• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Biswabhushan Harichandan visited Lord jagannath templejagannath
ଶ୍ରୀଜିଉଙ୍କ ଦର୍ଶନ କଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ଶ୍ରୀଜିଉଙ୍କୁ ଦର୍ଶନ କଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ପୁରୀ ଗସ୍ତରେ ଆସି ଶ୍ରୀଜିଉଙ୍କୁ ଦର୍ଶନ କଲେ । ଶ୍ରୀମନ୍ଦିର ପ୍ରଶାସନକୁ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।

The BJP has been handed over to the governor over the PM Anna Yojana
ପିଏମ୍ ଅନ୍ନ ଯୋଜନା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି

ପିଏମ୍ ଅନ୍ନ ଯୋଜନା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି । ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରସ୍ତାବ ଅଗ୍ରାହ୍ୟକୁ ନେଇ ଫେରାଦ ହେଲା ।ଏନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ବିଜେପି ପ୍ରତିନିଧି ଦଳ । ପୂର୍ବରୁ ମାଗଣା ରାସନ ଅବଧି ବଢ଼ାଇଥିବାରୁ ବିଜେପି ପ୍ରସ୍ତାବ ଆଣିଥିଲା ।

2 BJP workers beaten to death
୨ ବିଜେପି କର୍ମୀଙ୍କୁ ଭୁଜାଲି ମାଡ଼, ଥାନା ଘେରାଉ କଲେ ଦଳୀୟ କର୍ମୀ

ବାଲେଶ୍ୱର ଜିଲ୍ଲା ସୋରରେ ୨ ବିଜେପି କର୍ମୀଙ୍କୁ ଭୁଜାଲି ମାଡ଼ । ବିଜୟ ଶୋଭାଯାତ୍ରା ସାରି ଘରକୁ ଫେରିବାବେଳେ ଭୁଜାଲି ମାଡ଼ ହୋଇଥିବା ସୂଚନା ମିଳିଛି । ତାଳନଗର ଗାଁର ପ୍ରଫୁଲ୍ଲ ଦାସ ଓ ଶରତ ଦାସଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

Olive Ridley'
ଅଲିଭି ରିଡଲେଙ୍କ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ, ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଅଣ୍ଡାଦାନ

ଅଲିଭି ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ । ଉଦୟପୁର ଓ ତାଳସାରୀ ବେଳାଭୂମୀରରେ ଦୁଇଟି ଅଲିଭ ରିଡଲେ ୨୪୦ଟି ଅଣ୍ଡାଦାନ କରିଛନ୍ତି । ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଅଣ୍ଡାଦାନ କରିଛନ୍ତି ।

THE GREAT ODISHA POLITICAL CIRCUS
ତୁ କି ସରପଞ୍ଚ ହେଇଛୁ? ତତେ ଖୋଜି ଖୋଜି ପୂରା ପଂଚାୟତ ବୁଲିଲି ହେଲେ ତୋ ଦେଖା ପାଇଲିନି...

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR...

Sarmistha Arrest in Bhadrak
ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗିରଫ

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ୍‌ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ ଗିରଫ ହୋଇଛନ୍ତି। ଉଭୟଙ୍କୁ ଭଦ୍ରକ ଜିଲ୍ଲା ନଳାଙ୍ଗରୁ କ୍ରାଇମବ୍ରାଞ୍ଚ ଗିରଫ କରିଛି।

Camel Chews Woman's Hair While Clicking Selfie
ଓଟ ସହ ସେଲଫି ନେବାବେଳେ ଘଟିଲା ଏମିତି ଅଘଟଣ, ଓଟ ଖାଇଦେଲା

ସେଲଫି ନିଅନ୍ତୁ କିଛି ଅସୁବିଧା ନାହିଁ। ହେଲେ ଏମିତି ସେଲଫି କେବେ ହେଲେ ନିଅନ୍ତୁ ନାହିଁ। ଦେଖନ୍ତୁ କେମିତି ସେଲଫି ନେବାବେଳେ ଘଟିଲା ଅଘଟଣ। ଓଟ ଖାଇଗଲା ମହିଳାଙ୍କ ।

YOJANA RA NA HARILOOT
୯ କୋଟି ବ୍ୟୟରେ ଆଡ଼ି ବନ୍ଧ ହେଲା, ହେଲେ କାମରେ ଲାଗୁନି...

ଯେଉଁ ଆଡ଼ିବନ୍ଧକୁ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ ଲୋକ...ସେଇଠି ହେଲା ଦୁର୍ନୀତି। ପାଣିରେ ପଡ଼ିବାକୁ ବସିଲାଣି ୯ କୋଟି ଟଙ୍କା...ନିମ୍ନ ମାନର କାମକୁ ନେଇ ପ୍ରଶ୍ନ ଉଠାଇଲେ ଲୋକେ

Recipe Of Making Curd Curry
ଟିକିଏ ଲୁଣ ଜିରା ଗୁଣ୍ଡ ଦେଇ ଏବେ ବନାନ୍ତୁ ଦହି ତରକାରୀ

ଦହି ତରକାରୀ କେବେ ଖାଇଛନ୍ତି କି? ଯଦି ନା…ତେବେ ଏବେ ହିଁ ଘରେ ବନାନ୍ତୁ ଏହି ଡିସ୍‌। ଟିକିଏ ଲୁଣ ଆଉ ଟିକିଏ ଜିରା ଗୁଣ୍ଡ ଦେଇ ଛୁଙ୍କ ଫୁଟାଇଲେ ପଡ଼ୋଶୀ ବି ଆସି ମାଗିନେବେ ଆପଣଙ୍କ ତରକାରୀ...ଲେଖି ରଖନ୍ତୁ ପ୍ରସ୍ତୁତ ପ୍ରଣାଳୀ

russia ukran war
ଥମୁନି ଯୁଦ୍ଧ...ଋଷ ଆକ୍ରମଣରେ ଥରହର ୟୁକ୍ରେନ୍‌

ଥମିବାରେ ନା ନେଉନି ଯୁଦ୍ଧ। ଋଷର ଭୟଙ୍କର ଆକ୍ରମଣରେ ପ୍ରାଣ ହରାଉଛନ୍ତି ନୀରିହ ଜନତା...ହେଲେ ଟିକିଏ ବି ଶୁଣୁନାହାନ୍ତି ପୁଟିନ୍‌, ଆଉ କେତେ ଦିନ ଯୁଦ୍ଧ ଦେଖିବ ବିଶ୍ୱ?

nato
ୟୁକ୍ରେନ-ଋଷିଆ ଯୁଦ୍ଧକୁ ପୂରିଲା ମାସେ, ନାଟୋ କହିଲା ୟୁକ୍ରେନକୁ କରାଯିବ ସାମରିକ ସାହାଯ୍ୟ

ୟୁକ୍ରେନ-ଋଷିଆ ଯୁଦ୍ଧକୁ ପୂରିଲା ମାସେ। ନାଟୋ କହିଲା ୟୁକ୍ରେନକୁ କରାଯିବ ସାମରିକ ସାହାଯ୍ୟ...ସେପଟେ ମେ’୯ ସୁଦ୍ଧା ଯୁଦ୍ଧ ସାରିବାକୁ ବାଧ୍ୟ ହେବ ଋଷ୍‌?

Do you have all these problems on your neck?
ଆପଣଙ୍କ ବେକରେ ଏହି ସବୁ ସମସ୍ୟା ଦେଖାଯାଉଛି କି?

ଆପଣଙ୍କ ବେକରେ ଏହି ସବୁ ସମସ୍ୟା ଦେଖାଯାଉଛି କି? ଜମା ବି ଚିନ୍ତା କରନ୍ତୁ ନାହିଁ...ଏହି ଯୋଗ ଯଦି ଆପଣ ସବୁଦିନ କରିବେ ତେବେ ଆଉ କେବେ ହେବନି ବେକ ବଥା

turmeric in the summer
ଗ୍ରୀଷ୍ମଋତୁରେ ଅଧିକ ହଳଦୀ ସେବନ କରୁଛନ୍ତି କି ? ସ୍ୱାସ୍ଥ୍ୟ ପକ୍ଷରେ ହୋଇପାରେ କ୍ଷତିକାରକ

ଆୟୁର୍ବେଦ ଅନୁସାରେ ଶୀତଋତୁରେ ଅଧିକ ପରିମାଣ ରେ ହଳଦୀ ସେବନ ସ୍ୱାସ୍ଥ୍ୟ ପକ୍ଷରେ ହିତକର ହୋଇଥାଏ l ତା ସହିତ କରୋନା ସମୟରେ ମଧ୍ୟ ନିଜର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଁ ମଧ୍ୟ ହଳଦୀ ସେବନ କରିବାକୁ ପରାମର୍ଶ ଦିଆ ଯାଇଥାଏ l

gold rate today
ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନାର ଦାମ୍

ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୮,୨୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ଅପରିବର୍ତ୍ତିତ ରହି ୫୨,୫୯୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୮,୯୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

New MV Act From April 1
ଯଦି ଆପଣଙ୍କ ଗାଡି ୮ ବର୍ଷରୁ ଅଧିକ ପୁରୁଣା, ତେବେ କରାଇ ନିଅନ୍ତୁ ଏହି ସବୁ ଟେଷ୍ଟ... ନଚେତ୍

ସରକାରଙ୍କୁ ଘାରିଛି ପ୍ରଦୂଷଣ ଚିନ୍ତା। ଏହାକୁ ବଳିଯାଇଛି ଦୁର୍ଘଟଣା। ପ୍ରତିଦିନ ଦୁର୍ଘଟଣା ନେଇଛି ଜୀବନ। ଏବେ ପ୍ରଦୂଷଣ ଓ ଦୁର୍ଘଟଣା ରୋକିବାକୁ ନୂଆ ତରିକା ଆପଣାଇଛନ୍ତି ସରକାର। ଯଦି ଆପଣଙ୍କ ଗାଡି ୮ ବର୍ଷରୁ ଅଧିକ ପୁରୁଣା ହୋଇଥିବ, ତେବେ ଏହି ସବୁ ଟେଷ୍ଟ କରିବା ଜରୁରୀ...

News Fuse
୩୦୦ ନିଅ...ଏଇ ଚିହ୍ନରେ ଦେବ...ହେଲେ ସ୍ୱାମୀଙ୍କୁ କହିବନି....

୩୦୦ ନିଅ...ଏଇ ଚିହ୍ନରେ ଦେବ। ହେଲେ ସ୍ୱାମୀଙ୍କୁ ଜମା କହିବନି...ନାରଣ ତୁ ମାରିଦେବୁ। ସମ୍ପର୍କ ଯୋଡ଼ିବାକୁ ଆସିଛୁ ନା ଭାଙ୍ଗିବାକୁ? ତୁମେ ପା ଯାହାକୁ କହିଗଲ ସ୍ୱାମୀଙ୍କୁ କ’ଣ ସେ ପା’ ୧୨ ଖଣ୍ଡ ଗାଁକୁ ଜଣାଇ ଦେବେ। ଆଉ...

New rules in the Taliban
ତାଲିବାନରେ ନୂଆ ନିୟମ... ଏକା ଦିନେ ଏକାସାଙ୍ଗରେ ପାର୍କରେ ପ୍ରବେଶ କରି ପାରିବେନି ମହିଳା-ପୁରୁଷ

ଆଫଗାନିସ୍ତାନରେ ତ୍ରାହି ତ୍ରାହି ଡାକ ଛାଡିଲେଣି ମହିଳା। ବେଶଭୂଷାଠାରୁ ଆରମ୍ଭ କରି ଆମୋଦପ୍ରମୋଦ ସବୁଥିରେ କଟକଣା ଲଗାଇଛନ୍ତି ତାଲିବାନୀ। ଏମିତିକି ପାର୍କ ପ୍ରବେଶ ଉପରେ ଜାରି ହୋଇଛି ଏହି ନୂଆ ନିୟମ...

Newly Wed Couple Commits Suicide In Kendrapada After 8 Months Of Marriage
କାନ୍ଥରୁ ଲିଭିନି ବାହାଘରର ଚିତା, ମଶାଣୀରେ ଜଳିଳା ସ୍ୱାମୀ-ସ୍ତ୍ରୀଙ୍କ ଜୁଇ

କାନ୍ଥରୁ ବାହାଘର ଚିତା ଲିଭିନି। ବରଷେ ବି ସଂସାର କରିନାହାନ୍ତି। ସାତ ଜନ୍ମ ପାଇଁ ସାଥୀ ହେବାର ନେଇଥିବା ଶପଥ ପାଇଁ ଏକା ସାଙ୍ଗରେ ବିଷ ପିଇ ଆତ୍ମହତ୍ୟା କଲେ ସ୍ୱାମୀ-ସ୍ତ୍ରୀ। ଭେଣ୍ଡିଆ ପୁଅକୁ ହରାଇ ପାଗିଳି ହେଲାଣି ମାଆ...ବାକ୍‌ ଶୂନ୍ୟ ହୋଇଯାଇଛି ବଡ଼ ଭାଇ। ଦୁଆର ମୁହଁରେ...

India is closed for two days from today
ଆଜିଠୁ ଭାରତ ବନ୍ଦ, ଜାଣନ୍ତୁ କଣ ଖୋଲା ରହିବ ଆଉ କଣ ବନ୍ଦ ରହିବ?

ଆଜିଠୁ ଦୁଇ ଦିନିଆ ଭାରତ ବନ୍ଦ । ୧୨ ଦଫା ଦାବି ନେଇ ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ଭାରତ ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ । ଜାଣନ୍ତୁ କଣ ଖୋଲା ରହିବ ଆଉ କଣ ବନ୍ଦ ରହିବ?

Congress blueprint
ଓଡ଼ିଶାରେ ସଂଗଠନ ସୁଦୃଢ କରିବାକୁ କଂଗ୍ରେସର ବ୍ଲୁ ପ୍ରିଣ୍ଟ୍

ଓଡ଼ିଶାରେ ସଂଗଠନ ସୁଦୃଢ କରିବାକୁ କଂଗ୍ରେସର ବ୍ଲୁ ପ୍ରିଣ୍ଟ୍ । ସଦସ୍ୟତା ସଂଗ୍ରହ ଅଭିଯାନକୁ ଜୋରଦାର କରିବା ପାଇଁ କଂଗ୍ରେସର ପ୍ରୟାସ । ଅଫ୍ଲାଇନ୍ ସହ ଏଣିକି ଅନ୍ଲାଇନରେ ବି ସଦସ୍ୟତା ସଂଗ୍ରହ କରାଯିବା ନେଇ ଦଳ ପକ୍ଷରୁ କୁହାଯାଇଛି । ତେବେ ବିଭିନ୍ନ ପ୍ରସଙ୍ଗକୁ ନେଇ ଧାରଣାକୁ ଓହ୍ଲାଇବ...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।