ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ ପ୍ରତି ୪୭,୩୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧,୬୪୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୬, ୮୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ଅଧିକାଂଶ ଲୋକ ମିଠା ଏବଂ ଖଟା ଖାଇବାକୁ ପସନ୍ଦ କରନ୍ତି। ସେ ଜୁସ୍ ହେଉ କିମ୍ବା ଚଟନି । ସେହପରି ତେନ୍ତୁଳି ଏକ ପ୍ରକାରର ଖଟା ଯାହାକୁ ସମସ୍ତେ ଖାଇବାକୁ ଇଚ୍ଛା କରନ୍ତି । କୁହାଯାଏ କି ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତଙ୍କ କ୍ରାଇମବ୍ରାଞ୍ଚ ରିମାଣ୍ଡ ସରିଛି । ଆଜି ଅଭିଯୁକ୍ତ ମାନଙ୍କୁ ଚାନ୍ଦବାଲି JMFC କୋର୍ଟରେ ହାଜର କରାଯିବ । ତେବେ ଏହି ଘଟଣାରେ ପୁଣି ଥରେ ରିମାଣ୍ଡ ଆବେଦନ କରିପାରେ କ୍ରାଇମ ବ୍ରାଞ୍ଚ ।
ଆପଣ RBI ରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଆର୍ବିଆଇ ପକ୍ଷରୁ ବ୍ୟାଙ୍କରେ ଗ୍ରେଡ୍ ବି ନିଯୁକ୍ତି ପାଇଁ ଅଫିସିଆଲ ବିଜ୍ଞପ୍ତି ଜାରି କରାଯାଇଛି। ?ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ।
ମାର୍ଚ୍ଚ ମାସରେ ରେକର୍ଡ ପରିମାଣର ଜିଏସଟି ଆଦାୟ ହୋଇଛି। ଗତମାସରେ ଦେଶରେ ଏଯାଏଁ ସର୍ବାଧିକ ୧.୪୨ ଲକ୍ଷ କୋଟି ଟଙ୍କାର ଦ୍ରବ୍ୟ ଓ ସେବା କର ସଂଗ୍ରହ ହୋଇଥିବା ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ତାତି ବଢୁଛି ଆଉ ତା ସାଙ୍ଗକୁ ଭୂତଳ ଜଳସ୍ତର ବି ହ୍ରାସ ପାଉଛି । କେଉଁଠି ସରକାରୀ ଯୋଜନାର ବିଫଳ ଯୋଗୁଁ ଲୋକେ ପାଣି ମୁନ୍ଦେରୁ ବଞ୍ଚିତ ରହୁଛନ୍ତି ତ ଅନ୍ୟ କେଉଁଠି କୋଶେ ବାଟ ଚାଲି ଚାଲି...
ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୮,୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି୪୭,୬୫୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୭, ୬୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ରାସ୍ତାରେ ଆଞ୍ଜୁଳାଏ ମାଟି ପଡିନି, ଏପଟେ ୫ ଲକ୍ଷର ବିଲ୍ ହୋଇଛି। ଫଳକ ଲଗାଇ କରିଦେଲେ ଖୋଳ...ଦେଖନ୍ତୁ ସେହି ଭିଡ଼ିଓ
ଟ୍ରେନ ଲାଇନ୍ରେ ଥିଲା ବଡ଼ ଫାଟ। କ୍ଷେତକୁ ଯାଉଥିବା ବେଳେ ଦେଖିଦେଇଥିଲେ ମହିଳା। ସାଙ୍ଗେ ସାଙ୍ଗେ ନିଜ ପିନ୍ଧା ନାଲି ଶାଢୀ ଟାଙ୍ଗୀ ଅଟକାଇ ଦେଲେ ଟ୍ରେନ୍। ବଞ୍ଚିଗଲା ଶହଶହ ପ୍ରାଣ...ଦେଖନ୍ତୁ ଏହି ଭିଡ଼ିଓ
ବାଉଳା କଲା ମଦ ନିଶା। ଏତେ ପିଇ ଥିଲେ ଯେ କିଛି ଜାଣିପାରୁନଥିଲେ....ଶେଷରେ ନିଜ ସ୍ତ୍ରୀ ବଦଳରେ ଶାଶୂଙ୍କୁ ପିନ୍ଧାଇ ଦେଲେ ଫୁଲମାଳ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ
ତୁମେ କ’ଣ ମତେ ଛାଡୁଛ ଯେ ମୁଁ ପଳାଇବି? ତୁମେ ତ ମତେ କୁଣ୍ଢେଇ ଧରୁଛ...ପୁଣି ପଳା ବୋଲି କାହିଁକି କହୁଛ? ତୁମେ ଭାରି ଭଲ ଲୋକ ତ...
କ୍ୟାମ୍ପେନିଂରେ ବିଜେପି କି ବିଜେଡ଼ିକୁ ଗାଳି ଦେଇନି କି କିଛି କରିନାହାନ୍ତି ବୋଲି କହିନି। ମୋର ଦାମ ରାଉତଙ୍କ ସହ ବହୁତ ଭଲ ସମ୍ପର୍କ। ନିର୍ବାଚନ ସରିବା ପରେ ପୌରଧ୍ୟକ୍ଷଙ୍କୁ ଭେଟିବାର ଅସୁବିଧା କ’ଣ?
କ୍ରାଇମ ସିନ୍ ରିକ୍ରିଏସନ୍, ଘଣ୍ଟା ଘଣ୍ଟାର ଜେରା,ଏକାଧିକ ପ୍ରଶ୍ନ...ଗତ ୪ ଦିନ ଧରି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ କିଛି ଏଭଳି ଭାବେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ।
ଯୁଦ୍ଧର ୩୭ ଦିନ ପରେ ଆକ୍ରମଣାତ୍ମକ ମୁଡ୍ରେ ୟୁକ୍ରେନ୍। ଋଷ୍ ଭିତରେ ଜବରଦସ୍ତ ପଶିଲା, ଆକାଶରୁ ବୋମାବର୍ଷଣ କଲା...ଭିଡ଼ିଓ ଜାରି କଲା ମସ୍କୋ। ଦେଖନ୍ତୁ କେତେ ଭୟଙ୍କର ଥିଲା ଆକ୍ରମଣ
ନିଷ୍ଠାର ସହ କାମ କରୁଥିଲେ...କେବଳ ଗୁରୁଙ୍କ ଆଶୀର୍ବାଦ ମିଳିଲେ ଆପଣ ପାଇପାରିବେ ବଡ ସଫଳତା। ଦେଖନ୍ତୁ ସାଧନା ପାଇଁ କେମିତି ନିଋ ପାଇଁ ସୃଷ୍ଟି କରିପାରିଛନ୍ତି ସ୍ୱତନ୍ତ୍ର ପରିଚୟ...
ଏ ହେଉଛନ୍ତି ଏମିତି ଜଣେ ଲୋକ ପ୍ରତିନିଧୀ, ଯିଏ କାଉନସିଲର ହେବା ପରେ ବି କୌଳିକ ବୃତ୍ତିକୁ ଛାଡି ନାହାଁନ୍ତି। ଏବେ ରାଜନୀତିକୁ ନିଶା କରି କୌଳିକ ବୃତ୍ତିକୁ ପେଶା ଭାବେ ଆପଣେଇ ନେଇଛନ୍ତି ନୀଳଗିରିର ପ୍ରତାପ ସେଠୀ...
ହେଇଲୋ !! ଏମାନେ କଣ ଜାଣିନାହାନ୍ତି ନବୀନ ନିବାସକୁ ଫୁଲ ଆଲାଓ ନାହିଁ। କି ଫୁଲରେ ବାବା...ରଜନୀ ଗନ୍ଧା, ଗୋଲାପ...ହେଲେ କଣ ହେବ? ମୁଖିଆ ତ ନେଲେନି...ଏବେ ଏ ଫୁଲର କଣ ହେବ କିରେ ନାରଣ?
ଏବେ ସିରିଏଲ ଜଗତରେ ରାଜ୍ କରୁଛି ଆଶା। ଅଭିନେତ୍ରୀଙ୍କ ଆକ୍ଟିଂକୁ କରୁଛନ୍ତି ଭୂରି ଭୂରି ପ୍ରଶଂସା...ତେବେ ଜାଣିରଖନ୍ତୁ ଆଶାଙ୍କ କ’ଣ ରହିଛି ଆଶା?
ଅନୁ ଆମେ ଠକିଗଲେ। ଯିଏ ହଜାର ହଜାର ଲୋକଙ୍କୁ ଠକମୀରେ ପଡ଼ିବା ଆଗରୁ ବଂଚାଇ ଦିଅନ୍ତି ସିଏ ଆଜି ନିଜେ ଠକିଗଲେ..ଦେଖନ୍ତୁ କେମିତି ଏମାନଙ୍କ ଚୁନା ଲଗାଇଥିଲେ ସାଇବର ଲୁଟେରା
ଋତୁସ୍ରାବ ଏକ ବାୟୋଲୋଜିକାଲ ପ୍ରକ୍ରିୟା। ଏ ନେଇ ଆଦିବାସୀ ଯୁବତୀଙ୍କୁ ସଚେତନ କରୁଛି ବଡଦିଦି । ଏହି ସମୟରେ କେମିତି ନେବେ ଶରୀରର ଯତ୍ନ । କଣ ଖାଇବେ? କେମିତି ଯୋଗ କରିବେ ?