦିଷ୍ଟ ‘ଶେଜ୍‌ୱାନ୍‌ ଦୋସା’

ଆଜି ଆମେ ଆପଣଙ୍କ ପାଇଁ ସାକଳର ବ୍ରେକଫାଷ୍ଟ ପାଇଁ ଏକ ନିଆରା ଦୋସା ରେସିପି ବନେଇବୁ । ଏହି ଦୋସାର ରେସିପିକୁ ଆପଣ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଶେଜ୍‌ୱାନ୍‌ ଦୋସା’ ।

Gold rate today
ପୁଣି ବଢିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ପୁଣି ବଢିଲା ସୁନାର ଦର । ଆଜି ରାଜଧାନୀ ଭୁବନେଶ୍ୱର ସମେତ ଦେଶର ପ୍ରମୁଖ ସହରରେ ସୁନାର ମୂଲ୍ୟ ବୃଦ୍ଧି ପାଇଛି । ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ...

Vastu shastra and Pot
ଉତ୍ତର ପୂର୍ବ ଦିଗର କଣ ରହିଛି ବିଶେଷତ୍ୱ, କଣ କହେ ବାସ୍ତୁ

ଭାରତ ଗୋଟିଏ ଆଧ୍ୟାତ୍ମିକ ବାଦର ଦେଶ ଅଟେ । ଏଠାରେ ରହୁଥିବା ବ୍ୟକ୍ତି ମାନେ ଆଧ୍ୟାତ୍ମିକ ଚିନ୍ତାଧାରାକୁ ନେଇ ନିଜର ଜୀବନ ଅତିବାହିତ କରିଥାନ୍ତି । ସେହିଭଳି ଭାବରେ ଆମେ ନିଜ ଘରେ କିଛି ଏପରି କାର୍ଯ୍ୟ କରିବା ଆବଶ୍ୟକ ଯାହା ଆମକୁ ସକାରାତ୍ମକ ଚିନ୍ତାଧାରା ଯୋଗାଇବ ।...

Mint leaves for skin
ବ୍ରଣ ଓ କଳା ଦାଗ ପାଇଁ ଚିନ୍ତିତ କି ? ଲଗାନ୍ତୁ ଏହି ପତ୍ରର ଫେସ୍ ପ୍ୟାକ୍

ସୁନ୍ଦର ତ୍ୱଚ୍ଚା ପାଇବା ପାଇଁ ସମସ୍ତେ ଚିନ୍ତିତ ଥାନ୍ତି । ସେଥିପାଇଁ ପ୍ରାୟ ଲୋକ ବିଭିନ୍ନ କ୍ରିମ୍ ବ୍ୟବହାର କରିଥାନ୍ତି । କିନ୍ତୁ ଘରୋଇ ଉପଚାର ଦ୍ୱାରା ଆମେ ନିଜର ତ୍ୱଚ୍ଚାର ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବା । ତ୍ୱଚ୍ଚା ପାଇଁ ସେହିଭଳି ଏକ ପତ୍ର ହେଉଛି ପୋଦିନା ପତ୍ର...

Danxia landform china
ପାହାଡ଼, ନା ଏ ସ୍ୱର୍ଗପୁର !

ବହୁ ବର୍ଷ ଧରି ଖଣିଜ ପଦାର୍ଥ ଜମା ହେବା ଫଳରେ ଏକ ନିଆରା ସ୍ଥାନ ନିର୍ମିତ ହୋଇପାରିବ ବୋଲି କେବେ କଳ୍ପନା କରିଛନ୍ତି କି ? ତେବେ ସେହିଭଳି ଏକ ଚମତ୍କାର ସ୍ଥାନ ହେଉଛି ଚୀନର ଝ୍ୟାଙ୍ଗେ ଡାଙ୍କସିୟା ଜିଓଲୋଜିକାଲ୍‌ ପାର୍କ । ଆଉ ଏହି ସ୍ଥାନକୁ ବିଶ୍ୱର...

aloo tikki chaat recipe
ଘରେ ବନାନ୍ତୁ ଚଟ୍‌ପଟା ‘ଆଳୁ ଟିକ୍କି ଚାଟ୍’

ଗରମାଗରମ୍‌ ଚଟପଟା ଖାଦ୍ୟ ଖାଇବାକୁ ସମସ୍ତଙ୍କର ଇଛା ଥାଏ । ସେଥିପାଇଁ ଆମେ ବାହାରେ ଅବା କୌଣସି ରେସ୍ତୁରାଁକୁ ଯାଇ ଖାଦ୍ୟ ଖାଇଥାଉ । କିନ୍ତୁ ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । ତେବେ...

weekly horoscope
ସାପ୍ତାହିକ ରାଶିଫଳ,୮ରୁ୧୪ ନଭେମ୍ବର ୨୦୨୧, ଜାଣନ୍ତୁ କିପରି କଟିବ ଏହି ସପ୍ତାହ

ଏହି ସପ୍ତାହଟି ମଧ୍ୟମ ଧରଣର ଫଳାଫଳ ରହିବ । କର୍ମକ୍ଷେତ୍ରରେ ସଫଳତା ପାଇବେ । ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ଏହି ସପ୍ତାହରେ ଆପଣ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି ହୋଇପାରେ ।

peacock's tail  and vastu
ଘରେ ରଖନ୍ତୁ ମୟୂର ପୁଚ୍ଛ, ରାହୁଙ୍କ କୋପ ଦୃଷ୍ଟିରୁ ମିଳିବ ମୁକ୍ତି

ମୟୂର ପୁଚ୍ଛ ଦେଖିବାକୁ ଯେତିକି ସୁନ୍ଦର ସେତିକି ଶୁଭର ପ୍ରତୀକ । ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ରରେ ମୟୂର ପୁଚ୍ଛକୁ ଶୁଭର ପ୍ରତୀକ ବୋଲି କୁହାଯାଇଛି । ବାସ୍ତୁ ଅନୁଯାୟୀ ଘରେ ମୟୁର ପୁଚ୍ଛ ରଖିଲେ ଘରକୁ ଲକ୍ଷ୍ମୀ ପ୍ରବେଶ କରନ୍ତି ବୋଲି ବିବେଚନା କରାଯାଏ...

Nature from Blood groups
ବ୍ଲଡ୍ ଗ୍ରୁପରୁ ଜାଣନ୍ତୁ ମଣିଷର ସ୍ୱଭାବ

ମିଣିଷ ମଧ୍ୟରେ ୪ ପ୍ରକାରର ବ୍ଲଡ୍‌ ଗ୍ରୁପ୍ ମିଳିଥାଏ । କଣ ଆପଣ ଜାଣନ୍ତି ଏହି ବ୍ଲଡ୍‌ ଗ୍ରୁପ୍ ଦ୍ୱାରା ମଣିଷର ସ୍ୱଭାବ ବିଷୟରେ ଜଣା ପଡିଥାଏ ? ତେବେ ବ୍ଲଡ୍‌ ଗ୍ରୁପ୍ ଆଧାରରେ ମଣିଷର ସ୍ୱାଭାବ ବିଷୟରେ ଜାଣିବା ଜାପାନୀ ଜ୍ୟୋତିଷ ଶାସ୍ତ୍ରର ଏକ ଅଂଶ ।

cat island japan
ନିଆରା ଆଇଲ୍ୟାଣ୍ଡ,ଏଠି ମଣିଷ କମ୍, ବିଲେଇ ଅଧିକ

ଆପଣ କେବେ ଶୁଣିଛନ୍ତି କି ଦୁନିଆରେ ଏଭଳି କୌଣସି ସ୍ଥାନ ରହିଛି ଯେଉଁ ସ୍ଥାନରେ ମଣିଷଙ୍କ ଠାରୁ ଅଧିକ ବିଲେଇ ରହିଥିବେ । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ବିଲକୁଲ୍‌ ସତ । ଜାପାନରେ ରହିଛି ଏଭଳି ଏକ ନିଆରା ଆଇଲ୍ୟାଣ୍ଡ । ଯେଉଁଠାରେ ୨୦ ଜଣ...

fish
କେବେ ଖାଇଛନ୍ତି ‘ସିଝା ମାଛ ମସଲା’,ଆଜି ହିଁ ଘରେ ବନାନ୍ତୁ

ଘରେ ମାଛର ବିଭିନ୍ନ ପ୍ରକାର ରେସିପି ତିଆରି କରାଯାଏ । ଆଜି ଆମେ ମାଛର ଏକ ଦେଶୀ ଶୈଳୀରେ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ସିଝା ମାଛ ମସଲା’ । ଏହି ରେସିପିଟିକୁ ଆମେ ଅତି ସହଜ ଓ ଦେଶୀ ଉପାୟରେ ବନେଇ...

Gold rate today
ପୁଣି ବଢିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଦାମ୍

ପୁଣି ବଢିଲା ସୁନା ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୭,୭୦୦ ଟଙ୍କା ଥିବା ଜଣାଯାଇଛି। ଦେଶର ପ୍ରମୁଖ ସହର...

vastu and money plant
ଘରେ ଲଗାନ୍ତୁ ମନି ପ୍ଲାଣ୍ଟ, ଦୂର ହେବ ସଙ୍କଟ

ସାଧାରଣତଃ ଘରେ ବେଳେ ବେଳେ ବିଭିନ୍ନ ସମସ୍ୟା ଉପୁଜିଥାଏ,ଯେପରିକି ଆର୍ଥିକ ସମସ୍ୟା,ସ୍ୱାସ୍ଥ୍ୟ ସମସ୍ୟା,ପାରିବାରିକ କଳହ ସମସ୍ୟା । ବାସ୍ତୁ ଶାସ୍ତ୍ର ବା ଜୈତିଷ ଶାସ୍ତ୍ର ଅନୁସାରେ ଏହାକୁ ବିଭିନ୍ନ ଉପାୟରେ ସମାଧାନ ହୋଇପାରିବ । ମନିପ୍ଲାଣ୍ଟ ଗୋଟିଏ ଏପରି ଗଛ ଯାହା ଆପଣଙ୍କର ଅନେକ ଅସୁବିଧାକୁ ମଧ୍ୟ ଦୂର...

Abhakhzia Country
ଏମିତି ଦେଶ, ଯାହାକୁ କେହି ଜାଣନ୍ତିନି

ସମୟ ସହିତ ଆମ ଆଖପାଖ ଆମ ପରିବେଶ, ଏପରିକି ଏ ବିଶ୍ୱ ବ୍ରହ୍ମାଣ୍ଡ ବି ବଦଳିଯାଏ । କିନ୍ତୁ କିଛି ଲୋକ, କିଛି ସ୍ଥାନ ଏଭଳି ଥାଏ ଯାହା ପୁରୁଣା ସମୟର ବନ୍ଧନରୁ ମୁକ୍ତି ପାଇପାରେନାହିଁ । ସେହିଭଳି ଏକ ଦେଶ ମଧ୍ୟ ରହିଛି । ଯାହାର ନାଁ...

Benefits of Safron
ଔଷଧୀୟ ଗୁଣରେ ଭରପୁର କେଶର, ଜାଣିବା ଏହାର ଚମତ୍କାରୀ ଗୁଣ

ଆୟୁର୍ବେଦରେ କେଶରକୁ ସମ୍ପୂର୍ଣ୍ଣ ଶରୀରକୁ ସୁସ୍ଥ ରଖିବାର ମହୋଷଧି ଭାବରେ ଗ୍ରହଣ କରାଯାଏ । ସେଥିପାଇଁ କେଶରକୁ ସର୍ବଗୁଣ ସମ୍ପନ୍ନ କୁହାଯାଏ । ତ୍ୱଚାରେ ଚମକ ଆଣିବା ସହିତ କେଶର ମଧ୍ୟ ଅଧିକାଂଶ ରୋଗକୁ ଠିକ୍ କରିବାରେ ସାହାଯ୍ୟ କରିଥାଏ । ଦୁନିଆର ଦାମିକିଆ ମସଲା...

copper bowl benifits
ତମ୍ବା ପାତ୍ରରେ ପିଅନ୍ତୁ ପାଣି, କମିବ ଓଜନ

ତମ୍ବା ପାତ୍ରରେ ବହୁ ଔଷଧୀୟ ଗୁଣ ରହିଥାଏ ବୋଲି ବହୁତ କମ୍ ଲୋକ ଜାଣିଥିବେ । ଆୟୁର୍ବେଦରେ ଅଧିକାଂଶ ରୋଗର ଉପଚାର ତମ୍ବାପାତ୍ର ବ୍ୟବହାର କରିବା ପାଇଁ କୁହାଯାଇଥାଏ । ବିଶେଷ କରି ତମ୍ବା ପାତ୍ରରେ ପାଣି ରଖି ପିଇବାକୁ କୁହାଯାଇଥାଏ

tapsi pannu
ତାପସିଙ୍କ ଅପକମିଂ ସିନେମା

ତାପସି ପନ୍ନୁ । ଏବେକାର ବ୍ୟସ୍ତତମ ନାୟିକା ।୨୦୨୨ ମସିହାରେ ରିଲିଜ ୪ଟି ସିନେମା । ଥିଏଟର ଖୋଲିବା ପରେ ଏବେ ସମସ୍ତେ ସିନେମା ରିଲିଜ ପାଇଁ ହଲ ବୁକ କରିବା ପାଇଁ ଆରମ୍ଭ କଲେଣି । ରଶ୍ମି ରକେଟର ସଫଳତା ପରେ ,ଏବେ ତାପସିଙ୍କର ଆଗକୁ ଆସିବ...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।