• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Tapaswini Das Returns
ପଦାକୁ ଗୋଡ଼ କାଢ଼ିଛି, ମୁଁ ଲଢ଼େଇ କରିବି

ଦୀର୍ଘଦିନ ଧରି ଛତ୍ରପୁରର ଝିଅ ତପସ୍ୱିନୀ ଓରଫ୍ ଡିମ୍ପଲ, ଶାଶୂଘରେ ବୋହୂର ମାନ୍ୟତା ପାଇଁ ଲଢ଼ି ଆସିଥିଲେ। ବ୍ରହ୍ମପୁରରେ ଶାଶୂଘର ଆଗରେ ଧାରଣାରେ ବସିଥିଲେ। ଟାର୍ଗେଟ୍ କରିଥିଲେ ଶାଶୂ ଶ୍ୱଶୁରଙ୍କୁ। କହିଥିଲେ, ସ୍ୱାମୀ ସୁମିତ୍ ମତେ ବହୁତ ଭଲ ପାଉଛନ୍ତି, ଆମେ ମିଶିକି ରହୁ ବୋଲି ଚାହୁଁଛନ୍ତି, କିନ୍ତୁ...

The missing son returned home 24 years later,Nayagarh
୨୪ ବର୍ଷ ପରେ ଘରକୁ ଫେରିଲା ହଜିଲା ପୁଅ

୨୪ ବର୍ଷ ପରେ ଘରକୁ ଫେରିଲା ହଜିଲା ପୁଅ। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍‌ ଅନ୍ତର୍ଗତ କୁମ୍ଭାରପଡ଼ା ଗାଁରେ ହଜିଲା ପୁଅକୁ ମାଆ ଫେରି ପାଇବା ପରେ ପରିବାର ଓ ସମଗ୍ର ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି। ସ୍ୱର୍ଗତଃ ଦେବରାଜ ଦାସଙ୍କ ପୁଅ ଆସମାନ ଦାସ ୧୯୯୮...

Demanding Declaration Of Paika Rebellion
ରାଜଧାନୀରେ ଗର୍ଜିଲେ ପାଇକ ପୁଅ

ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଓ ବରୁଣେଇରେ ପାଇକ ସ୍ମାରକୀ ପାଇଁ ବିନା ମୂଲ୍ୟରେ ଜମି ଯୋଗାଇ ଦେବା ଦାବିରେ ବିରାଟ ପାଇକ ଆନ୍ଦୋଳନ ହୋଇଛି। ବୀର ପାଇକ ସଂଗଠନର ସଭାପତି ପ୍ରକାଶ ଶ୍ରୀଚନ୍ଦନଙ୍କ ନେତୃତ୍ୱରେ ଶହ ଶହ ପାଇକ ଖୋର୍ଦ୍ଧାର ବରୁଣେଇ ପୀଠରୁ ପାରମ୍ପରିକ...

CAVE VILLAGE, IRAN
୧୦ ହଜାର ବର୍ଷ ପୁରୁଣା 'ଗୁମ୍ଫାର ଗାଁ'

ପାହାଡ, ପର୍ବତ ଓ ନିଜର ପ୍ରାକୃତିକ ସୁନ୍ଦରତା ପାଇଁ ବେସ୍‌ ଜଣାଶୁଣା ଇରାନ୍‌। ଏଠାକାର ଜନସଂଖ୍ୟାର ଏକ ବଡ ଭାଗ ମୈଦାନ ଅଂଚଳରେ ବସବାସ କରନ୍ତି । କିନ୍ତୁ ଏଠାକାର କିଛି ଜନସଂଖ୍ୟା ଗୁମ୍ଫା ଗୁଡିକରେ ମଧ୍ୟ ରୁହନ୍ତି । ସେହିକ୍ରମରେ ଇରାନରେ ରହିଛି ଏକ ନିଆରା ଗାଁ...

vicky and katrina
ଭିକ୍ଟ୍ରିନାଙ୍କ ଗ୍ରାଣ୍ଡ ରିସେପସନ୍‌, କୋଭିଡ ନେଗେଟିଭ୍ ରିପୋର୍ଟ ବିନା ଏଣ୍ଟ୍ରୀ ନାହିଁ

ନିକଟରେ ହାତକୁ ଦିହାତ ହୋଇଛନ୍ତି ବଲିଉଡ଼ର ଷ୍ଟାର କପଲ୍ ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍ । ରାଜସ୍ଥାନରେ ବିବାହ କରି ସାରିବା ପରେ ମୁମ୍ବାଇ ଫେରି ଆସିଛନ୍ତି ନବ ଦମ୍ପତ୍ତି ଭିକି-କ୍ୟାଟ୍ରିନା । ବର୍ତ୍ତମାନ ଦୁହେଁ ମୁମ୍ବାଇରେ ଖୁବ୍‌ ଶୀଘ୍ର ବଲିଉଡ ସେଲିବ୍ରିଟିଙ୍କୁ ଏକ ଗ୍ରାଣ୍ଡ ରିସେପସନ...

'ambula chicken'
ଘରେ ବନାନ୍ତୁ ଚଟପଟା ‘ଆମ୍ବୁଲ ଚିକେନ୍’

ଆପଣ ଅନେକ ପ୍ରକାର ଚିକେନର ରେସିପି ଖାଇଥିବେ । ଯେମିତିକି ଦେଶୀ ଚିକେନ୍. ଚିକେନ୍ କଷା,ଚିକେନ୍ ମସଲା । କିନ୍ତୁ ଚିକେନର ଖଟା ତଥା ଆମ୍ବୁଲ ତିଆରି ରେସିପି କେବେ ଖାଇଛନ୍ତି କି ? ସେଥିପାଇଁ ଆଜି ଆମେ ଚିକେନର ଏକ ନିଆରା ଓ ଦେଶୀ ରେସିପି ବିଷୟରେ...

Merry Christmas
ଡିସେମ୍ବର ୨୫ ନୁହେଁ ଏଠି ଜାନୁଆରୀ ୭ରେ ପାଳନ କରାଯାଏ ଖ୍ରୀଷ୍ଟମାସ, କଣ ରହଛି କାରଣ ?

ଖ୍ରୀଷ୍ଟମାସ ପର୍ବ ପ୍ରତିବର୍ଷ ୨୫ ଡିସେମ୍ବରରେ ଦେଶ ତଥା ବିଶ୍ୱରେ ପାଳନ କରାଯାଏ । ଏହି ପର୍ବ ମୁଖ୍ୟତ ଖ୍ରୀଷ୍ଟିଆନ ଧର୍ମର ଅଟେ, କିନ୍ତୁ ପ୍ରାୟ ସମସ୍ତ ଧର୍ମର ଲୋକ ଏହି ପର୍ବ ପାଳନ କରନ୍ତି । ଏହି ପର୍ବ ଖ୍ରୀଷ୍ଟିୟାନ ମାନଙ୍କ ପାଇଁ ବହୁତ ମହତ୍ୱ ରଖିଥାଏ...

sabudana ladoo
ଗୁରୁବାର ରାନ୍ଧଣାରେ ଘରେ ବନାନ୍ତୁ ‘ସାବୁଦାନା ଲଡ଼ୁ’

ଆପଣ କେବେ ସାବୁଦାନାରେ ପ୍ରସ୍ତୁତ ଲଡ଼ୁ ଖାଇଛନ୍ତି କି ? ତାହେଲେ ଆଜି ହିଁ ଘରେ ବନାନ୍ତୁ ‘ସାବୁଦାନା ଲଡ଼ୁ’ । ଏହି ରେସିପିଟି ବନେଇବା ଅତି ସହଜ ଓ ଦେଶୀ ଉପାୟରେ । ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Don't do this after sunset
ସୂର୍ଯ୍ୟାସ୍ତ ପରେ କରୁଛନ୍ତି କି ଏହି କାମ ? ହୋଇଯାଆନ୍ତୁ ସାବଧାନ

କୁହାଯାଏ ଯେ ଘର ସଫା ସୁତୁରା ଥିଲେ ମା’ ଲକ୍ଷ୍ମୀ ଘରେ ସବୁବେଳେ ବାସ କରନ୍ତି । ସୂର୍ଯ୍ୟୋଦୟ ପରେ ସମସ୍ତେ ସକାଳେ ନିଜ ଘର ସଫା କରନ୍ତି, କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ସନ୍ଧ୍ୟାରେ ଘର ସଫା କରିବା, ଖାସ କରି ସୂର୍ଯ୍ୟାସ୍ତ ପରେ ବିଭିନ୍ନ କାର୍ଯ୍ୟ...

gold rate today
ପୁଣି ବଢିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ବଢିଲା ସୁନା ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୪, ୧୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୮, ୨୧୦ ଟଙ୍କା ରହିଛି । ଦେଶର ପ୍ରମୁଖ ସହରମାନଙ୍କରେ ବି...

Borra caves, visakhapatnam
ଏଇଠି ରହିଛି ସବୁଠାରୁ ବଡ଼ ଓ ପ୍ରାଚୀନ ଗୁମ୍ଫା

ଆମ ଦେଶରେ ଭାରତରେ ଭରି ରହିଛି ଅନେକ ଗୁଢ ରହସ୍ୟ । ଆଉ ସେ ସବୁ ରହସ୍ୟ ଆମକୁ ସବୁବେଳେ ଆକର୍ଷିତ କରିବା ସହ ଆଶ୍ଚର୍ଯ୍ୟ ବି କରିଥାଏ । ପ୍ରାକୃତିକ ପରିବେଶ, ଐତିହାସିକ ସଂରଚନା ଏ ସବୁ ପାଇଁ ଭାରତ ପୁରା ବିଶ୍ୱରେ ପ୍ରସିଦ୍ଧ । ସେହିଭଳି...

garlic mutton curry
ଘରେ ବନାନ୍ତୁ ‘ରସୁଣ ମାଂସ’

ଆପଣ କେବେ ମଟନର ଏହି ଦେଶୀ ରେସିପି ଖାଇଛନ୍ତି କି ? ଆଜି ହିଁ ଘରେ ବନାନ୍ତୁ ‘ରସୁଣ ମାଂସ’ । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Union minister Ajay Mishra
କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର ଦାବି କଲେ ବିରୋଧି, ଗୃହ ମୁଲତବି

ଉତ୍ତରପ୍ରଦେଶ ଲଖିମପୁର ଖେରି ଘଟଣାର ତଦନ୍ତ ରିପୋର୍ଟ ଆସିବା ପରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର ଦାବିରେ ସଂସଦରେ ହଟ୍ଟଗୋଳ ଉଭୟ ରାଜ୍ୟସଭା ଓ ଲୋକସଭାରେ ବିରୋଧୀଙ୍କ ହୋହଲ୍ଲା ଦେଖିବାକୁ ମିଳିଛି ଫଳରେ ଲୋକସଭାକୁ ବାଚସ୍ପତି ମୁଲତବି ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ ।

Ankita Lokhande Wedding
ବିବାହ ବନ୍ଧନରେ ବାନ୍ଧି ହେଲେ ଅଙ୍କିତା ଓ ଭିକି

ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଓ ଭିକି ଜୈନ୍ । ଦୀର୍ଘ ଦିନ ପରେ ହାତକୁ ଦି ହାତ ହେଲେ ଅଙ୍କିତା । ହିନ୍ଦୁ ରୀତିନୀତି ଅନୁଯାୟୀ ଉଭୟ ନେଇଛନ୍ତି ସାତ ଫେରା । ତେବେ ଏହି କପଲଙ୍କ...

What will Odisha claim in the Policy Commission?
 ନିତି ଆୟୋଗରେ କଣ ଦାବି ରଖିବ ଓଡ଼ିଶା

ଓଡ଼ିଶାରେ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ଆଜି ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ସହ ବୈଠକ କରିବେ ମୁଖ୍ୟମନ୍ତ୍ରୀ । ତେବେ ନିତି ଆୟୋଗରେ କଣ ଦାବି ରଖିବ ଓଡ଼ିଶା ।

Eating more apple? Be careful
ଦରକାର ଠାରୁ ଅଧିକ ସେଉ ଖାଉଛନ୍ତି କି ? ହୋଇ ଯାଆନ୍ତୁ ସାବଧାନ

ଜଣେ ବ୍ୟକ୍ତିକୁ ସାରା ଦିନରେ ଗୋଟିଏ କିମ୍ବା ଦୁଇଟିରୁ ଅଧିକ ସେଓ ଖାଇବା ଉଚିତ୍‌ । ଯଦି ଆପଣ ଏହାଠାରୁ ଅଧିକ ସେଓ ଖାଉଛନ୍ତି ତେବେ  ଏହାର ସାଇଡ ଇଫେକ୍ଟ ହୋଇପାରେ । ଚାଲନ୍ତୁ ଜାଣିବା ଅଧିକ ସେଓ ଖାଇବା ସ୍ୱାସ୍ଥ୍ୟ ପ୍ରତି କେତେ ହାନିକାରକ ।

ankita lokhonde engagement
ନିର୍ବନ୍ଧରେ ବାଜିଲା ଏକ୍ସ ବୟଫ୍ରେଣ୍ଡ ସୁଶାନ୍ତଙ୍କ ଗୀତ, ଭିକି ଜୈନଙ୍କୁ ମୁଦି ପିନ୍ଧାଇଲେ ଅଙ୍କିତା

ଭାଇରାଲ ହେଉଛି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଓ ଭିକି ଜୈନ୍‌ଙ୍କ ନିର୍ବନ୍ଧର ଭିଡିଓ । ନିକଟରେ ଦୁଇ ଜଣଙ୍କର ପ୍ରି-ୱେଡିଙ୍ଗ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ଅଙ୍କିତା ଓ ବିକିଙ୍କ ନିର୍ବନ୍ଧ ସରି ଯାଇଥିବା ବେଳେ ଉଭୟ ବହୁତ ରୋମାଣ୍ଟିକ ମୁଡ୍‌ରେ ନଜର ଆସିଛନ୍ତି।

How to Control Anger
କ୍ରୋଧକୁ କରନ୍ତୁ ନିୟନ୍ତ୍ରଣ, ନଚେତ୍ ହୋଇପାରେ ସମସ୍ୟା

କଥାରେ ଅଛି ରାଗ ବ୍ରହ୍ମ ଚଣ୍ଡାଳ, ଅର୍ଥାତ୍ ମଣିଷ ଯେବେ ରାଗ ବା କ୍ରୋଧରେ ଥାଏ ସେ କିଛି ଜାଣି ପାରିନଥାଏ । ନିଜର ନିୟନ୍ତ୍ରଣ ହରାଇ ବସିଥାଏ । ତେବେ ନୀତି ଶାସ୍ତ୍ରରେ କ୍ରୋଧକୁ ନେଇ ଅନେକ ତଥ୍ୟ ରହିଛି ।

gold rate today
ବଢିଲା ସୁନା ଓ କମିଲା ରୂପା

ବିଢିଲା ସୁନାର ଦର ଦାମ୍ । ଲଗାତାର ୩ ଦିନ ଧରି ସୁନାର ଦାମ୍ ବୃଦ୍ଧି ପାଇବାରେ ଲାଗିଛି । ଏହା ଛଡ଼ା ରୂପାର ଦାମ୍ ଅଳ୍ପ ହ୍ରାସ ପାଇଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୪, ୧୪୦...

ECIL recruitment 2021
ECILରେ ଖାଲିପଡିଛି ୩୦୦ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଅଫ ଇଣ୍ଡିଆ ଲିମିଡେଟ(ECIL) ପକ୍ଷରୁ ୩୦୦ରୁ ଅଧିକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ମାନେ ତୁରନ୍ତ ଆବେଦନ କରନ୍ତୁ ।

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।